ଗ୍ରାଜୁଏଟ କାଳିଆ ଭାଇଙ୍କ ସୁଆଦିଆ ରୋଷେଇ ପାଇଁ ପାଗଳ ଖାଦ୍ୟପ୍ରେମୀ !
ବର୍ତ୍ତମାନର ମହଙ୍ଗା ମାଡ ସମୟରେ ରାଜଧାନୀ ଭୁବନେଶ୍ବରରେ ଗ୍ରାହକଙ୍କୁ ମିଳୁଛି ଶସ୍ତା ଖାଇବା । ମାତ୍ର ୩୦ ଟଙ୍କାରେ ସାଧା ମିଲ୍ ମିଳୁଥିବା ବେଳେ ମାତ୍ର ୫୦ ଟଙଅକାରେ ମିଳୁଛି ମାଛ ମିଲ୍ ।
location-: maps.app.goo.gl/Wdykgksr5ZRhY...
#food , #streetfood, #foodvendor, #healthyfood , #cheapfood , #odiafood , #foodlover , #chickenmeals , #vegmeal , #inflation , #pricehike , #hotel , #foodnews , #foodies , #suchanatv24x7
Dear Viewers,
We have painstakingly prepared unique videos which have been carefully edited keeping in mind KZread policy and guidelines and the taste of our beloved viewers be it breaking news, national news, international news, videos or #shorts.
Thank You for watching #suchanatv24x7
Our social media platforms:
Website - suchanatv.com/
Twitter - / suchanatv24x7
Facebook- / suchanatv24x7
KZread - / @suchanatv24x7
Whatsapp- whatsapp.com/channel/0029Va9l...
For trade queries please contact us:
E-mail: suchanatv@24x7@gmail.com
Пікірлер: 307
Kou jaga re kuha mu jibi
@suchanatv24x7
17 күн бұрын
maps.app.goo.gl/Wdykgksr5ZRhYtRt7
@ashokpanda5311
17 күн бұрын
L❤❤❤❤❤ ,super @@suchanatv24x7
@arjunshortmasti1568
16 күн бұрын
Saheed Nagar
@SatyabratRay
15 күн бұрын
Sahid nager omfed side
@ajayakumarnayak8249
15 күн бұрын
Kau omfed saheed ngr t kete omfed achi
ଶଳା ଦହିବରା half plate 50 ଟଙ୍କା ଖାଇଲେ ପେଟ ପୁରୁନାହିଁ... ଏଠି ସାଦା ମିଲ୍ସ 30 ଟଙ୍କା ରେ ପେଟ ଭର୍ତି... ଧନ୍ୟ ଭାଇ ତମ ମଣିସ ପଣିଆ କୁ... ଭଗବାନ ତମ ପରିବାର କୁ ସବୁବେଳେ ଖୁସିରେ ରଖନ୍ତୁ... 🙏
@radhakantapradhan4341
12 күн бұрын
Bhi bhala kahila Kn step naba ku padiba
@debabratapatra7656
11 күн бұрын
❤❤
@Bhadrikia
10 күн бұрын
Thik
@gmnayak890
8 күн бұрын
No tax, no rent, no electric bill. 50 is bhi adhikaa.
@ommprakash8258
7 күн бұрын
@@gmnayak890auo tu kn mg pola khaibu magena re 😂
କାଳିଆ ଭାଇଙ୍କର ହୋଟେଲ ଏମିତି ଚାଲୁଥାଉ
@GourishankarPradhan-eb9we
17 күн бұрын
Mala chiken hoga iseliye bhai 30 rupiya
@santosh34554
13 күн бұрын
@@GourishankarPradhan-eb9wesemiti kahinki koribe tanke 100 koriki bhi bikithante!
