କଳା କାରନାମାର ହାଟ❗ଦେହ ବେପାର ହୁଏ❗

Welcome to fresh new vlog , in this video we are showing you a tribal village, it comes under Which is surrounded by mountains and dense forest . There are maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #tribalmarket #trivalmarketfood #travel #ranipanda #video #mountainlifestyle #villagelife #mahalmanda #desidrink #travelvlog #charigarhvlogs #redlight #redlightarea #sexualworker

Пікірлер: 582

  • @prasantapattanaik862
    @prasantapattanaik862Ай бұрын

    ଗାଉଁଲି ହାଟ ଭଲ ଲାଗିଲା। ଜଁଗଲ୍ ଜାତ ଦ୍ରବ୍ଯ ଖାଣ୍ଟି ତଟକା ମିଳୁଛି। ଆଦିବାସୀ ହାଟ ଯୋଗୁଁ ସବୁ ଜଙ୍ଗଲି ଜିନିଷ ଓ ଆଦିବାସୀ ଜିନିଷ ମିଳେ। ଖାଇବା ଜିନିଷ ତ ସହଜେ ହାଟରେ ମିଳିଥାଏ।ଅନେକ ସ୍ଥାନରେ /ପାର୍କ ରେ ଓୟୋ ରେ ଦେହ ବ୍ୟବସାୟ ଆମେ ଶୁଣି ଥିଲୁ। କିନ୍ତୁ ଏଠି ଆଦିବାସୀ ହାଟରେ ଦେହ ବ୍ୟବସାୟ ଶୁଣି ଭାରି ଦୁଃଖ ଲାଗିଲା।ଏମାନେ ମଜା ପାଇଁ ଦେହ ସୁଖ ନେଉ ନାହାନ୍ତି। ବରଂ ଆର୍ଥିକ ଅସୁବିଧା ପାଇଁ ଏ ସବୁ କରୁଛନ୍ତି ଯାହା ସମାଜକୁ କଳୁଷିତ ଓ ରୋଗଗ୍ରସ୍ତ କରୁଛି। ସରକାର ଏ ସବୁର ନିରାକରଣ କରିବା କଥା। ଦୋକାନୀଙ୍କ ଦୋକାନଘର ଯୋଗାଇ ଦେଲେ ଭଲ ହୁଅନ୍ତା।ଆଉ ହେଲା ସରକାର ମଦ ବନ୍ଦ କଲେ ବି ଆଦିବାସୀଂକୁ ଏଥିରୁ ବାଦ୍ ଦେବା ଉଚିତ।କାରଣ ଏହା ତାଂକ କୋଉଳିକ ପାନୀୟ। ପାହାଡ଼ ଜଁଗଲ୍ ଭିତରେ ଏମାନଙ୍କ ଜୀବନର ଏକ ସ୍ଵତନ୍ତ୍ର ରୁଚି ଅଛି ଯାହା ଆଧୁନିକ ଜୀବନ ଚର୍ଯାରେ ନାହିଁ।

  • @AsishkumarDas-ne5yw

    @AsishkumarDas-ne5yw

    Ай бұрын

    😊😊😊😊😊😊😊😊😊😊😊😊😊

  • @Bablu_33.

    @Bablu_33.

    Ай бұрын

    Halo brother this is village name and dist name written u

  • @naraharipatra-vu1kr

    @naraharipatra-vu1kr

    Ай бұрын

    Kk😊glfgtz cc gmk ଓ, ,ଔର ରୋରଡସ ସନ​@@AsishkumarDas-ne5yw

  • @mahavir453

    @mahavir453

    Ай бұрын

    JAI HO🙏🚩 YE KON SI JAGAH HAI KOI TO BATAAIYE PLEASE

  • @KumudiniNahak

    @KumudiniNahak

    Ай бұрын

    😊😊😊😊😊😊😊😊😊😊😊😊😊😊

  • @niranjanbehura5258
    @niranjanbehura525827 күн бұрын

    ଆଦିବାସି ଲୋକ ବହୁତ୍ ସରଳ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ଏମାନେ ନିର୍ଭର କରିଥାନ୍ତି ଜୟ ଜଗନ୍ନାଥ

  • @Papurath8
    @Papurath8Ай бұрын

    ଏମିତି ନାଁ ଲେଖେନା ମାଡ଼ ଖାଇବୁ,,, କଳା କାରନାମା କ'ଣ ଧନ୍ଦା ଚାଲିଛି ଏଠି

  • @goutamlohar1987
    @goutamlohar198726 күн бұрын

    ଭୁଲ, ରିପୋର୍ଟ କରୁଚୁ ରେ ଭାଇ ଆମର ଏହି ହାଟ ରୁ 50 ମିଟର ଦୂରରେ ମୋ ଘର ଏଠି ମୁଁ ଜନ୍ମ ହଇଛି ଏମିତି କିଛି ଭି ଏଠି ହୁଏନା ସବୁ ହାଟ ଅପେକ୍ଷା ଆମ ହାଟ ଶାନ୍ତି ପୁର୍ଣ ହାଟ ଆମ ହାଟ କୁ ଏମିତି ବଦନାମ କାଇଁକି କରୁଛୁ

  • @maasihasani1907

    @maasihasani1907

    23 күн бұрын

    ଏହାକୁ ନିଦୁମ୍ ପିଟିଦେହ ଗୋଡ ଆତ ବାନ୍ଦୀ କି

  • @sibusoren9651

    @sibusoren9651

    22 күн бұрын

    Jiye vdo katu6 pota lagantu sekiba

  • @rohitroshan2830

    @rohitroshan2830

    22 күн бұрын

    Mgh e panasa manji janini. Kahuchhi ebodhe panasa manji

  • @LifeandThinking3820

    @LifeandThinking3820

    22 күн бұрын

    Mg ku badao sola

  • @manoranjanmohapatra2811

    @manoranjanmohapatra2811

    20 күн бұрын

    Thiki kahila bhai

  • @SukindadisumBabuofficial
    @SukindadisumBabuofficialАй бұрын

    ଥରେ କେଉଁଝର ରେ ମାଡ଼ ରୁ ବଂଚିଥିଲୁ ,ଏବେ ଯାଜପୁର ରେ ମାଡ଼ ଖାଇବୁ .ଆମ ଯାଜପୁର କୁ ବଦନାମ କରୁଛୁ / ଏଇ ଲୋକଟାକୁ ଯାଜପୁର ରେ ଯେହୁଁତି ଦେଖିବ ମାର m g ku

  • @bholanathmarndi7264

    @bholanathmarndi7264

    Ай бұрын

    ବାଡେଇ ପକାଅ ମିଛ ପ୍ରଚାର କରୁଛି

  • @SunaDs-Reaction

    @SunaDs-Reaction

    27 күн бұрын

    Yes madi chala

  • @user-hq1gj6xb5y
    @user-hq1gj6xb5yАй бұрын

    ମାଡଖିଆ ମିଛଟାରେ ଵଦନାମ କରୁଛୁ ଏ ହାଟକୁ

  • @reactionwithrahul1

    @reactionwithrahul1

    Ай бұрын

    Yaa ku longola kori pitibe sola .se hatoku aau thore jau

  • @hsinformationandvlogs8057
    @hsinformationandvlogs805728 күн бұрын

    ଦେହ ବ୍ୟବସାୟ ମିଛ କଥା ଭଳି ଲାଗୁଛି.....

  • @Mindblowing-fe6xe

    @Mindblowing-fe6xe

    19 күн бұрын

    ପୁରା ମିଛ

  • @binubehera868

    @binubehera868

    5 күн бұрын

    Hmm Bhai taku pito Sola ku

  • @chandraisoren3615
    @chandraisoren3615Ай бұрын

    ଗାଣ୍ଡି ମରା ବେକାର ରେ ଆଦିବାସୀ ମାନଙ୍କୁ ବଦନାମ୍ କର ନାହିଁ ପ୍ରମାଣ ଦେଖା ହିନ୍ଜିଳା ହେଇଥିବେ

  • @ChandanKumar-gh6lr

    @ChandanKumar-gh6lr

    26 күн бұрын

    Report koridio yutube ku

  • @debaadattamohapatra545

    @debaadattamohapatra545

    22 күн бұрын

    Asigala line re​@@user-cb8hs4di7v

  • @thedarkhorse2121
    @thedarkhorse212121 күн бұрын

    ଦେହ ବ୍ୟବସାଇ ର ଶବ୍ଦ ପ୍ରୟୋଗ କରି ସେହି ସ୍ଥାନ ର ନାମ ବଦନାମ୍ କରନ୍ତୁ ନାହିଁ ।

  • @rahul_lyrics_k155
    @rahul_lyrics_k1559 күн бұрын

    ବାଳ ଟିକେ ଭିୟୁ ପାଇଁ ତମେ ହାଟ ଟାକୁ ଦେହ ବ୍ୟବସାୟରେ ପରିଣତ କରିଦେଲ😡😡😡😡😡

  • @krishnahembram2585

    @krishnahembram2585

    2 күн бұрын

    Kauthi paibi chapalre badeibe

  • @krishnamahakud2954
    @krishnamahakud295425 күн бұрын

    ଠିକ୍ ଅଛି ଓଡିଶା ର ପରମ୍ପରା ସଂସ୍କୃତ ର ବଜାର ନୂଆଁ ନୂଆଁ ଯାଗା ର ସଂସ୍କୃତି ଦେଖେଇ ଥିବାରୁ ଧନ୍ୟବାଦ କିନ୍ତୁ ଦେହ ବେପାର ପାଇଁ କହିଛନ୍ତି ତା ହାର ପ୍ରମାଣ ଦେବାକୁ ପଡ଼ିବ ନଚେତ ତୁ ମାଦରଚୁତ ତର ଭିୟୂ ପାଇଁ ମିଛ କହି ଏମିତି ବଦନାମ କରୁଛୁ

  • @alokbehera4660
    @alokbehera4660Ай бұрын

    ଭାଈ, ଆପଣଙ୍କର ନୂଆ ହଟ ଆଉ ନୂଆ ଜାଗା present କରୁଥିବା ରୁ ଆପଣଙ୍କୁ ବହୁତ ଧନ୍ୟବାଦ।from..BDK

  • @rameshmajhi4317

    @rameshmajhi4317

    Ай бұрын

    ହାଟ ଭଲ ଲାଗିଲା, କିନ୍ତୁ ଦେହ ବ୍ୟବସାୟ କଥା ହାଜମ ହେଉ ନାହିଁ

  • @bulubehera8570
    @bulubehera857028 күн бұрын

    Odisha ର original ରୂପ ଦେଖି, ବହୁତ୍ ବଢ଼ିଆ ଲାଗିଲା, ଏହି ହଉଚି ମଣିଷ ର ଜୀବନ, ବlସ୍ ମଜା ଆସିଗଲା, ଭାଈ ତୁମକୁ ଧନ୍ୟବାଦ୍ ଆମ ଓଡ଼ିଶା ର ମୂଳ ପିଣ୍ଡକୁ present କରିଥିବାରୁ ❤❤❤

  • @SukantaLenka-yj7kh
    @SukantaLenka-yj7khАй бұрын

    Apanankara video bahuta Ananda dia bhai❤❤

  • @PappuPapu-vf7ok
    @PappuPapu-vf7okАй бұрын

    ମା।।। ମିଛୁଆ

  • @rameswarsoren9096
    @rameswarsoren9096Ай бұрын

    ନା ଭାଇ ସେଭଳି କିଛି ନାହିଁ ମୁଁ ସେଠିକାର ଲୋକାଲ ପିଲା।

  • @Papurath8

    @Papurath8

    Ай бұрын

    ଏ ଶଳା ଆମ ହାଟକୁ ବଦନାମ କରୁଛି

  • @user-cb8hs4di7v

    @user-cb8hs4di7v

    Ай бұрын

    ଗୁଡେ଼ଇ ଗୁଡେ଼ଇ ପିଟ...ଏ ସଳା ଟାକୁ

  • @dbrothertourist2452

    @dbrothertourist2452

    29 күн бұрын

    Aeita kou jagare hato houchhi.. jaga na ta kn bhai

  • @user-uh9se6gs6b

    @user-uh9se6gs6b

    26 күн бұрын

    Bhai Eita Kouthika Hato ki?

