Jagruti cultural Academy Presents PARAMPARA AN EVENING OF ODISHI MUSIC ..2023

Odishi Resital by...
Guru.. Rabindra Natha Mishra
Raga..Kousiki
Tala..Jati
Accompanied by..
Mardala.. Guru Budhanatha Swain
Flute..Guru Jabahar Mishra
Harmonium..Muralidhara Swain

Пікірлер: 11

  • @RabindraKumarDash-rm2iv
    @RabindraKumarDash-rm2iv3 ай бұрын

    ଗାୟନଶୈଳୀ ଅତି ସୁନ୍ଦର ହୃଦୟସ୍ପର୍ଶୀ ରବୀନ୍ଦ୍ର ଭାଇନା

  • @SWARAJHANKAR
    @SWARAJHANKAR2 ай бұрын

    ଭାଇନା ଙ୍କ ର ଗାୟନ ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ,,, ମଞ୍ଚାସୀନ ସମସ୍ତ କଳାକାର ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ,,ଜୟ ଜଗନ୍ନାଥ,,,,🙏

  • @lokanathmohanty9816
    @lokanathmohanty98163 ай бұрын

    କବିରବି ରାୟଗୁରୁ ମହାପାତ୍ର ବଳଦେବ ରଥଙ୍କ ରଚନା ରୁ ଚଉପଦୀଟିର ଗାୟନ ଶୈଳୀ ଅତି ସୁନ୍ଦର ।

  • @kalashreea6031
    @kalashreea60312 ай бұрын

    ଅତି ସୁନ୍ଦର ପ୍ରସ୍ତୁତି ଜୟ ଜଗନ୍ନାଥ

  • @BalaramRoutehatesthereBa-tz3ml
    @BalaramRoutehatesthereBa-tz3mlАй бұрын

    Very good performance Jay jagannath

  • @ajaykumarsutar9171
    @ajaykumarsutar91712 ай бұрын

    Very nice singing top 1

  • @prafullasahoo1199
    @prafullasahoo1199Ай бұрын

    Very nice.

  • @raghunathpradhan9370
    @raghunathpradhan93703 ай бұрын

    👏🙏🏻🌹

  • @pattaprateek
    @pattaprateek2 ай бұрын

    ଓଡ଼ିଶୀ ସଙ୍ଗୀତ (କବିସୂର୍ଯ୍ୟ- ରାଗ କୌଶିକୀ, ତାଳ ଯତି) ପଙ୍କରୁହ ଦୃଶା ମୋର ଅଙ୍କେ ବସ ଆସି ରେ ଗୁମାନ ମନେ ନ ଧର ତୁ ମାନ ମୋହର ଗିର ପ୍ରେମାନନ୍ଦେ ଚାହଁ ବାରେ ମନ୍ଦେ ମନ୍ଦେ ହସି ରେ । ଘୋଷା । ଗୋରୀ ରେ ପରାଣେଶ୍ୱରୀ ପରିରମ୍ଭେ ପ୍ରୀତି କରି ଜରିଅଙ୍ଗୀ ପରି ଯାଅ ମୋ ଅଙ୍ଗେ ମିଶିରେ । (ପଡ଼ି) ଭାଷିଲେ ଶ୍ରୀ ଜଗଦ୍ଦେବ ରେ ନାଶି ନିଶ୍ଚେ କାମଦେବ ରେ ରସିକା ତୁ ଥାଉ ଥାଉ ରେ ଯିବି ସିନା ମୁଁ ଭାସି ରେ । ୧ ।

  • @ashoksamal1431
    @ashoksamal14313 ай бұрын

    Stating besura

  • @rabindranathmishra4460

    @rabindranathmishra4460

    16 күн бұрын

    ଧନ୍ୟବାଦ ଶୁଣିଥିବାରୁ 🙏🙏🙏

Келесі