ଛେଲମେଢି ପୁଷବାରନୁ ଚାରା ପକା ତକ୍ ସବୁ କରୁଛନ୍ ଭୀମବୁଢା ଏସଏସଜି

ଭୀମବୁଢା ଏସଏସଜିର ସଦସ୍ୟା ମାନେ ୩ ବରଷ ଭିତରେ ଗ୍ରୁପ ବନବାର ଦିନୁ ବନେ କେତେ କାମଥି ହାତ୍ ଦେଇଛନ୍ । କିଏ ଛେଲ ମେଢି ଦୁଇ ଚାଏର ପଟ ତ ଆର କିଏ ଗାଏ ରଖୁଛେ । ତ କିଏ ଧାନ୍ ଚାଷ୍ ଦେଖୁଛେ ତ ଆର କିଏ ଫଲମୁଲର ଚାରା ପକଉଛେ । ଇ ସବୁ କରିକରି ସେମାନେ ବନେ ଦୁଇ ପଏସା କମଉଛନ୍ ଆର୍ ନିଜର୍ ଗୁଡେ ନିଜେ ଠିଆ ହେଇକରି ଅଞ୍ଚଲର ବାକି ମାନକଁର୍ ଲାଗି ଉଦାହରନ୍ ପାଲଟିଛନ୍ । ନିଜର ନିଜର ସୁଖ୍ ଦୁଃଖ୍ ଭଲ ମନ୍ଦ୍ ଥି ଝନେ ଆର୍ ଝନେକଁର୍ ସାହାରା ହେଉଛନ୍ ଆର୍ ଗୁଟେ କୁଟୁମ୍ ହିସାବେ ରହୁଛନ୍ । ଆର୍ ସବୁ ଠିକ୍ ଚାଲଲେ ଆଗକେ ଆହୁରି ନୂଆ କାମ୍ କରବେ ବଲି କହିଛନ୍ ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on KZread, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Пікірлер: 12

  • @infonkn1875
    @infonkn18753 жыл бұрын

    True women empowerment. Salute...Khali jeans pindhile hebanahin ....

  • @muktapanigrahi5054
    @muktapanigrahi50543 жыл бұрын

    Nice video

  • @dahitvishkarma3401
    @dahitvishkarma34013 жыл бұрын

    I love you odia

  • @tuleswarputel8186
    @tuleswarputel81863 жыл бұрын

    Val

  • @akhileshkumarbhoi7075
    @akhileshkumarbhoi70752 жыл бұрын

    Ek no. Nani mane🙏🙏

  • @draupadibanchhor2855
    @draupadibanchhor2855 Жыл бұрын

    Good job

  • @dahitvishkarma3401
    @dahitvishkarma34013 жыл бұрын

    Nice

  • @jharakantisahu4908
    @jharakantisahu49083 жыл бұрын

    SSG NAI SE SHG HEBA SELF HELP GROUP

  • @RituSambalpuriVlogs

    @RituSambalpuriVlogs

    3 жыл бұрын

    Thik କହେଲା

  • @jharakantisahu4908

    @jharakantisahu4908

    3 жыл бұрын

    @@RituSambalpuriVlogs thank you

  • @jituraut8674
    @jituraut86743 жыл бұрын

    ଇ ଗାଁ କେନ ଅଛେ।SHG Group ଗୋ ବହୁତ ଭଲ ପହଁରା

  • @musicsongrockstar2506
    @musicsongrockstar25063 жыл бұрын

    Sir gna ra na ne kahele

Келесі