  • @KarunakarMarndi-hc3jc

    @KarunakarMarndi-hc3jc

    24 күн бұрын

    Mari ki Chhutu Kari diyo taku

  • @MTRJose
    @MTRJose25 күн бұрын

    ଏହି ହାଟ ରେ କିଛି ବି ଧନ୍ଦା କରାଜଏ ନାହିଁ

  • @sunilrauto5923
    @sunilrauto5923Ай бұрын

    ଆପଣ ଙ୍କ ଭଦ୍ର ବ୍ୟବହାର ବହୁତ୍ ଭଲ ଲାଗେ

  • @ranjitrajofficial7034

    @ranjitrajofficial7034

    9 күн бұрын

    ଏଇ ଲୋକଟା ଗାଲୁଆ ଲୋକଟା... ଆମ ଗାଁ ହାଟକୁ ବଦନାମ୍ କରୁଛି ଏଥର ନାମ ନବ

  • @biruamamalaxmi541
    @biruamamalaxmi541Ай бұрын

    Galua ସୁକିନ୍ଦା areea ରେ ରହିକି ଗାଲୁ ମାରୁଚୁ

  • @bholanathmarndi7264

    @bholanathmarndi7264

    Ай бұрын

    ତାକୁ ବଡେଇ ବା ଦରକାର ମିଛ ପ୍ରଚାର କରୁଛି ନିଜ vedio ଯେମିତି ବେସି ଦେଖିବେ ବୋଲି

  • @jagadishdehuri1445
    @jagadishdehuri1445Ай бұрын

    ଭାଇ ତମ ଗାଁ ହାଟରେ ଦେହ ବେପାର ହୁଏ ତାମେ ଯାଇକି ଦେଖି ଥିଲକି ମିଛ କଥା ତମ କେଂଝେର ରେ ଦେହ ବେପାର ହୁଏ ଭାଇ ମିଛରେ ଯାଜପୁର TATA Mainci କୁ ବଦନାମ କରୁଛ

  • @tuducreations5764
    @tuducreations576423 күн бұрын

    Views ପାଇଁ thumbnail ରେ ଦେହ ବ୍ୟବସାୟ ଲେଖିଛୁ,, Monther ଚୁଦ୍,, ସେ ଗାଁ, ସେ ହାଟ ବିଷୟ ରେ ତୁ ଜାଣିଛୁ,, ଶୋଳା ବଦନାମ୍ କରୁଛୁ,,

  • @sushantarout4872
    @sushantarout487225 күн бұрын

    ଜୟ ଜଗନ୍ନାଥ, ଏମିତି ସବୁବେଳେ ହସୁଥାଅ,

  • @subratapanigrahi3628
    @subratapanigrahi36285 күн бұрын

    ଶଳା ଆଦିବାସୀ ଦେହ ବେପାର କେବେ ଠୁ କଲାଣି ରେ MG, ଆଦିବାସୀ ଖଟି ଖାଇବା ପସନ୍ଦ କରେ, ତାର ଦେହ ବେପାର କରିବାରେ କୌଣସି ଆବଶ୍ୟକତା ନାହିଁ

  • @BaidharNaik-my1cj
    @BaidharNaik-my1cj19 күн бұрын

    Repoter ଭାଇ କେତେ ଦିନ ରୁ ଜାଣି ଛ ଏ ହାଟ ବିଷୟ ରେ ତେଲକୋଇ କଉଛ Keonjhar ହାଟ ମାନଙ୍କରେ ଦେହବେପାର ହୁଏ କି? ନିଜ କୁ ବିକି ଦିଅ ନାହିଁ

  • @user-yn2wp5bw1t
    @user-yn2wp5bw1tАй бұрын

    Aau dine Jodi aamo jati bisoyare negetive ward kahibo tebe v careful understand

  • @user-cb8hs4di7v

    @user-cb8hs4di7v

    Ай бұрын

    FIR

  • @mangalentertainment6898
    @mangalentertainment689821 күн бұрын

    Thomel ରେ ଠିକ ସେ ଲେଖ ନହେଲେ ମାଡ ଖାଇବୁ,ଏମିତି ମୂର୍ଖ vlog ର ପାଇଁ ଆମ ଆଦିବାସୀ ସମାଜକୁ ବର୍ବାଦ କରୁଛନ୍ତି।

  • @SK24NYK
    @SK24NYKАй бұрын

    Awesome bahi good work genuine videos

  • @jayhind6187
    @jayhind618725 күн бұрын

    ସୁନ୍ଦର ଭିଡିଓ

  • @kapilendramohanta9767
    @kapilendramohanta97675 күн бұрын

    ସେ ଚଣ୍ଡାଲ vlogging ଉପରେ ଯେଉଁ headline ଟା ଦେଇଚ୍ଛ ତାକୁ deleat କରିବାକୁ ଅନୁରୋଧ ନହେଲେ କାହା ହବୁଡ଼ିରେ ପିଠି ସେକା ଖାଇ ଯିବ ହାତ ସହିତ ଏରିଆର ବଦନାମ କରୁଛି

  • @judhisthiranaik2503
    @judhisthiranaik2503Ай бұрын

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଗାଁ ଗହଳି ହାଟ ଦେଖାଉ ଥିବାରୁ, ବହୁତ ଭଲ ଲାଗିଲା l

