କାଲି ମାଆ କହୁଥିଲା "ମୋ ପୁଅ କିଛି କରିନି, ସେ ନିର୍ଦ୍ଦୋଷ...." ହେଲେ ଆଜି ସକାଳୁ ପୁଅକୁ ବାନ୍ଧିନେଲା ପୋଲିସ୍

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Bhubaneswar #CommissioneratePolice #ScientificTeam #Investigation

Пікірлер: 261

  • @bijayalaxmisahoo7609
    @bijayalaxmisahoo76097 күн бұрын

    ଦୋଷୀ କୁ ଦଣ୍ଡ ମିଳୁ ,କିନ୍ତୁ, ବିନା କାରନ୍ ରେ ଜଣକ ଭବିଷ୍ୟତ ନଷ୍ଟ ନ ହେଇଯାଉ, ଯଥା ଶୀଘ୍ର ମେଡିକାଲ୍ ରିପୋ୍ଟ ଜାନତୁ,

  • @prabinapadhan2319

    @prabinapadhan2319

    7 күн бұрын

    I think ebe pila nirdosi hei thile bi ....ta life bekar hei jiba ....karana a news channel mane jemiti reporting kru6nti ...

  • @akshyakumarmahanta2043

    @akshyakumarmahanta2043

    3 күн бұрын

    🎉​@@prabinapadhan2319

  • @user-hq5on1ot7t

    @user-hq5on1ot7t

    3 күн бұрын

    News bala jhia ku pachara

  • @sunilmohanty242

    @sunilmohanty242

    2 күн бұрын

    Jhia ku camera agaku anajau

  • @binayjaypuria458
    @binayjaypuria4583 күн бұрын

    ମାଉସି ମିଛ କହୁଛନ୍ତି କାରଣ ସେ ପିଲା ଯଦି ପରିସ୍ରା କରିବା କୁ ବାହାରକୁ ଯାଇ ଥିଲା ତା ହେଲେ ସେ ପରିସ୍ରା କରି କି ସେଇ ଜାଗା ରେ ତା ପ୍ୟାଣ୍ଟ୍ ର ଚେନ୍ ଟା ନ ଲଗେଇ ଘରକୁ ଆସି କଣ ପାଇଁ ଲଗେଇ ବ ????

  • @RekhaNayak-rx3gy

    @RekhaNayak-rx3gy

    2 күн бұрын

    Right 👍😮

  • @manjushreepattanayak5977

    @manjushreepattanayak5977

    22 сағат бұрын

    Exactly

  • @helloodisha986

    @helloodisha986

    9 сағат бұрын

    😂

  • @mr.sanjayinformationdiscov3282
    @mr.sanjayinformationdiscov32827 күн бұрын

    ମାଉସୀ ଦୋଷ ସାବ୍ୟସ୍ତ ହେଲେ ଆମ ନୂଆ ଆଇନ ଅନୁଯାୟୀ ତମ ପୁଅ କୁ ଆଉ ଫେରି ପାଇବନି ସେ ଫାଶୀ ପାଇବା ସୁନିଶ୍ଚିତ!!!!!

  • @VIJAYKUMARJENA
    @VIJAYKUMARJENA8 күн бұрын

    ସେ ଝିଅ ର ମେଡିକାଲ ଟେଷ୍ଟ ରିପୋର୍ଟ ଆସିଲା ପରେ ଜଣା ପଡିବ ଦୁଷ୍କର୍ମ ହେଇଚି କି ନାହିଁ, ବିନା ପ୍ରମାଣରେ କିଛି କହିବା ଠିକ ନୁହେଁ.

  • @user-mw9ij7un1i

    @user-mw9ij7un1i

    7 күн бұрын

    Right

  • @Mr.Kishan_7868

    @Mr.Kishan_7868

    7 күн бұрын

    Right

  • @Mithunlovemita

    @Mithunlovemita

    7 күн бұрын

    Absolutely right 👍

  • @rudrakumar8024

    @rudrakumar8024

    7 күн бұрын

    Right bro 👍🏻

  • @janmajayanayak2678

    @janmajayanayak2678

    7 күн бұрын

    Gt😊6

  • @bharatdas318
    @bharatdas3187 күн бұрын

    ଡାକ୍ତର ବାବୁ ନିରପେକ୍ଷ ଭାବେ ଡାକ୍ତରୀ ପରୀକ୍ଷା କରନ୍ତୁ ,

  • @AbhayapatraAbhayapatra
    @AbhayapatraAbhayapatra7 күн бұрын

    ଦୟାକରି ନୟାଗଡ଼ ପରୀ କେସ ପରୀ କରନ୍ତୁନି ଯାହା ସତ ତାହା କୁହନ୍ତୁ ଆଗରୁ ବହୁତ୍ ଜାମୁକୋଳି ଗପ ସୁଣିଚୁ ନୟାଗଡ଼ ରେ

  • @rudrakumar8024
    @rudrakumar80247 күн бұрын

    ଏହା ତଦନ୍ତ ସଠିକ୍ ଭାବରେ କରା ଯାଉ ।

  • @rakeshjena6523
    @rakeshjena65233 күн бұрын

    ଆରେ ହଁ ସେ ଚୁକା ପିଲା ସେମିତି କାମ କରିଛି ନହେଲେ ମୁହଁ ଲୁଚେଇ ଫେରାର ହବ ପାଇଁ ଲୁଚି ନଥାନ୍ତା ସେ ଶଶୁର ପୁଅ ଛୋଟ ଛୁଆ ନା ତା ନୁନିରେ ଚେନ୍ ଲାଗିଗଲା 😂😂😂 କି ସୁନ୍ଦର୍ ଅଭିନୟ କରୁଛନ୍ତି, ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପତି ନେଇକି ଯାଉଛି

  • @kalingatraveller
    @kalingatraveller7 күн бұрын

    ମାଉସୀ ତମେ ବି ଜଣେ ନାରୀ .ସେ ଝିଅ ଜାଗାରେ ଯଦି ତୁମ ଝିଅ ହୋଇଥାନ୍ତା କି ତମ ସହ ଯଦି କେହି ଏମିତି କରିଥାନ୍ତା ....

  • @_moon_girl_sanju

    @_moon_girl_sanju

    2 күн бұрын

    Nana ta jhia nuha ta natuni thanta...😢

  • @sanam151
    @sanam1516 сағат бұрын

    ଆଉ ଯଦି ଏଇ ପିଲା ଦୁଷ୍କର୍ମ କରିଥିବ ମାଗିହା କୁ direct ସୁଳି ଉପରେ ଚଢ଼ାଯାଉ ନହେଲେ ବହୁତ ଭୟଙ୍କର ଆଗକୁ ହବ.. 🙏🙏

  • @puhandilkiabajtitu8166
    @puhandilkiabajtitu81665 күн бұрын

    ସତରେ ଯଦି କେହିବି ଏମିତି କାମକରୁଚି ଦଣ୍ଡ ମିଳୁ ଯେମିତି କେହିବି ଭୁଲ କରିବେନି ନୂଆ ନିୟମ ଅନୁଯାଇ ଫାଶୀ ଦିଆ ଯାଉ କିନ୍ତୁ ଭଲ ଭାବରେ ସତ୍ୟ ବାହାକୁ ଆଣିବାକୁ ଅନୁରୋଧ ଆଇନ ର ରକ୍ଷକ 🙏

  • @user-le4hh3rj9w
    @user-le4hh3rj9w4 күн бұрын

    ଯଦି ମିଛ ପ୍ରମାଣ ହୁଏ ସରକାର ସେ ପୁଅର ମାନହାନି ପାଇଁ ୧୦ଲକ୍ଷ ଦେବ ତ?

  • @jayantidas8179

    @jayantidas8179

    3 күн бұрын

    10lakhshya re kn haba?

