Jhul Re Nitai Jhul Mo Gouranga Pari Jhul - VIRAL BHAJAN | Papu Pom Pom | ଝୁଲ ରେ ନିତାଇ ଝୁଲ | Sidharth
Музыка
Create Your Reels Here :- bit.ly/3PrqFn7
Song : Jhul Re Nitai Jhul 10
Singer : Papu Pom Pom
Lyrics : Narottama Das Maharaj
Music Director : Puratana
Video Artist : Papu Pom Pom
Album : Jhul Re Nitai Jhul 10
Album No : SM - 4414
Music Label : Sidharth Music
--------------------------
♪ Full Song Available on ♪
JioSaavn : bit.ly/3IFHGY5
Wynk : bit.ly/3P952rp
Gaana :
Apple Music : apple.co/3PvYanQ
Amazon Prime Music : amzn.to/3ObX0gb
iTunes : apple.co/3yPKn4L
Spotify : spoti.fi/3o76T4a
KZread Music : bit.ly/3uVrWdS
------------------------------
Video Director : Gati
Editor : Chandan,Balaram, Biswa
Thumbnail Design : Bikash & Tapan
DI : Shivananda Jena
Recorded At : Sidharth Studio
Voice Dubbing By : Muna,Sangram
Mastering By : Sitaram Agrawal & Pradyumna Singh
Producer : Sitaram Agrawal & Namita Agrawal
Banner : Sidharth Music
-----------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
----------------------------------
DTH details ..
Sidharrth TV : Dish-1311,Tata Play-1757,Airtel-600
Sun Direct -657,D2H-1311
Sidharth Bhakti : Dish TV-1395, Airtel-616,Sun-491
Sidharth Gold : Dish TV -1333, Airtel-602,Sun-658
Jay Jagannath : Dish-1397,Videocon D2H-1397
SUBSCRIBE us for Mega Serial, Reality Shows every day:
KZread : / sidharthtv
Instagram : / sidharthtvofficial
Facebook : / sidharthtvofficial
Twitter : / sidharth_tv
Subscribe our other Television Channels :
Sidharth Bhakti : bit.ly/3ybqxAJ
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharthBhaktiChannel #odiabhajan #odiasong #jayjagannathtv
Пікірлер: 2 800
ନିତି ଶୁଣୁଥିଲେ ଲାଗଇ ନୂଆ କି ସୁନ୍ଦର ଭଜନ ଆହା ସିଦ୍ଧାର୍ଥ ଟିଭି ର ସବୁ କାର୍ଯ୍ୟକ୍ରମ ଲାଗଇ ନୂଆ ଦର୍ଶନ ଙ୍କ ମନକୁ ମୋହିନିଅଇ ଯାହା 💐💐💐💐
ଯେତେ ଶୁଣିଲେ ବି ଏ ଗୀତ mind fresh ଲାଗୁଚି ଗୀତ ର ଲେଖକ ଏପର୍ଯ୍ୟନ୍ତ ଆଗକୁ ଆସିଲେନି ପପୁ ଭାଇ ବହୁତ ସୁନ୍ଦର ଗାଇଲେ
ଗାଁ ପିଲା ଗାଁ ର ଭାବନା କୁ ବୁଝି ପୁରା ପୁରି ସମର୍ପିତ କଣ୍ଠ ରେ ଗାଇଛି...ଅତି ସୁନ୍ଦର.. ଜୟ ଜଗନ୍ନାଥ 🙏
@odiayoutuber4232
2 жыл бұрын
Watch this nice odia song kzread.info/dash/bejne/ZJxt2JhtZszbf8o.html
ଏତେ ଦିନ ପରେ, ପପୁ ଭାଇ ଆମର ଭଜନ ସୁନ୍ଦର ଭାବେ ପରିବେଷଣ କରି ସେ, ତାଙ୍କର ଜିବନ ଧନ୍ୟ କରିଛନ୍ତି।
ଯୋଉ ଅମଣିଷ ଟା ପପୁ ଭାଇ ଙ୍କୁ କାଳି ମାଡ଼ କରିଥିଲା ସେ ଶଳା ଟି ଥରେ ଆଖି ଖୋଲି କି ଦେଖୁ ଆଉ ଶୁଣୁ Excellent Bhai Jay jaganath swami 🙏
@sisirchandrapradhan5854
2 жыл бұрын
ସେ କଣ ପାଇଁ କାଳି ମାଡ଼ କରିଥିଲା ବୋଧେ ଭୁଲି ଗଲଣି 😡😡😡😜
@manasbehera7296
2 жыл бұрын
👍👍👍ଠିକି କହିଚ
@sanjaysahoo5544
2 жыл бұрын
@@sisirchandrapradhan5854 ta sister Ku papu Bhai gehi thile Aau tume ଜଗି ଥିଲ ଜଣିକି ଚୋଡିଚ
@gadanayaks3447
2 жыл бұрын
କଳଙ୍କ ଯିବନି Olwd ପପୁ ଭାଇ ! ଏହି ଭକ୍ତି ଭରା ସଂଗୀତ ରେ କଳଙ୍କ ଲଗାଅ ନାହିଁ ମୋର ପ୍ରିୟ ବନ୍ଧୁ ମାନେ 🙏🙏🙏
@ranjanamallik815
2 жыл бұрын
ସେ କଣକାଳି ମାଡ କରିଥିାଲା ଏଟାତ ଅଭଦର ଲୋକଟା ଆକୁ ଅଡାଂ ମାଡ ଦରରକାରଥିଲା
ଓଡ଼ିଆ ଭାଷା କେତେ ମଧୁର... No. 1 ଗୀତ ଏଇ ଭଜନ ଜୟ ଜଗନ୍ନାଥ... ଧନ୍ୟ ସେ କାରିଗର ଲେଖକ ମହାଶୟ.. 🙏🙏🙏🙏🙏🙏🌹🌹🌹🌹1000 ଗୀତ ଆସିଲେବି ଏହାଠୁ କମ ରେ ରହିବେ...
