Keonjhar chariot Rope is made from Shiyali lata । ରଥଟଣା ହୁଏ ଶିଆଳି ଲଟାର ଛାଲିରୁ ପ୍ରସ୍ତୁତ ଦୌଡିରେ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ର ଦଅଁଳା ଗାଁ । ଏହି ଗାଁ ଟି ର ଅଧିକାଂଶ ପରିବାର ଭୂୟାଁ ସଂପ୍ରଦାୟର । ଆଉ ଏହି ଗାଁ ର ଭୂୟାଁ ସଂପ୍ରଦାୟର ଲୋକ ମାନେ ବିଶ୍ବର ସର୍ବ ବୃହତ ରଥ କେନ୍ଦୁଝର ଯେବେ ଠାରୁ ପ୍ରଥମେ ଆରମ୍ଭ ହୋଇଥିଲା ସେହି ସମୟରୁ ଆଜି ପର୍ଯ୍ୟନ୍ତ ଦୌଡି ଯୋଗାଇ ଆସୁଛନ୍ତି । ଏବେ ଗାଁ ର ବଡ ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ିଛନ୍ତି ଦୌଡି ତିଆରି କାମରେ | ଅକ୍ଷୟ ତୃତୀୟା ଠାରୁ ଦଅଁଳା ଗ୍ରାମର ଲୋକେ ଗନ୍ଧମାର୍ଦନ ପାହାଡ଼ ରୁ ଶିଆଳି ଲତା ରୁ ଛେଲି ସଂଗ୍ରହ କରିଥାନ୍ତି, ଦେବସ୍ନାନ ପୁର୍ଣିମା ରେ ଆଜ୍ଞା ମାଳ ପାଇଲା ପରେ ରଥ ଦଉଡି ତିଆରି କାମ ଆରମ୍ଭ କରନ୍ତି । ଦୌଡି ତିଆରି କରୁଥିବା ଲୋକଙ୍କ କହିବା ଅନୁଯାଇ ସବୁ ଶିଆଳି ଲତାରୁ ଦଉଡି ପ୍ରସ୍ତୁତ ହୁଏ ନାହିଁ, ଯେଉଁ ଗଛରେ କୌଣସି ଚଢେଇ ବସା କରିନଥିବେ, ଶିଆଳି ଲତା ଟି ଗଛ ଉପରୁ ତଳକୁ ଲମ୍ବି ଥିବ କେବଳ ସେହି ଲତା କୁ କଟାଯାଇ ସେଥିରୁ ବକଳ ବାହାର କରିଥାନ୍ତି । ପରେ ଏହି ବକଳ କୁ ମୋଡି ମୋଡି ଦୌଡି ନିର୍ମାଣ କରିଥାନ୍ତି ।
#odishanews #ZeeOdishaNews #SiyaliLata
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі