E Janame Maago Samalei|| Sambalpuri Bhajan || Umakanta Das || Shaswat Tripathy ||
Музыка
♫ CREDITS ♫
♫ Song Name - E Janame Maago
♫ Singer - Umakanta Das
♫ Lyrics & Music - Shaswat Tripathy
♫ Arrangement - Jayashree Dhal
♫ Studio - Survibration
♫ Banner - Survibration
♫ Recording & Mixing - Survibration (BBSR)
for recording new song call 7008940396
ଇ ଜନମେଁ ମାଁଗୋ
ଆଁଖି ମୋର୍ ନେଲୁ ଛଡେଇ ...(୨)
ଜନମ୍ ଦେଲୁ ଗୁଟେ ମାଁର୍ କୁଲେ
ମତେ ଗୋ ଛତର୍ ଉଢେଇ...(୨)
ମାଁଗୋ ସମ୍ୱଲ୍ ବାସୀନି
ଅଛୁ ସମଲପୁର
ଖଁଡା ଖର୍ପର ଧରି ବୁଲୁ
ଅଠିପହର...(୨)
ତତେ ଛାଡି ଇ ସଁସାରେ
କିହେ ଗୋ ନାଇଁ..(୨)
ରଖିଥା ମାଁଗୋ ତୁଇ ସ ମ୍ଭ୍ ଲେ ଇ
ମାଁ ଗୋ ମୋର୍ ସମଲେଇ ...(୨)
ଭବନୀପାଟନା ରେ ମାଣିକେଶ୍ୱରୀ
ସୋନପୁରେ ସୁରେସ୍ୱରୀ
ପାଟଣାଗଡେ ପାଟନେଶ୍ୱରୀ
ଜୁନାଗଡେ ଲଂକେସ୍ୱରୀ ..(୨)
ମାଁଗୋ ଗୁଟେ ନ ଶକ୍ତି
ତୋର୍ ଅନେକ ରୂପ
ମାଁଗୋ ପାପୀକେ ନାଶି
ତୁଇ ମେଟାସୁ ପାପ (୨)
ଇ ସଁସାର ରଥକେ ତୁଇ ନେ ଗଡେଇ.(୨)
ରଖିଥା ମାଁଗୋ ତୁଇ ସ ମ୍ଭ୍ ଲେ ଇ
ମାଁଗୋ ମୋର୍ ସମଲେଇ ..(୨)
ଅପୁତ୍ରିକେ ପୁତ୍ର ଦେସୁପରେ ମାଁଗୋ
ଅନ୍ଧ କେ ଦେସୁ ଗୋ ଆଁଖି
କେଭେ ମତେ ନେଇ ଦୁନିଆଁ ଦେଖାବୁ
ସେ ଦିନ ହିଁ ହେମିଁ ସୁଖି(୨)
ମହାନ ଏ ଦ୍ ଖଁଡି ଗୋ
ଅଛେ ତୋର୍ ଦେଉଲ
ସାରା ଦୁନିଆଁ ମାଁତୋର୍
ଅଛେ ଛ ଏ ରା ତଲ..(୨)
କେଭେ ହେବା ମାଁତୋର୍ ଦୟା
ଟାକିଛେଁ ମୁଇଁ (୨)
ରଖିଥା ମାଁଗୋ ତୁଇ ସ ମ୍ଭ୍ ଲେଇ
ମାଁଗୋ ମୋର୍ ସମଲେଇ ..(୨)
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#Ejanamemaago
#UmakantaDas
#JayashreeDhal
#ShaswatTripathy
#Survibration
#NewSambalpuriBhajan
#MaagoSamlei
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର KZread Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official KZread Channel -
kzread.info/dron/T_S.html....
✽ Like us on Facebook -
h / drjayashreed. .
/ sur-vibratio. .