@Ashoka_the_great
2 жыл бұрын
Jay Jagannath 🙏
@agastysir9984
2 жыл бұрын
Angya
@muraligouda4058
2 жыл бұрын
ଜୟ ଜଗନ୍ନାଥ 🙏🌹
@pravakarsahoo1644
2 жыл бұрын
I like my mother young.
@lyricistsridharapanda3385
2 жыл бұрын
Kintu ethi lekhaka ra name nahi
ସୁନ୍ଦର ତୃପ୍ତି ର ଅବସାଦ ନାହିଁ ।।ଯେତେ ଶୁଣୁ ଥିଲେ ବି ନୂଆ ଲାଗୁ ଥାଇ ।।। ଜୟ ଜଗନ୍ନାଥ 🙏🙏💝
@vishaljain7331
2 жыл бұрын
Jay jagannath thank you bhai
@priyacharandas7352
Жыл бұрын
ଜୟଶ୍ରୀ ଚୈତନ୍ୟ ମହାପ୍ରଭୁ ଜୟ ନିତ୍ୟାନନ୍ଦ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ
ପ୍ରକୃତ କଳାକାର ଏହି ବ୍ଯକ୍ତିକୁ କୁହାଯାଏ... ଯାହାକ ପାଖରେ ସବୁ କଳା ଅଛି,,,, ଏହଳି ଭଜନ ଗାଇ ସମାଜକୁ ସୁନ୍ଦର ବାର୍ତ୍ତା ଦେବେ ବୋଲି ଆମର ଆଶା
Fantastic, fabulous Papu Babu ଆପଣ ଖାଲି ଭଜନ ଗାଆନ୍ତୁ । ଏ ଗୀତ ତ ଯିଏ ଗାଇବ ଭଲ ଲାଗିବ କିନ୍ତୁ ଆପଣ ଙ୍କ ଠୁ ବେଶୀ ଭଲ ଲାଗିଲା ।👍
ମୁଁ ଅପେକ୍ଷା କରିଥିଲି ପପୁଭାଇ ଏ ଗୀତ କେବେ ଗାଇବେ, ଆଉ ଆଜି ଶୁଣିବାକୁ ମିଳିଲା. ବହୁତ ସୁନ୍ଦର ପରିବେଷଣ କଲେ. ଧନ୍ୟବାଦ ପପୁଭାଇ, ଜୟ ଜଗନ୍ନାଥ.
@monoromasahu9740
2 жыл бұрын
Thank. You. Ama. Papu. Bhai Jay. Jagannath Jay Sri Gouranga Sundar
@tourwithanur5107
2 жыл бұрын
Tame ta sabu apekhya karucha Au!!!!
@SuperNoName310
2 жыл бұрын
All-rounder 👍 Pappu bhai
@user-ym7yq3bs2m
2 жыл бұрын
No 1 singer of our ollywood 😂😂😂
@prativasahoo5175
2 жыл бұрын
Bahut sundar🙏
ଆହା...ଭାବ ଭକ୍ତିପୂର୍ଣ୍ଣ ପରିବେଷଣ କରିଛନ୍ତି ପପୁ ଭାଇ.. ସମସ୍ତଙ୍କ ଠାରୁ ପପୁ ଭାଇଙ୍କ ଗାୟନ ଶୈଳୀ ହୃଦୟସ୍ପର୍ଶୀ 👌👌👌👌👌
@aratabhanjanbarik4272
2 жыл бұрын
Really heart touching
@odiayoutuber4232
2 жыл бұрын
Watch this nice odia song kzread.info/dash/bejne/ZJxt2JhtZszbf8o.html
ଭାବ ଭକ୍ତି ପୂର୍ଣ୍ଣ ଲାଗୁଛି ମନକୁ ଶାନ୍ତ କରିଦେଲା Thanks ପପୁ ଭାଈ
@malayasahu1647
2 жыл бұрын
P
କ'ଣ କଲା ସେ, ମ ମନ କିଣି ନେଲେ ପପୁ ଭାଈ ଏଇ ଭଳିଆ ଯଦି କାମ କରିବନା ତାହେଲେ ସାରା ଦୁନିଆରେ ତମର ନା ହେବ ,ଏ ହେଉଚି ଗୁଟେ ପ୍ରଭୁଙ୍କ ର ଭକ୍ତ ର ପରିଚୟ, ଏ ଭଳିଆ ମନ ଛୁଆଁ ଭଜନ ଗାଇଲେ , ପିଲା ଠୁଁ ବୁଢ଼ା ଯାଏ ସବୁ ଭଲ ପାଇବେ , ଏଇ ଭଳିଆ ଆଗକୁ ମାଡ଼ିଚାଲ ଜୟ ଜଗନ୍ନାଥ 🚩🚩🚩🚩🚩🚩🙏🏼🙏🏼🙏🏼🙏🏼🙏🏼🌷
@bibekasenapati6007
2 жыл бұрын
🙏🙏🙏🌹🌹
@meenaketanbehera4737
2 жыл бұрын
very nice voice
@deepakgochhayat161
2 жыл бұрын
Ie Gita adha gaila kie ke lekhihithile tanka naan ta nahin Gita asila kemiti tame gaila tanka naan kuha
