DARDHYATA BHAKTI EP74

Ойын-сауық

Пікірлер: 52

  • @chirantandash5171
    @chirantandash51713 жыл бұрын

    ବିଶ୍ଵଜୀବନ ହେ ..... ତୁମ୍ଭଙ୍କୁ କରୁଣା ସିନ୍ଧୁ।- ବୃତ୍ତି ଗୀତ- ଶ୍ରୀପଦେ ଏ ଅଳି ମୋର। ଦୀନବାନ୍ଧବ ହେ..... ଶ୍ରୀପଦେ ଏ ଅଳି ମୋର । ମୋହନମୂରତି , ନିତି ହୃଦେ ଚିନ୍ତି , ଚାଲିଯାଉ ପ୍ରାଣ ମୋର । ଦୀନ ବାନ୍ଧବ ହେ..... ଦୁଃଖଦ ଅସାର ମାୟାଖେଳଘର ପ୍ରୟୋଜନ ନାହିଁ ମୋର । ମୋ ମନ ଭ୍ରମର ତୁମ୍ଭ ପୁଷ୍ପଠାର ଭ୍ରମୁଥାଉ ନିରନ୍ତର।। ଦୀନବାନ୍ଧବ ହେ .......... ନ ଚାହିଁ ବିଳାସ ତେଜି ରାଗ-ଦ୍ବେଷ ଏକା ଆଶ ଶ୍ରୀପୟର । କରି ମୋ ମାନସ ରଖିକି ବିଶ୍ଵାସ ବିତାଉ ନିଶିବାସର ।। ଦୀନବାନ୍ଧବ ହେ......... ହେ ପଦ୍ମଲୋଚନ ଦୁରିତନାଶନ କଳିକଳୁଷ ସଂହାର। ଏ ପଙ୍କଜୀବନ ହୋଇଯାଉ ଧନ୍ୟ ଫୁଟି ଭକତିର ଫୁଲ।। ଦୀନବାନ୍ଧବ ହେ....... ମୋ ମନ ମନ୍ଦିରେ ପୂଜି ଭକ୍ତିଭରେ ଢାଳି ପାଦେ ନେତ୍ରନୀର। କରଯୁଗ ପତ୍ରେ ନମିବି ସଗାତ୍ରେ ରଖ ବୋଲି ହେ ଈଶ୍ୱର।। ଦୀନବାନ୍ଧବ ହେ........ ନବଧାଭକତି ଜାଣିନାହିଁ କିଛି ନାହିଁ ମୋ ଅର୍ଚ୍ଚନା ବଳ। ଅତିହୀନ ଜାତି ମୁଁ ପାମର ମତି କ୍ଷମା ଦେବ ଦୋଷେ ମୋର ।। ଦୀନବାନ୍ଧବ ହେ...... କି ପ୍ରସାଦ ପୁଣି ଦେବି ମନ ଜାଣି ଭୋଗ ଛପନପ୍ରକାର। ପ୍ରୀତି ରସେ ରନ୍ଧା ସବୁ କର୍ମଫଳ ବାଢିବି ତୁମ୍ଭ ଆଗର।। ଦୀନବାନ୍ଧବ ହେ....... ମାତତାତ ହୀନ ଏ ଛାରଜୀବନ ସମର୍ପିଲି ତୁମ୍ଭ ଠାର । ବ୍ୟାକୁଳ ପରାଣ ଡାକେ ନାରାୟଣ ଏ ଭବୁ ମୋତେ ଉଦ୍ଧର।। ଦୀନବାନ୍ଧବ ହେ....... ଲୋଭ କ୍ରୋଧ ମୋର ମୋହ‌ଅହଙ୍କାର ସବୁତକ‌ କର ଦୂର । ଚିତ୍ତେ ଭରିଦିଅ ତୁମ୍ଭ ପ୍ରତି ସ୍ନେହ ଯେସନେ କ୍ଷୀରକୁ ନୀର।। ଦୀନବାନ୍ଧବ ହେ ...... ତୁମ୍ଭେ ସର୍ବକର୍ତ୍ତା ମୋ ଭାଗ୍ୟବିଧାତା ପ୍ରତ୍ୟୟ ଅଛିଟି ମୋର। ଅଭୟଚରଣେ ପଶ‌ଇ ଶରଣ କାଳଭୟ କର ଦୂର ।। ଦୀନବାନ୍ଧବ ହେ........ ମାୟା ପରିଚାରୀ ନିର୍ଦ୍ଦେଶେ ତୁମ୍ଭରି ସଦା ରହୁ ମୋଠୁଁ ଦୂର । ହେ ଜଗତତାତ ! ଭାବି ନିଜ ସୁତ କୋଳାଇ ନିଅ ସତ୍ୱର।। ଦୀନବାନ୍ଧବ ହେ........ ପ୍ରୟାଣକାଳରେ ଏ ପାପ ନେତ୍ରରେ ହେବ ନୟନଗୋଚର। ଏ ପାପ ଜୀବନେ ନଷ୍ଟ ହେବ କ୍ଷଣେ ଯିବି ମୁଁ ଗୋଲୋକପୁର।। ଦୀନବାନ୍ଧବ ହେ........ ତୁମ୍ଭ ପାଦଯୁଗ- ଠାରେ ଅନୁରାଗ ରହିଣଥାଉ ପ୍ରଚୁର। ଶେଷେ ଏହି ବର ଦିଅ ହେ ଠାକୁର ମାଗ‌ଇ ଦୀନ କିଙ୍କର।। ଦୀନବାନ୍ଧବ ହେ...... ଶ୍ରୀପଦେ ଏ ଅଳି ମୋର ।। ମୋହନମୂରତି, ନିତି ହୃଦେ ଚିନ୍ତି ଚାଲିଯାଉ ପ୍ରାଣ ମୋର। ଦୀନବାନ୍ଧବ ହେ........................ ଯୁଗେ ଯୁଗେ ଜଗନ୍ନାଥଂ ଭକ୍ତାର୍ଥୀ ଦୁଃଖନାଶକଂ। ଭକ୍ତ-ପ୍ରାଣାଧିକପ୍ରିୟଂ ତସ୍ୟାହଂ ସମର୍ପୟାମି।। ତ୍ୱମେକଂ ମମ ପ୍ରାଣେଶଂ ତ୍ୱମେକଂ ଶରଣ୍ୟଂ ମମ। ତ୍ୱମେକଂ ହି ମମାତ୍ମୀୟଂ ସଦାହଂତବ ତ୍ୱଂ ମମ।। ଜୟ ଜଗନ୍ନାଥ.... ଜୟ ଜଗନ୍ନାଥ.... ଜୟ ଜଗନ୍ନାଥ।

  • @loveworldhappinesslife3696
    @loveworldhappinesslife36964 жыл бұрын

    Jay Jagannath 🤗, so beautiful lecture 💙💙💙💙💙💙💙💙💙

  • @jayjagannathbhajan5819
    @jayjagannathbhajan58194 жыл бұрын

    🌷🌷🙏🏼🙏🏼🌺🌺Hari hari bolaJay jagannath swami nayan patha gami bhaba tume maa subhadra prabhu balabhadra prabhu sudarshanna jay prabhu kalia saantaHari bola🌷🙏🏼🙏🏼🌺🌺

  • @dillipkumar496
    @dillipkumar4964 жыл бұрын

    Mahan Pandit Suryanarayana Rath Sharma nku pranam

  • @sarojsahoo3379
    @sarojsahoo33795 жыл бұрын

    Bahut vala lahuchi sabu suniba ku 🙏🙏🙏🙏🙏🙏🙏🙏🙏

  • @sarojsahoo3379
    @sarojsahoo33795 жыл бұрын

    Jau Jagannath🙏🙏🙏🙏

  • @soubhagyaranjan2901
    @soubhagyaranjan29014 жыл бұрын

    Jai jagannath 🙏🙏🙏🙏🙏

  • @shyambariha5028
    @shyambariha50282 жыл бұрын

    Jayejagannath.nayana.pathagami.bhaba.tume.swami.jaye.jannath🙏🙏🙏🙏

  • @sarojsahoo3379
    @sarojsahoo33795 жыл бұрын

    He Mahabahu 🙏🙏🙏🙏🙏

  • @gaganpanda7087
    @gaganpanda70872 жыл бұрын

    Om Namo bhagwate vasudevay

  • @sarojsahoo3379
    @sarojsahoo33795 жыл бұрын

    Apanakara krupa emite rahu he mahabahu 🙏🙏🙏🙏🥀🥀🥀😭😭🙏🙏🙏🙏

  • @sarojsahoo3379
    @sarojsahoo33795 жыл бұрын

    He Bhagwan apana mahan he🙏🙏🙏🙏

  • @padminipanda169
    @padminipanda169 Жыл бұрын

    Jay Jagannath Swami 🙏🙏❤️♥️🙏🙏

  • @sarojsahoo3379
    @sarojsahoo33795 жыл бұрын

    He Jagannath🙏🙏🙏🙏

  • @loveworldhappinesslife3696
    @loveworldhappinesslife36964 жыл бұрын

    😍😍😍😍😍😍😍

  • @increasetalent3777
    @increasetalent37775 жыл бұрын

    Episode 73 is missing

  • @RABINDRAFOOD

    @RABINDRAFOOD

    4 жыл бұрын

    Jay jagannath!!! Taragna plus app ra dakha.

  • @indiaguide8314
    @indiaguide83142 жыл бұрын

    Jay Mahaprabhu

  • @indiaguide8314
    @indiaguide83142 жыл бұрын

    Jay Mahaprabhu u

  • @indiaguide8314
    @indiaguide83142 жыл бұрын

    Jay mahaprabhuu

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    Jay mahaprabhuu u

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

  • @indiaguide8314
    @indiaguide83142 жыл бұрын

    🙏🏽

Келесі