Jagannath Ratha Yatra 2024 । ୫୩ବର୍ଷ ପରେ ବିରଳ ଯୋଗ, ରଥଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ

ପୁରୀରେ ରଥଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ। ପହଣ୍ଡି ସଅଳ ହେବା ସତ୍ତ୍ୱେ ରଥଟଣା ବିଳମ୍ବ ହୋଇଥିଲା। ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ,ଉପମୁଖ୍ଯମନ୍ତ୍ରୀ, ବିରୋଧିଦଳ ନେତା, ଙ୍କ ସମେତ ବହୁ ଭିଭିଆଇପି କଲେ ରଥାରୂଢ ଶ୍ରୀଜୀଙ୍କ ଦର୍ଶନ। ରାଷ୍ଟ୍ରପତି ରଥ ଦଉଡି ଛୁଇଁ ପ୍ରଣାମ କଲେ। ସେପଟେ ତାଳଧ୍ଵଜ ରଥ ନିକଟରେ ଦଳାଚକଟାରେ ବଲାଙ୍ଗୀର ସଇଁତଳାର ଲଳିତ ବାଗେଡିଙ୍କ ମୃତ୍ୟୁ। ରଥଯାତ୍ରାରେ ଦଳାଚକଟାରେ ଜଣେ ମୃତ ଓ ଶହଶହ ଭକ୍ତ ଆହତ। ମୃତକଙ୍କୁ ୪ଲକ୍ଷ ଟଙ୍କାର ସହାୟତା ଓ ଆହତଙ୍କୁ ସର୍ବୋଚ୍ଚ ଚିକିତ୍ସା ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
#odishanews #ZeeOdishaNews #RathaYatra
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі