କଣ ପାଇଁ ହେଲା ଏମିତି ଅଘଟଣ ..କେମିତି ପଡିଗଲେ ପ୍ରଭୁ ବଳଭଦ୍ର ..ଆସୁଛି ବିପଦ Puri Balabhadra

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 649

  • @Kunal5684
    @Kunal568414 күн бұрын

    ଏଇଟା ସେବାୟତ ମାନଙ୍କ ପାଇଁ ଏକ ୱାର୍ଣିଂ। କାରଣ ସେମାନେ ସେବା କରିବା ପରିବର୍ତ୍ତେ ନିଜର ସ୍ବାର୍ଥ ସାଧନ ରେ ଲାଗି ଅଛନ୍ତି। ପ୍ରଭୁ ବଡ଼ ଠାକୁର ଏଇ ମହାବଳି ସାଜିଥିବା ସେବାୟତ ମାନଙ୍କ ସବୁ ଗର୍ବ ଭାଙ୍ଗି ଦେଇଛନ୍ତି। ଜୟ ଜଗନ୍ନାଥ 🙏🙏

  • @samratbabu123
    @samratbabu12314 күн бұрын

    ବିପଦ ଆସିବା ପୂର୍ବରୁ ଜଗନ୍ନାଥ ଙ୍କ ବଡ଼ ଭାଇ ବଳଭଦ୍ର ଜଣାଇଦେଲେ। ପ୍ରଭୁ ତମେ ହିଁ ସାହା ଭରଷା 🙏🙏🙏

  • @modernentertainmentchannel7322

    @modernentertainmentchannel7322

    14 күн бұрын

    😂😂😂😂😂

  • @pratapmoharana9918

    @pratapmoharana9918

    13 күн бұрын

    ପ୍ରଭୂ! ଯାହା ତୁମ ଇଛା ତାହା ହିଁ ହେଉ 🙏

  • @user-bw4rz3iz9l

    @user-bw4rz3iz9l

    13 күн бұрын

    ​@@modernentertainmentchannel7322maghya

  • @prakashmahapatra2182
    @prakashmahapatra218214 күн бұрын

    କରି କରୁ ଥାଏ ମୁଇଁ. ମୋ ବିନୁ ଅନ୍ୟ ଗତି ନାହିଁ. ସବୁ ସେହି ମହା ପ୍ରଭୃଙ୍କ ଲୀଳା. ଜୟ ଜଗନ୍ନାଥ, ଏ ସଂସାର କୁ ରକ୍ଷା କର. 🙏🙏🙏

  • @MrDeepakkumardash82

    @MrDeepakkumardash82

    14 күн бұрын

    Nije bhul kariki..odiya nkara gote katha mora bhul nahi sabu jaga ra echa..Jai jagannath❤

  • @abdgaming21

    @abdgaming21

    14 күн бұрын

    Why God will save world. What people will do then?

  • @Kunal5684

    @Kunal5684

    14 күн бұрын

    @@MrDeepakkumardash82 ଠିକ୍ କଥା କହିଲେ। ଏତେ ବଡ଼ ଦୁର୍ଘଟଣା ଘଟିଗଲା, ଅଥଚ ଏଇ ନିର୍ଲଜ୍ଜ ସେବାୟତଙ୍କ ଗୋଟିଏ କଥା, ସବୁ ପ୍ରଭୁ ଙ୍କ ଇଚ୍ଛା। ଲାଜ ଲାଗିବା କଥା।

  • @my1989

    @my1989

    14 күн бұрын

    Gurutora hele kn pain bhagawan banchei leni

  • @patrasatyajeet

    @patrasatyajeet

    12 күн бұрын

    ଜୟ ଜଗନ୍ନାଥ

  • @CreativeNatureLife
    @CreativeNatureLife14 күн бұрын

    ହେ ସେବାୟତ ମହାପ୍ରଭୁ ଆପଣ ମାନେ ନିଜକୁ ବାହୁବଳୀ ବୁଲାଉ ଥିଲ,ହେଲେ ମହାପ୍ରଭୁ ବଳିଆର ଭୂଜ ବଳଭଦ୍ର ତାଙ୍କଠୁ କେହି ଦୁନିଆରେ ବଳବାନ ଓ ବଡ଼ ନୁହନ୍ତି,ତେଣୁ ସେ ଆପଣ ମାନଙ୍କର ଗର୍ବ ଭାଗିଛନ୍ତି, ଜୟ ଜଗନ୍ନାଥ ⭕❗⭕

  • @user-oi9jp1fw2l

    @user-oi9jp1fw2l

    14 күн бұрын

    Nai agyan e bata bhangara Khaimal nua sebayatanka hatare mahaprvu.asurakhita.emane Dina 2 pm re brhma paribartan karithile.emane maha prabhunku nku upasare bhi rakhichhanti.emane swarha pain kichhi bi Kari paranti.😮😮Jay Jagannath.

  • @himansusekhardas9749

    @himansusekhardas9749

    14 күн бұрын

    ପାଠ ପଢ଼ି ବି ତୁମେ ଅଶିକ୍ଷିତ ।ନିର୍ଭୁଲ ଓଡ଼ିଆ ଲେଖିବା ଆଗରୁ ଝାଡ଼ା/ପରିସ୍ରା କରିକି ଆସ ।

  • @bhagbanbehera5601

    @bhagbanbehera5601

    14 күн бұрын

    ସବୁଠୁ ବଡ଼ ପାପୀ ହେଉଛନ୍ତି ସେବାୟତମାନେ, ସେମାନଙ୍କ ଯୋଗୁ ଠାକୁରଙ୍କର ଏ ଅବସ୍ତା

  • @juleshranjansamanta8613
    @juleshranjansamanta861314 күн бұрын

    ସେବାୟତ ଙ୍କ ଅଧିକ ଗର୍ବ ହେଇଯାଇଥିଲା ସେଥି ପାଇଁ ମହାପ୍ରଭୁ ତାଙ୍କ ଗର୍ବ ଭାଙ୍ଗିଲେ

  • @sagarnayak1601
    @sagarnayak160114 күн бұрын

    ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ ଭାଇମାନଙ୍କୁ ଅନୁରୋଧ , ବଡଠାକୁରଙ୍କ ପହଣ୍ଡି ବେଳେ ଘଟିଥିବା ଅଘଟଣର ଦୃଶ୍ୟ ନିଜ ନିଜ statusରେ ଛାଡନ୍ତୁନି । ଏହା ଅତ୍ଯନ୍ତ ଦୁଃଖଦାୟକ ତଥା ହୃଦୟବିଦାରକ ଦୃଶ୍ୟ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ପ୍ରବଳ ବେଦନା ଦେଉଛି । ମହାପ୍ରଭୁ ବଡବାଡ ସାମନ୍ତ ଆମ୍ଭଦ୍ବାରା ଘଟିତ ଏହି ମହାପରାଧରୁ ଆମ୍ଭମାନଙ୍କୁ ନିଜଗୁଣରେ କ୍ଷମା କରିଦିଅନ୍ତୁ ।

  • @odishatourist523

    @odishatourist523

    14 күн бұрын

    Right...Amara bada thakura..Prabhu.

  • @sabyasachi67

    @sabyasachi67

    14 күн бұрын

    Albat ଛାଡ଼ିବୁ। ଘରେ ଘରେ ପହଚାଇବୁ। ପୁରୀ jagannath ମନ୍ଦିରରେ ପୂଜା ହଉନି। ସବୁ ଲୁଟୁଚନ୍ତି । Tulasi ପତ୍ର ପାଇଁ ବି ଦକ୍ଷିଣା ଦେଲେ ମିଳିବ ନ ହେଲେ ମିଳିବନି। Amanku ଖାଲି ଠିକ୍ ଶିକ୍ଷା ଦେଇଛନ୍ତି ଭଗବାନ

  • @bijaykumarmarandi4047

    @bijaykumarmarandi4047

    14 күн бұрын

    Kain chhadibuni ama echha ..bhala bele to chhadi douchho auu ebe Kain chhadibuni

  • @rajeshutkalkumarbehera4779

    @rajeshutkalkumarbehera4779

    14 күн бұрын

    News channel upload kale kichi helani auu status re dele kan haba

  • @Sudha_Kitchen
    @Sudha_Kitchen14 күн бұрын

    କରି କରାଉ ଥାଏ ମୁଁହି ମୋ ବିନୁ ଅନ୍ୟ ଗତି ନାହିଁ ହେ ମହାପ୍ରଭୁ ହେ ମହାବାହୁ ସବୁ ଆପଣଙ୍କ ଲିଳା ଆପଣଂକ ଦ୍ବାରା ସବୁ ସୃଷ୍ଟି ଆଉ ଆପଣ ହି ରଖ୍ୟାକତ୍ତା 🙏🏻🙏🏻🙏🏻🙏🏻 ଖ୍ୟମା ମଣିମା

  • @nagenbihari23
    @nagenbihari2314 күн бұрын

    ପୁରୀ ମନ୍ଦିର ର ବ୍ରାହ୍ମଣ ମାନେ ଏକ୍ସପାଏର୍ ହୋଇ ଗଲେଣି, ସେମାନଙ୍କୁ ହଟାଇ ଓଡିଶା ର ପ୍ରେତ୍ୟକ ଜୀଲ୍ଲା ମାନଙ୍କ ରୁ ବ୍ରାହ୍ମଣ ମାନଙ୍କୁ ନିଜୁକ୍ତି କରାଯାଉ। ପୁରୀ ମନ୍ଦିର ବ୍ରାହ୍ମଣ ମାନଙ୍କ ବ୍ୟବହାର ଭାରତୀୟ ଜାଣିଛନ୍ତି

  • @narottamsahu7530

    @narottamsahu7530

    14 күн бұрын

    @@nagenbihari23 ବହୁତ୍ ଭଲ କହେଲ

  • @jasnamallickmallick-wn3wo

    @jasnamallickmallick-wn3wo

    14 күн бұрын

    ହଁ ହଁ 🙏🙏ସତ କହିଲ ଭାଇ

  • @pareshkumar5664

    @pareshkumar5664

    14 күн бұрын

    Right

  • @JagannathPatra-sr6or
    @JagannathPatra-sr6or14 күн бұрын

    ପାପି ମାନଙ୍କୁ ସହାଁର ବେଳ ପାଖେଇ ଆସିଲା ! ଜୟ ଜଗନ୍ନାଥ 🙏🙏🙏. ଜୟ ପ୍ରଭୁ ବଳଦେବ ଠାକୁର 🙏🙏🙏

  • @priyabratamallik3277

    @priyabratamallik3277

    14 күн бұрын

    Rtt

  • @DipunKumar-my3yr

    @DipunKumar-my3yr

    14 күн бұрын

    Samaste to papiiii

  • @himansusekhardas9749

    @himansusekhardas9749

    14 күн бұрын

    ତମେ ପାଠ ପଢ଼ି ବି ଅଶିକ୍ଷିତ ।

  • @manasbarik9243

    @manasbarik9243

    13 күн бұрын

    ତୂମେ ପୂଣ୍ୟ ଆତ୍ମା

  • @sajankauri851

    @sajankauri851

    13 күн бұрын

    ପାପୀ ମାନଙ୍କୁ ଯିଏ ସଂଘାର କରନ୍ତି ସେ ଭଗବାନ ନୁହନ୍ତି ମାତ୍ର ଯିଏ ଉଦ୍ଧାର କରନ୍ତି ସେ ଭଗବାନ୍

  • @stylestar486
    @stylestar48614 күн бұрын

    ପାପ ର ଭାରଶ୍ୟାମ ବଢିଗଲା ☝️ ଭଗବାନ ଙ୍କୁ ଉଠେଇବାକୁ ତୁମେ ଅଯୋଗ୍ୟ ☝️

  • @himansusekhardas9749

    @himansusekhardas9749

    14 күн бұрын

    ଶ୍ୟାମ ମାନେ ସବୁଜ ନା ନୀଳ ମୁଁ ଆଜିଯାଏଁ ଜାଣିପାରିଲିନି ।

  • @sandhyasamal8106

    @sandhyasamal8106

    14 күн бұрын

    👍

  • @Bargarh11
    @Bargarh1114 күн бұрын

    ଖାଲିସୁନା ଚେନ ଟା ଦେଖେଇବାରେ ବ୍ୟସ୍ତ ଏମାନେ।

  • @odishatourist523

    @odishatourist523

    14 күн бұрын

    Waw Mazza asigala

  • @user-ph3qu8pf4g

    @user-ph3qu8pf4g

    14 күн бұрын

    Khali suna 6en nuha amane kahu6nti a thakura kebala tankara au purire janma nei6nti boli tanka manare bahut garbha ahnakara heigalani sara bisware tatha tana hela parebi ea bhabu6nti thakura kebala tankara pulaa tanka paisa heigalani au seba jemti pau6nti mana e6are karu6n6i tankara ta mina tanka sunare garam hei rahu6i na au seba jemti hau6i hau kn darkara hau6ita au kalijuga sesa habara sanketa sabu asu6i gote pare gote sei panda manaka duwara

  • @AaradhyaRath
    @AaradhyaRath14 күн бұрын

    ସେବାୟତ ମାନଙ୍କ ର ଆଚାର ବ୍ୟବହାର ଅଲଗା haei ଗଲାଣି ..ଠାକୁର ଙ୍କୁ ଆଉ ମାନୁନାହାନ୍ତି....

  • @odishatourist523

    @odishatourist523

    14 күн бұрын

    Thiki katha...panda mane seba re kichi bhul karithile tenu..adrusya sakti tanku(panda ) mananku...mada dei theli dei tale chapi dele...nije Prabhu..mada dele

  • @ashokkumarsahoo8044
    @ashokkumarsahoo804414 күн бұрын

    କିଛି ବର୍ଷ ପୂର୍ବେ ମହାପ୍ରଭୁ ଙ୍କ ର ଏହି ସେବା ରେ ନିୟୋଜିତ ଥିବା ସେବାୟତ ମାନେ ଯୁଆନ ପହିଲମାନ ଥିଲେ,ଦୁଇ ବେଳା ଜୋର୍ କୁସ୍ତି ଦଣ୍ଡ ବୈଠକ ଦଉଡ଼ି ଚଢିବା ମୁଦଗର ବୁଲେଇବା ଆଦି କସରତ କରୁଥିଲେ,ବର୍ତ୍ତମାନ୍ ହାତ ଗଣତି କିଛି ସେବାୟତ ଜିମ୍ ଯାଇ ଷ୍ଟେରେଡ ପାଉଡର tablet ଖାଇ ବଡି ବନାଇଛନ୍ତି,own power nill, ଆଉ ପ୍ରାୟ କୌଣସି ଜାଗା ଘରେ କୁସ୍ତି ଦେଖା ଯାଉ ନାହିଁ, ପ୍ରାୟ ଭୁବନେଶ୍ୱର କୋଉଥି ପାଇଁ ଯାଉଛନ୍ତି କାହାକୁ ଅଜଣା,ଆଉ ବଳ ଆସିବ କୋଉଠୁ ଶେଷ ନାଗ ଙ୍କୁ ସମ୍ଭାଳିବେ, ଜୟ ଜଗନ୍ନାଥ ଏହା ମୋ ଅନ୍ତର ର ବ୍ୟଥା

  • @anantaprasadpraharaj559
    @anantaprasadpraharaj55914 күн бұрын

    ତୋ ମାୟା ତୋତେ ଅଗୋଚର ମୁଁ ଛାର ମଣିଷ ମାତର। ତା ଇଛାରେ ସବୁ ହେଉଛି ବୋଲି ଆମେ ଭାବିବା ଦରକାର।🙏🙏ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 💐🙏🙏❤️

  • @tokpok7954
    @tokpok795414 күн бұрын

    ସବୁ ଗଞ୍ଜଡ଼ିଆ ଏକାଠି ହେଲେ କଣ ହେବ 😮😮😮

  • @sanghamitradas371

    @sanghamitradas371

    14 күн бұрын

    Emanaku bahara karajau

  • @tokpok7954

    @tokpok7954

    14 күн бұрын

    @@sanghamitradas371 ଖାମଖିଆଲି କାମ କରୁଛନ୍ତି both ସେବାୟତ, ପ୍ରଶାସନ

  • @Babylovesbabu
    @Babylovesbabu14 күн бұрын

    ମୋ ପ୍ରଭୁ ଙ୍କ ର କିଛି ହୋଇନି ତ 😭😭😭😭😭

  • @mukulbabavlogs6588

    @mukulbabavlogs6588

    13 күн бұрын

    Baliara bhuja mahabahu sesa naga ananta sie sie dunia re sarbasaktiman tankara kn haba

  • @sundardas4981

    @sundardas4981

    12 күн бұрын

    Are besi aao kan habo hato gado to nahi bhangibo kano hon tike mundo phathi thobo fastaid ku nele thik hobo 😂😂😂😂😂😂😂 nija ku sambhali paruni tote kanun sambhalibo