LIKE ◆ COMMENT ◆ SHARE ◆ SUBSCRIBE
Пікірлер: 548
ଅତି ସୁନ୍ଦର ଭାବରେ କରୀଚ ଧନ୍ୟବାଦ ମାଁ ମାହେଶ୍ୱରୀ ଆସିବାଦ କରତୁ ଭଲରେରଖତୁ ଆହୁରେଆଗକୁଜାଅ ବନ୍ଦେ ଉତ୍କଳ ଜନନୀ
ଡୋଳ ନିଶାନ tk baji ଥିଲେ ବହୁତ୍ ସୁନ୍ଦର ହେଇଥିତା
ଜୟ ମାଁ ସମଲେଶ୍ଵରୀ ଗୀତ ଟି ବହୁତ ବହୁତ ବଢ଼ିଆ ହେଇଛେ ବହୁତ ସୁନ୍ଦର ଭାବରେ ପରିବେଷଣ ହୋଇଛେ ଧନ୍ୟବାଦ୍ 🌹🌹🎻🌹🌹🎻
ବହୁତ ସୁନ୍ଦର ଭଜନ। vdo ରେ ଉମାକାନ୍ତ ସହିତ ତା ଭାଇ ଭୀଷ୍ମ କୁ ମଧ୍ୟ ଦେଖାଯାଉ ଯାହା ଦ୍ବାରା ଲୋକେ ତାକୁ ଚିହ୍ନି ପାରିବେ ଓ ସେ ମଧ୍ୟ ଆଗକୁ ବଢ଼ି ପାରିବେ।
ଉମାକାନ୍ତ ଭାଇ ବହୁତ୍ ବଢିଆ ଲାଗୁଛେ ସମଲେଶ୍ବରୀ ଭଜନ ଜୟ ମାଁ ସମଲେଶ୍ବରୀ
ଜୟ ଜୟ ମା ସମଲେଶ୍ବରୀ 🙏🙏🙏 ମା ସମଲେଶ୍ବରୀ ଉମାକାନ୍ତ ବାବୁ କେ ବହୁତ୍ ବହୁତ୍ ଆଶୀର୍ବାଦ କରୁନ୍ l ହୃଦୟସ୍ପର୍ଶୀ ଭଜନ l ❤️❤️❤️
ଅତି ସୁନ୍ଦର୍ । ଜୟ ମା ସମଲେଇ
ଭଗବାନଙ୍କର କୃପା ରୁ ତମର କଲା ସାରା ଜଗତର ଉତ୍ତମ କଣ୍ଠ ଶିଳ୍ପୀ ରୁପେ ପ୍ରକାଶ ହେଉ ଏବଂ ମାଁ ସମଲେଶ୍ଵରୀ ତମକୁ ଲମ୍ବା ଆୟୁଷ ବୃଦ୍ଧି ଦିଅନ୍ତୁ ଏବଂ ତମ ସବୁ ବେଳେ ଏମିତି ଭଲ ଭଲ ଗୀତ ଗାଉଥିବ ଜୟ ଜଗନ୍ନାଥ
ଭଗବାନ ତୁମ ଚଲାପଥ ରେ ପୁଷ୍ପ ବୃଷ୍ଟି କରନ୍ତୁ ମୋର ଏତିକି ଭଗବାନ ଙ୍କ ଠାରେ କାମନା 😭
@ashokkumar-fo6ey
5 ай бұрын
sa
ମାଁ ସମଲେଇ ଉମାକାନ୍ତ ଭାଇଙ୍କୁ ଦିବ୍ୟ ଚକ୍ଷୁ ଦେଇ ମଙ୍ଗଳରେ ରଖିଥାନ୍ତୁ,ସୁନ୍ଦର ସୁର୍ ଯଶଷ୍ବୀ ଭବନ୍ତୁ
ଜୟ ମା' ସମଲେଶ୍ଵରୀ, ଉମାକାନ୍ତ୍ରର ଚଳାପଥ ହେଉକୁସୁମିତ । ଏହା ମା'ଙ୍କଠାରେ ମୋର ପ୍ରାର୍ଥନା ।
ଅତି ସୁନ୍ଦର ଭାବରେ ସଂଗୀତ ଟି ଗାଇଛ 🙂🙂
Jay samleipuri maa🙏🙏🙏🙏God bless you Umakant🙏🙏🙏🙏🙏🙏🙏🙏🙏🙏
Mor maa samlei..🙏🥺..Maa goo..🙏♥️
Jay maa samlei uma babu ro mongal karantu dunia ro sabu khusi tamaku diontu maa samlei 🙏🙏🙏🙏🙏🌺🌺🌺🌺🌺🌺
Gita sunile akhiri luha jhari jauchhi .....❤️❤️❤️❤️❤️❤️
ଦୁଃଖ କର ନାହିଁ ତୁମରଗୀତ ପାଇଁ ଶାରା ବିଶ୍ଵ ଦକ୍
🙏🙏🙏 hari bol maa samaleimaa ki jay 🙏🙏🙏🙏🙏🙏🌺🌺🌺🌺🌺🌺🌺🌺🏵️🏵️🏵️🏵️🏵️🏵️🏵️🏵️🍎🍎🍎🍎🍎🍎🍎🍎🍎🍎🙏🙏🙏🙏🙏🙏🙏 hari bol
Jay Maa Samalei....🙏🙏🙏🙏👌👌👌👌👌
Mo ayusha pua re tote lagijau... eswaranka pakhare mora etiki prathana🙏❤❤🙏...
ମା ଗୋ 🙏🙏🙏
Jay maa samalei 🙏🙏🙏🙏🙏
ଭାଇ ତୋର ଗୀତ କଂଦେଇ ଦେସି ଵୋ।।
ବହୁତ ସୁନ୍ଦର୍ ଭାଈ🪔🪔🪔😊👰💍〰💯👍👍👍
👌👌👌 ବହୁତ ଭଲ ଶ୍ୱର 👌👌👌
ବହୁତ ସୁନ୍ଦର ହେଇଛେ 👌👌👌
@alokkar1682
2 жыл бұрын
❤️❤️❤️
@sarojsamal5988
2 жыл бұрын
Maa Tarini devi namo namaha pranam sabu tuma Echa mnu dukhi kahu chi yes right time right jaga apanaka pachare achi yes right time right dicison no comments but yes yes yes tri bar Satya
Super song ହେଇଚି
Maa🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Excellent God you बेटा जयश्री माम u r great
@kanhuverynaicemallick1549
2 жыл бұрын
God bless
Nice 👍western odishanka tarafaru tumku bahut bahut dhanyabad
Oha mana santai hae gala super super god gifted umakhanta
Jaya.mem.asess.dhana.bad.umakanta.vai.maa.tumaku.amiti.valare.rakhib.rakhithau.jaymaa..
Bahut hrudayasparsi hoichi Umakanta babu..... Mui Sambalpur basi ate.... Mu aahuri Sambalpuri Bhajan gaiba pai anurodh karuchi 🙏🌹
Jay maa samalei...
ଜୟ ମଁ! ସମଲେଇ 🙏🙏🙏..
ବହୁତ ସୁନ୍ଦର ହୋଇଛି
@rajachauhan8311
2 жыл бұрын
vmxynbr .
Baht sundar bhajan ,madichala bhai...Jay maa samlei 🙏🙏🙏🙏
🙏🙏🌺🌺 ଜୟ ମା ସମଲେଇ 🌺🌺🙏🙏
🙏🙏🙏 samaleswari bhal kari Rakhi thaun 🙏🙏🙏
ସୁନ୍ଦର ଉପସ୍ଥାପନା
Maind blowing bhajan
Bohut badhiya gaicha 👌🏻👌🏻👌🏻👌🏻👌🏻mo fabrite singer tame 👌🏻👌🏻👌🏻👍🏼👍🏼
Bahuta sundara jay maa samlaia
ସୁମଧୁର କଣ୍ଠରେ ସୁମଧୁର ସଙ୍ଗୀତ , ବହୁତ ଭଲ
ବହୁତ ବଢିଆ
ବହୁତ ସୁନ୍ଦର ଭଜନ ହେଇଛି 👌👌👌
Jay Maa Samlei Maa 🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺
Bahut badhia
Sabudina eamiti gautha bhai God bless you
Bahut sundr bhajan
Kya bat Beta god bless you
Very Nice Voice....सम्बलेस्वरी भजन.... सम्बलपुरी Song... Mindblowing 👍👍❤❤
ବହୁତ ବହୁତ ସୁନ୍ଦର ଗୀତ
Jay Maa Samalei 🙏🏻🙏🏻 Superb singing by Umakanta.. Heart touching..