  • @ajaytravelmocar9713
    @ajaytravelmocar97135 күн бұрын

    ଆଉ ଟିକେ zoom କରିଲେ bhaut ଭଲ ହୁଅନ୍ତା

  • @debendrasasamal912
    @debendrasasamal91218 күн бұрын

    ଭଲ ଲାଗିଲା ଧନ୍ୟବାଦ୍

  • @subratbehera8293
    @subratbehera8293Ай бұрын

    Very nice blog bhai

  • @SucessloveCreation
    @SucessloveCreation16 күн бұрын

    Charigarh vlogs ତୁ ଆଓ ଥରେ ଏ ହାଟକୁ ଆସେ , ତ ଅବସ୍ଥା ସାଙ୍ଘାତିକ ହେବ, ମିଛ ଟାରେ ଆମ ହାଟ ନାଁ ରେ ବଦନାମ କରୁଛୁ,

  • @dhaneswarbarik-dx4ol
    @dhaneswarbarik-dx4olАй бұрын

    ସବୁ ଠିକ୍ ଅଛି, କିନ୍ତୁ କୋଉ କ୍ଲାସ୍ ଯାଏଁ ଯାଇଚ...ସେଇଟାକୁ ସୁନୁସୁନିଆ ଶାଗ କୁହାଯାଏ,କହିଲା କ'ଣ ନା ସୁନି ସୁନି ଶାଗ...

  • @user-cb8hs4di7v

    @user-cb8hs4di7v

    Ай бұрын

    ଲୋକ ଟା ଭଲ ନୁହେଁ

  • @sashibhusanhembram7235
    @sashibhusanhembram7235Ай бұрын

    Adibasinku bodnam karantu nahi.nija chanel ku promot karibapain.proman kariparibe ki,deha bepara hauchi bali. Bhagya bhala police apanaku dakinahi.

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏

  • @bholanathmarndi7264

    @bholanathmarndi7264

    Ай бұрын

    ​@@CharigarhVlogs1614promot kariba pain michha prachar karantu nahi na hele ମାଡ khaibe

  • @Pradeeppanda143

    @Pradeeppanda143

    26 күн бұрын

    ​@@CharigarhVlogs1614 Emiti Michha apaprachara karile kehi b subscribe karibeni ... Olti Unsubscribe karidebe

  • @silisili5649
    @silisili5649Ай бұрын

    Jay jagannath 🚩🚩

  • @Hanan-to7ex
    @Hanan-to7exАй бұрын

    I love my Odisha❤❤❤

  • @Naranmarndi46
    @Naranmarndi4628 күн бұрын

    ଆମ area କୁ ଆସ ପୁଅ ବହେ ମାଡ଼ ଖାଇବୁ

  • @pks4343
    @pks434312 күн бұрын

    କଳିଙ୍ଗନଗର ଡ଼ୁବୁରି ହାଟରେ ଭିଡ଼ିଓ କର ଆସିକି. ପ୍ରତି ଗୁରୁବାର ଦିନ ହାଟ ହୁଏ

  • @swaticreation6559
    @swaticreation655912 күн бұрын

    ଆଦିବାସୀ ଏରିଆ ସ୍ୱାଭିମାନ ଓ଼ ଇଜ୍ଜତ ରେ ଗରିବ ଲୋକ ସବୁ ବଞ୍ଚନ୍ତି,,, ବଜାର ଏରିଆ ଭଳି ମାଳିସାହି ଯାନ୍ତି ନାହିଁ... ଆଉ ତୁ ଏକ ହାରାମଜାଦୀ,,, ପ୍ରଣାମ ଦେଇ ନ ପାରିବୁ ଯଦି ନେଙ୍ଗଳା କରି ମାଟି ହାଣ୍ଡି ଗାଁ ଦାଣ୍ଡରେ ବୁଇବେ..... ନିୟମ ଅନୁଯାଇ

  • @manojstudio566
    @manojstudio56623 күн бұрын

    ଭାଇ ହାଟକୁ ବୁଲି ବାକୁ ଯାଉଛ କିଛି ଲୋକଙ୍କୁ ବିସ୍କୁଟ ଗୋଟେ ପାଣି ବୋତଲ ଦିଅନ୍ତୁ ବହୁତ ଭଲ ହେବ please ❤❤❤😂

  • @baijayantipingua9830
    @baijayantipingua9830Ай бұрын

    Bhai amebi se ariaku au se hataku jau kahi ameta dekhi nahu ki jani nahu deha bepara hua buli bina pramanara kahi kahuchhanti

  • @bholanathmarndi7264

    @bholanathmarndi7264

    Ай бұрын

    ବାଡେଇ ପକାଅ ମିଛ ପ୍ରଚାର କରୁଛି

  • @anantamurmu453
    @anantamurmu45311 күн бұрын

    Adibasi jetiki sorolo...setiki khatarnaak...

