ଛେଳି,ବୋଦାଙ୍କ ଲୁହର ଅଭିଶାପ ପଡିଗଲା କି କିଶୋର ଭାଇନା ଉପରେ | Kishore Mutton | Bhubaneswar News | A1 ODIA
A1 ODIA | ODISHA NEWS | BHUBANESWAR NEWS
ଗୋଟା ଛେଳି କାଟିବା ଭୁଲ ହେଇଗଲା ବୋଧେ.#Kishoremutton #Kishoremuttonbhubaneswar #A1odia #A1odianews #Odisha #Kishoremuttonbbsr #Kishoremottonshop #Kishoremuttondukan #Kishoremuttoncurry #Odiakishoremutton #Kishorebhainamuttonhistorytv #Kishorebhainamuttondoordarshan #Bhubaneswar #Today #Todaynews #Specialstory #Special #Latestnews #Latest #Kishoremuttoncurry #Bhubaneswar #Viralvideo #Viralmutton #Video #Videos
___________________________________________________________________________________
✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
___________________________________________________________________________________
🔆MORE UDATE🔆
↪️Facebook: / a1tv-odisha-1102393747...
↪️Twitter: / ea1tvodisha
↪️KZread(A1 ODIA): / @a1odia
↪️KZread(A1 ODISHA) : / @a1odisha
▶️KZread Live
📱Jio TV live
📡On DTH: Tata sky -1186, AirTel - 349, Available on 🆓 DTH
___________________________________________________________________________________
📺A1 ODIA News Channel 📺: -
A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
___________________________________________________________________________________
🔆CONTACT US🔆
📧E-mail : a1tvodisha@gmail.com
☎️Phone No. : 0674-3554921, 0674-2744921
#A1ODIA #OdiaNewsChannel #Odisha #OdiaNews
© A Group Of Shree Mandir Media
Пікірлер: 526
କ୍ଷମା କରିବେ ଆଜ୍ଞା. ମୁଁ ଭାବୁଛି ଯଦି ଆଜି କିଶୋର ଭାଇନାଙ୍କ ମଟନ ଦୋକାନ ବନ୍ଦ ହୋଇଥାଏ. ତେବେ ସେଥିପାଇଁ ଦାୟୀ ହେଉଛି ପ୍ରଚାର ପ୍ରସାର. ଚାନେଲ ଵାଲା ଏମିତି ଓଡିଶାରେ ପ୍ରଚାର କଲେ. ଲୋକଙ୍କର ଦେହ ସହିଲାନି. ଚୁଗୁଲି କରି ଗୋଟେ ସଂସ୍ଥାକୁ ବନ୍ଦ କରେଇଦେଲେ. କିନ୍ତୁ ଲୋକ ବୁଝିଲେନି, ଏଇ ସଂସ୍ଥା ଉପରେ ନିର୍ଭର କରି 30ଟା ପରିବାର ପ୍ରତିପୋଷଣ ହେଉଥିଲା. ଏବେ ଏଇ ବସା ଭଙ୍ଗା ପରିବାର କିଏ ଦାନା ମୁଠାଏ ଦବ ? ଏଇ 30 ପରିବାରରେ ପ୍ରାୟ ଦେଢ଼ଶହ ଲୋକ କିଏ ବୁଝିବ ସେମାନଙ୍କ ଅଳି. କିଏ ଦବ ସେମାନଂକୁ ଦାନା. ହେ ସରକାର 🙏 ଆଇନିଙ୍କୁ ତ ସବୁବେଳେ ଜନତା ସନମାନ ଦେଇ ଆସୁଛନ୍ତି, ଯଦି ଆଇନି ବଳରେ ଆଜି ଏ କିଶୋର ଭାଇନାଙ୍କ ବସା ଭାଙ୍ଗିଯାଇଛି, ତ ଦୁଃଖ କରିବାର ନାହିଁ. କିନ୍ତୁ ଯଦି କୋଉ ବ୍ୟକ୍ତି ଆକ୍ରୋଶ ମନଭାବ ନେଇ ଏଇ 30ପରିବାର ଙ୍କୁ ଅନାଥ କରିଥାନ୍ତି, ଦେଖିବେ ଆଜ୍ଞା, ସେ ବ୍ୟକ୍ତିଙ୍କ ପରିବାର ଏ 30ପରିବାରଙ୍କ ଆଖି ଲୁହରେ କୁଆଡେ ଭାସିଯିବେ ଯେ ଥଳକୁଳ ମିଳିବନି.
@beherababu8797
Жыл бұрын
This kahicha bhai
@nirmalbarik4275
Жыл бұрын
ନିରାଟ ସତ୍ୟ... ଶଳା ମିଡ଼ିଆ ଵାଲା.. ସବୁରି ମୂଳରେ.... ସବୁଠାରେ ଥାନ୍ତି ଧରା ପଡନ୍ତି ନାହିଁ... ଭଲ କୁ ଖରାପ.... ଖରାପ କୁ ଭଲ...
@dibyaranjanbehera7927
Жыл бұрын
👍
@pratikshyasatapathy7403
Жыл бұрын
Na bhai tankar bahut besi ahankar badhi jai thila
@footballdamotivation4108
Жыл бұрын
@@beherababu8797 👍👍
ଆରେ ତମ media ବାଲା ଯେତିକି ଜୋରରେ ଗର୍ଜନ କରୁଛ ସେ ସେମିତି ନୁହଁ ବେକାର ଶଳା କିଛି ତ ନିଉଜ ପାଉନ ଶଳା ଖାଲି ଟାଇମ ପାସ
ହତ୍ୟାକାରୀ ମଟନ ମଣିଷ
@Jhanshi945
Жыл бұрын
Chheli mananku bhagwan Kahinki janma dei chhanti ta hele???
@kailashkisan5718
Жыл бұрын
ଶଳା ମାଙ୍କଡ ତୁ ଶାଗ କାଟିକି ଖାଉ ନୁ ସେଟାର ଜୀବନ ନଥାଏ ଆଉ ତୁ ଗଛ କାଟୁନ ତାର ଜୀବନ ନ ଥାଏ ଖାଲି ମଣିଷ ପଶୁର ଥାଏ ବେକାରିଆ ଲୋକଟା ତୁ
@dibyaranjanbehera7927
Жыл бұрын
Tame kn jama khaa a ni
ନିଶୟ... Mutton murder ଆଉ ପାପୀ consumers... ସବୁ ଭଗିଦାର..
@bijaynayak349
Жыл бұрын
ଭଲ ସାଧୁ ଖାଉନ
@Foodiesdeepakn
Жыл бұрын
Ea sadhu heuchi Gandi phatanu kahuthiba
@samfisher515
Жыл бұрын
Ki baala katha
@blackheart-dj7lx
3 ай бұрын
Jaa magiya@@samfisher515
ଭଲ ହେଇଛି
@prabinaswain4224
Жыл бұрын
Very nice
ଯେତେ ଟଙ୍କା ରଖିଛୁ ବସି ଖାଇଯା ତାପରେ ଛେଲି ଗୁହ ଖାଇବୁ ।
@baburao631
Жыл бұрын
Tu କିଶୋର ର ଅଙ୍ଗୁର 2ଟା ଖା 🤣
@pradeepmajhi2523
Жыл бұрын
😆😆😆😆
@sarojkumarbehera8827
Жыл бұрын
@@baburao631 kishor pakhe tu rahibu Goad ra mansa khaibu
@baburao631
Жыл бұрын
@@sarojkumarbehera8827 ତୁ କଳା କଦଳୀ ଖା 🤣🤣
@sarojkumarbehera8827
Жыл бұрын
@@baburao631 ତୁମେ ଭଲ ଲୋକ ମଟନ ଖାଅ
ମୋ କମେଣ୍ଟସ୍ ରୁ ଭିଡିଓ ବନେଇଲ, ସୁପର୍😁😁👍
Very Nice Title of Report... 😂😂😂 Badhiya Sundar Title of News.... Thanks to the Highest Highlighted Reporter... From the bottom of Heart❤💖 🇮🇳🇮🇳🇮🇳😂
@ourtraditional467
Жыл бұрын
ଲୋକେ ଖାଉଛନ୍ତି ବୋଲି ସେ maruchanti
@madhusmitamohanty1882
Жыл бұрын
ମୁଁ ଭି ସେଇୟା ଭାବୁଥିଲି। କେତେ କେତେ ଛେଳି ଙ୍କୁ ପ୍ରତିଦିନ katuthibe ତାଙ୍କୁ କେତେ କଷ୍ଟ ହେଉ ଥିବ ଭଗବାନ୍ ତାଙ୍କୁ ରକ୍ଷା କଲେ
@jaganathsuperfan
Жыл бұрын
@@madhusmitamohanty1882 au semane maribeni, tanku kehi katibeni ???