@all_type_off_video
2 жыл бұрын
Thik katha
@odiayoutuber4232
2 жыл бұрын
Watch this nice odia song kzread.info/dash/bejne/ZJxt2JhtZszbf8o.html
ପପୁ ଭାଇ ଶେଷ ପର୍ଯ୍ୟାୟରେ ତୁମେ ଗାଇଲ ଦେଖା ଯାଉ କେତେ super hits ହଉଚି.. ❤
@SuperNoName310
2 жыл бұрын
Highest heba
@santoshofficial1001
2 жыл бұрын
ସବୁଠୁ ସୁନ୍ଦର 👌
@ranjanpradhan5433
2 жыл бұрын
Super duper hit haba radhe radhe
@somu_fair_carrom
2 жыл бұрын
SABUTHU ADHIKA VIEWS JIBA YEH SONG
@shashikantamohakud5821
2 жыл бұрын
1.4M
ପପୁ ଭାଇ ଙ୍କୁ ଏହି ଗୀତ ଗାଇବା ପାଇଁ chance ଦେଇ ଥିବାରୁ ଧନ୍ୟବାଦ bahut sundar ହେଇଛି
I have heard 4 -5 voices of this song ,bt this is unique 😊😊,good luck 🤞🤞 back to ur world soon..
ଆପଣଙ୍କ କଣ୍ଠ ରେ ଭାବ ଭରିକି ରହିଛି ପପୁ ଭାଇ.... ❤️🙏🏻ଆପଣ ଏମିତି ଜଗନ୍ନାଥ ଙ୍କ ଭଜନ ଗାଇ ସମସ୍ତଙ୍କୁ ଭାବ ଭକ୍ତି ରେ ହଜେଇଦିଅନ୍ତୁ.. 🥰ଜୟ ଜଗନ୍ନାଥ 🙏🏻
@satrughnachhatar4500
2 жыл бұрын
Chamatkar atichamatkar Papu bhai madichala mind blowing song. God bless all of you
@ashiskumargochhayat7764
2 жыл бұрын
Jay jagannath
@ganuganudfj843
2 жыл бұрын
@@satrughnachhatar4500 ..
@ashokkumarmahanta6142
2 жыл бұрын
Ati sunder pappu bhai
@papubaisakh2885
2 жыл бұрын
Bhai se sena gauchati hele a getara lekha ka kiy pacharela taku.se kahe parebena,?
ବହୁତ ସୁନ୍ଦର ଗାଇଛନ୍ତି ପପୁବାବୁ।ଭାବରେ ଭରପୁର👏👏ଆପଣଙ୍କ voice ରେ ଭଜନ ଟି ବହୁତ ଭଲ ଲାଗୁଛି🥰ଏଇଭଳି ଗୀତ ଆପଣଙ୍କଠୁ ଆଶା କରୁଛୁ ଶୁଣିବାକୁ।ଲେଖକଙ୍କୁ ଅନେକ ଅନେକ କୃତଜ୍ଞତା🙏🌷🌷🌷🙏
@dillipmahakhuda9723
2 жыл бұрын
Weldone Papu bhai
@trilochananjeneya
2 жыл бұрын
Bala naa...
@sasmitadas5162
2 жыл бұрын
The voice is best 🥰
@nilanchalameher5765
2 жыл бұрын
O
@sumanjena5420
Жыл бұрын
@@trilochananjeneya Dr
Jete sunile b mana khusi re nachi jauchhi. Gita sangaku music wow....wow....
ଅତି ସୁନ୍ଦର ଲାଗିଲା, ପପୁ ଭାଇ. ଜୟ ଜଗନ୍ନାଥ 🙏
ପପୁ ଙ୍କର ଅଭିନୟ ଯେମିତି ନିଖୁଣ ଏବଂ ଜୀବନ୍ତ ଯାହା ସମସ୍ତଙ୍କୁ ଆକର୍ଷଣ କରିଥାଏ ଏ ଭଜନଟି ରେ ମଧ୍ୟ ସ୍ୱତନ୍ତ୍ର ଭାବ ଭକ୍ତି ସହିତ ସୁମଧୁର କଣ୍ଠ ସ୍ୱର ବାରି ହୋଇ ପଡୁଛି. ଶ୍ରୋତା ଓ ଦର୍ଶକ ମାନଙ୍କ ମନ ଓ ହୃଦୟ କୁ ଗଭୀର ଭାବରେ ଛୁଇଁଛି.ଏହା ସବୁଠୁ ଉର୍ଦ୍ଧରେ. ପପୁ ଙ୍କର ଏହା ଆହୁରି ଏହା ମାଇଲି ଖୁଣ୍ଟ.
ବହୁତ୍ ଭଲ ଲାଗିଲା କିନ୍ତୁ ଲେଖକ ଙ୍କ ପରିଚୟ ମିଳିବା ଆବଶ୍ୟକ ଜୟ ଜଗନ୍ନାଥ 🙏🙏🙏
Bahut Bhal lagla ho Pappu Bhaina.. Love from western Odisha -Nuapada District 😍😍🙏🙏🙏🙏
@madhusmitabarik1390
2 жыл бұрын
S
ଏଇ ଗୀତଟିରେ ଏତେ ମଧୁର ଯେ ଯେତେ ଶୁଣିଲେବି ଆହୁରି ଶୁଣିବାପାଇଁ ଇଚ୍ଛାହେଉଛି❤️❤️❤️ ଜୟ ଜଗନ୍ନାଥ 🙏🙏🙏
@xktmgaming4743
2 жыл бұрын
Abe dine na sunile kichhi bi bhala laguni
ଦୁଇ ଜଣ ପପୁ ଭାଇ ଆମର ବହୁତ ପସନ୍ଦ ଆଗକୁ ଆହୁରି ସୁନ୍ଦର ସୁନ୍ଦର ଭଜନ ଆସିବ ବୋଲି ଆଶା କରାଯାଉଛି । ଜୟ ଜଗନ୍ନାଥ 🙏🙏
@yesraj2260
2 жыл бұрын
Hm hm😂😂😂
@user-ym7yq3bs2m
2 жыл бұрын
@@yesraj2260 😜😜😜
@bkscreative1050
2 жыл бұрын
Papu bhai nayagard
@rohitpanigrahi8373
2 жыл бұрын
@@yesraj2260 to
@ranjanamallik815
2 жыл бұрын
ଜଣେ ଭଦର ଆଉଜଣେ ଅଭଦର ପପୁ ଏଗିତ ଆକୁଦେବାରେନଥିଲା
ଲେଖକ ଆଉ Music composition କରିଥିବା ବ୍ୟକ୍ତି କୁଂ Award ଦିଆଯାଉ । ଏହା ଏକ ଏପରି ସଂଗୀତ ଯାହା ସମସ୍ତ କୁଂ ଭଗବାନ କଂ ପ୍ରତି ଆକୃଷ୍ଟ କରି ପାରିଛି ।
@santoshofficial1001
2 жыл бұрын
ଏକଦମ ସତ କହିଲେ 👌
@bibekbehera6141
2 жыл бұрын
Right 👍
@rabindrabisoyi706
2 жыл бұрын
Rit
@Sandeep_5432
2 жыл бұрын
Bhagaban nka prati akrusta heba paine tumaku Bhajan darkar? 🤣 Ta hele tume bhakta nuhe ki tumara bhaba nahi Hrudaya re bhagaban nku baseidia Sabubele tanka prati akrusta heba Kichhi b Bhajan darkar padibani
@mskabita5669
2 жыл бұрын
Right
ଏଇ ଗୀତଟି ଏତେ ସୁନ୍ଦର ଯେ ଯେତେଶୁଣିଲେବି ନୂଆ ଲାଗୁଚି ଜୟ ଜଗନ୍ନାଥ
Papu babu Always Rock on..Bhala writer jie lekhichhanti..satare madhhura lekha madhura swara
ପପୁ ଭାଇ ହୃଦୟରୁ ଗାଇଛନ୍ତି,,, ଅତି ସୁନ୍ଦର,,, ଜୟ ଜଗନ୍ନାଥ 🙏🙏🙏
@SureshKumar-xb3ol
2 жыл бұрын
Yes really
@asimapanda6107
Жыл бұрын
kzread.info/dash/bejne/ZGiBmM2LlafOqco.html
@jhoshnasethi9278
Жыл бұрын
8i0iiyy
6 ମାସ ରୁ ଅଧିକ trending ରେ ରହିଛି ଗୀତ ଟା ବହୁତ୍ ବହୁତ୍ ଖୁସି ର କଥା ଆଉ ଯିଏ ମୂଳ ଗାୟକ credit ନ ମିଳିଲେ ମନ ଦୁଃଖ କର ନି କାରଣ ଭଗବାନ ଙ୍କ blessings ଠାରୁ ଆଉ କିଛି ଅଧିକା ନ ଥାଏ
@odiayoutuber4232
2 жыл бұрын
Watch this nice odia song kzread.info/dash/bejne/ZJxt2JhtZszbf8o.html
Gote papu bhai gaile gita pura odisha halchal hegala ebe au gote papu bhai gauchhnti pura duniya Loko halchal hijibe.Realy great,jete thara sunile bi nua laguchi.Gitata semiti heichhi. Jay Jagannath 🙏 God bless both brothers 🙏🙏😊
Male voice ରେ ଏଇ ଗୀତଟି ଅତି ସୁନ୍ଦର ହୋଇଛି । ଆପଣ ବି ଏତେ ସୁନ୍ଦର ଗୀତ ଗାଆନ୍ତି । ଭଗବାନ ମଙ୍ଗଳ କରନ୍ତୁ
ଏହି ସଂଗୀତର ରଚନା କାରକ ଙ୍କ ପାଖରେ ଏହି ଭଳି ଆହୁରି ଅନେକ ଭକ୍ତି ଭରା ସଂଗୀତ ଅଛି ବୋଲି ସେ କୋହୁଥିଲେ ତ ମୋର ଅନୁରୋଧ ସେହି ସଂଗୀତ ମାନଙ୍କୁ ଲୋକ ଲୋଚନକୁ ଅଣାଯାଉ ଏବଂ ତାଙ୍କୁ ଉପଯୁକ୍ତ ସଂମାନ ପ୍ରଦାନ କରାଯାଉ 🙏
@sarojmohanta5167
2 жыл бұрын
Bhai ki mana mugdha hoi gola mo tuma janthoru getati suni
