In the name of Odia pride, Aparajita and Pandian set a troubling precedent in the 2024 election.

In the name of Odia pride, Aparajita and Pandian set a troubling precedent in the 2024 election.
#satyapatha #vkpandian #aparajitasarangi #naveenpatnaik #odia #odiapride #odishapolitics #bjd #bjpodisha #pandu #odishakhabar #satyaprakashnayak #editorial
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
KZread: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 274

  • @Save_Odisha_from_looters
    @Save_Odisha_from_looters22 күн бұрын

    ମୁର୍ଖ ମନ୍ତ୍ରୀ ମଦ୍ୟ ପାନ କରି ଚିର ନିଦ୍ରା ଶୋଇଚି! କଳାପାହାଡ ଓଡିଶା ମାଆ କୁ ଲୁଟି ଚାଲିଛି!

  • @ambrishkumarbanchhor2200

    @ambrishkumarbanchhor2200

    22 күн бұрын

    😂😂😂

  • @bijaykhuntia868

    @bijaykhuntia868

    21 күн бұрын

    Kritadasia lungi dance karuchhi

  • @priyadarsinimohapatra3602

    @priyadarsinimohapatra3602

    17 күн бұрын

    Right

  • @Save_Odisha_from_looters
    @Save_Odisha_from_looters22 күн бұрын

    କି ଅବସ୍ଥା ଆମ ଓଡ଼ିଶାର। ବୃଦ୍ଧ ପାଗଳ ମୂଖ୍ଯ ମନ୍ତ୍ରୀ ଗୃହ ବନ୍ଦୀ। ମନ୍ତ୍ରୀମାନେ ହତ୍ୟାକାଣ୍ଡ ଅଭିଯୁକ୍ତ। ରାଜ୍ୟର ସବୁ ରାଜସ୍ବ ଓ ପାଓବାର ତାମିଲମାନଙ୍କ ହାତରେ। ଗେଣ୍ଡାଦଳିଆ ନେତା ଓ ସରକାରୀ ଚାକର ତାମିଲର କ୍ରୀତଦାସ। ହେ ପ୍ରଭୁ ଜଗନ୍ନାଥ ଏ ରାକ୍ଷସମାନଙ୍କର ନାଶ କର

  • @chandansenapati2248

    @chandansenapati2248

    22 күн бұрын

    ଭାଇ ଗେଣ୍ଡା ଦଳ ଯୋଉ ଗର୍ବ ଅହଙ୍କାର ରେ ମାତି ଛନ୍ତି ସମୟ କୁ ଅପେକ୍ଷା କର ସବୁ ଗୋଟେ ଗୋଟେ ଜେଲ ଯିବେ

  • @ODIABHARIBADHIA

    @ODIABHARIBADHIA

    22 күн бұрын

    Right bro ​@@chandansenapati2248

  • @JaiUtkalaMaa

    @JaiUtkalaMaa

    21 күн бұрын

    @@chandansenapati2248 ଠିକ କହୁଛ ଭାଇ

  • @hariomm2301
    @hariomm230122 күн бұрын

    ଅପରାଜିତା ଓଡ଼ିଆ ବୋହୁ😂😂। ଓଡ଼ିଆ ମାନେ ଭଲ ପାଆନ୍ତି ତାହାଙ୍କୁ

  • @bibhudattanayak1099

    @bibhudattanayak1099

    22 күн бұрын

    Odia bohu mane ghare Gruha Laxmi puja karanti au gotra re misanti .semane Laxmi puja ra bhoga khai paribe kintu jwain nuhen.

  • @JaiUtkalaMaa

    @JaiUtkalaMaa

    21 күн бұрын

    ​@@bibhudattanayak1099ଠିକ କଥା ।ଶାଶୁ ପରେ ବୋହୁ ଘରର ମା ମାଲିକାଣି ହୁଅନ୍ତି। ଘରର ଓ ପୁରା ପରିବାରର ଦାୟିତ୍ବ ବୋହୁର। ଜୁଆଇଂ ଦି ଦିନ ଳହିଲେ କୁଣିଆ । ବେସି ଦିନ ରହିଲେ କୁକୁର।

  • @ranjanpatel6687

    @ranjanpatel6687

    21 күн бұрын

    Sat katha🎉🎉

  • @Shreeramasena9862

    @Shreeramasena9862

    21 күн бұрын

    ​@@JaiUtkalaMaayou are right 🎉

  • @trilochanpatnaik6321
    @trilochanpatnaik632122 күн бұрын

    ପାଣ୍ଡିଆ ନବୀନ ଯୋଡ଼ି ଓଡ଼ିଶାରେ ଆଉରଙ୍ଗଜେବ ଶାସନ ଚଲେଇ ଛନ୍ତି।

  • @kastucharansahu6656
    @kastucharansahu665622 күн бұрын

    ଏମାନଙ୍କ ଦୃଷ୍ଟିରେ ଓଡିଆ ଏକ ଭାଷା ନୁହେଁ।

  • @Save_Odisha_from_looters
    @Save_Odisha_from_looters22 күн бұрын

    ଆଜି 90 ଲକ୍ଷ ଓଡିଆ ରାଜ୍ୟ ବାହାରେ ଦାଦନ ଶ୍ରମିକ | ଆମ ରାଜ୍ୟ ଆୟ ହେଉଛି 3 ଲକ୍ଷ କୋଟି | 30% ଗରିବ ଓଡିଆ ଓଡିଶାରେ ପଲିଥିନ ଭିତରେ ରହିଛନ୍ତି | ଆଜି ପାଣ୍ଡିଆନ୍ ତାମିଲନାଡୁର ଧନୀ ବ୍ୟକ୍ତି ଯିଏ ଆମ ଓଡିଶାର ଗରିବ ଲୋକଙ୍କୁ ଟଙ୍କା ଲୁଟ କରୁଛନ୍ତି |

  • @sureshchandramallick3216

    @sureshchandramallick3216

    22 күн бұрын

    ଆପଣ ମାନଙ୍କ ଭଳି ବାସ୍ତବ କଥା ଜାଣିଥିବା କିମ୍ଵା ଅନୁଭବ କରିଥିବା ଓଡ଼ିଆ ମାନଙ୍କ ଭୋଟରେ BJD ନିର୍ବାଚିତ ହେଉ ନ ଥିବାରୁ, ଏ ସବୁ କଥା ସେହି ଧପାବାଜ୍, କ୍ଷମତା ଲୋଭୀa ବ୍ୟକ୍ତି କିମ୍ଵା ନେତାଙ୍କ ଉପରେ କୌଣସି ପ୍ରଭାବ ପଡି ପାରୁନାହିଁ ବା ପଡ଼ିବାର ସମ୍ଭାବନା ନାହିଁ । କଣ କରାଯାଇ ପାରେ?

  • @user-yd7dq7ij6w

    @user-yd7dq7ij6w

    22 күн бұрын

    ପଇସା ଦେଇ ଭୋଟ କିଣା ଚାଲିଛି

  • @MINIMOTIVATION6242
    @MINIMOTIVATION624222 күн бұрын

    ଆପଣ ବି ପାଣ୍ଡୁ କୁ ଡରି ଡରି ମନ୍ତବ୍ୟ ଦେଉଛନ୍ତି। ମନେରଖନ୍ତୁ ସର୍ବୋପରେ ଆମେ ଓଡ଼ିଆ। ଓଡ଼ିଶା ର ସ୍ବାଭିମାନ ପାଈଁ ଖୋଲା ଆଲୋଚନା କରନ୍ତୁ।।🙏

  • @rameshmohanty1211
    @rameshmohanty121122 күн бұрын

    ଆଗାମୀ ଦିନରେ ପାଣ୍ଡୁ ବିଜେଡି ପାଇଁ ତାମିଲନାଡୁ ରୁ ନେତା ଭଡ଼ା ର ଆଣିବ

  • @sureshchandramallick3216

    @sureshchandramallick3216

    22 күн бұрын

    କଣ କଲା ସେ !

  • @prabhasinipujary3713
    @prabhasinipujary371322 күн бұрын

    ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ।

  • @aiamoodisha
    @aiamoodisha22 күн бұрын

    ନବୀନ ବାବୁ ଓଡିଆ କହିପାରୁ ନଥିବାରୁ ଓଡିଆ ଭାଷା ଲୋପ କରିବା ପାଇଁ ଚାଲ

  • @LISTENBHARAT
    @LISTENBHARAT22 күн бұрын

    ନାଇଁ ଆଜ୍ଞା, ଜଣେ ସଚେତନ ଓଡ଼ିଆ ଭାବେ ଏ ସବୁଥିରେ ମୁଁ ବହୁତ ପ୍ରତିକ୍ରିୟାଶୀଳ, ହେଲେ ନିରୁପାୟ। କାହିଁକି ନା, ଚତୁଃପାର୍ଶ୍ଵ ରେ କେବଳ ସ୍ୱାର୍ଥାନ୍ଧ ମାନଙ୍କ ଗହଳି। କିନ୍ତୁ ସମୟ ନିକଟତର ହୋଇଆସୁଛି ଏ ସବୁ ଅନ୍ତ ଘଟିବାର। ଜୟ ଜଗନ୍ନାଥ 🙏🙏🙏

  • @sureshchandramallick3216
    @sureshchandramallick321622 күн бұрын

    ମୋ ଚିନ୍ତାଧାରା ସହ ଅନୁକୂଳ ଆଲୋଚନା, ତର୍ଜମା ଓ ଅନୁଶୀଳନ କରିଥିବାରୁ, ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ସାଧୁବାଦ ତଥା କୃତଜ୍ଞତା ଜଣାଉଛି। ବହୁତ୍ ବହୁତ୍ ଧନ୍ୟବାଦ୍ ସତ୍ୟପ୍ରକାଶ ବlବୁ।

  • @Save_Odisha_from_looters
    @Save_Odisha_from_looters22 күн бұрын

    ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @Save_Odisha_from_looters
    @Save_Odisha_from_looters22 күн бұрын

    ଏବ ଠୁ ସୁଧୁରିଜାଅ ନହେଲେ ଓଡ଼ିଆ ଙ୍କୁ ଲୁଟିବାକୁ ଗୋଟିଏ ଅଣଓଡିଆ ସଚିବ ଲୁଟେରାଙ୍କ କାରନାମାର କଳାପାହାଡ ର ଭୂମିକା ତୁଲଉଛି ଓଡିଶାରୁ ବିଜେଡି ଶରକାର ହଟାଅ ଓଡିଶା ବଚାଁଅ ତେବେ ଓଡ଼ିଆ ଙ୍କୁ ସମ୍ମାନ ମିଳିବ ଓଡିଶାର କାମ ଓଡ଼ିଆ ଠିକାଦାର ପାଇବେ ଓଡିଆ କାମ ପାଇବେ ଓଡିଶାର ଉନ୍ନତି ହବ ନହେଲେ ସବୁ ଚାକର ବୋହି ନେଇ ଜିବ

  • @saisuman5220
    @saisuman522022 күн бұрын

    What is this.....??? ଓଡ଼ିଆ ଅସ୍ମିତା ବିପଦରେ ପଡ଼ି ଗଲାଣି ରେ ଭାଈ।

  • @Save_Odisha_from_looters
    @Save_Odisha_from_looters22 күн бұрын

    ପାଣ୍ଡୁ କଣ୍ଢେଇ କରି ନବୀନକୁ ନଚାଉଛି ଭୋଟ୍ ପାଇଁ | ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ | ପାଣ୍ତିଆନ ଜଣେ ଧଳା ସାଟ୍ ପିଦ୍ଧା କଳାପାହାଡ.... । ସବୁ ଧ୍ବସଂ କରିଦେବ । ନାରୀ ମାନେ, ଯୁବକ ଭାଇ ମାନେ ଜାଗ୍ରତ ହୁଅ । ଜାଗ ଓଡିଆ ଜାଗ ।

  • @trilochanpatnaik6321
    @trilochanpatnaik632122 күн бұрын

    ଚାଳିଶ ପ୍ରଚାରକ ବୋଧେ ପାତାଳ କୁ ଗଲେଣି। କେବଳ ପାଣ୍ଡିଆ ନବୀନ ଯୋଡ଼ି BJD ଦଳର ସର୍ବେସର୍ବା। ଏଥର bjd ଜିତିଲେ ମାତ୍ର ଦୁଇ ଜଣଙ୍କୁ ନେଇ ମନ୍ତ୍ରୀ ମଣ୍ଡଳ ଗଢା ହେବ ଓ ଓଡ଼ିଶା ବାସୀ ତାଙ୍କ ଦ୍ଵାରା ଶାସିତ ହେବେ।

  • @bknewsodisha273
    @bknewsodisha27322 күн бұрын

    ଆଜ୍ଞା ଏତେ ମାଫ କରିବା ସମିଚୀନ ନୁହେଁ l କାରଣ ଛୁଆଟିଏ ଜନ୍ମ ହୋଇ ପାଞ୍ଚ ବର୍ଷର ହେଲାବେଳକୁ ପ୍ରାଞ୍ଜଳ ଭାବରେ ଓଡ଼ିଆ କହିପାରୁଛି, ସେ ତ 25ବର୍ଷ ହେଲା ଶାସନ କରୁଛନ୍ତି

  • @debendranarayandash9040
    @debendranarayandash904022 күн бұрын

    ସମସ୍ତ ସାମ୍ବାଦିକ ଧର୍ମର ପକ୍ଷ ନିଅନ୍ତୁ ନହେଲେ ନିରବ ରୁହନ୍ତୁ ଥରେ ମାତ୍ର ପରିବର୍ତ୍ତନ

  • @debashishacharya3814
    @debashishacharya381422 күн бұрын

    ପରିସ୍ଥିତିକୁ ଦେଖି ମଧ୍ୟ ନେତାମାନେ ସହମତି ପ୍ରଦାନ କରିବାକୁ ଆସୁନାହାନ୍ତି।

  • @PurnachandraHub3959
    @PurnachandraHub395922 күн бұрын

    ନିଶ୍ଚିନ୍ତ ଭାବରେ ଏଇ ଏପିସୋଡ୍ ଟି ଅତ୍ୟନ୍ତ ଠିକ୍। ଗୋଟିଏ ଜିନିଷ ସେ ହେଉଛି ଭାଷା। ମଣିଷର ବିବେକ ଆଉ ଯୋଗ୍ୟତାକୁ ଦର୍ଶାଇ ଥାଏ।

  • @sasikantkant4780
    @sasikantkant478022 күн бұрын

    ୧୦୦ ରୁ ୧୦୦୦ ମିଛ କହି ଆପଣ କୁ ଭୁତେଇବ ଏ ନବିନା,ମରଣ କାଳେ ବିପରୀତ ବୁଦ୍ଧି

  • @L.kstatus694
    @L.kstatus69422 күн бұрын

    ନବୀନ ଆଉ ପଣ୍ଡିୟ।ନ ଓଡ଼ିଆ ନୁହଁନ୍ତି ,ଓଡ଼ିଆ କେମିତି କହିବେ ,ଆଉ ନବୀନ 25 ବର୍ଷରେ ଓଡ଼ିଆ ଶିଖି ପାରିଲେନି ,pandiyan କଣ ଶିଖି ବେ😂😂

  • @jnanranjanswain6504
    @jnanranjanswain650422 күн бұрын

    Good Analysis

  • @shibabehera3702
    @shibabehera370222 күн бұрын

    ଶଳା ରବି ଦାସ sale ହୌଇ ଗଲା sir

  • @chayiye
    @chayiye22 күн бұрын

    ଏଇ ପ୍ରତିକ୍ରିୟା ରେ ରୋହିତ ପୁଝାରୀ କହିଲା ଏହା ଟୋଙ୍ଗ ସ୍ଲିପ ଠିକ୍ କଥା ତାପରେ ଭୁଲ ସୁଧାରି ପାରି ଥାନ୍ତେ କିନ୍ତୁ ଦୁର୍ଭାଗ୍ୟ ରୋହିତ ଗୋଟେ ଚାତୁଡ଼ାର ପାଣ୍ଡୁ ର କାହିଁ ଭୁଲ ଧରିବେ

  • @user-yd7dq7ij6w

    @user-yd7dq7ij6w

    22 күн бұрын

    ଧନ୍ୟବାଦ pujhari ବାବୁ

  • @prasantakumarsahoobidyabha6501
    @prasantakumarsahoobidyabha650122 күн бұрын

    Sir ଆମେ ତ 500 ଆଉ ମଦ ମାଂସ ରେ ସବୁ ଭୁଲି ଯାଉଛେ, ତାଳି ମାରିବାନି ଆଉ କଣ । ଧିକ ଆମକୁ ।

  • @ganeshKiD
    @ganeshKiD22 күн бұрын

    Nirapekhya Sambadikata Thanks to you Sir🙏🙏

  • @alekhakumarsahu7529
    @alekhakumarsahu752922 күн бұрын

    Language has its own civility.

  • @bipinbehera9510
    @bipinbehera951022 күн бұрын

    Correct Satya Sir

  • @Manoranjan-82
    @Manoranjan-8222 күн бұрын

    Right analysis

  • @satyabratadas3829
    @satyabratadas382922 күн бұрын

    U r 100% r8 sir...

  • @satyabratadas3829
    @satyabratadas382922 күн бұрын

    Ur analysis is very excellency sir...

  • @JasH-avoice
    @JasH-avoice22 күн бұрын

    Very very true review as a reporter .A real and true reporter 🙏🏻

  • @hiranmayisarangi4496
    @hiranmayisarangi449622 күн бұрын

    ଏ ହେଉଛି ଓଡିଶା ଅସ୍ମିତା ର କଥା

  • @nirmalkumarpanda2829
    @nirmalkumarpanda282922 күн бұрын

    Described perfectly. 🙏

  • @pareshmeher477
    @pareshmeher47722 күн бұрын

    Suresh pujari next CM

  • @user-wj3lf4xi7n
    @user-wj3lf4xi7n22 күн бұрын

    That was grate thank you

  • @chandansenapati2248
    @chandansenapati224822 күн бұрын

    ଆପଣ କୁହନ୍ତୁ କିଏ ଠିକ୍ କିଏ ଭୁଲ

  • @Updated_News_
    @Updated_News_22 күн бұрын

    ବିଜେଡି ହଟାଅ....ଓଡ଼ିଶା ବଞ୍ଚାଅ।। 🚩ଜୟ⭕‼️⭕ଜଗନ୍ନାଥ,🚩ଜୟ🏹ଶ୍ରୀ ରାମ।। 🙏🙏🙏

  • @nabakishoresamal7085
    @nabakishoresamal708522 күн бұрын

    Bilua Saguna chikistak hele saba ki paiba prana?

  • @manojkantadash3099
    @manojkantadash309921 күн бұрын

    Excellent analysis

  • @surajkumarjena1269
    @surajkumarjena126922 күн бұрын

    When u were in z Kalinga it was my favourite news channel.....after that u disappeared from electronic media and went to print media....so here my request plz go to a mainstream media like otv....I will be more happy to see you there.

  • @mrutyunjayajena4784
    @mrutyunjayajena478422 күн бұрын

    ସିଏ ଶଳା ତ ତାମିଲ ସେ କଣ କହିବ ଓଡ଼ିଆ ଭାଷା

  • @dhaneswardas7823
    @dhaneswardas782322 күн бұрын

    ଆପଣ ଓଡ଼ିଆ ଆପଣଙ୍କର ଏଥରେ ଭୂମିକା କ'ଣ? ଜଣେ ଲୋକ ସମସ୍ତଙ୍କୁ ଭୁଆଁ ବୁଲାଇବା କଣ ଉଚିତ, ନବୀନଙ୍କୁ ଯାହା ଭଲ ଲାଗିବ ତାହା କ'ଣ ସମସ୍ତଙ୍କୁ ଭଲ ଲାଗିବ? Every one should remain that, Be smart is Good, but Oversmart is not at all good and appreciable.

  • @legendgamer994
    @legendgamer99421 күн бұрын

    Good analysis

  • @miracleoasis
    @miracleoasis22 күн бұрын

    So True....

  • @drvinay07
    @drvinay0722 күн бұрын

    ଏତେ ଆଉ ଜ୍ଞାନ ଦିଅ ନାହିଁ ମ। ଯାହାର ସ୍ବାଭିମାନ ନାହିଁ ତାର କିଛି ନାହିଁଁ।

  • @manashpradhan8580
    @manashpradhan858022 күн бұрын

    Nice episode

  • @subasdash369
    @subasdash36922 күн бұрын

    Ur right sir

  • @subham94bgh
    @subham94bgh21 күн бұрын

    Nice ....

  • @belalsensenapati1300
    @belalsensenapati130021 күн бұрын

    ଏବେ ଏ ଶଳେ ଗଲେ କୁଆଡ଼େ ଯେଉଁମାନେ ସମ୍ବଲପୁର ଲୁଙ୍ଗି କି ଟାଣି ଆଣି ସମ୍ବଲପୁର ବୁଣାକାରମାନଙ୍କୁ ଅପମାନ ଓ ସମ୍ବଲପୁରକୁ ଅପମାନ କହି ନିଜେ ଲୁଙ୍ଗି ପିନ୍ଧି ନାଚିଲେ। ଓଡ଼ିଆ କବିଙ୍କୁ ଅପମାନ ସାରା ସମ୍ବଲପୁର ତଥା ସାରା ଓଡ଼ିଶାକୁ କଣ ଅପମାନ ନୁହେଁ କି?

  • @sunilranjanbhol1805
    @sunilranjanbhol180522 күн бұрын

    ସତ୍ୟପାଠ ଭାଇ , ଆପଣ ଏ ସୁରପୁଅ ଉପାକ୍ଷାନ ଟି ଠିକ୍ ସେ ବୁଝି ନାହାନ୍ତି,

  • @JaiUtkalaMaa
    @JaiUtkalaMaa21 күн бұрын

    ପାଣ୍ଡୁ ନ ରହିଲେ ନବୀନକୁ anxiety attack ହବ। ସେଥିପାଇ ପାଣ୍ଡୁ ଓ ନବୀନାର ଗୋଟିଏ ପିସଓ ସବୁ ବେଳେ ଛାଇ ଭଳି ତା ଆଗ ପଛରେ ରହିବେ। ନବୀନା କୁ ଭୟ ଲାଗେ କେହି ଅଲଗା ଲୋକ ତାର ବେସି ପାଖକୁ ଆସିଲେ। ନବିନାକୁ କିଛି ଔଷଧ ଯୋଗୁ କିମ୍ବା ବୃଦ୍ଧ ଅବସ୍ଥାର ପାଗଳାମି ଗ୍ରାସ କରିଛି।

  • @PurnachandraHub3959
    @PurnachandraHub395922 күн бұрын

    Actually thik katha odisha ra barista kabi mananku ebhali kahiba thik nuhen. କାଗଜ ନ ଦେଖିକି ଭୁଲ୍ କହିବା ଠାରୁ କାଗଜ ଦେଖିକି ଠିକ୍ କହିବା ଭଲ

  • @durgacharanpradhan5309
    @durgacharanpradhan530921 күн бұрын

    What you are saying is the voice of congress party.

  • @swaindillip4438
    @swaindillip443822 күн бұрын

    ସତ କଥା ପୁରା

  • @swarajkumarbej3768
    @swarajkumarbej376822 күн бұрын

    ଆଜ୍ଞା!! ମାଙ୍କଡ ହାତରେ ଶାଳଗ୍ରାମ ଦେଲେ କ'ଣ ହୁଏ?? କଥାରେ ଅଛି-- ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ??

  • @anitabehera8756
    @anitabehera875622 күн бұрын

    Star speakers are in the sky 😊

  • @DeepakSahoo1986
    @DeepakSahoo198622 күн бұрын

    Sira parisra

  • @umakantaswain8290
    @umakantaswain829021 күн бұрын

    ଓଡିଶା ରାଜନେତା ଙ୍କ ର ରୂପାନ୍ତରିକରଣ ହୋଇଛି.ଓଡ଼ିଆ ରୁ ଅଣ ଓଡ଼ିଆ.

  • @sidhakatha_2021
    @sidhakatha_202121 күн бұрын

    ଏହି ମାନଙ୍କୁ ମହୋଦୟ , ମାନ୍ୟବର , sir ଆଦି ସମ୍ବୋଧନ କରିବା ଅନୁଚିତ

  • @laxmipriyasamantaray9375
    @laxmipriyasamantaray937522 күн бұрын

    Padu ku apana tike adhik bhala pauchanti..ma..satya babu😮

  • @user-xb5js1lj2r
    @user-xb5js1lj2r22 күн бұрын

    ଯିଏ ଯେମିତି ହେବ ତାକୁ ସେମିତି ସମ୍ମାନ ଦେବା ହେଉଛି ଉଚିତ କାର୍ଯ୍ୟ । ସୁର ରାଉତ ଯଦି ବରିଷ୍ଠ ପରି ରହନ୍ତା ତେବେ ସେ ସେପରି ସମ୍ମାନ ପାଇଁ ଯୋଗ୍ୟ ହୁଅନ୍ତା । କଥାରେ ପରା ଅଛି , " ଦେଖିବ ଯେମନ୍ତ୍ର ଆଚାର କରିବ ତେମନ୍ତ ବିଚାର । "

  • @pallimadhuriodiafolksong2771
    @pallimadhuriodiafolksong277122 күн бұрын

    କିହିହେଉ ନାହିଁ କି ସହିହେଉ ନାହିଁ। ଦୁଃଖ ର ବିଷୟ ଓଡିଆ ଭାଷା ଓ ସଂସ୍କୃତି କୁ ଲୋପ କରିବାକୁ ଗୁପ୍ତ ମନ୍ତ୍ରଣା ଚାଲିଛି।

  • @dillipkumarbaral2994
    @dillipkumarbaral299422 күн бұрын

    Good sambadik

  • @debrajbehera8341
    @debrajbehera834122 күн бұрын

    Thanks for your healthy comments.

  • @anitabehera8756
    @anitabehera875622 күн бұрын

    Odisha needs a true odiya leader.

  • @megharaybaske8373
    @megharaybaske837321 күн бұрын

    ମୂଳ ହେଲା ଆମ ଓଡ଼ିଶାର ଓଡ଼ିଆ ସଵୁ ଭକୁଆ ଆଉ ପାଣ୍ଡିଆନ ଛତ୍ର ଛାୟା ତଳେ ରହିଲେ ଏହା ହେଵ

  • @khageswersahoo3140
    @khageswersahoo314022 күн бұрын

    ଓଡ଼ିଆ ଙ୍କ ମୁହଁ ରେ ମୁତିଲେ ଵି ପାଣ୍ଡୁ ତାମିଲି ଆସିବ ଓଡିଶା ରେ

  • @ritesh.panipani4472
    @ritesh.panipani447222 күн бұрын

    ସତ୍ୟ ବାବୁ ଏ ନିର୍ବାଚନ କହିବ... ବଙ୍ଗାଳି ଙ୍କ ଭାଷା ରେ ଓଡ଼ିଆ ମେଣ୍ଡା ନା ଓଡ଼ିଆ ହିରୋ

  • @manojbehera5291
    @manojbehera529122 күн бұрын

    Val laguni apankar upastapana

  • @dr.adikandabiswal3866
    @dr.adikandabiswal386622 күн бұрын

    Odi bhai jago

  • @ranjitanayak4596
    @ranjitanayak459622 күн бұрын

    Apan jaha kahuchanti thik. Apanku dhanybaad.

  • @pradiptaroul5826
    @pradiptaroul582622 күн бұрын

    କ୍ରୀତଦାସମାନେ ପ୍ରଚାରକରିପାରିବେ ନାହିଁ

  • @ambrishkumarbanchhor2200
    @ambrishkumarbanchhor220022 күн бұрын

    ବିଶ୍ବ ଦେଖ ମଧୁମୟ ରେ ଜୀବନ ବିଶ୍ବ ଦେଖ ମଧୁମୟ ମଧୁର ଝରଣ କରିବ ହରଣ ତୋ ପାପ ମରଣ ଭୟରେ ଜୀବନ- ସ୍ବଭାବ କବି ଗଙ୍ଗାଧର ମେହେର🙏🙏🙏

  • @bimalagrawal9314
    @bimalagrawal931422 күн бұрын

    ସତ୍ୟବାବୁ ! ଯେଉଁଠି ଭାଜପା ଯେତେ ସକ୍ରିୟ ସେଠାରେ ବିରୋଧିନ୍କ ପ୍ରତି ଭାଷାର ସ୍ତର ସେତିକି ଅନୁପାତରେ ନିମ୍ନ । ସୋନିଆ ,ରାହୁଲନ୍କ ସମେତ ସମୁଚା ବିରୋଧିଦଳ ପ୍ରତି ପ୍ରଧାନମନ୍ତ୍ରୀ ଯେପରି ଭାଷା ବ୍ୟବହାର କରନ୍ତି ଏବଂ ଯେଉଁ ଭାବରେ କୁହନ୍ତି ତାହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ହେବାକଥା ନୁହେଁ। କିନ୍ତୁ ଭାରତର ଭୋଟର ଯେହେତୁ ରାଜନୈତିକ ପଶୁ " political animal " ସ୍ତରକୁ ଚାଲିଗଲେଣି ସେମାନେ ଅପଶବ୍ଦକୁ ଉପଭୋଗ କରନ୍ତି ଓ ତାଳି ବଜାନ୍ତି । ଟିଭି ପରଦାରେ ଏବେ ହେଉଥିବା ବିତର୍କରେ ପ୍ରବକ୍ତାମାନେ ପ୍ରସନ୍ଗ ସମ୍ପର୍କରେ ସତ୍ୟକୁ ତଥ୍ୟ ସହ ଉପସ୍ଥାପିତ କରିବା ଅପେକ୍ଷା ବ୍ୟକ୍ତିଗତ ଚରିତ୍ରହନନ ଉପରେ ଅଧିକ ଦୃଷ୍ଟି ଦିଅନ୍ତି। ଗୋଟିଏ ସଂସଦୀୟ ଗଣତନ୍ତ୍ରରେ ପାନ୍ଡିଆନନ୍କୁ ପ୍ରସନ୍ଗ କରିବା ଆମ ବୈଚାରିକ ବିକୃତି ବୋଲି ମୁଁ ମନେକରେ। ଶାସନ ଓ ପ୍ରଶାସନ ସମ୍ପର୍କରେ ମନ୍ତ୍ରୀମନ୍ଡଳ ହିଁ ବିଧାନସଭା/ସଂସଦ ଓ ଲୋକମାନନ୍କ ନିକଟରେ ଉତ୍ତରଦାୟୀ। ତେଣୁ ପ୍ରଶ୍ନ କେବଳ ନବୀନ ପଟ୍ଟନାୟକନ୍କ ପ୍ରତି ଉଦ୍ଦିଷ୍ଟ ହେବା ଉଚତହ😅ଏ😅

  • @dhaneswardas7823
    @dhaneswardas782322 күн бұрын

    ସେ ଜଣେ ଭଲ ଲୋକ ହୋଇଥିଲେ ସେ ପ୍ରଥମେ ଆପଣଙ୍କ ଭଳି ଜଣେ ସମ୍ପାଦକ ଓ ସାମ୍ବାଦିକଙ୍କ ଓ ଅନ୍ୟ ମାନଙ୍କ ସହିତ ବହୁତ ଭଲ ଭାବରେ ମିଶି ଥାଆନ୍ତେ।

  • @Sambhunath_Patra
    @Sambhunath_Patra22 күн бұрын

    Congratulations 100k

  • @nabakishoresamal7085
    @nabakishoresamal708522 күн бұрын

    Satyababu Pandiji kahile badhuchi kanhiki ? Kartikeyan ru Kartik nije kuhauchanti anyamanak through re setebela ku majja laguchi ta !

  • @JaiUtkalaMaa
    @JaiUtkalaMaa21 күн бұрын

    ସୂର ବୁଢା ଅପରାଜିତାଙ୍କ ବିଷୟରେ ଯୋଉ ଅଭଦ୍ର ଟିପଣି ଦେଉଛି କେବେ ଶୁଣିନୁ କି ? କାହିଁକି ଞାନ ଝାଡୁଛୁ।

  • @user-ow1vm1eh5y
    @user-ow1vm1eh5y18 күн бұрын

    ଅନ୍ଯର ଦୋଷ ଦର୍ଶନ ଓ ସେସବୁର ବିସ୍ତାରପୂର୍ବକ ବର୍ଣ୍ଣନ କରିବା ଆଜିକାଲିର ସମୟରେ ଅଧିକାଂଶ ବ୍ଯକ୍ତିଙ୍କର (ସେ ନେତା,ମନ୍ତ୍ରୀ, ସାମ୍ବାଦିକ ଅବା ସାଧାରଣ ବ୍ଯକ୍ତି ହୁଅନ୍ତୁ ପଛେ) ରୁଚିରେ ପରିଣତ ହୋଇଛି; ଅଥଚ କୌଣସି ସମାଧାନର ଉତ୍ତମ ପ୍ରସ୍ତାବ ଦେଉନାହାନ୍ତି - ଏହା ଏକ ବିଡମ୍ବନା ।

  • @L.kstatus694
    @L.kstatus69422 күн бұрын

    ଅପରାଜିତା madam pandu ji କହି ଦେଲେ ବଢ଼ିଗଲା ,ନବୀନ Twitter handle ରେ ଯେ Twitte କରିଥିଲେ ମୋଦିଙ୍କୁ ଗାଣ୍ଡୁ ବୋଲି 😡😡 ସେ କହିଲେ ତ କଣ ହେଲା ,ଆହୁରି କହିବେ କଣ କରିବେ କର

  • @anamchandrabai7249
    @anamchandrabai724922 күн бұрын

    Right satya babu.

  • @manajmohanty8453
    @manajmohanty845322 күн бұрын

    Right

  • @prakashpanigrahi6393
    @prakashpanigrahi639321 күн бұрын

    ନବୀନ ବାବୁ ଧୃତରାଷ୍ଟ୍ର, ଓଡ଼ିଆ ଓ ଓଡିଶାବାସୀ ଏବେ ଯୁଦ୍ଧ ଭୂମିରେ ଅବତୀର୍ଣ୍ଣ

  • @shyamrana3266
    @shyamrana326622 күн бұрын

    Right sir

  • @JaiUtkalaMaa
    @JaiUtkalaMaa21 күн бұрын

    ଟିକେ ଅଧିକ ଞାନ ଝାଡ଼ୁଛ । ଓଡ଼ିଶା ଗଲାଣି ରସା ତଳକୁ । ତାମିଲ ମାଫିଆ ଲୁଟ ଚଲାଇଛନ୍ତି । ହଣା କଟା ଚାଲିଛି। ଭାଷାର ସୁଧାର କରିବାକୁ ଉପଦେଶ ଦଉଛ।

  • @ambrishkumarbanchhor2200
    @ambrishkumarbanchhor220022 күн бұрын

    ଶଙ୍ଖ କବି କାର୍ତ୍ତିକେୟ ପଣ୍ଡିଆନ।

  • @bipulcreation
    @bipulcreation22 күн бұрын

    ମାତୃଭୂମି ମାତୃ-ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନି-ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ 3:07

  • @user-sl4yh2yt4c
    @user-sl4yh2yt4c22 күн бұрын

    ଯିଏ ଓଡ଼ିଆ ନହୋଇ ନିଜକୁ ଓଡ଼ିଆ ଦେଖେଇ ହେବା ଆଚରଣ କରେ,ନିଜେ ଅପଦସ୍ତ ହେବା ସାର ହେବ... ଯେପରି, "ଜଗତେ କେବଳ ଜନେ ହସିବେ ଏହୁ ତହୁଁ ଫଳ..." ଏହି କଥାକୁ ପାଣ୍ଡିଆନ ବାବୁ ଭଲକି ଜାଣିଥାଅ...

  • @sukantakumarpadhihari7550
    @sukantakumarpadhihari755022 күн бұрын

    Every angle ରୁ ଏମାନଂକ ସିଷ୍ଟମ ନୀନ୍ଦନୀୟ। No vision for our ଦୁଃଖୀ ଓଡ଼ିଆ

  • @user-xy6oh5zp3n
    @user-xy6oh5zp3n16 күн бұрын

    A gentle appeal to Odia people to kick out bjd from the state . Don’t vote for 500 rs .

  • @KPTRUEFACT
    @KPTRUEFACT21 күн бұрын

    Bhola Raja o Chatur Mantri

  • @somuskofficial2084
    @somuskofficial208422 күн бұрын

    ଇଂରେଜ ମାନେ ଏହି ଭଳି ଭାବେ ଲୁଟିକି ପାଳେଇଯାଇଥିଲେ। ଦୁର୍ଭାଗ୍ୟ ର କଥା ୨୦୨୪ ରେ ଓଡ଼ିଆ ବି ଆଜି ଶୋଷିତ ହୋଇ ଚାଲିଛି

  • @ranjitmohanty8979

    @ranjitmohanty8979

    22 күн бұрын

    Right,I think same matter.

  • @ranjitmohanty8979

    @ranjitmohanty8979

    22 күн бұрын

    Chatukaritar phala swarup odisha Matti re aaji ana odia Raja.Se puni Odia pua ku challenge karuchi

  • @ritesh.panipani4472
    @ritesh.panipani447222 күн бұрын

    ସତ୍ୟ ବାବୁ ସୁର ବାବୁ.. ବାପ ବୟସ ର ଲୋକ.. ଅପରାଜିତା madam ଙ୍କୁ ଖରାପ ଭାଷା କହିବେ

  • @PITAMBARPATRA-bp4yy
    @PITAMBARPATRA-bp4yy22 күн бұрын

    Tathapi pandu ra kritadas banibe

  • @benudharpatra9256
    @benudharpatra925622 күн бұрын

    ଠିକ୍ କଥା କହିଛନ୍ତି। ସେ ବ୍ୟବହାର ଭଲ ଜାଣି ନାହାନ୍ତି ।

  • @MrPpcops
    @MrPpcops22 күн бұрын

    ଓଡିଶାର ଲୋକେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଗ୍ରହଣ କରିଆସିଥିଲେ କାରଣ ସେ ହେଉଛନ୍ତି ବିଜୁ ପୁତ୍ର। ବିଜୁ ବାବୁ ଙ୍କୁ ଲୋକେ ଯେତିକି ଭଲ ପାଉଥିଲେ ବା ସମ୍ମାନ କରୁଥିଲେ ତାହା ଅନେକ ବାକି ରହି ଯାଇଥିଲା । ତେଣୁ ଓଡିଆ ଲୋକେ ନବୀନ ବାବୁଙ୍କୁ ବଳକା ସମ୍ମାନ ଓ ଶ୍ରଦ୍ଧା ଦେଇ ଆସିଛନ୍ତି।

  • @belalsensenapati1300
    @belalsensenapati130021 күн бұрын

    ଆପଣଙ୍କ ଅନୁଶୀଳନ ଯଥାର୍ଥ। ଏ ଦିଗରୁ ଉଭୟ ବାରମ୍ବାର ଓଡ଼ିଆ ଅସ୍ମିତା ପ୍ରତି ଆଘାତ ଆଣୁଥିବା ପାଣ୍ଡିଆନ ଓ ଓଡ଼ିଆ ଅସ୍ମିତା ତଥା ଓଡ଼ିଶାର ମଙ୍ଗଳ କାମୀ ଅପରାଜିତା ସୁଧୁରିଲେ ତାଙ୍କ ପାଇଁ ଓ ତାଙ୍କ ଦଳ ପାଇଁ ଭଲ।

Келесі