Kahidere Kalia | କହିଦେରେ କାଳିଆ | Full Video | Aswin Tripathy | Sourav Bharadwaj | Jagannath Bhajan

Музыка

The Most Awaited Devine Song released in DEEP MUSIC BHAKTI CHANNEL, with the blessings of the Devine mother .
ନିୟତି ର ଖେଳ ରେ " ମାନବିକତା ର ହସ୍ତାକ୍ଷର "
Video Credits
Starring-Aswin Tripathy
Dop- Sarada Krushna
Asst Director-Falguni Mishra
Asst Camera- Pinku
Production Manager- Uttam
Editor- Biswaranjan Subudhi
Di- Biswajit Swain
Art- Santosh
Costume Assitant-Bada Pua
Special Thanks- Yogi Jambeswar Khuntia
Post Work & GFX- ATF Studio
Promotional Partner-Idol Odisha
Producer-Deepak Kumar Swain & Shilarani Nayak
Publicity Design- Blank Canvas Rgf
Created By- Idol Odisha
Audio Credits
Song - Kahidere Kalia(କହିଦେରେ କାଳିଆ)
Singer - Sourav Bharadwaj
Lyrics - Sourav Bharadwaj
Music - Sourav Bharadwaj
Arrangement - Subhasis & Pinku
Producer - Deepak Kumar Swain & Shilarani Nayak
Music Lebel - Deepmusic Bhakti
Recorded, Mixing Mastering-Deep Music Studio
Kahidere Kalia | କହିଦେରେ କାଳିଆ | Full Video | Aswin Tripathy | Sourav Bharadwaj | Jagannath Bhajan
#kahiderekalia #newodiabhajan #souravbharadwaj #jagannathbhajan #jagannath #jaga #odiabhajan #newodiabhajansong #newodiabhajanspng2024 #jagannathtemple #bhajan #bhajansong #bhajans #newbhajan #odiajagannathbhajan #bhajanhits #odiabhajan #odiabhajanshorts #souravbharadwajsongs #hejaga #tobadapanakudhik #deepmusicbhakti #jagannathnewsong #jagannathpuri #jagannathbhajanodianew #jagannathnhajanodia #jaganathstatus #କହିଦେରେକାଳିଆ #aswinitripathy #idofilms #aswintripathy #aswintripathybhajan #aswintripathysong #aswintripathynewsong #purijagannadh #bestbhajan #latestbhajan #jagannathpuri #odiabhajan
Kahidere Kalia || କହିଦେରେ କାଳିଆ || New Odia Bhajan Teaser || Aswin Tripathy || Sourav Bharadwaj
We hope you will enjoy this song PLEASE LIKE , SHARE & SUBSCRIBE 🎁🎁Surprise Gift for “Deep Music Bhakti”🎁🎁
Subscribers WHATSAPP ON : +91-9556261053
E-mail: deepmusicbhakti@gmail.com
SUBSCRIBE FOR UNLIMITED ENTERTAINMENT Subscribe To DEEP MUSIC ODIA: kzread.info/dron/baACNK7x.html... us of Facebook:
/ fo. . us on Instagram:
/ deepmusic.od. . us on Twitter:
/ deepmusic
!!!!!!!!!!!!!! ANTI-PIRACY DISCLAIMER !!!!!!!!!!!!!!!!“Deep Music” solely reserves the Copyright of this Content.Any Unauthorized reproduction, redistribution or re-upload Is strictly PROHIBITED of this material. Legal Action will be takenAgainst those who violate these Copyright terms & conditions
🌺 🙏ଜୟ ଜଗନ୍ନାଥ🙏🌺

Пікірлер: 990

  • @bhaktigyan853
    @bhaktigyan8532 ай бұрын

    ଭାଇ ସତ୍ୟ ଯୁଗରେ ଭଗବାନ୍ ଙ୍କୁ ପାଇବା ପାଇଁ ହଜାର ହଜାର ବର୍ଷ ତପସ୍ୟା କରିଥିଲେ କଳି ଯୁଗରେ ଭଗବାନ୍ ଙ୍କୁ ଏତେ ପାପ କରିକି କେମିତି ପାଇ ପାରିବା ନା ଆମ ମନରେ ଭକ୍ତି ଅଛି ନା ଆମେ ସେତିକି ପବିତ୍ର ଆଗ ମନ ଆଉ ଦେହ କୁ ପବିତ୍ର କରି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଏହି ମହାମନ୍ତ୍ର କୁ ଜପିବା ପାଇଁ ପଡିବ ତାହେଲେ ଯାଇ ଆମ ଆଖି କୁ ପବିତ୍ର କରିପାରିବ ଆଉ ଭଗବାନ୍ ଙ୍କୁ ଦେଖି ପାରିବା🙏🙏🙏.

  • @Sipun-panda1998

    @Sipun-panda1998

    2 ай бұрын

    ଏଥି ତ୍ ଭଗଵାନ ଅବତାର ନେଇକି ଆସିଲେ ମଣିଷ ତାଙ୍କୁ ଚିହ୍ନି ପାରୁ ନାହାନ୍ତି କହୁଛନ୍ତି ବାବା ଟେ ହେଇଥିବ।କିନ୍ତୁ ଯୁଗେ ଯୁଗେ ଯେମିତି ଅବତାର ଆସିଛନ୍ତି କଳିଯୁଗ ରେ ବି ଆସିଛନ୍ତି ସତ୍ୟ କୁ ଜାଣିବାକୁ ଚେଷ୍ଟା କରନ୍ତୁ ଜାଣି ପାରିବେ କଳିଯୁଗ ରେ କୋଉ ମାନେ ପାଇଛନ୍ତି ତାଙ୍କ ଦର୍ଶନ