  • @SandhyaraniSial-bq1dg
    @SandhyaraniSial-bq1dg3 күн бұрын

    Mausi tame bahut bhala gapa kahucha

  • @raja_______0831
    @raja_______083111 сағат бұрын

    DCP . Prateek singh really he is a great police officer ❤😊❤

  • @mr.sanjayinformationdiscov3282
    @mr.sanjayinformationdiscov32827 күн бұрын

    ଷ୍ଟେଟମେଂଟ ର ତାଳ ମେଳ ରହୁନି ମତେ ଲାଗୁଛି ନିଶ୍ଚିତ ସେ ନିଷ୍ପାପ ଶିଶୁ ପ୍ରତି କିଛି ଅମାନବୀୟ କାଣ୍ଡ ହେଇଛି,,, ପାଣ୍ଟ ର ଚେନ ଯଦି ସେ ଟୋକା ର ଗୁଲ ରେ ଲାଗିଗଲା କଣ ଏତେ ବ୍ଲଡ଼ ବାହାରିଲା ଯେ ବ୍ଳଡ଼ ଯାଇ ଝିଅ ର ପିଠିରେ ଲାଗିଗଲା ଏହା ମିଛ,,, ନିରପେକ୍ଷ ତଦନ୍ତ ହେଉ ଦୋଷ ସାବ୍ୟସ୍ତ ହେଲେ ଦୋଷୀ କୁ ଫାଶୀ ମିଳୁ।।।।।।।

  • @rakeshjena6523

    @rakeshjena6523

    3 күн бұрын

    ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପାତି ନେଇକି ଯାଉଛି

  • @biswaranjan772
    @biswaranjan7723 күн бұрын

    ସେ କଣ ବାହାରେ ପରିଶ୍ରା କରୀକି ଘରେ ଆସିକି ଚେନ୍ ଦଉଚି🤔🤔🤔🤔🤔 ତମେ ବି ମାଉସୀ କଣ କରିବ ଯେ ସବୁ ପିଲା ଙ୍କ ଦୋଷ ମା ମାନେ ଲୁଚାନ୍ତି, ଭୁଲ୍ କରିବ ଯଦି ଫାଶୀ ହବ ଲୋ ବୁଢ଼ୀ😂😂😂😂😂

  • @Jagat_Sahoo1
    @Jagat_Sahoo18 күн бұрын

    ମଦ ପିଇଲେ ଏଇଭଳି ନିଜର ହିତ ହିତା ଜ୍ଞାନ ଭୁଲି ଯାଆନ୍ତି 😢😢

  • @sudhakarsethi6511
    @sudhakarsethi65117 күн бұрын

    ମାଉସୀ ଆପଣ ମିଛ କହୁଛନ୍ତି

  • @khushirishilifetv9208
    @khushirishilifetv92084 күн бұрын

    ଯଦି ସେଇ ପିଲା ଟି ନିର୍ଦ୍ଦୋଷ ତାହେଲେ ଫେରାର ହେଇଯାଇଥିଲା କାହିଁକି

  • @sanam151
    @sanam1516 сағат бұрын

    ଏହାର ତଦନ୍ତ ହେଉ ଆଉ ପ୍ରକୃତ ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ମିଳୁ ଯେମିତିକି ଏମିତି କାମ କରିବା ପୂର୍ବରୁ ଜଣେ 1000 ଥର ଭାବିବ. ଜୟ ଜଗନ୍ନାଥ.. 🙏🙏

  • @user-uy5rw1kp8e
    @user-uy5rw1kp8e7 күн бұрын

    ଧନ୍ୟ ଲୋ ବୁଢି 😂😂😂 ହାରାମଯାଦି

  • @oldisgold1379
    @oldisgold13794 күн бұрын

    ପରିସ୍ରା କଲା ବାହାରେ ଆଉ ପ୍ୟାଣ୍ଟ୍ ଚେନ୍ ଲଗେଇଲା ଘର ଭିତରେ🥺🥺 ଏ କେମିତି କଥା ମାଉସୀ 😢ଆଉ ଯଦି ଚେନ ରେ କଟି ରକ୍ତ ବାହାରୁଛି ସେ ଚୁପ୍ ହେଇ କେମିତି ଶୋଇଥିଲା 😅

  • @rakeshjena6523

    @rakeshjena6523

    3 күн бұрын

    ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପାତି ନେଇକି ଯାଉଛି

  • @pratapmallick3096
    @pratapmallick30965 күн бұрын

    ଆଛା ଯଦି ସେ ଝିଅ ଦୁଷ୍କର୍ମ ତାହାଲେ ଦୋଷୀ କୁ ଦଣ୍ଡ ଦିଆଯିବ,, ଆଉ ଯଦି ନିର୍ଦ୍ଦୋଷ ସାବ୍ୟସ୍ତ ହେଲା ତାହାଲେ ସେ ପୁଅ ଯୋଉ ଜେଲ୍ ଗଲା ମାନ୍ ସମ୍ମାନ ଗଲା ସାରା ପବ୍ଲିକ୍ ଦେଖିଲେ ତାର କଣ ହେବ ସେ ଝିଅର ବାପା ମା ଭରପୁର କରିବେ କୁହତ କୁହ ଜବାବ ଦିଅ ଆଇନ ଆଉ ପୋଲିସ୍ ବାଲା ଫେରେଇ ପାରିବ

  • @BanitaRoutray-qj2nu
    @BanitaRoutray-qj2nu2 күн бұрын

    ଧନ୍ୟ ମା ମାନିବାକୁ ପଡ଼ିବ ଲାଜ ଲାଗୁନି ମିଛ କହିବାକୁ 🤬😡

  • @amitadas1085
    @amitadas10854 күн бұрын

    Jou parents mane a vedio dekhuchhanti tanku request... please kaha gharaku pilanku eka chhadantuni ki below 10 yr pilanku eka ghare chhadi kuade jantuni ..padosi b sarbanash kari pare

  • @BirendraKumar-xu2zh
    @BirendraKumar-xu2zh3 күн бұрын

    ଭାଇ ରେ ସେ ପୁଅ ସେମିତି ନୁହଁ 🥺🥺🥺🥺🥺🥺 ଦୋଷ ନ କରିବି ସେ ଦୋଷୀ ହେଇଗଲା😔😔😔😔

  • @95Kanhu95
    @95Kanhu954 күн бұрын

    ମା ତୁମେ ମିଛ କହୁଚ,,, ଆମକୁ ଆଉ ଗପ ଶୁଣିବାକୁ ଭଲ ଲାଗୁନି

  • @maheshkumar-fn4gc
    @maheshkumar-fn4gc8 күн бұрын

    ମାଉସୀ ପୁଅ ପାଶେ ଗଲା ପାଶେ ବସିକି ସେ ସେଇଠି ଚେନ ନ ଦେଇକି ଘର ଭିତରୁ କୁ ଆସିକି ଘଟ ପାଖରେ କାଇଁ ଚେନ ଦେଲା ଯୋଉଠି ପାଶେ ବସନ୍ତି ସେଇଠି ତ ଚେନ ଦବ ନା 😂

  • @DasAjaya-nm2mp

    @DasAjaya-nm2mp

    7 күн бұрын

    😂😂😂😂right katha kahichanti

  • @Khantiodia.411

    @Khantiodia.411

    7 күн бұрын

    Tankara alaga 😅😅😅😅

  • @umakantbag4800

    @umakantbag4800

    4 күн бұрын

    Right 👍🏾

  • @kanhahomedecorating6602
    @kanhahomedecorating66026 күн бұрын

    ମା ତମେ ମିଛ କହୁଛ? ବାହାରେ ପୁଅ ପରିସ୍ରା କରିବ ଘର ଖଟରେ ବସି ଚେନ ଦେବ ସେକଣ ଛୋଟ ଛୁଆ ମିଛ କହିବାର ଗୋଟେ ସୀମା ଥାଏ

  • @RanjitBariha-kc1it
    @RanjitBariha-kc1it7 күн бұрын

    ସବୁ କଥାରେ ଆ.... ଆ ...ଆ.. କଣ ପାଇଁ ମ ପୋଲିସ .

  • @sunilfailure123

    @sunilfailure123

    7 күн бұрын

    😂😂😂😂

  • @sukantisoren2661

    @sukantisoren2661

    Күн бұрын

    Se jone ଅଣଓଡିଆ ta re

  • @dhirendrasahu517
    @dhirendrasahu5177 күн бұрын

    Jay Jagannath moha Prabhu tume jaana🙏🙏🙏

  • @nakulnaik1423
    @nakulnaik14237 күн бұрын

    ପୁଅ ଝିଅ ଯେତେ ଖରାପ କି ଅପରାଧୀ ହୁଅନ୍ତୁ, ନିଜ ମାଆ ନିଜ ପୁଅ ଝିଅ ସପକ୍ଷରେ ଯୁକ୍ତି ବାଢିବା ସ୍ୱାଭାବିକ ! ଏମିତି ଦୋଷ ଅପରାଧ ଘୋଡ଼ାଇ ସମାଜର ବର୍ତ୍ତମାନ ଅବସ୍ଥା ଏମିତି !କିଛି ତ ଲଫଡା ନିଶ୍ଚୟ ଅଛି !

  • @sudarshanmalla5489
    @sudarshanmalla54894 күн бұрын

    ଟା ପେଳ କୁ ହାତୁଡ଼ି ରେ ପିଟି ପିଟି ଫଟା ଯାଉ

  • @mahaveer109
    @mahaveer1097 күн бұрын

    ମିଛ କହିବାରେ ଗୋଟେ ସୀମା ଅଛି ଲୋ ବୁଢ଼ୀ ଛୁଡ଼ି 😡😡😡😡

  • @madhusmitamohanty2332

    @madhusmitamohanty2332

    Күн бұрын

    E parjyanta report asini age asu.puara bi test heini

  • @hareshchandranaik8065
    @hareshchandranaik80657 күн бұрын

    Mother saves her son we feeling it

  • @madanmohannayak8460
    @madanmohannayak84607 күн бұрын

    ପ୍ରତୀକ ବାବୁ IPC ନୁହଁ BNS ବେଲାଣି 🙏🙏🙏

  • @Dhruva-g3o
    @Dhruva-g3o4 күн бұрын

    Finally

  • @itishreemallik4583
    @itishreemallik45838 күн бұрын

    Badamas maa ku abhadra pua

  • @tosabantadhurua1936

    @tosabantadhurua1936

    7 күн бұрын

    Right katha kahela bhai

  • @iamsweetpoison2523
    @iamsweetpoison25236 күн бұрын

    Aaaa aaaa aaaa re vedio sarigala 😅😂

  • @dillippatra3068
    @dillippatra30686 күн бұрын

    Thanks bbsr 👮 police

  • @laxmidharbarik5867
    @laxmidharbarik58677 күн бұрын

    ଠିକ୍ ସେ ତଦାରକ କରାଯାଉ ଯେଭଳି କେବେବି ଭୁଲ ନହେଉ

  • @tejashjashipuria4453
    @tejashjashipuria44537 күн бұрын

    2.5ବୟସ 😭😭😭😭😭😭

  • @StephenDominick-r1k
    @StephenDominick-r1k7 күн бұрын

    Blood baharila talaku asiki soipadila au taku kasta helani ki superb story mausi tiyari karichanti

  • @arabindapradhan
    @arabindapradhan8 күн бұрын

    Maa ta bahut tautar achhi

  • @mrrajdancer4944
    @mrrajdancer49447 күн бұрын

    Repot jadi positive achhi taha hele tara des kati fasi danda diajau jay jaganath 🙏🏻🙏🏻

  • @laxmipriyabarik9238
    @laxmipriyabarik92387 күн бұрын

    Hey prabhu se chua bisyare kehi bhabu nahanti se kete kasta pauthiba hey prabhu

  • @SantilataMunda-rv4yt
    @SantilataMunda-rv4yt7 күн бұрын

    ପିଲା କଡିସନ କେମିତି ରେ 😂😂😂

  • @Msdofficialvideo7
    @Msdofficialvideo7Күн бұрын

    ଅ... ଅ.... ଅ.....