@bhaskarkondalu5792
2 жыл бұрын
D s
ଏକ....ନମ୍ବର ....ଗାଇଛନ୍ତି .... 🙏🙏
May maa samlei bless you ❣️🤞
Jay samlei maa🙏🙏🙏
Bahuta Sundar agaku Chalu rahu
Jaya maa samle.🙏.Jaya maa Jaya maa🙏
Nice ..song...jay maa samalei🙏🏻🙏🏻🙏🏻🙏🏻
Goosebumps aasi gala What a mind-blowing song
ଜୟ ଜଗନ୍ନାଥ ତମକୁ ଏମିତି କଳା ଦେଇ ଥାଆନ୍ତୁ ସବୁବେଳେ ତମର ଭଏସ ଅତି ସୁନ୍ଦର ଜୟ ଜଗନ୍ନାଥ ଜୟ ଜଗନ୍ନାଥ 👌👌💐💐👍👍👌👌👌
@surendrakumarsahoo4663
Жыл бұрын
Kbkh x
@surendrakumarsahoo4663
Жыл бұрын
Cold drink
@knagar7921
Жыл бұрын
Bu
Bahut Bahut Sundar Pura Super Jay Maa Samalei
MAA samalei Tor chatar tale samastanku ghanta ghudeikina rakhitha maa aru i bhaii ke aru agke nebara lagi saha ha 🙏🙏🌺🌺🌼🌼🌺🌺🌺🌺🌺🌺🙏🙏
Tume dekhi na parile kn hela Sara dunia tumaku AAU tuma gitaku dekhuchhanti very beautiful song 😭❤️🙏
Sabu bhajan umakanta bahut sundar
Jai maa samalai 🙏🏼🌹🌹🙏 nice bhajan apko mata rani hamesha khush rakhe
Khub sundar
Nice song and singer Jay Maa Samaleswari🙏
@rakashakumar1562
Жыл бұрын
66
Love from bhadrak
Bahut badhia heiche song
Jay maa samlei ..
ଜୟ ମା ସମଳାଇ 🙏🙏🙏
Bahut bahut sunder voice
ଭାଇ ବହୁତ ସୁନ୍ଦର ହୋଇଛି. ଭଗବାନ ତୁମକୁ ସାହାଯ୍ୟ କରନ୍ତୁ 👌👌👌
Bahut Bahut Sundar Great Song.Voice Mam Apananku Koti Koti Juhar Mauka Debaru.He Jagannath Sabubele Khushire Rakhithiba Prabhu Prabhu
Umakanta tamaku bii🙏🙏🙏🙏🙏🙏👌👌👌👌👌👌
Bahut sundar
ଜୟ ମା ସମଲେଇ
Bahut sundar beta
Jay Maa Samlei
Jay maa samlei
Jay maa samalei
Ichha heuche Satare pakhaku jai chumaa debaku maa bapa ke mudiaa aaru sahagogi guru manke dhanyabad
He maa samlai amar umakanta babu ke bhal kari rakhithaa. Bahut sundar gita
ଅତି ସୁନ୍ଦର 💯💯💯👍👍👍🙏🙏
Jay maa samlei bahut sundar bhajan
1number umakanta dash bhai or studeo k j maa samlae
Gita sunile dehara ruma tankuri uthu6i sow nice sang 👌👌👌👌✌✌✌✌✌💕💕🙏🙏🙏🙏🙏🙏❤❤
Bahut sundar umakanta bhai tamara gita sunile aakhiru luha jhariaasuchi
Maa samaleswari tumaku sabubele sahahuantu , tume emiti agaku badhutha ,
जय माँ समलाई💐🙏 जय छत्तीसगढ़🙏
Bahut bhal laagu chhe
Umakanta bhi.best singer
Bahut sundar voice
Jay maa samalei👏👏👏
Bahut sundar bahut bhal lagla
ବହୁତ ସୁନ୍ଦର❤️👌👌👍
🙏🙏Jya maasamlei
Very 👍 nice voice.. Jay mata di 🙏🙏