Ipsita ଆଜି ତମେ ମନ ଖୁସି କରିଦେଲ - ସବୁଠୁ Best performance - Mun Bi Namita Agrawal Hebi - Studio round

Ойын-сауық

Click the link below to watch the original song of Namita Agrawal
• Kadamba Mulare Katilo ...
Song : Kadamba Mulare Katilo Sajani(Tulasi Banare Prema) - Album : Nilachaliaa - Album No : SM- 590 - Music Label : Sidharth Music - Lyrics : Sirshananda Das Kanungo - Music : Manmath Mishra
Producer - Sitaram Agrawalla
Singer - Namita Agrawal
-----------------------------------------------------------------------------------------------------------------------
Sidharth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, SITI- 18001234001, NXT Digital- 18602120400, Ortel - 9776091111
Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on KZread to watch clippings & promos of our All Television Channels :
👉 SidharthTV: / sidharthtv
👉 Sidharth Bhakti : / sidharthbhakti
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
-----------------------------------------------------------------
#SidharthTV #MunBinamitaAgrawalHebi #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Пікірлер: 324

  • @arunakumarpanigrahi4459
    @arunakumarpanigrahi44592 жыл бұрын

    ଏ ଗୀତର ଶ୍ରେୟ ପ୍ରଥମେ ଏହାର ସୃଷ୍ଟିକର୍ତ୍ତାଙ୍କୁ ମିଳିବା ଉଚିତ । କାରଣ ଖୁବ୍ କମ୍ ଶବ୍ଦରେ ରାଧାକୃଷ୍ଣଙ୍କ ଲୀଳା ବର୍ଣ୍ଣନ ଅତି ସୁନ୍ଦର ଭାବେ ଲେଖିଛନ୍ତି । ତା ପରେ ଏ ଭକ୍ତି ଭାବର ମଞ୍ଜି ଭଜନ ମହାଦ୍ରୁମରେ ପରିଣତ ହୋଇ ସମସ୍ତଙ୍କୁ ଆପ୍ୟାୟିତ କରିଛି । ରାଧେ🙏🙏

  • @surendranathnayak9319

    @surendranathnayak9319

    5 күн бұрын

    ଜୟ ଶ୍ରୀ କ୍ରୀଷ୍ଣା ଜୟ ଶ୍ରୀ କ୍ରୀଷ୍ଣା ନମସ୍କାର ❤

  • @sumantsethy1712
    @sumantsethy17122 жыл бұрын

    Just feel the composition of the song in ear phone wow kya compose by manmath sir 🙏🙏salute u sir

  • @coolmuna143
    @coolmuna1432 жыл бұрын

    ନମିତା ଅଗ୍ରୱାଲ ମା ଙ୍କ ର ଗୋଟେ ଝିଅ ଥିଲେ ସେ ନିଶ୍ଚୟ ଆସିଥାନ୍ତା, ମୁଁ ବି ନମିତା ଅଗ୍ରୱାଲ ହେବି 👍 ଠିକ୍ ଏମିତି ନମିତା ମା ତାଙ୍କ ଝିଅ କୁ ପ୍ରଶଂସା କରିଥାନ୍ତେ,😭😭👍👍

  • @anp1265
    @anp12652 жыл бұрын

    ବହୁତ୍ ବଢିଆ ଗାଇଲେ ଇପ୍ସିତା Very Soothing voice 👍

  • @bikashchandrapradhan9448
    @bikashchandrapradhan94482 жыл бұрын

    Mote bahuta sundar lagila ❤️❤️❤️❤️🙏🙏🙏🙏....bahuta sundar voice..... beautifull

  • @bisoi506
    @bisoi5062 жыл бұрын

    Jay Jagannath.... Ati sundar Paribeshana

  • @mamatadevi6253
    @mamatadevi62532 жыл бұрын

    ସୁରିଲା voice ରେ jhhakas 👌👌very nice betaa😍

  • @sonusomusonu8948
    @sonusomusonu89482 жыл бұрын

    ଲୋରୀଆ ଅପା ତୁମ ହସ ଚମତ୍କାର 😊👌👌👌👌👌ଏମିତି ହସି ହସି ଉପସ୍ଥାପନା କର

  • @surilacreation5054
    @surilacreation50542 жыл бұрын

    Atyanta chamatkar gayeki Ipsita... God bless you...

