ଛାତ ପଡିଗଲା 🥺 AJI PURA ନିଶା 🍷🥰 || UNTALENTEDGUY 2.0 ||

INSTAGRAM - untalentedg...
#untalentedguy2.0
#untalentedguy
#untalentedguyroast
#untalentedguyvlog
#odiavlog
#untalentedguyhouse
#uditbhaivlog

Пікірлер: 1 800

  • @lipunvlogs1963
    @lipunvlogs196314 күн бұрын

    ଭାଇ ର video ପୁଣି ଆସିଲା 🎉🎉🎉

  • @Naresh_Moharana
    @Naresh_Moharana14 күн бұрын

    ଭାଈ ତମେ ବିଅର୍ ଦେଲ ଏଇଟା ବହୁତ ବଡ କଥା ଆଜି କାଲି କୋଉ ହାରାମି କୋଟି ପତି କେବେ ବିଅର ଦେଇ ପାରିବ ଗରିବ ଜଣେ ଗରିବ ର ଦୁଃଖ ବୁଝିପାରିବ

  • @JssardarLife
    @JssardarLife14 күн бұрын

    ଉଦିତ ଭାଇ ମୁଁ ବୋହୁତ ବଡ଼ fan ଆଉ friends ତୁମେ ଯଦି ହିଁ ଲାଇକ ଗୋଟେ ହେଇଯାଉ ❤❤❤❤❤

  • @BAPIMDTECHNICAL-ni7nk
    @BAPIMDTECHNICAL-ni7nk14 күн бұрын

    ବହୁତ୍ ଖୁସି ଲାଗିଲା ଉଦିତ୍ ଭାଇ ସମସ୍ତଙ୍କୁ ଖୁସି କରେଇଲ । ମୁଁ ବି ଗୋଟେ ସିଙ୍ଗେଲ ଛାତ କରୁଛି ,ଘର କରିବା ବହୁତ୍ କଷ୍ଟ ।

  • @princesubhamskumar2293
    @princesubhamskumar229314 күн бұрын

    ଭାଇ ଙ୍କ ଛାତ ପଡ଼ିଲା ରେ ❤❤❤❤

  • @subhadraodiavlog7124
    @subhadraodiavlog712414 күн бұрын

    ଭାଇ ଠିକ କହିଲେ ଆମ ଲୋକ ବି ସବୁଦିନ ଏଇ ଲେବର କାମ,କରୁଛନ୍ତି ଗୋଡ ସିମେଟ ଖାଇ ତଳିପା,ଫୁଟି ଗଲାଣି ତଥାପି,କାମକୁ ଯାଉଛନ୍ତି କଣ କରିବା,କାମ ନକଲେ ଖାଇବା କଣ କଷ୍ଟ କରିବାକୁ ପଡ଼ୁଛି ଏଇତ ଜିବନ ଭଗବାନ ସାହା ଜୟ ଜଗନ୍ନାଥ ଭାଇ ଭଦ୍ରକ ରୁ ଗୋଟିଏ ତମର ଗରିବ ଭଉଣୀ🙏🙏🙏🙏🙏🛕🛕🛕🛕🛕🛕🛕🛕🛕🛕❤️❤️🛕🛕🛕🙏🙏🙏🙏👍👍👍👍👍👍👍👍🙏🙏🙏🙏🙏🛕🛕🙏🙏🙏👍👍🙏🛕

  • @mrdeepakkanha
    @mrdeepakkanha14 күн бұрын

    ମୋ dream କେବେ ପୂରଣ ହେବ😢

  • @SumbraRaita-qv7wl
    @SumbraRaita-qv7wlКүн бұрын

    164K Subscribe କୁ ଧନ୍ୟବାଦ

  • @HimanshuVlogs670
    @HimanshuVlogs67014 күн бұрын

    Udit ଭାଇ ର video delete ଦେଖି ବହୁତ୍ ଦୁଃଖ ଲାଗିଲା ଯାହା ହଉ video recovery ହେଲା love you 😘 Udit BHAI