@manoranjansahu4166
2 жыл бұрын
Right
@dillipkumar1881
2 жыл бұрын
I agree with you friend
@ssubratkumarmajhi5971
2 жыл бұрын
Right bhia
ଭଗବାନ ଙ୍କ ନାମ ସବୁ ବେଳେ ଶାନ୍ତି ପ୍ରଦାୟକ। ଯେତେ ଶୁଣିଲେ ବି ଶାନ୍ତି ଲାଗେ।। ଜୟ ଜଗନ୍ନାଥ 🙏🙏🙏🙏🙏🙏❤️
ଯେତେ ପୁରୁଣା ହେଲେ ବି ନୂଆ ନୂଆ ଲାଗୁଛି 🥰🥰🥳🥳ଜୟ ଜଗନ୍ନାଥ 🙏🙏🙏🙏💞💞
@SriBalajigopi
Жыл бұрын
4:16 4:17 of a 😊oiik
@anshumansatpathy8797
5 ай бұрын
@@SriBalajigopi Uuuhhhh ex
ପପୁ ଭାଇ ଏହି ଗୀତ ଗାଇ ଖୁସି କରିଦେଲ । Congratulations from Mayurbhanj.
ସବୁ ଗାୟକ ଭଲ ଗାଇଛନ୍ତି... କିନ୍ତୁ ମୋ ନିଜସ୍ଵ ମତ ହେଉଛି ଏଇ ଭଜନ ଟି ପପୁ ଙ୍କ କଣ୍ଠ ରେ ସବୁଠୁ ଅଧିକ ସୁନ୍ଦର ହେଇଛି....
@kskrantiofficial992
2 жыл бұрын
Kou papu nka katha kahuchanti e video re jie gauchanti tanka katha na.. Narada Papu bhai nka katha..
@kskrantiofficial992
2 жыл бұрын
@@odia_in_kanyakumari1 ooh 🙏🙏🙏🌹
@vives_nd_thrills_19
2 жыл бұрын
Ri8 bro
@shraddhacreations9355
2 жыл бұрын
Right
@bhagabanmandal3733
2 жыл бұрын
@@kskrantiofficial992 narada papu bhala gauchanti
Multi talented papu Bhai rocks once again. Jay shree krishna, Jay Jagannath
@pramodkumarkar9039
2 жыл бұрын
Really another Khoka Bhai in go industry.
@sarojswain199
2 жыл бұрын
Jay jagannath 🙏🙏🙏🙏
@lingarajparida8583
2 жыл бұрын
Bala naaaaa
@debasishpanda7030
Жыл бұрын
@@lingarajparida8583 chal beee bedha chua
Bohut sundar voice ...au music composition bahut hi bhala..shanti dayaka ...jete sunile b mana manuni
1 day re 1 million view love you PAPU bhai
ପପୁ ଭାଇ ଫୁଲ୍ ଜବରଦସ୍ତ ହୋଇଛି । କିନ୍ତୁ ଏ ଗୀତ ଯିଏ ଲେଖିଛନ୍ତି ତାଙ୍କ ନା ଟିକେ କୁହ
@comenmain5930
2 жыл бұрын
Bahut badhiya answer del bhai
@SingleBoyRajib
2 жыл бұрын
Naratoma Das Maharaj (from Jajpur) Orginal Writer
Multi talented...nice pappu bhai👏👏💐💐
ଅତି ସୁନ୍ଦର ଭଜନ👌👌 ହୃଦୟ କୁ ଛୁଇଗଲା 🤗🤗👌👍ଯେତେ ଶୁଣିଲେ ବି ନୂଆ ନୂଆ ଲାଗୁଛି ସବୁ ବେଳେ ଶୁଣିବାକୁ ଇଛା ହେଉଛି🙌🙌 ଜୟ ଜଗନ୍ନାଥ ⭕‼️⭕🙏🙏🤗🥰❤️💕❤️🥰
@ManojKumar-lz6qy
2 жыл бұрын
Jai jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷
ପପୁ ଭାଇ ଙ୍କ କଣ୍ଠ ରେ ଭଜନ ର ଭରପୁର ପ୍ରତିଭା ରହିଛି।ତାଙ୍କୁ ପୁଣି ଭଜନ ଜଣାଣ ରେ ସୁଯୋଗ ଦିଆଯାଉ।
ଗୀତିକାର ଲେଖିଥିଲେ ୨୦୦୩ କିନ୍ତୁ ଲୋକ ଜାଣିଲେ ୨୦୨୨ ରେ। ଧନ୍ୟବାଦ ତାଙ୍କୁ, ଅଜି ଗୀତଟି ସମସ୍ତଙ୍କର ହୃଦୟକୁ ଛୁଇଁଛି।
ଆପଣ କଳୁଷିତ ରାଜନୀତି ଜାରଜ ସଂସ୍କୃତିରୁ ଦୂରେଇ ଅଛନ୍ତି ବହୁତ ବହୁତ ଧନ୍ୟବାଦ... କିନ୍ତୁ ଧର୍ମ ବେପାରୀ ମାନଙ୍କୁ ସାବଧାନ ।।
🙏🙏 ଯେତେ ଶୁଣିଲେ ବି ଏ ଗୀତ ନୂଆ ନୂଆ ଲାଗୁଛି 🙏🙏
ki Kantha bole...thank u papu Bhai for this bhajan..🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ !! 🙏🙏ବହୁତ ଦିନ ପରେ ପପୁ ଭାଇଙ୍କ ଏକ ଆଧ୍ୟାତ୍ମିକ ଗୀତଟି ଶୁଣିବାକୁ ମିଳିଲା🙏👍👍Amazing Voice👌
I think this voice deserves much more likes and comments....