  • @sujatasahoo3160
    @sujatasahoo31602 жыл бұрын

    Mst heichi

  • @sradhanjaliswain3509
    @sradhanjaliswain35092 жыл бұрын

    I expected ipsita hni mu bi namita winner❤️

  • @debarajmohapatra781
    @debarajmohapatra7812 жыл бұрын

    Ipsita is always singing beautifully. God bless you Ipsita.

  • @BISWAJIT--5858
    @BISWAJIT--58582 жыл бұрын

    First studio round ର ସମସ୍ତଙ୍କ ର 24 ଜଣଙ୍କର popfome ଦେଲନି ଆହୁରି ବାକି ରହିଗଲା, ସେଗୁଡିକ ଆଗ ଦିଅନ୍ତୁ, ତାପରେ studio round 2 ଛାଡିବେ

  • @brahmanayak6391
    @brahmanayak63912 жыл бұрын

    Ipsita,your voice is clear,perfect and melodious.You have been Namita madam in this song.God bless you.

  • @AjayDas-lh1cm
    @AjayDas-lh1cm2 жыл бұрын

    ଭଉଣୀ ତୁମେ ପ୍ରଭୁ ଜୟ ଶ୍ରୀଜଗନ୍ନାଥଙ୍କ ଆରଧନାକର ସଜ ସକାଳେ 16.ମିଟିଂ ଲେଖା କର ।। ଜୟ ଶ୍ରୀଜଗନ୍ନାଥଙ୍କ ⭕‼⭕🙏

  • @dinu4052
    @dinu40522 жыл бұрын

    ଭଉଣୀ ହସି ହସି ଗାଉଛନ୍ତି ଭାରି ଭଲ ଲାଗୁଚି ଆଖି ବନ୍ଦ କରି ଶୁଣିଲେ ବହୁତ ଭଲ ଲାଗୁଚି ଜଗନ୍ନାଥ ବହୁତ ଆଗକୁ ନିଅନ୍ତୁ ତୁମକୁ 🙏🙏🙏🙏

  • @deepakmaity569

    @deepakmaity569

    2 жыл бұрын

    Cgcc

  • @deepakmaity569

    @deepakmaity569

    2 жыл бұрын

    Cc

  • @deepakmaity569

    @deepakmaity569

    2 жыл бұрын

    Gcovgbfଵଣମଢଭଣଯଵ

  • @deepakmaity569

    @deepakmaity569

    2 жыл бұрын

  • @deepakmaity569

    @deepakmaity569

    2 жыл бұрын

    ଲଫ ସଵୁଵେଳେ ଢ

  • @bhaskarbehera8656
    @bhaskarbehera86562 жыл бұрын

    Espita is a very good singer.God bless you. Jagannath mahaprabhu tumaku bahut ashribad karantu.

  • @tryingnotgood11nayak48
    @tryingnotgood11nayak482 жыл бұрын

    ନମିତା ମାଡାମ ହେଉଛନ୍ତି ସୁର ସାଗର ପିଲାମାନେ ତୁମେ ମାନେ ଛୋଟ ଛୋଟ ନଦୀ ନଦୀ ମାନଙ୍କର ଯୋଗ୍ୟତା ଅନୁସାରେ ସାଗରରେ ମିଶି ଥାନ୍ତି ଆଉ ତୁମ ମାନଙ୍କର ସେ ଯୋଗ୍ୟତା ନିଶ୍ଚୟ ଅଛି ନଦୀ ସାଗର ରେ ମିଶିଲା ବେଳେ ବାଟରେ ଅନେକ ଅସୁବିଧା ହୂଏ ସେ ସବୁ ଅସୁବିଧା କୁ ଦୂର କରୁଛନ୍ତି ଆମର ମହାମହିମ ଦେବ ତୁଲ୍ୟ ଗୁରୁ ମାନେ ମୋର ଛୋଟ ଇଚ୍ଛା ଟିଏରେ ମା ମାନେ ତୁମେ ମାନେ ସବୁବେଳେ ଅଦ୍ୟମ ଚେଷ୍ଟା କର ନମିତା ମାଡାମ ଙ୍କ ଭଳି ସାଗର ରେ ଲୀନ ହୋଇ ତାଙ୍କର ତଥ ସିଦ୍ଧାର୍ଥ ଟିଭି ର ପ୍ରୟାସ କୁ ଚରିତାର୍ଥ କରିବା ପାଇଁ ହୃଦୟ ରୁ ଶୁଭେଚ୍ଛା ସମସ୍ତଙ୍କ ପାଇଁ ପ୍ରଣାମ