  • @biku.hotk9655

    @biku.hotk9655

    2 ай бұрын

    ହଁ ପାପ କରିଛୁ ଆମେ ମନ ରେ ଭକ୍ତି ବି ନାହିଁ ନା ଆମ ଦେହ ପବିତ୍ର ଏତିକି ଯଦି ଆତ୍ମ ଜ୍ଞାନ ଆସିଗଲା ତ ଭାବି ନିଅ ଯେତେ ପାପ କରିଚ ତାର ପ୍ରାୟଚିତ କରିବା ର କ୍ଷମତା ତମ ପାଖରେ ଅଛି ମନ କୁ ଭକ୍ତି ରେ ଯୋଡ଼ି ବାର ଶକ୍ତି ମଧ୍ୟ ତମ ପାଖରେ ଅଛି ଆଉ ଦେହ କୁ ପବିତ୍ର କରିବା ର କ୍ଷମତା ବି ମଧ୍ୟ ଅଛି ଆଉ ରହିଲା ତପସ୍ୟା କଥା ସତ୍ୟ ଯୁଗ ର କଳିଯୁଗ ରେ ଏକ ମାତ୍ର ନାମ ଜପ ପାପ ର ପ୍ରାୟଶ୍ଚିତ ମନ କୁ ଭକ୍ତି ରେ ଯୋଡିବା ଆଉ ଦେହ କୁ ପବିତ୍ର ଓ ଜୀବନ କୁ ମୁକ୍ତି ଓଃ ଆତ୍ମ କୁ ବୈକୁଣ୍ଠ ପ୍ରାପ୍ତ କରିବା ର ଏକ ମାତ୍ର ଉପାୟ ମହମନ୍ତ୍ର ବା ମୁକ୍ତି ମନ୍ତ୍ର ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏ଜୟ ଜଗନ୍ନାଥ

  • @PurnachandraPratihari-td7jb

    @PurnachandraPratihari-td7jb

    2 ай бұрын

    ​@@Sipun-panda1998Bhai kaha Katha kahucha sarathi baba Katha

  • @indsunil5429

    @indsunil5429

    2 ай бұрын

    Jay Jagannath 🙏

  • @TKNMUSICPRESENT

    @TKNMUSICPRESENT

    2 ай бұрын

    Jie dharmiko achanti jagatare . Jahanka pakhore papo nahi emiti thakuraku first khajantu..kahanire to sabu bhala hin dekhajibe

  • @kattarhindu233
    @kattarhindu2333 ай бұрын

    ଏ ମିଛ ମାୟା ସଂସାର ରେ ଭଗବାନ ହୁଏ ତ ସିଧାସଳଖ ଆସି ନ ପାରନ୍ତି ! କିନ୍ତୁ ଚିନ୍ତା କରନି ଭାଇ ସେ ଆମ ସମସ୍ତଙ୍କୁ ଦେଖୁଛନ୍ତି । ତୁ ଯେତେ ବେଳେ ବି ଅସୁବିଧା ରେ ପଡ଼ିବୁ ଦେଖିବୁ ସେ ଯେ କୌଣସି ରୂପ ରେ ଆସି ତତେ ସାହାର୍ଯ୍ୟ କରିବେ ! ଜୟ ଜଗନ୍ନାଥ 🤌🏻...🧡

  • @himanshumeher8398

    @himanshumeher8398

    2 ай бұрын

    🙏🙏🙏🙏

  • @bibhutibhusanbhoi185

    @bibhutibhusanbhoi185

    2 ай бұрын

    Right sir🙏

  • @praveenpatnaik4503

    @praveenpatnaik4503

    2 ай бұрын

    Jai jaganath❤❤❤

  • @bijayakumarvlogs8349

    @bijayakumarvlogs8349

    2 ай бұрын

    ଭାଇ ମୋ ସହ ସେମିତି ହୋଇଛି 😢

  • @SpiritualLove369

    @SpiritualLove369

    Ай бұрын

    Manare biswaasa aau prema jadi tanka pai pragaadha achi sie samna ku b aasijibe🙏

  • @SocialWorkerPradeep-gr9mr
    @SocialWorkerPradeep-gr9mr3 ай бұрын

    ମନକୁ ଛୁଇଁଯାଉଥିବା ଭଜନ ସହିତ ଭାଇଙ୍କ ଅଭିନୟ ଆହୁରି ମନକୁ ଛୁଇଁଗଲା ...

  • @ratiranjanbiswal4362
    @ratiranjanbiswal43623 ай бұрын

    ଅଶ୍ୱିନୀ ଭାଇ...ଆପଣଂକର ଅଭିନୟ ଦେଖି ଆଖିରେ ଲୁହ ଆସିଗଲା.... ହୃଦୟ ସ୍ପର୍ଶୀ ... ଗୀତର ପ୍ରତେକ୍ୟ ଶବ୍ଦ, ସ୍ୱର ଓ ଅଭିନୟ ...ସତରେ ବହୁତ ହୃଦୟସ୍ପର୍ଶୀ ....ଜୟ ଜଗନ୍ନାଥ 🙏

  • @HimansuTheLoser
    @HimansuTheLoserАй бұрын

    ଏ ଗୀତ ଟି ମୁଁ ଶୁଣିବାରେ ଡେରି କରିଦେଲି ସତ , କିନ୍ତୁ ଶୁଣିଲା ପରେ ଏ ମିଛ ମାୟା ସଂସାର ଛାଡି଼ ସବୁଦିନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ଇଚ୍ଛା ହେଉଛି 😢

  • @BiswabhusanNayak-ov5cn
    @BiswabhusanNayak-ov5cn24 күн бұрын

    ହେ ପ୍ରଭୁ ଜଗନ୍ନାଥ ମୋ ଗୋଡ଼ ଭଲ କରିଦିଅ,, କେତେ ଆଉ ପକେଇ ରଖିବ ମତେ,, ମୁଁ କଣ ନିଜ ଗୋଡ଼ ରେ ଚାଲି ଚାଲି ତୋ ଧାମ କୁ ଯାଇପରିବିନି 😭😭🙏🙏

  • @chandanpatra115
    @chandanpatra11520 күн бұрын

    ଗୀତ କୁ ଗାଇଥିବା ସୌରଭ ଭାଈ ଏବଂ ଅଭିନୟ କରିଥିବା ଅଶ୍ୱିନୀ ଭାଇ ଙ୍କୁ ହୃଦୟରୁ ଧନ୍ୟବାଦ୍। ଆଖିରେ ଲୁହ ଆସିଗଲା 🙏😢😥

  • @anilkumarnayak4954
    @anilkumarnayak49543 ай бұрын

    ହେ ମହାପ୍ରଭୁ କାଳିଆ ସାଆନ୍ତ ସମସ୍ତଙ୍କୁ ଭଲରେ ରଖନ୍ତୁ

  • @papuxxx3476

    @papuxxx3476

    3 ай бұрын

    Thank you bhai❤❤

  • @praveenpatnaik4503

    @praveenpatnaik4503

    2 ай бұрын

    Jai jaganath❤❤❤

  • @tapaskumarsingh1993
    @tapaskumarsingh19933 ай бұрын

    ବହୁତ ସୁନ୍ଦର ଉପସ୍ଥାପନା❤❤❤❤ ଜୟ ଜଗନ୍ନାଥ⭕❗⭕

  • @_Santosh-Kumar_
    @_Santosh-Kumar_2 ай бұрын

    ଅଶ୍ୱିନୀ ଭାଇ ଅତି ଚମତ୍କାର ଏବଂ ହୃଦୟସ୍ପର୍ଶୀ ଅଭିନୟ କରିଛନ୍ତି । ଜୟ ଜଗନ୍ନାଥ🙏🙏

  • @ishanishortvideochannel2594
    @ishanishortvideochannel259420 күн бұрын

    ଏତେ ସୁନ୍ଦର ଅଭିନୟ ଏବଂ ଏତେ ଦୁଃଖ ଭରା ଭଜନ ମୁଁ ଦେଖିକି 😢 କାନ୍ଦି ପକେଇଲି 🙏🙏🙏 Jay Jagannath

  • @arunkumarmishra9212
    @arunkumarmishra921215 күн бұрын

    ସ୍ଵର ବହୁତ୍ ଭଲ, ଅଭିନୟ ବହୁତ୍ ଭଲ ହେଇଛି, କିନ୍ତୁ ଓଡ଼ିଆ ଭଜନ ର ଛୁଙ୍କ, ଓଡ଼ିଆ ବାଦ୍ୟ ର ଛୁଙ୍କ ରହିବା ଦରକାର ଥିଲା, ଭାରତର ସମସ୍ତ ଅଞ୍ଚଳ ର ବାଦ୍ୟ, ସ୍ଵର ଅଲଗା ଅଲଗା, ଯାହାକି ଶୁଣିଲେ ଜାଣି ହୋଇଯାଏ ଏହା ଏହି ରାଜ୍ୟର ସଙ୍ଗୀତ, ଭଲ କରି ବିଚାର କରିବେ, ଦେହକୁ ନେବେ ନାହିଁ, ଜୟ ଜଗନ୍ନାଥ

  • @BAAPI_____0D
    @BAAPI_____0D3 ай бұрын

    ଭାଇ ଲୋ ତୁମ ହସ ତମ ଅଭିନୟ ମାନିବା କୁ ପଡିବ ❤❤ ବହୁତ ବଢିଆ କରିଛ 😢😢❤❤

  • @Epic_Status.
    @Epic_Status.3 ай бұрын

    ହୃଦୟ ସ୍ପର୍ଶ ଗିତ ସହିତ ଅଶ୍ବିନୀ ଭାଇର ଅଭିନୟ ଦେଖି ମତେ ଜଗା ପାଖକୁ ପୁଣି ଯିବା ପାଇଁ ଇଚ୍ଛା ହେଲିଣି 🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻

  • @anilavenzer5023
    @anilavenzer50232 ай бұрын

    ଅଶ୍ୱିନ୍ ଭାଈ ପ୍ରସଂଶା କରିବାକୁ ଶଦ୍ଦ ହିଁ ନାହି ❤ ହୃଦୟ ସ୍ପର୍ଶି ❤

  • @Abhimusical1432
    @Abhimusical14323 ай бұрын

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କିଏ କିଏ ହୃଦୟ ରୁ ଭଲ ପାଅ comment' କର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଅତି ସୁନ୍ଦର ହେଇଚି ଗୀତ ଟି 💯💯💯

  • @beautybehera236

    @beautybehera236

    2 ай бұрын

    Jay Jagannath

  • @sipunpradhan3019
    @sipunpradhan30192 ай бұрын

    ବୋହୁତ ସୁନ୍ଦର ଆଖି ରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏😭😭

  • @BADALKC6180
    @BADALKC61802 ай бұрын

    ହୃଦୟସ୍ପର୍ଶୀ ଗୀତଟିଏ... ଶୁଣିଲା ପରେ ଦେହରେ ଶିହରଣ ଆଉ ଆଖିରେ ଲୁହ ଆସିଗଲା... ଏହା କେବଳ ଏକ ଗୀତ ନୁହେଁ, ଆମ ଭାବର ଶେଷ ଠିକଣା... ଜୟ ଜଗନ୍ନାଥ 🥺🥹🥺🥹🙏🙇

  • @jyotiranjanbaral6280
    @jyotiranjanbaral62802 ай бұрын

    ଭଜନ ଟି ଯେତିକି ସୁନ୍ଦର ଶୁଣିବାକୁ ଲାଗୁଚି ଅଶ୍ୱିନି ଭାଇ ର ଆକ୍କଟିଂ ଆହୁରି ସୁନ୍ଦର ଲାଗୁଚି ଦେଖିବାକୁ❤

  • @user-zm4hf9yt3u
    @user-zm4hf9yt3u3 ай бұрын

    ହେ ଜଗା କଣ ପାଇଁ ଏମିତି କରୁଛୁ ନେବାର ଇଚ୍ଛା ତ ନେଇଯା ନା....... 😢କଣ ପାଇଁ ଏତେ କଷ୍ଟ ଦଉଛୁ 😢

  • @mrajay3280

    @mrajay3280

    2 ай бұрын

    Bhai tk sahi jao ❤

  • @PratimaBhoi-ly7np
    @PratimaBhoi-ly7np2 ай бұрын

    ମନକୁ ଛୁଇଁ ଗଲା ❤ ବହୁତ ସୁନ୍ଦର ହୋଇଛି 🥰 ଆଖିରୁ ଲୁହ ଆସିଗଲା 🥹

  • @Mrsmile1998
    @Mrsmile199815 күн бұрын

    ହୃଦୟ କୁ ଛୁଇଁଲା ପରି ଆଉ ଆଖି ରୁ ଲୁହ ଆସିଲା ପରି ଭିଡିଓ ❤

  • @r.g.scomedy6417
    @r.g.scomedy64172 ай бұрын

    ପୁରା ହୃଦୟ କୁ ଛୁଇଁ ଦେଲା ❤❤ଜୟ ଜଗନ୍ନାଥ 🙏🥰✨💓..

