No video

ଏଠି ରୁହନ୍ତି ୧୦୦ଟି ଜୁଆଙ୍ଗ ପରିବାର | ଏଠି ପହଞ୍ଚିବାକୁ ଚାଲି ଚାଲି ଯିବାକୁ ପଡ଼େ ୫କି.ମି | Keonjhar

Пікірлер: 194

  • @user-du3xv1kl9s
    @user-du3xv1kl9sАй бұрын

    ସୁନ୍ଦର ପରିବଶ ଭିତରେ ଗାଁ, ହେଲେ ଏଇ ଉପାନ୍ତ ଅଞ୍ଚଳ କୁ ଯିବାପାଇଁ ରାସ୍ତା ନାହିଁ। ଆପଣ ବହୁତ୍ କଷ୍ଟ ରେ ଯାଇ vdo କରିଥିବାରୁ ବିଶେଷ ବିଶେଷ ଧନ୍ୟବାଦ୍ । ଏହି ଏଇ ଗାଁ ର ଅବସ୍ଥା ସରକାର ଙ୍କ ଦୃଷ୍ଟି ରେ ପଡ଼ିବାକଥା।

  • @village623

    @village623

    Ай бұрын

    ❤❤❤

  • @sdpsamrat3180

    @sdpsamrat3180

    29 күн бұрын

    Jouthi sarakar ra najar padichhi seithi durniti au bhrastachar .....semane bhala re achhanti Santi re achhanti...... tension free life....

  • @bhagatff9029

    @bhagatff9029

    22 күн бұрын

    Bhai hospital nihati darkar subidha lagi​@@sdpsamrat3180

  • @S9Sitakant

    @S9Sitakant

    22 күн бұрын

    Sata kahila bhai​@@sdpsamrat3180

  • @lelinkumar6568
    @lelinkumar6568Ай бұрын

    ଭାଇ ଆପଣମାନଙ୍କ ସାହସ କୁ ମାନିବାକୁ ପଡ଼ିବ, risk ନେଇ ଇଣ୍ଟରିଅର୍ ଜାଗା କୁ explore କରୁଛନ୍ତି,ବହୁତ୍ ବହୁତ୍ ଧନ୍ୟବାଦ୍,ଆଗକୁ ସଫଳ କାମନା କରୁଛି,

  • @priyabratajena2481
    @priyabratajena2481Ай бұрын

    ବିଜୁଳି ଆବଶ୍ୟକ ଏ ଲୋକଙ୍କୁ ରାସ୍ତା ଵି ଆବଶ୍ୟକ ଓଡିଶା ସରକାରଙ୍କୁ ଅନୁରୋଧ ଏ ଗାଁ କୁ ବହୁତ ଜଲଦି ରାସ୍ତା ଓ ବିଜୁଳି ଦରକାର ଆମେ ଯେମିତି ରହୁଛୁ ସେମାନେ ଵି ରୁହନ୍ତୁ ଅମେବି ଯେମିତି ଭୋଟ ଦଉଛୁ ସେମାନେବି ସେମିତି ଦେଉଛନ୍ତି ଖୁଵୁ ଶିଘ୍ର ଏ ମାନଙ୍କ ଦୁଃଖ ବୁଝା ଯାଉ 🙏🙏🙏🙏

  • @sumitmahanta1904
    @sumitmahanta1904Ай бұрын

    ପଣସନଶା ଗାଁର ସମସ୍ୟା ଲୋକଲୋଚନକୁ ଆଣିଥିବାରୁ ଆପଣଙ୍କୁ ଓ ଆପଣଙ୍କ ପୁରା ଟିମ୍ କୁ ଅନେକ ଅନେକ ଧନ୍ୟବାଦ୍ l ଆଶାକରେ ଏହି ଭିଡିଓ ଦେଖିଲେ ଜିଲ୍ଲାପ୍ରଶାସନ ଓ ସରକାର ଏଥିପ୍ରତି ଧ୍ୟାନ ଦେବେ l ଜୟ ମା ତାରିଣୀ 🙏🏻🚩l

  • @purnachandratudu8662
    @purnachandratudu8662Ай бұрын

    ଏ ପରିବେଶ ପାଣି ପବନରେ ମୁଁ ବଢି ଥିବାରୁ ଗର୍ବିତ

  • @dilsesunusuprava5497

    @dilsesunusuprava5497

    Ай бұрын

    ସେଇ ଗାଁ କୁ ମୋର ଯିବାକୁ ବହୁତ ଇଚ୍ଛା ହଉଛି।

  • @sradheyakumarbastia7954

    @sradheyakumarbastia7954

    Ай бұрын

    Bhai contact number tike dauna

  • @prasantanayak3429

    @prasantanayak3429

    23 күн бұрын

    କୋଉ ଖୁସିରେ ଗର୍ବିତ.... କୋଟି କୋଟି ଟଙ୍କା ଗାୟବ ହେଉଛି ରାସ୍ତା ପାଇଁ.... ଗର୍ଭବତୀ ସ୍ତ୍ରୀ ମାନେ ଖଟିଆରେ ବୁହା ହୁଅନ୍ତି ମେଡିକାଲ ଯିବାକୁ... ଶିକ୍ଷା ନାଁ ମୁଁ ଉଠାଉନି.... ଭାଇ ଖରାପ ଲାଗୁନି ଗର୍ବିତ କହିବାକୁ ? କାରଣ ମୁଁ ସେଇ ଜିଲ୍ଲା ଛୁଆ. ସେ ଭାଇ video କରି ଦେଖାଇଲେ କେନ୍ଦୁଝର ର କେତେ କଦର୍ଯ୍ୟ ଅବସ୍ଥା.... କିନ୍ତୁ ଲୋକେ କହିଲେ ଏଥିପାଇଁ ଆମେ ଗର୍ବିତ... thank you.

  • @BulilaToka

    @BulilaToka

    23 күн бұрын

    Message karantu Insta re

  • @adityavlogs7577

    @adityavlogs7577

    20 күн бұрын

    Mohon majhi ae aria ru jaichanti kichi ta karibe asa achi Bhai 😊😊

  • @alokdash5295
    @alokdash5295Ай бұрын

    ମୋର ବିଶ୍ବାସ ଆପଣ ଆଉଥରେ ସେ ଗାଁ ଗଲାବେଳକୁ ଗାଁ ର ପରିବେଶ ନିଶ୍ଚୟ ବଦଳିଯିଥିବ କାହିଁକି ନା ସିଏ ପରା ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା......

  • @SarojKumarvlog23

    @SarojKumarvlog23

    Ай бұрын

    Sure change heba

  • @Education_world03

    @Education_world03

    Ай бұрын

    mote laguni

  • @Ankurv8hnd

    @Ankurv8hnd

    19 күн бұрын

    Bala na

  • @Debu_Giri

    @Debu_Giri

    19 күн бұрын

    This is also present's home

  • @sujitbiswal9522
    @sujitbiswal9522Ай бұрын

    ଭାଇ ଏମିତି ଭିଡିଓ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤

  • @sibabeniya1074
    @sibabeniya107424 күн бұрын

    Jey gurudev. Sor kar semanoku sahajiyo koriba nihati dorkar.

  • @maasihasani1907
    @maasihasani1907Ай бұрын

    ଏମିତି ଜାଗାକୁ ନେଇ ଆପଣ ବିଡ଼ିଓ ବନେଇତିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ

  • @SagenMarndi-jq1ol
    @SagenMarndi-jq1olАй бұрын

    ଆମ ସରକାରଙ୍କର ଜଯନା ଗ୍ରାମବାସି ମାନଙ୍କୁ କେତେ ସୁବିଧା ମିଳିଅଛି ଏହିଟା ହେଉଛି ପ୍ରମାଣ

  • @thirdeye9492
    @thirdeye9492Ай бұрын

    ....... feels good... have a great change... be friendly sensitive nd civilized towards the villagers.. Hon'ble C.M belongs to this district.. requested to focuses on roads education health nd the economic development of the inhabitants Thanks a lot👍🏼👍🏼

  • @AbhiAvalanche
    @AbhiAvalancheАй бұрын

    Keunjhar bahut gan Sundar semiti total nature❤

  • @prasantarout4113
    @prasantarout4113Ай бұрын

    ୨୪ ବର୍ଷରେ ଥରେ ବି ଦୃଷ୍ଟିରେ ପଡିଲାନି ସରକାରଙ୍କର ଏବେ ନୁଆ ସରକାର କ'ଣ କରିବେ କିଏ ଜାଣେ

  • @mokaliare5242

    @mokaliare5242

    Ай бұрын

    ରାଇଟ୍ କହିଛ ଭାଇ

  • @Ankurv8hnd

    @Ankurv8hnd

    19 күн бұрын

    Samaste saman bhai

  • @santoshkumarmajhi5408

    @santoshkumarmajhi5408

    2 күн бұрын

    😂😂😂😂cm rA nija jila se jani parunii....kn kariba pacharucha??

  • @kanhashort3.0
    @kanhashort3.0Ай бұрын

    ନୁଆ ସରକାର ଙ୍କୁ ଆବେଦନ ଏହି ଗାଆଁଟି କୁ ରାସ୍ତା ପକ୍କା କରନ୍ତୁ ଏବଂ ବିଜୁଳି ଶକ୍ତି ଦିଅନ୍ତୁ

  • @sisirmohan7517
    @sisirmohan751721 күн бұрын

    ଏହି ଗାଁ ରେ କଣ ଗ୍ରାମୀଣ ଆୱାସ ରେ ଗୋଟିଏ ବି ଛାତ ଘର ମିଳିନି କି। ଦୁଃଖର କଥା।😢

  • @BulilaToka

    @BulilaToka

    21 күн бұрын

    @@sisirmohan7517 ନା ଭାଇ

  • @manasranjanbiswal3228

    @manasranjanbiswal3228

    14 күн бұрын

    ନବୀନ ବାବୁ ଆର ଥର ଜିତିଲେ ସାନସ୍ତଙ୍କୁ ପକ୍କା ଘର ଦେବେ...ପୂର୍ବରୁ 25ବର୍ଷ ସେ ଜାଣିଥିଲେ କିନ୍ତୁ ତାଙ୍କର ମାନେ ନାହିଁ ।

  • @manasranjanbiswal3228

    @manasranjanbiswal3228

    14 күн бұрын

    ନବୀନ ବାବୁ ଆର ଥର ଜିତିଲେ ପକ୍କା ଘର କରେଇଦେବେ 25ବର୍ଷ ରେ ଜାଣିଥିଲେ କିନ୍ତୁ ଭୁଲିଯାଇଛନ୍ତି ଆଉ ଏଥର ଦେବେ ବା

  • @niranjanmohapatra849
    @niranjanmohapatra849Ай бұрын

    ଭୁବନେଶ୍ୱର ଆସନ୍ତୁ ଏବଂ ନେତା ମନ୍ତ୍ରୀଙ୍କୁ କହି ଉକ୍ତ ସ୍ଥାନର ସମସ୍ୟା ସମ୍ପର୍କରେ ଅବଗତ କରାନ୍ତୁ.... ଜୟ ଜଗନ୍ନାଥ 🙏🙏🙏

  • @satyajitjenaopenschool
    @satyajitjenaopenschool13 күн бұрын

    ତଳ ପଣସନସା ଓ ଉପର ପଣସନସା , ଏମିତି ଦୁଇଟି ଗାଁ । 2004 ରେ ମୁଁ ଏ ଗାଁ କୁ ଯାଇଥିଲି। 2024 ରେ ବି ସେୟା , ଯାହା ଦେଖିଲି ।

  • @satyabratadash7446
    @satyabratadash7446Ай бұрын

    Bhai tume mahan❤

  • @Umesh-pintu1vlog
    @Umesh-pintu1vlog18 күн бұрын

    24 ବର୍ଷ ସରକାର ରେ ରହି କି ଓଡିଶା କୁ ଶାସନ କଲେ, ଏ 24 ବର୍ଷ ଭିତରେ କେତେ ଥର ଭୋଟ ହେଲାଣି, କେତେ ଥର ନେତା ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସିଥିବେ, କଣ ସରକାର ରାସ୍ତା ଟେ କରିପାରିଲେନି କି ଲାଇନି କି ଘର ଖଣ୍ଡେ ଦେଇପାରିଲେନି, ଖାଲି ଫୁଟାଣି ମାରୁଛନ୍ତି ବିଜେଡି ନେତା ଆଉ ମନ୍ତ୍ରୀ, କହୁଛନ୍ତି ଆମେ ସବୁ କରିଦେଇଛୁ, ନବୀନ ବାବୁ ଏଇଥି ପାଇଁ ଆପଣ ଓଡିଶା ର no 1 ମୁଖ୍ୟମନ୍ତ୍ରୀ

  • @dentist67
    @dentist6710 күн бұрын

    Awesome video, focus on these type of village. way to go

  • @kamalinibehera7885
    @kamalinibehera7885Ай бұрын

    ଏମାନଙ୍କୁ ମାତା ପିତା ମହେଶ୍ୱର ନମଃ।

  • @village623

    @village623

    Ай бұрын

    Jai shri ram❤

  • @shashikant-tw3uk
    @shashikant-tw3ukАй бұрын

    I thank you from my heart because the video that you are showing has never been shown by the media. But how much effort and how much trouble have you taken to make all these videos public, if it means you are doing a great job?

  • @DesiBlood123
    @DesiBlood123Ай бұрын

    Mohan sarkar tike dekhi diathu nija area plz development karantu

  • @SarojKumarvlog23

    @SarojKumarvlog23

    Ай бұрын

    Already CM nku dia sarilani

  • @soumyasarkar4873
    @soumyasarkar4873Ай бұрын

    Beautiful Odisha, nice and helpful Odiya people ❤

  • @user-bq5vt3lo5o
    @user-bq5vt3lo5oАй бұрын

    ବହୁତ ସୁନ୍ଦର ଗାଁ ଦେଖାଲ ଭାଇ ମୋର ଅନୁରୋଧ ବର୍ତମାନ ର ବିଜେପି ସରକାର କେ ଓଡ଼ିଶାରେ ଆଉ ଅନେକ ଗାଁ ମାନେ ଅଛେ ଇ ଗାଁର ସମସ୍ୟା ଯେନ୍ତା ଗତି କରୁଛନ ଯଥାଶୀଘ୍ର ଯାହା ଦରକାର ଅଛେ ପୁରା କରାଯାଉ....

  • @spanda5490
    @spanda5490Ай бұрын

    କୋଉ ଯୁଗରେ ଏମାନେ ବଞ୍ଚିଛନ୍ତି ,କଣ news channel ବାଲା ଶୋଇଛନ୍ତି, ସରକାର ତୁରନ୍ତ ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରନ୍ତୁ,ଲାଗୁଛି ଡାନି ଘଡେ଼ଇ aria eita କଣ BJD ବିଧାୟକ ବି ଘରେ ଖଇ ସୋଇ ପଡ଼ିଥିଲେ ,ବହୁତ୍ ନିନ୍ଦନୀୟ ଘଟଣା,ଭାରି ଦୁଃଖ ଦାୟକ ଘଟଣା।

  • @SarojKumarvlog23

    @SarojKumarvlog23

    Ай бұрын

    Ye hauchhi khani khadan re bharpur Kendujhar zilla

  • @subashdalai8893

    @subashdalai8893

    Ай бұрын

    24 barsa sasansre kichi nahi

  • @prabirakumarpanda1859
    @prabirakumarpanda185926 күн бұрын

    Absolutely awesome ❤😂❤ from jajpur

  • @user-xd8vk5ry1h
    @user-xd8vk5ry1hАй бұрын

    ଏ ଇଟା ବିଜୁ ବାବୁଙ୍କ ର ସୋପନ

  • @Supreme25288

    @Supreme25288

    14 күн бұрын

    MC majhi area eita

  • @Memory1024TB
    @Memory1024TB22 күн бұрын

    Thanks a lot bhai... Ebhali undeveloped village discover kariba pai... Govt. Focus kariba katha esabu jaga ku....

  • @ranjitabiswal3656
    @ranjitabiswal3656Ай бұрын

    Plz send this video to our chief minister sir, for helping them 🙏

  • @jagasahoo6334
    @jagasahoo6334Ай бұрын

    Joy ho bhae

  • @satundhal6477
    @satundhal6477Ай бұрын

    Thanks brother. Beautiful place.

  • @Sudhansupurty1981
    @Sudhansupurty1981Ай бұрын

    Most I like ur explain village tribal video.happy good .iam sudhansu from khiching . beautiful explain .welldon

  • @BulilaToka

    @BulilaToka

    Ай бұрын

    Thanx bhai

  • @bidhanchandradas5979
    @bidhanchandradas5979Ай бұрын

    Send this video to all news channel

  • @bapinanaik1278

    @bapinanaik1278

    25 күн бұрын

    Neta too b kharap reporters

  • @user-en4gb5zq9s
    @user-en4gb5zq9s29 күн бұрын

    Good. Bhai

  • @girish.chandranayak1257
    @girish.chandranayak125710 күн бұрын

    Jay jagannatha 🙏 bhai 🙏

  • @nibedanamusic7718
    @nibedanamusic7718Ай бұрын

    ୨୪ ବର୍ଷ ନବିନ ପାଣ୍ଡୁ ମିଶି ତୁମ ଉନ୍ନତି ନାଁରେ କୋଟି କୋଟି ମାରି ଖାଇଛନ୍ତି

  • @SarojKumarvlog23

    @SarojKumarvlog23

    Ай бұрын

    Exactly

  • @user-xb5xi8oo2i
    @user-xb5xi8oo2i14 күн бұрын

    Very good sir video

  • @imranmohammed7167
    @imranmohammed7167Ай бұрын

    Bahut sundar vlogs

  • @swadesh213
    @swadesh213Ай бұрын

    Bahut badhia bandhu super

  • @muna3gk
    @muna3gkАй бұрын

    ବହୁତ ଭଲ କାମ କରୁଛନ୍ତି ❤🙏✅

  • @kalumahanty3584
    @kalumahanty3584Ай бұрын

    ଧନ୍ୟବାଦ, ମାଡି ଚାଲ

  • @nirasahu6409
    @nirasahu6409Ай бұрын

    jay sri jagannath bahut sundar video 🎉

  • @kanhusona3079
    @kanhusona307929 күн бұрын

    Bhai dil khush hei gala ❤❤❤😊😊

  • @RjHembram-vlog
    @RjHembram-vlogАй бұрын

    Bahut bholo paribesa

  • @KumarPrabhat796
    @KumarPrabhat796Ай бұрын

    ଭାଈ ତୁମକୁ ବୋହୁତ ଧନ୍ୟବାଦ୍ । ଦୁଃଖ ଲାଗୁଛି ।କିନ୍ତୁ ନୂଆ ଜାଗା ଦେଖିକି ଭଲ ଲାଗିଲା । ମୁଁ ସବୁବେଳେ ଶୋଇବା ପୁର୍ବରୁ ତୁମ video ଦେଖୁଚି 🎉❤❤❤

  • @BatakrushnaBehera-wf9hc
    @BatakrushnaBehera-wf9hcАй бұрын

    Jay jagannath

  • @spice-box2259
    @spice-box2259Ай бұрын

    Bahut sundar parebesa😌😌😌

  • @jogesmeher9900
    @jogesmeher9900Ай бұрын

    Sundar village

  • @muodiajhia_
    @muodiajhia_Ай бұрын

    Bahut sundar paribesa

  • @santoshdakua6312
    @santoshdakua6312Ай бұрын

    bahut bahut dhanyawad. Bhai.👍

  • @Jai_jagganath
    @Jai_jagganathАй бұрын

    Keonjhar is a mineral rich State.But still people are going outside for livelihood. Hope current CM will definitely take worthy Action on this.

  • @apkasudhansu6267
    @apkasudhansu626724 күн бұрын

    Bahut bhala video

  • @SKUMARELECTRONIC
    @SKUMARELECTRONICАй бұрын

    ସେ ସଳା ଜିଲ୍ଲାପାଳ କ'ଣ କରୁଛି

  • @AnilPrasad-bv7zy
    @AnilPrasad-bv7zy20 күн бұрын

    Thanks sir social media re nangala nacha apekya emiti video asiba darkar nature bahut sundar hele road nahi bijulinahi school nahi sarkar janiba darkar share kara samaste a video

  • @dillipkumarbehera9060
    @dillipkumarbehera906019 күн бұрын

    Bhai great job. Apananku mor salute, apana ama Odisha bhitare durgam place ku jai ama mananku sabu se jagara details dei paruchanti , jaha dwara samna wala ku jadi jiba ku hue tahele taku atleast 40 percent Idea ta asi jiba

  • @BulilaToka

    @BulilaToka

    18 күн бұрын

    @@dillipkumarbehera9060 ଧନ୍ୟବାଦ୍ ଭାଇ ଆଉ ଗୋଟେ ଗାଁ ଅଛି ଦେଖନ୍ତୁ ପହଡ଼ ରେ ଗଲେ ପଡ଼େ ସେହି ଗାଁ ରାଇକିଆ ବ୍ଲକ କନ୍ଧମାଳ ଜିଲ୍ଲା ରେ

  • @SarbeswarSamanta-hp1vd
    @SarbeswarSamanta-hp1vdАй бұрын

    Cary on sir 🎉❤

  • @dasarathipradhan658
    @dasarathipradhan658Ай бұрын

    Odisha Government should think about them.

  • @NibeditaMohanty-ty3pg
    @NibeditaMohanty-ty3pgАй бұрын

    Thanq vai gariba lokanka dukha share Kariba pni

  • @toughSon001
    @toughSon001Ай бұрын

    Beautiful location,weather..

  • @user-qe8ro3ck3z
    @user-qe8ro3ck3zАй бұрын

    Sidha administration ku abhijog korunahanti

  • @setu82mr.sharetrends
    @setu82mr.sharetrendsАй бұрын

    Bhai aapana bahut bhala kama karuchanti bhagaban aapananku bhala rakhantu

  • @rudrapratapswain7844
    @rudrapratapswain7844Ай бұрын

    Sarkar nka drusti gochar hau

  • @abhimanyu1361
    @abhimanyu136126 күн бұрын

    I miss you Navin patnayak sir

  • @jkratu3516
    @jkratu3516Ай бұрын

    Bhai tuma video mu Dubai re dekhuchi bahut bhala laguchi Bhai ❤❤

  • @gobindachandranayak9576
    @gobindachandranayak9576Ай бұрын

    ଭାଇ ତମର ଭଲ ଭିଡିଓ ଯେ କିନ୍ତୁ description ଟା ଆଉ ଟିକେ ଭଲ ହେଲେ ଭଲ ହୁଅନ୍ତା,but after myself hints you, feelings is arrogant

  • @SarojKumarvlog23
    @SarojKumarvlog23Ай бұрын

    One of the best experience ever🎉🎉🎉🎉🎉🎉

  • @pravashpinu5558
    @pravashpinu5558Ай бұрын

    Dhanyabaad bhai dekhithibaaru

  • @FfGaming-j1w
    @FfGaming-j1w29 күн бұрын

    Love u bhai

  • @user-uw5wp8lr1w
    @user-uw5wp8lr1w6 күн бұрын

    So beautiful bhai❤❤❤❤

  • @surenkumar1734
    @surenkumar1734Ай бұрын

    Bahut bhala jaga bhai

  • @PastEventsTV
    @PastEventsTVАй бұрын

    I am odia but born and bought up outside odisha..I had always heard except some cities of odisha rest villages dont have proper roads , medicals , electricity etc..aaji dekhi neli ye video ru.. i dont understand odisha government pakhare kan paisa nahi road baneibaku..What main stream media of odisha doing..The owner of this channel i want to thank you for atleast giving a hope to these people..

  • @prasant6260
    @prasant6260Ай бұрын

    Kuade gale Bjd leaders.?

  • @manasranjanbiswal3228
    @manasranjanbiswal322814 күн бұрын

    ଏଥର ନବୀନ ବାବୁ ଜିତିଲେ ସବୁ ଘରକୁ ପକ୍କା କରିଦେବେ ୫t ଇସିକୁଲୁ ବ ଦେବେ ,ଏଥର ତମେ ମାନେ ଶଙ୍ଖ ବଜେଇଦିଅ ,ନବୀନ ବାବୁ ତୁମମାନଙ୍କର ୨୫ବର୍ସ୍ଗହ ରେ ଯୋଉ ବଜେଇ ପାରିନାହାନ୍ତି ଆଗାମୀ ଦିନରେ ବଜେଇଦେବେ (ଶଙ୍ଖ) ନବୀନ ଏଇଠି ତା ଅଫିସ ବ କରିଦେବ ଆଉ ପାଣ୍ଡୁ ବି ସହାୟତା ଯୋଗେଇଦେବ ଏତେ ଟଙ୍କା ଗାଣ୍ଡି ମାରିଛି ଅଳପ ବହୁତ ଦବ ସେ ବି।

  • @fakirmohanmuduli1435
    @fakirmohanmuduli1435Ай бұрын

    କୁନା ଭାଇ ବହୁତ୍ ଦିନ ପରେ ଏମିତି ଭିଡିଓ ତୁମେ ଆଣୁଛ ଯାହାକି ଲୋକ ମାନଙ୍କ ସୁବିଧା ଅସୁବିଧା ଦୁନିଆର ସବୁ ଲୋକ ଜାଣନ୍ତୁ କି ରାଜନୀତି ଖେଳ କେମିତି

  • @BulilaToka

    @BulilaToka

    Ай бұрын

    ହଁ ଏକ ଦମ୍ ଠିକ୍

  • @BulilaToka

    @BulilaToka

    Ай бұрын

    ହଁ ଏକ ଦମ୍ ଠିକ୍

  • @DRohanofficial
    @DRohanofficialАй бұрын

    Treasure of odisha

  • @kaushikjena7281
    @kaushikjena7281Ай бұрын

    ଭାଇ ଜଗା ଦେଖି ମନ ଖୁସି,,,,,,,

  • @madhusudanbhoi9565
    @madhusudanbhoi9565Ай бұрын

    ଭୟଙ୍କର

  • @sumeetmahakud8075
    @sumeetmahakud8075Ай бұрын

    Khushi lagila amo keondujhar dist ro vlog te kole kintu besi dukho lagila keondujharo bodo bodo neta montri thaeki yeh gaan ku kichhi bi subidha pohonchi parini mu kujineta manonku kohuchhi sarpanch bdo mla .mp wardmember kuade gole jaeki jotha sighro action niyajau gaa proti

  • @sanjivkumarbarik9005
    @sanjivkumarbarik900527 күн бұрын

    Dekhiba bjp sarkar kn karuchi a gaon pai Aau odisha pai..

  • @sagarbehera972
    @sagarbehera97224 күн бұрын

    Bhagwan apankun sakti diantu bhai😇😇😇

  • @krushnachandrasenapati5519
    @krushnachandrasenapati5519Ай бұрын

    Good work🎉😂❤️❤️❤️🥀

  • @sanjayavlogs
    @sanjayavlogsАй бұрын

    Beautiful

  • @creatordeepakkumaroffical921
    @creatordeepakkumaroffical921Ай бұрын

    Woo

  • @psrdx
    @psrdxАй бұрын

    ସାର୍ ଏଭଳି ଭିଡିଓ ଆଣନ୍ତୁ plz ବହୁତ ଭଲ ଲାଗେ ଦେଖିବାକୁ reply ଦେବେ please sir

  • @BulilaToka

    @BulilaToka

    Ай бұрын

    @@psrdx ନିଶ୍ଚିନ୍ତ ଭାଇ

  • @psrdx

    @psrdx

    Ай бұрын

    @@BulilaToka ଆପଣଙ୍କ ଭିଡିଓ ଦେଖିବା ପାଇଁ ମୁଁ ଚାତକ ଭଳି ଅନେଇ ଥାଏ

  • @BulilaToka

    @BulilaToka

    Ай бұрын

    @@psrdx ଧନ୍ୟବାଦ୍

  • @swarnamohanty3121
    @swarnamohanty3121Ай бұрын

    CM nka gan .

  • @soubhagyaparida7137
    @soubhagyaparida7137Ай бұрын

    Odisha sarkaranku nihati ethi prati dhyana deba daraka.nihati vabare nitidina jinisa ra subidha kariba hau.

  • @rajendrasahu3472
    @rajendrasahu3472Ай бұрын

    ଅତି ଆବଶ୍ୟକୀୟ ଭିଡିଓ ,, ସେହି ପରି କେବେ ଆମ ନୂଆପଡ଼ା ଜିଲ୍ଲା ପାଟାଦରା କୁ ବି ଆସନ୍ତୁ

  • @BulilaToka

    @BulilaToka

    Ай бұрын

    @@rajendrasahu3472 ଭାଇ ଆପଣଙ୍କ ଯୋଗା ଯୋଗ ନମ୍ବର ଦିଅନ୍ତୁ

  • @BulilaToka

    @BulilaToka

    Ай бұрын

    @@rajendrasahu3472 bhai contact details diantu

  • @truelines537
    @truelines537Ай бұрын

    Kn nabin sarkar 25 yrs re odisha ra no 1 cm

  • @gaurangasahoo6861
    @gaurangasahoo6861Ай бұрын

    Butyfull video ❤❤❤❤

  • @JobTub
    @JobTubАй бұрын

  • @narayanasahoo2325
    @narayanasahoo2325Ай бұрын

    Cm sir video dekhantu

  • @WHITE-gr5ox
    @WHITE-gr5oxАй бұрын

    JAY shree ram

  • @haijitu
    @haijituАй бұрын

    One day..we will be there for onecday

  • @user-go2iv8qq4q
    @user-go2iv8qq4qАй бұрын

    25 year. Sasana. Nabin pattanaik

  • @indiangamer3102
    @indiangamer3102Ай бұрын

    ଭାଇ ଗୋଟିଏ କଥା କହିବି ସରକାର ଆସିବେ ଏବଂ ଯିଵେ କିନ୍ତୁ ଲୋକଙ୍କ ସମସ୍ୟା ରହିବ କାରଣ ସମସ୍ୟା ହେଉଛି ଲୋକଙ୍କ ର ସରକାରୀ ନେତା ମନ୍ତ୍ରୀ ନୁହେଁ ଲୋକଙ୍କ ସମସ୍ୟା ରହିଛି ରହିବ , ସମସ୍ୟା ସେତେବେଳେ ସମାଧାନ ହେବ ଯେତେବେଳେ ସରକାର ଶିକ୍ଷିତ ହେଵେ ସମସ୍ୟା ର ସମାଧାନ ପାଇଁ ଜୟ ଜଗନ୍ନାଥ ସ୍ବାମୀ

  • @BDB130
    @BDB13010 күн бұрын

    ଅନେକ ରୁପାନ୍ତ ଅଞ୍ଚଳ ଅଛି ରେ ଭାଇ ବହୁତ ଗରିବ ବି ଅଛନ୍ତି ଗଛ ପତ୍ର ଖାଇ ବଞ୍ଚନ୍ତି

  • @BulilaToka

    @BulilaToka

    10 күн бұрын

    @@BDB130 କିଛି ଗାଁ ଠିକଣା କୁହନ୍ତୁ ଚେଷ୍ଟା କରିବୁ ପହଞ୍ଚିବାକୁ

  • @Preetam143able
    @Preetam143able16 күн бұрын

    I think as per rules forest boli roads development hei paribani

  • @user-sy4bx4bx8h
    @user-sy4bx4bx8hАй бұрын

    ଏ ମାନଂକର କଣ ଭାଷା

  • @BulilaToka

    @BulilaToka

    25 күн бұрын

    ଜୁଆଙ୍ଗ

  • @priyankabanerjee8287
    @priyankabanerjee8287Ай бұрын

    Top class video.

Келесі