  • @tryingnotgood11nayak48

    @tryingnotgood11nayak48

    2 жыл бұрын

    ସବୁ ଠାରୁ ବହୁତ ବଡ ଶ୍ରେୟ ଲୋରୀଆ ମାଆ ପାଇଁ ଏତେ ଜଣ ଙ୍କ ଙ୍କୁ ଗୋଟିଏ ମଞ୍ଚ ରେ ଚଳେଇ ବା ପାଇଁ ଅଶେଷ ଅଶେଷ ଧନ୍ୟବାଦ ମା

  • @BUDHA68
    @BUDHA682 жыл бұрын

    Dear Ipsita, it 's an awesome rendition. Body-mind-soul combined to make it an unbelievable presentation.. May God ever bless you..

  • @debendranathchakra9734
    @debendranathchakra97342 жыл бұрын

    ମୋର ଭାଷା ପାଉନି। ଖୁସି ର ସୀମା ନାହିଁ।ଜୟ ଜଗନ୍ନାଥ ସ୍ୱାମୀ।

  • @rasmimajhi5271
    @rasmimajhi52712 жыл бұрын

    Ipsita namita agrawal na paile bi very talented singer sweet voice

  • @sasmitamallick5723
    @sasmitamallick57232 жыл бұрын

    pura mam nka bhalia gaila ma

  • @abhi2265
    @abhi22652 жыл бұрын

    Bahot bhlaa gailaaa aoo gailaaa belaraa action taa bahot bhlaa lagilaa 👍👍

  • @pujamaharana2536
    @pujamaharana25362 жыл бұрын

    Please invite saujanya.

  • @alokmaadhupradhan8554
    @alokmaadhupradhan85542 жыл бұрын

    Ati sunder

  • @antrjamiswain488
    @antrjamiswain4882 жыл бұрын

    ଏହି ଗିତ ଶୁଣି ଲାଗୁଥିଲା ମାମ୍ ଗାଉଛନ୍ତି

  • @subratkumardas3430
    @subratkumardas34302 жыл бұрын

    Bhala lagila

  • @lplaxofficial1214
    @lplaxofficial12142 жыл бұрын

    I'm waiting for soujanya...she is a very good singer.

  • @pankajinimishra1139

    @pankajinimishra1139

    2 жыл бұрын

    Thik kahile.tanku sunibaku bahut ichha heuchi.

  • @gauttamsethi333
    @gauttamsethi3332 жыл бұрын

    Jay Sri jagannath swami

  • @manasranjansahu4286
    @manasranjansahu42862 жыл бұрын

    Bahut badhia gaila

  • @lplaxofficial1214
    @lplaxofficial12142 жыл бұрын

    Srikant sir ... outstanding judgement 🙏🙏🙏

  • @sampurnamahapatra2790
    @sampurnamahapatra27902 жыл бұрын

    Mu cnfuse heijauchhi Kie winner heba stiti pragyana lopita ipsita upasana mind-blowing performer

  • @pradipacharya6397
    @pradipacharya63972 жыл бұрын

    Voice resembles with Namita apaa

  • @santoshdash870
    @santoshdash8702 жыл бұрын

    ବହୁତ ସୁନ୍ଦର. ଆୟୁଷ୍ମତି ଭଵ.

  • @imjyotipanda5262
    @imjyotipanda52622 жыл бұрын

    Have a bright future go ahead sister 👍best performance of namita agrowal show

  • @ashokkumardash1032
    @ashokkumardash10322 жыл бұрын

    Wow ...nice nice n 1000 excellent, beautiful voice.

  • @bishnucharanbehera7430
    @bishnucharanbehera74302 жыл бұрын

    👌👌👌

  • @itismitabehera4634
    @itismitabehera46342 жыл бұрын

    Pura Namita Aggarwal nka voice pari laguchi 🎉🎉🎉

  • @sureshbehera3378
    @sureshbehera33782 жыл бұрын

    ସାର୍ ମୋର ଗୋଟିଏ ଉତ୍ତର ଦେବେ,,, ଯେ ଏପିସଡ୍ ୨୬ରୁ କାହିଁକି ଆଗକୁ ବଢୁନି,,, ଚାହିଁ ଚାହିଁ ଅସ୍ତ ବିଅସ୍ତ ହୋଇ ଗଲିଣି, ?