  • @niranjansahu5358
    @niranjansahu53583 ай бұрын

    ସତରେ ଭାଇ ଏ ଗୀତ ଟି ଯେମିତି ସୌରଭ ସାର୍ ଭାବ ଦେଇକି ଗାଇଛନ୍ତି ତାଙ୍କର ସେଇ ଗୀତ ଟି କୁ ଅଶ୍ୱିନ ଭାଇ ଙ୍କ ଅଭିନୟ ଦ୍ୱାରା ବହୁତ୍ ଭଲ ଭାବରେ ବୁଝେଇଦେଉଛନ୍ତି ସତରେ ଅ ଶ୍ଵିନ ଭାଇ ଅଭିନୟ ବହୁତ୍ ସୁନ୍ଦର୍ କରିଛନ୍ତି ଏଇ ଭିଡିଓ ଦେଖି ଆଖିରେ ଲୁହ ଆସିଯାଇଛି😢😢😢😢😢😢😢😢😢😢😢😢😢😢ଜୟ ଜଗନ୍ନାଥ 🙏🙏🙏🥹🥹🥹🥹

  • @KanhaSahoo-ei1ux
    @KanhaSahoo-ei1uxАй бұрын

    ଜୟ ଜଗନ୍ନାଥ ହେ କାଳିଆ କୋଟି ଓଡ଼ିଆ ର ମ ଉଡ ମଣି ଏ ଦୁନିଆ ମିଛ ମାୟା ସଂସାର ଏଠି କାଳିଆ ହିଁ ନିଜର ହେ ମଣିମା ଶୁଣିମା ହେଉ ହେ ମହାପ୍ରଭୁ ହେ କୃପାସିନ୍ଧୁ କୋଟି କୋଟି ଭକ୍ତ ମାନଙ୍କର ଦୁଃଖ ଦୂର କରିଦିଅ ଏଇ ଦୁନିଆଟା ହଉଛି ମିଛ ମାୟା ଏଇଟା କଳି ଯୁଗ ଯିଏ ଭଲ କାମ କରେ ସେ କାଳିଆର ପ୍ରିୟ ହୁଏ ଓ ସେ ମଣିଷକୁ ବହୁତ ଶୀଘ୍ର ତାଙ୍କ ପାଖକୁ ନେଇଯାଆନ୍ତି ହେ ମହାପ୍ରଭୁ ଜୟ ଶ୍ରୀ ଜନ୍ନାଥଙ୍କ

  • @sasikantamohanty9623
    @sasikantamohanty9623Ай бұрын

    ମୁଁ ଗର୍ବ ରେ କହୁଛି ମୋର ମୃତ୍ୟୁ ଦରକାର 🙏

  • @LipiMeher-iz4ve

    @LipiMeher-iz4ve

    Ай бұрын

    Mate v bhai

  • @sasikantamohanty9623

    @sasikantamohanty9623

    Ай бұрын

    @@LipiMeher-iz4ve no. Tame bhala re ruha 🙏

  • @avi6533

    @avi6533

    29 күн бұрын

    Mate v❤

  • @RadheKrishna-zu8us

    @RadheKrishna-zu8us

    16 күн бұрын

    Mukti paiba pain Mrutyu kn nihati abashyaka Bhai.... Bhagawan samastanka janma deichanti kichhi na kichhi bhala udyasa re...jadi satare bhagawan nku paibara ichha tahele bhagawan nku bhala laguthiba sabu bhala kama kariba uchit...jadi samastanku mrutyu darkar tahele bhagawan janma kn pain deichanti...Jay jagannath❤

  • @sasikantamohanty9623

    @sasikantamohanty9623

    16 күн бұрын

    @@RadheKrishna-zu8us ଠିକ କଥା ହେଲେ ସଂସାର ଠୁ ଦୂର ରେ ରହିବାକୁ ଚାହୁଁଚି. ମୁଣ୍ଡ ବିଚଳିତ ହଉଚି. ନିଜ ଉପରେ ସବୁ ବିତି ଯାଉଛି. ତେଣୁ ମୃତ୍ୟୁ ଚାହୁଁଚି.

  • @SMCreationodisha
    @SMCreationodisha3 ай бұрын

    ହୃଦୟସ୍ପର୍ଶୀ ଗୀତ କୁ ଅଶ୍ବିନୀ ସାର୍ ଙ୍କ ଜୀବନ୍ତ ଅଭିନୟ ❤❤❤❤

  • @sangrambehera8874
    @sangrambehera88742 ай бұрын

    ଜୟ ଜଗନ୍ନାଥ ବହୁତ ବହୁତ୍ ବଢିଆ ହେଇଛି ❤

  • @SandhyaraniDas-yb4fq
    @SandhyaraniDas-yb4fq2 ай бұрын

    ଏ ଗୀତ ଟି ଶୁଣିଲେ ଦେହର ଲୋମ ଛିଡ଼ା ହେଇ ଯାଉଚି 😢😢 ସୌରଭ ଭାଇ ଙ୍କ କଣ୍ଠ ବହୁତ୍ ହୃଦୟ ସ୍ପର୍ଶି ❤❤❤ ଜଗନ୍ନା ଥ ତାଙ୍କୁ ବହୁତ୍ ଆଗକୁ ନିଅନ୍ତୁ 😊😊😊 ଜୟ ଜଗନ୍ନାଥ 🙏🙏🙏ମନକୁ ଛୁଇଁ ଯାଉଥିବା ଭଜନ ଟିଏ। ବେଳେବେଳେ ତ ଲାଗେ ତମେ ପଥର ହୋଇଯାଇଛ😢😢 ପୁଣି ଲାଗେ କି ତମେ ମୋ ସାଥିରେ ସବୁବେଳେ ଅଛ 😢😢🙏🙏

  • @MR.RANJU_1210
    @MR.RANJU_12103 ай бұрын

    ବହୁତ୍ ସୁନ୍ଦର ଅଭିନୟ, ଆଉ ଗାୟକ ଙ୍କୁ ବହୁତ୍ ବହୁତ୍ ଧନ୍ୟବଦ୍ ଏତେ ସୁନ୍ଦର ହୃଦୟ ସ୍ପର୍ଶୀ ଗୀତଗାଇ ଥିବାରୁ। ଜୟ ଜଗନ୍ନାଥ ❤❤

  • @lipicooking1957
    @lipicooking19572 ай бұрын

    ଜୟ ଜଗନ୍ନାଥ 🙏❤

  • @silen_tking
    @silen_tking2 ай бұрын

    ମିଛ ମାୟା ସଂସାର 😢 ଏଠି କାଳିଆ ହି ନିଜର 🙏❤

  • @Rekhavlog608
    @Rekhavlog608Ай бұрын

    କେ ଯାଣେ ଭଗବାନ ମତେ କେବେ ଡାକିବେ,ଆଉ ମୁଁ ପୁରୀ ଜିବି,🙏😢😢

  • @Kulangaravlogs

    @Kulangaravlogs

    Ай бұрын

    କାଲି ଆସ ପୁରି,,,,ପୁରା ସକାଳୁ ଆସ... ଆଉ ସନ୍ଦ୍ୟାରେ ଦର୍ଶନ ନିଶ୍ଚୟ କରିବେ... 👍🏼

  • @priyanathswain2376

    @priyanathswain2376

    Ай бұрын

    ସେ ନିମନ୍ତ୍ରଣ ପଠେଇବ ତୁମପାଖକୁ... ଦେଖିବ ଭାଇ.. ତାର ଭୁଲା ମନ ତୁମକୁ ଭୁଲିଯାଇଛି... ଏଥର ଡ଼ାକିବ... ଆଉ ଗଲେ ତାକୁ ପଚାରିବ କଣ ପାଇଁ ମୋତେ ଭୁଲି ଗଲୁ.... ଆଉ ସେ ହସିକି ରାତିରେ କହିବ.....😂 ଭଲ ରେ ଅଛୁ ତ 😂

  • @eranupprasad8975
    @eranupprasad897520 күн бұрын

    ଅତି ସୁନ୍ଦର ଭାବରେ ଗୀତ ର ପ୍ରଦର୍ଶନ କରି ସମସ୍ତଙ୍କ ମନରେ ଖୁସି ଭାରିଦେଲ

  • @rakeshchandrapradhan114
    @rakeshchandrapradhan1142 ай бұрын

    ଜୟ ଜଗନ୍ନାଥ ❤️🙏🏻ସୁନ୍ଦର ଅଭିନୟ ଅଶ୍ୱିନୀ ଭାଇ ❤️🙏🏻🙏🏻🙏🏻

  • @pmmehergaming3195
    @pmmehergaming31952 ай бұрын

    ଏଇଟା କଲି ଯୁଗ ଯିଏ ଭଲ କାମ କରେ ସେ କାଳିଆ ର ପ୍ରିୟ ହୁଏ ଓ ସେ ମଣିଷ କୁ ବହୁତ୍ ଶୀଘ୍ର କାଳିଆ ତା ପାଖ କୁ ନେଇ ଯାଏ 🙏🙏🙏🙏🙏🙏🙏🙏🙏🙏

  • @user-wf9cr1rj9p

    @user-wf9cr1rj9p

    2 ай бұрын

    Hn seithi pain bodhe mo bhai ku se tanka pakhaku nei gale ...... Se bahut bhala thila miss u mo bhai..... Please feriaase ......... 😭😭

  • @rudranarayanjena3382
    @rudranarayanjena33823 ай бұрын

    ଜଗତ ର ନାଥ ,,,ସେଇ ଏକା ❤❤ ଜୟ ଜଗନ୍ନାଥ ଙ୍କ ଚରଣ ରେ ମୋର କୋଟି କୋଟି ପ୍ରଣାମ ,,,,,,,_ସର୍ବେ ଭବନ୍ତୁ ସୁଖିନଃ ''

  • @Sonu-mz4pv
    @Sonu-mz4pv2 ай бұрын

    Music, lyrics, Singing ... all done by Sourav Bhardwaj.... One man Army. What a multidisciplinary talented guy... ସୁନ୍ଦର ସଂଯୋଜନା ସହିତ ଅଭିନେତା ଙ୍କ ଅଭିନୟ ଗୀତ ର ମହତ୍ତ୍ଵ ଓ ମାଧୁର୍ଯ୍ୟକୁ ଦ୍ଵିଗୁଣିତ କରୁଛି।

  • @swadistpradhan2296
    @swadistpradhan22962 ай бұрын

    କାଳିଆ କାହାକୁ ଭଲ ରେ ରଖେନି । କାଳିଆ ଭକ୍ତ ହିଁ ବେଶୀ କଷ୍ଟ ପାଏ।

  • @SREENUSREENU7183

    @SREENUSREENU7183

    2 ай бұрын

    Chup kara.... Emiti katha kuhantini please🙏

  • @diptipradhan7446

    @diptipradhan7446

    2 ай бұрын

    Right

  • @nirakardas3825

    @nirakardas3825

    2 ай бұрын

    Se kasta dieni se bas tamaku strong banaye ye Kali juga saha ladhiba paine

  • @abhayakumarbehera5835

    @abhayakumarbehera5835

    2 ай бұрын

    ସତ କହିଲ 😢

  • @vicky4939

    @vicky4939

    2 ай бұрын

    Se kebe bi kahaku kasta dieni actually se kebe amaku kasta dei bi paribani, actually sata tw eita ki ame purbaru karithiba ra karma ra phala pau au se karma ra besi kasta se neijae au alpa amaku bhogibaku pade. jay Jagannath 🙏🏻🩵

  • @devashreerana8226
    @devashreerana82262 ай бұрын

    ଜଗନ୍ନାଥ ଭକ୍ତ ଦୁଃଖୀ ହେଇ ପାରନ୍ତି,କଷ୍ଟ ପାଇ ପାରନ୍ତି କିନ୍ତୁ ଜଗା ତାଙ୍କ ହାତ କେବେ ଛାଡେନି।ଆମେ କର୍ମରେ ବନ୍ଧା ସେଥିପାଇଁ ସେ ବି ବା କଣ କରି ପାରିବ।ଯିଏ ଭଗବାନ ହେଇବି କାନ୍ଦେ। Awesome singing Sourav and nice acting Ashwin bhai.... congratulations all the team ଓଡ଼ିଆ ଭଜନ ଲୋପ ପାଇବାକୁ ଲାଗିଥିଲା ବେଳେ ଏମିତି ଭଜନ ଭେଟି ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। ଜଗନ୍ନାଥ୍ ପ୍ରେମୀ ନିଶ୍ଚୟ ଏ ଗୀତ ଶୁଣି ଖୁସି ହେବେ। ଜୟ ଜଗନ୍ନାଥ

  • @FoodyTraveller24
    @FoodyTraveller243 ай бұрын

    Aswin acting really awesome... Song and act totally amazing... ଆଖିରୁ ଲୁହ ଆସିଗଲା.... ହେ ମହାବାହୁ ସମସ୍ତ ଙ୍କୁ ଖୁସିରେ ଆଉ ସୁସ୍ଥ ରେ ରଖନ୍ତୁ.. Jay Jagannath 🙏

  • @Mahi_Official74
    @Mahi_Official743 ай бұрын

    ସତରେ ଅତି ସୁନ୍ଦର ଲେଖା ଓ ସୁମଧୁର କଣ୍ଠ ରେ ଗୀତିକାର ସୌରଭ ଭାଇ ନିଖୁଣ ଭାବରେ ପରିବେଶ କରିଛନ୍ତି 🤗❤️ଅଶ୍ୱିନୀ ଭାଇ ସବୁବେଳେ ବହୁତ ଭଲ କରିଛନ୍ତି! କହିଦେ ରେ କାଳିଆ 🙏

  • @Aspirant0731
    @Aspirant07312 ай бұрын

    ଜୟ ଜଗନ୍ନାଥ🙏🏼 ଅତି ସୁନ୍ଦର ହୋଇଛି ଭିଡ଼ିଓ ଟି ❤

  • @ramakrushnagiri6082
    @ramakrushnagiri60823 ай бұрын

    Wow.... Bahut sundar. Heart Touching. Jay JAGANNATH 🙏

  • @bichitrajena3476
    @bichitrajena34762 ай бұрын

    ମହାପ୍ରଭୁ ଆପଣଙ୍କ ଚରଣ ତଳେ ମୋର କୋଟି କୋଟି ପ୍ରଣାମ 🙏ଓଡିଶା ର ସାଢେ ୪ କୋଟି ଓଡ଼ିଆ ଙ୍କ ର ମଉଡମଣୀ ସମସ୍ତ ଙ୍କୁ ତୁମର ଛତ୍ରଛାୟା ତଳେ ଘଣ୍ଟ ଘୋଡେଇ ରଖିଥାଆନ୍ତୁ ଜୟ ଜଗନ୍ନାଥ ♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ckjenavlogs7107
    @ckjenavlogs71072 ай бұрын

    😭 କାଳିଆ ପାଖରୁ କେହି ଖାଲି ହାତରେ ଫେରି ନାହାନ୍ତି...🙏🙏🙏

  • @dharmendralifestylle
    @dharmendralifestylleАй бұрын

    ସବୁ ତୋରି ଲୀଳା ଜଗା ମୁଁ ତୋ ଉପରେ ଅଭିମାନ କରିଛି। କଣ ସେମିତି ଖାଲି ବସି ଦେଖୁଥିବୁ । ଜଗା ତୋ ଜଗତକୁ ଦୁଇ ଦୁଇ ଟା ବିପଦ ଘେରି ରଖିଛି। ଏ ଦୁଇ ବିପଦରୁ ଉଦ୍ଦାର କରେ.... ଆମେ ପା କହୁ ତୁ ଥିଲେ ଆମ ଡ଼ର କାହାକୁ। ଜୟ ଜଗନ୍ନାଥ 🙏

  • @madhusmitamohanty8320
    @madhusmitamohanty83202 ай бұрын

    ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ଭଜନ 👌 ଜୟ ଜଗନ୍ନାଥ 🙏

  • @Sudhanshudash9090
    @Sudhanshudash90903 ай бұрын

    ହେ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ 🙏⭕‼️🙏🚩🚩

  • @pitambarakisan6897

    @pitambarakisan6897

    3 ай бұрын

  • @sudesnaswain3700
    @sudesnaswain37003 ай бұрын

    ଜଗା ତୋ ବିନା ମୋର କେହି ନାହାନ୍ତି ରେ ଜଗା ତୋ ବିନା ମୁଁ କିଛି ବି ନୁହେଁ ରେ ମୋତେ ରକ୍ଷାକର ଜଗା❤

  • @sandhyaraninayak8981
    @sandhyaraninayak89812 ай бұрын

    Beautiful ❤️ song ❤ jai jagannath 🙏✨🪄♥️.... ମୁଁ ଏହି ଗୀତଟି ଶୁଣି କାନ୍ଦିପକାଇଲି ଲାଗିଲା ଯେମିତି ଭଗଵାନ ଏ ଗୀତ ରେ ସାକ୍ଷାତ ଅଛନ୍ତି ❤❤❤ବହୁତ ବହୁତ ସୁନ୍ଦର ହେଇଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏମିତି ଅନେକ ଗୀତ ଆଣନ୍ତୁ .....

  • @henasahoo3693
    @henasahoo36933 ай бұрын

    Ohhh. Bahut bahut badhia Haichi aswin babu. Apana b odia industry ra bhabisyata after Bijay Mohanty , mihir Das , uttam Mohanty

  • @papunayak168
    @papunayak168Ай бұрын

    ଆମ ଓଡ଼ିଶବାସୀଙ୍କର ମଉଡମଣି ଜୟ ଜଗନ୍ନାଥ 🙏

  • @HemantaBehera-pz8yt
    @HemantaBehera-pz8yt15 күн бұрын

    ଏଇ ମିଛ ମାୟା ସଂସାରରେ କାଳିଆ କୁ ଛାଡ଼ିଦେଲେ ଆଉ କେହି ନୁହଁ କାହାରି, ମଣିଷ ଜେତେବେଳେ ସବୁ କିଛି ହରାଇ ଅସହାୟ ହୋଇଯାଏ ସେତେବେଳେ କାଳିଆ ହିଁ ଏକ ମାତ୍ର ସାହାରା ହୁଏ, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ ⭕️‼️⭕️

  • @manaspradhan3758
    @manaspradhan37582 ай бұрын

    ହେ ମହାପ୍ରଭୁ , ହେ କୃପାସିନ୍ଧୁ କୋଟି କୋଟି ଭକ୍ତ ମାନକର ଦୁଃଖ ଦୂର କରିଦିଅ⭕‼️⭕🙏

  • @ratikantnayak3032
    @ratikantnayak30323 ай бұрын

    ଗୀତ ଏବଂ ଅଭିନୟ ବହୁତ୍ ଭଲ ଲାଗିଲା

  • @shyamaghana6484
    @shyamaghana64843 ай бұрын

    Jete bele mu mo Prabhu jagannath nka bhajana sune mo akhiru luha bahari ase ...Jai.. jagannath

  • @rojalindakua

    @rojalindakua

    2 ай бұрын

    Mo ra bi semiti hue jay jagannath 🙏🙏🙏

  • @Lipkumar123
    @Lipkumar1233 ай бұрын

    ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏ାା ଅଶ୍ୱିନୀ ସାର୍ ଜଣେ ଭଲ ମଣିଷ ଏବଂ ଭଲ ଅଭିନେତା ମଧ୍ଯ 👍👍👍ାା

  • @DiptiJyoti
    @DiptiJyoti2 ай бұрын

    ହେ କାଳିଆ କୋଟି ଓଡ଼ିଆର ମଉଡମଣୀ 🙏🙏😭🙏🙏

  • @jayantswain3631
    @jayantswain36313 ай бұрын

    Such a beautiful creation, can't hold my tears. A perfect example of how we should carry the humanity in our heart and treat everyone around us with respect.

  • @mithunrout3686
    @mithunrout368617 сағат бұрын

    ବହୁତ୍ ସୁନ୍ଦର ଭଜନ ଟି ଆଖିରୁ ଲୁହ ଆସିଗଲା ଜୟ ଜଗନ୍ନାଥ ⭕❗⭕ 🙏🙏🙏

  • @lovelybaby898
    @lovelybaby8985 күн бұрын

    ସୁଣିଛି ଜଗା ବିନା ଗଛର ପତ୍ର ବି ହଲେନି ,ଏଇ ଦୁନିଆରେ ସବୁକିଛି ମିଛ କେବଳ ଜଗନ୍ନାଥ ହଁ ଏକା ସତ😭 ବହୁତ ସୁନ୍ଦର ଲେଖା ଅତି ସୁନ୍ଦର ସ୍ଵର ..... ଜୟ ଜଗନ୍ନାଥ ⭕‼️⭕🙏

  • @ishanishortvideochannel2594
    @ishanishortvideochannel25942 ай бұрын

    😥 ପ୍ରଭୁ ତୁମ ଛଡ଼ା ଆଉ କେହି ଗରିବ ମାନଙ୍କର ଦୁଃଖ ଶୁଣି ବେନି 🙏🙏 ସେଥିପାଇଁ ତ ତମକୁ ଦେଖିଲେ ହିଁ ଗରିବ ଆଖିରେ ଲୁହ ଆସିଯାଏ

  • @bikashbehera9280
    @bikashbehera92803 ай бұрын

    Bahut sundar Gita saha acting ... proud to be an odia ..Jay shree jagannath

  • @funn405
    @funn40516 күн бұрын

    ଜଗନ୍ନାଥଙ୍କୁ ଯେବେ ବି ମୁଁ ଦେଖେ ମୋ ଆଖିରୁ ଲୁହଧାର ରଖି ପାରେନି jay Jagannath 🙏🙏🙏⭕‼️⭕

  • @pradeepojha8909
    @pradeepojha89092 ай бұрын

    ଅତି ସୁନ୍ଦର 👌👍🏻 ଜୟ ଜଗନ୍ନାଥ ⭕❗⭕ 🚩🚩🙏🙏🥺🥺

  • @sibaprasadojha5067
    @sibaprasadojha50673 ай бұрын

    Sourav ur voice diffrent for lord jagannath .. ur last odia Bhajan great job

  • @Tom_Jerry_43_Mr.Jagabandhu
    @Tom_Jerry_43_Mr.Jagabandhu3 ай бұрын

    Everyone at their best Jay jagannath Swami Nayan patha gami bhava tumhe....from Bangalore...❤

  • @mkproduction6570
    @mkproduction6570Ай бұрын

    ଭାଇଙ୍କର ଏ ଭିଡିଓ ବହୁତ୍ ଭଲ ଲାଗିଲା ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି କି ଭାଇ ଙ୍କ ଆହୁରି ଭିଡିଓ ଆସୁ ଜଗନ୍ନାଥ ଙ୍କ ଉପରେ ବହୁତ ଭଲ ଲାଗିଲା ❤❤❤❤ super mind blowing attitude bro🙏🙏🙏 Jay jagannath 🚩

  • @munmoontripathy4737
    @munmoontripathy47372 ай бұрын

    Ati sundar...❤❤❤❤❤kebe se bhagya mora asiba to pakhaku tike jibi tate tike dekhibi😢

  • @sidhantod18
    @sidhantod183 ай бұрын

    The megical voice of Sourav Bhai ....... And Realistic Acting of Ashwin Bhai

  • @SwagatPanda-nv4fh
    @SwagatPanda-nv4fh13 күн бұрын

    ଯେବେ ବି ଶୁଣୁଛି ଆଖିରୁ ଅବି-ରତ ଅଶ୍ରୁର ଗଂଗା ଯମୁନା ବହି ଯାଉଛି

  • @LaxmipriyaMurmu-tp1pb
    @LaxmipriyaMurmu-tp1pb2 ай бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙇

  • @sonaliswain3492
    @sonaliswain34923 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ଭବ ତୁମେ 🙏🙏

  • @myblogchanneltravelingonfood
    @myblogchanneltravelingonfood2 ай бұрын

    ହୃଦୟ କୁ ଛୁଇଁଲା ଭଳି ଗୀତ ଟିଏ ବହୁତ୍ ସୁନ୍ଦର୍ ଲାଗିଲା ଭାଇଙ୍କ ଅଭିନୟ ❤❤❤❤❤❤❤❤

  • @PradeepKumarDas-ov3vv
    @PradeepKumarDas-ov3vv3 ай бұрын

    ଯେତେବେଳେ ନିଜକୁ ଏକା ମନେ କରୁଚୁ ନା ହେ ବାୟା ମନ ଥରେ ଖୋଲା ମନରେ କହିଦେ ଜୟ ଜଗନ୍ନାଥ ସ୍ଵାମୀ 🙏🚩🙏🚩🙏🚩🙏🚩🙏🚩

  • @rojalindakua

    @rojalindakua

    2 ай бұрын

    Jay jagannath 🙏🙏🙏

  • @PradeepKumarDas-ov3vv

    @PradeepKumarDas-ov3vv

    2 ай бұрын

    @@rojalindakua Jai jagannath Swami 🙏🙏

  • @topclass2436
    @topclass2436Ай бұрын

    It is a mind blowing best relaxing beautiful amazing song ଆମେ ଏମିତି ଗୀତ ହିଁ ଖୋଜୁ

  • @MR_DEBASISH24
    @MR_DEBASISH243 ай бұрын

    Very good actor ashwin bhai Very good singer sourav bhai 👏👏😢😢😢love this song & video❤

