କାନ୍ଦି କାନ୍ଦି ମୋହନଙ୍କୁ ଅନୁରୋଧ କଲେ ମେୟର...

କାନ୍ଦି କାନ୍ଦି ମୋହନଙ୍କୁ ଅନୁରୋଧ କଲେ ମେୟର... #sulachana #mohanmajhi #mohancharanmajhi #odisha #odishacm #pravatiparida #deputycm #pruthirajharichandan #lawminister #rathyatra #lordbalaram #latestnews #latestupdates #politicalupdates #politicalnews #news #politicalleaders #trendingnews #trending #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZread:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 26

  • @prabhatkumarmishra6641
    @prabhatkumarmishra664119 күн бұрын

    ଆପଣଙ୍କ ସରକାର ଥିଲା ବେଳେ ମହାପ୍ରଭୁ ତିନି ଦିନ ଉପବାସ ରେ ରହୁଥିଲେ ସେତେବେଳେ ଆପଣ ବୋଧେ କୁମ୍ଭକର୍ଣ ପରି ଶୋଇ ଥିଲେ

  • @prafullachandrasahoo9688
    @prafullachandrasahoo968819 күн бұрын

    ମାଡାମ କହିବେକି BMC କେଉଁଥିପାଇଁ ଦାୟୀ. ନାଳରେ ଯେଉଁ ପିଲାଟି ଚାଲିଗଲା ସେଇଥିପାଇଁ କିଏ ଦାୟୀ..

  • @katikamhansda2362

    @katikamhansda2362

    18 күн бұрын

    Amanku kou language re kohi le katibo 😊

  • @shrevindas7845
    @shrevindas784519 күн бұрын

    କାହିଁକି କାନ୍ଦୁଛୁ ଶୁଣିବ କିଏ

  • @Babaphakiryoutube
    @Babaphakiryoutube19 күн бұрын

    ବେଲଜ୍ୟା ନାରୀ କଂଗ୍ରେସ ଦଳ ରୁ BJD ଆସି ମେୟର ହେଇଛି ଏବେ ମେୟର ଯିବ ଦୁଃଖ ସହି ପାରୁନି ରତ୍ନ ଭଣ୍ଡାର ଲୁଟି ଖାଇଛି କାଲି ର ଘଟଣା ସେବାୟତ ଜଗୁନି ପଣ୍ଡା ନିର୍ଦ୍ଧେଶ ରେ ପାଣ୍ଡୁ ଚାଲ୍ ନିଜେ ଠିକ୍ ରେ ଦୃଶ୍ୟ ଦେଖନ୍ତୁ ଜଗୁନୀ ପଣ୍ଡା ନିର୍ଦ୍ଦେଶ ପଛ ସେବାୟତ କୁ କଣ ଈଶାରା ଦେଉଛନ୍ତି ଜଗା ସବୁ ଦେଖୁଛି

  • @SidharthPrasadDas
    @SidharthPrasadDas19 күн бұрын

    ବିଜେପି ସରକାର ଯା କୁହେ କରେ ସେ ଲୀଳା, ଅଲଜ୍ୟା ଦଳ

  • @satyabrataparida1925
    @satyabrataparida192519 күн бұрын

    ଆପଣଙ୍କ ମୁହଁ କହୁଛି ବହୁତ କାନ୍ଦିଛନ୍ତି। ଏଠାରେ ଗୋଟିଏ ପ୍ରଶ୍ନ ଅରବିନ୍ଦ ପାଢ଼ୀ ଦେଇଥିବା ପ୍ରସ୍ତାବ କୁ ଆପଣଙ୍କ ସରକାର ଗ୍ରହଣ କଲେ ନାହିଁ କାହିଁକି ? ବ୍ରହ୍ମ ବିଭ୍ରାଟ ହେଲା । ମହାପ୍ରଭୁ କେତେ ଦିନ ଉପବାସ ରହିଛନ୍ତି ସେକଥା କହୁନା ।

  • @ashisswain8499
    @ashisswain849919 күн бұрын

    Sabas sulochana

  • @gitarani2831
    @gitarani283119 күн бұрын

    ଧମେନ୍ଦ୍ର ପଧାନ କହିଲା,ବିଜେପି, ସରକାର, ଓ, ନେତାମେନେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନରେନ୍ଦ୍ର ମୋଦି, କହିଲେ, ଭଗବାନ୍, ଜଗନ୍ନା,ଥ, ମୋ, ଭକତ, ଭଗବାନ୍, କାହିଁକି, ପୁଜା ପାଇବେ,

  • @swain_parivaar
    @swain_parivaar18 күн бұрын

    Judge should enquire and cause will come out.

  • @kishorchandra2531
    @kishorchandra253119 күн бұрын

    ବାଯ୍ୟ ସ୍ତ୍ରୀ ଲୋକ।କାମୀୟା ଜାନି କଥା ଟିକେ କୁହ।

  • @Brosujit

    @Brosujit

    19 күн бұрын

    କମିଆ ଜାନୀ ତୋ ବାଣ୍ଡ୍ ହଲେଇବ,ତୁ ବେଧପିଲା ଏ ସମୟରେ ରାଜନୀତି କରୁଛୁ,ଶଳା ଧର୍ମଦ୍ରୋହି 🎉

  • @sanjayabehera5625
    @sanjayabehera562518 күн бұрын

    It's a political drama😊😊😊😊for vote bank politics.

  • @pradeeppatra4108
    @pradeeppatra410819 күн бұрын

    Tame ghare ruha

  • @BanitaNanda-on9ld
    @BanitaNanda-on9ld19 күн бұрын

    Right.agaku amiti kichhi naheu sethi pain jatnaban heba darkar

  • @Pandu_Premi
    @Pandu_Premi19 күн бұрын

    କୁମ୍ବିରୋ କନ୍ଧୋଣ 😂😂

  • @markandacharanswain9046
    @markandacharanswain904619 күн бұрын

    Sebayat pakeile. Mohan sir kan pahandi karuthile. Chhi.

  • @user-ey7sr5gf6k
    @user-ey7sr5gf6k19 күн бұрын

    ରଜନୀତି କରୁଛ

  • @dasharathiroutray7176
    @dasharathiroutray717619 күн бұрын

    Jagannath will bless good things and punish bad things . It is nothing intentional , So why to complain and speak big ?

  • @bijaymohanty756
    @bijaymohanty75619 күн бұрын

    ଆପଣ କଣ ଅଧିକ କହୁଛନ୍ତି ।

  • @debendratripathy7602
    @debendratripathy760218 күн бұрын

    Kumbhira kandna banda kara

  • @NabakisshorMahakud-di3xn
    @NabakisshorMahakud-di3xn19 күн бұрын

    କୁକୁର ମାନେ ମନ୍ତ୍ରୀ ପଦ ଆଇଚନ

  • @BapujiMLT
    @BapujiMLT18 күн бұрын

    Ahi ଭଳିଆ ଅଳିଆ ଗୁଡକୁ ହତାଓ Over acting ମନରେ କିଛି ନାହି ଭଗବାନ୍ କୁ ନେଇ ରାଜନୀତି କରୁଛନ୍ତି

Келесі