Dhana Pain Saja Hebi Ei Raja Re | Official Full Video | Raaj ,Hiranyamayee |Ira ,Human | Odia Song
Музыка
Welcome to Global Music Junction Odia (GMJ ODIA)
Create Your Reels Here: / 1457546751520136
DHANA PAIN SAJA HEBI EI RAJA RE
► Starring -Raaj Rock , Hiranyamayee
► Director -: Tuna , Chandan
►Music: - Malaya Mishra
► Lyrics - Subash Mishra.
► Singer: - Ira Mohanty , Human Sagar
► Producer: Rajkumar Singh, Malaya Mishra
► Choreographer - feroj
► DOP. Ajit
► Edit. Ranjan Khatoi
► DI. Dreams Digital.
► Art. Pandia.
► Creative head. - prasanta Mishra
► Digitization. Team GMJ
► Promotion. Team. Monsoon Creatives. (Subha .Purnit .Santosh )
► Make up - Ganesh
► Hair Dresser - Pranati
#humansagar #iramohanty #Raaj #Hiranyamayee #malayamishra #gmjodia #rajo
♪ Full Song Available On ♪
♪ Spotify: open.spotify.com/track/0obM5h...
♪ Jiosaavn: www.jiosaavn.com/song/dhana-p...
♪ Wynk: wynk.in/u/dLf4mXQOA
♪ Apple Music: music.apple.com/us/album/dhan...
♪ YT Music: • Dhana Pain Saja Hebi A...
♪ Amazon Music: music.amazon.in/tracks/B0D5Z1...
♪ Gaana: gaana.com/song/dhana-pain-saj...
► KZread: / @gmjglobalmusicjunctio...
► Facebook: GMJ-ODIA-111...
► Instagram: / gmjodia
► Twitter: / gmjodia
For Trade Enquiry: +919869649066
Email Us: Enquiry@globalmusicjunction.com
#harry #simran #iramohanty #rukusuna #malayamishra #gmjodia
Пікірлер: 928
ପୁରା ଗାଉଁଲି style ରେ ଏକ ନମ୍ବର ଅତି ସୁନ୍ଦର ଭାବରେ ଲେଖିଛନ୍ତି ମ କମେଣ୍ଟ୍ ଟିକୁ ଜଉ ମାନେ ପଢୁଚ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାର କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
@amfacts7733
Ай бұрын
❤❤
@JhomorjaliProduction
Ай бұрын
ଆଉ ଯଉମାନେ ପଢ଼ୁନାହାନ୍ତି, ସେମାନଙ୍କ ପାଇଁ ଭଗବାନଙ୍କ ପାଖରେ କିଛି ମାଗ 🎉🎉🎉
@sunilkumar-eu7ql
Ай бұрын
@@JhomorjaliProduction ସେମାନଙ୍କୁ ବି ଭଲରେ ରଖନ୍ତୁ ସମସ୍ତଙ୍କୁ ଭଲରେ ରଖନ୍ତୁ ଏତିକି ଅଳି ଭଗବାନଙ୍କ ପାଖରେ ଜୟ ଜଗନ୍ନାଥ
@KausalayaSahu-ef2ku
Ай бұрын
Jay Jagannath blessing you
@Kunmun_das_12
Ай бұрын
Jay jagannath ⭕‼️⭕
ପଇଲି ରଜ ଉପଲକ୍ଷେ ଆମ ଓଡ଼ିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ 🎉🎉🎉🎉❤❤
@AamaGaonAamaMati
Ай бұрын
🙏🙏🙏
@user-bh8lh7ym5w
Ай бұрын
Same 2 you friends
@AamaGaonAamaMati
Ай бұрын
@@user-bh8lh7ym5w 🎉🎉🎉
ଗୀତ ଟି... ପୁରା ଗୁଆ ଘିଅ.. ରେ.. ଛୁଙ୍କ ହେଲା ଭଳି ଲାଗୁଛି ଓଃ ❤️💚👌
@SukantiGemel-pl8kz
23 күн бұрын
sukntiGeme
ମୁଁ ଜଣେ ଆଦିବାସୀ ଏ ଗୀତ ଓ ଭିଡ଼ିଓ ଏତେ ସୁନ୍ଦର ହେଇଛି ମୋନ କୁ ଛୁଇଁଲା ଭଳି ଗୀତ ❤ ଏମିତି ଗୀତ ଓ ଭିଡ଼ିଓ ଜ୍ୟଦିଆସିବ ଲୋକ ଦେଖିବା ଶୁଣିବା ରେ ବ୍ୟାକୁଳ ହେବେ🎉
ରଜ ପାଇଁ ଗୀତଟି ପୁରା 💥ଏହି ଗୀତ ଶୁଣିଲା ପରେ ବାରମ୍ବାର ଗୀତକୁ ଶୁଣିବାକୁ ଭଲ ଲାଗୁଚି । 💥 ମଳୟ ମିଶ୍ର ସାର୍ ଗୋଟେ ପରେ ଗୋଟେ ନୂଆ ଗୀତ ଆମମାନଙ୍କୁ ଦେଇ ଚାଲିଛନ୍ତି । ରଜ ପାଇଁ ଗୀତ ପୁରା ଝାକାସ
@BabulSwain-st9kb
Ай бұрын
P
@mihirpal1892
Ай бұрын
Nice song
@GopinathNath-yn2rn
Ай бұрын
💓💓💓💓💓💓💓🔢
@GopinathNath-yn2rn
Ай бұрын
👌👌👌👌🏯🏯👘👺
@subhadramukhi7057
27 күн бұрын
😅😅
ପୁରୁଣା music ଭଳି ଲାଗୁଛି ବହୁତ ସୁନ୍ଦର ହେଇଛି ଗୀତଟି ଇରା ମହାନ୍ତି କଣ୍ଠ ଆଗଲା ପ୍ରକାର
@AamaGaonAamaMati
Ай бұрын
💯💯💯💯💯
Ira mohanty ଭଳି ଓଡ଼ିଶା ରେ କେହି ମିଳିବେନି ମୁଁ ଛୋଟ ବେଳୁ ଶୁଣି ଆସୁଛି ତାଙ୍କ ଗୀତ ମନକୁ ଛୁଇଁଲା ଭଳି ଗୀତ ଇରା ଦିଦି ଙ୍କର ବହୁତ ସୁନ୍ଦର କଣ୍ଠ 🙏🙏🙏🙏🙏🙏🙏👍
@koushikrouth4553
12 күн бұрын
❤❤❤😂😂😂
ରଜ ପାଇଁ ହିଁ ଏ ଗୀତ ଖୋଜୁ ଥିଲା, ଏ ଗୀତ ଶୁଣି ମନ ରଜ ରେ ଆନନ୍ଦ ନେଇଛି.
Song ଟି ବହୁତ ସୁନ୍ଦର ହୋଇଛି 🥳❤️
@Surya5103
Ай бұрын
😊
@gourabjena7801
Ай бұрын
❤❤❤
@BrajobagalBagal
Ай бұрын
@gourabjena❤sfg7801
@user-hi6xq4cz3i
Ай бұрын
Hii laxmi
@biswalpintu5156
20 күн бұрын
song ti super duper hit
ଗାଉଁଲି କଲଚର୍ ରେ କର ସବୁ ବେଳେ ହିଟ୍ ହେବ ଓଡ଼ିଆ ଆଲବମ୍ ଗୀତ 👍👍👌👌
ମନ୍ କୁ ଛୁଇଁ ନେଲା ଗିତ ଟିଏ
ମୁଁ ଜଣେ ସଉରା ଆଦିବାସୀ । ଓଡ଼ିଆ ସଙ୍ଗୀତ ଏବଂ କଣ୍ଠଦାନ ଓ ରଚନା ଏବଂ ନାଚ ମଧ୍ୟ ବହୁତ ବହୁତ ସୁନ୍ଦର ହୋଇଛି। ଆପଣମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ।
ଗୀତକୁ ଯେତେ ଶୁଣିଲେ ବି କମ ଲାଗୁଛି..ଧନ୍ୟବାଦ ମଳୟ ସାର୍
ଇରା ମାଡାମ ଓ ହ୍ୟୁମାନ ଭାଇ ଙ୍କ ସୁନ୍ଦର କଣ୍ଠ 🙏🏽🙏🏽🙏🏽🙏🏽🙏🏽🙏🏽
ହୃଦୟ କୁ ସ୍ପର୍ଶ କଲା ❤❤❤ ମୁଁ ବହୁବାର ଶୁଣୁଛି 😊
Roja kie kie palan karucha Like karantu❤❤❤ From Nabarangpur
@sarojpatra7535
Ай бұрын
❤❤❤❤❤😂😂
Woow ବହୁତ ସୁନ୍ଦର ରଜ ଗୀତ 🌹🌹🌹😍👍
ରଜ ପାଇଁ ଆସିଗଲା ସୁନ୍ଦର ଗୀତ
@AamaGaonAamaMati
Ай бұрын
👌👌👌
@sudhirkumarmohanty8235
Ай бұрын
@@AamaGaonAamaMatihi o99 9
@AkashNaik-so3kh
Ай бұрын
Bhalo laguchi my favourite song 🎉🎉🎉🎉
@SulekhaPradhan-oi6wm
Ай бұрын
Tanki human Sagar Sarita Madam Kitna khubsurat
@akashmoharana9793
Ай бұрын
🎉❤
ଗୀତ ଶୁଣିଲେ ଗୀତ ପୁର....Anubhav and Barsha. ଙ୍କ କଣ୍ଟ ପରି ଗୀତ ଲାଗୁଛି...niw ଭିଡ଼ିଓ ଆଚିଲା ପରି ମନେ ପଡେ ...thankyou human sir and ira medam..... ହେ ବର୍ଷ ର 1 ନମ୍ବର ଗୀତ.......ରଜ ରେ ପୁରା ହୁଟୁଛି ପଡୁଛି... ଆମ ଗାଁ ପଟେ.... ଗାଁ ଗାଁ ମାନଙ୍କ ରେ.... ହାଉଁରୀ ତମ ଗାଁ ପଟେ ଭାଇ ମାନେ.. ତମ ଗାଁ ପଟେ କେମିତି ଚାଲୁଚି ରଜ............... 👍👍🥳🥳🥳🥳🥰🥰😁😁😁❣️❣️❣️❣️
Human sagar is a legendary singer ❤❤❤ jay paschim odisha
ଅତି ଚମତ୍କାର ଗୀତଟିଏ ହେଇଚି ,ସୁଦ୍ଧଓଡ଼ିଆ ଗୀତ
ରଜ ରେ ସୁପର ହିଟ ଗୀତ
❤❤❤❤❤❤❤wow wala song
❤❤❤❤ bahut sundar laguchi ei gita
ସଭୁଠୁ ବହୁତ୍ ସୁନ୍ଦର୍ ଗୀତ ଟେ ହୋଇଚି ରଜ ପାଇଁ ,ପୁରା ମନ କିଣି ନେଇଯାଇଛି ମୋ ଧନ ପାଇଁ କିଣି ଦେବୀ ମାହାଙ୍ଗା ବାଲା ଲେହେଙ୍ଗା,❤❤
Bahut bahut bhala Lagila Raja Sona ta ❤❤❤❤❤❤❤❤
ଓଡ଼ିଶାର no1My favourite singer Ira mohanty
ମଳୟ ମିଶ୍ର ସଂଗୀତ ନମ୍ବର 1❤❤❤❤❤
Sabu raja re emiti new song asu Jay jagarnatha😍😍
ବହୁତ ସୁନ୍ଦର ସ୍ୱର ସଂଯଜନା, Lyricist କୁ ଧନ୍ୟବାଦ.... ❤️❤️❤️❤️
Song te bahut sundar heichi ❤.