@madhusmitamohanty1882
Жыл бұрын
@@jaganathsuperfan ନା ମୁଁ ଗୋଟେ ଛେଳି କାଟିବା ଦୃଶ୍ୟ ଦେଖିଥିଲି ତାର କରୁଣ ଚିତ୍କାର ଆଜି ଭି ଭୁଲି ପାରୁନି। ମୁଁ ତ ସେଥିପାଇଁ ଶାକାହାରୀ। This is my personal opinion
@jaganathsuperfan
Жыл бұрын
@@madhusmitamohanty1882 mu B shakahari sister. Au tame thik step b neicha.Kintu bhabila ye loka dokan band heigale kn se cheli banchi jibe? Sabu tharu besi jiba hatya taw election au bahaghara , bhoji re hauchi. Sethi jie jete nov veg item dauchi sie sete bhala tahale ethi jibana chaleiba pain jane jadi noveg karo bikuchi se kemiti kharap hela. Hn sei kharap food bikuchi ki bhala bikichu seita alaga katha hele cheli budha nka abhisap kn? Tahale gote mrg pari pabitra kama jauthire re dui jana lokankara nua jibana arambha hauchi,ete jiba kahi ki mara hauchi. Election re ete jiba kahiki mara hauchi ... Au jie jete adhika maruchi sie sete adhika vote pauchi kahiki.
କେତେ ଛେଳି, ବୋଦl, ହତ୍ୟା କରିଛି ଅଭିଶାପ ଯିବ କୁଆଡେ
@madhusmitamohanty1882
Жыл бұрын
Dhanyawad agyan
@prabinaswain4224
Жыл бұрын
Right answer
@AmitKumar-ko7qm
Жыл бұрын
Are bhai pathana goru maruchanti tumaku dekhajauni
@AmitKumar-ko7qm
Жыл бұрын
Haure pelei pua jou titel deichu au pathana gaigorumaruchanti seguda dekhajauni sala kebe rokibaku chesta karicha sala
@baburao631
Жыл бұрын
ଯୋଉ ଲୋକ ସବୁ ଖାଇଛନ୍ତି ସେଇ ଆଡେ ଯିବା
Kishore bhaina ଯେତେ ପାପ କରିଛି ତାକୁ ମଣିଷ ଜନ୍ମ ମିଳିବନି।
@sudhirlakra3645
Жыл бұрын
Papo kotha kono tu khauchu seita kono papo nuhe
@madhusmitamohanty1882
Жыл бұрын
Exactly
@madhusmitamohanty1882
Жыл бұрын
@@sudhirlakra3645 definitely ei comments se hin ଦେବ ଯିଏ ଖାଉ ନ ଥିବ
@p.d.astudio9474
Жыл бұрын
Au tame jate mutton chicken khaicha tamaku kichi milibani
@stutikerketta2168
Жыл бұрын
Manisha thare janma nie tapare mrutyu.manishara punarjanma hue nahin.
ତମେ ଯେମିତି କୁନ୍ଥେଇକି କଥା କହୁଛ ଲାଗୁଛି ନ୍ୟୁଜ ପଢିଲା ବେଳେ ତମ ଗାଣ୍ଡି ରୁ ଘୁଅ ବାହାରି ପଡୁଚି ବୋଧେ
@sunilkumarswain7985
Жыл бұрын
😁😁😁right
@sudhakarm6335
Жыл бұрын
Nice
@madhusmitamohanty1882
Жыл бұрын
ଆଲୋକ ମହାନ୍ତି ଙ୍କ voice ବୋଧେ
@kslover58
Жыл бұрын
😆😆😆😆😆😆😇👍
@gyanchand8026
Жыл бұрын
OMG 😂😂😂😂😂😂😂😂😂😂
ଆମ କଳାହାଣ୍ଡି ରେ ସବୁଠାରୁ testy matan houche chancher dhaba re samaste asantu
First of all it's a request to all Journalists and news Channels to improve your way of representing issues before public. Don't influence public with your opinions. Public or Government or the Hotel person is well aware of the situation and whose fault it is. So please upgrade your ways to present issues. What rubbish words you are using: Najar laagi gala, Abhisaap padi gala?! Is this how a reporter should report!!! 😡
@niranjanbarik7809
Жыл бұрын
Your word is right. His representation abolished all the reputation of this news chhanel who doesn't know how to represent infront of public
@jaganathsuperfan
Жыл бұрын
U right 100 sister. All these word shouldn't use. Those people who r write this are they vegetarian??? Those r telling like this, those people are also insult other when they have not get nonveg item properly in any mrg ceremony also. We all eat, most of hotel and restaurant cooks non veg. ....,.....maximum nonveg item are made for election and marriage ceremony .. What about that.... ?? People are giving vote to those people who give mutton and wine. Those who r support here they r aslo insult other for mutton in mrg.
@ashoksend1717
Жыл бұрын
khasi kukuda kandi kandi maruchanti au manisa kan hebe ? tus tas
ଭଲ କର୍ମ କରି ନାଆ ରଖ 👌👌👌👌
ଏତେ ଉପରକୁ ଉଠାଅନି ଆମଗାଆଁ ମଟନ ଭଲ
His income is more than 1 crore plus but he is not paying any tax.. Good decision by Govt.
@madhusmitamohanty1882
Жыл бұрын
Not one crore six crore
@manasmohanty5715
Жыл бұрын
@@madhusmitamohanty1882 thanks for the update
ଓଃ ଆଜି ଜାଣିଲି , କିଶୋର ଭାଇ କେବଳ ଆମ ଦେଶରେ ଛେଳି ବୋଦା କୁ ବଳି ପକାନ୍ତି ।
କର୍ମର ଫଳ ଅବଶ୍ୟ ପାଇବୁ
@dibyaranjanbehera7927
Жыл бұрын
Tame kn bhala kama khali karucha
ଷତକଥାଆ ଛେଳିର।ଅଭିସାପ।ପଡିଗଲାଆ।
Ekdam right Katha
Bhala heichi
Bhala heichhi
Right bhai.
ଗରିବ ମାନଙ୍କ ଉପରେ ଅଭିଶାପ ପଡୁଛି
Very nice
Wow very nice of title 👍
Exlent Right
ହାଇରେ mgh ମେନେ ତୁମକୁ ଲଜ୍ୟା ଲାଗୁନି ଏମିତି କହିବାକୁ , ଚାରିଆଡେ ନାରୀ ନିର୍ଯାତନା ,ହତ୍ୟାକାଣ୍ଡ ଲୁଣ୍ଠନ ,ଖଣି ଲୁଟ ଆହୁରି ଅନେକ ସେଗୁଡ଼ାକକୁ ଦେଖିବାକୁ ଆଖିରେ $%#@ ବାଜିଛି ,ଦେଖିପାରୁନ ନୀରିହ ଲୋକଙ୍କୁ ହଇରାଣ କରୁଛ । ମାନବ ସେବାହି ଯଦି ମାଧବ ସେବା !!!ସେତ ସେୟାହି କରୁଥିଲା ।
@RoyalSubRath
Жыл бұрын
ଭାଇ ୟେ ସବୁ ବଡ ବଡ ହୋଟେଲ ଆଉ ରେଷ୍ଟରେଣ୍ଟ ରାଜ ଚାଲିଛି ବୋଲି ନିରୀହ କିଛି ଲୋକ ବଳି ପଡିଗଲେ.. ୟେ କିଶୋର ଭାଇନା ହୋଟେଲ ପାଇଁ କେତେ ପରିବାର ବଞ୍ଚୁଥିଲେ ସେଇଟା କିଏ ବୁଝିବ... ସତରେ ବହୁତ ଦୁଃଖ ର କଥା...
acha se khaebaku dela abhisap Padilla jiye khaela ta upare padini
Berhampur ପିଢା hotel kebe seal ହେବ ସେଇଟି ଭି hiyigine maintaine ହେଉନି and ବହୁତ ଗନ୍ଧିଆ ପରିବେଶ ଭାଇ ଓ ଭଉଣୀ ମାନଙ୍କୁ request କି ସେଇଟା କୁ ଭି ଭାଙ୍ଗି ଦିଅ
@p.d.astudio9474
Жыл бұрын
Tame ta family ku posibata saibhalia khaicha tama ku jadi icha nahi jaoni
@p.d.astudio9474
Жыл бұрын
Tame jaiki deterjin powder au Sabu safa kariba jinisa daidia
Yes
ବୋଦା ମାଂସ ଲୋକଙ୍କୁ ଦେଇ ଦେଇ ସେ ଗୋଟେ ମାନସିକ ବୋଦା ଭଳି ଦିସୁଛି ।
@KhuSus536
Жыл бұрын
🤣🤣🤣🤣🤣
@sarabindakumar961
Ай бұрын
😂😂
👌
Ta voice Mo bando Vali laguchhi please tu background voice Deni Mo kana kharap heijiba
ତୁ ଯୋଉ ବାଣ୍ଡ ଭଳି କହୁଛୁ, ଭାରି ହସ ଲାଗୁଚି,,, ମୋତେ ଲାଗୁଚି,, ତତେ ଯେମିତି କିଏ ପଛପଟୁ ପେଲୁଛି 😄😄🤪🤭🤭
@sukantapradhan9843
Жыл бұрын
🤣🤣🤣🤣🤣
@tapashrutivlog7493
Жыл бұрын
😂😂😂😂😂😂😂
Very nice 👊👊👊👏👏👏🦂🦂🦂
Verygood
Bala thumbnail deuchha Tama nija character ku first Dekha tame kete motton kete chicken 🐔 marki khaichha next Anya lokanka bisayare kahiba
Thik kotha....
@sradhanandaPahan-po8di
4 ай бұрын
To bopa bia
Nice
Good bmc
❤
1st କର୍ମ ଫଳ ଦୋକାନ ଭଗିଲା
ଯାହା ଭି ହେଉ ଲୋକ ଟା ପରିଶ୍ରମୀ ଥିଲା।
@BIKASHFF.29kviews
4 ай бұрын
Hn
Right
ପଶୁ ମାନଙ୍କ ଅଭିଶାପ ପଡ଼ିଲା
@deepakmalik9609
Жыл бұрын
Hnn re mg tame kn jama chicken ଖାଉଛ
@shreetamsahoo1966
Жыл бұрын
Ta ma kahauna ta kahucha
Thumbnail pura thi achi🙏
@ushatigga7850
Жыл бұрын
Ri8
Kishore is a Brahmin. He should open veg Hotel.
ତମେ ତ ଜମା ଖାଉ ନଥିବ ଆଉ ଖାଲି ଛେଳି ବୋଦା ର ଅଭିଶାପ କଣ କିଶୋର ଉପରେ ଖାଲି ପଡିବ ଖାଇବା ଲୋକ ଉପରେ ଭି ପଦିବରେ
Vala heichi 😁😁😁😁😁
A1 ODIA MG
କଣ ବାରିପଦା ର ଗରମା ଗରମ ଠୁଁ ବେସି ଭଲ ? ବେଷ୍ଟ ମୋଟନ ଗରମା ଗରମ .
ଏଇଟା ରାଜନିତୀ ପଲଟିକାଲ ବାଲାଙ୍କ କାମ,
@pankajinipankajini2178
Жыл бұрын
Thik
ତମେ ସବୁ ଶଳେ ଆଉ କିଛି କାମ ନଥିଲା ଭଳି ଏ ବାଳ ନିଉସ କୁ ବାରମ୍ବାର ଦେଖାଓ
Ebe cheli to mansa khaibe mgh. Kete innocent animals nku marichu idt? Good decision by bmc
@madhusmitamohanty1882
Жыл бұрын
Dhanyawad ଆଜ୍ଞା ବହୁତ୍ ଭଲ ଲାଗିଲା।
ପଶୁ ପକ୍ଷୀ ମାନେ ଅଭିଶାପ ଦିଅନ୍ତି ନାହିଁ, ଏମାନେ ମଣିଷ ମାନଙ୍କ ସେବା ପାଇଁ ଉଦ୍ଦିଷ୍ଟ,
@madhusmitamohanty1882
Жыл бұрын
किसने कहा है??? अल्लाह ने??
@azimazim9370
Жыл бұрын
@@madhusmitamohanty1882 सब प्राणी में से मनुष्य सर्व श्रेष्ठ प्राणी है, इसमें बुद्धि ज्ञान और समझने की ताकत है और मनुष्य ही सृष्टि रचयिता को ध्यान करते हुए अपने कर्तव्य का पालन करने में सफल है , और मनुष्य के लिए स्वर्ग और नर्क है, पशु के लिए नहीं,
@madhusmitamohanty1882
Жыл бұрын
@@azimazim9370 ऐसा नहीं है। जानवर को भी दर्द होता है,क्यों की उनमें भी जान है । इंसान अपने स्वार्थ के लिए उन्हें क्यों कष्ट देते है?मैने सुना है उनकी चीख इसलिए मुझसे बर्दास्त नहीं होता।
@azimazim9370
Жыл бұрын
@@madhusmitamohanty1882 हर एक प्राणी में जीवन है, आत्मा सिर्फ मनुष्य में है, इस लिए आत्मा का सम्पर्क परमात्मा से है,
@azimazim9370
Жыл бұрын
@@madhusmitamohanty1882 आप को ए ज्ञान होने चाहिए मनुष्य से पहले प्रकृति ने जीव जगत बनाया उस समय से एक जीव अन्य जीव को खाकर अपना पेट भरता है, क्या प्रकृति को बनाने वाले में ज्ञान नहीं था ? आप के कहने के अनुसार ?
Very good idea
Sabu bele kansei sukhare dino katiparibani.cheli machho gai kukuda khaiba Loko kebe b sukho paibeni.mokhyo paibeni.sabo khanti ashuro mani
@bidyabesty3012
Жыл бұрын
So.....non vage kichhi b khaa ntuni
କିଏ ଆଗ ତ କିଏ ଟିକେ ସମୟ ଲାଗିବ
Ki dialog ma reporter bhainka.... Kalinga gananatya waiting 4 u
May be.😁😁😁😁😁
Sei gote news
Kishor bhai jadi am comments padhuthib next time kahaku vdo karibaku dabani . famous chakare mareib
ବାଳ କେମିତି କହୁଚି ଶଳା
Hi
Babu gote Katha manerakha ja bhitare bhagwan kuti kuti ku talent bharichhi na se mati ku dharile suna heijae baaki rahila Kishore Bhai bahut jaldi bhala sambada nischaya Miliba.jai jagannath
Jia katuthile khasi tahaku ovisap no podi kishar bhaiku konpai ovisap
Ma giha khiparbu ki five star hotel r nam kan odisare.
ଛେଳି ମାଂସ ଦଉନି କିଶୋର ଭାଇ, ମେଣ୍ଢା ମାଂସ ଦଉଛି, ଏକଦମ୍ ଫାଲତୁ ଖାଇବା
Media bala jemiti utheibe semiti tale pakeidebe semiti abasta kishore bhai nka hela
Taa mane taa naa re chheli murder case bi achhi 🤣🤣
😭
kishore bhaina buli buli khali gehila
PLEASE TELL SWEETEST VOICE I DIS YOUR VOICE AND ANALYZING
Daliy 200 kg hele au ଛେଳି ରହିବେ ta..avishap ta hela au ..gov shaa b nela panga .. vanghila.a auu
ବେପାର ହେବା ଦେଖି BMC ଆଖି ପକାଇଲା ସlଆମେ ବିକିବାରେ ରେଟ କମ ଆଉ ଏବେ ସବୁ କିଣୀଲେ ଲାଗୁଛି gst ସରକାର କୁ ଜୁହାର
100% RIGHT NIRIHA CHHELINKU MAARI KHHAIBA KAN THIKKI. OFFICERMANETA KHAIBE KARAN SEMANETA ANYAYA UPURI KARI KHAILE DINE PHALA BHOGIBE.
@madhusmitamohanty1882
Жыл бұрын
Right 👍
🤔🤔🤔Are bhai news kahuchu😎😎 nafull jatra party karchu🤓🤓🤓
👍right bhai loka bhoka bikalare kuchi bhai khaile bhai lage
Heithai pare kintu ......se bikuchanti boli abhisap padila au jou mane khaicha..prati 10 re 8 ghara non-vegetarian thibe ..odia ghare gote baha ghare quntal quntal mutton chicken heuthiba ..barajatree manakra demand bhi mutton rahuchi...ta ?se au papo nuhe
@jaganathsuperfan
Жыл бұрын
Mu B seiya bhabychi
@jaganathsuperfan
Жыл бұрын
Jaumane kahuchati semane nije kn?
@foddiearray1870
Жыл бұрын
@@jaganathsuperfan jou mane nonveg khauchanti semane Papo purnya katha kahiba bhul
Address kouthi
Motton khai lokanka mana indriya control re rahibanahi samane bhool kaeba jiba hatyara papa lagiba ta pare narka re padiba
Kahuchanti pasu manankara abhisapa Padila jadi bikiba loka upare abhisapa Padila kn khaiba loka upare abhisapa padiba nahi.anyaya karuthiba lokara jetiki dosa nuha anyaya heuthibara drusyaku dekhi palauthiba lokara adhika dosa.
22 ଟା ପିଲା ରଖି ଦରମା ଦେଇ ବ୍ୟାପାର କରୁଥିଲା, govt କୁ tax ଦେବାକୁ, ଓ ଘର ଭଡା ଦେଇ license କରି ବେପାର କରିବାକୁ badhuthila
Bhai garib lok jana kale bi kharap aaye bad lokar hotel ni chale antha hi karbe
Thik katha. Brahmana hoi ki chandala kama.
Auu jau mane khaichanti tankara kn hebo kejani 🤣🤣🤣🤣 tanku ki abhisap podibo
Bala Kain michha katha jaka kahucha ame v bhubaneswar re rahuchu bhaina ki michha re midia bhaii
ragiba nahi gote katha kahuchi, kishore bhai hau ki aau kehi hau tankara jadi prasansa ra video karibara achi tahale separi video kemiti karanti daya kari sikhantu. aau gote katha aaji jadi kishore bhaina dokan ra jaha abasta hela sethi pain media bala madha kichi parimana re daye.
Hmm ରେ ନିୟୁଜ ଵାଲା ତୋ ମା ବୀଆ ମାଗିହା 😡😡
Kishor bhai ishor Bhai ama Gaare re tanka ghra ...
@indanarmyofficialvlog4275
Жыл бұрын
Jagatasinghpur...... Niniga
Mutton kebethu tankara hela😂😢😅
Vagaban sabu dekhuchhanti,jia jemiti kariba,se semiti paaiba🙏
30years kale kana generation pare pare generation govt place karibe ki..he will every place can do .. balasore NH side karu
🦀🦀🦀🦀🦀🦀🦀🦀 people don't like independent and entrepreneur, our people like to migrant workers...
ଭିଭଲକାମ କରୁଥିଲାତ ହାଆଲା କରୁଛନ୍ତି ଟେଷ୍ଟ ଆଗରୁ ଆଗରୂ କରିବାକଥା
Odisa re nuho only Bhubaneswar ilaka kuhontu Morton khaibaro ochito Mayurbhanj aso khaiki hato sunghibo pura record
Age se news reporter ku badao
Are bhai aita cheli ra abishap lagini bhai jahara jauta khaiba jinisa se seta nischaya khaiba sapa benga na khaiba manisa cheli kukuda khaibe jahar khadya jaita se ta seta khaiba na
ଏତେ ଖାସ୍ ନୁହଁ