Exclusive: ମନ୍ତ୍ରୀ ନବ ଦାସ୍ ମରିଗଲା, ମୁଁ ମଟନ ଭୋଜି ଦେଲି। Gopal is incarnation of Lord Krishna

ମନ୍ତ୍ରୀ ନବ ଦାସ୍ ମରିଗଲା, ମୁଁ ମଟନ ଭୋଜି ଦେଲି। Gopal is incarnation of Lord Krishna, what he has done I bow down to him
#pratidintv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZread Channel: / @pratidintvodisha
Subscribe To Our Hashtag Channel: / @hashtag6187
#ASIgopaldas #nabadas #nabadaslatestupdate

Пікірлер: 2 300

  • @ommprakashsahoo6280
    @ommprakashsahoo6280 Жыл бұрын

    ଈଏ ହେଉଛନ୍ତି ସେହି ମାଉସୀ ଯେ କି ନିଜର ସବୁ ସମ୍ପତ୍ତି ଜଣେ ରିକ୍ସା ଚାଳକ କୁ ଦେଇ ଦେଇଛନ୍ତି 🙏🙏🙏 ସମସ୍ତଙ୍କୁ ପ୍ରଣାମ

  • @rashmiranjan286

    @rashmiranjan286

    Жыл бұрын

    Maa tumaku b pranam , Tume mahan maa .

  • @er.kedarnayak5365

    @er.kedarnayak5365

    Жыл бұрын

    🙏

  • @uttamkumarsahu511

    @uttamkumarsahu511

    Жыл бұрын

    ମାଉସୀ ପ୍ରଣାମ

  • @cookiesguddy6071

    @cookiesguddy6071

    Жыл бұрын

    Satare???

  • @ommprakashsahoo6280

    @ommprakashsahoo6280

    Жыл бұрын

    @@cookiesguddy6071 yes you can check it

  • @biswaranjannath5996
    @biswaranjannath5996 Жыл бұрын

    ଅକ୍ଷୟ ହେବ ପୁଣ୍ୟ ଜଗତେ ଧର୍ମ ର ହେବ ଜୟ.. ଧନ୍ୟ ମା ତୁମେ, ତୁମ ସାହାସ ତୁମକୁ କୋଟି ପ୍ରଣାମ 🙏

  • @sailasutabehera3671

    @sailasutabehera3671

    Жыл бұрын

    Mausi aapanka sata hi kahu chhanti .gopal das gote bhagaban .naba das Ku bhala have chhi

  • @sanjayanayak2667

    @sanjayanayak2667

    Жыл бұрын

    922 like baabare

  • @shrinuskujur6620

    @shrinuskujur6620

    Жыл бұрын

    Tit for tat jaisa ko taisa.

  • @sasanksekharsahoo1002

    @sasanksekharsahoo1002

    Жыл бұрын

    @@sailasutabehera3671 ooœ jo ko ko jo ko iiiiiii of this word

  • @parmodkumarjena15
    @parmodkumarjena15 Жыл бұрын

    1st time dekhili jane mari gala pare samaste khusi achanti.....if u agree ek like....

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @gopalm1135

    @gopalm1135

    Жыл бұрын

    Naba Das marila. Bhala heichi. Taku mariba loka Mahan

  • @sudarshanbehera9654
    @sudarshanbehera9654 Жыл бұрын

    ଯିଏ ଯେମିତି କର୍ମ କରିବ ସିଏ ସେମିତିକା ଫଳ ପାଇବ,,.... ଜୟ ଜଗନ୍ନାଥ 🙏🙏🙏

  • @subhamreddy1

    @subhamreddy1

    Жыл бұрын

    Hm bhai

  • @odiareality7817
    @odiareality7817 Жыл бұрын

    ଜଣେ ପରିଣତ ବୟସ ରେ ପହଞ୍ଚି ସରିବା ପରେ କେବେ ବି ଏମିତି କଥା କହିବ ନାହିଁ । ନିହାତି ମା ଙ୍କ କଥା ରେ କିଛି ସତ ଅଛି । ତାଙ୍କ ଅନ୍ତର ଆତ୍ମା କୁ ସେତିକି ବାଧିଚି ବୋଲି ସେ ଏସବୁ କହୁଛନ୍ତି । ଧନ୍ୟବାଦ ମା 🙏

  • @truptipradhna6322

    @truptipradhna6322

    Жыл бұрын

    Real michhhA re kehi ete SA has kari katha kahi pare ni

  • @bhanjadakua5670

    @bhanjadakua5670

    Жыл бұрын

    ଠିକ୍ କଥା କହିଚ ଭାଇ

  • @techiebikash

    @techiebikash

    Жыл бұрын

    A se mausi je nija samasta sampatti ku bhala paiba sneha aau seba pai gotia riksa bala ku sabu sampati dei mahan kama karithile.....juhar

  • @rashmiranjan286

    @rashmiranjan286

    Жыл бұрын

    Ye para sehi maatanka sampatti rixa wala ku deithile .

  • @suvransujena5310

    @suvransujena5310

    Жыл бұрын

    Right

  • @niranjanmaity8227
    @niranjanmaity8227 Жыл бұрын

    ମାଉସୀ ଏ କଥା ତାଙ୍କ ମୁହଁ ରେ କହୁନାହାଁନ୍ତି... ତାଙ୍କ ହୃଦୟରୁ କହୁଛନ୍ତି... ନିଶ୍ଚିତ ଧର୍ମର ଜୟ ହେଲା...!!

  • @foujiwifesblipi

    @foujiwifesblipi

    Жыл бұрын

    👍🏻

  • @lipasahoo7055

    @lipasahoo7055

    Жыл бұрын

    ଆଜ୍ଞା, ପାପ ଧନ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @pradeepkumardey7652
    @pradeepkumardey7652 Жыл бұрын

    ମାଉସୀ ଆପଣଙ୍କୁ କୋଟି କୋଟି ନମଃସ୍କାର୍ କାରଣ ଆପଣ ପୁରା ଦୁନିଆ ସାମ୍ନାରେ ନିଜର ହୃଦୟର କଥା କହିଛନ୍ତି. 🙏🙏🙏

  • @bablyodishacreations.391
    @bablyodishacreations.391 Жыл бұрын

    ବହୁତ ଧନ୍ୟବାଦ ମାଉସୀ ଆଜ୍ଞା🙏🙏 ଭଗବାନ ଯାହା କରନ୍ତି ,ପ୍ରାଣୀର ମଙ୍ଗଳ ପାଇଁ🙏 ଯାହାବି ହେଇଚି ଭଲ ହେଇଚି। ଯୋଉମାନେ ଖରାପ ନେତା ସେମାନେ ଏମିତି ହିଁ ସବୁ ମାରିବା ଦରକାର🙏

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @brajamohansethi2780
    @brajamohansethi2780 Жыл бұрын

    ଧନ୍ୟବାଦ ମା ତୁମକୁ ବହୁତ ବହୁତ ଧନ୍ୟବାଦ, ଯାହା ହେଉ ତୁମପରି ସାହସୀ ମା କୁ କୋଟି କୋଟି 🙏🙏🙏🙏🙏

  • @sizzlingjyoti
    @sizzlingjyoti Жыл бұрын

    ଗୋପାଳ ଭାଇ ଙ୍କୁ ଜେଲ ରୁ ବାହାର କରାଯାଉ 🙏🏼ପପି ଙ୍କ ବିନାଶ ପାଇଁ ତାଙ୍କୁ ସ୍ଵଏମ ଭାଗବାନ ପଠେଇଛନ୍ତି 🙏🏼🙏🏼ଜୟ ଜଗନ୍ନାଥ ⭕️❕️⭕️🙏🏼🙏🏼ଯିଏ ବି ନିରୀହ ଲୋକ ଙ୍କ ଜୀବନ ସହ ଖେଳୁଛନ୍ତି ତାଙ୍କୁ ବିନାଶ କର 😊

  • @402u

    @402u

    Жыл бұрын

    Godse ra uthuchhi kemti kariba kuha

  • @sizzlingjyoti

    @sizzlingjyoti

    Жыл бұрын

    @@402u କଣ କହିଲେ ବୁଝି ପାରିଲିନି

  • @Suryanayak_

    @Suryanayak_

    Жыл бұрын

    Wao 👏👏👏👍👍👍

  • @tejeswarekhora508

    @tejeswarekhora508

    Жыл бұрын

    Sri Krishna avtar heu kimba porshuram avtar heu crime is always crime punishment should be there....okkk

  • @Suryanayak_

    @Suryanayak_

    Жыл бұрын

    @@tejeswarekhora508 Crime hei Nahi Jaha heichi Thik Heichi Bhagwan sarbada Prani ro Mongolo pain hi koronti...

  • @pramodkumarvlogs4429
    @pramodkumarvlogs4429 Жыл бұрын

    ମାଉଷୀର ଅନ୍ତରର କୋହଭରା ଦୁଃଖ ଦେଖନ୍ତୁ ଦୁନିଆରେ ଭଗବାନ ଅଛନ୍ତି.ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ.ଗୋପାଳ ଦାସ ଜିନ୍ଦାବାଦ...ଜୟ ଜଗନ୍ନାଥ.

  • @satyabratamahalik

    @satyabratamahalik

    Жыл бұрын

    👍🙂

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @akshayakumargardia

    @akshayakumargardia

    Жыл бұрын

    Tu kiske sopurt main hai

  • @srikant999
    @srikant999 Жыл бұрын

    🙏❤️🙏 ମା ଆପଣ ମୂଖ୍ୟ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ ❤️🙏❤️

  • @r.m.shorts4764
    @r.m.shorts4764 Жыл бұрын

    "ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ" 🙏🙏🙏

  • @sanjayanayak2667

    @sanjayanayak2667

    Жыл бұрын

    342lkie

  • @tihilutandi4271

    @tihilutandi4271

    Жыл бұрын

    🙏🙏🙏🙏🙏🙏🙏🙏🙏

  • @kalicharanmahapatra885
    @kalicharanmahapatra885 Жыл бұрын

    ଧନ୍ୟବାଦ ମାଁ ଆଉରି ଅନ୍ୟ ମାନେ କେତେ ବେଈମାନ ଅଛନ୍ତି ଏଇ ନବଦାଶ ପରି ସେମାନଙ୍କୁ କେଉଁ ଗୋପାଳ ମାନେ ଆସିବେ, ଆମେ ବି ବହୁତ ଖୁସି,ଏ ଶଳା ଲୋକଙ୍କ ରଖାଇସାରି ଶନିଦେବନକୁ ଶାନ୍ତି କରିବାକୁ ଆସିଛି, ଧନ୍ୟବାଦ ମାଁ,ଜୟ ଜୟ ଶନି ଦେବ ଠିକ୍ ବିଚାର

  • @rraitaofficial4037

    @rraitaofficial4037

    Жыл бұрын

    🤝

  • @gurucharannaik2819

    @gurucharannaik2819

    Жыл бұрын

    ssf

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @pramodinidas5408
    @pramodinidas5408 Жыл бұрын

    Gopal Das hero

  • @satyajit.18
    @satyajit.18 Жыл бұрын

    ଯେତେ ସବୁ ଗୁଣ୍ଡା ମାନଙ୍କ ସହ ଏମିତି ହେବା ଦରକାର 👍👍👍ଭଗବାନ୍ ଯାହାବି କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ✌️

  • @pratapswain7340
    @pratapswain7340 Жыл бұрын

    ଏ ମାଉସୀ ଙ୍କୁ ବହୁତ ବହୁତ ଧନ୍ୟବାଦ। ରାବଣ ର ମଲା ଖବର ରେ ମୁହଁ ଖୋଲିଲେ।

  • @comenmain5930

    @comenmain5930

    Жыл бұрын

    ତର ମାଊସି tate chhadi bo sala

  • @prakashchandraprushti9404

    @prakashchandraprushti9404

    Жыл бұрын

    bahut bhala heichi papi binasa hebe malika bachaba sata hela

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @ramakantapradhan6288
    @ramakantapradhan6288 Жыл бұрын

    ପ୍ରକୁତରେ ମାଉସୀ ସତ କହିଛନ୍ତି ଧର୍ମ ର ଯୁଗେ ଯୁଗେ ଜୟ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କରି କରାଉଥାଇ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ

  • @biswajitswain4079
    @biswajitswain4079 Жыл бұрын

    ସାବାସ୍ ମାଉସୀ ..... ସତ କହିବାର ଶକ୍ତି ଅଛି🙏🙏🙏

  • @pramilabehera6886
    @pramilabehera6886 Жыл бұрын

    ହେ ଭଗବାନ ଏହା ପଛରେ ଏତେ କାହାଣୀ ଅଛି ଜୟ ଜଗନ୍ନାଥ 🙏

  • @ayushnaik1176
    @ayushnaik1176 Жыл бұрын

    ବହୁତ ବହୁତ ଧନ୍ୟବାଦ ମାଉସୀ, କୋଟି କୋଟି ନମସ୍କାର ମାଉସୀ,ଆମେ ସମସ୍ତ ଓଡ଼ିଶାବାସୀ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା କି ଗୋପାଳ ଦାସ ର କୌଣସୀ କ୍ଷତି ନ ହେଉ ?

  • @nilambarpradhan6090
    @nilambarpradhan6090 Жыл бұрын

    ବହୁତ ବହୁତ ଧନ୍ୟବାଦ ମାଉସୀ,ତମର ସାହସ କୁ,ତମ ଭଳି ଏମିତି କହିବା ଲୋକ ଆମ ଓଡ଼ିଶାରେ ବହୁତ କମ୍ ଅଛନ୍ତି,

  • @atulaawarenessindia1979
    @atulaawarenessindia1979 Жыл бұрын

    ସତ୍ୟ ର ଜୟ ହୁଏ..... ମିଥ୍ୟା ର ମୃତ୍ୟୁ ହୁଏ..... କଂସ, ରାବଣ ବଦ୍ଧ ପରେ ନବ ବଦ୍ଧ ହେଲା.....

  • @bijayakumarjena4874
    @bijayakumarjena4874 Жыл бұрын

    ମା ଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏🌹

  • @timepasswithguruji3636
    @timepasswithguruji3636 Жыл бұрын

    ସତରେ ଓଡ଼ିଶାରେ ବହୁତ ଲୋକ କୁସୀ ଅଛନ୍ତି କଣ ପାଇଁ କେଜାଣି ଜଣେ ମରିଗଲା ତଥାପି ଖାରି ମନରେ ଟିକେ ଦୁଃଖ ନାହିଁ ଏମଟି ନେତା ମରିଯିବା ଆଗରୁ ଥିଲା ବୋଧ ହୁଏ

  • @ranjanmishra484

    @ranjanmishra484

    Жыл бұрын

    ଖାଲି ମେଡ଼ିଆ ମନରେ ଦୁଃଖ ଅଛି.... ସମସ୍ତେ 100 -100 ରେ ଖୁସି......

  • @santaliupdatezone

    @santaliupdatezone

    Жыл бұрын

    @@ranjanmishra484 ha

  • @sureskumar9199

    @sureskumar9199

    Жыл бұрын

    Odisha basi khusi achanti angya

  • @dasharathkallar
    @dasharathkallar Жыл бұрын

    ଏ ମାଉସି ଜଣକ ସତ କହୁଛି ହୃଦୟ ରୁ ଧନ୍ୟବାଦ

  • @mimikidstv6853
    @mimikidstv6853 Жыл бұрын

    ସତ କହିବା ପାଇଁ ସାହାସ ଦରକାର,ଆଉ ସେ ସାହାସ ଆପଣଙ୍କ ର ଅଛି Mam 🙏🙏🙏

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @milanmahakul363
    @milanmahakul363 Жыл бұрын

    ଗୋପାଳ ଦାସ ଧର୍ମରେ ଅଛନ୍ତି ଧର୍ମର ହବ ଜୟ

  • @acharyaramakantabarik3281

    @acharyaramakantabarik3281

    Жыл бұрын

    ଠିକ୍ ଅଛି, ସେ ମଲା ଭଲ ହେଲା ାଆଉ ଅଲଗା ରାବଣ ମାନେ

  • @STORYKAHANIHINDI
    @STORYKAHANIHINDI Жыл бұрын

    ଠିକ୍ କହିଚି ଏ ମାଉସୀ ମୋର... ମରିଛି ଭଲ ହୋଇଛି....... ଗୋପାଳ ଗୋଟେ श्री କୃଷ୍ନ ଙ୍କ ଅବତାର

  • @arindampanda254

    @arindampanda254

    Жыл бұрын

    Pagala

  • @smalldevotee9046

    @smalldevotee9046

    Жыл бұрын

    Correct କଥା କହିଛ ମାଉସୀ .

  • @sankarsenapati7876

    @sankarsenapati7876

    Жыл бұрын

    Tik katha kahichanti mausi apanku koti koti pranam god bless you always mausi

  • @sandeepmohapatra8659

    @sandeepmohapatra8659

    Жыл бұрын

    Yes mausi thik kahicha

  • @aloknail1251

    @aloknail1251

    Жыл бұрын

    Saale

  • @kshyamasagarbehera9858
    @kshyamasagarbehera9858 Жыл бұрын

    ମାଉସୀ 🙏🙏🙏 ସତ ସତ ପ୍ରଣାମ....... ଆପଣ ଙ୍କ ଏ ପରିଣତ ବୟସ ରେ ଏ କଥା ଶୁଣିଲା ଠୁ ମୋ ମନ ରେ ଗୋଟେ କଥା ଆସୁଛି ଯୁଗେ ଯୁଗେ ଧର୍ମ ର ହେବ ଜୟ 🚩

  • @rakeshchandrapradhan114
    @rakeshchandrapradhan114 Жыл бұрын

    ଧନ୍ୟବାଦ ମାଉସି ପୁରୁଣା ଅନୁଭୂତି ପ୍ରକାଶ କରିଥିବାରୁ 🙏🙏🙏❤️❤️❤️

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @sasmitamuduli5348
    @sasmitamuduli5348 Жыл бұрын

    ମାଉସୀ କି ସୁନ୍ଦର କଥା କହିଲେ 🙏🏻🙏🏻🙏🏻ଜୟ ଜଗନ୍ନାଥ ଗୋପାଳ ବାବୁ

  • @rabinayak3524
    @rabinayak3524 Жыл бұрын

    ଏକତା ବିରାଟ ସତ ମାଉସୀ ଯାହାକହୁଛି ସବୁସତ ଦୋନ୍ୟ ତୁମର ସାହସ 🙏🙏🙏

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @dishasabar8156
    @dishasabar8156 Жыл бұрын

    Very good mausi ...TMA Katha siniki bahut khusi lagila ...tme khusi to aame bi khusi .... great work Gopal Das

  • @premanandasahu6361
    @premanandasahu6361 Жыл бұрын

    ମାଉସୀ ତୁମକୁ ସହେ ପ୍ରଣାମ 🙏🏻🙏🏻⭕‼️⭕

  • @kamalakantasahoo693
    @kamalakantasahoo693 Жыл бұрын

    ସମସ୍ତେ ସତର୍କ ହେବା ଉଚିତ୍ କର୍ମର ଫଳ ଭଗବାନ୍ କେବେ ବି ଟିକେ ଛାଡ଼ି ବେ ନାହିଁ

  • @kumar90804
    @kumar90804 Жыл бұрын

    ଗୋପାଳ sir, ତୁମକୁ ବହୁତ ବହୁତ ଧନ୍ୟ ବାଦ. 🙏🙏🙏

  • @mamatakhillo6781
    @mamatakhillo6781 Жыл бұрын

    Gapal das Sir jindabada 🙏🙏🙏❤️❤️❤️❤️ best police officer King 👑👑👑💐💐💐🏆🏆🏆🏆🏆🏆🥇🥇🥇🎖️🎖️🎖️🎖️🏅🏅🏅🏅👌👌👌👌👍👍👍

  • @asishkumarnayak3681
    @asishkumarnayak3681 Жыл бұрын

    ମାଉସୀ ଯିଏ ଯେମିତି କ୍ରମ କରିବ ସେ ସେମିତି ଫଳ ପାଇବ 🙏🙏🙏🙏 ପୌରାଣିକ କଥା ବଢିଆ କହିଲେ ଶ୍ରୀକୃଷ୍ଣ କାହାଣୀ ଶୁଣିବାକୁ ମତେ ବଢିଆ ଲାଗେ

  • @sanjuktamirdha1745

    @sanjuktamirdha1745

    Жыл бұрын

    Tate bahut bhal laguche na

  • @talktime079

    @talktime079

    Жыл бұрын

    'A1 Odia news exposed' Click me & show

  • @sarojinidas2914
    @sarojinidas2914 Жыл бұрын

    ଗୋପାଳ କୁ jail ରୁ ବାହାର କରାଯାଉ

  • @goldenboydancegroupdunguri8023

    @goldenboydancegroupdunguri8023

    Жыл бұрын

    Kau crpc re lekha haichi murder kala lok ku bahar kara jib

  • @uhuprtuhu1696

    @uhuprtuhu1696

    Жыл бұрын

    kn jαníchα

  • @chhotubabu9946

    @chhotubabu9946

    Жыл бұрын

    Tuma ghare rakhiba ki

  • @truptipradhna6322

    @truptipradhna6322

    Жыл бұрын

    Real re

  • @chhotubabu9946

    @chhotubabu9946

    Жыл бұрын

    @@truptipradhna6322 hm

  • @knowledgeisgod3652
    @knowledgeisgod3652 Жыл бұрын

    ପ୍ରଥମ ଥର ମୁଁ ଦେଖୁଛି କେହି ମଲା ଲୋକ କୁ ଗାଳି ଦେଉଛନ୍ତି ଲୋକମାନେ । ଲୁହ ନିଶ୍ବାସ ଭିତରେ ବି ଗାନ୍ଧାରୀ ଅଭିଶାପ ଦେଇଥିଲେ ଅକ୍ଷୟ ରହୁ ପୁଣ୍ୟ ଜଗତେ ଧର୍ମର ହେଉ ଜୟ ।

  • @likalifestyle

    @likalifestyle

    Жыл бұрын

    Sie sei tipe ra loka

  • @arabindabehura4181

    @arabindabehura4181

    Жыл бұрын

    Thik Katha ascharjya.

  • @srinibashroul3996

    @srinibashroul3996

    Жыл бұрын

    ମୁଁ ବି ଖୁସି

  • @bibhranshupadhy3468

    @bibhranshupadhy3468

    Жыл бұрын

    rrrr

  • @pabitranath5075

    @pabitranath5075

    Жыл бұрын

    Smt kama karichi sea taku badhichi setiki

  • @sandhyaranipatra9221
    @sandhyaranipatra9221 Жыл бұрын

    ମାଆ ଆପଣ ବହୁତ ଭଲ ଭଦ୍ର ଏବଂ ସସ୍କାରି... ଆପଣଙ୍କ ଭଳି ମାଆ ସମସ୍ତଙ୍କୁ ମିଳୁ🙏 ଯାହା ହେଇଛି ଭଲ ହେଇଛି 👍 ଜୟ ଜଗନ୍ନାଥ 🙏

  • @niranjanpatra84
    @niranjanpatra84 Жыл бұрын

    Perfect katha kahila Mausi💕🙏💕 satare Se sala corrupted Naba Das ku mari babuta sundar kama kala Gopal Das🙏 Gopal deserved national award.

  • @Luvsahu4836
    @Luvsahu4836 Жыл бұрын

    सत्य सर्वोच्च न्याय है। Truth is supreme justice. ସତ୍ୟ ହିଁ ନ୍ୟାୟ।(୧୦୦%)

  • @ratikantabarik1120
    @ratikantabarik1120 Жыл бұрын

    Gopala KRUSHNA sir jindabad

  • @ajaysamal1195

    @ajaysamal1195

    Жыл бұрын

    Maa pranam 🙏🙏🙏🙏

  • @Odisha_high_school_education
    @Odisha_high_school_education Жыл бұрын

    କର୍ମ ଯେପରି ଫଳ ସେପରି ଆଉ ହଁ ଯଦି ଜଣେ ପାପୀ କୁ ମାରେ ସେ ପାପୀ ହେବନାହିଁ ବରଂ ପୁଣ୍ଯ ହେବ 👍👍👍👍👍

  • @JantaAdalat2004
    @JantaAdalat2004 Жыл бұрын

    ସ୍ୱାସ୍ତ୍ୟ ମନ୍ତିରୀ ପକା ବେଇ ମାନ ଅମ ଗାଁ ରେ କୌଣସ୍ୟ ଵେବସ୍ତା ନାହିଁନି ଗୋପାଳ ବାବୁ ରିଅଲ ହିର 👏👏👏👏👏

  • @balmikikanhar7666
    @balmikikanhar7666 Жыл бұрын

    "ଈଶ୍ୱର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ "

  • @manojdas1374
    @manojdas1374 Жыл бұрын

    ମାଉସୀ ବହୁତ୍ ସାହସୀ

  • @adityaprasadtripathy8812
    @adityaprasadtripathy8812 Жыл бұрын

    ସତରେ ସୂର୍ଯ୍ୟ ଚନ୍ଦ୍ର ତାରା ଏହି ଜନତା ଯେ ଧର୍ଯ୍ୟ ର ସହ ଦେଖନ୍ତି କିନ୍ତୁ ନୀରବ ରୁହନ୍ତି। ପ୍ରାଣୀ ର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି।

  • @bhakti8345
    @bhakti8345 Жыл бұрын

    Support gopal sir You're our pride... You're Lord of our odisha

  • @rasmikanthbahalia8449
    @rasmikanthbahalia8449 Жыл бұрын

    ଆମେ ସବୁ ଓଡିଆ ମିଶିଲେ ଗୋପାଳ ଭାଇ ଜେଲ ରୁ ବାହାରିବେ ସେଥିପ୍ନାଇ ଆମେ ସବୁ ଏକ ହବା ଆବଶ୍ୟକ

  • @villegemanamit9447

    @villegemanamit9447

    Жыл бұрын

    Sure ame aponko sohito achhu

  • @sikun5657

    @sikun5657

    Жыл бұрын

    Right

  • @babuledt2947

    @babuledt2947

    Жыл бұрын

    Right bro

  • @milanmahakul363

    @milanmahakul363

    Жыл бұрын

    ମୁଁ ବି ଭଗବାନଙ୍କୁ ପ୍ରାର୍ଥନା କରୁଛି ଗୋପାଳ ଦାସ ନିଶ୍ଚୟ ନିର୍ଦୋଷରେ ମୁକ୍ତ ହେବେ

  • @vivekbagh772

    @vivekbagh772

    Жыл бұрын

    True

  • @subashmalik2017
    @subashmalik2017 Жыл бұрын

    ଇଲୋ ମାଉସି ମୁ ବହୁତୁ ଖୁସି ...ଶ୍ରୀ କୃଷ୍ଣ ମାରିଛି କଂସ କୁ

  • @pratibhaacharya4558
    @pratibhaacharya4558 Жыл бұрын

    ମଣିଷ ଧନ, ସମ୍ପତ୍ତି ରେ ବଡ଼ ମହାନ ହୋଇ ନଥାଏ , ହୋଇଥାଏ ତାର କୃତ କର୍ମରେ

  • @jenamamuni2631

    @jenamamuni2631

    Жыл бұрын

    Right

  • @mihirpanigrahi6759
    @mihirpanigrahi6759 Жыл бұрын

    ମାଉସୀଙ୍କ ସପ୍ନ ସତ ହେଲା,,,, ଧନ୍ଯବାଦ

  • @kailashsethy712
    @kailashsethy712 Жыл бұрын

    Gopal sar real hero. Hrudaya ru Koti pranam.

  • @odisha126MILLION
    @odisha126MILLION Жыл бұрын

    Maa ku bhala pauthile hrudayaru gotie like Kari satyapath re jiba

  • @dharjyadharjena5337
    @dharjyadharjena5337 Жыл бұрын

    ମାଁ ତୁମେ ଅପେକ୍ଷା କରି ରହିଥିଲେ ଅପେକ୍ଷା ର ଫଳ ମିଠାଲାଗେ ଗୋପାଳ ଭଗବାନ ଶ୍ରୀକୃଷ୍ଣ ରୂପ ଧାରଣ କରି ଆସିଥିଲେ

  • @abadhuttandi
    @abadhuttandi Жыл бұрын

    Gopal das sir very good

  • @raghunathguiya2586
    @raghunathguiya2586 Жыл бұрын

    ମାଉସୀ 100%କଥା କହିଛନ୍ତି, ମୁଁ ସହମତ ଅଛି 👏❤️🙏👌🇮🇳

  • @mohapatraliza3383
    @mohapatraliza3383 Жыл бұрын

    ଆରେ କିଏ ନଦେଖୁ ଉପରେ ଜଣେ ଅଛି ସିଏ ଦେଖୁଛି କେତେବେଳେ କଉଟି ଭେଟ ଦେବ କେହି କହିପାରିବେନି ରେ 🙏🙏🙏🙏 କର୍ମଫଳ ସବୁ ମିଳିବ 🙏🙏🙏

  • @jubeldalabehera
    @jubeldalabehera Жыл бұрын

    ବହୁତ ବଢିଆ ଗୁଣ୍ଡା ନବ ଦାସ।।।

  • @rajanipradhan6092

    @rajanipradhan6092

    Жыл бұрын

    P

  • @rajyabardhan1017
    @rajyabardhan1017 Жыл бұрын

    ଯୁଗେ ଯୁଗେ ଅବତାର ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ଗୋପାଳ 🙏, ମା କୋଟି ପ୍ରଣାମ, ଆଉ କିଛି ମରିବେ ସମୟ କୁ ଅପେକ୍ଷ୍ୟl...

  • @lilenbiswal9707

    @lilenbiswal9707

    Жыл бұрын

    Chhi chhi chhi

  • @manojkumarrauta9705

    @manojkumarrauta9705

    Жыл бұрын

    God bless you Gopal sir. 🙏🙏🙏

  • @Manu-nz8gx
    @Manu-nz8gx Жыл бұрын

    He mahiyasi apana nija arjit sampatti Jane byaktinku Dana karideichhanti. Dhanya apana

  • @tarasbabu2625
    @tarasbabu2625 Жыл бұрын

    ହେ ପ୍ରଭୁ... କି କହିବ କାହାକୁ.... କେମିତି କହିବ କାହାକୁ 😔😔😔😔😔

  • @nathfamily7585
    @nathfamily7585 Жыл бұрын

    ମୁଁ ବି ବହୁତ୍ ଖୁସି ମୋବାଇଲ ରେ news ଯେତେବେଳେ ଦେଖିଲି ବହୁତ୍ ଖୁସି ହୋଇ ମଟନ 1.5kg ଖାଇଥିଲି

  • @agastysir9984

    @agastysir9984

    Жыл бұрын

    1.5 khai dela na sanga hoiki khaila

  • @dharmendrasahu6008

    @dharmendrasahu6008

    Жыл бұрын

    Decentry

  • @shantanupradhan3310

    @shantanupradhan3310

    Жыл бұрын

    😄😄

  • @mamatakhillo6781
    @mamatakhillo6781 Жыл бұрын

    Odisha police department jindabada 🙏🙏🙏 gapal das Sir jindabada 🙏

  • @bijayakumar4947
    @bijayakumar4947 Жыл бұрын

    ଧର୍ମର ହେଉ ଜୟ ପାପର ହେଉ କ୍ଷୟ 🙏🙏🙏 ସତରେ ଯାହା ହେଇଛି ଭଲ ହେଇଛି

  • @mamatakanhar386
    @mamatakanhar386 Жыл бұрын

    ମାଉସୀ ତମକୁ ଶହେ ସଲାମ ।🙏🙏🙏🙏

  • @srath1477
    @srath1477 Жыл бұрын

    Gopal Das Sir is our hero

  • @vivekbagh772

    @vivekbagh772

    Жыл бұрын

    Real

  • @sathy6436

    @sathy6436

    Жыл бұрын

    👍👍👍👍

  • @anilbara7229
    @anilbara7229 Жыл бұрын

    Thanks you maousi GREAT Gopal Das

  • @Maheswaribaidya555
    @Maheswaribaidya555 Жыл бұрын

    ସେ ଶ୍ରୀକୃଷ୍ଣ ହେଲେ ତମେ ରାଧା ଆଉ

  • @rajivgamango6904
    @rajivgamango6904 Жыл бұрын

    ବହୁତ ସୁନ୍ଦର କହିଲ ମାଁ 🙏🙏❤💗

  • @ganeshjena1121
    @ganeshjena1121 Жыл бұрын

    ରାମ ରାବଣ ,କ୦ସ ଶ୍ରୀ କୃଷ୍ଣ, ଏବଂ ନବ ଗୋପାଳ ଯୁଗେ ଯୁଗେ ଅବତାର ।

  • @jyoshnavillagelifestylevlo1958
    @jyoshnavillagelifestylevlo1958 Жыл бұрын

    ଜୟ ଜଗନ୍ନାଥ 🙏🙏ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ 👍🏻👍🏻

  • @manamohanbiswal9711
    @manamohanbiswal9711 Жыл бұрын

    Thanks to Gopal Das .Be strong , be happy . Human are God . They are with you .

  • @gugunduniya3194
    @gugunduniya3194 Жыл бұрын

    You are really mother. You feel real situation. 🙏🙏🙏

  • @duryodhanhembram3462
    @duryodhanhembram3462 Жыл бұрын

    Mausi koti koti tamaku pranam Govinda das jindabad

  • @rojalinbehera1582
    @rojalinbehera1582 Жыл бұрын

    Gopal das ku Mora many many thanks

  • @prasantapujanewlook9568
    @prasantapujanewlook9568 Жыл бұрын

    ଜୁଗେ ଜୁଗେ ଜଗନ୍ନାଥ 🙏🙏🙏🙏🚩

  • @hariharpatra1093
    @hariharpatra1093 Жыл бұрын

    ମାଉସୀ ଭଲ କଥାଟିଏ କହିଲେ,ପ୍ରକୁତରେ ନେତା ଗରୀବ ଙ୍କ ସେବା କରିବା ଦରକାର,ଲୋକ ଦେଖାନିଆ ଠାକୁରଙ୍କୁଦାନକଲେ ଲାଭ ନାହିଁ,ଲୋକଙ୍କ ଆଶୀବା ଦ୍ ଭଗବାନଙ୍କ ଆଶିର୍ବାଦ।

  • @YashRaj-qu7gu
    @YashRaj-qu7gu Жыл бұрын

    Gopal Das 🙏

  • @prasannakumarjena1534
    @prasannakumarjena1534 Жыл бұрын

    Mausi.thank.your.spking.beautiful.jay.jagannath

  • @sambitpatra3706
    @sambitpatra3706 Жыл бұрын

    ମୁଁ ଦମ ଲଗେଇ କହିପାରିବି, ଏ ମାଉସୀ ପ୍ରମିଳା ବିଷୋୟୀ ଠାରୁ ଶହେ ଗୁଣ ଭଲ, ଆଙ୍କୁ byelection ରେ bjd ticket ଦେଉ ❤️❤️

  • @mr-NicK200

    @mr-NicK200

    Жыл бұрын

    😆😆😆

  • @manaskumarbehera4129
    @manaskumarbehera4129 Жыл бұрын

    Jay Sri Krishna, Jay gopal das

  • @rahitbhue5170
    @rahitbhue5170 Жыл бұрын

    ଧନ୍ୟବାଦ୍ ମାଉସୀ ଜୟ ଜଗନ୍ନାଥ 🙏🙏🙏🙏🙏

  • @sudha4527
    @sudha4527 Жыл бұрын

    Gopala Das is a very good gentle man all are saying.

  • @Suryanayak_

    @Suryanayak_

    Жыл бұрын

    👍👍💯💯

  • @tejeswarekhora508

    @tejeswarekhora508

    Жыл бұрын

    Jodi gentle man kahiki murder kola..

  • @mr.odiapua1166

    @mr.odiapua1166

    Жыл бұрын

    @@tejeswarekhora508 maghia to bopa gandi re gata haba darkar chhodipua ,Bjd chamcha maghia

  • @SuperHitsOdia
    @SuperHitsOdia Жыл бұрын

    *ଏମିତି ମରାମରି କାମ ଆଗକୁ ବି ଚାଲିବ । କର୍ମର ଫଳ କେବେବି ବୃଥା ଯିବନି । କର୍ମର ଫଳ ଭୋଗିବାକୁ ହେବ ।*

  • @worldmoviesstar2.0

    @worldmoviesstar2.0

    Жыл бұрын

    Right

  • @bighnarajmajhi7433
    @bighnarajmajhi7433 Жыл бұрын

    Very good

  • @shubhendupattanayak5227
    @shubhendupattanayak5227 Жыл бұрын

    ଜୟ ଶ୍ରୀ ରାମ ପ୍ରଭୁ କୋଟି କୋଟି ପ୍ରଣାମ

  • @nishikantabirabar1385
    @nishikantabirabar1385 Жыл бұрын

    ମାଉସୀ ତୁମେ ଶେଷରେ ଯେଉଁ ଦୁଇପଦ କଥା କହିଲ ସେଇଟା ହେଇ ଥାଇ ପାରେ ,ଗୋପାଳ ବାବୁ ବହୁତ ଦିନର ରାଗ ସୁଝେଇ ଲେ ,ମୋର ଜନତା କହିବେ ଗୋପାଳ ବାବୁ ଠିକ୍ କରିଲେ କି ଭୁଲ କରିଲେ ।

  • @pranantisahoo

    @pranantisahoo

    Жыл бұрын

    Kahaa aakhiru Luna kahaa otharu hasa

  • @desiodiaboys4057
    @desiodiaboys4057 Жыл бұрын

    Gopal das is good person 🙏

  • @sandipkumarsahoo2101

    @sandipkumarsahoo2101

    Жыл бұрын

    Bastard person and criminal person

  • @tejeswarekhora508

    @tejeswarekhora508

    Жыл бұрын

    Gopal is bad person because he has murdered.ookkk.he should be punish.

  • @Satishranjan543

    @Satishranjan543

    Жыл бұрын

    @@tejeswarekhora508 chup be

  • @sanjayanayak2667

    @sanjayanayak2667

    Жыл бұрын

    @@Satishranjan543 Maadi chala

  • @suvransujena5310

    @suvransujena5310

    Жыл бұрын

    Right

  • @sukantijena9372
    @sukantijena9372 Жыл бұрын

    Satya hi Satya. Bhagwan ka nyaya deri hele bi thik sabu bele. Upara Bala ka Mada Kahuku subhibani. Jai Jaganath

  • @pitabassahu7369
    @pitabassahu7369 Жыл бұрын

    Excellent 👌👍 Bahut bhala hela

  • @indrajitworldofficial
    @indrajitworldofficial Жыл бұрын

    Tama ସାହାସ କୁ ମୋର salute 👍👍😃

  • @srikantakumarhota6134
    @srikantakumarhota6134 Жыл бұрын

    ଗୋପାଳ ଦାସ ଜିନ୍ଦାବାଦ।

  • @Kri_d_h_a
    @Kri_d_h_a Жыл бұрын

    Mausi Maa🙏

  • @djagandas676
    @djagandas676 Жыл бұрын

    Se maagiha mala mo bahut Khushi

  • @biranchinarayanmahalik897
    @biranchinarayanmahalik897 Жыл бұрын

    Wow,,,ମାଉସୀ,ଆପଣଙ୍କ କଥା ଶୁଣିକି ତ ମନ ଖୁବ ଖୁସୀ ହୋଇଗଲା । ପ୍ରଣାମ ମାଉସୀ 🙏🌹🤣🤣💥💥💥💥💥💥💥💥💥💥💥💥💥

  • @mangala733
    @mangala733 Жыл бұрын

    ଯୁଗେ ଯୁଗେ ସତ୍ୟ ଧର୍ମ ନ୍ୟାୟ ର ଜିତ ହେଇ ଆସିଛି... ଆଉ ସତ୍ୟର ଜିତ ସବୁବେଳେ ହେଇ ଚାଲିଥିବ ମଧ୍ୟ.. ଅନ୍ୟାୟ ର ରାଜୁତି ସବୁବେଳେ ଚାଲିନଥାଏ ଦିନେ ସବୁ ଅନ୍ୟାୟ କୁ ଧୋଂଶ କରିଦିଅନ୍ତି ଭଗବାନ.. କାରଣ ମଣିଷ ନିମିତ୍ତ ମାତ୍ର କେବଳ ଭଗବାନ ହିଁ ଯାହା ଯେତେବେଳେ ଚାହିଁଥାନ୍ତି ସେୟା ହିଁ ହେଇଥାଏ..ତାଙ୍କ ବିନା ଗଛର ପତ୍ର ଟିଏ ବି ହଲେନି..ଏହାହିଁ ସତ୍ୟ... 🙏🙏🙏🙏🙏

  • @rashmitamishra7773

    @rashmitamishra7773

    Жыл бұрын

    Rights

Келесі