ଓଡ଼ିଆ ପାଇ ରଜ ଗୀତ ଭଲ ❤ଜୟ ଜଗନ୍ନାଥ
Hiranmayee❤ ବୋହୁତ ସୁନ୍ଦର୍ ହେଇଛି😊❤
@laxmipriya7230
Ай бұрын
💙💙
@Surya5103
Ай бұрын
Happy ରଜ ଦି 😊❤
@laxmipriya7230
Ай бұрын
Same to you bro 🥳💙❤️
ସୁପର ସଙ୍ଗ ❤❤❤❤😄😄😄🙋♂️🙏👍👍👍😄😄😄😄😄
ବହୁତ୍ ସୁନ୍ଦର୍ ଗୀତ 🥰🥰🥰😘😘😘😘😘😍😍❤️❤️❤️
Odia nahi aata phir v odia gana mere ko bahut aacha lagta he ❤❤❤
ରଜ ସଂକ୍ରାନ୍ତି ର ହାର୍ଦିକ ଶୁଭକାମନା ଓ ଶୁଭେଛା ଜଣାଉଛୁ ଆମେ ମେରେଇ ଗାଁ ପିଲା ..... ରୋହିତ...........❤❤❤❤❤
All of you Happy Raja....❤❤❤❤So Sweet song 👍👍👍
ରଜ ପାଇଁ ଆସିଲା ନୂଆ ଗୀତ❤❤❤
ମୋ ଧୋନ ପାଇଁ କିଣିଦେବି ଏଇ ରୋଜରେ ଗୋଟେ ମୋହଙ୍ଗାବାଲା ଲେହେଙ୍ଗା ❤❤❤
Hiranyamayee express wow👌👌👌
କିଏ କିଏ 14 ତାରିଖରେ ଶୁଣିଛ❤❤
ଗୀତ ଟି ମନକୁ ଭାରି ଭଲ ଲାଗିଲା❤❤❤❤❤❤❤❤❤❤❤❤ ଜୟ ଜଗନାଥ .......
ମୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଟେକା ❤❤❤
Raaz bhai 👌👌👌👌
ଜୟ ଜଗନ୍ନାଥ ❤❤❤
ଭାଇ କଣ ହେଇଚି ଗୀତ ଆଉ ସୁପର ଭାଇ ସୁପର ସେ ଉପର sis ର ଏ song ର ଭିଡିଓ.... ପୁରା ଝାକାଶ.... ❤️❤️❤️❤️❤️❤️ଆମେ ଓଡ଼ିଆ ସବୁଠୁ ବଢିଆ ଜୟ ଜଗନ୍ନାଥ 🥰🥰🥰🥰🥰
Finally video song ashigala❤❤❤
A gita mun jete thara sunilebi mate ahure suni Baku ichha houchhi ❤❤❤❤❤😊
Bohut sundar heichi geeta ❤❤
Human sagar and IRA mam clear cristal voice heart touching voice. It is called ଓଡ଼ିଆ ବାସ୍ନା
So sweet and beautiful ❤️❤️❤️
ବୋହୁତ ସୁନ୍ଦର ହେଇଚି❤❤
Bahuta sundar Gita I love you❤ Dana
Super duper heichhi bhaina heart' touching song like❤karo
Shotore a gito vohut volo achi nice song dii ❤❤❤❤😊😍
ବହୁତ ବହୁତ ସୁନ୍ଦର ଗୀତ ❤️🙏sir🙏❤️ ଏଇ ଭଳି ଗୀତ ଦେଇ ଚାଲୁଥାନ୍ତୁ
Fantastic song 👌👌👌 ବହୁତ ସୁନ୍ଦର,, music, lyrics and Singer all are 👌👌👌
କିଏ କିଏ ମେସେଜ ପଢି ଆସିଛ ଲାଇକ କର ଆଉ କମେଣ୍ଟ କର. କିଏ କୋଉ ଜିଲ୍ଲାର ଭାଇ ଭଉଣୀ ମୁ କଳାହାଣ୍ଡି ରୁ❤
@user-Sumi143Pinku
Ай бұрын
Keonjhar ❤
@mukeshpradhan1871
Ай бұрын
USA
@balramkumal4308
Ай бұрын
ନବରଙ୍ଗପୁର ଜିଲ୍ଲାର
@user-tc3dc2gx1i
27 күн бұрын
❤@@user-Sumi143Pinku
@bijaypradhan-rk5gb
27 күн бұрын
Baleshwar
Supar hit
ଓଡିଶାରେ ଏହି ଗୀତ viral ହେବ କାହିଁକିନା ଓଡ଼ିଆ କୋଲଚର ଓଡ଼ିଆ ମାଟି ବାସ୍ନା ଏହି ଗୀତ ରୁ ଜଣାପଡୁଛି 🙏👍
Bhai jaha kuha ai gita ta sabu raja tharu madhya ahuri madhura 😊😊😊😊😊😊😊❤❤❤❤❤❤
ଅତି ସୁନ୍ଦର ଭାବରେ ଗାଇଛନ୍ତି ଇରା ମହାନ୍ତି
@user-rashmi891
Ай бұрын
Antara chakraborty ira mohanty nuhe
Lovely location lovely visualisation great job done by director duo👍
Pura movie song laguchi❤....ekdum jhakaas 😊
Miss u mo dhana 💓🫶 ଏବର୍ଷ ଜାୟି ପାରିଲିନି ରଜ କୁ ଲୋ❤❤❤❤
Beautiful song wid Gorgeous heroine Hiranmayee❤❤
@user-hi6xq4cz3i
Ай бұрын
Hii sasmita
Nice song ❤
Human Bhai ku bhagawan bhalare rakhantu❤❤❤❤
Odishar pila tukel 👍👍👍please🙏🙏💓
Super duper video bro 👌
Bahut bahut sundara composition Malaya sir odisa ra Evergreen music director au Evergreen singer Ira mohanty combo offer ithar Rajo pain ...
