ଧର୍ମ ବିଶ୍ୱାସକୁ ଠକାମୀରେ ପରିଣତ କରିଛି କିଏ ? Dharma Biswas Ku Thakamire parinata karichhi kia ? Dharm

Пікірлер: 13

  • @jkkj6288
    @jkkj628829 күн бұрын

    ବାବା ପ୍ରଣାମ , ଜୟ ଜଗନ୍ନାଥ ଜୟ ପଞ୍ଚସଖା। ଜୟ ଶ୍ରୀ ଶ୍ରୀ ଶ୍ରୀ କେଶବ ଠାକୁରଙ୍କର।

  • @subhenupalai7296
    @subhenupalai729629 күн бұрын

    ଜୟ ଜୟ ଗୁରୁଦେବ।ॐଶ୍ରୀ ଗୁରୁଦେବାୟ ନମଃ।।

  • @birendrasenapati724
    @birendrasenapati72429 күн бұрын

    Jay❤❤shree🙏🙏 krishna🙏🙏 Jay❤❤

  • @shyamshyamanujdas8628
    @shyamshyamanujdas862829 күн бұрын

    Jay shree guruswami 🙏 saranam

  • @nimaicharandeheri9064
    @nimaicharandeheri906429 күн бұрын

    guru pranam ଏ ନୂ, ଏ ଯେତେ ଭାବେ ଭଜେ ହରି ତା ହୃଦୟ ନ ତେ ଜେ ଯେ ଜେଉ ଭାବରେ ଭଗବାନ ଙ୍କୁ ଭ ଜୁ ସାକାର ବା ନିରାକାର ପ୍ରଭୁ ଶୂନ୍ୟ ବ୍ରହ୍ମ ନିରାକାର

  • @sanjuktabiswal1569
    @sanjuktabiswal1569Ай бұрын

    ଜୟ ଗୁରୁ ସ୍ୱାମୀ 🙏🏽🛐👌🏻👌🏻👌🏻👌🏻

  • @shivaprasadbhol2155
    @shivaprasadbhol2155Ай бұрын

    Pranam Bipini Bhai. Jay jagannath. Jay panchasakha. 🙏

  • @RaghabaMahanty-xr5it
    @RaghabaMahanty-xr5itАй бұрын

    ❤️🙏🙏🙏❤️

  • @user-dh7tp2ox8i
    @user-dh7tp2ox8iАй бұрын

    Guru swami bhai 🙏🙏🙏

  • @sebatijena33
    @sebatijena33Ай бұрын

    Jay charamadhana guruswami pranam

  • @sanjuktabiswal1569
    @sanjuktabiswal1569Ай бұрын

    ମୁଁ ଗୀତା ଭାଗବତ ପଢେ ବୋଲି କୌଣସି କଥା ରେ ଝୁଣ୍ଟି ପଡିଲେ କହିବେ ସମାଲୋଚନା କରି ଆଗରେ ହଉ କି ପଛରେ ହେଉ ଗୀତା ଭାଗବତ କାଳେ ପଢୁଛି. ଶୁଣିଲେ ବହୁତ ଦୁଃଖ ଲାଗେ. ମୁଁ କୁହେ ମୋତେ ଯାହା କହୁଛ କୁହ. ଗୀତା ଭାଗବତ ଦୋଷ ଦିଅନି. ଜୟ କେଶବ ଚନ୍ଦ୍ରାୟ ନମଃ 🙏🏽🛐🌿❤️🌼🌿❤️🌼

  • @amitkumarswain7881
    @amitkumarswain7881Ай бұрын

    😊 mum

  • @babulasahu305
    @babulasahu30529 күн бұрын

    ତମ ଭଳି ଅନ୍ଧ ଶ୍ରଦ୍ଧାଳୁ and ଅନ୍ଧ ଚେଲଙ୍କଠାରୁ ଶୁଣିବା ପାଇଁ ପୁଅ ମନା କରିଛି ଭଲ କରିଛି। କାହିଁକି ନା ତମ ସହ ସାଙ୍ଗ ହେବା ଦ୍ଵାରା ତମେ ଅନ୍ଧ ଶ୍ରଦ୍ଧା ଭରି କରିବ ତାଙ୍କର mindre। ଆରେ ଭାଇ ତମେ କୋଉ ସାଇନସ୍ କୁ ମନା କରୁଛ ଯୋଉ ସାଇନସ୍ ବିନା ତମେ ଗୋଟେ ମୁହୂର୍ତ୍ତ ଚାଲିପାରିବ ନାହିଁ। ତମ ମନ୍ଦିର 1 ବର୍ଷ ବନ୍ଦ ହେଲେ କିଛି ବି loss habani kintu 2 dina science thu ଦୁରେଇ କି ରୁହ ତାପରେ ଜାଣିବ। ଏତେ ଝିଅ rape ହେଉଛନ୍ତି କୁଆଡେ ତୁମ ଭଗବାନ, କିଏ ତାଙ୍କୁ ନ୍ୟାୟ ଦଉଛି ତମ ଗୀତ,ଭାଗବତ ନା ସମ୍ବିଧାନ। E ଜଗତରେ ମଣିଷ ଦ୍ଵାରା ସବୁଠାରୁ ବଡ଼ ବଡ଼ ମିଛ ପ୍ରଚାର ଚାଲିଛି କି ଭଗବାନ୍ ଅଛନ୍ତି। ଭଗବାନ ବୋଲି କେହି ନାହାଁନ୍ତି ଯଦି ଥାନ୍ତେ କେହି ଜଣକୁ ବି ଦେଖା ଦେଇଥାନ୍ତେ। ଯେତେ ମହାପୁରୁଷ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ anubhav ଦେଇଛନ୍ତି ନୈତିକ ଶିକ୍ଷା ପାଇଁ କିନ୍ତୁ ତୁମେ ଭଗବାନ ସଜେଇ ଦଉଚ୍ଛ ଯାହା ଫଳରେ ଆଜି ସାରଥି ବି ଭଗବାନ। ତମେ ମାନେ ତମ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ନିରୀହ ଲୋକଙ୍କୁ ଭୟ ଦେଖାଇ bhagaban nka ସରନରେ jao sabu thik heiniba boli bobaluchha। Tama guru jadi ଭଗବାନ ତେବେ ମୃତ୍ୟୁ ସ କାହିଁକି ମେଡିକାଲ୍ ଗଲେ ଯିଏ ଅନ୍ୟର କ୍ୟାନସର ଭଲ କରିଦେଉଥିଲେ। ତମେ ଯାହା ସବୁ କହୁଚ୍ଛ ଆମେ ସବୁ ଶୁନୁଛୁ ଭଲ ମନ୍ଦ ବିଚାର କରୁଛୁ କିନ୍ତୁ ଡରୁଆ ଲୋକ ତମର ଶୀକାର ହଉଛନ୍ତି।

Келесі