Jagannath Rath Yatra 2024 । ତୁଳସୀ ଓ ଫାଇବରରେ ୧ ଇଞ୍ଚ ଉଚ୍ଚତାର ୩ ରଥ ନିର୍ମାଣ । Odisha News

ଭଦ୍ରକ ଜିଲ୍ଲାର ଘରେ ଘରେ ପରିଚିତ ତଥା ଚର୍ଚ୍ଚିତ ଚେହେରା ଶିଳ୍ପୀ ଗୋପାଳ ସାମଲଙ୍କ ନିଖୁଣ କାରିଗରୀରେ ଆଉ ଏକ ସଫଳତା ।ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ଗ୍ରାମରେ ଶିଳ୍ପୀ ଗୋପାଳ ସାମଲ ପବିତ୍ର ରଥଯାତ୍ରା ନିମନ୍ତେ ତୁଳସୀ କାଠି ଓ ଫାଇବର ସାହାଯ୍ୟରେ ଗୋଟିଏ ଇଞ୍ଚରେ ୩ ଗୋଟି ରଥ ନିର୍ମାଣ କରିଛନ୍ତି ।ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ବଜ ରଥ ଏତେ ନିଖୁଣ କାରିଗରୀ କରିଛନ୍ତି ।ଗୋପାଳ ଆଗରୁ ଦେଶର ବିଭିନ୍ନ ସାଧୁ ସନ୍ଥ ଓ ଲୋକପ୍ରିୟ ବ୍ୟକ୍ତିଙ୍କ ମୂର୍ତ୍ତି ନିର୍ମାଣ କରି ଓଡ଼ିଶାରେ ବେସ ଲୋକପ୍ରିୟତା ହାସଲ କରିଛନ୍ତି।
#odishanews #ZeeOdishaNews #RathaYatra2024
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі