କେନ୍ଦ୍ରାପଡ଼ା ଆଦିବାସୀ ଗାଁ ନଦୀକୁଳିଆ ଚାଷ l Little Kendrapara Adivasi village & riverside farming
ଆଦିବାସୀ ଗାଁ ପିଲା ଘେରିଗଲେ Laba Hansda କୁ ଜାଣନ୍ତି l Little Adibasi village l Gouranga nayak odia vlogs
#gouranganayakodiavlogs
#ruralodisha
#villagelife
#villagefarming
#odishavlogs
#ruralodisha
#odishatourism
#odiatravelvlogs
#Adivasivillage
Пікірлер: 128
Gouranga sar ଙ୍କୁ ଭଲ ପାଉଥିବା ସମସ୍ତେ like koro
ସାର 🙏, ଟେ ଟେଇଆଁ ଚଢେଇ ମଣିଷ ଦେଖିଲେ କର୍କଶ ସ୍ୱର ରେ ହୁଁ ଟେଟେ ବୋବେଇ ବିରକ୍ତ କରେ, ଆମେ ତାକୁ ଟେଟେଇ ଚଢେଇ କହୁ, ପିଲାବେଳେ ସ୍କୁଲକୁ ଗଲାବେଳେ ସେ ବୋବେଇଲେ ଆମେ ଅଶୁଭ ହବ କହୁ, ଆଦିବାସୀ ମାନଙ୍କ ପରମ୍ପରା ଚଳଣି ନିଆରା, ଆମ ଗାଁ ରେ ବି ସେମାନେ ଆସି ବସବାସ କରିଛନ୍ତି, ଜୟ ଶ୍ରୀରାମ 🚩🙏
Gouranga sir little bhari Bhala pila
Sundar episode ❤❤❤
ଗୌରାଙ୍ଗ ଭାଇ ଲବ ହାଁସଦା ଙ୍କ ବ୍ଲଗ ଭାଲ ଲାଗେ ଏବେ ଥାଇଲାଣ୍ଡ ରୁ ବ୍ଲଗ ସାରି ଓଡିଶା ଆସିଲାଣି
ନନା, ଆଜିର ବ୍ଲଗଟି ବହୁତ ଭଲ ଲାଗିଲା, ବିଶେଷକରି ସେ ଯେଉଁ ପିଲାଦିନର କଥା ଯେତେବେଳେ ଖାଲି dd national chanel ଥିଲା। ଭାରି ଖୁସି ଲାଗେ ଯେ ଆମେସବୁ ସେ ସମୟର ଛୁଆ ବୋଲି। ଆପଣଙ୍କ ଗାଁ ର ପ୍ରାକୃତିକ ପରିବେଶ ବହୁତ ସୁନ୍ଦର। 🙏 ଜୟ ଜଗନ୍ନାଥ 🙏
Gouranga sir jay jagannath
ଜୟ ଜଗନ୍ନାଥ ସାର୍ 🙏🙏🙏
ଜୟ ଜଗନ୍ନାଥ ଭାଇ 🙏🏽🙏🏽🥰
ବହୁତ ସୁନ୍ଦର ଭାଇ
ଜୟ ଜଗନ୍ନାଥ ସାର 🙏🙏🙏🙏❤️❤️❤️❤️❤️
ଅତୀତ ର ସ୍ମୃତି ରୂଢି ମନ୍ତ ପୂର୍ବକ ସରଳ ନିଷ୍କପଟ ପୁର ପଲ୍ଲୀ ଲୋକଙ୍କ ଜୀବନ ଜୀବିକା.... ପ୍ରାକୃତିକ ପରିବେଷ୍ଟୋନ ଭରା ସ୍ନିଗଧ ବାତାବରଣ ବିଚଳିତ ମନ କୁ ସ୍ତବ୍ଧ ଶାନ୍ତ ବିମୁଗଧ କରିଦିଏ.... ଗୌରାଙ୍ଗ ଭାଇ ଙ୍କ ଉକ୍ତ ବ୍ଲଗ ରେ ସୁନ୍ଦର ପ୍ରୟାସ.... ମୁଁ ସ୍ତବ୍ଧ... ବାକ୍ୟ ହୀନ... ପ୍ରଶଂସା ପାଈଁ ମୋର ଶବ୍ଦ କୋଷ ଅପୂର୍ଣ୍ଣ.... ଅତୀତ ଓ ପିଲା ଦିନ ର ସ୍ମୃତି ରୋମଂଥନ ପୂର୍ବକ କୁନି ଛୁଆ ଦୁହେଁ ଙ୍କ ନିଷ୍କପଟ, nirolos, ଅକୃତିମ ଜୀବନ୍ତ ମନ ଛୁଆଁ କଠୋପକୋଥନ ମୋ ମନକୁ ମନ୍ତ୍ର mughdha କରିଦେଲା.... ବାସ୍ତବିକ ବ୍ଲଗ ଟି ହୃଦୟ ସ୍ପର୍ଶୀ ❤
@Gouranganayakodiavlogs
18 күн бұрын
Jay Jagannath
Bhai sata kahila good episode bhai
Jay Maa Biraja 🙏♥️
Jayjaganatha
Jay Jagannath bhaina
Nice video sir
ଜୟ ଜଗନ୍ନାଥ ସାର୍
@Poorboys_vlog
18 күн бұрын
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘😊❤😊❤😊
ସାର, ସତରେ କେଡେ ସୁନ୍ଦର ବ୍ଲୋଗ ଟି ହୋଇଛି, ମନକୁ ଛୁଇଁଲା ସାର, ରବିବାର ର ସେହି ଦିନ ଗୁଡିକ ତାହା ସହ ଆଦିବାସୀ ପିଲାମାନଙ୍କ ସହ ମିଶା ଓ ଜୀବନ ଶୈଳୀ.... ବହୁତ ସୁନ୍ଦର ଥିଲା ✍️ସାର, ମୁଁ ଯେତେବେଳେ 1999 ମସିହାରେ ସପ୍ତମ ଶ୍ରେଣୀରେ ପଢୁଥିଲି ରବିବାର ହେଲେ ମୁଁ ସାତଟାରେ ରଙ୍ଗୋଲି ଯାହାକୁ ହେମା ମାଳିନୀ ପରିବେଷଣ କରୁଥୁଲେ, ଏହାପରେ ନଅଟାରେ ଶ୍ରୀକୃଷ୍ଣ, ଦିନ ବାରଟାରେ ଶକ୍ତିମାନ, ଗୋଟାଏ ରେ ମେଗା ଧାରାବାହିକ ଏଇ ଜୀବନଟା ଏକ ନାଟକ, ଗୋଟାଏ ତିରିଶ ରେ ଯାତ୍ରା ଜେଜେ ତୁମେ ମିଛ କହିଲ, ଦିନ ଦୁଇଟାରେ ଡ଼ିଡ଼ି ମେଟ୍ରୋ ଚାନେଲ ରେ ହିନ୍ଦୀ ଚଳଚ୍ଚିତ୍ର, ଦିନ ଚାରିଟାରେ ଓଡ଼ିଆ ଚଳଚ୍ଚିତ୍ର.... ସବୁ ଦେଖୁଥିଲି ସାର, ଡ଼ିଡ଼ି ମେଟ୍ରୋ ଚାନେଲ ଟି ଟିଭି ର ଅନ ସ୍ବିଚ କୁ ମୁଡ଼ିଲେ ଆସୁଥିଲା, ଆପଣ ଜାଣିଥିଲେ କି ନାହିଁ ଜଣେଇବେ, ସାର ଶୁକ୍ରବାର ରାତି ନଅଟା ତିରିଶରେ ଆଉ ଶନିବାର ରାତି ଦଶଟା ତିରିଶରେ ହିନ୍ଦୀ ଚଳଚ୍ଚିତ୍ର ଦେଉଥିଲା, ଅବଶ୍ୟ ମୁଁ ଏହାକୁ 2004/2005 ମସିହାରେ ଦେଖୁଥିଲି ଡ଼ିଡ଼ି ନ୍ୟାସନାଲ ଚାନେଲ ରେ |ବହୁତ ବଡ଼ ମେସେଜ ଟି ହେଇଗଲା ସାର, ପଢ଼ିବେ ନିଶ୍ଚୟ ✍️ଜୟ ଜଗନ୍ନାଥ 🙏
@Gouranganayakodiavlogs
19 күн бұрын
Jay Jagannath
Bohut bhala Lage bhai😢 saedina katha bhabilaru dukha laguchi
ମୁଁ ଟ୍ରାଭେଲର ଲବ ହାଁସଦା
❤❤
Bhagaban apononku SABUBELE bholore and khusire rakhantu mor prathona sir🙏🏻🙏🏻❤❤
@Gouranganayakodiavlogs
18 күн бұрын
Thank you
ଭାଇ ଜୟ ଜଗନ୍ନାଥ ❤❤
❤❤❤❤❤
Jay jaganath gouranga Bhai osm❤❤
Jai Jagannath.
@Poorboys_vlog
18 күн бұрын
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘😊❤😊❤😊.
Jay jagannath
ସାରେ ଟିକେ ନଟ ର ଫ୍ରି ଫାୟାର ଇଡି ଦୀୟନ୍ତୁ ଆମେ ଭି ଫ୍ରି ଫାୟାର ଖେଳୁଛି
Ati sundar peribesha
Sir namaskar jay jagannth ଚେନ୍ନଇ ରୁ ମୁଁ ଦେଖୁଛି ଆପଣଙ୍କର ସବୁ ଭିଡିଓ ଦେଖୁ
Maabirja
Jay jagannath sir
Jai jagannath Bhai
Jai jagannath Bhai❤❤❤❤❤❤❤❤❤❤❤❤❤❤
Jay shree jagannath 🙏🙏
ଜୟ ମା ମଙ୍ଗଳା କାକଟପୁର
Jay jagannath❤❤❤❤
Bhagaban tumara mangal karantu
Jai jagannath sir
jay jagannath Gouranga bhai
❤❤❤❤❤❤
@Poorboys_vlog
18 күн бұрын
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘😊❤😊❤😊
Jay Jagannath ❤
Jay jagnath🙏🙏❤
Jay jagannath 🙏
Jay shree Jagannath bhai
ଆଉ ସେଇ ଦିନ ନାହୀ ଆଉ ସେଇ ଲୋକ ବି ନାହୀ ସେ ସମୟ ହିଁ କେତେ ଭଲ ଥିଲା ବିତିଜାଇଥିବା ସମୟ କୁ ମନେ ରେ ଭାବିଲେ ମନ ଆନଦିତ ହୁଏ ବାସ ଆଜି ଆପଣକ video ଟିକୁ ଦେଖିସେ ସେଇ ପୁରୁଣା ଦିନ ମାନ ମନେପଡେ ଭାଇ ମୁ ଅରୁଣ ଆପଣକୁ 🙏ଜଣଉଛୀ
First view and like ❤
Jay jagannath 🙏🙏🙏♥️♥️♥️👍👍👍
ଆଉ ବାଞ୍ଛାବଟ ମୂଳେ ଭୋଜି କେବେ ହବ?
ଭାଈ old is gold ଭାଈ ପୁରୁଣା ଦିନ ଆହୁ ମିଳିବନାହିଁ
Jay Jagannath sir❤❤❤❤❤
Bhai Jay jaganatah 🙏🙏🙏
Jay jagannath Bhai namaskar God bless you ❤❤❤❤❤❤❤
Jay Jagannath ❤❤
Wow beautiful heichi ❤
@Poorboys_vlog
18 күн бұрын
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘😊❤😊❤😊....
Nice video ❤
ଏଇ ଆଦିବାସୀ ଗାଁ କୁ ସରକାର ଙ୍କ ଦୃଷ୍ଟି ପଡୁନି. ସ୍ଥାନୀୟ ସରପଞ୍ଚ କରୁଚିକଣ.
Jai Jagannath 🙏
Jai Jagannath❤🎉🎉🎉❤
Thanks Nayak Babu.😮😮😮😮😮
Jay jagannath sir🙏🏻
@Gouranganayakodiavlogs
19 күн бұрын
Jay Jagannath
Jay jagnnath
Jay jagannath sir apananka gaon ru kete dura kete bata chaliki paleithile ja hau nua nua drusya dekhibaku miluchi bhala lagila
Jay jagarnath
Bhai jay jagarnath
❤❤❤❤❤❤❤❤
Apana jaha kahile thik kintu apan jauthire asi esabu kahuchanti se ta bilayara karana
ଜୟ ଜଗନ୍ନାଥ sir ଶୁଭ ସନ୍ଧ୍ୟା 🙏🙏
Bhai Jay Jagannath a baragacha mulare gote bhoji hau. Bahu dena hela hoine
@Gouranganayakodiavlogs
18 күн бұрын
ବର୍ଷା ଦିନ
ଲବ ହାଁସଦା ଜଣେ ଓଡିଶା ର ଭଲ blogger.... ମୁଁ ଆପଣଙ୍କ blogg ସବୁ ଦିନ ଦେଖେ... ସମୟ ସମୟରେ ଲବ ହାଁସଦା ବ୍ଲଗ ମଧ୍ୟ ଦେଖେ....