  • @Ras.mi.5533
    @Ras.mi.553311 ай бұрын

    What a great voice ipsita ....very nice song ....❤❤❤

  • @archanathesingercummotivat1495
    @archanathesingercummotivat14952 жыл бұрын

    Soo soothing voiche, typical namita maa

  • @ksbodiavlog1040
    @ksbodiavlog10402 жыл бұрын

    Ipsita ku ollywood re chance deba katha

  • @sasmitapatraofficial7077
    @sasmitapatraofficial70772 жыл бұрын

    Bahut sundar paribesana...👌👌

  • @balaramjagat7800
    @balaramjagat78002 жыл бұрын

    💐💐💐

  • @Saibabajitu
    @Saibabajitu2 жыл бұрын

    Excellent

  • @mitapandey1829
    @mitapandey18292 жыл бұрын

    well done dear👍👌👌 ....God Bless You.......

  • @sushreesantoshisahoo2232
    @sushreesantoshisahoo22322 жыл бұрын

    God bless you Outstanding performance

  • @subhasinisethy9440
    @subhasinisethy94402 жыл бұрын

    Just feel the song same to same as Namita Ma'am

  • @nayakkrishna5407
    @nayakkrishna54072 жыл бұрын

    Bahuta Sundar bhajan

  • @manasranjansahu4286
    @manasranjansahu42862 жыл бұрын

    Bahut Sundar Voice

  • @prashantakumarnandi223
    @prashantakumarnandi2232 жыл бұрын

    Fabulous singing.A bright future is awaiting in the music world.

  • @susantjenasusantjena2637
    @susantjenasusantjena26372 жыл бұрын

    Ipsita aji Pura stage mind blowing

  • @pintubag7477
    @pintubag74772 жыл бұрын

    Love you namita mem ku bahut bhala lage

  • @funvlearnv
    @funvlearnv2 жыл бұрын

    Song selection very good that fits her voice. Improvised performance.

  • @shibambarik2710

    @shibambarik2710

    2 жыл бұрын

    O

  • @krupacreatedmedia7600
    @krupacreatedmedia76002 жыл бұрын

    Nice song selected and voice bi amazing 👌👌

  • @debabratamishra9633
    @debabratamishra96332 жыл бұрын

    Bhajan songs nimante 1 no singer.. She should be in top 5 finalists 👌👌

  • @ramanathnanda5995
    @ramanathnanda59952 жыл бұрын

    Ipsita may Mata Sarala bless you.i have no language to praise you.many many thanks to your parent and to your teacher.

  • @sangeetamallik3950
    @sangeetamallik39502 жыл бұрын

    My favourite didi ❤️

  • @upenpadhan543
    @upenpadhan5432 жыл бұрын

    ଅତି ସୁନ୍ଦର ଭାବରେ ଗାଇଛନ୍ତି ଜୟ ଜଗନ୍ନାଥ

  • @gitanjalibehera1628
    @gitanjalibehera16282 жыл бұрын

    Bahut bhala lagila Didi..tuma voice so sweet

  • @gitanjalibehera1628

    @gitanjalibehera1628

    2 жыл бұрын

    Thank u so much

  • @lalitmohansahoo6064
    @lalitmohansahoo60642 жыл бұрын

    Ipsita,so sweet voice.congratulation

  • @mohapatraabinash9089
    @mohapatraabinash90892 жыл бұрын

    Ipsita voice vry amazing and sounding very well, well done dear.

  • @vasantmohanty5737

    @vasantmohanty5737

    2 жыл бұрын

    Good singing

  • @vikeshbudek6488
    @vikeshbudek64882 жыл бұрын

    Teke teke swara mess gauche bahut bhala lagela

  • @mamatamishra1125
    @mamatamishra11252 жыл бұрын

    Mast 😊👌👌👌👌

  • @laxmipriyaghosh2639
    @laxmipriyaghosh2639 Жыл бұрын

    Beautiful singing.God bless you bata

  • @milucharansethi6785
    @milucharansethi67852 жыл бұрын

    Outstanding performance sister👌👌.... GOD BLESS YOU

  • @sangramsethi9800
    @sangramsethi98002 жыл бұрын

    Jay 🌺 chakadola 🌺 jay sri ram ki jay 🌺🌺🌺🌺🌺 hari bol

  • @sarojinirout8567
    @sarojinirout85672 жыл бұрын

    Jay ho

  • @ksbodiavlog1040
    @ksbodiavlog10402 жыл бұрын

    Almost top 8 re rahiba sis👌🙏🙏

  • @chitralekhabehera2075
    @chitralekhabehera20752 жыл бұрын

    Bahut bahut sundar lagila..... beautiful performance Ipsita

  • @spgentertainment3951
    @spgentertainment39512 жыл бұрын

    ବହୁତ ସୁନ୍ଦର ଇପ୍ସିତା ନାନୀ 🙏

  • @imjyotipanda5262
    @imjyotipanda52622 жыл бұрын

    A great salute to manmath sir 🙏love you sir ❤️god bless you 🙏

  • @bhanusankarbhagat3782
    @bhanusankarbhagat37822 жыл бұрын

    Well done ipi👏🏻👏🏻👏🏻👏🏻👏🏻👏🏻👏🏻

  • @laxmipriyaghosh2639
    @laxmipriyaghosh2639 Жыл бұрын

    You are the real Kohinoor diamond in 0disha.

