ଦୂର ଦିଗନ୍ତ || ଅକ୍ଷୟ ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ ||

Ойын-сауық

ଦୂର ଦିଗନ୍ତ || ଅକ୍ଷୟ ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ ||

Пікірлер: 169

  • @sunilnath3572
    @sunilnath357211 ай бұрын

    ❤️👌❤️ ସ୍ବର୍ଗତ ଅକ୍ଷୟ ମହାନ୍ତି ଙ୍କ ଏହା ଥିଲା ମୋର ପ୍ରଥମ ସାକ୍ଷାତକାର ଶୁଣିବା ଏବଂ ଜାଣି ଖୁସି ଲାଗିଲା ସେ ଜଣେ ସଙ୍ଗୀତଜ୍ଞ ଅପେକ୍ଷା ଅନେକ ଜ୍ଞାନ ଥିବା ମଣିଷ ଜଣେ ❤️👌❤️

  • @9853536788
    @9853536788 Жыл бұрын

    ହେ ଅକ୍ଷୟ... ତୁମେ ସବୁସମୟ ପାଇଁ ଅକ୍ଷୟ ର ସ୍ମୃତିରେ ଜୀବନ୍ତ.... ❤️

  • @PRADEEPKUMAR-hc9zz
    @PRADEEPKUMAR-hc9zz8 ай бұрын

    ମନେ ପଡ଼ନ୍ତି ସେ ଆମର ପ୍ରିୟ ଅକ୍ଷୟ ମହାନ୍ତି,,,🙏🙏🙏

  • @dukhabandhusahu4206
    @dukhabandhusahu4206 Жыл бұрын

    ଅକ୍ଷୟ ମହାନ୍ତି ଅନନ୍ୟ , ଅଦ୍ୱିତୀୟ। ଏଇଭଳି ପ୍ରତିଭା ଖୁବ୍ ବିରଳ । ପରିପୂର୍ଣ୍ଣ କଳା ର ଏକ ଅସରନ୍ତି ଅଭିଭ୍ୟକ୍ତି । ଚିର ନମସ୍ୟ। ସ୍ପଷ୍ଟ ବାଦି,ଖିଆଲି ,ଦରଦୀ, ଜ୍ଞାନୀ , ସମୟ।ତିତ ବ୍ୟକ୍ତିଟିଏ।🙏

  • @spandancreations4333
    @spandancreations433311 ай бұрын

    ଓଡିଶା ଇତିହାସର ଅକ୍ଷୟ ନାୟକ । ଆମ ସଂସ୍କୃତିର ଅମର ସାରଥୀ । କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @manomishra
    @manomishra Жыл бұрын

    1990 ରେ Ravenshaw College ରେ ତାଂକର ଅତି ସୁନ୍ଦର ଗୀତ ସବୁ ଶୁଣିଥିଲି । ଏଈଠି ତାଂକର ସ୍ବର ଆଉ ଆଗପରି ନାହିଁ । ୧୯୬୦-୭୦ ଦଶକର ଅକ୍ଷୟ ଗୋଟେ ଅନ୍ୟ ସ୍ତରର ଥିଲେ ।

  • @jugalakishorebehera2753
    @jugalakishorebehera2753 Жыл бұрын

    ଆପଣ ଦୁଇ ଜଣକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏😭🙏😭

  • @rajibapradhan4978
    @rajibapradhan4978 Жыл бұрын

    ବହୁତ ଦିନ ଧରି ଖୋଜୁଥିଲି ଅକ୍ଷୟ ମହାନ୍ତି Sir ଙ୍କ ସହ interview ଆଜି ପାଇକି ବହୁତ ଖୁସି

  • @arunaacreation3032
    @arunaacreation3032 Жыл бұрын

    ସଂଗୀତ କ୍ଷେତ୍ରରେ ମୋ ପାଇଁ ଅକ୍ଷୟ ମହାନ୍ତି ଭଗବାନ୍ 🙏🏻🙏🏻🙏🏻

  • @ranjitbhuyan5160
    @ranjitbhuyan516010 ай бұрын

    ପ୍ରଯୋଜକଂକୁ ଧନ୍ଯବାଦ୍।❤ଖୋକାଭାଇ।

  • @Gurubachan688
    @Gurubachan688 Жыл бұрын

    Rip The legend of Odia film song literature and lirics . Odisha miss you

  • @KGCC19
    @KGCC196 ай бұрын

    A creative personality !

  • @Nissan_Jena
    @Nissan_Jena Жыл бұрын

    I am 17 y/o and i am jealous of the fact that i wasn't able to live the akshay mohanty era. Man was just magical. I remember every morning I used to wake up from my bed listening to his songs every morn

  • @tknayak

    @tknayak

    6 ай бұрын

    You have not missed anything. His creations are alive and will always remain so

  • @Goslow3037
    @Goslow30376 ай бұрын

    ସେ ସମୟ ର ମଣିଷ ସେ । କି ଷଣ୍ଢ ଟୋକା କଟକର !! ତାଙ୍କ ଭଭିବା ଶୈଳୀ ଖୁବ୍ ନିଆରା ଓ ନିର୍ଭିକ ।

  • @shashigrahacharya8310
    @shashigrahacharya8310 Жыл бұрын

    Thanks for uploading such a beautiful & memorable interview with Legend Khoka Bhai. All odias across globe will miss him. 🙏🏻

  • @besurasmr231
    @besurasmr231Ай бұрын

    ❤❤❤ dammm ❤❤❤ this man intectual level is 📈peak , in today's era artist can't even match although it's the era of information, he already aware about the theory of relativity, 😮। I think tume aa loko saha sahitya thu arambha Kari ବିଜ୍ଞାନ, ପ୍ରଯୁକତିବିଦ୍ୟା ଚର୍ଚ୍ଚା ବି କରିପାରିବ ❤❤❤😲😯🗿🗿🗿🗿🗿🗿🗿

  • @n.pcreations4135
    @n.pcreations41352 күн бұрын

    ବେନାମ ବାଦଶାହା ❤️🙏🙏🙏

  • @PradeepKumar-ph1kh
    @PradeepKumar-ph1kh9 ай бұрын

    17:18 He was a futuristic, Visionary. He made "Baysara Krushnachuda" which was then opposed but loved after 40-50-60 years of its release by the youths

  • @tanmayabhisheknayak5729
    @tanmayabhisheknayak572911 ай бұрын

    Akshay Mohanty the gem of odisha....the greatest singer and musician ever🙏

  • @antaryamipanda2947
    @antaryamipanda29474 ай бұрын

    It's very rare in 2024 we still found DD odia thanks showing Khoka sir great meeting we saw and we dint know Akshay sir 😢even not born to see him alive unlucky but it's 1st saw goat

  • @dibyajyotirout6734
    @dibyajyotirout6734 Жыл бұрын

    One of the greatest singing icon

  • @pruthirajsuar4289

    @pruthirajsuar4289

    Жыл бұрын

    Akhya is imotal

  • @rajibapradhan4978
    @rajibapradhan4978 Жыл бұрын

    Thanks a lot DD Odia

  • @DoordarshanOdia

    @DoordarshanOdia

    Жыл бұрын

    Most welcome

  • @ommsolarenterprise6977
    @ommsolarenterprise6977 Жыл бұрын

    ଓଡ଼ିଆ ସଙ୍ଗୀତ ଏବଂ ସାହିତ୍ୟ ଜଗତର ପ୍ରବାଦ ପୁରୁଷ ଅକ୍ଷୟ ମହାନ୍ତି ଓଡିଶା ରାଜ୍ୟରୁ ବହୁ ଉର୍ଦ୍ଧ୍ବରେ ଥିଲେ କିନ୍ତୁ ଓଡିଶା ତାଙ୍କ ପାଇଁ ବହୁତ କମ୍ ଥିଲା। ଆଜି ତାଙ୍କ ଜନ୍ମ ତିଥିରେ ତାଙ୍କୁ କୋଟି ପ୍ରଣାମ 🙏🙏🙏

  • @ayasswain

    @ayasswain

    Жыл бұрын

    Pura Thik katha.

  • @pratimabalabantray6689

    @pratimabalabantray6689

    6 ай бұрын

    y6

  • @hkmishramishra851
    @hkmishramishra851 Жыл бұрын

    Legendary Akhaya Sir is our Kishore Kumar🙏

  • @satyabratasahoo9880
    @satyabratasahoo9880 Жыл бұрын

    He was the most versatile musical genius. Everything unique.

  • @aloknayak1143
    @aloknayak1143 Жыл бұрын

    Sangita ra tale tale Akshya rahibe kale kale🙏🏻🙏🏻

  • @prafullabarik7085
    @prafullabarik708511 ай бұрын

    ଅକ୍ଷୟ ମହାନ୍ତି କେବଳ ଯେ ଜଣେ ବହୁମୁଖି ପ୍ରତିଭା ଥିଲେ ତାହା ନୁହେଁ, ସେ ମଧ୍ୟ ଥିଲେ ଓଡ଼ିଶାର ଗର୍ବ ଆଉ ଗୌରବ ।

  • @prasantparida8453
    @prasantparida84532 ай бұрын

    ଏକ ଜୀବନ୍ତ କଳାକାର ଓଡିଆ ସଂଗୀତ ଜଗତର ସଦାସର୍ବଦା ସେ ଅକ୍ଷୟ ତାଙ୍କୁ କୋଟି କୋଟି ପ୍ରଣାମ

  • @nirmalrout7981
    @nirmalrout79816 ай бұрын

    Nice interview, pranam khoka bhai

  • @wheretheheartis2315
    @wheretheheartis23155 ай бұрын

    23:48 ❤

  • @bisumohanty
    @bisumohantyАй бұрын

    Wonder personality...❤🎉😊

  • @abhayakumardash8565
    @abhayakumardash8565 Жыл бұрын

    ଜୟ ଜୟ ଜଗନ୍ନାଥ ସାର କୁଁ ମୋର ପ୍ରଣାମ

  • @user-ry3zs4gk4x
    @user-ry3zs4gk4x9 ай бұрын

    I feel honoured to have got an opportunity to meet with him in the year 1990...A true legend of Odisha...May his soul rest in peace for all the times to come...

  • @4PM384
    @4PM384 Жыл бұрын

    ସତରେ DD ଓଡ଼ିଆ ପାଖରେ ବହୁତ୍ କିଛି ଓଲ୍ଡ ମେମୋରିଆଲ ଜିନିଷ ଅଛି ।ଆଜି ଯାହାକୁ ଖୋଜୁଥିଲି ତା ହିଁ ପାଇଲି। ପ୍ଲିଜ ଘାଟ ସେରିଆଲ୍ କୁ ଇପଲୋଡ କରନ୍ତୁ।

  • @prahalladbehera96
    @prahalladbehera96 Жыл бұрын

    ସାର 🙏 ଆପଣ କଣ ଜାଣିବା ପୂର୍ବରୁ ଆପଣ ଏ ସଂସାର ରୁ ପଳେଇ ଯାଇଛନ୍ତି.. ତଥାପି ଆପଣଙ୍କର କିଛି ଝଲକ ରେ ମୁ ଆଜି ଆପଣଙ୍କୁ ଖୋଜୁଛି... ଖୋକା ଭାଇ.. ଆପଣ ବାପାର,ପୁଅର,ଭାଇରଭଉଣୀର ମାର, ମାମୁଁର, ଦାଦାର,.. ସମସ୍ତଙ୍କର ଭାଇ... ଖୋକା ଭାଇ....

  • @rishikesh4340
    @rishikesh4340 Жыл бұрын

    ଅକ୍ଷୟ ମହାନ୍ତି (ଖୋକା ଭାଇ) ହେଉଛନ୍ତି ଓଡିଆ ଆଧୁନିକ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ୍ 🙏

  • @pratapchandraswain873
    @pratapchandraswain873 Жыл бұрын

    ଅକ୍ଷୟ ସେ ସଦା ଅପାସୋରା ଅଭୁଲା ସ୍ମୁତି, ହୃଦୟ ରୁ କୃତଜ୍ଞତା ଜଣାଉଛି

  • @PradeepKumarPandaEconomist
    @PradeepKumarPandaEconomist11 ай бұрын

    Take a bow and salute legend Khoka Bhai

  • @sunilnath3572
    @sunilnath357211 ай бұрын

    🙏❤️🙏 ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ କହିଥିବା ଅନୁଭବ ଅତି ସୁନ୍ଦର ଥିଲା 🙏❤️🙏

  • @manoranjansahoo3759
    @manoranjansahoo3759 Жыл бұрын

    Khokabhai is the great, no one can compare with him, he can compare with himself also👌👌👌

  • @lnyt-sn2vm
    @lnyt-sn2vm Жыл бұрын

    Apnku kivali dhynbad debi jani paruni hrudya ru vala paiba dd national 🙏🙏❤️❤️

  • @chittaranjanojha9439
    @chittaranjanojha9439 Жыл бұрын

    ସାର ଦୂରଦର୍ଶନ ରେ ମୋ ଛୋଟ ବେଳେ ଗୋଟେ ସଂଗୀତ ପ୍ରତିଯୋଗିତା ହେଇଥିଲା ବହୁତ ବଡ଼ ବଡ଼ ସଂଗୀତ ନିର୍ଦ୍ଦେଶକ ବିଚାର ପତି ଥିଲେ ସେଇ ଗୁଡ଼ାକ ଆଉ ଥରେ ଦେଖିବାକୁ ସୁଯୋଗ ମିଳିଲେ ଆମେ ବହୁତ ଖୁସି ହେବୁ ❤️❤️🙏🙏

  • @himanshuranjand_HR

    @himanshuranjand_HR

    Жыл бұрын

    ମିନି ସୁପରଷ୍ଟାର ?

  • @chittaranjanojha9439

    @chittaranjanojha9439

    Жыл бұрын

    @@himanshuranjand_HR ନା ମ ଆଜ୍ଞା ବୋଧେ ଆମ ଗୀତ ଆମ ସ୍ୱର ସେତେବେଳେ ଅକ୍ଷୟ ମହାନ୍ତି ଶାନ୍ତନୁ ମହାପାତ୍ର ରଘୁନାଥ ପାଣିଗ୍ରାହୀ ଆଉ ବି କିଏ କିଏ ଥିଲେ ବିଚାରପତି ମୋର ମନେ ପଡ଼ୁନି ମ

  • @sunikanungo21
    @sunikanungo21 Жыл бұрын

    My favourite Hero Singer Akshay Mohanty. ❤❤

  • @gangadharbeura3159
    @gangadharbeura3159 Жыл бұрын

    ଯାହାର କ୍ଷୟ ନାହିଁ ସେ ହେଉଛନ୍ତି ଅକ୍ଷୟ, ଓଡ଼ିଶାର ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ହେଉଛନ୍ତି ଆମର ପ୍ରିୟ ଖୋକା ଭାଇ। ଆମ ଓଡ଼ିଶାର କଥିତ ଭାଷାକୁ ନେଇ ବହୁତ ସୁନ୍ଦର ସୁନ୍ଦର ମନଛୁଆଁ ଅମର ସଙ୍ଗୀତ ଆମ ଖୋକା ଭାଇ ସୃଷ୍ଟି କରିଥିଲେ। ଖୋକା ଭାଇ ଅମର ରହେ।

  • @prabhatpanda9161
    @prabhatpanda9161 Жыл бұрын

    କୋଟି ପ୍ରଣାମ ହେ ଖୋକା ଭାଇ। I am inspired by your musical thoughts. Jay Jagannath.

  • @rashmiranjanpanda3205
    @rashmiranjanpanda320511 ай бұрын

    ଜୀବନରେ ହରିଥୀବା ବହୁତ୍ ଜିଣିଶରୁ ଶ୍ରୀଯୁକ୍ତ ମହାନ୍ତି ଅନ୍ୟତମ 😢

  • @nilaydas2096
    @nilaydas2096 Жыл бұрын

    A genius in true sense and an intellectual in music industry. To be Khoka bhai ,one has to gain a lot of knowledge,hard work after all a lot many sacrifices for the love of music

  • @somcarvan
    @somcarvan Жыл бұрын

    Bahut bahut mana chhuan heichhi ❤️❤️

  • @thirdeye9492
    @thirdeye9492 Жыл бұрын

    ଖଣ୍ଡେ ପାନ ବନାମ ହରିନାମ ଅଥୟ ଅକ୍ଷୟ ସଂଗୀତର ସର୍ବନାମ 🙏🙏❤️

  • @nkcreation8280
    @nkcreation8280 Жыл бұрын

    ହୃଦୟସ୍ପର୍ଶୀ ଉପସ୍ଥାପନଶୈଳୀ 🙏🏻🙏🏻🙏🏻🙏🏻

  • @Trueloveyouth
    @Trueloveyouth11 ай бұрын

    ମୋର ପିଲା ବେଳର ସବୁଦିନର ପ୍ରୀୟ ଅକ୍ଷୟ ❤ମହାନ୍ତି କୁଁ ଦେଖିଲି ❤❤❤ miss u sir

  • @sasankasekharpanigrahi7762
    @sasankasekharpanigrahi7762 Жыл бұрын

    Thanks a lot for preserving and telecasting such a valuable interview of the legendary Akshay Mohanty। Kindly release all such recordings on KhokaBhai।

  • @nibedanamusic7718
    @nibedanamusic7718 Жыл бұрын

    Akshaya Mahanti was real Bhakta of Jaganatha

  • @satishdas1248
    @satishdas1248 Жыл бұрын

    Khoka bhai is a genius, allrounder & a thinker to the core.He has taken up a point in a situation & created a song/music out of it which is appealing, heart touching. He is simply great & always will remain.

  • @Itskkm868
    @Itskkm8687 ай бұрын

    Akshaya mahanty is a legend.. mysterious person .. unpredictable creations ... multi-talented...

  • @Samayaranjki1oe
    @Samayaranjki1oe Жыл бұрын

    I love Akshay uncle

  • @aparnasahu2685
    @aparnasahu268526 күн бұрын

    Mu akhyay mohanty soho atibahita karitha ahi tirisii minute ☺ chamatkari thila 🥀 , asha koruachhi nischita rupe akhaya mohanty nko pari kalakar amo odia jati punni pheripaibo💫 , 🙇‍♀️ mu ahi Mahan byakti nko samukhare natamastak

  • @sameerpatra345
    @sameerpatra345 Жыл бұрын

    Khoka Bhai ...you always stay in our heart and remember in history forever

  • @Hashtag-Gaming-
    @Hashtag-Gaming-5 ай бұрын

    😢😢

  • @pramilabarik3626
    @pramilabarik3626 Жыл бұрын

    Jay Jagannath

  • @dr.priyaranjanbahali9031
    @dr.priyaranjanbahali90315 ай бұрын

    ଅକ୍ଷୟ ମହାନ୍ତି ଏକ ବିରଳ ବ୍ୟକ୍ତିତ୍ବ।ଏଭଳି ମହାନ୍ ବ୍ୟକ୍ତିଙ୍କୁ ପାଇ ଆମେ ଗର୍ବିତ।

  • @niranjanpatra1945
    @niranjanpatra1945 Жыл бұрын

    Khoka bhai always memorable 🥰

  • @rojalinpanda29
    @rojalinpanda29 Жыл бұрын

    ଆଜି ଥାନ୍ତେ କି , ଏ ଓଡ଼ିଶାର ଅବସ୍ଥା କୋଉଠି ପହଞ୍ଚି ଯାଇଥନ୍ତା ସତରେ ,,,

  • @abhayamohanty9300
    @abhayamohanty9300 Жыл бұрын

    🙏🙏🙏 Jay Jagannath 🙏🙏🙏 (Pranam)

  • @whatisthis1900
    @whatisthis1900 Жыл бұрын

    dhanyabad dui jananku

  • @brajendraparida5095
    @brajendraparida5095 Жыл бұрын

    What a great vdo. Never expected to watch my most favourite singer

  • @tanmayakumar3874
    @tanmayakumar3874 Жыл бұрын

    Hrudayara ai sunya Taku, aji pachari mu jebe bujhhe❤❤❤❤❤❤

  • @sanjaynayak9081
    @sanjaynayak9081 Жыл бұрын

    Thanks a lot for providing this gems

  • @tknayak
    @tknayak6 ай бұрын

    Can you please publish when this interview was conducted

  • @sarojkumarbisoyi7746
    @sarojkumarbisoyi7746Ай бұрын

    ଏହାକୁ କୁହାଯାଏ ଓଡ଼ିଆ ସାକ୍ଷାତକାର❤❤।

  • @subin311
    @subin311 Жыл бұрын

    Creativity at its Best ❤

  • @bhagabansadangi1996
    @bhagabansadangi1996 Жыл бұрын

    Thank you upload karithibaru. Please emiti ahuri old interview upload karantu.

  • @prasenjitpal944
    @prasenjitpal944 Жыл бұрын

    28.53: tho moment describes his legacy....Playing chess with death.....🙏🏼🙏🏼🙏🏼🙏🏼🙏🏼

  • @subhakaminayak9463
    @subhakaminayak9463 Жыл бұрын

    Bahut bhala lagila ete sundar barralap

  • @forrrest2495
    @forrrest2495 Жыл бұрын

    Fantastic interview.

  • @rakeshranjansahoo2815
    @rakeshranjansahoo2815 Жыл бұрын

    bahut sundar interview

  • @jackie2kda
    @jackie2kda Жыл бұрын

    Thank you DD❤

  • @AR.Strings
    @AR.Strings Жыл бұрын

    Sir amapain bahut darkar aji sei ଅକ୍ଷୟ ମହାନ୍ତି..abhali chinta dhara abhali ବ୍ୟକ୍ତିତ୍ୱ abhali sangita kara lekhaka...I salute u sir.....ଧନ୍ୟବାଦ୍.sei DD odia au setebelara anchor nku kn kahibi sabda nahi ..ate sundar interview 🙌 mo life re mu dekhinathili..

  • @balgopalmandal6096
    @balgopalmandal6096 Жыл бұрын

    Bahut sundar sir

  • @yoyocreation7535
    @yoyocreation75359 ай бұрын

    ଅତି ସୁନ୍ଦର କଥା ଟିଏ କହିଲ ସାର୍

  • @abhayamohanty9300
    @abhayamohanty9300 Жыл бұрын

    Really Fantastic About Secruti.Bastab Opinion.

  • @thinkgenuine6428
    @thinkgenuine64289 ай бұрын

    He was 100 yrs ahead of time ❤❤

  • @sandipswain3299
    @sandipswain3299 Жыл бұрын

    he is genious ,,,,

  • @invinciblelingaraj
    @invinciblelingaraj7 ай бұрын

    When legend speaks . True legend never dies😢😢😢.

  • @sanjaysahu7196
    @sanjaysahu71966 ай бұрын

    Ati sundar...

  • @prakash.chandrasahoo
    @prakash.chandrasahoo Жыл бұрын

    Ki Sundara Chintadhara aau Darshana. Jubapidhi pain prerana dayaka !

  • @lidoratha9920
    @lidoratha99208 ай бұрын

    Bahut sundar.

  • @sjena4792
    @sjena4792 Жыл бұрын

    Thank you ok JAYGURU VvvNice sir

  • @chandanjena4041
    @chandanjena4041 Жыл бұрын

    my only 1best choice . khoka bhai

  • @sunilnath3572
    @sunilnath357211 ай бұрын

    ❤❤❤😭19:15 Really Heart Touching 😭❤️❤️❤️

  • @triplehiodia.1714
    @triplehiodia.1714 Жыл бұрын

    More such videos plz.

  • @tlssagar5100
    @tlssagar5100 Жыл бұрын

    I am salute sir....

  • @jibanmantrycreation4627
    @jibanmantrycreation4627 Жыл бұрын

    Best anchor....Ranjit sir

  • @badalpattnaik9738
    @badalpattnaik9738 Жыл бұрын

    We love u Khoka bhai

  • @singerbibek9319
    @singerbibek93194 ай бұрын

    Love u ❤❤❤❤❤❤

  • @bibhashsahu979
    @bibhashsahu979 Жыл бұрын

    Great personality,He is Bachhnan of Odiea industry.🎉

  • @jagannathmohanty48
    @jagannathmohanty4810 ай бұрын

    ଓଡିଶା ଆଉ ଏକ ଅକ୍ଷୟ ମହାନ୍ତି ପାଇବା କଷ୍ଟ।ଅନନ୍ଯ ଅକ୍ଷୟ !

  • @BhagyalataPanda-tv2dm
    @BhagyalataPanda-tv2dm3 ай бұрын

    Thanks

  • @lalatenduparhi3658
    @lalatenduparhi3658 Жыл бұрын

    ସବୁବେଳେ ନିଜ ଖିଆଲରେ ରହୁଥିବା ମଣିଷଟିଏ

  • @user-qi4uq9uj5o
    @user-qi4uq9uj5o7 ай бұрын

    😢😢😢😢 we all music lovers are missing 😢😢😢 khoka bhai. ❤❤❤.

Келесі