ଆପଣଙ୍କ ପୋଷ୍ଟ ଦେଖିଲେ ସତରେ ସେଇ ପିଲା ଦିନ ଓ ପିଲାଲିଆମି ମନେ ପଡ଼ିଯାଏ ସତରେ ଆପଣ ପ୍ରକୃତ ଜୀବନ ଶୈଳୀ ର ଭାବନା ମନେ ପକେଇଦିଅନ୍ତି ❤
Those who were very young now they have grown up considerably. Such is life cycle.
@dksahoo168
18 күн бұрын
OK
Bhai namskar .Apan kan vegetarian 😅.
Hii❤❤❤❤❤
Beautiful tribe village life beautiful farming 🧺🧺 God bless you
@Gouranganayakodiavlogs
19 күн бұрын
So nice
Sir apanka mana bohut bada mo ra be se valia kintu mora bohut kharcha rojgar be bohut mo maaa banglore pray asanti mo pani ata kar na seta kar nao name sumit mina rasi kn haba mora mo mrg 100 asuchi
କେବେ ଆସୁଛ ଆମଗାଆକୁ ମନବାଇ
ଜୟ ଜଗନ୍ନାଥ ସାଙ୍ଗ 🙏🏻
@Gouranganayakodiavlogs
19 күн бұрын
Jay Jagannath
@bikashsahoo3883
19 күн бұрын
ଆପଣ ଙ୍କ ସହ ଦେଖା କରିବା କୁ ଭାରି ଇଚ୍ଛା ଅଛି।
Right answer Bhai se bela nahi de pakhal nahi dete bele DD national thila DD odia thila VCR bi thila gain re kahar pua hele VCR chalu thila jhia hele this pala chalu thila 1997 masiha 2024 bahut diffrance
Fantastic vlog bhai
ଜୟ ଜଗନ୍ନାଥ ଭାଇ
Naveen Patanayak Kn Karichi emanka Paine
Bhai Bahut Sundar Katha
Gaurang Bhai you are great. Good human. God bless you and your family.
Beautiful sir ❤
Jay Jagannath Bhai ❤❤❤
Very good video
Bhai seta bela ra anubhuti kia bi bhuliba bhai abe dhire dhire lop paigalani gotia tv re khehi gote Chanel dekhinathanti sabu thire muha maranti abe 😂
Jay jagannath sir❤
Sir namaskar bahut sunder First view
Jay jagannath bhai ❤❤❤❤❤
@Gouranganayakodiavlogs
19 күн бұрын
Jay Jagannath
Jay Jagannath sir 🙏🙏❤️
ଜୟ ଜଗନ୍ନାଥ ଭାଇ 🙏🙏🙏🙏🙏 ❤️❤️❤️❤️❤️
@Gouranganayakodiavlogs
19 күн бұрын
Jay Jagannath
ଧନ ର hairstyle mast😂😂😂😂
ସାର୍ ଆପଣଙ୍କ ଭିଡିଓ ଦେଖିଲେ କିଛି ନୂଆ ଜିନିଷ ଶିଖିବାକୁ ମିଳିଥାଏ। ବହୁତ୍ ଆନନ୍ଦ ଅନୁଭବ ହୁଏ । ମନ ଦୁଃଖ ଥିଲେ ବି ଖୁସି ଲାଗେ । ଜୟ ଜଗନ୍ନାଥ ❤
🙏
Sir ama Nayagarh ku kebe asibe
ନଟ ସ ମୋରୋ 1v1 kar free fire custom match ରେ
Sar ichhapur asiba
@Gouranganayakodiavlogs
19 күн бұрын
Hau