ମତେ ପପୁ ଭାଇ ଙ୍କ କଣ୍ଠ ରେ ଗୀତ ଟି ବହୁତ ଭଲ ଲାଗିଲା।🙏
,Actually this song sang by our pappu Bhai. connect all the devotee of Lord Jagannath connect strongly with Prabhu Jagannath with a peaceful connection.May Lord Jagannath bless you for a long and healthy life......
Request for writer of this bhajan should be hilighted& awarded.& Thanks for Papu Bhai.Jay Jagannath 🙏
@kalpatarunayak9638
2 жыл бұрын
Right
@muraligouda4058
2 жыл бұрын
ଠିକ୍ କହିଛନ୍ତି
@gitimayadas1293
2 жыл бұрын
ଗୀତଟି ସିନା ସୁପର ହିଟ୍ ହେଇଗଲା କିନ୍ତୁ ଦୁଃଖର କଥା ଗୀତ ଟିକୁ ଲେଖି ଥିବା ଲୋକ ଜଣକ ପରଦା ପଛରେ ରହିଗଲେ, ଏ ଗୀତକୁ ଯୋଉ ମାନେ ନିଜ ସଙ୍ଗୀତ ରେ ସଜେଇଛନ୍ତି ସବୁ ମ୍ୟୁଜିକ ଡାଇରେକ୍ଟର ମାନେ ସେ ଲେଖକ ଙ୍କୁ ଲୋକ ଲୋଚନ କୁ ଆଣନ୍ତୁ
@gitaranimishra7486
2 жыл бұрын
Request for writer of this bhaja n should be awarded
ପପୁ ଭାଇ ଙ୍କ କଣ୍ଠ ରେ ଗୀତ ଟି ସବୁଠୁ ସୁନ୍ଦର ଲାଗିଲା ଶୁଣିବାକୁ . ଜୟ ଜଗନ୍ନାଥ.
@jitunmalik9040
2 жыл бұрын
Papu bhai bhala gaichanti hele se Bhai jau gaithile first Narada beaha ra se papu Bhai nka thu best
@jaymaamangala4297
2 жыл бұрын
ବହୁତ ସୁନ୍ଦର ଗୀତ ରଚନା ସହ ଗୀତ ଗାଇବା ଶୈଳୀ, ହୃଦୟ କୁ ଛୁଇଁ ଗଲା,ଈଶ୍ୱର ଙ୍କ କୃପା ନଥିଲେ ଏମିତି କିଏ ଏଗୀତ ଗାଇପାରିବେନି,ଏତେ ସୁନ୍ଦର ଭାବେ ଗୀତଟି କୁ ଗାଇଲେ ମନ ଖୁସି ହେଇଲା🌹🙏🌹
ଆପଣ ଙ୍କ voice ରେ ଭଜନ ବହୁତ ସୁନ୍ଦର ହେଇଛି ବହୁତ ସୁନ୍ଦର ଗାଇଛନ୍ତି jai Jagannath 🙏🙏🙏
@Rinkukumar-xn2pg
2 жыл бұрын
Het
@biswajit7944
2 жыл бұрын
Jaha kahila pura sata 😍🔥
@pushpadixit543
2 жыл бұрын
@@biswajit7944 .
@pushpadixit543
2 жыл бұрын
O 💯💯💯
Papu Bhi Tama Ku Mani baku Padiba U r Great😍😍😍
କଥା ରେ achi ପା ଯାହାର କଳା ଅଛି ଭଗବାନ ତାକୁ ଜଉ ବାଟ ଦେଇକି b ଅନିବେ ଆଉ ଲୋକ ମାନଙ୍କ ସମ୍ମୁଖ ରେ ଦେଖେଇଦେବେ as a tallent really Amazing 🤩😍❤️❤️❤️❤️ Papu Bhai love you 🥰
Mood Fresh bhajan heichi 🙏ଜୟ ଶ୍ରୀ କ୍ରିଷ୍ଣା 🙏🙏🙏
Bahut sundar bhakti gita. Papu bhainku ashes ashes dhanyabad.
Ete Singers Dekhilu But This Song Aau Kehi Ete Bhala Re Gaai Paribeni ♥️ Popu Pam Pam Sir Great Voice 👍
ଜୟ 🙏ଜଗନ୍ନାଥ 🙏ସ୍ୱାମୀ 🙏....... 👉🏻best 💫ଗୀତ...... ଓଡ଼ିଆ ଭଜନ 🙏💯💯💯
ଜୟ ଜଗନ୍ନାଥ 🙏🙏🙏🙏👏👏👏 ।। ମନ ପବିତ୍ର ହୋଇଗଲା 👏 ଭଗବାନ୍ ଙ୍କ କି ଅପାର ଲୀଳା । 🙏🙏🙏👏👏👏 ।।।।
ଜଣେ ପପୁ ଭାଇ ନାରଦ ଆଉଜଣେ ପପୁ ଭାଇ ଗୀତିକାର ଚାର୍ ଚାନ୍ଦ ଲାଗେ ଇ ଦେଲ ମଜା ଆସି ଗଲା ଜୟ ଜଗନ୍ନାଥ ♥️♥️🙏🙏
Superb Papu da ..... mind blowing .... ❤️❤️❤️
ପପୁ ବିଶ୍ୱାଳ + ପପୁ ପମପମ 👌👌 ଦୁହିଁଙ୍କୁ ନେଇ ହେଇଯାଉ ଆଉ ଥରେ 👌👌
ପପୁ ଭାଇ ଙ୍କ କଣ୍ଠରୁ ଶୁଣିବାକୁ ମୁଁ ଅପେକ୍ଷା କରିଥିଲି. ଅପେକ୍ଷାର ଅନ୍ତ ଘଟିଲା. ନମସ୍କାର ପପୁ ଭାଇ
Lovely song and lovely singing by Papu best artist of Orissa
Paapuli bhaai, awesome singing. My personal view z , as an artist, u r n brilliant , fantastic, natural multitallented actor in odia film industri .God bless you n your family.
ବହୁତ ସୁନ୍ଦର ପପୁଙ୍କ କଣ୍ଠରେ ପୁରା ଯାଦୁ ଅଛି, ପୁରା ହୃଦୟସ୍ପର୍ଶୀ ହେଇଛି
ସମସ୍ତେ ଏହି ଗୀତ ଟିକୁ ଗାଇଲେ. ହେଲେ ପପୁ ଭାଇ ଙ୍କ ଗୀତ ଗାଇବା ପୁରା ମନ ଶାନ୍ତି କଲା ଭଳିଆ ଲାଗିଲା. ଜୟ ଜଗନ୍ନାଥ.
ପପୁ ଭାଇ କଣ ନ ଗାଇଲ ମ 👌👌👌 ପୁରା ସୃତି ମଧୁର.. ଲେଖକଙ୍କୁ ବହୁତ ଧନ୍ୟବାଦ... ଏହି ଭଳି ଗୀତ ଦରକାର ଆମକୁ 👍👍👍👍
Ei bhajan kebala apanka kanthare hin mote bhala lage. Bahut sundar.I never commented for u but u r amazing comparing others in this bhajan. God bless u.
ପପୁ ସାର ଆପଣ ଙ୍କ କଣ୍ଠ ରେ ବହୁତ ସୁନ୍ଦର ଲାଗୁଛି 🥰🥰🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🥰🥰🥰💕💕💕💕🥰🥰
ଅପୂର୍ବ ମାଦକତା ଭରି ରହିଛି.... ପ୍ରଭୁଂକ କରୁଣା.... ରୋମାଂଚିତ କରିଦେଉଛି ତନୁ ଓ ମନକୁ.... ପପୁ ଭାଇ... ଏମିତି ସବୁ ପ୍ରଭୁଂକ ଲିଳା ଗାନ କରି ଆପଣ ଧନ୍ୟ..ପ୍ରଶଂସାଗାନ କରିବାକୁ ଶବ୍ଦ ନାହିଁ..
Bahut sundar bhajan Shri Chaitanya mahaprabhu ki Jay Ho 🙏🙏🙏 Shri Nityananda mahaprabhu ki Jay Ho 🙏🙏🙏 Lekhak baba Maharaj ki Jay Ho 🙏🙏🙏 Hare krishna hare hare krishna krishna hare hare Hare Ram hare Ram Ram Ram hare hare Sankirtan mandala ki Jay Ho Hare Krishno 🥀🦜🌲🦜🍁🦜🪴🦜 ♥️♥️♥️♥️♥️♥️♥️♥️
🙏 ଜୟ ଜଗନ୍ନାଥ 🙏 ଏହି ଗିତ ଟି ଏତେ ସୁନ୍ଦର ହେଇଛି ଯିଏ ଯେଉଁ ଢଙ୍ଗରେ ଗାଇଲେ ବି ସୁଣିବାକୁ ବହୁତ ଭଲ ଲାଗୁଛି 🙏 ଜୟ ଜଗନ୍ନାଥ ପପୁ ଭାଇ 🙏
Papu pom pom has an unique quality . Many many thanks
Papu Bhai Really So Beautiful Voice 😍 ❤ And Mate Khushi Lagila bahout because apana Pura simple look re thile 🥰🥰Jay Jagannath swami 🙏 ♥
🙏🙏🙏ଏ ମନ ଛୁଆଁ ଗୀତଟି ପପୁ ସାର୍ ଙ୍କ କଣ୍ଠରେ ବହୁତ ମଧୁର ଲାଗୁଛି👉ଜୟ ଜଗନ୍ନାଥ ସ୍ୱାମୀ କି ଜୟ👈🙏🙏🙏
@pravakarbhoi4548
2 жыл бұрын
Kantha Khali dekhucha na aau jie aarambha karichi
Radhe Radhe Jay sri Krishna. Very heart touching song thanks papu bhai.
ଯେତେ ଶୁଣିଲେଭି ନୂଆ ଲାଗୁଛି ଏଇ ଗୀତ | Jai Jagannath 🙏🏻🙏🏻🙏🏻
@ajitchatamba1409
2 жыл бұрын
Really 👍👍👍🙏🙏🙏🙏🎉🎉🎉
@bindushreedas9743
2 жыл бұрын
Jai jagannath 🙏
@Ak-km2bn
2 жыл бұрын
Hn really
@jayasShreyanshiExpress4021
2 жыл бұрын
Right bhai theek kahicha
@jayasShreyanshiExpress4021
2 жыл бұрын
Jete sunile b nua laguchi ei gita
Really, Papu bhai, you are a noble artist of plural musical dimensions
You are a great man tamaku mora koti namaskar tama kantharu sabuthu gitati bahut bhala gaguchhi
Ohh mind blowing voice ohh khusi lagila #papu bhai song suniki ki gita Dina dukhare gala kintu ratire ea gita suni Mana khusi heigala
ବାବା ନରୋତ୍ତମ ଦାସ (ଯାଜପୁର )ଗୀତ ଟିକୁ ଲେଖିଛନ୍ତି ତାଙ୍କ ନା ବି ଟିକେ କହିବା କଥା ସେ ଯାହା ହଉ ଗୀତ ଟିକୁ ପପୁ ଭାଇ ଭଲ 👌 ଗାଇଛନ୍ତି ❤ frm ଆନନ୍ଦପୁର
@omprakashodiavlog7453
2 жыл бұрын
Annadpur
ସବୁ ଗାୟକ ଙ୍କ ଠାରୁ ମତେ ଏହି ପପୁ ଭାଇ ର ଗୀତା ଟି ଭଲ ଲାଗିଲା
ପପୁଭାଇଙ୍କ କଣ୍ଠରେ ବହୁତ ସୁନ୍ଦର ଲାଗୁଛି।।
Really really the best presentation of this perticular song till now.
Excellent devotional Bhajan with nice meaningful and Singing Popu Pom Pom in Excellent manners. Lord Jagannath bless to u. Om Shanti.
ସତରେ... ବହୁତ ବଢିଆ ହୋଇଛି ଗୀତ ଟି... ପପୁ ଭାଇ 👌👌ଆପଣଙ୍କ voice ବି ବହୁତ ଚମତ୍କାର 👍👌🙏ଜୟ ଜଗନ୍ନାଥ 🙏
ବହୁତ ସୁନ୍ଦର ହେଇଚି, ପପୁଭାଇ କମାଲ କରି ଦେଇଛନ୍ତି l ଜୟ ଜଗନ୍ନାଥ 🙏🙏💞💞
Papu Bhai Best sabu song hele feeling re suniba pain icha hue love you
जय जगन्नाथ 🚩🚩🚩🚩🚩🚩
My favourite Comedyan nka Vaesh ru Bahu Sundar Vajan ...🙏🙏🙏🙏🙏🙏🚩Jai Shree Hari,🙏
Papu bhai tame dhanya heigala......Sabu Abhadra gita gaibapare ete sundar gita gaila tame Sethipain dhanyawad ✨
Genius papu bhai kn gaila dil khush heigala...... Jagannath swami nayan pathha gami bhaba tume
What a voice bro superb superb superb jay jaganath 🙏🙏🙏
After a long time... Papu Babu search perfection... Experting this type in future
ଯିଏ ଲେଖିଛନ୍ତି ତାଙ୍କୁ ପ୍ରଣାମ। ବହୁତ ସୁନ୍ଦର।ଜୟ ଜଗନ୍ନାଥ।🙏🙏🙏
ପପୁ ଭାଇ ଜଣେ ଅଭିନେତା ହୋଇ ମଧ୍ୟ ଜଣେ ସଂଗୀତକାର ଭଳି ସୁନ୍ଦର ଗୀତ ଗାଇ ଦର୍ଶକଙ୍କ ନିକଟରେ ପ୍ରିୟ ପାତ୍ର ହୋଇପାରିଛନ୍ତି।
@dusmantabehera3412
Жыл бұрын
Papu pom pom jone Music Director thile ta pore Actor hele