Jagannath Temple Ratna Bhandar । ଜୁଲାଇ ୧୪ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର ! । Puri News

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ବଡ଼ ନିଷ୍ପତ୍ତି। ଆସନ୍ତା ଜୁଲାଇ ୧୪ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର। ଏହି ଦିନ ମଧ୍ୟ ମୁଖ୍ୟ ପ୍ରଶାସକ କମିଟରେ ଚାବି ଦାଖଲ କରିବା ପାଇଁ କୁହାଯାଇଥିବା ବେଳେ ଚାବିରେ ନ ଖୋଲିଲେ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଅଣାଯିବ । ରତ୍ନଭଣ୍ଡାର ଗଣତି ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ ହୋଇଛି ଓ ଏହାର ମରାମତି ପାଇଁ ଅଳଙ୍କାର ସ୍ଥାନାନ୍ତର କାରାଯିବ l ସେହିପରି ଅଳଙ୍କାର ର ମୂଲ୍ୟାୟନ ଓ ଗଣତି ମଣତି ବିଶେଷଜ୍ଞ ନିଯୁକ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ରତ୍ନଭଣ୍ଡାର ତଦାରଖ କମିଟି ।
#odishanews #ZeeOdishaNews #RatnaBhandar
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі