Drunk Man Creates Nuisance Outside Puri Srimandir
Drunk Man Creates Nuisance Outside Puri Srimandir
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishatv.in/
Android App: bit.ly/OTVAndroidApp
iOS App: bit.ly/OTViOSApp
KZread: goo.gl/Ehz6OP
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 5 200
ଏଇ ଲୋକ ଟିର କିଛି ବି ଭୂଲ୍ ନଥିବ ସେବାୟତ ଙ୍କୁ ଟିକେ size କଲେ ଭଲ ହୁଅନ୍ତା ।
@raimanimundary7972
3 жыл бұрын
Same to you sir
@sanjaymahapatra4521
3 жыл бұрын
Right Sir
@sanjaymahapatra4521
3 жыл бұрын
Tiki
@nuasahicollege2150
3 жыл бұрын
Sir Right katha kahithibaru thanks
@satishbaru
3 жыл бұрын
👍👍👍
ନବୀନ ପଟ୍ଟନାୟକ ମଦ ଦୋକାନ ଖୋଲିଛ ମଦ ପିଇ ମାତାଲ ହେଲେ କଣ ଛୋଡି ହୋଇ ଗଲା
@onlybibek1118
3 жыл бұрын
Right bhai
@ShanaLifestyle
3 жыл бұрын
All right
@madansahu9329
3 жыл бұрын
Right
@Shreematikamnuhanti
3 жыл бұрын
Thanks
@kamallochanbehera3377
3 жыл бұрын
Right 👍
ଲୋକଟି ଉଚିତ୍ କଥା କହିଛି।ବାହାର ରାଜ୍ୟ ରୁ ଯେଉଁ ଯାତ୍ରି ମାନେ ଆସୁଛନ୍ତି କିଛି ସେବାୟତ,ପୋଲିସ୍ ମାନଙ୍କ ପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି।ଲୋକଟିର ସାହସ ପ୍ରଶଂସନୀୟ।👏👏👏
@sairajmohapatra7702
Жыл бұрын
Jagannath Mandir ko hi bhangi deba darkaar bhai, mandir jadi bhangi jiba tahale sebayat mane pura puri bekaar heijibe.
ଜାଆ କହୁ ଭାଇ ତମେ ଏକୁଟିଆ ହୋଇ ମଧ୍ୟ ସତ କହିବାକୁ ଡରୁନ ତମର ଜୟ ହେଉ ଜୟ ଜଗନ୍ନାଥ 🙏🙏🙏
ଧନ୍ୟବାଦ୍ ଭାଇ ତୁ ମଦ ପିଇଲେ କଣ ହବ କସ କଥା ତିକ କହୁଚୁ।👍 ତମେ ମଦ ବିକୁଚ କଣ ପାଇଁ ଓଡିଶା ସରକାର......?
@radhamohan.74
3 жыл бұрын
Mada bika hauchi kn mada piki kahibaku je mandir bhangidaba sie
@padmanmeher8052
3 жыл бұрын
Amity haba Katha
@thrf8083
3 жыл бұрын
Kia bhota debeni bhai
@nayakchitaranjan3559
3 жыл бұрын
Shankar mada pai paesanauchi loka mane madana piele paesa kuadunaba
@sekharpadhy300
3 жыл бұрын
Piba pani
ମିଡିଆ ଭାଇ ମାନେ ସେ madam ଙ୍କ ଫଟୋ ଆଉ sir ଙ୍କ ଫଟୋ ଦେଖାଉନ କଣ ପାଇଁ। ସବୁ ତ ମାୟା ରେ ବାୟା।ଗଞ୍ଜାମ ର ଗୌରବ ଆଜି ବଢେଇ ଦେଲ ଭାଇ ।👍🏻
@julu6122
3 жыл бұрын
Semane bi Puri ra bhai para.....
@siluskb5783
3 жыл бұрын
Right bro
@funwithreyansh1684
3 жыл бұрын
✔✔
@Maa_Kali_Pujari
3 жыл бұрын
@@julu6122 hmm
@csbofficialduty2533
3 жыл бұрын
Supra bhai
ଭାଇ ଙ୍କ କଥା ସତ୍ୟ ଅଟେ 101% sure
@sairajmohapatra7702
Жыл бұрын
Ta deri kahinki bhangi diya Jagannath Mandir ko.
କିଛି ସେବାୟତ ଅଛନ୍ତି ଭକ୍ତ ମାନଙ୍କୁ ବହୁତ ଖରାପ ବିୟବହାର କରୁଛନ୍ତି ଏହାକୁ ଟିକେ ମନ୍ଦିର ପ୍ରଶାସନ ଧିୟାନ ଦେବା ଦରକାର୍
ଲୋ ଭାଇ ତୁ ଠିକ୍ କହିଚୁ .....ଏଇ ସବୁ ମିଶି ତୋତେ ମିଛୁଆ ବୋଲି ପ୍ରମାଣ କରିବାକୁ ଚାହୁଁ ଛନ୍ତି ..... Justice for Ganjam toka...
@jhansiranisahoo7084
3 жыл бұрын
Right
@sunarammurmu8489
3 жыл бұрын
❤️❤️❤️❤️❤️❤️❤️❤️❤️❤️❤️❤️
@hariroutaray7515
3 жыл бұрын
Se jaha kahichi thik kahichi hele kn kahila se majhire pathara mariki badadeula bhangidaba tara sahasa ate
@haribolakathar1502
3 жыл бұрын
Ky bate kahi vhi nice👍👍
@Pkvlogsodisha
3 жыл бұрын
@@hariroutaray7515 thik kotha bhai ragore bahari podi6i pode kn koribo
ଆରେ, ତା ମୋବାଇଲ ଦେଇଦିଅ !!ଚୋର ଗୁଡାକ ପୋଲିସ ଓ ପଣ୍ଡା
@yudhisthirbharasagaria6809
3 жыл бұрын
Real Katha kahuchhi
@funwithreyansh1684
3 жыл бұрын
Mobile au 300 tanka.. ta pare action against sevayat..
ଭାଇ ଯାହା କହୁଛନ୍ତି ଠିକ କଥା କହୁଛନ୍ତି ଗଞ୍ଜାମ ଲୋକ right 💯
I am From Cuttack... Salute You Ganjam ଭାଇ... ମାଘୀଆ... ପୁରୀରେ ବହୁତ୍ ଅତ୍ୟାଚାର କରୁଛନ୍ତି ପ୍ରଶାସନ ଅାଖିରେ କଣ ବାଣ୍ଡ ମଡାହେଇଛି...?
@debashispattanaik5591
2 жыл бұрын
Bhai Nija Bhasa Sanjata Kara........Tapare Bichara kariba
@sarojsamalsehwag8654
2 жыл бұрын
@@debashispattanaik5591 Hm.. Bhai Sorry Mu Kichhi Nana Mananku Kahuchi Bhai Bahut Atyachar Karuchanti Bhai... Puri Ta Bhai Ama Odisa Kn pura Pruthibire Prasidha
@abhishekdash9723
2 жыл бұрын
Aire munha sabhaliki katha barta Kare Ame manuchu bhul boli Ta boli drink kari amiti kahiba thik Amiti pathara mariki deula bhangidaba madua Dianku darshana karibaku mada piki asichi
@babunabiswal
2 жыл бұрын
Bhai bhasa thik kar nahele puri kn dekheidabu .nije thik ruha tapare kahiba
@sarojsamalsehwag8654
2 жыл бұрын
@@babunabiswal A Bhai Mu Ethi Pura Puri Lokon ku Kahuni Bhai... Kichhi Puri ra Nana Au Kichhi Lokonku Kahuchi jie Bahara Lokonku Hairan karuchanti... Au Bhai Puri re Moro Sanga Mane Bi Achhanti Puri re Biswa Prasidha SRI JAGANNATH Bi Achhanti Mu Kain Bhai Puri ra sabu Lokonku Kahibi... Au Tame Jou Kahila Bhasa Thik Kara Puri Kn Dekheidabu... Bhai Ethi Ae Katha Kahibara Karana TK Kahipariba ???
ବ୍ରାହ୍ମଣ ଭାଇ କୁ ବ୍ରାହ୍ମଣ ଜିତିଲା କିନ୍ତୁ ଭାଇର ସାହସ କୁ ବହୁତ୍ ମାନିବାକୁ ପଡ଼ିବ ଏକା ହୋଇବି କାହାକୁ ଡରି ନଥିଲେ ସେ ଗୋଟେ କଥା ଆମକୁ ସିଖେଇଲେ ଜଦି ନ୍ୟାରେ ଅଛ କାହାକୁ ଡରନି ତମ ପାଇଁ ସାରା ଦୁନିଆ ଅଛି ଏଇଠି ସୁର ସାର୍ ଙ୍କ ଡାଇଲଗ୍ ମନେ ପଇଲା ମାଡ଼ି ଚାଲ
@djm1519
2 жыл бұрын
Tui mor shansa dekhinu D.j bhai
ମୁଁ କେନ୍ଦ୍ରାପଡ଼ା ରୁ, କିନ୍ତୁ ଗଞ୍ଜାମ ପିଲାଙ୍କୁ ସେଲ୍ୟୁଟ, ମୁଁ ତୁମକୁ ସପୋର୍ଟ କରୁଛି
@askatoka139
3 жыл бұрын
Tq bro
@srinugouda6702
3 жыл бұрын
Jay kala
@munimunirom886
3 жыл бұрын
Police ku khali mada dekhagala puripanda nka karnama disilani
@dibakarsahu6168
3 жыл бұрын
Well come bro🙏🙏
@indufurniture1385
3 жыл бұрын
@@dibakarsahu6168 ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ
Most important point raised by this respected devote is, "ତମେ ମନ୍ଦିର ପାଖରେ ମଦ କଣ ପାଇଁ ବିକୁଚ?", "ସେବାୟତ ଙ୍କ ଭକ୍ତ ଙ୍କ ଉପରେ ଅତ୍ୟାଚାର", ପ୍ରଶାସନ ର ଦୁର୍ନୀତି,...........
@aksar1608
4 ай бұрын
Nice ganjam
You are not drunk man, you are just tired of this corrupted hypocrite people and system.....💔💔💔
ଓଡ଼ିଶାର ନମ୍ବର 1 ଚାନେଲ ବୋଲୋଉଥୁବା ଓଟିଭି. ତମେ ତମର କର୍ତବ୍ୟ ଠିକ କଲନାହିଁ. ଭାଇଙ୍କୁ ଦେଖେଇଲ. କିନ୍ତୁ ଭାଇ ଆରୋପ କରୁଥିବା ଲୋକଙ୍କୁ କାହିଁକି କ୍ୟାମେରା ପକେଇଲ ନାହିଁ ??
@odiatradition5885
3 жыл бұрын
Sia ba puri loka
@abhishekpati2465
3 жыл бұрын
Right
@AKSAshish
3 жыл бұрын
@@odiatradition5885 😏sethi pai nuhe ie mada piechi boli aa katha samaste bhul bhabuchanti
@dandadharachand2822
3 жыл бұрын
No1banda cancel
@RadheshyamharinamYT
3 жыл бұрын
Ryt
ମତେ ଲାଗୁଛି ପିଲାଟି ଠିକ୍ କହୁଛି। ଠକାମିରେ ପଡିଛି ଵ୍ରାହ୍ମଣ ପିଲା ମିଛ କହୁନି। ପୁରୀ ପଣ୍ଡା ଟଙ୍କା ପାଇଁ ତଳକୁ ଜାଆନ୍ତୁନି କାଳିଆ ବୁଝିବ
@adityaprasaddash2080
3 жыл бұрын
Puri panda pae bisware badanam
@sadashiv173
3 жыл бұрын
Hmm right 👍🏻
ଯିଏ ପ୍ରକୃତ ଦୋଷୀ ତାକୁ ଦଣ୍ଡ ଦିଆଯାଉ ଭାଇ ଆମର ପୁରା ନିର୍ଦୋଷ
More power to that Man💪👍
ମଦ ପିଇକି ବି ସତ କଥା କହୁଛନ୍ତି, ସାବାସ ବ୍ରହ୍ମପୁର ର ଭାଇ କୁ,ଜଗନ୍ନାଥ ହିଁ ସତ ଦେଖେଇଲେ ଆଜି, ମନ୍ଦିର ର ସତ୍ୟତା ଏହା |
@munimunirom886
3 жыл бұрын
Se berhampur ra nai hinjili ra
@lightingseven5492
3 жыл бұрын
@@munimunirom886 ok କିନ୍ତୁ ମେଡମ୍ ସେ "ମୁଁ ବ୍ରହ୍ମପୁର ହିଞ୍ଜିଳିକାଟୁ" ର ବୋଲି କହିଲେ
@bikrampatra7501
3 жыл бұрын
👍
ମଦ ପିଲେବି ସତ୍ କହୁଛି !! ଶେ ୧୦୦% ଠିକ୍ kahichhi
@lingarajlingaraj8665
Жыл бұрын
Yas
ପାଗଳ ଭକ୍ତର ପ୍ରଳାପ ।ବିଶ୍ଵାସ ରେ ବିଷ । ମନ୍ଦିର ମାନଙ୍କରେ ବେପାର । ଓଡ଼ିଶାରେ ନବୀନ ଶାସନ । ହିଞ୍ଜିଳି ର ମାନ ।
Justice for this man 🙏🙏
ସେ ମଦ ପାଇଛି ସିନା ହେଲେ ସତ କହୁଛି
@dj-fi4ge
3 жыл бұрын
Correct bro
@dolagobindadash287
3 жыл бұрын
@@dj-fi4ge thanks dada
@smarttulu1550
3 жыл бұрын
Right my bro
@dolagobindadash287
3 жыл бұрын
@@smarttulu1550 thanks dada
@sunarammurmu8489
3 жыл бұрын
❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
ଭାଇ ମଦ ତ ପିଉଛନ୍ତି ସତ ଏଟା ତାଙ୍କ ଭୂଲ୍ କିନ୍ତୁ ଯାହା ଜଣା ପଡ଼ୁଛି ତାଙ୍କ ଠାରୁ ଟଙ୍କା ନେଇକି ପ୍ରସାଦ ଦେଇ ନାହାନ୍ତି ଏଇଟା ଭି ଭୁଲ୍ ତାଙ୍କୁ ଯଦି ପ୍ରସାଦ ଦେଇ ଥାନ୍ତେ ତାହାହେଲେ ଏତେ ପାଲା ହେଇ ନଥାନ୍ତା।
@DipakKumar-nx7vk
3 жыл бұрын
😂😂
@rubirubi3632
3 жыл бұрын
Han Bhai thik kahicha semane paisa neichanti
@samirabehera9172
3 жыл бұрын
Right
@Soumyaranjan112
3 жыл бұрын
se mada pithiba bhai jatabele mobile re record kale tanka phone ta bi nai gale
@jhansiranisahoo7084
3 жыл бұрын
Right
We. Support. Ajit. Panigrahi. Bhai. Proud. Of. You
Making a person feel humiliated in front of others doesn't make you officials. Treat them properly unless you are not an officials
ସେ ପଣ୍ଡା ଭାବିଲା ଏ ଲୋକଟି ମଦ ପିଚି 300 ଟଙ୍କା ଚୂନ ଲଗେଇବ ବୋଲି ହେଲେ ଭାଇ ଆମର ପୁରା ର ଢ ଟୋକା😂😂😂😂
@digambersahoo4649
3 жыл бұрын
Ek dam rt bro
@subratpradhan2053
3 жыл бұрын
Bhai Amara Ganjam Toka para😁
@anilsubudhy1983
3 жыл бұрын
@@subratpradhan2053 right
@funwithreyansh1684
3 жыл бұрын
👍
@deepakpradhan5375
3 жыл бұрын
Ganjam pila wa
ଏ ଭାଇ ମଦ ପିଇ ସେ ମନ୍ଦିରର ନନାକୁ ଚୋର କହିଛନ୍ତି ଠିକ କହିଛନ୍ତି।
@kajalnk6333
3 жыл бұрын
Kn bhula kala right kahichi Ganjam pila
@snlivestock5324
3 жыл бұрын
@@kajalnk6333 vul tankara j se nananku mari tanka danta jhadei nahanti
@ajitsahu5591
3 жыл бұрын
ତମେ ଶୁଣିନ କହିଲା ଘୁଷୁରୀ ମୁହାଁ ର ଫୋଟୋ ଉଠା
@masterchef6408
3 жыл бұрын
@@snlivestock5324 simple funda wo gadha he ya ghusuri he ya jo bhi Just leave it, agar aap ke saath puri jo ki ek Pabitra jagah hai waha PR agar panda log aap ke saath aise karenge to aap kya karoge. We know agar paisa wala hoga to usko ghnta fark nhi padega
@manojkumarsahu3010
3 жыл бұрын
100%thik
I support this guy, he is telling the truth so bravely,,, these sebayats make the public fool & loot as well. Police should listen to this guy and do correct enquiry & return his phone.
