ଝୁଲରେ ନିତାଇ ଝୁଲ | Jhul re Nitai jhul | ଦେଖନ୍ତୁ ଏ ସୁନ୍ଦର କିର୍ତ୍ତନ | ଅଷ୍ଟପ୍ରହରି କିର୍ତ୍ତନ

Музыка

ହଜି ଯାଇନି ଆମ ପରମ୍ପରା ଆଉ ସଂସ୍କୃତି। ଆଜି ବି ଗାଁ ଗହଳିରେ ଚାଲିଛି ଅଷ୍ଟପ୍ରହରି ନାମଯଜ୍ଞ। ଭକ୍ତ ମାନେ ଭଳିକି ଭଳି ସୁନ୍ଦର କିର୍ତ୍ତନ କରି ମନ ମୋହି ନେଉଛନ୍ତି। ଦେଖନ୍ତୁ ଏଠାରେ ଜଣେ ମହିଳା କିଭଳି ନିତାଇ ଗୌର ପ୍ରଭୁଙ୍କ କିର୍ତ୍ତନ କରୁଛନ୍ତି।

Пікірлер

    Келесі