  • @ranjitrajofficial7034

    @ranjitrajofficial7034

    9 күн бұрын

    ସତ କଣ ସେଇଟା ଆଗ ଜାଣିବାକୁ ଚେଷ୍ଟା କର ତା ପରେ ମତ ଦେଲେ ଭଲ ହୁଅନ୍ତା.... ଅଯଥାରେ ମିଥ୍ୟା କଥାରେ ଡେଇଁଲେ କିଛି ହବନି..... ଧନ୍ୟବାଦ୍

  • @dipakkumarpatra574
    @dipakkumarpatra57429 күн бұрын

    Great bro

  • @pratappatra8489
    @pratappatra8489Ай бұрын

    Jay jagannatha 🙏🙏🙏🙏

  • @user-dz9wb2dp9h
    @user-dz9wb2dp9h16 күн бұрын

    Love from Keonjhar❤❤❤

  • @DhanaramBeshra
    @DhanaramBeshraАй бұрын

    Koujoga bhai

  • @user-cb8hs4di7v

    @user-cb8hs4di7v

    Ай бұрын

    Bes leka kuli kate FIR pe

  • @hrhansdah3233
    @hrhansdah323323 күн бұрын

    ମାଡ ଖାଇବୁ ଏମିତି କିଛି ହୁଏନାହିଁ

  • @balakrishnamahanta7542
    @balakrishnamahanta754215 күн бұрын

    ଦେହ ବେପାର କଥା ନଲେଖିଥିଲେବି ତୋ ଚେନାଲ ଚାଲିଥାନ୍ତା, ହେଲେ ମାଡୁଆ ବୁଦ୍ଧି କଲୁ...

  • @Pravatdiamond
    @PravatdiamondАй бұрын

    Good 👍👍👍👍🎉🎉🎉🎉❤❤

  • @ankurasingh5761
    @ankurasingh576113 күн бұрын

    କଙ୍କଡ଼ାହାଡ଼ ଆସ ଦେଖା ହେଲେ ତମର ମୋର ଦେଖା ଦେଖି ହେବା ସେଦିନ ତମେ bite ଦେବ ଦେହ ବ୍ୟବସାୟ ର ପ୍ରମାଣ ସହିତ ଅପେକ୍ଷାରେ ରହିଲି

  • @ranjitdigal323
    @ranjitdigal323Ай бұрын

    Good 👍

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @naturalforestfood1221
    @naturalforestfood122121 күн бұрын

    ଭାଇ ମାନେ ଏହାକୁ ଯେଉଁଠି ଦେଖିବ ସେଇଠି ମାଡ଼ ମାରିବ .....

  • @BikerDharam
    @BikerDharam15 күн бұрын

    Views ,watch time' ପାଇଁ ଏସବୁ thumbnail ରେ ଲେଖିବା ଭୁଲ

  • @user-jp2zk5hc1m
    @user-jp2zk5hc1mАй бұрын

    Good evening sir ❤

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @danceswuani2kmg696
    @danceswuani2kmg696Ай бұрын

    Ete michha kn pain' kahucha

  • @ShivaramBehera-wo8ft
    @ShivaramBehera-wo8ftАй бұрын

    God bless you my dear brother 💞

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ranjitrajofficial7034

    @ranjitrajofficial7034

    9 күн бұрын

    ​@@CharigarhVlogs1614କ୍ଷମା ମାଗିବୁ ତୋ ଭଲ କଥା ନ ହେଲେ ନାମ ନବୁ ରେ ପୁଅ

  • @bibegal
    @bibegalАй бұрын

    VERY nice

  • @rebatimishal2986
    @rebatimishal298629 күн бұрын

    Nice video

  • @tapanmarndi2787
    @tapanmarndi2787Ай бұрын

    ଆମ ଠୋ ୨୫km ଆମର ସବୁ ବେଳେ ଏଇ ହାଟ।

  • @user-cb8hs4di7v

    @user-cb8hs4di7v

    Ай бұрын

    Laga ante dalepe

  • @tapanmarndi2787

    @tapanmarndi2787

    Ай бұрын

    @@user-cb8hs4di7v akay vedio teyarij....?!

  • @damodarhembram9243
    @damodarhembram9243Ай бұрын

    ଗରିବ ଲୋକମାନଙ୍କ ମଜାକ ଉଡାଉ ଛ 😅

  • @ChittaranjanSankhua-oy9ke
    @ChittaranjanSankhua-oy9keАй бұрын

    ହାଟ କେଉଁ ଜାଗାରେ

  • @shibahembram8474
    @shibahembram847418 күн бұрын

    ଭାଇ nagada ରେ ହାଟ ହଉଛି ଭଲ vlog କରୀକି ଯିବ।

  • @user-wi6kw7kz6y
    @user-wi6kw7kz6y25 күн бұрын

    Deha bya basi manankara videos bana a

  • @nasannsrstudio4985
    @nasannsrstudio4985Ай бұрын

    ଟମାଟୋର କେତେ ଅଛି କହଟିକେ

  • @basantabarik4140

    @basantabarik4140

    8 күн бұрын

    20 lo sundari

  • @barshamarndi7562
    @barshamarndi7562Ай бұрын

    Jaha jana paduchhi tame v badhe jaithila.....

  • @ssshakti4763
    @ssshakti476323 күн бұрын

    ବଦମାସ vlogger view ପାଇଁ thumbnail

  • @rahul_lyrics_k155
    @rahul_lyrics_k1559 күн бұрын

    ଏମିତିଆ ବି ୟୁଟୁବର୍ ଅଛନ୍ତି ବାଳ ଜାଣିନଥିଲି। ଛି 😡😡

  • @RM-xh3js
    @RM-xh3js24 күн бұрын

    ମିଛ

  • @IKrishnaKamara
    @IKrishnaKamaraАй бұрын

    Love From Keonjhar Swampatna Sir ❤🎉

  • @ssahu5635
    @ssahu5635Ай бұрын

  • @kishorpradhan2019
    @kishorpradhan2019Ай бұрын

    ହାଟ କୋଉ ଜାଗା ତାନାକନ

  • @TaniTanveerTribal
    @TaniTanveerTribalАй бұрын

    Love from Thakurmunda, Mayurbhanj ❤

  • @user-vd5nc1dp5g
    @user-vd5nc1dp5gАй бұрын

    Kain Gaon Bajar Dada

  • @ankurasingh5761
    @ankurasingh576113 күн бұрын

    ତମ ମନ ଇଛା ଯାହା ପାଇବ ଲେଖି ଦେବ ତେଲକୋଇ ରୁ ଆସିକି ଭଲ ହାଟ କୁ ଦେହ ବ୍ୟବସାୟ ହେଉଛି ବୋଲି ଲେଖି ଦେଉଛ

  • @munathewriter1234
    @munathewriter123428 күн бұрын

    ହୁଁ ଭାଇ ଠିକ୍ କଥା ଟା ଦେଖେଇଥିବାରୁ thanks ଯେତେ ଶୀଘ୍ର ସମ୍ଭବ ମୋହନ ମାଝୀ ଙ୍କୁ ସେ ହାଟ ର ଦେହ ବେପାରୀ ମାନଙ୍କୁ ଜେଲ୍ ରେ ପୁରେଇ ବାର ବ୍ୟବସ୍ଥା ହେବ କେବଳ ଆପଣ ଭାଇ ଟିକେ ଭିଡିଓ କୁ viral କରନ୍ତୁ 👍👍👍👌👌

  • @ranjitrajofficial7034

    @ranjitrajofficial7034

    8 күн бұрын

    Tu maa ghia kichhi na janiki bahut deunchhu..... to maa aao to bhauni bodhe a hata ku aasiki athi dhanda karuchhanti na re harami

  • @JayShreeRam10905
    @JayShreeRam1090515 күн бұрын

    ଭାଇ ଏ ମୁଳିଆ ଏବଂ କୁସୁମ କ'ଣ କି

  • @baghasingh2777
    @baghasingh277722 күн бұрын

    ଆରେ ଭାଇ ଭୁଲ କଥା କହୁଛ.

  • @adarsabehera356
    @adarsabehera35625 күн бұрын

    👍👍👍

  • @kalpatarugauntia2942
    @kalpatarugauntia2942Ай бұрын

    କେଉଁ ବଜାର ଭାଇ

  • @davidofficials3830
    @davidofficials3830Сағат бұрын

    Mg sola tu baripada re vlog bona tote ame dekhi debu😅

  • @SanjayKumar-uz3qi
    @SanjayKumar-uz3qiАй бұрын

    ପ୍ରକୃତ ରେ ହାଟ ଟା ଦେଖି ବହୁତ ଖୁସି ଲାଗିଲା ନୁଆଁ ନୁଆଁ ଜିନିଷ ସବୁ ଜାଣି ବାକୁ ମିଳିଲା

  • @kalicharannaik7270
    @kalicharannaik7270Ай бұрын

    Good

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏🙏 share this video and subscribe this channel 🙏🙏🙏🙏 🙏🙏🙏