  • @rajenbiswal1405
    @rajenbiswal140514 күн бұрын

    ହେ ପ୍ରଭୁ କ୍ଷମା କର 😢😢😢

  • @user-ii4gk2bs1e
    @user-ii4gk2bs1e14 күн бұрын

    ଆପଣ ବଡ଼ ବାଡ଼ ସାମନ୍ତ ମହାପ୍ରଭୁ ସମସ୍ତଙ୍କୁ କ୍ଷମା କରିଦିଅ ନ୍ତୁ ସାନ୍ତେ 🙏🏻🙏🏻🙏🏻

  • @jitendrajitendra9045
    @jitendrajitendra904514 күн бұрын

    ସବୁ ପଛରେ ଥିବା ସେବାୟତ ଙ୍କର ଦୋଷ

  • @bichindrapangi9600
    @bichindrapangi960014 күн бұрын

    Jai jagannath 🙏🙏🙏🌺🌄❤️

  • @manojkumarraj656
    @manojkumarraj65614 күн бұрын

    କଳିଯୁଗ ଶେଷ ର ସଂକେତ ।

  • @humdevdutt2801

    @humdevdutt2801

    14 күн бұрын

    😂😂

  • @user-bh5oy1nw8x

    @user-bh5oy1nw8x

    14 күн бұрын

    Are bhai jaha haba kn kali juga ra sesa karana 🤦🏻🤦🏻

  • @haresh8896

    @haresh8896

    14 күн бұрын

    Yanku jagannath phone kariki kahithile ta kahuchanti au😂😂

  • @hrudanandamajhi4441
    @hrudanandamajhi444114 күн бұрын

    ହେ ମହା ଵାହୁ ଜଗତର ଠାକୁର ରକ୍ଷା କର ଚକାନୟନ 🙏🙏

  • @narayandalai9799
    @narayandalai979913 күн бұрын

    ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩 ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩 ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩 ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿 ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏

  • @binayakumarramramdalbehera728
    @binayakumarramramdalbehera72814 күн бұрын

    ରଥ ଉପରେ ଯେତିକି ରହିବା କଥା ତା ଠାରୁ ଅଧିକ ସେବକ ଥିଲେ ,ସେଥିପାଇଁ ଏମିତି ହେଲା , ଠାକୁରଙ୍କ ପଛ ପଟରୁ ରଶି ଦ୍ଵାରା ଆୟତ୍ତ କରିବାର ଥିଲା,

  • @rameshchhota3184
    @rameshchhota318414 күн бұрын

    ଜଗନ୍ନାଥଙ୍କୁ ଦେଖେଇବା ବଦଳରେ ନିଜକୁ କେମରା ଆଗରେ ଦେଖଉଥିବା ରୁ ପରେମଶ୍ବର ଙ୍କ ରାଗ

  • @basantadalai5951
    @basantadalai595114 күн бұрын

    ମହା ବିପଦ ର ଇଏ ହଉଛି ବହୁତ ବଡ ଆଗୁଆ ସୂଚନା ଜଣେଇଦେଲେ ବଳଭଦ୍ର ମହାପ୍ରଭୁ ହେ ପ୍ରଭୁ ତୁମେ ଇଏ କଣ ସୂଚନା ଦେବାକୁ ଚାହୁଁଛି କଣ ଆଗକୁ ହବ ଇଏ ସାରା ସଂସାରକୁ ରକ୍ଷା କର ପ୍ରଭୁ 🙏🙏🙏ଜୟ ଜଗନ୍ନାଥ

  • @ajitbiswal308
    @ajitbiswal30814 күн бұрын

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ ରକ୍ଷା କର ହେ ,ସବୁତ ତୁମ ଇଚ୍ଛା ପ୍ରଭୁ 🙏🙏🙏🙏🙏

  • @linkankumarbeura9885
    @linkankumarbeura988514 күн бұрын

    ସଂସାର ପାଇଁ ବିପଦ ନାହିଁ କିନ୍ତୁ ପାପି ଦଇତାପତି କ୍ନୁ ଦଣ୍ଡ ଦିଆଗଲା ବୁଝିବା ଦରକାର୍ 👍

  • @psmutiprabha
    @psmutiprabha14 күн бұрын

    ବଡ଼ ବିପଦ ମାଡ଼ି ଆସୁଛି ଏ ଜଗନ୍ନାଥ ଧାମ କୁ । ହେ ପ୍ରଭୁ ରକ୍ଷା କର ସମସ୍ତଙ୍କୁ 🙏🙏

  • @laxminarayansethy2332
    @laxminarayansethy233214 күн бұрын

    ପ୍ରଭୁ ବଳଭଦ୍ର 🙏ମା ସୁଭଦ୍ରା 🙏ଜୟ ଜଗନ୍ନାଥ🙏 ରକ୍ଷା କର🚩

  • @KALAHANDIDIARY
    @KALAHANDIDIARY14 күн бұрын

    Jai jaganath ବେଶୀ ଦଇତା ପତି ସେବାୟତ ରଥ ଉପରେ ରହିଥିଲେ

  • @sanghamitradas371

    @sanghamitradas371

    14 күн бұрын

    Semane bhabuchanti Puri mandir ra Amara

  • @Jagannathadham
    @Jagannathadham14 күн бұрын

    ମୋହା ପ୍ରଭୁ ସବୁ ତୁମ ଇଛା 🙏🙏🙏😔

  • @truptiranjan863
    @truptiranjan86314 күн бұрын

    ଜୟ ଶ୍ରୀ ଜଗନ୍ନାଥ 🙏🏻 ଓଡ଼ିଶା ବାସୀ ଙ୍କ ପାଇଁ ବିପଦ ସମୟ ଆସି ଗଲା....😢 କିଛି ଗୋଟେ ବଡ଼ ଅଘଟଣ ହେବ ଆମ ରାଜ୍ୟ ବାସୀ ଙ୍କ ପାଇଁ 😢

  • @minatirout7523
    @minatirout752314 күн бұрын

    ହେ ପ୍ରଭୁ ବଳଦେବ କିଛି ଭୁଲ ଥିଲେ 😭😭🙏🙏ଆନନ୍ଦ ରେ କୁହ ପ୍ରଭୁ ବଡ ଠାକୁର କି ଜୟ

  • @manoj-jb5lk

    @manoj-jb5lk

    13 күн бұрын

    Sevayat mane papi

  • @AjitDas-cp3xk
    @AjitDas-cp3xk13 күн бұрын

    ❤କରି କରାଉ ଥାଇ ସେହି ଚାନ୍ଦା ଖାତାରେ ନା ନାହିଁ , ତା ମାୟା ତାକୁ ଅଗୋଚର ,କାହୁଁ ଜାଣିବେ ନରଛାର ,❤ଜୟ ଜଗନ୍ନାଥ ❤

  • @arjunpangijindabad6747
    @arjunpangijindabad674714 күн бұрын

    ଏ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ସମସ୍ତ ଭକ୍ତ ଙ୍କୁ କ୍ଷମା କରନ୍ତୁ 🙏🙏🙏

  • @soudaminipattnaik7100
    @soudaminipattnaik710014 күн бұрын

    ଭଗବାନ ଜଗନ୍ନାଥ ସେବାୟତ ମାନଂକୁ ସତବୁଧି ଦେଇ ସହାୟ ହୁଅନ୍ତୁ

  • @MililataPanda
    @MililataPanda14 күн бұрын

    🙏🏻🙏🏻 ତ୍ରହିମା ପ୍ରଭୁ ଓଡ଼ିଶା ବାସୀଙ୍କୁ ରକ୍ଷା କର,ଜୟ ଜଗନ୍ନାଥ ମହାପ୍ରଭୁ ଶରଣ🙏🏻⭕❗⭕

  • @NimaincharanDas-in9ko
    @NimaincharanDas-in9ko14 күн бұрын

    😢😢😢 ହେ ପ୍ରଭୁ ବଳଦେବ କ୍ଷମା କରି ତୁମ ଯାତ୍ରା ସଫଳ କରନ୍ତୁ ପ୍ରଭୁ ❤❤🙏🙏😭

  • @RojalinSahoo-mq8lm
    @RojalinSahoo-mq8lm14 күн бұрын

    ହେ ଚତୁର୍ଥl ମୂରତି ଏ ସାରା ସଂସାର କୁ ରକ୍ଷା କର ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳ ଭଦ୍ର ଜୟ ଶ୍ରୀ ଶୁଭାଦ୍ରା ମାତା ଜୟ ଶ୍ରୀ ସୁଦର୍ଶନl✋🖐️

  • @jyotirmayeesahoo3230
    @jyotirmayeesahoo323014 күн бұрын

    ରଖେ ହରି ତ ମାରେ କିଏ ମାରେ ହରି ତ ରଖେ କିଏ 🙏 ମୁଁ କହୁନି eita ମିଛ ବୋଲି ମୁ ମଧ୍ୟ live ଚାଲୁଥିବା ବେଳେ ଦେଖିଥିଲି ଏଇ ଦୃଶ୍ୟ ଜୟ ଜଗନ୍ନାଥ 🙏

  • @KausallyMallik
    @KausallyMallik14 күн бұрын

    ହେ ପ୍ରଭୁ ଭୁଲ ଥିଲେ କ୍ଷମା କର ଜୟ ଜଗନ୍ନାଥ

  • @bijaypatra9105
    @bijaypatra910514 күн бұрын

    ବଡ଼ ଠାକୁର କର ମୁହଁ ଚେଛି ଦେଲ ତମ ମାନ କର ବିପଦ ଘନେଇ ଆସିଲା ରେ ସରକାର ହୁଅ ନହେଲେ ସେବ୍ୟୟତ ତମ ମାନଙ୍କର ବିଚାର କରିବ କାଳିଆ 🙏

  • @manasdash8604
    @manasdash860414 күн бұрын

    ହେ ପ୍ରଭୁ ସମସ୍ତଦଇତାପତିଙ୍କୁ କ୍ଷମା କରିଦିଅଆଗକୁ କିଛିବି ବିପଦ ମାଡ଼ିନଆସୁ🙏

  • @Bidusa_rani
    @Bidusa_rani14 күн бұрын

    ହେ ପ୍ରଭୁ ଭୁଲ ଥିଲେ କ୍ଷମା କରିବ 🙏😭 JAY SHREE JAGANNATH 🙏❤️❤️❤️

  • @mamunidash1370
    @mamunidash137014 күн бұрын

    ପ୍ରଭୁ ସବୁ ବିପଦରୁ ରକ୍ଷା କରିବ ତୁମେ ହିଁ ଏକା ସାହା ଭରଷା ଜୟ ଜଗନ୍ନାଥ 🙏🙏

  • @basantarout9538
    @basantarout953814 күн бұрын

    ସେବାୟତ ମାନଙ୍କ ସେବା ରେ କିଛି ନା କିଛି ତ୍ରୁଟି ରହିଚି, ସେଥି ପାଇଁ ଏମିତି ଅଘଟଣ ଘଟିଲା.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏

  • @SMSTARSTUDIO
    @SMSTARSTUDIO14 күн бұрын

    ହେ ପ୍ରଭୁ କ୍ଷମା କରିବ 🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @pradeepbiswal8217
    @pradeepbiswal821714 күн бұрын

    ଜଗନ୍ନାଥ ମନ୍ଦିରରେ ଘରଇ କରଣ କଲେ ସେବା ଇଅ ତ ମାନେ ଠିକ୍ ହୋଇଯିବ

  • @musicdhamaka1996
    @musicdhamaka199614 күн бұрын

    Sansara ebe bipadare..😢

  • @prashantarout3472
    @prashantarout347214 күн бұрын

    ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରଷା

  • @hemantabehera4046
    @hemantabehera404613 күн бұрын

    ଦୟାକରି ମେଡ଼ିଆ ଭାଇ ମାନଙ୍କୁ ଅନୁରୋଧ ଏଇ ଦୃଶ୍ୟ କୁ ବାରମ୍ବାର ଦେଖାନ୍ତୁ ନାହିଁ🙏🏻 ଆମକୁ ବହୁତ ମର୍ମାହତ ଲାଗୁଛି 😢

  • @BHAKTIArchana
    @BHAKTIArchana14 күн бұрын

    କରି କରାଉ ଥାଇ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ....ସେ ହିଁ ସବୁ ମୂଳ ର କାରଣ ଓଡ଼ିଶା ବାସି ଚିନ୍ତା କର ନାହିଁ ତାଙ୍କ ଶରଣାଗତ ହୁଅନ୍ତୁ ସେ ସବୁ ବିପଦ ରୁ ରକ୍ଷା କରିବେ ଯିଏ ଅଧର୍ମ ଅନାୟ ରେ ଥିବ ସେ ହିଁ ଡରିବ🙏🙏

  • @SubhasiniParida-fh3kc
    @SubhasiniParida-fh3kc14 күн бұрын

    Naveen Sir nka luha 😭 dekhi bhagwan sahi parileni .sethi paen papi mananku sanketa dele ...Jay jagannath 🙏

  • @kumarraju957
    @kumarraju95714 күн бұрын

    ଜୟ ଶ୍ରୀ ଜଗନ୍ନାଥ 🚩🚩🙇🙏🙏

  • @pappuprakash8477
    @pappuprakash847712 күн бұрын

    ହେ ପ୍ରଭୁ ⚫‼️⚫ରକ୍ଷା କର ଏ ଜଗତକୁ 🙏🙏🙏🙏🙏🙏

  • @user-hb8xp1br6p
    @user-hb8xp1br6p11 күн бұрын

    ହେ ଭଗବାନ ରକ୍ଷା କର ଏ ସଂସାର ଙ୍କୁ🙏🙏🙏 ଜୟ ଜଗନ୍ନାଥ ସ୍ୱାମୀ ନଜନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @nrusinghbehera5015
    @nrusinghbehera501514 күн бұрын

    Prabhu sabu tumalila Jay Jagannath Jay haladhara 😭🙏🏻

  • @pabitrabiswal9744
    @pabitrabiswal974414 күн бұрын

    🙏🙏🙏

  • @musicdhamaka1996
    @musicdhamaka199614 күн бұрын

    Sabu barsa barsa hue kintu a barsa ratha yatra chalithiba bele totali barsa hela nahi..

  • @emperorc-wpti108
    @emperorc-wpti10814 күн бұрын

    ହେ ପ୍ରଭୁ😢 🙏ତ୍ରାହିମାମ୍..

  • @Volg69Days
    @Volg69Days14 күн бұрын

    Jay shree jagannath Swami ⭕‼️⭕🙏🙏🙏🙏🙏🙏🙏❤️🚩 Jay shree bhalbhdra ji 🙏🙏🙏🙏🙏🙏🙏❤️🚩 Jay Maa Subhadra ji ❤🙏🙏🙏🙏🙏🙏🙏🚩kyama kara🙏🙏🙏🙏🙏🙏🙏❤️❤️❤️❤️❤️❤️❤️🚩🚩🚩🚩🚩🚩🚩

  • @luckybehera9
    @luckybehera914 күн бұрын

    ଜୟ ଜୟ ଜଗନ୍ନାଥ

  • @manojrout9296
    @manojrout929614 күн бұрын

    Angya Navin gale jsri aganath bhi chaunanthi

  • @badalswain9875
    @badalswain987512 күн бұрын

    ମହା ପ୍ରଭୁଙ୍କର ଏଇଟା ଗୋଟେ ସଂକେତ ସେବାୟତ ମାନେ ସୁଧୁରି ଯାଆ ନହେଲେ ଆହୁରି ଭୋଗିବ ମହା ପ୍ରଭୁଙ୍କୁ ନାଏକି ଯାହା ସବୁ କରୁଛ ଆଘକୁ କିଛି ଭଲ ହବନି ଜୟ ଜଗନ୍ନାଥ 🙏🙏🙏🙏🙏

  • @subasnayak1510
    @subasnayak151014 күн бұрын

    ଆହତ ହେଇଥିବା ସମସ୍ତ ଙ୍କ ଭିତରୁ ବୋଧେ ଜଣେ ମେଡିକାଲ ଯାଇନାହାନ୍ତି

  • @AnnoyedNeuron-uj5zs
    @AnnoyedNeuron-uj5zs14 күн бұрын

    Jay jaganntha

  • @MovieTrailer666
    @MovieTrailer66613 күн бұрын

    ମୋ କଥା ଖରାପ ଲାଗି ପାରେ କିନ୍ତୁ ଥରେ ଭାବ ପୁରୀ ରେ ପଣ୍ଡା ମାନକର କଣ ଭଲ ବ୍ୟବହାର ଦେଖିବାକୁ ମିଳେ ।।।। ଏତେ ଗର୍ବ କଣ ପାଇଁ

  • @Babaphakiryoutube
    @Babaphakiryoutube14 күн бұрын

    ଯେତିକି ସେବାୟତ ଲାଗିବା କଥା ଅଧିକ ସେବାୟତ ହେବାଦ୍ବାରା ଭିଡ଼ରେ ପଛ ସେବାୟତ ଠେଲି ଦେଉଛନ୍ତି ଦୃଶ୍ୟ କୁ ଠିକ୍ ରେ ଦେଖନ୍ତୁ ଜାଣି ପାରିବେ ସବୁ ଭୁଲ୍ ସେବାୟତର ଜୟ ଜଗନ୍ନାଥ 🙏

  • @NikhilKumardkl
    @NikhilKumardkl13 күн бұрын

    ଖାଲି ଖାଇଲେ କ'ଣ ହେବ ଦେହରେ ବଳ ଥିବା ଦରକାରୀ ଏ ଶଳା ବ୍ରାହ୍ମଣ ମାନେ ଭଗବାନ କୁ ଭଗବାନ ମାନୁ ନାହାନ୍ତି ମୁଁ ରଜ କୁ ପୁରୀ ଯାଇଥିଲି ହେଲେ ଏ ଶାଳା ବ୍ରାହ୍ମଣ ମାନଙ୍କ ବ୍ୟବହାର ଦେଖି ମୁଁ ଭଗବାନ ଆଉ ଦର୍ଶନ କଲି ନାହିଁ

  • @RajeshDas-xn6yn
    @RajeshDas-xn6yn14 күн бұрын

    ମୋ ପ୍ରଭୁ ଜଗନ୍ନାଥଙ୍କ ଭଲ ଆଚନ୍ତି ତ

  • @humdevdutt2801

    @humdevdutt2801

    14 күн бұрын

    ଛି ଛି ନିଜେ ଧରୁଛ, ଆଉ ନିଜେ ବଡ଼ ଠାକୁର କହୁଛ 😂 ନିଜେ ନିଜକୁ ବଚେଇପରିଲେ ନି ବଡ଼ ଠାକୁର 😂 ବଡ଼ ଠାକୁର ପୃଥିବୀ କୁ ଚୁମ୍ବନ ଦେଉଥିଲେ news କର plz😂😂😂

  • @humdevdutt2801

    @humdevdutt2801

    14 күн бұрын

    Medical କାହିଁକି ନେଲେ, ବଡ଼ ଠାକୁର ଠିକ୍ କରିଥାନ୍ତେ 😂😂😂

  • @alockjena7169

    @alockjena7169

    14 күн бұрын

    କେମିତି ରହିବେ ତମର ସିନା ପ୍ରଭୁ ଜଗନ୍ନାଥ ଙ୍କ ଚିନ୍ତା କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ତାଙ୍କ ବଡ ଭାଇ ଙ୍କର ଚିନ୍ତା କଣ ପାଇଁ ଆଜି ମୋ ଭାଇ ଝୁଣ୍ଟି ପଡିଲା...

  • @Musicjunction382

    @Musicjunction382

    14 күн бұрын

    ​@@humdevdutt2801ବାଣ୍ଡ ତୁଇ କାନା ବେ ହିନ୍ଦୁ କି ଗୋ ମାଂସ ଖାଉ ବାଲା

  • @debasmitaparida2072

    @debasmitaparida2072

    14 күн бұрын

    Hau re pua hasutha janinu bada thakura kie.Se Sesanag sankarsana.Se haligale brahmanda thari uthiba.Hala musala dharile pruthibi akasha tini pura kampijiba.Aji se padigale janitha ghor bipatti asuchi.Apekhya kara au alpa dine ghatiba.Setebele bhabuthibu se kie.

  • @hrsoundofficial7096
    @hrsoundofficial709614 күн бұрын

    😢😢😢

  • @user-xg6qp9ds4d
    @user-xg6qp9ds4d14 күн бұрын

    पूरे संसार को महाबिपति आने वाली है

  • @basudevsatpathy2882
    @basudevsatpathy288214 күн бұрын

    ❤JAY JAGANNATH❤ BHAKTA MANKU EKKA SUCHANA NIMANTE JANAUCHHI MU , AAJI HEUCHHI MAA BIPATTI TARINI NKA BRATTA PUJJA, SRI MANDIRA RU 2DINNA RE MAHA PRABHU JETTE BELLE MAUSSI MAA NKA PAKHHE PAHANCHILE MAA NKU PRANAMM KARIBA NIMANTTE TALLA MUHAA HOIE LEE, PRABHU TANKE MAUSI MANKU PRANNAM JANNAU CHHANTY😊😊🎉😂😂😊🎉

  • @debendramaharana7431
    @debendramaharana743114 күн бұрын

    Sabu sebayat nku bhul

  • @maminabarik7340
    @maminabarik734014 күн бұрын

    Rakhya kara prabhu...

  • @svs5526
    @svs552614 күн бұрын

    Patita udhaara pain prabhu kete kasta naucha nija upara ku😢

  • @JitendraMahalik-o8t
    @JitendraMahalik-o8t14 күн бұрын

    Jay jagannath rakhya karontu odishaku

  • @urbashivlog
    @urbashivlog14 күн бұрын

    Jay jagannatha 🙏

  • @yudhisthir123

    @yudhisthir123

    14 күн бұрын

    Aasigala maha. Bipada🙏🙏rakhta kar🙏🙏🙏🙏🙏🙏

  • @ReenkuVlogs
    @ReenkuVlogs13 күн бұрын

    ସବୁ ପାନ ପୁଡ଼ିୟା ମାଂସାହାରି ଖାଇ ବଡ଼ଠାକୁର କୁ ଛୁଇଁବେ ତ କଣ ହେବ ଦୁନିଆ,,,, ବେଶୀ,,,, ବ୍ରାହ୍ମଣ ମାନେ,,,, ପୁଜା କରୁଛନ୍ତି ,,,,ଜୟ ଜଗନ୍ନାଥ 🙏🌻🙏

  • @abanidas517
    @abanidas51714 күн бұрын

    Jay Jagannath ki jay

  • @sibaprasaddas1210
    @sibaprasaddas121014 күн бұрын

    🙏

  • @rajatkumarduttabeautyliesi3154
    @rajatkumarduttabeautyliesi315414 күн бұрын

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @sradhaomm139
    @sradhaomm13914 күн бұрын

    He Jagannath

  • @santoshkandi1398
    @santoshkandi139814 күн бұрын

    ଯେତିକି ବିନାଶ ଆସୁଚି, ସେତିକି ସେତିକି ବିପଦ ଆସୁଚି, ପ୍ରଭୂ ରକ୍ଷା କର 😢😢😢😢😢

  • @REENADIGAL-jk3pc
    @REENADIGAL-jk3pc14 күн бұрын

    Jayjagarnnath probhu rakyakara❤❤🙏🙏🙏

  • @maheshwardas310
    @maheshwardas31014 күн бұрын

    ସମୟ ଖୁବ ଅଳ୍ପ

  • @SarojkumarnaikSaroj-vn3sd
    @SarojkumarnaikSaroj-vn3sd14 күн бұрын

    He Mahaprabhu he mahabahu tame hi saha bharasha ama odisha ku jay jagannath 🙏🙏

  • @priyankapuri3736
    @priyankapuri373614 күн бұрын

    Bhul thile khyama deb he Maha bahu 😢😢😢❤❤ Jay jagannth swami kiii ❤🙏

  • @Paaat2-fu2cz
    @Paaat2-fu2cz14 күн бұрын

    Sevayata mane bhakta mananku bahuta lutu thile , seithipai hueta emiti helaa... jay Jagannath❤❤❤❤❤❤❤❤❤❤❤❤

  • @Babylovesbabu
    @Babylovesbabu14 күн бұрын

    ପ୍ରଭୁ 😭😭😭

  • @sureshmajhi4280
    @sureshmajhi428013 күн бұрын

    ଜୟ ଜଗନ୍ନାଥ ଜୟ ମହାବାହୁ ତୁମେ ହିଁ ସାହା ଭରଷା 🙏🙏🙏

  • @BasantaBhukta-k6y
    @BasantaBhukta-k6y14 күн бұрын

    ଭଗବାନ ଜାହା କରନ୍ତି ଶେ ଶବୁ କୁ ମଣିଷ ବୁଝି ପାରେନାହିଁ

  • @PratapSahu-s8f
    @PratapSahu-s8f14 күн бұрын

    ମାଲିକ ବଚନ କେ କରିବ ଆନ 😢 2020 ରୁ ନେଇ 2032 ମଧ୍ୟରେ ମହା ପ୍ରଳୟ ସୃଷ୍ଟିକାରୀ ସୂଚନା 😢😢 ଜୟ ଜଗନ୍ନାଥ 😢😢

  • @HariKrishna-pi9vh
    @HariKrishna-pi9vh14 күн бұрын

    Jay jagannath

  • @dharmendrabehera837
    @dharmendrabehera83712 күн бұрын

    କାହିଁକି ପଡିଗଲେ? କାରଣ ଭକ୍ତ ମାନଙ୍କୁ ଠକି ଥିବାରୁ। ସର୍ବ ସାଧାରଣ ଲୋକଙ୍କ ର ପଇସା ଲୁଟି ମୋଟା ମୋଟା ସୁନା ଚେନ୍ ଗଳାରେ ପକେଇ ବଡ଼ ବଡ଼ ପେଟ କାଢି ବହୁତ୍ ଉତ୍ପାତ ହେଉଥିଲେ ବଡ଼ ଠାକୁର ଆଉ ସହି ପାରିଲେନି। ନାଁ କଣ ଆମେ ବ୍ରାହ୍ମଣ ଭଗବାନ ଙ୍କ ସହିତ ସମାନ। ଭଗବାନ୍ କାହାର ବି ଅନ୍ୟାୟ କେବେ ବି ସହି ନାହାନ୍ତି। ଜୟ ଜଗନ୍ନାଥ

  • @ODISHABHAI-eq8jq
    @ODISHABHAI-eq8jq14 күн бұрын

    ଆଗ କୁ ଆହୁରି ଭୟଙ୍କର ବିପଦ ଆସିବ, କପି କରି ରଖ,🙏🏻 ମିଥ୍ୟା ଅପ ପ୍ରଚାର କରି ଏ ସରକାର ଶାସନ କ୍ଷମତାକୁ ଆସି ଛି

  • @jitendradas916

    @jitendradas916

    14 күн бұрын

    Han sata katha. EVM tampering kariki anyaya batare khyamata ku asithiba e dala ku Sqayam Bhagaban Jagannath hin shasti debe.

  • @subhransudalai8360

    @subhransudalai8360

    14 күн бұрын

  • @satrughanbehera7871
    @satrughanbehera787114 күн бұрын

    ପାଦ ଖସିଲେ ଜଣକର ଖସିବ ସମସ୍ତେ ପଡିଲେ କେମିତି ଆଗକୁ ବିପତି ମାଡି ଆସୁଛି ରତ୍ନ ଭଣ୍ଡାର ଖୋଲିଲେ ମରିବ ସବୁ

  • @lishamallik9802
    @lishamallik980214 күн бұрын

    Jay jagannath🙏🙏

  • @diptipanda6348
    @diptipanda634814 күн бұрын

    🙏🏻ଜୟ ଜଗଦୀଶ ତୁମେ ହିଁ ସା ଭରସା 🙏🏻ଜୟ ଜଗନ୍ନାଥ

Келесі