  • @mathuraswain220
    @mathuraswain2202 жыл бұрын

    Bahut sunder voice ❤️❤️❤️ love you sister

  • @nityanandabehera1566
    @nityanandabehera15662 жыл бұрын

    Beuitful bati God bless you

  • @basantanayak8488
    @basantanayak84882 жыл бұрын

    Nice voice

  • @harapriyamarthy789
    @harapriyamarthy7892 жыл бұрын

    Love you mama.your voice so sweet.u are the winner 👌👌👌👌👌👌👌👌👍

  • @dakhineswarjena2554
    @dakhineswarjena25542 жыл бұрын

    All participate are extraordinary So my heartly thanks to all . I am well wisher to all my sister.

  • @surendranathnayak9319
    @surendranathnayak93195 күн бұрын

    Thank you 🙏🙏🙏🙏🙏 tu all sidharth tv staff members Jay Jagannath 🌹🌹🌹🌹🌹 namaskar to all ❤❤

  • @RRSambalpuriPresentRakesh
    @RRSambalpuriPresentRakesh2 жыл бұрын

    Show beautiful bhajan and beautiful singer 👌 great song 👍

  • @rabindrasahu7125
    @rabindrasahu71252 жыл бұрын

    ବହୁତ ସୁନ୍ଦର ଭାବ ଦେଇ ଗାଇଲ

  • @kedarnathbiswal925
    @kedarnathbiswal9252 жыл бұрын

    ଇପ୍ସିତା, କଲ୍ୟାଣମସ୍ତୁ ।

  • @9xm50
    @9xm502 жыл бұрын

    Beautiful Bhakti Song 📀🎶🎼🎙️🎧📻🙏 Jay Shree Krishna 🚩🙏🔔 Jay Jagannath 🙏🔔 Swamy 🙏🔔 PuriDham 📿🚩🙏🔔 🙏🚩पुरीधाम की ओर से ढेर सारा प्यार📿🙏

  • @jatinentertainmentmayurbha5821
    @jatinentertainmentmayurbha58212 жыл бұрын

    Very sweet awaaz👍

  • @balaramsahu2171
    @balaramsahu21712 жыл бұрын

    Jay jaganatha ati sundar

  • @supravamohapatra4464
    @supravamohapatra44642 жыл бұрын

    Very good👍 dear

  • @ramanipalei2625
    @ramanipalei26252 жыл бұрын

    Beautiful voice super song👌👌👏👏👏👏

  • @sashikantaadhek519
    @sashikantaadhek5192 жыл бұрын

    Mind blowing

  • @paridaramesh2240
    @paridaramesh22402 жыл бұрын

    Sweet voice didi

  • @santoshgouda3372
    @santoshgouda33722 жыл бұрын

    Good profmanc

  • @pravatibehera4459
    @pravatibehera44592 жыл бұрын

    Excellent, au kemiti gaele full mark miliba

  • @anantasamal5654
    @anantasamal56542 жыл бұрын

    Super duper mind blowing profermance thanks again Chanel

  • @prasantsingsamant126
    @prasantsingsamant1262 жыл бұрын

    Maching voice for the reality show .

  • @shashimaraj2973
    @shashimaraj29732 жыл бұрын

    इफ्सिता जी का भजन हृदयकू छुनेबाला है ,,

  • @bhabanisankarbehera4303
    @bhabanisankarbehera43032 жыл бұрын

    Mast voice I hope u are the one of the winner of the auditions

  • @sarojmamuni
    @sarojmamuni2 жыл бұрын

    Ipsita song is very beautiful kahara nazara na lagu maa

  • @saishreeprusty
    @saishreeprusty2 жыл бұрын

    ❤️❤️❤️

  • @arvigoldchannel5533
    @arvigoldchannel55332 жыл бұрын

    Ha ha ki sundor voice.......

Келесі