Khola Katha with Odisha Minister Prithviraj Harichandan

#ଓଡ଼ିଶାରେ_ବନ୍ଦ_ହେବ_ମଦ ?
ଖୋଲାକଥାରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶୁଣନ୍ତୁ ଓଡ଼ିଶାରେ ମଦ ବନ୍ଦ ହେବାକୁ ନେଇ କ’ଣ କହୁଛନ୍ତି...
#Kholakatha #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 339

  • @saubhagyaranjanbiswal3052
    @saubhagyaranjanbiswal305221 күн бұрын

    ଓଃ ଆପଣ କହିବା କଥା ଚୋରା ମଦ ବନ୍ଦ ହେଲେ ସରକାରୀ ମଦ ଦୋକାନ ରୁ ଅଧିକ ମଦ ବିକ୍ରି ହେବ, ସରକାରକୁ ଅଧିକ ରାଜସ୍ବ ମିଳିବ

  • @Sidhartha263
    @Sidhartha26321 күн бұрын

    ଚୋରା ମଦ ନୁହେଁ ସବୁ ବନ୍ଦ କର । ଗାଲୁଆ ମି ବନ୍ଦ କର

  • @bishnuprasadjani4174
    @bishnuprasadjani417414 күн бұрын

    ଆପଣଙ୍କ ଗାଁ ପାଖରେ ଦେଶୀ ମଦ ଆଉ ଚୋରା ମଦ ବିକ୍ରି ହେଉଛି ଆପଣ ଆଗରୁ ଜାଣିଛନ୍ତି । ଏହାକୁ କେବେ ବନ୍ଦ କରିବେ କୁହନ୍ତୁ 🙏

  • @padmalochannaik6132
    @padmalochannaik613214 күн бұрын

    ଓଡ଼ିଶାରେ ମଦ ବନ୍ଦ କରିବା ଉଚିତ ସାର୍

  • @pratapkumarjena1310
    @pratapkumarjena131014 күн бұрын

    ପାଗଳାମି ପରି ଗପୁଛୁ ମଦ ବନ୍ଦ କରିବତ କରିବ ଚୋରାମଦ କାହିଁକି ବନ୍ଦ କରିବ, ରାଜସ୍ୱ କମୁଛିବୋଲି

  • @munkukomna91
    @munkukomna9121 күн бұрын

    ଆଜ୍ଞା ମଦ ବନ୍ଦ କରିବେତ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ,

  • @user-vl3rv7cd8z
    @user-vl3rv7cd8z21 күн бұрын

    ସ୍ଥାନୀୟ ପୋଲିସ ମାଧ୍ୟମରେ ଚୋରା ମଦବିକ୍ରୀହେବା ବନ୍ଦ କରିବା ପ୍ରତି ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ଦରକାର

  • @samparksathi
    @samparksathi21 күн бұрын

    ମଦ ବନ୍ଦ ବିଷୟରେ ଶୁଣିଲେ ତ, ଶାସନ ରେ ଆସିବାପରେ ସବୁ ସମାନ, ଏହି କଥା ଜାଣି ରଖନ୍ତୁ ଓଡ଼ିଆ ଭାଇ ଓ ଭଉଣୀ ମାନେ। ସେଥିପାଇଁ ନିଜ ନିଜ ଭିତରେ ଝଗଡ଼ା କରନ୍ତୁ ନାହିଁ।

  • @kaliarout8777
    @kaliarout877721 күн бұрын

    ଦୋଗଲ ନୀତି

  • @user-hd4nz2gd4y
    @user-hd4nz2gd4y21 күн бұрын

    ଶଳେ କହିବ ଗୁଟେ କରିବ ଗୁଟେ.......ପମ୍ପ୍ ମାରି ଜିତିଲ ବହୁତ ଭୋଟେ....ଏବେ ଖାଏବ ନ ଚୋଟେ........

  • @user-du3xv1kl9s
    @user-du3xv1kl9s21 күн бұрын

    ମଦ ବନ୍ଦ୍ ନ କଲେ ଆଗାମୀ ଇଲେକ୍ସନ ରେ ଭୋଗିବ । ବାବୁ ଙ୍କ ବଡ଼ ବିଭାଗ ଚାଲିଯିବ ଭୟ ଲାଗୁଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାର ସେ । କୋଉ ପଟେ ଭାଷଣ ଦେଇ ଥିଲେ? ଏଇ ମଦ ବନ୍ଦ୍ ଆଶା କରି ଅନେକ୍ ପରିବାର bjp କୁ ଭୋଟ ଦେଇଛନ୍ତି।

