ଝାଉଁଳା ରୋଗ ପାଇଁ ଅମୋଘ ଅସ୍ତ୍ର Trichoderma Best result from Trichoderma for Wilting

Arabinda Sahoo
KRUSHI SAMPAD
ସମସ୍ତ ରୋଗର ଗୋଟିଏ ସମାଧାନ TRICHODERMA
BEST RESULT FFOM TRICHODERMA
Trichoderma ଏକ ପ୍ରକୃତକ କବକ ନାଶକ
ଯାହାକି ବିଭିନ ପ୍ରକାରର କବକ ଜନିତ ରୋଗ କୁ ନିୟନ୍ତ୍ରଣ କରିଥାଏ
ଯେପରିକି ବାଇଗଣ ଫସଲର ଝାଉଁଳା
ତଳି ଘରିକଟା
ମୂଳ ସଢ଼ା
ବେକ ପଚା
ପତ୍ର ଦାଗ ଇତ୍ୟାଦି ରୋଗ କୁ ପ୍ରାରମ୍ଭିକ ଅବସ୍ଥାରେ ନିୟନ୍ତ୍ରଣ କରିଥାଏ
ପ୍ରୟୋଗ ପଦ୍ଧତି :
ବିହନ ବିଶୋଧନ ପାଇଁ 50ml ପାଣିରେ 10gm Teichoderma କୁ ଗୋଳାଇ 1kg ବିହନରେ ବିଶୋଧନ କରନ୍ତୁ
ତଳିଚେର ବିଶୋଧନ ପାଇଁ 1lit ପାଣିରେ 20gm Trichogamma ମିଶାଇ ଦ୍ରଵଣ ପ୍ରସ୍ତୁତ କରେ ତଳି ଚେରକୁ 30min ବୁଡାଇ ରଖନ୍ତୁ।
ଫଳ ଗଛରେ 80gm trichogamma କୁ 1kg ଗୋବର ଖତ ରେ ମିଶାଇ ଗଛ ମୂଳରେ ପ୍ରୟୋଗ କରନ୍ତୁ
1ଏକର ଜମି ପାଇଁ ବ୍ୟବହାର 50kg ଗୋବର ଖଟରେ 1-2kg Trichoderma କୁ ଗୋଳାଇ ପାଣି ଛିଞ୍ଚି ଛାଇ ସ୍ଥାନରେ ଓଦା ଅଖା ଘୋଡାଇ ରଖନ୍ତୁ
7ଦିନ ପରେ ମାଟି ଓଦା ଥିବା ସମୟରେ ପ୍ରୟୋଗ କରନ୍ତୁ।
କିମ୍ବା 200lit ପାଣିରେ 2kg Trichoderma ଓ 2kg ଗୂଡ଼ ମିଶାଇ 1ଏକରରେ ମାଟି ଓଦା ଥିବା ସମୟରେ ପ୍ରୟୋଗ କରନ୍ତୁ
#trichoderma #fungaldisease #krushisampada #trcihodermaodia

Пікірлер: 43

  • @arunprasadnayak8453
    @arunprasadnayak84532 жыл бұрын

    Thank you sir

  • @sarojsahu1664

    @sarojsahu1664

    Жыл бұрын

    Baigana gacha faluchi but bahut gacha jhhaula hei mari jauchi kn dele au gacha mariba nahi

  • @jkvlogs3252
    @jkvlogs3252 Жыл бұрын

    ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ବହୁତ ବଢିଆ । ଟ୍ରାଇକୋଡ୍ରାମା ବିଷୟରେ ଜାଣି ବହୁତ ଖୁସି ହେଲୁ ।

  • @sankarbarika8881
    @sankarbarika88812 ай бұрын

    Good video sir

  • @krushisampada

    @krushisampada

    2 ай бұрын

    Thank you

  • @sankarbarika8881

    @sankarbarika8881

    2 ай бұрын

    Sir bendi gacha 🌲 gudik mudha heuchi and haladia heuchi. Sir apana medicine kahithi le bhala huanta🙏

  • @laxmidharnayak2228
    @laxmidharnayak22282 күн бұрын

    From where could one get Tricoderma Viride ? From where can one get sprayers ?

  • @Saratmahalik-jj8dr
    @Saratmahalik-jj8dr5 ай бұрын

    Mature kemiti proga karajiba

  • @DeepakKumar-ho9gb
    @DeepakKumar-ho9gb2 жыл бұрын

    Very nice information about trichoderma Thank you Sir

  • @sirapanibehera297
    @sirapanibehera297 Жыл бұрын

    Valuable tips

  • @balakrushnasahoo748
    @balakrushnasahoo748 Жыл бұрын

    Tricodarma virid ku multiply kariheba ki....

  • @swapankumardey7246
    @swapankumardey72462 жыл бұрын

    Very nicely described. I use tv from IFFCO in the soil as well as for sterile the seeds. I use consortium of IFFCO before transplanting saplings for around 45 minutes.

  • @krushisampada

    @krushisampada

    2 жыл бұрын

    Good steps for seed and soil treatment.Thank you sir

  • @rbrabindrakumardas
    @rbrabindrakumardas2 жыл бұрын

    Outstanding🌹

  • @balakrushnasahoo748
    @balakrushnasahoo748 Жыл бұрын

    Tricodarma virid ku maltiplex karipariba ki

  • @kailashchandrabarik
    @kailashchandrabarik2 жыл бұрын

    Very good.