ଆରେ ଏଇଟା ପୁଲିସ ନା ଚର ବେ ସତ କ ହି ବା ଲୋକ କୁ ସାହାଯ୍ୟ କରୁନାହାନ୍ତି ତାଙ୍କ ଡିଉଟି ଆଉ କୁଆଡେ ଗଲା ଏମିତି ପୁଲିସ ବାଲା କୁ ଭଗବାନ କେବେ ତାଙ୍କ ପରିବାର କୁ ସୁଖରେ ନ ରକୁ ଜୟ ଜଗନ୍ନାଥ ,,,,,
ପୁରୀ ର ସେବାୟତ ଆଉ ସେବାୟତ ହେଇ ନାହାନ୍ତି ସବୁ ନେବାୟତ ହେଇ ଗଲେଣି...
@viralvideo77777
2 жыл бұрын
Madi chala
ଭାଇ ମଦ ପିଲେ ବି 100% ଠିକ କହିଛନ୍ତି, ସେ ଶଳା ସେବାୟତ sure misbihave କରିଥିବେ
@soumyaranjanbehera8322
3 жыл бұрын
Hm bhai thik
@Bikashvlogsnow
3 жыл бұрын
Right
@padmanmeher8052
3 жыл бұрын
Right bhai
@subratpradhan2053
3 жыл бұрын
Thik kahila bhai
@acharyavlogs4760
2 жыл бұрын
Hu
ସେତ ଭକତ ଭାବରେ ବନ୍ଧା ରେ ସେତ ଭକତ ଜୀବନ ଧନ। ଭକତ ପାଇଁ କାଳିଆ ବଡ଼ ଦେଉଳ ବି ଭାଙ୍ଗି ଦେଇ ପାରେ।
ସବୁ ଶଳା ମିଲି ଭଗତ... ଜୟ ଜଗନ୍ନାଥ 🙏🙏🙏🚩🚩🚩
ପ୍ରଶାସନ ଏବେ ଦଲାଲ୍ ହୋଇ ଯାଇଛି ତେଣୁ ଉପଯୁକ୍ତ ନ୍ୟାୟ ମିଳୁନି ଜୋରଯାର ମୁଲକ ତାର୍
@bikrampatra7501
3 жыл бұрын
👍
@ajayachanda3945
3 жыл бұрын
Sara odisha re semti sabu dalal
@nagcreation6413
3 жыл бұрын
Yes
ଭାଇ ମଦ ପେଇଥିଲେ ଭି ପ୍ଲୁସ ପୋଇଁଟ ରେ କହୁଛନ୍ତି... Salam ଭାଇ
@smandalentertainment9445
3 жыл бұрын
Right
@dhananjayamohapatra7378
3 жыл бұрын
Sehihe bro
Support to you from gajapati bro.... We stand by you..
Thank you sir ,ଠିକ୍ ନିଷ୍ପତି ନେଇଥିବାରୁ,
ସେ ମଦ ପିଇଲେ ବି ସତ କହୁଚି, ପୁରୀରେ ପୋଲିସ ଆଉ ପଣ୍ଡା ଉଭୟେ ସଲାସୂତର
@chistopher1496
2 жыл бұрын
Kintu bhagwan nku kai kahila mandira bhangidaba
@sairajmohapatra7702
Жыл бұрын
Jagannath Mandir bhanga heba darkaar.
@narayanrajput8335
8 ай бұрын
@@sairajmohapatra7702kon pai reason
@manoranjanbhanja8852
5 ай бұрын
@@sairajmohapatra7702magiaaa ta baap chauda purusa ku Hani dabu ..hata laga jagganath Prabhu ku hana khaii ba magiaa
" ସମସ୍ୟା " କୁ ସାମ୍ନା କରନ୍ତୁ କାହିଁକିନା ଏହା ସାହାସିକତା ବଢେଇବା ସହିତ ନିଜକୁ ସୁଦୃଢ଼ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ..... "ଜୟ ଜଗନ୍ନାଥ"
@manasbehera6414
3 жыл бұрын
Jay jagarnath bhai
@balmikideo3596
3 жыл бұрын
Brave act jio
Katikia khati khia☺ Bhadrikia chora😁 Jaja puria tautaria 😇 Ganjamia hero 😎😎😎🔥🔥🔥
ପୁରୀ ରେ ପଣ୍ଡା ମାନେ ବହୁତ ଅନ୍ୟାୟ କରୁଛନ୍ତି ସେଥି ପାଇଁ ପ୍ରଥମେ ପଣ୍ଡା ମାନଙ୍କୁ ଠୀକ କରନ୍ତୁ ଆଉ ପୋଲିସ ମାନଙ୍କୁ ଅନୁରୋଧ ଉଚିତ୍ ନୀୟ କରନ୍ତୁ
ପୋଲିସ କେବଳ ମଦ ପିଛି ବୋଲି କହୁଛି ସେ ପଣ୍ଡା କୁ କାହିଁକି କିଛି କହୁନାହିଁ l ଏହା ହେଉଛି ପୋଲିସ ର କର୍ତ୍ତବ୍ୟ
ବହୁତ ବଢିଆ, ଜଗନ୍ନାଥ ଆସିଥିଲେ ବୋଧେ ଗଞ୍ଜାମ ଆଡୁ ପଣ୍ଡା ଙ୍କ ଅବସ୍ଥା ବୁଝିବାକୁ
@sukrumudadi6190
3 жыл бұрын
😂
@rajivnayak4855
3 жыл бұрын
Abasta bujhibaku nahi..chanhile abasta dhila karidebu
Bahut badiya Question🙋 karuchanti bhai 👮police mem aau sir manankar v Vedio kariba katha.... Super super 👍👍👍.... TQ🙏🙏🙏
Proud of you ajit panigrahy
ସେଇ ଲୋକ ମଦ ପିଇଛି ସତ ଭାଷା ବି ଖରାପ କରିକି କହିଛି ସେଇଟା ବି ଭୁଲ କିନ୍ତୁ ସେ ଯାହା ବି କିଛି ଅଭିଯୋଗ କରିଛି ସବୁ ସତ । ପୁରୀ ର କିଛି ସେବାୟତ ଲୋକ ମାନଙ୍କୁ ଲୁଟ୍ କରୁଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ଲୋକଙ୍କୁ ସଠିକ ନ୍ଯାୟ ଦିଅ,ଏଇ ଲାଚ୍ଛୁଆ ପୋଲିସ ଓ ସେବାୟତ ମାନଙ୍କୁ ଦଣ୍ଡ ବିଧାନ କର ଏହା ଆମର ଅଭିଯୋଗ ଅଟେ।
@bikramkeshariparida4077
3 жыл бұрын
ଭାଇ ପ୍ରକୃତରେ ପୁରୀ ରେ କାହାର power କାମ କରେନି।
@actiongaming2639
3 жыл бұрын
Please govt of Odisha stop the police torture crime and stop the Jagannath temple Puri everyday any problem face to public why open temple Please stop the temple and stop the police service save public moany
@priyacharandas653
Жыл бұрын
ନବୀନ ପଟ୍ଟନାୟକ ମଦ ପିଇ ମାତାଲ୍ ଏବଂ ମଦ ଦୋକାନ ଖୋଲିବାକୁ ପ୍ରୋତ୍ସାହନ ଦେଉଛି
He is absolutely right . government should take strict step against this..
ଭାଇ ବିରୋଧ କଲ ଠିକ୍ ଅଛି ହେଲେ (ପଥର ମାରି ବଡ଼ଦେଉଳ ଭାଙ୍ଗିବା )ଏକଥା କହିବା ଠିକ୍ ନୁହେଁ ଜେ ଦୋସି ତାକୁ ଧର ସେବାୟତ ହେଉ କି ପ୍ରଶାସନ 😢😢
ତାକୁ ସେତିକି କଷ୍ଟ ହେଇଛି। ତା ମୋବାଇଲ କାହିଁ ନେଇଛ ଚୋର କି ତମେ , ତା ସହ କଣ ହେଇଛି ଭଲସେ ବୁଝ , ମଦ ପିକି ମିଛ କୁହେନି କିଏ ତାକୁ ବାଡିଆ ବାଡ଼ି କାହିଁ କରୁଛ ପୋକ ଉଠୁଛି କି
@himansusekharsahu1535
3 жыл бұрын
ଆରେ ଭାଇ ପୁରୀ ସେବାୟତ ମାନେ ହିଁ ଓଡ଼ିଶାର ପ୍ରକୃତ ଚୋର
@bulupradhan-qj3mn
3 жыл бұрын
Puri loko t chhoro
@puja6903
3 жыл бұрын
Thik katha kahuchanti...se pi nahanti a puri sebayata nka katha kahaku au ajana je ...loka nka pakhare Paisa thile darshan miluchi....mu gote mandira jaithili andhrapradesh re devi Durga nkara sethi aame sabu jagare paisa dei dei darshan pailu mote a tiki lagila vagaban Mandira re khali dhani loka pain...gote gariba budha te gale ta Sethi a te dara sidhi free re jiba pai...paisa dele alpa sidhi seta b 500 re alpa 300 re au tk adhika au free sidhi pura bahut bata aame darshan kariki sabu jagare tickets kari kari 2 jana ku 700 khande lagithila.....Dhanya ho prabhu....tamku darsan pai paisa thiba darkar🙏
ଠାକୁର ଙ୍କ ନାମ ରେ ପୁରୋହିତ ମାନେ ବହୁତ୍ ଖରାପ କାମ କରୁଛନ୍ତି।
Any updates about this person and priest, after the incident. Finally Justice or injustice.. anyone.
The Ganjam man is not a nuisance , actually The Puri temple workers and Police workers are really nuisances...
ଥାନ ଭିତରେ କଣ ହବ ଦେଖେଇବ କଉଟା ଶତ ଆଉ ମିଛ ଜଣାପଡିବ ମିଡ଼ିଆ ଭାଇମାନେ
@govindapanda5941
3 жыл бұрын
Media v mga sala chora
@jharanachandanvlog
3 жыл бұрын
@@govindapanda5941 Hm
ସେ ଲୋକଟି ସମ୍ପୂର୍ଣ୍ଣ ସତ କଥା କହୁଛି।ଖାଲି ମଦ piechi ବୋଲି କେହି ବିଶ୍ବାସ କରୁନାହାଁନ୍ତି ତା କଥା
@rahulbiswal8058
3 жыл бұрын
Right bro
Good job man 👍💗
That person told absolutely true.Person argument is true.
ପୋଲିସ ବାଲାଙ୍କୁ ମାଡ ଦରକାର କାରଣ ଶେଯେଉଁ ଲୋକଟା ପଣ୍ଡା ମାନଙ୍କ କଥା କହୁଛନ୍ତି କାଇଁ ସେପଣ୍ଡା କଣ ବ୍ୟବହାର ଖରାପ କରିଛି ସେକଥା ତ ସିସିଟିଭି କ୍ୟାମରା ରେ ବାହାରିଥିବା ତାକୁ ଦେଖୁନାହାନ୍ତି ଖାଲି ସେଇଲୋକଟାକୁ ପଚାରୁଛନ୍ତି
@jhansiranisahoo7084
3 жыл бұрын
@Manoj Manoj ହଁ
ମୋର Otv ର ରିପୋର୍ଟର ଭାଇ ମନଙ୍କୁ ଗୋଟିଏ ପ୍ରଶ୍ନ , ସେ ଲୋକଟି ଯେତେବେଳେ କହୁଚି Camera କୁ ସେମାନଙ୍କ ଉପରକୁ ଫୋକସ କରିବା ପାଇଁ, ଆପଣ ମାନେ କଣ ପାଇଁ ଦେଖାଉନାହାନ୍ତି??????
@subratkumar354
3 жыл бұрын
Thik Katha bhai
@nuasahicollege2150
3 жыл бұрын
Otv ta full chura gandi mara otv
@BASUDEV12346
3 жыл бұрын
Otv.....chi chi chi
@electrichakermen2776
3 жыл бұрын
Gandi mara midiaa para O tv
@mamatadalei7873
3 жыл бұрын
Thik
he is perfect.. he is brave
Excellent bhai.god bless.jai jagannath
ଏଇ ଭାଇ ଠୁ ସମସ୍ତେ ଶିଖିବା ଦରକାର ଚୁପ ନ ରହି ନିଜ କଥା କହିବା ଜରୁରୀ
@heeralalpadhi9428
2 жыл бұрын
ଏଇ ଗଞ୍ଜାମ ପୁଅ ର ସାହସିକତା ପାଇଁ ମୁଁ ଧନ୍ୟବାଦ ଜଣାଉଛି କାରଣ ସେ ନିଶ୍ଚୟ ଭାବରେ ରାଗରେ ସବୁ ସତ୍ କଥା କହିଛନ୍ତି।
@satyaodisha8591
2 жыл бұрын
🙄 ଭାଇ ଓଷ ପକେଇଲେ ବୋଲି ସମ୍ଭବ ହେଲା ।
@sudhakarnayak35
2 жыл бұрын
@@heeralalpadhi9428 õ
@chitrasenpangi9295
2 жыл бұрын
Right👌👌👌
@simanchalsahu5801
2 жыл бұрын
Right ଯାହା କହିଲେ ଠିକ କଥା କହିଲେ 💯
ପୁରୀ ଶ୍ରୀମନ୍ଦିର ର ସେବାୟତ ଙ୍କୁ ଅନୁରୋଧ କି ସାଧାରଣ ଲୋକଙ୍କୁ ବ୍ୟବହାର ଠିକ କରନ୍ତୁ
@chiranjibipadhi5472
3 жыл бұрын
Maghya panda guda ka kebe b sudhuribeni
@chiranjibipadhi5472
3 жыл бұрын
Mote b thare Jane maghya panda misbehave kari thila
@krishnatruthwins7097
3 жыл бұрын
RIGHT Kathakahile
@mahabiremahaptra8551
3 жыл бұрын
Are thikau sevayta kn kala j
@mahabiremahaptra8551
3 жыл бұрын
@@chiranjibipadhi5472 are thi ta kahi sevayta kichhi bi karinahnti ta sevayta nku Amite kai kahucha
Thank you your brave
This is revolution, thanks
ପୁରୀ ପଣ୍ଡା ସଲେଙ୍କ ଚର୍ବି ଅଧିକ ହେଇଗଲାଣି ,ତେଣୁ ବ୍ୟବହାର ବି ଖରାପ ହେଇଗଲାନି।
@katarhindu4199
3 жыл бұрын
To ra kn mansa achi kire pua
ଭାଇ ପୁରା ଠିକ୍ କହିଚୁ ପିଇ ବା ଲୋକ ର ଭୁଲ୍ ନୁହ ଯୋଉ ସରକାର ଅନୁମତି ଦେଇଛି ମଦ ପାଇଁ ଭୁଲ୍ ତାର
@jayantagaming8037
3 жыл бұрын
Right bro
@twenkletwenkle2543
3 жыл бұрын
Ri8
@mamunimaharna1945
3 жыл бұрын
Jay jo
ଧନ୍ୟ ବାଦ
This person is right Anybody can face this type of problem in puri jaganath temple
@tukun2893
Жыл бұрын
yes, I am facing
Brave person.. 👏👏 ଏଠି ସତ କହିଲେ ଫସିବ । ପୂରୀ ବଡ ଦାଣ୍ଡରେ ଭାଇକଂର ସାହାସକୁ ମାନିବାକୁ ପଡିବ.....