  • @ashokkumarmallick1375
    @ashokkumarmallick13757 күн бұрын

    ଫାସୀ ଦିଆ ଯାଉ

  • @user-uf9zh5kx8o
    @user-uf9zh5kx8o2 күн бұрын

    Aau maa pura sati Savitri aau

  • @user-hi9yr8pw7o
    @user-hi9yr8pw7o7 күн бұрын

    Mausi tam puara chen ketay lamba ki

  • @Gugu-ql9dx
    @Gugu-ql9dx4 күн бұрын

    Ta maa sabu janiki kahuchi kichi kare ni mo pua

  • @user-cm4mq5in2o
    @user-cm4mq5in2o7 күн бұрын

    Maa 1no pua 2no 😂😂😂😂😂😂

  • @satyajitmallick804

    @satyajitmallick804

    7 күн бұрын

    Tume 3 na

  • @shantanupradhan3310

    @shantanupradhan3310

    7 күн бұрын

    First time sunili😂 chain lagile blood bahare boli 😂 pila bele ame janichu kete blood bahare🤣🤣 ମିଛ କହିବାର ସିମା ଥାଏ

  • @user-uq2xq6dq4k
    @user-uq2xq6dq4k3 күн бұрын

    Maa to no thila ghore hele kemiti kohuchhi ta puo kichhi korini

  • @sukantapatra7478
    @sukantapatra74787 күн бұрын

    Maa sampurn mich kouchi.

  • @bijaykumar346
    @bijaykumar3468 күн бұрын

    Kia sata kahu chi kia micha kahuchi Hospitality hela pore jana podiba

  • @Mukuniabhinetri1
    @Mukuniabhinetri15 күн бұрын

    😢😢😢

  • @Experimentagent
    @ExperimentagentКүн бұрын

    ଏମିତି ବହୁତ ପୁଅ ମିଛରେ ଫସିବାର ଦେଖିଛି😅

  • @jajpurrani
    @jajpurrani7 күн бұрын

    Medical test karantu

  • @Alpa_hashiba_Alpa_sikhiba
    @Alpa_hashiba_Alpa_sikhiba7 күн бұрын

    Daya Kari Bina pramana re kichi bi Action nia ntu nahi karana sie bi kahara pua ie bi kahara jhia,,upare Jana sabu dekhu chhi

  • @JatindraNaik-wd2mp
    @JatindraNaik-wd2mp7 күн бұрын

    rama

  • @SNayak-kq5wd
    @SNayak-kq5wd6 күн бұрын

    Nesw Reporter bhainku anurodh tike jhia ghara lokanka byte diantu

  • @sarbeswardas9828
    @sarbeswardas98287 күн бұрын

    Nian nathile dhuan baharena

  • @rashmitasahu441
    @rashmitasahu4415 сағат бұрын

    Jie bi amiti karu tar amiti absta karajau sie jemiti kebe Baha hoi paribaani

  • @krushnachandranaik1896
    @krushnachandranaik18967 күн бұрын

    ପୁଅତ ରେପ୍ କରିନି ଫେରାର ହେଲା କାହିଁକି ମା କହୁଚି ଚେନ୍ ଲାଗିଗଲା ତା.......ରେ ତୋ ପୁଅ କ୍ଷୀର ଖାଉଛି

  • @user-wp6wv5pl7r
    @user-wp6wv5pl7r7 күн бұрын

    Guptanga to amiti kete blood baharila ki jhia pithi re lagi bedsheet b bhiji gala Mi6a ta b kuha jemiti loka biswas karibe

  • @user-sb9sw8wu5i
    @user-sb9sw8wu5i7 күн бұрын

    A...aa.....a.....aa😅bahare police officer

  • @barendrasahoo4

    @barendrasahoo4

    5 күн бұрын

    😂😂😂😂👌

  • @balajipanigrahi906
    @balajipanigrahi9067 күн бұрын

    Medical check up hele Jana padiba rap hoichi ki nahi

  • @bijayalaxmitikina701
    @bijayalaxmitikina7017 күн бұрын

    Gapa suna lo mausi aau to pua chota pila pant ra chain deiparuni blood baharuchi ,lajya laguni pua ra bhul ku ghodauchu .

  • @ByamokeshRath-fb3cj
    @ByamokeshRath-fb3cj7 күн бұрын

    Daktari maiena helapare Jana padib.without any concrete proof police should not arrest the person.

  • @prativaprusty1502
    @prativaprusty15027 күн бұрын

    Pant ru jhhia pithhiku blood jiba sandeha janaka

  • @user-qu3kh3hf9z
    @user-qu3kh3hf9z7 күн бұрын

    Sabo maa hemiti hi lage ki tha pua kichi karini ke the bhi galat karo maa ankhi rhe pua bala bala he maa bhi tha pua ra bol luchauchi

  • @edisondas626
    @edisondas6267 күн бұрын

    Histryata

  • @khushirishilifetv9208
    @khushirishilifetv92084 күн бұрын

    ଭାସ୍କର ତୁ ଶେଷରେ

  • @rasmitakumarinahak7801
    @rasmitakumarinahak78017 күн бұрын

    Jadi Chan lagiki ate sara blood baharuchi wa 🙏

  • @sksahil9570
    @sksahil95702 күн бұрын

    Sir apono bite kam AAA adhiko kohucho

  • @dreamwithyou9788
    @dreamwithyou97885 күн бұрын

    E type r case jadi hauchi t police ta kama Karu investigation bi Karu .... But e pari case ku media re publice Kariba thik nuhe ....

  • @user-hq1gj6xb5y
    @user-hq1gj6xb5y7 күн бұрын

    ପୁଅର ମା ପୁରୁଣା ଖିଲାଡ଼ି

  • @satyajitmallick804

    @satyajitmallick804

    7 күн бұрын

    Jadi ta maa sata khuthye then tume godatale pdi bhul mgibana agee kuha then dekhiba

  • @lipunmaharana599

    @lipunmaharana599

    7 күн бұрын

    Maa ku dosa dia nahi

  • @topperexam1826

    @topperexam1826

    7 күн бұрын

    Right

  • @user-dl6lq3ew1f

    @user-dl6lq3ew1f

    7 күн бұрын

    ତୋ ମା କେତେ ନମ୍ୱର୍ ଖିଲାଡ଼ି 😈😈😈😈😈😈😈

  • @nakulnaik1423

    @nakulnaik1423

    7 күн бұрын

    Tume ta maa ra kie ki​@@lipunmaharana599

  • @madhusmitamohanty2332
    @madhusmitamohanty2332Күн бұрын

    Kain se jhiara test na kari Kan pain e pilaku dhari nela..?e ki katha...

  • @gamingbishnu2370
    @gamingbishnu23707 күн бұрын

    Jadi se kichi karini se police ku luchila kan pain & jadi blood baharila taku b pain heithiba na, ta ma ku se pila kahilani kan pain. Blood bahariki bed re au tale, ete blood baharilnai se kemiti se pua sahiki soiparuchi ba. Hau kali jana padijiba se kan kan karichi

  • @StephenDominick-r1k
    @StephenDominick-r1k7 күн бұрын

    Pass basiki khata upare chain dauthila😅😅😅😅😅

  • @punammishra8396

    @punammishra8396

    7 күн бұрын

    Bhai kan esabu😂😂😂😂😂😂

  • @StephenDominick-r1k

    @StephenDominick-r1k

    7 күн бұрын

    @@punammishra8396 ta maa jou point tu point details dauthila comedy lagilana details ta

  • @JanmejayBastia-rw9ug
    @JanmejayBastia-rw9ug7 күн бұрын

    Hei bhagaban sei pua to semiti nakarithau maa bapa nku tk dekha thakure

  • @priyankmallick7153
    @priyankmallick7153Күн бұрын

    DCP sir mo kesh kebe niya debe mate tamanda police mo jibana adhara Kari rakhi dela mu bibhahita nathili gate pua ku rep kesh ru bancheiba pai bibhahita mate banei dele ahi kesh kebe sama dhana karuchanti amiti bi paisha khai niriha sarala jhia manakara jibana Hani karuchanti Tama pari police Thai bi a lanchu police manaku chinni paru nahanti aapana

  • @rkdas8711
    @rkdas87117 күн бұрын

    ଆଗ ଶତ ଟା କଣ ଜାଣିକି ଯାହା କରିବା କଥା କର

  • @Anwesha_cutie
    @Anwesha_cutie5 күн бұрын

    Gote katha se doshi na hoithile kebe b ferar hoinathanta ..sethipai se duskaram Karu ki na karu kintu se ta saha kn b kharap kama karithiba sethipai ferar hoigala pllzzz sabu choto jhia manaka pai jomane bed touch au good touch janiparunahanti..semanaku emiti kichi pila Mane sosona karuthibe ..yaku danda dia jauuuu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @tosabantadhurua1936
    @tosabantadhurua19367 күн бұрын

    Pila duskarma karichi sabu jana paduchi

  • @tosabantadhurua1936
    @tosabantadhurua19367 күн бұрын

    Ebe fasi heba

  • @prativaprusty1502
    @prativaprusty15027 күн бұрын

    Jadi kichhi karinahi ferar kahinki thhila

  • @GayatriDas-or3xi
    @GayatriDas-or3xi5 күн бұрын

    ଆବେ ମାଗିଆ ନିଉଜ ଚ୍ୟାନେଲ ବାଲା ଆଗ ସେ ପିଲା ଦୋଷୀ ସାବ୍ୟସ୍ତ ହେଇ ସାରୁ ତା ପରେ ତୁ ତାକୁ ଅଭିଯୁକ୍ତ କହିବୁ, ଯଦି ସେ ପୁଅ ଭୁଲ୍ କରି ନ ଥିବ ମାଗିଆ ତୋ ପାଇଁ ସେ ବେକାର ରେ ବଦନାମ ହେଇ ଯିବ, ଆଉ ସେ ଝିଅ ର ବି ଭବିଷ୍ୟତ ଖରାପ ହେଇ ଯିବ

  • @prabinmohanty5086

    @prabinmohanty5086

    5 күн бұрын

    😂

  • @shankarmohanty7652
    @shankarmohanty76527 күн бұрын

    Sabu Jana padijiba

  • @SujataRoyDailyVlogs
    @SujataRoyDailyVlogs7 күн бұрын

    Bina pramana re kahaku doshi karantuni.. Medical report ku wait kara

  • @user-ry6zv3wc7m
    @user-ry6zv3wc7m2 күн бұрын

    ବେଧ ଗପ କହୁଛି ଗେହି

  • @rajkharsel5933
    @rajkharsel59333 күн бұрын

    Bina medicals Report kichhi kahi hebani Bhai

  • @AakashKumar-sr2uz
    @AakashKumar-sr2uz3 күн бұрын

    Tame kemiti janila kuho

  • @Pinku_kumar51
    @Pinku_kumar516 күн бұрын

    3 year jhia ku kebe kia dushkarma karipariba plz thik se invetication kara jau

  • @user-zz5ff6yv1b
    @user-zz5ff6yv1b2 күн бұрын

    Medical ru sata praman helapare sabu janapadiba kiye dashi aau kie nirdash Bina pramanare kaha ku dashi kahiba thik nuhe dr.sir plz jaha proof debe arjinal proof debe se pilara bhabiswata katha Jay Jagannath 🙏🙏🙏

  • @basamatinanda2745
    @basamatinanda27457 күн бұрын

    Kte thara aaaa karuchha sir

  • @User.no.420

    @User.no.420

    5 күн бұрын

    😂😂😂😂😂 Mu tk derire bujhili.pare hasi hasi bedam

  • @babuluDas-g2f
    @babuluDas-g2f20 сағат бұрын

    Se jhio ku pacharo sabu sato baharibo

  • @Debendranaik-ff4xx
    @Debendranaik-ff4xx7 күн бұрын

    A police babu tome. O o o kan karucha

  • @TechwithBNYT
    @TechwithBNYT6 күн бұрын

    ଏମିତି ଦଣ୍ଡ ପାଇଁ ଫାସୀ ଦିଆଯାଉ।

Келесі