  • @priyanshubehera3553
    @priyanshubehera35535 ай бұрын

    Targa super 30 dinara moog phasalare deipariba ki

  • @krushisampada

    @krushisampada

    5 ай бұрын

    Targa Super ମୁଗ ବୁଣିବା ର 15-20ଦିନରେ ପ୍ରୟୋଗ କରନ୍ତୁ।

  • @worldmovies3531
    @worldmovies3531 Жыл бұрын

    sir Baigana chasare 1acar re kete kg lagiba

  • @pradeepkhatua3386
    @pradeepkhatua33862 жыл бұрын

    Awesome information

  • @krushisampada

    @krushisampada

    2 жыл бұрын

    Thank you

  • @debiprasadswain530
    @debiprasadswain530 Жыл бұрын

    beans bed preparation paen video banantu

  • @akshayakumarbiswal7030
    @akshayakumarbiswal70302 жыл бұрын

    Will you please tell me the availability of high yielding verity of arcanut.

  • @lipsamyjan5781
    @lipsamyjan57812 жыл бұрын

    Tomato gachhaare jhaunla rogo pain kn medicine darker dtl batantu flowering stage re achhi

  • @krushisampada

    @krushisampada

    2 жыл бұрын

    ଆକ୍ରାନ୍ତ ଗଛ ଓପାଡି ନଷ୍ଟ କରି ଦିଅନ୍ତୁ।Copper oxychloroide 50% WP drum ପ୍ରତି 3gm ଓ Plantomycine 1gm ହିସାବରେ ଗଛ ମୂଳରେ ପ୍ରୟୋଗ କରନ୍ତୁ ଓ ସ୍ପ୍ରେ କରନ୍ତୁ।

  • @lizzaproduction8904
    @lizzaproduction8904 Жыл бұрын

    Reply

  • @jnardanswain4515
    @jnardanswain45152 жыл бұрын

    Thank you sir, 1 kilo trichoderma kitne rupaye

  • @krushisampada

    @krushisampada

    2 жыл бұрын

    1kg Trichoderma 200-240 ଟଙ୍କା

  • @mamatabehera2938
    @mamatabehera29382 жыл бұрын

    Pana chasha re kipari prayoga kariba,

  • @krushisampada

    @krushisampada

    2 жыл бұрын

    ପାନ ଚାଷ ରେ Trichoderma କୁ ମୂଳରେ ପ୍ରୟୋଗ କରି ପାରିବେ।1ଏକର ଫସଲ ପାଇଁ 2kg Trichoderma କୁ 50kg ଗୋବର ମିଶାଇ ପାଣି ଛିଞ୍ଚି 7ଦିନ ଛାଇରେ ରଖିବା ପରେ ମାଟି ଓଦା ଥିବା ସମୟରେ ପ୍ରୟୋଗ କରନ୍ତୁ।କିମ୍ବା 200lit ପାଣିରେ 2kg Trichoderma ଓ 2kg ଗୂଡ଼ ମିଶାଇ ଏହି ଦ୍ରଵନ କୁ ମାଟି ଓଦା ଥିବା ସମୟରେ ପ୍ରୟୋଗ କରନ୍ତୁ।

  • @akshayakumarbiswal7030
    @akshayakumarbiswal70302 жыл бұрын

    Tricodarma virdi ,please tell the address of availability.

  • @krushisampada

    @krushisampada

    2 жыл бұрын

    Trichoderma କୁ online ରେ ମଗାଇ ପାରିବେ।

  • @litunnayak4198
    @litunnayak41982 жыл бұрын

    Trichoderma medicine ama epate miluni sir kemiti paibu?

  • @krushisampada

    @krushisampada

    2 жыл бұрын

    Online ରେ Flipcart ବା Bighat ରେ ମଗାଇ ପାରିବେ।

  • @localmastitime5262
    @localmastitime526212 күн бұрын

    ବାଇଗଣ ଫସଲରେ tricoderma ପ୍ରୟୋଗ କରିଲେ ମୂଳସାର ହିସାବରେ ରାସାୟନିକ ସାର କେମିତି ପ୍ରୟୋଗ କରିବା

  • @krushisampada

    @krushisampada

    12 күн бұрын

    ସାର ପ୍ରୟୋଗ ପରେ ପ୍ରୟୋଗ କରନ୍ତୁ

  • @localmastitime5262

    @localmastitime5262

    11 күн бұрын

    @@krushisampada ସାର ପ୍ରୟୋଗ କରିବାର 15 ଦିନ ପରେ tricoderma ପ୍ରୟୋଗ କରିବା କି?

  • @devbiswal5334
    @devbiswal53342 жыл бұрын

    10ଗ୍ରାମ ମଞ୍ଜି କୁ କେତେ ଗ୍ରାମ/ML Tricoderma viride power ରେ ବ୍ୟବହାର କରି ପାରିବ... ସିଂଚନ ପାଇଁ ମଧ୍ୟ କେତେ gram/ML ବ୍ୟବହାର କରି ପାରିବା ଟିକେ ଜଣାଇବାକୁ ଅନୁରୋଧ....

  • @krushisampada

    @krushisampada

    2 жыл бұрын

    10gm ବିହନ ପାଇଁ 1gm Trichoderma ରେ ବିଶୋଧନ କରି ପାରବେ।ସିଞ୍ଚନ ପାଇଁ 10lit ପାଣିରେ 20gm Trichoderma ସହତ 100gm ଗୂଡ଼ ମିଶାଇ ଗୋଟିଏ ଦିନ ରଖି ସିଞ୍ଚନ କରନ୍ତୁ।

  • @devbiswal5334

    @devbiswal5334

    2 жыл бұрын

    @@krushisampada Sir! ଆପଣଙ୍କ mobile number ଟିକେ ଦୌଉନ୍....

  • @ramakantasahani3723
    @ramakantasahani37232 жыл бұрын

    Thank you sir

  • @iswarswain7407
    @iswarswain74072 жыл бұрын

    Thank you sir

  • @kshirodbarik7710
    @kshirodbarik77102 жыл бұрын

    Thank you sir

Келесі