@Bhadrikia
10 күн бұрын
Yes
@prasantnath7698
9 күн бұрын
@@GourishankarPradhan-eb9weଆପଣ ମାନେ ଭାବୁଥିବେ ମଲା ଚିକେନ କିନ୍ତୁ ଆପଣ ଥରେ ଯାଇକି ଆସନ୍ତୁ ମଲା କି ଜିଅନ୍ତା ଜାଣିପାରିବେ ❤
କାଳିଆ ଭାଇ ଲୋକଙ୍କ ଆତ୍ମା କୁ ଶାନ୍ତି କରି ଖାଇବାକୁ ଦେଉଛନ୍ତି. ୟା ଠୁ ଆଉ କିଛି ବଡ କଥା ହେଇନପାରେ... ବହୁତ ହୃଦୟବାନ ମଣିଷଟିଏ...ଆଜିକା ଦୁନିଆ ରେ ଏତେ କମ ଦାମରେ କେହି ଦେବେନି.. କେବେ ଗଲେ ନିଶ୍ଚୟ ଖାଇବି ❤️❤️🙏
ଭୁବନେଶ୍ୱର ଗଲେ ଭାଈ ଙ୍କ ହୋଟେଲ କୁ ମୁଁ ଖାଇବାକୁ ଯିବି ❤❤
@jitubeherajitubehera
17 күн бұрын
ଯାହା କହିଲେ ପୁରଠିକ
@radhakantapradhan4341
12 күн бұрын
Asa chali asa
@Bhadrikia
10 күн бұрын
Thik
କାଳିଆ ଭାଇ କୁ ବହୁତ ବହୁତ ଧନ୍ୟବାଦ ଏତେ ଶସ୍ତାରେ ଖାଇବାକୁ ଦେଉଥିବାରୁ , ରାଜନୀତି କରି ଯେଉଁ ଚୋରମାନେ ଓଡିଶାକୁ ଲୁଟ କରିଛନ୍ତି , ସେମାନେ ଦେଖନ୍ତୁ କେତେ ପରିଶ୍ରମ କଲେ କେତିକି ରୋଜଗାର ହେଉଛି , କାଳିଆ ଭାଇ ହୋଟେଲ କୁ ଖାଇବାକୁ ନିଶ୍ଚିତ ଯିବୁ
କାଳିଆ ଭାଇ ଭଗବାନ ଆପଣଙ୍କୁ ସର୍ବଦା ଖୁସିରେ ରଖନ୍ତୁ....ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା ❤❤
ଭାଇର ହୃଦୟ ବହୁତ ବଡ଼ 🙏 ଯାହା ହେଉ ଏହିଭଳି ଚିନ୍ତାଧାରା ପ୍ରତିଟି ଲୋକଙ୍କ ପାଖରେ ରହିବା ଆବଶ୍ୟକ.. ଜୟ ଜଗନ୍ନାଥ 🙏
ଏଇ ଭଳି ଲୋକେ ଆମ ଓଡ଼ିଶା ରେ ଅଚନ୍ତି। Gov କିଛି ହେଲ୍ପ କରନ୍ତୁ କିଛି ଗରିବ ଲୋକ ସ୍ଵାଦିଷ୍ଟ ଖାଦ୍ୟ ଖାଇ ପାରିବେ
ବହୁତ ସୁନ୍ଦର ମଣିଷ ଆପଣ ଧନ୍ୟବାଦ ଜଣାଉଛି ସପୋର୍ଟ କରୁଛି ଏହି ଭଳି କର୍ମ କରିଚାଲନତୁ ,
ଭାଇ ନମସ୍କାର ସହିତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କଲି,,, ମା ତାରିଣୀ ଙ୍କ କୃପା ହେଉ ଆପଣଙ୍କ ଜୀବନ ସୁଖମୟ ହେଓ,, ଭାଈ ମୁ ଆପଣଙ୍କ ହୋଟେଲ ରେ ଦିନେ ପ୍ରସାଦ ସେବନ ପାଈଁ ନିଶ୍ଚୟ ଯିବି, ମୁଁ ମୋ ପରିଚୟ ଆପଣଙ୍କୁ ଦେବୀ,, ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋ ମାମୁଁ ଶଶୁର,, ମୁଁ କିନ୍ତୁ ଗର୍ବ ଅନୁଭବ କରେନି,,,
କାଳିଆ ଭାଇ ତମେ ଗରିବ ର ସାଥୀ।କାଳିଆ ଭାଇ ତମକୁ ଭଗବାନ୍ ତୁମକୁ ଭଳ ରେ ରଖନ୍ତୁ। ଦୁନିଆ ର ବଡ଼ ଦାନ ଅର୍ଣ୍ଣ ଦାନ।
ଭାଇ ଲୋ ସବୁ ଖାଇଯିବେ,କେତେ ଲାଭ କରିବ!ଧଅନୀ ଲୋକଙ୍କର ବି ଭିଡ ହେଇ ପାରେ । ଭଗବାନ ମଙ୍ଗଳ କରନ୍ତୁ |
ସତରେ ଭାଇ ମନ କିଣି ନେଲ ମୋର ଆପଣଙ୍କୁ କୋଟି କୋଟି ପ୍ରଣାମ ଭଗବାନ ଆପଣଙ୍କୁ ଆହୁରି ଆଗକୁ ନିଅନ୍ତୁ ଅଲଗା ହୋଟେଲ୍ ରେ ପେଟ ପୁରେ ସିନା ଆତ୍ମା ଶାନ୍ତି ହେଉନା ଆପଣ ଙ୍କ ହୋଟଲ ରେ ଲୋକ ଙ୍କ ପେଟ ପୁରୁଛି ଆଉ ଆତ୍ମା ମଧ୍ୟ ଶାନ୍ତି ମିଳୁଛି ଜୟ ଜଗନ୍ନାଥ 🙏🙏🙏🙏🙏🙏
ଯାହା ହେଉ ଭାଇଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏
ଆତ୍ମା କେଉଁ ଠି ଅଛି... ଡାକ୍ତରଙ୍କୁ ପଚାରିଲେ ମଧ୍ୟ କହି ପାରୁନାହାନ୍ତି... ଏପରି ମହାନ ଲୋକେ ନିଶ୍ଚୟ କହିବେ...