  • @Opretorlifestyle
    @Opretorlifestyle14 күн бұрын

    ଗୋଟେ ଗରିବ ହିଁ ଜାଣି ପାରେ ଗରିବ ର ଦୁଃଖ 😢 ବଢିଆ ଲାଗିଲା ଭିଡିଓ ଆଗକୁ ମାଡି ଚାଲ❤❤

  • @TofanNayak-ho5mo
    @TofanNayak-ho5mo14 күн бұрын

    ଏଠି କଷ୍ଟ କେହି ବୁଝି ବେନୀ ଭାଇ ଏଠି ନିଜ କଷ୍ଟ ନିଜେ ହିଁ ବୁଝିବାକୁ ପଡ଼ିବ... କାହା କଥାରୁ କାହାଠୁ କଣ ମିଳିବ. ନିଜେ ବହୁତ୍ ପରିଶ୍ରମ କରିଛ ଭାଇ ଆମେ ଦେଖୁଛୁ ଛାତ ପଡ଼ିଗଲା ଆମେ ବହୁତ୍ ଖୁସି ଭାଇ ଭଲରେ ରୁହ ଭାଇ ଜୟ ଜଗନ୍ନାଥ ସବୁବେଳେ ଭାଇକୁ ଆଶ୍ରିବାଦ କର,,,,happy 😀😀😀♥️💕👍👍👍👈

  • @user-th8in1fr4g
    @user-th8in1fr4g14 күн бұрын

    ନିଜ ପଇସାରେ ଛାତ ପକେଇବା ଆ ଠାରୁ ଖୁସି ଆଉ କିଛି ନାହିଁ love you bhai 😮😮😮😮😮

  • @SekharJani
    @SekharJani14 күн бұрын

    ସତରେ ଭାଇ ଆମ ପରମ୍ପରାକୁ ନିୟମ ପାଳୁଛନ୍ତି ❤❤❤ ଏଇଟା ସବୁ ଆଡେ ହୁଏ

  • @Dinesh_Kumar_Behera.
    @Dinesh_Kumar_Behera.Күн бұрын

    ଉଦିତ ଭାଇ ଭଳି ଲୋକ କୁ ଯିଏ ଖରାପ୍ ଭାବୁଛ ସିଏ ଶଳା ଛୁଟ ଲୋକ୍ । Love you Big Brother Love From Soro ❤ Balasore

  • @labyakand343
    @labyakand34314 күн бұрын

    ଉଦିତ ଭାଇ ତମକୁ ନା ଏତେ ଖୁସି ହେବାର କେବେ ଦେଖିନି ଆଜି ଦେଖୁଛି 😊😊❤ ଯେତେବେଳେ ନିଜ ମେହେନତରେ dream succses ହୁଏ ତାଠୁ ବଦଖୁସି କିଛି ନାହି ଏମିତି ହିଁ ଖୁସିରେ ଥାଅ ଭାଇ god bless you 😊😊🥰😍

  • @Tudukorarusika4905
    @Tudukorarusika490514 күн бұрын

    ଭାଈ ତମେ ଖୁସି ତ ଆମେ ବି ଖୁସି ଲୋଭ ୟୁ ❤❤❤ Congratulations bro Continue ❤❤❤❤

  • @SatyaPrakash-nx6vr
    @SatyaPrakash-nx6vr14 күн бұрын

    ଭାଇ ବହୁତ struggle କରିଛି ଜୀବନ ରେ 😢😢😢

  • @OdishaRiderXshorts
    @OdishaRiderXshorts14 күн бұрын

    Udit bhai aji ka video Bohut simple and funny thila aji ka video Dekhi bohut mu aji bohut hasilu

  • @kamalinibehera9811
    @kamalinibehera981114 күн бұрын

    Life re emitika agaku madi chala ❤😊 always keep smiling

  • @rashmipravarout1066
    @rashmipravarout106614 күн бұрын

    Bahut khushi lagila🥰🥰🥰sata katha bhai gariba loka nka pai chata pakeiba bahut bada khushi🎉❤

Келесі