  • @ranjitrajofficial7034

    @ranjitrajofficial7034

    9 күн бұрын

    ​@@CharigarhVlogs1614ତୋ ମା ଵିଆ କୁ share କରିବେ

  • @villagersproud3221
    @villagersproud3221Ай бұрын

    Bhai kanjipani hata bazar dekhaile bhala huanta

  • @krushnachandramunda2130
    @krushnachandramunda2130Ай бұрын

    Bhai re deha bepar kahuti hauchi ame ta janinu hata side ama ghara

  • @bholanathmarndi7264

    @bholanathmarndi7264

    Ай бұрын

    ବାଳ ଲୋକ ta ସବୁ ଯେମିତି janichhi

  • @MoheswarPantanti
    @MoheswarPantanti9 күн бұрын

    ଭାଇ ଆପଣର କେମେରା କୁବେଲିଟି ଉନ୍ନତ କରନ୍ତୁ। ଭଲ ଦିଶୁ ନାହିଁ।

  • @user-pd2oo9lu5f
    @user-pd2oo9lu5f28 күн бұрын

    Nua nua jaga hata dekeila dhanyabad

  • @trilochanbehera9045
    @trilochanbehera904518 күн бұрын

    ଭାଇ ମିଛଟାରେ ଯାଜପୁର ସୁକିନ୍ଦା କୁ ବଦନାମ୍ କରୁଛୁ

  • @theriseingsambalpur8780
    @theriseingsambalpur8780Күн бұрын

    କେଉଁ ଜାଗା

  • @nareshpradhan5401
    @nareshpradhan5401Ай бұрын

    Mo thumbnail dekhiki dari jouchi sabu vlog ro .

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏🙏 share this video 🙏🙏🙏🙏❗❗

  • @ranjitrajofficial7034

    @ranjitrajofficial7034

    9 күн бұрын

    ​@@CharigarhVlogs1614share କରିଲେ ତୋ ଭଉଣୀକୁ ପଠେଇବୁ ବୋଧେ ପେଲା ଖାଇବାକୁ

  • @sonukhansonukhan8387
    @sonukhansonukhan8387Ай бұрын

    Welcome. Tata manies. Hats ra. Maga. Khub. Sunder. Swagat. Bhai

  • @KulamaniBhuyan-xj8vi
    @KulamaniBhuyan-xj8viАй бұрын

    Nice looking beautiful video

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @ranjitrajofficial7034

    @ranjitrajofficial7034

    9 күн бұрын

    ​@@CharigarhVlogs1614ତୋ ଘରକୁ ଯାଇକି ଗେହିବେ କହୁନୁ

  • @user-wr6df1rb7d
    @user-wr6df1rb7d17 күн бұрын

    Balo blog

  • @sukulmurmu4334
    @sukulmurmu433421 күн бұрын

    ୟେ ଆମ ଆଡେ ଆସିଲେ ମାଡ଼ ଖାଇବ

  • @MTRJose
    @MTRJose25 күн бұрын

    ଭୁଲ ନା ରେ ହାଟ କୁ ବଦନାମ କର ନାହିଁ

  • @Dev.vlogs-5989
    @Dev.vlogs-5989Ай бұрын

    Total bhida nahi kanhi michha kahuchha

  • @anilkumarhansdah6911
    @anilkumarhansdah691115 күн бұрын

    Market Name kuho bhai

  • @ninlmahi
    @ninlmahi5 күн бұрын

    Bhai rating badheiba payin e hata ku badnam kara nahin... Mu se jagara local.. emiti kichi kama hueni ethi.. bhala dasha achi kyama prathana kare... Nacheth picha nali Kari Baku time lagiba nahi....

  • @abhayamohanty9300
    @abhayamohanty9300Ай бұрын

    Han Hou Valla.👍👍

  • @CharigarhVlogs1614

    @CharigarhVlogs1614

    Ай бұрын

    🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @ranjitrajofficial7034

    @ranjitrajofficial7034

    9 күн бұрын

    ​@@CharigarhVlogs1614ତୋ କଥାରେ ଯଦି ସତ୍ୟ ଅଛି ସାମ୍ନା କୁ ଆସେ ରେ ଘୁଷୁରୀ ଘିଆ

Келесі