@AamaGaonAamaMati
Ай бұрын
Absolutely 👌👌👌
@dibyanshiofficials9797
Ай бұрын
Humane sagar nkau bhulijauchha.irshare
ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ଗିତିକାର ଏବଂ ଅଭିନୟ କରିଛନ୍ତି ଓ ଗାଇଛନ୍ତି
Human bhai bhagwan tumaku bhalarey rakhutanru❤❤❤❤❤❤❤❤❤❤❤❤❤❤❤
Such a nice song ..thank u ira and human ❤❤❤
Nice song odia🥰🥰 Manaku chuin gala so nice 👍👍
Happy ରଜ ❤❤❤
❤❤❤❤❤❤❤❤❤ମୁ ଏଇ ଗୀତ କୁ ୪ରୁ୫ ଥର ଶୁଣି ସାରିଛି ବହୁତ ଭଲ ଅଛି ଅତି ସୁନ୍ଦର ହେଇଛି ବହୁତ ଭଲ ଅଛି ଜୟ ଜଗନ୍ନାଥ ❤❤❤❤❤❤❤❤❤
Superb 👌💥 choreography 👌👌💥
Finally Raja pain Music video asigala .... awesome heichi & Best Jodi of the year 2024.... Ete Sundar Laguchi eie music video...Jaha hau mo dhana pain kini debi eie rajare gote mahanga wala Lehenga sure ♥️♥️🌹🌹🌹👌👌👌👌
@AamaGaonAamaMati
Ай бұрын
👌👌👌
@soumyapriyadarshinichakra7963
Ай бұрын
😂
ଭିଡ଼ିଓ ମସ୍ତ ହେଇଛି ଭାଇ ସୁପର
This song will hit 1 million+🎉🎉🎉🎉❤
😲 superb 👍👌👌
Morning🌞🌞 fresh... Dil garden 🏡garden❤❤ 0:58 ❤
ବହୁତ୍ ସୁନ୍ଦର ହେଇଛି ଗୀତଟି ❤❤❤
Human Sagar is my special singer I pray for him for good health I love you so much for ever and ever and ever ❤❤❤❤
ବହୁତ ସୁନ୍ଦର
Very nice 👍👍👍
Mast haiechi
Happy raja pAin sundar gita😊😊😊😊❤❤
ରଜ ପର୍ବ ଆନନ୍ଦ ଦେଇ ପାରିବ 👍👍👍👍👍
Bahutu sundara laguchi
ଯାହା ହେଉ ରଜ ପାଇଁ ରିଲ କରିବା ପାଇଁ ଗୀତ ଟିଏ ମିଳିଗଲା❤❤❤❤😊
Osam yrr very beautiful song mind blowing heroine & Hero very nice acting and dance
Mate bi like dea re ❤❤❤❤❤❤
Bahut sundar heichi song ta. So beautiful 💞💞💞
Hiranyamaee nka expressions bahut pasand asila gita tire
So beautiful song ❤❤
Ate sundora Gito pain Malaya Mishra sirnku bohut bohut thanks a Pori gito jete sunile bi Kom Lage.
Wow ❤❤❤❤❤ mast heichhi ❤❤❤❤❤❤