  • @anuruparout3397
    @anuruparout33973 ай бұрын

    ବାସ୍ତବରେ ହୃଦୟସ୍ପର୍ଶି ❤❤ ଭଜନ ଆଉ ଭାଇଙ୍କ ଅଭିନୟ 👌

  • @pkmuzica
    @pkmuzica3 ай бұрын

    ବହୁତ୍ ବହୁତ୍ ସୁନ୍ଦର। ହୃଦୟସ୍ପର୍ଶୀ। Best wishes from PRABODH KU MISRA

  • @subratvlogs7533
    @subratvlogs75333 ай бұрын

    ଜୟ ଜଗନ୍ନାଥ ⭕⭕ ଜୟ ଜଗନ୍ନାଥ ବହୁତ୍ ସୁନ୍ଦର୍ ଭଜନ ହୋଇଛି ❤❤❤

  • @bikrammohapatra4035
    @bikrammohapatra40352 ай бұрын

    ଜୟ ଜଗନ୍ନାଥ ସ୍ୱାମି ସମସ୍ତ ଙ୍କୁ ହସ ଖୁସି ରେ ରଖିଥାନ୍ତୁ 🙏🙏🙏💐💐💐💐

  • @soumyaranjandas678
    @soumyaranjandas6783 ай бұрын

    ଆମ ଓଡ଼ିଶା🙏🏽🪷❤️ଜଗନ୍ନାଥ ଓଡ଼ିଶା ଜୟ ଜଗନ୍ନାଥ 🙏🏽

  • @jishnupal4888
    @jishnupal48882 ай бұрын

    ହେ କାଳିଆ ସାଆନ୍ତ ମୋତେ ଏ ସଂସାର ରୁ ପାରିକରିଦେ ରେ

  • @lopaofficialvlog3506
    @lopaofficialvlog350616 күн бұрын

    କଷ୍ଟ ତ ସବୁ ସମୟରେ ଆସେ ହେଲେ ପ୍ରକୃତ କଷ୍ଟ ତ ସେତେବେଳେ ଲାଗେ ଯେତେବେଳେ ନିଜ ପିଲା ମାନେ ବୃଦ୍ଧ ବୟସରେ ବାପା ମା ଙ୍କ କଷ୍ଟ ବୁଝି ପାରନ୍ତିନି । ଜୟ ଜଗନ୍ନାଥ ❤🙏

  • @Mamali0dadhan

    @Mamali0dadhan

    6 күн бұрын

    😊

  • @hemantajena4758
    @hemantajena47583 ай бұрын

    ସତରେ aswin sir ଆପଣଙ୍କ ଅଭିନୟ ହୃଦୟକୁ ଛୁଇଁଗଲା, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ବହୁତ୍ ଆଗକୁ ନେଇକି ଯିବେ, ଜୟ ଶ୍ରୀ ଜଗନ୍ନାଥ 🙏

  • @nehaagrawal4823
    @nehaagrawal48233 ай бұрын

    Mind blowing performance bhai. U r a brilliant actor aswin bhai.

  • @puskarbehera9597
    @puskarbehera95973 ай бұрын

    ହେ ପ୍ରଭୁ ତମର କି ନୀଳା ..... ଜୟ ଜଗନ୍ନାଥ 🙏

  • @Manikya287
    @Manikya28713 сағат бұрын

    ମୋତେ ବି କହିଦେ କାଳିଆ😭ମୋତେ କେବେ ନେବୁ ତୋ ପାଖକୁ😭ମୁଁ ଆଉ ଏ କଷ୍ଟ ସହି ପାରୁନି କି ଏ ମୋହ ମାୟା ସଂସାର ରେ ରହିବାକୁ ଚାହୁଁନି 😭

  • @satyanarayanmallick4077
    @satyanarayanmallick40772 ай бұрын

    ସୁନ୍ଦର ଗୀତ.. ❤️ଜୟ ଜଗନ୍ନାଥ 🙏

  • @kumarsanjay4150
    @kumarsanjay41502 ай бұрын

    ମନକୁ ଛୁଇଁ ଗଲା

  • @debasisswain637
    @debasisswain6373 ай бұрын

    Jay Jagannath maha pravu 🚩🙏

  • @laxminarayandas557
    @laxminarayandas5573 ай бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏🪔🪔🪔

  • @Sushant-ph9tj
    @Sushant-ph9tjАй бұрын

    Emiti bhajan sunile aatma ku shanti milijae....odia bhajan music dina ku dina jagannath ada nku tani nouchi... Jai jagannath team 😢

  • @LAXMANBARIK-pz9rc
    @LAXMANBARIK-pz9rc2 ай бұрын

    Gita sahita video au aswini bhai nko acting pura mana chhuan. Jay Jagannath 🙏🙏🙏

  • @shaktibantasahu4070
    @shaktibantasahu40703 ай бұрын

    JAY LORD JAGANNATHA SWAMI JAY MAA LAXMI

  • @rajeshkumarsahuvlog1248
    @rajeshkumarsahuvlog12482 ай бұрын

    ଜୟ ଜଗନ୍ନାଥ ମହାପ୍ରଭୁ କାଳିଆ ଠାକୁର କାଳିଆ ସାଆନ୍ତ ଜଗତର ନାଥ 🙏♥️🙏♥️🙏♥️🙏

  • @santoshkrishnapradhan3413
    @santoshkrishnapradhan34132 ай бұрын

    ଭାଇ ସକାଳୁ ସକାଳୁ ଉଠିକି ଦେଖିଲି, ଭାଇ ଲୋ ମୋ ଦିନ ପୁରା ହାଇଗଲା 🙏🙏 ୱା କି ସ୍ୱର କି ଅଭିନୟ.. ପୁରା ଜୀବନ୍ତ ପ୍ରଭୁ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ,, ଜୟ ଜଗନ୍ନାଥ 🙏🙏🙏

  • @sunitabehera2574
    @sunitabehera25743 ай бұрын

    Bahute sundara heichi gita ti aswin Bhai nka abhinaya bi sundar jay jagannath Swami sakhalu sakhalu prabu nka gita suni man Santi heigala

  • @chinmaya1886
    @chinmaya18863 ай бұрын

    ମଣିମା ଶୁଣିମା ହେଉ ❤😢❤

Келесі