କାହା ପାଇଁ ହାରିଲା ବିଜେଡି?: Debasis Samantray-Prabhat Biswal ମୁହାଁମୁହିଁ II satyapatha

କାହା ପାଇଁ ହାରିଲା ବିଜେଡି?: Debasis Samantray-Prabhat Biswal ମୁହାଁମୁହିଁ II satyapatha
#bjd #odishapolitics
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
KZread: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 13

  • @umakantaswain8290
    @umakantaswain829015 күн бұрын

    ରାଜନୈତିକ ଦଳରେ କାର୍ପୋରେଟ ଙ୍କର ଅଭିଜ୍ଞତା କଣ କାମରେ ଆସିବ. ଖାଲି ରାଜନୀତି ଉହାଡ଼ରେ ରହି ରାଜନୀତି କୁ ଗୋଟେ ବେପାରରେ ରୂପାନ୍ତରିକରଣ କରିବେ.

  • @samarendranathmahapatra3347
    @samarendranathmahapatra334715 күн бұрын

    Santrupta Mishra has no experience in politics. What he will advise?

  • @akshaykumarjena8486
    @akshaykumarjena848615 күн бұрын

    Behia Debasis,

  • @srisaidesignvastu9209
    @srisaidesignvastu920914 күн бұрын

    ଏମାନେ ନିଜକୁ ସଚ୍ଚୋଟ ନେତା କୁହନ୍ତୀ , ସେଇଥି ପାଇଁ ଏମାନଙ୍କୁ ଜନସାଧାରଣ ତାଙ୍କ ୱପାଖରୁ ଧୀରେ ଧୀରେ ଦୂରେଇ ଦେବେ !

  • @pramodapradhan9257
    @pramodapradhan925715 күн бұрын

    ସାମ୍ବାଦିକ ଭାଇ ମାନେ ଆଉ କେହି ମିଳିଲେ ନହ୍ନି ଦେବାଶିଷ ମିଳିଲା ଏ ବାବୁ ପ୍ରଭାତ ବିଶ୍ୱାଳ ସମକକ୍ଷ ନୁହନ୍ତି ପ୍ରଭାତ ବାବୁ ସେଇ ଲୋକ ଯିଏ ସ୍ୱାଧୀନ ପ୍ରାଥୀ ହୋଇ ଜିତିକି ଦେଖେଇ ଛନ୍ତି ସେ ସେଇ ଲୋକ ଯିଏ ପାଣ୍ଡୁକୁ ଚାଲେଞ୍ଜ କରି ଟିକେଟ ନେଇଥିଲେ ୟାଙ୍କ ଭଳି ପାଣ୍ଡୁକୁ ତେଲ ମାରି ରାଜ୍ୟସବାକୁ ଯିବା 😂ପାଣ୍ଡୁ ଯାହାକରିଛି ପି ସି ପାଇଁ ଯଦି ଏତେ ଯଦି କରିଛି କେତେଟା ଓଡ଼ିଆ ପିଲାଙ୍କୁ ଚାକିରୀ ଦେଇଛି

  • @prafullakumarsahoo1917
    @prafullakumarsahoo191715 күн бұрын

    ପାଣ୍ଡୁ ର ଚକ୍ର ବିହୁ ରେ ନବୀନ ବାବୁ ଅସୁସ୍ଥ ଓ ଅଣନିଶ୍ୱାସୀ ହୋଇ ପଡିଥିଲେ ବର୍ତମାନ ନବୀନ ବାବୁ ସୁସ୍ଥ ଓ ସ୍ୱାଧୀନ ଅଛନ୍ତି ଏହା ଓଡିଶା ବାସୀ ଙ୍କ ଆଶ୍ରିବାଦ

  • @samarendranathmahapatra3347
    @samarendranathmahapatra334715 күн бұрын

    These Behias are Kritadas of Pandian.

  • @gouriprasadpatra6208
    @gouriprasadpatra620815 күн бұрын

    Debasis is the loyalist of Pandu. He is the best indentured labourer. He is shameless to speak high of Pandu who ruined Odisha economy and political democracy.

  • @sumankar6856

    @sumankar6856

    15 күн бұрын

    😂😂😂😂😂

  • @golokbiharipradhan9175
    @golokbiharipradhan917514 күн бұрын

    Nabin patnaik never wants to discuss the defeat of BjD party because he himself is responsible He want s official groups not BjD caders

  • @biju2045
    @biju204515 күн бұрын

    Debasis tma chatukarita Ku mu salam karuchi😅😅

Келесі