@bikrampatra7501
3 жыл бұрын
👍
ଗଞ୍ଜାମିଆ ଗୋଟିଏ ଭାଇ , ସାରା ପୋଲିସ ଦଳ ପ୍ରଶାସନ କୁ ପାଣି ପିଆଇ ଦେଉଛି ।👍 ଧନ୍ୟ ।
@katarhindu4199
3 жыл бұрын
Bala chodiba police ra
@anilsahoo4492
3 жыл бұрын
Pilata jail jiba darkar
@kamalakantasingh2948
3 жыл бұрын
Police Jodi kichhi korithanta, loko kohithante ki police janataku emiti behave koriba kotha nuhe😂😂
@dkempire8799
3 жыл бұрын
Bala chodi police to bola ra nuha jaha ku mana taku badei daba permission asile semane tate bi gandi mari paribe
@smilesasmita8267
3 жыл бұрын
Hm 😊😂
ଏହା ଏକ ନିଛକ ସତ୍ୟ ଘଟଣା ,ପୁରୀ ର ଅବସ୍ଥା ଏହି ପରି ସବୁବେଳେ ,କେତେକ ପଣ୍ଡାଙ୍କ ଦୌରତ୍ମ୍ୟ ପାଇଁ ପୁରୀ ଆଜି ବଦନାମ । ଅବଶ୍ୟ ବ୍ୟକ୍ତି ଜଣଙ୍କ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ର, ସେଥି ପାଇଁ ସେ ଲଢି ବାକୁ ସାହସ କଲେ । ଧନ୍ୟବାଦ୍ ସେ ବ୍ୟକ୍ତି ଙ୍କୁ 👍
ଏଇଟା ହେଉଛି ଗଞ୍ଜାମ ଜିଲ୍ଲାର ପାୱାର ଟିକେ ଦେଖିକି ପୁରୀ ର ପଣ୍ଡା ଆଉ ପୋଲିସ ଆଉ ମିଡ଼ିଆ ବଲ୍ଲା ନହେଲେ ତମର, ହାତ, ଗୋଡ, ଆଉ ମୁଣ୍ଡ ସବୁଥିବ କିନ୍ତୁ କାମ କରୁନଥିବା ବୁଝିଲ ଗଞ୍ଜାମ ଟୋକା ପାୱାର👍👍👍👍👍
ଏ ପରି ଘଟଣା ସମସ୍ତ ଙ୍କ ସହିତ ଘଟୁଛି କିନ୍ତୁ ସମସ୍ତେ ଚୁପ୍ ରହୁଛନ୍ତି। ହଁ ନା ନାହିଁ ? ଯିଏ puri ଯାଇଛ ସତ କଥା କୁହ।
@sathyanarayann5340
3 жыл бұрын
Thik katha.. Puri re darshak mananku byabahara thik karu nahanti
@RRVLOG223
2 жыл бұрын
ଭାଈ ଏ କଥା କଣ କହୁଛନ୍ତି ଟଙ୍କା କଥା କହୁଛି ଆପଣଙ୍କର କେହି ଶୁଣିବେନି ଶେହି କାଳିଆ ଠାକୁର ଏକମାତ୍ର ଶୁଣିବ ଦେଖିବ ପୋଲିସ ବି କଉ କାମକୁ ନୁହ
@tukun2893
Жыл бұрын
yes
@tukun2893
Жыл бұрын
puri re nana mane bada badia maniku tanka lutuchhnty and sadhrano loko manju bya bhara kharap koruchhnty,eita kichhu uchit nya heu
@ckmeatngfarmer836
5 ай бұрын
Yes
ସଳା ମଦ ଦୋକାନ କଣ ପାଇଁ ଖୋଲିଛି 👺👹👺
@samirabehera9172
3 жыл бұрын
Bandaku khola achi
@arunadash6003
3 жыл бұрын
Right
@lopamudrasethichandin4677
3 жыл бұрын
😀😀
@onlybibek1118
3 жыл бұрын
Mada pi le sina fine katibe
@TrainvlogofEastCoastRailway
3 жыл бұрын
Na bhai mada ra nuhen puri police emiti hi karuchi
Wow wow bohut badhia bhai mo ghara bi puri bohut vala lagila bhai aapan nka sahasa ku maniba ku padiba
He is drunk but he is speaking the truth.
ପୁରୀ ଗୋଟିଏ ପବିତ୍ର ସ୍ଥାନ କିନ୍ତୁ ମୂର୍ଖ ଚୋ ର ସେବାୟତ ମାନଙ୍କ ପାଇଁ । ବଦନାମ ।
@dilipkumarnayak4134
3 жыл бұрын
Right
@rakeshmohapatra5446
3 жыл бұрын
@@dilipkumarnayak4134 200% right
@dibyavaratirautaray5646
3 жыл бұрын
Sata katha
@srikantapradhan7167
3 жыл бұрын
Sire gununidhi kichi na janiki comments karibata apana kete dura thik karuchanti janiparibi ki?
@Raja-gj4ld
3 жыл бұрын
Police pain puri badnaam
ମିଡ଼ିଆ ଭାଇ ସବୁଆଡ଼େ ଦେଖୋ ଖାଲି ନିଶା ପିଚି ବୋଲି ତାକୁ ପୋଚାରୁଚ
@santoshsantosbarada5764
3 жыл бұрын
Helo
@balmikideo3596
3 жыл бұрын
Absolutely true ,puri me ful prashashan ki tana shahi wah re. Odisha sarkar!
@santoshsantosbarada5764
3 жыл бұрын
Gar kanuti
@susantamohapatrabapi4169
3 жыл бұрын
Puri panda au Puri police nka attitude jama vala nuha...Au police kana bujhibe... Lokati mada piechi boli kana mada piechu boli pacharuchhanti... Jo chora kama karicha se katha au kahana...
@sahu2761
2 жыл бұрын
Hi
Jai jagannath 🙏🙏
ଠିକ୍ କଥା କହିଛନ୍ତି ଭାଈ 🔥
ପ୍ରଥମେ ମନ୍ଦିର ପାଖରୁ ମଦ ଦୋକାନ ଉଠିବା ଦରକାର କିନ୍ତୁ ମଦୁଆ ଭାଇ ଠିକ୍ କହୁଛନ୍ତି 🧐🧐
@AKSAshish
3 жыл бұрын
Mandir pakhare mada bikiri hauni
@rajivnayak4855
3 жыл бұрын
Madua boli kahibuni
@sujitpanda5640
3 жыл бұрын
@@rajivnayak4855 aau kan mahatma kahibi 😂🤣
ହେ ଭଗବାନ୍ କେତେ ସାହସ ମୁଁ ବହୁତ୍ ପଶନ୍ଦ କରୁଚି ଏ ବ୍ୟକ୍ତି ଙ୍କୁ ସମସ୍ତେ ୟାଙ୍କ ଭଳି ହେବା ଦରକାର
@srikarsamal5311
3 жыл бұрын
Yes kahiki naa a loko kahibata pura thik katha aama ganjam pila kharap nuha plz kehi kharap bhabiba katha nuha
@basantmajhi8193
3 жыл бұрын
Good
@santoshsantosbarada5764
3 жыл бұрын
Helo
@sunilmandal5555
3 жыл бұрын
Piz no ta dias
@AKSAshish
3 жыл бұрын
@@srikarsamal5311mu puri ra ie jaha bi kahila thik kahila mandira re emiti hi hauchi
ପୂଣ୍ୟ ମହୋଦଧି କୂଳେ ,କଳ୍ପବଟ ଛାଇ ତଳେ ,ଶାନ୍ତି ର ତପୋବନ ଏହି ଓଡିଶା ଭୂଇଁ ,କିନ୍ତୁ ଏହି ସେବାୟତ ମାନଙ୍କ ପାଇଁ ଓଡିଶା ର ନାମ ଖରାପ ହେଉଛି ,ହେ ପ୍ରଭୁ ଜଗନ୍ନାଥ ଏ ସେବାୟତ ମାନଙ୍କୁ ଟିକେ ସଦବୁଧୀ ଦିଅ,💐💐💐ଜୟ ଜଗନ୍ନାଥ💐💐💐
ସତ କହୁଛ ନ୍ତି ଭାଇ
ଭାଇ ମଦ ପିଇଛି ତ କ'ଣ ସେ ଭଲରେ ବୁଝେବାକୁ ଚେଷ୍ଟା କରୁଛି କିନ୍ତୁ ପୋଲିସ ବୁଝୁନି କାହିଁକି କ'ଣ ପୁରୀ ବୋଲି ନାଁ ତାଙ୍କ ଏରିଆ ବୋଲି ଆଇନ୍ ସମସ୍ତଙ୍କ ପାଇଁ ସମାନ 🙏 ଗଞ୍ଜାମ ଭାଇ ତମେ ଠିକ୍ କଥା କହିଛ 👍
@sumitrachand721
3 жыл бұрын
Police chutia
@dipupuja9068
3 жыл бұрын
Athire apanna ku kouthi Ganjam tama ku bhala lagila🤨🤨🏒🏒Ganjam mora bhade me giya mo dist jagatasing Pur but mu bhubaneswar re ame same ste rahu
ପ୍ରକୃତ ଚୋର ପୁରୀ ପଣ୍ଡା ମାନେ ପଣ୍ଡା ମାନଙ୍କର ବଡ ଦେଉଳ କାହାପାଇଁ
@santoshkumarpanda1580
3 жыл бұрын
mañdir ganjam ra
@g.asingh5406
3 жыл бұрын
ODISHA BASIKPAE PURI MO BALASORE KAHOCHE RIGHT
Jay Balaram jay sri Jagannath swami MAA subhadra 🙏🏿❣️
It is very sad that police are also involved in crime and harassing the victim.
ବହୁତ ବଢିଆ କହିଛ ଭାଇ, ଘୁଷୁରୀ କହିଲ ବହୁତ ଖୁସି ଲାଗିଲା । ସବୁ ବଡ଼ ପଣ୍ଡା ମାନେ ଲୋକଙ୍କୁ ଲୁଟୁଛନ୍ତି ଆଉ ପୋଲିସ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛି । ବହୁତ ଖୁସି ଲାଗିଲା ।
@pradeepkumarbhoi8048
2 жыл бұрын
Mada pichi sata kintu 100%sata katha kahile
@saipatro5461
2 жыл бұрын
Thik koecha bgai
@laxmipriyabadajena4904
2 жыл бұрын
R8
@bishnupriyapatra2394
2 жыл бұрын
Right
@AllhaSuarwala
2 жыл бұрын
@@pradeepkumarbhoi8048 ମଦ ପିଇ ଲୋକେ ସତ କଥା ହିଁ କୁହେ।
ଭକ୍ତ କଥାରେ ସତ୍ୟତା ଦିଶୁଛି ପ୍ରଭୁ ନ୍ୟାୟ ମିଳୁ
ନିରୀହ ଲୋକଙ୍କ ଉପରେ ପୋଲିସ ଷଣ୍ଢ ରେ ଭାଇ ।। ଦେଖନ୍ତୁ ପୋଲିସ କିପରି ଟିଉସନ୍ ହେଉଛନ୍ତି ।। ନବୀନ ଙ୍କ ନିର୍ବାଚନ ମଣ୍ଡଳୀର ପୁଅ ପରା ।। ଆଇନ୍ କାନୁନ୍ ତ ପୁରା ନିର୍ବାଚନ ମଣ୍ଡଳୀର ପୁଅ କୁ ମାଲୂମ ।। ଧନ୍ୟ ପୋଲିସ ପ୍ରଶାସନ ଆଇନ୍ କାନୁନ୍ ।।
Jay Jagannath, mahaprabhu nku koti koti pranam but sebayat mananku mahaprabhu bahuta dei chhanti and deuchhanti, tathapi sebayat mane bhaktanku thhakaiba chhdunahnti and tanks prakrutiku paribartan karunahanti jaha atabasyka
ମଦ ପିଇ କିନ୍ତୁ ସେ ସତ କହୁଚି ସେ ପଣ୍ଡା ତାକୁ ବୋଲି ନୁହେଁ ଯିଏ ବି ନୂଆ ଲୋକ ଯାଇଛି ସେ ବି ଏ ଭଳି ଅସୁବିଧା ଭୋଗିଚି ।
ମା*ଆ ପଣ୍ଡା ମାନଙ୍କ ପାଇଁ ଏତେ ବଡ଼ ଧର୍ମ ସ୍ଥଳ କୁ ଇଛା ଥିଲେ ବି ଯିବାକୁ ଇଛା ହଉନି
Police manaku amiti kahiba darkar lancha khai Sabu Khali aniya pachare jai Khali bhala lakaku dukha deuchanti super 👍👍👍👍 bhai mara
ସେବାୟତ ମାନେ ବହୁତ ଅସୁବିଧା କରୁଛନ୍ତି