ବହୁତ୍ ବଢ଼ିଆ କାଳିଆ ଭାଇଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଅଶେଷ ଧନ୍ୟବାଦ
କାଲିଆ ଭାଇ ଲୋକଙ୍କୁ ଦେଲେସରେନି ଏକଥାଟି ଭୁଲିବେନି ଜେତେ ଦେଲେ ଲୋକଙ୍କୁ ଭଗବାନ ସେତେଦେବେ 🙏🙏🙏🙏🙏🙏🙏🌹🌹
ବହୁତ ଭଲ ଲୋକ ଆପଣ ଗରିବ ଖଟି ଖିଆ ଙ୍କୁ ଏତେ କମ ଟଙ୍କା ରେ ପେଟ ପୁରା ଭଲ ଖାଦ୍ୟ ଦେଉଛ ତମକୁ ବହୁତ ବହୁତ ଧନ୍ୟବାଦ 👏🙏
@mukeshpatra8787
9 күн бұрын
ଭାଇ ସତ କଥା ଭାଇ ହେଉଛନ୍ତି ଗରିବଙ୍କ ବନ୍ଧୁ 🙏
ବହୁତ ସୁନ୍ଦର ଲାଗିଲା ଆମ ଭଦ୍ରକ ର ଜଣେ ଭାଇ ଭୁବନେଶ୍ଵର ଯାଇ କମ୍ ପଇସାରେ ମିଡିଲ୍ କ୍ଲାସ୍ ଲୋକଙ୍କ ର ପେଟକୁ ଅଳ୍ପ ପଇସାରେ ଦାନା ଦେଉଛନ୍ତି ଧନ୍ୟଵାଦ ଭାଇ ❤❤❤😊
ବହୁତ୍ ବଢିଆ ଉଦ୍ୟମ ଭାଇଙ୍କର
Parishram kana,,,,, Kaliabhai the Burning example,,,,, Stay blessed,,,,,LOVE U,,,from Sambalpur
ମାଡିଚାଲ. ଭଗବାନ ନିଶ୍ଚିତ ଆଶୀର୍ବାଦ କରିବେ
Yaku hin kuhanti Mahinat Salute bro. God bless you 👍🙏✨
Kalia bhai is great
ଧନ୍ୟ ବାଦ କାଳିଆ ଭାଇ 😊😊😊
Bahut bhala lagila video. Dhanyabad. Jay Jagannath. 🙏
🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,ଜୟ ଜଗନ୍ନାଥ
ଭାଇ ତମକୁ ୧୦୦୦୦୦୦୦ ଧନ୍ୟବାଦ୍
Jay jagannath Prabhu khusire rakhantu Kalia Bhai nku
Good job bhaina.. lagi ruha.. Tuma bhali manisa bohat Kam achhanti ebe dunia re
Great person 👍👍👍👍 vagaban sabubele tamaku vala re rakhantu mor jagannath nka pakahare atiki parthna ♥️♥️🙏🙏🙏🙏🙏
Bhai badhia katha kahila Tame bhai gariba ra katha bujhi parucha Apanku koti koti namaskar......
Waah bhaina .. tumaku Mahaprabhu Jagannath nka asirbad sabubele thau tume tuma paribar jiban sara khusi re ruhantu ... Bhala lagila ye video dekhiki aji b yemti kichi loka achanti ❤
Great.bhai.kaliya.
କାଳିଆ ଭାଇଙ୍କ ଉପରେ ଶ୍ରୀ ଜଗନ୍ନାଥ ଙ୍କର ଆଶ୍ରିବାଦ୍ ରହିଥାଉ।
He bhagawan Kala Thakura Kalia Bhai ku Ashirbad karo🙏🙏🙏
Kalia na bhagaban
Wow so good
Kalia Bhai Jay jaganath, maa sarala nka ashreebadru bhalre tahantu, Sania bhai
Bahut sundar Jai jagannath 🙏🙏
Bahut badhia Kalia sir ...apanku bhagwan bahut khusi diantu ... Apanka chintadhara bahut uchhakoti ra ... Thanks Kalia bhai...love from. Bolangir
କାଳିଆ ଭାଇ ତୁମକୁ ଭଗବାନ ସହାୟ ହୁଅନ୍ତୁ
Bahut imandar admi i salute you bro..
Great man. Real hero.
Mo khaechhi 5 month bhai bahuta badhiya very nice
God bless you Kalia Bhaiii......
Dahi bara plate-50...Kalia bhainku dhanyabad...
Jay Sri Ram God Bless You
Jay Jagganath....Koti koti pranam bhai...❤❤❤
God Blessed Him ❤ Keep Growing Bhai ❤
Bhai my bhagabana Saha jahara hrudaya bada bhagabana sad debe koti paramayou diantu jiban chalapatha kusumita karantu
ମୁଁ ଖାଇଛି ବହୁତ ଭଲ କିନ୍ତୁ ଅଧିକାଂଶ ବନ୍ଦ ରହେ
Kaliabhai mu bbsr rahuchi location pata❤❤❤
କାଳିଆ,ସେ,ପା, ଗରିବଙ୍କ ବାପ,ମା, ଜଗନ୍ନାଥ
Wow bhai u r great ,heads up to your work ❤ god bless you
ବହୁତ ବହୁତ ଧନ୍ୟବାଦ news ଭାଈ କାଳିଆ ଭାଇ ଙ୍କ ହୋଟେଲ କୁ ଲୋକଙ୍କ ପାଖରେ ପହଞ୍ଚାଇଥିବାରୁ ❤
Hey reporter brother u said that oil price ₹200 and dal price ₹200 . I want to know that u live in odisha yaa abroad.
Jay Jagannath 🙏 Bhai 😊
ଭଗବାନ ଆପଣଙ୍କର ମଗଂଳ କରନ୍ତୁ।
Yaku hin kuhanti Mahinat Salute bro.✨🙏✨👍
very good. may God bless Kalia Bhai
Very good...
God bless u
Kindly give correct address of hotel.
@mrutyunjayapal3577
17 күн бұрын
Infront of Saheed nagar market and beside OMFED office
ସବୁ ବଡ଼ ହୋଟେଲ ରେ ଥରେ ଭାତ ରାନ୍ଧି ଲେ ଦୁଇ ତିନି ତକ୍ ବିକୁଛନ୍ତି
Jay jagannath
I loved his sentence that "The soul of man is made by God himself",
Garibo Hotel Best Bhork Odisha 1no Re
Bahut ଧନ୍ୟବାଦ.
15 dinabhitare rasatalo gamiheijibu ,,danikarna harsh chandrababu
Really great bhai❤❤❤
Good, God bless you.
God bless u hotel kalia nana
❤ good hotel
Good job bhai
Great human being
ଏହା ପରେ ଯେଉଁ ଦିନ ଭୁବନେଶ୍ୱର ଯିବି ନିଶ୍ଚିତ କାଳିଆ ଭାଇ ହୋଟେଲ କୁ ଯିବି, ଖାଇବି ମଧ୍ୟ।
Dhanyabad bhai
Jai jagannath bhai chalu amiti hotel
The Man ❤️
God bless you my dear 🙏
Jay Kalia bhai
ଧନ୍ୟବାଦ ଆପଣ ଙ୍କୁ ❤️🙏
Bhubaneshwar gole mu v jibi khayi baku
Kaliya bhai Jindabad 💪💪
Bahut sundar
Great Bhai
Great man 🙏🙏🙏🙏🙏🙏🙏🙏🙏🙏🙏
Jay jagannath🌹🙏🙏🙏🙏🌹
Very Good Bhai
God bless u broo❤
Salute 😊
I like Bhai video
God blessed 🎉🎉
❤❤❤🙏🙏🙏♥️♥️♥️MAA TARINI NKA ASHRIBAD APANANKA UPARE EMTI THAU BADA BHII🙏🙏🙏🙏
Bahut sundar 🙏🏻🙏🏻🙏🏻
ଧନୀୟବାଦ କାଳିଆ ଭାଇ
Bhagwan Tama ku sabu bele bhala rakhantu
❤❤❤❤❤❤❤❤❤❤❤❤❤❤❤❤❤❤❤