  • @menkaparida2735
    @menkaparida273514 күн бұрын

    ଧନ୍ୟବାଦ୍ ଜଣାଉଛୁ ସାରେ 🙏🙏🇮🇳💐💐 ଓଡ଼ିଆ ପୁଅ ଓଡ଼ିଆଙ୍କ ପାଇଁ ସମର୍ପିତ 🙏🙏🙏♥️♥️

  • @chikun2000
    @chikun200014 күн бұрын

    ଆସନ୍ତା ନିର୍ବାଚନ ରେ ବିଜେପି ହାରିବ..ମନେରଖ

  • @user-ti9fm6wv2z
    @user-ti9fm6wv2z21 күн бұрын

    ମୋ ଓଡ଼ିଶା ମଦ ଓଡ଼ିଶା ।

  • @prakashkumarsahoo6245
    @prakashkumarsahoo624521 күн бұрын

    ଦୋଗଲା କଥା କୁହନା, ମଦ ବନ୍ଦ କଲେ ଚୋରା ମଦ ଆପେ ଆପେ ବନ୍ଦ ହୋଇଯିବ, ଖାଲି ଚୋରା ମଦ ବନ୍ଦ କରି counter ବlଲl ଙ୍କୁ ବଡ଼ଲୋକ ଆଉ ନିଜେ କୋଟିପତି ହେବା ଲକ୍ଷ ରେ ଅଛ.....

  • @sudhansusekharmaharana3566
    @sudhansusekharmaharana356614 күн бұрын

    ମାନନୀୟ ମନ୍ତ୍ରୀ ମହୋଦୟ. ଦେଶୀ. ବିଦେଶୀ ପ୍ରଥମେ ବନ୍ଦ କରନ୍ତୁ. ବିଶେଷ କରି ଆମ ଶ୍ରୀ ଧାମ ପୂରୀ ରେଆଗ ବନ୍ଦ କରାନ୍ତୁ

  • @jyotijilu9020
    @jyotijilu902021 күн бұрын

    Sir ଓଡ଼ିଶା ରୁ ମଦ ବନ୍ଦ କରନ୍ତୁ pleases 😢😢

  • @manasranjanpatnaik6747
    @manasranjanpatnaik674714 күн бұрын

    ମଦ ବନ୍ଦ କୁ ସ୍ୱାଗତ କିନ୍ତୁ ଯଦି ପୋଡ଼ସୀ ରାଜ୍ୟ ରୁ ମଦ ବ୍ୟାପକ ଚଡ଼ା ଦାମ ରେ ଆସିବ ଓ ଚୋରା ବ୍ୟାପରି ଅଧିକା ଲାଭ ପାଇବେ ଯେପରି ଗୁଟୁକା ବନ୍ଦ ର କିଛି ମାନେ ନାହିଁ ଗୁତୁଖା 2ଟଙ୍କା ରେ ବିକ୍ରି ହେଉଥିଲା କିନ୍ତୁ ଏବେ ଚୋରା ରେ 5 ଟଙ୍କା ରେ ବିକ୍ରି ହେଉଛି ଲାଭବାନ ହେଲେ ଚୋରା ବ୍ୟପାରୀ ମଦ ମଧ୍ୟ ବନ୍ଦ କଲେ 200ଟଙ୍କା ମଦ 500 ଟଙ୍କାରେ ବିକ୍ରି ହେବ ଓ ଚୋରା ବ୍ୟପାରୀ ଲାଭବାନ ହେବେ ଓ ରାଜସ୍ବ ଆସିବ ନାହିଁ ବହୁତ ଚିନ୍ତାକରି ମଦ ବନ୍ଦ କରିବ

  • @PuriToka91
    @PuriToka9121 күн бұрын

    ସେଇ ତ ଗୋଟିଏ କଥା

  • @janardansingh7168
    @janardansingh7168Күн бұрын

    ଆପଣ କୁ ବହୁତ ବହୁତ ଧନ୍ୟବାଦ ମନୋରଞ୍ଜନ ଆଗିୟା ଆଜି ମନ୍ତ୍ରୀ ସଙ୍ଗେ ମଦ ବନ୍ଦ କରବାର ବିଷୟ ରେ ମନ୍ତ୍ରୀ ଙ୍କର କଥା ରୁ ଅସ୍ପଷ୍ଟ ବାରି ହଉଛେ ତାଙ୍କର ହୁସିଆଁରୀ ଟା ମାନେ ରନ୍ଧା ମଦ ବନ୍ଦ ହଉ ଜେ ବିଦେଶୀ ମଦ ବେଶୀ ବିକ୍ରି ହେବା ସରକାର ର ରାଜସ୍ବ ବଢବା

Келесі