Cameraman Manas Murder Case: Sharmishtha Rout Cries During Crime Branch Interrogation || KalingaTV

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We always believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#COVID19 #Coronavirus #KalingaTV

Пікірлер: 352

  • @madhusmitamohanty1882
    @madhusmitamohanty18822 жыл бұрын

    କଥା କୁ ଟିକେ ଅଟିରଞ୍ଜିତ କରି କହୁଛନ୍ତି ଭୋ ଭୋ ହେଇ କାନ୍ଦିବ ତମେ ଶୁଣିଛ? ଯୋଉ ନାରୀ ଜଣେ ନିରୀହ ଲୋକ କୁ ନିଜ ସ୍ବାର୍ଥ ପାଇଁ ହତ୍ୟା କରି ପାରିବ,ସେମିତି ନାରୀ ଭୋ ଭୋ ହେଇ କାନ୍ଦିବ? କଥାଟା ବିଶ୍ୱାସ ହେଉ ନାହିଁ

  • @sanjaymahantasp3237

    @sanjaymahantasp3237

    2 жыл бұрын

    Semiti ନାରୀ ଭୂ ଭୁ ହେଇ କାନ୍ଦିଲେ ବି ଛାଡ଼ିବା a କଥା ନୁହଁ

  • @shivamkisku519

    @shivamkisku519

    2 жыл бұрын

    Se drama karuchi

  • @satyabratasethi444

    @satyabratasethi444

    2 жыл бұрын

    @@sanjaymahantasp3237 exactly

  • @srutikantanayak1142

    @srutikantanayak1142

    2 жыл бұрын

    X5 X6 X6 ft

  • @user-sr4dy6uv3f

    @user-sr4dy6uv3f

    2 жыл бұрын

    @@sanjaymahantasp3237 ଭୋ ଭୋ ହେଇ କାନ୍ଦିଲେ ବି ଶର୍ମିଷ୍ଠା କୁ କେବଳ non stop xxx ମାଡ଼ ଦରକାର.

  • @arabindam
    @arabindam2 жыл бұрын

    ଆଉ ସେ ବେଧେଇ ସୋନାଲି ନନ୍ଦ, ରାଣ୍ଡି ବିଦ୍ୟା ଭାରତୀ, ତପସ୍ୱିନୀ ପ୍ରତି ଏତେ ଅନୁକମ୍ପା କଣ ପାଇଁ ?? ରାଣ୍ଡି ଗୁଡ଼ାଙ୍କୁ ଗୁଳି କରି ଦେଉନ

  • @jyotshnamohanty8083

    @jyotshnamohanty8083

    2 жыл бұрын

    Tapaswani ta swami ku paiba pain chauchi . Any jhia bhali mariba pain nuhe

  • @maheswartudu4617

    @maheswartudu4617

    2 жыл бұрын

    Right bhaai

  • @arabindam

    @arabindam

    2 жыл бұрын

    @@jyotshnamohanty8083 ଆଗରୁ କୁଆଡେ଼ ସେ ଯାଇ ଥିଲା ?? ସେ viral video ସବୁ ଦେଖୁଛ ?? ସେ ଟୋକି କେମିତି ସୁମିତ କୁ blackmail କରିଛି

  • @jyotshnamohanty8083

    @jyotshnamohanty8083

    2 жыл бұрын

    Bhai mu bujhuchi tuma Katha .but alaga jhia mane ta jibana ta Pura nei jauchanti .se neini naa .

  • @madhusmitamohanty1882

    @madhusmitamohanty1882

    2 жыл бұрын

    @@jyotshnamohanty8083 ଜଣେ ନ ମରି ଭି ସବୁଦିନେ ମରୁଛି Sumeet ନିଜେ ହିଁ କହୁଛନ୍ତି, Tapaswini ତାକୁ ଓ ତା ପରିବାର କୁ କେମିତି ଟର୍ଚର କରୁଛି ଏଇ ଜନ୍ମ କଣ ସାତ ଜନ୍ମ ରେ ଭି ସେ ତା ସାଙ୍ଗରେ ରହିବେନି

  • @samalsingh522
    @samalsingh5222 жыл бұрын

    କୁକର୍ମ କରିଥିବା ପେଡିର ରହସ୍ଵ ବର୍ତ୍ତମାନ ଧୀରେ ଧୀରେ ପେଟ ଭିତରୁ ଉଗାଳୀବେ, ପାପ କେବେ ଲୁଚିରହେନ

  • @rajendrameher6571

    @rajendrameher6571

    2 жыл бұрын

    P

  • @bichitrasamal1082
    @bichitrasamal10822 жыл бұрын

    ଖଜୁରୀ ଗଛର କି ଗୁଣ ଗାଇବି ମୁଳରୁ ପାହାଚ ପାହାଚ

  • @mkmusicentertainment4829
    @mkmusicentertainment48292 жыл бұрын

    ଏବେ କୁହ ଖାଲି ଫାସୀ କେବେ ହେବ l

  • @user-sr4dy6uv3f

    @user-sr4dy6uv3f

    2 жыл бұрын

    ଫାଶୀ ନୁହେଁ, କେବଳ non stop xxx ମାଡ଼ ପାଇଁ କୋର୍ଟ ଦଣ୍ଡ ବିଧାନ କଲେ, ଅନ୍ୟ ବେଧେଇ ମାନଙ୍କ ପାଇଁ ଉଚିତ ଶିକ୍ଷା ହେବ.

  • @uksvvc4516
    @uksvvc45162 жыл бұрын

    କାଇଁ ଭୋ ଭୋ କାନ୍ଦିବାର ଦୃଶ୍ୟ ଟା ତ ଦେଖାଯାଉ ନାହିଁ l 😄😄😄😄😄

  • @sumantakumar1777

    @sumantakumar1777

    2 жыл бұрын

    😃😃😃

  • @madhusmitamohanty1882

    @madhusmitamohanty1882

    2 жыл бұрын

    ସେ କାହିଁକି କାନ୍ଦିବ? ତାର ହୃଦୟ ରେ feelings ଥିଲା ପରି ଲାଗୁଛି? ନାରୀ ଜାତିର କଳଙ୍କ ସେ

  • @jayhind2547
    @jayhind25472 жыл бұрын

    ଏ ବେଧେଇ ମାନଙ୍କୁ ପୁରୁଷ ଜେଲ ରେ ଛାଡି ଦେବା ବହୁତ ଭଲ ବେଶୀ ଗରମ ହୋଉଛି ନା ଥଣ୍ଡା ପଡ଼ିଯିବ 😡

  • @ratnakarbiswal2264
    @ratnakarbiswal22642 жыл бұрын

    ଏମାନଙ୍କୁ ଏନ କାଉଣ୍ଟର କରିଦେବା କଥା ଏମାନଙ୍କ ପାଇଁ ଏତେ ପଇସା gov ର ଖର୍ଚ୍ଚ ହଉଛି

  • @madhusmitamohanty1882

    @madhusmitamohanty1882

    2 жыл бұрын

    Goverment ର ନୁହେଁ ସବୁ ଆମ tax ପଇସା ଏମାନେ ଲୀଳା କରିବେ ,କାଣ୍ଡ କରିବେ ,ତାଙ୍କୁ ଏତେ ଖାତିର କଣ ପାଇଁ?

  • @nilakantkara6591

    @nilakantkara6591

    2 жыл бұрын

    ନା ଭାଇ ଶର୍ମିଷ୍ଠା ର ଵିଆ ରେ ଟଙ୍କା ପୁରାଇ ଦବକଥା

  • @manojsahoo7284
    @manojsahoo72842 жыл бұрын

    କ୍ରାଇମବ୍ରାଞ୍ଚ ଏହା ପୂର୍ବରୁ ସୈମ୍ୟ ମହାପାତ୍ର କୁ ମମୀତା କୁ ନ୍ୟାୟ ଦେଇଛନ୍ତି କେମ୍ୟରାମ୍ୟନ କୁ ନ୍ୟାୟ ଦେବେ

  • @muodia2002
    @muodia20022 жыл бұрын

    କୁମ୍ଭିର କାନ୍ଦଣା

  • @madhusmitamohanty1882
    @madhusmitamohanty18822 жыл бұрын

    ଏବେ କାନ୍ଦିଲେ କଣ ହେବ? ମାନସ ଙ୍କ ମା କାନ୍ଦ ଦେଖା ଯାଉନି? ନିଜର ଅନୈତିକ ସମ୍ୱନ୍ଧ ଲୁଚେଇ ବା ପାଇଁ ଜଣେ ନିରୀହ ପିଲା କୁ ମାରି ଦେଲ? ତା ବାପା ମା ଙ୍କୁ ସାରା ଜୀବନ ପାଇଁ ଦୁଃଖ ଦେଲ? ତାଙ୍କର ଗୋଟିଏ ବୋଲି ରୋଜଗାରିଆ ପୁଅ ଥିଲା,ସେମାନେ ଏବେ କରିବେ କଣ?

  • @umabaliyar660

    @umabaliyar660

    2 жыл бұрын

    lp

  • @uksvvc4516
    @uksvvc45162 жыл бұрын

    ତମେ କହୁଛ କଣ ଦେଖାଉଛ କଣ ଆଉ ଲେଖୁଛ କଣ 😂😂ତମର ଟିକେ ବି ବିଶ୍ୱାସ କରି ହେବ ନାହିଁ.... I

  • @sumantakumar1777

    @sumantakumar1777

    2 жыл бұрын

    Right

  • @jyotibikashsahu2248

    @jyotibikashsahu2248

    2 жыл бұрын

    ଅ।ଗ ଧ।ଡି ର ଭ।ଢୁଆ channel

  • @bhabagrahibehera8040
    @bhabagrahibehera80402 жыл бұрын

    ସବୁ ମାନିବାକୁ ବାଧ୍ୟ,,,ମନେ ପଡିଯିବ ପିଲାଦିନର କଥା,, ପ୍ରଥମ ବାହାଘରର ଅନୁଭବ ଓ ସ୍ଵାମୀ, ପୁତ୍ର ର ବିଦାୟକାଳୀନ ସମ୍ଭାଷଣ ଏବଂ ନୂଆ ପାଇଲଟ୍ ଙ୍କ ସହିତ ଜାହାଜ ଚଳାଇବା ର ଅନୁଭୂତି,, କେବଳ ଶର୍ମିଷ୍ଠା ନୁହେଁ ଏମିତି ଅନେକ ଶର୍ମିଷ୍ଠା ଲୁକ୍କାୟିତ ଭାବେ ଅଛନ୍ତି,, ସେମାନେ ଏବେଠାରୁ ସୁଧୁରିବା ଉଚିତ୍। ସାବିତ୍ରୀ ବ୍ରତ ଶର୍ମିଷ୍ଠା କରୁଥିଲେ କି,,? କେତେ ଜଣ ସ୍ଵାମୀ ଙ୍କର ଶର୍ମିଷ୍ଠା ଗୋଟିଏ ବୋଲି ଅଲିଅଳି ସ୍ତ୍ରୀ ଥିଲେ ତାହା ସଠିକ ହେଲେ ସବୁ ଭଦ୍ର ମୂଖା ଖୋଲିଯିବ। ଆଇନ୍ ତା ବାଟରେ ଯିବ, ଏଥିରେ ବ୍ୟତିକ୍ରମ ହେବନି।

  • @digalmahananda9928

    @digalmahananda9928

    2 жыл бұрын

    Right

  • @sanjitjena9984
    @sanjitjena99842 жыл бұрын

    Besya lady sarmistha ku fasi diajau

  • @justfun3185

    @justfun3185

    2 жыл бұрын

    Right

  • @gopalm1135

    @gopalm1135

    2 жыл бұрын

    NAVEEN PATTNAIK JAHA PAKSHA SEMANE HI DOSHO AAU BADMAS HEITHEBE SHARMISTHA AAU MANAS DUI JANA RE JANE

  • @sbmaharana9258
    @sbmaharana92582 жыл бұрын

    ଏ ତତ୍ପରତା ସୌମ୍ୟ ଵିଦ୍ୟା case ରେ ହେଇପାରିଲାନି। ବିଗତ କିଛି cases ବି unsolved ହେଇ ରହିଗଲା। ନ୍ୟାୟ ର ଅପେକ୍ଷା ରେ ସମସ୍ତେ ରହିଲେ... 🙏

  • @kishorbehera1185

    @kishorbehera1185

    2 жыл бұрын

    Good question for Crime Branch

  • @bibhuranjanmohapatra484

    @bibhuranjanmohapatra484

    2 жыл бұрын

    Right state ment

  • @ots-solutionOdisha

    @ots-solutionOdisha

    2 жыл бұрын

    Really very good question Vai karichanti

  • @saraswatimahanta6808
    @saraswatimahanta68082 жыл бұрын

    ଗାଲ ଗୁଡା ରେ କୁଚି କୁଚି ତା ପେଟରୁ କଥା ବାହାର କର। ସେ କାନ୍ଦୁ , ପାରୁଚ ହେଲେ ତା ଆଖି ଦୁଇଟି ଫୁଟେଇ ଦିଅ। ସେ ଗୋଟେ ନିରୀହ ପିଲାକୁ ମାରିଚି ତା ଘର ଉଜାଡିଚି ମାନେ ତାକୁ ଛାଡ ନାହିଁ।

  • @ratnimanikisku266
    @ratnimanikisku2662 жыл бұрын

    କାନ୍ଦ ଶୁଣିବାକୁ ଇଚ୍ଛା ହଉଛିରେ ଭାସ୍କର ନହେଲେ କେମିତି ବିଶ୍ଵାସ କରିବୁ ତମେ ସତ କହୁଛ ବଲି

  • @annapurnadhal4886
    @annapurnadhal48862 жыл бұрын

    Thanks 👍

  • @khedubaralebadia2426
    @khedubaralebadia24262 жыл бұрын

    Thank God

  • @kshanadamishra3990
    @kshanadamishra39902 жыл бұрын

    Crime branch ବାବୁ ମାନେ ଏଇ case ରେ ତ ଏତେ ତତ୍ପରତା ର ସହିତ ତଦନ୍ତ କରିପାରିଲ. Location, ATM transaction ସବୁ... ହେଲେ କିଛି case re ସମ୍ପୂର୍ଣ ପ୍ରମାଣ ଥାଇ ମଧ୍ୟ ଆଖୀ ଥାଇ ଅନ୍ଧ ଭଳି ଅଭିନୟ କରୁଚ କାହିଁକି? କାହା ନିର୍ଦେଶ ରେ ???

  • @arabindam

    @arabindam

    2 жыл бұрын

    BJD ସରକାର୍ କୁ ବଞ୍ଚାଇବା ଉଦ୍ୟେଶ ରେ

  • @lakhikantakandi7193
    @lakhikantakandi71932 жыл бұрын

    Thank

  • @knowledgeabouteverythingby3172

    @knowledgeabouteverythingby3172

    2 жыл бұрын

    ଯେଉଁମାନେ କେବେବି ବିଦ୍ୟାଳୟକୁ ଯାଇନାହାନ୍ତି ସେମାନେ ମଧ୍ଯ ଇଂରାଜୀ ଭାଷାରେ କଥାବାର୍ତ୍ତା କରିବେ-kzread.info/dash/bejne/i597xceTecSWabw.html ।Full basic video-kzread.info/dash/bejne/lYatusyYZqjLlbQ.html.. ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଯାହା ଦ୍ବାରା ସେମାନେ ବି benifits ପାଇପାରିବେ।ଓଡିଆରେ କଥାବାର୍ତ୍ତା କରୁଥିବା କିଛି ବାକ୍ୟ ବର୍ତ୍ତମାନ ଇଂରାଜୀରେ କଥାବାର୍ତ୍ତା କରିବା ସହଜରେ ଶିଖନ୍ତୁ,ଯାହା ଫଳରେ ଆଉ କାହା ଆଗରେ ନରଭସ୍ ହେବେ ନାହିଁ କି ଲଜ୍ଜିତ ହେବାକୁ ପଡିବ ନାହିଁ। ଆପଣଙ୍କ ପିଲାମାନଙ୍କୁ ମଧ୍ଯ ଘରେ ବସି ଫ୍ରୀ ରେ ଇଂରାଜୀ ଶିଖାନ୍ତୁ ଯାହା ଫଳରେ ସେମାନେ ଆଉ ଭବିଷ୍ଯତରେ ହଇରାଣ ହେବେ ନାହିଁ।ବହୁତ ଭିଡିଓ upload ଅଛି ଯାହା ଦ୍ବାରା ଆପଣ ବି ନିଜ ପିଲାମାନଙ୍କ ସହିତ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରିବେ ସହଜରେ।kzread.info/dash/bejne/e3p_qs2eqM-2pMY.html ଧନ୍ଯବାଦ🙏

  • @sitaramdhangadabhuyan6845
    @sitaramdhangadabhuyan68452 жыл бұрын

    Sarmista ku fasidia ho sarkar

  • @healer278

    @healer278

    2 жыл бұрын

    Nai dian ho ethir pachre bad lokar hath thiba

  • @24WFO
    @24WFO2 жыл бұрын

    Good👍

  • @manojkumarofficial6929
    @manojkumarofficial69292 жыл бұрын

    Super sir 👍👍

  • @pramodbehera1374
    @pramodbehera13742 жыл бұрын

    ବେକାର କ୍ରାଇମ ବ୍ରାଞ୍ଚ କିଛି ସତ କଥା ମିଳିବନି

  • @gnyanray101
    @gnyanray1012 жыл бұрын

    Sharmishtha aau niranjan ku aauthare milamisa karibaku dia.

  • @madhusmitamohanty1882

    @madhusmitamohanty1882

    2 жыл бұрын

    କଣ ପାଇଁ ଏତେ ଦରଦ? ପୁଣି ଆଉ ଏକ ମାନସ ବଳୀ ପଡ଼ିବ , ସେଥିପାଇଁ?

  • @manishanaik1076

    @manishanaik1076

    2 жыл бұрын

    Are sea majak re kahu6anti

  • @parsuramnayak4093
    @parsuramnayak40932 жыл бұрын

    Satejemiti Newsbala Sabu dekhuthila.kaothi kanduchi phatota chhadilu, Ao kijera karichi Tikia Amaku dekha.

  • @swarnarekha4195
    @swarnarekha41952 жыл бұрын

    Right

  • @amrjitbiswal7243
    @amrjitbiswal72432 жыл бұрын

    ବେସ୍ୟାନି କୁ ଫାସୀ ହେଉ

  • @gobindnayak7219
    @gobindnayak72192 жыл бұрын

    Very good News Thank you.Good Morning.🙏

  • @BijayKumar-se1ce
    @BijayKumar-se1ce2 жыл бұрын

    ଏ ମାନଙ୍କୁ ଗୁଳି ମାରିଦିଅ ଗାଡ଼ିରେ ନେଇ ବୁଲେଇ ଜେରାକରୀ ପଇସା ଖରାପେ କରନ୍ତୁ ନାହିଁ

  • @tofusingh297
    @tofusingh2972 жыл бұрын

    Confession before police is not taken as evidence court

  • @debendra1992
    @debendra19922 жыл бұрын

    ଧନ୍ୟବାଦ କ୍ରାଇମବ୍ରାଞ୍ଚ

  • @rajukuanr4746
    @rajukuanr47462 жыл бұрын

    Good

  • @bipinkishorenayak9573
    @bipinkishorenayak95732 жыл бұрын

    It has no meaning to cry after creating brutal murder .The society will never forgive her even if she got released by the honorable court due to lack of evidence .

  • @Dailymessageofhope
    @Dailymessageofhope2 жыл бұрын

    ଟିକେ ଧିରେ କୁହୋ । Don't fool the people of Odisha by just shouting. Most of the news channels are only shouting along with background music to stimulate the people. It's so irritating.

  • @oramabhisek1419

    @oramabhisek1419

    2 жыл бұрын

    Right

  • @kalkikd8024

    @kalkikd8024

    2 жыл бұрын

    ଗୋଟିଏ ଅପରାଧ ଜନିତ ଖବରକୁ ଆପଣ କୋମଳ କଣ୍ଠ ଓ ମନ୍ଥର ଗତିରେ କିପରି ଉପସ୍ଥାପନ କରିପାରିବେ ?

  • @sushantkumarnahak3325
    @sushantkumarnahak33252 жыл бұрын

    Nice video

  • @ahuman5934
    @ahuman59342 жыл бұрын

    ପୋଲିସ ପ୍ରଶାସନର ଅପାରଗତା କୁ ତ ତମ channel ଏମିତି highlight କରୁନାହିଁ !

  • @kamaleshmoharana8868
    @kamaleshmoharana88682 жыл бұрын

    ଆଶ୍ରମ କୁ ଟଙ୍କା ସରକାର ଦେଉନଥିଲେ ମନକୁ ଲଙ୍ଗଳା ଭୀଡିଓ ବେଧବେପାର କରି ଫୁଲ ତୋଡା ଦିଆନିଆ ହେଉଥିଲେ,ଏବେ ଧରାପଡିବା ପରେ ସରକାର ଦୋଷ ଛଡାଇ ସଫେଇଦେଇ ସୁହାଇଲା ଭଳି ନିଉଜ ଲୋକଙ୍କ ପାଇଁ ପ୍ରସ୍ତୁତି ହେଉଛି,ଧିକ ଏ ଶାସନ

  • @odia_pila_creation
    @odia_pila_creation2 жыл бұрын

    ଏଭଳି ଓଡିଶା ପୋଲିସ ଯଦି ଆଗକୁ କାମ ଜାରି ରଖେ ,ତେବେ ଓଡିଶା ଲୋକ ଦୋଷ କରିବାକୁ ଡରିବେ।

  • @binapanipanda9368
    @binapanipanda93682 жыл бұрын

    ଏ ସବୁ ଗୋଟିଏ ଗୋଟିଏ ଫାର୍ସ ଦେଖାଉଛନ୍ତି ଉଭୟ ସରକାର ଓ ପ୍ରଶାସନ ମିଶି। ଏଗୁଡା ଦେଖି ଦେଖି ବିରକ୍ତି ଆସି ଗଲାଣି ମନରେ। ଜୟ ଜଗନ୍ନାଥ 🙏🙏

  • @mamatatripathy7549

    @mamatatripathy7549

    2 жыл бұрын

    Drama band kari agudaku fasi diya

  • @susamabalakamila7163

    @susamabalakamila7163

    2 жыл бұрын

    ‌।

  • @gopinathsethy1290

    @gopinathsethy1290

    2 жыл бұрын

    @@mamatatripathy7549 iiiiiii88i8iî

  • @satyabhau69
    @satyabhau692 жыл бұрын

    ବିଦ୍ୟାଦିଦି ଙ୍କୁ କେବେ ଧରିବ ?

  • @kishorbehera1185

    @kishorbehera1185

    2 жыл бұрын

    Good question

  • @babulagiri6302

    @babulagiri6302

    2 жыл бұрын

    Didi na aukn

  • @satyabratasethi444
    @satyabratasethi4442 жыл бұрын

    Kandile cameraman feri asi paribani, need severe n strict action against culprits

  • @radhikaarlia5783
    @radhikaarlia57832 жыл бұрын

    Good job odisha Crime branch 🙏tq so much

  • @gopalkrushna6983
    @gopalkrushna69832 жыл бұрын

    But there is no results

  • @jhillimohanty6931
    @jhillimohanty69312 жыл бұрын

    ବେଧେଇ ଶର୍ମିଷ୍ଠା ଏତେ ଦିନ ଯାଏ police ଆଖିରେ ଧୂଳି ଦେଇ ଖସିଯାଇଥିଲା ବେଧେଇ ଶର୍ମିଷ୍ଠା ମିଛ କହୁଛି ଏ ବେଧେଇ କୁ ଫାଶୀ ଦିଅ ଆଉ ତା ଭାଇ କୁ ଜମା ଛାଡନ୍ତି ଶର୍ମିଷ୍ଠା ବେଧ ଧନ୍ଦା କରୁଥିଲା । ତାର ପ୍ରମାଣ ରଖିଥିଲା ମାନସ ସେଥିପାଇଁ ମାନସ କୁ ମାରିଦେଲା ଏ ବେଧ କୁ କଲବଲ କରିକି ମାର ।

  • @mamymohanty2501
    @mamymohanty25012 жыл бұрын

    Samastanku fasi darkar. Kintu habani dhere dhere sabu luchijiba. Aji parjyanta kete jana nyaya paichanti? Jaha kale b kichhi habani.

  • @mrmr624
    @mrmr6242 жыл бұрын

    କିଛି ବି ଲାଭ ନାହିଁ , ଏମିତି soumya ,mamita ,pari ଆଦି ବହୁ ଜଣ ଧାଡ଼ି ରେ ଅଛନ୍ତି ତେଣୁ ମାନସ ର number କେବେ ଆସିବ କେହି କହି ପାରିବେନି , ଗେଣ୍ଡା ଶାସନରେ ଏମିତି ହିଁ ହେବ ...........

  • @nirmalchandraray4975
    @nirmalchandraray49752 жыл бұрын

    goodmorning s of our suncribrt

  • @sriaurobindoashram7473
    @sriaurobindoashram74732 жыл бұрын

    ତା ବାପ ଘର ଶାଶୁ ଘର ଲୋକଙ୍କୁ ଡାକି କୁହନ୍ତୁ ଭଲ ଲାଗିବ ଘର ଲୋକ ଜାଣିଲେ

  • @gopabandhumahapatra6722
    @gopabandhumahapatra67222 жыл бұрын

    A-E mananku kana jail heba ? ? ? ? ? If Ministers are involved.

  • @gitanjalirout9774
    @gitanjalirout97742 жыл бұрын

    😳

  • @avinashbeaura8382
    @avinashbeaura83822 жыл бұрын

    Good job Odisha police salute u guys

  • @prasantadas2580
    @prasantadas25802 жыл бұрын

    ହଉ ଦେଖି ବା Crime branch କଣ ଛୋଡିବ

  • @EkBharatiya92
    @EkBharatiya922 жыл бұрын

    I am sure after few days this case will be closed without any justice like Moumita Mehar case

  • @shradhanjalidandapat1581
    @shradhanjalidandapat15812 жыл бұрын

    ସତ୍ୟ ହେଉଛି ଅଗ୍ନି ସଦୃଶ୍ୟ ଯେତେ ଲୁଚା ଇଲେ ବି ହୁ ହୁ ହେଇ ଜଳି ଉଥିବ ଯେତେ ଲୁଚିଲେ ବି sharmita ରାଉତ ଗୋଟି ଗୋଟି କରି ସତ କହିବୁ

  • @santosnayak4989
    @santosnayak49892 жыл бұрын

    Kichi case solved habani Bhai kai time lose karucha news dekheiki

  • @snehasishmohapatra4126
    @snehasishmohapatra41262 жыл бұрын

    ମମିତା, ପରି, କୁନ୍ଦୁଲି ପିଡ଼ିତା, ମାଧାବିଲତା, ସସ୍ମିତା, ସୌମ୍ୟରଂଜନ ଙ୍କୁ ଆମେ ନ୍ୟାୟ ମିଳିବାର ଦେଖିଛୁ 😢😢ଏବେ ମାନସ କୁ ଭି ଜଲଦି ମିଳିଯିବ ଆମେ ଜାଣିଛୁ ...ଶଳା ଗୋଟେ ଗପ କହୁଛନ୍ତି

  • @animeshrout3686
    @animeshrout36862 жыл бұрын

    Not much expected in this case.

  • @bhasapathana
    @bhasapathana2 жыл бұрын

    ନୈତିକ ଶିକ୍ଷା ଅଭାବରୁ ମାନବ ଦାନବ ହୋଇ ଯାଉଛି

  • @jasomatipatra4902
    @jasomatipatra49022 жыл бұрын

    Kichi habani emiti hi crime karichalithibe kichi abhadra rich family members mane.... Emiti re bi mamita, Manab premi Aditya Das puri sevayat.and soumya tanka case bi pending heiki achi mate kai laguni e case final heba boli kahikina eithire pa sabu rich family members mane involve achhanti..... Police khali time weast kariki e sabu karuchi...

  • @neuvlgrudrashubhashree9420
    @neuvlgrudrashubhashree94202 жыл бұрын

    ମିଛ କାନ୍ଦଣା ଯଦି ଏତେ ଦୟା ଆଶୁଚି କାନ୍ଦଲା ବେଳକୁ ତୁମ ଗ୍ରୁପ ଚାଲି ଯଉ. ପୁଛିବା ପାଇଁ ଲାଗି ପଡିବ 😡😡ଜଣେ ଘେଇଁବ ଆଉ ଜଣେ ପୁଛିବ 🤣👍

  • @aprameya6623
    @aprameya66232 жыл бұрын

    Odisha re ete bhala news , hey prabhu 😳

  • @amitabhsahu9362
    @amitabhsahu93622 жыл бұрын

    କିଛି ଲାଭ ନାହିଁ,bail ରେ ଆସି ପୁଣି ଆରାମ୍ ସେ ବୁଲି ବୁଲି ମସ୍ତି କରିବେ

  • @050505127
    @0505051272 жыл бұрын

    Encounter karajau

  • @travelformat5280
    @travelformat52802 жыл бұрын

    Sabu kheladi gotay jaga re thilay....camera man bhai ra demand tikye adhika thila bodhay.....settlement bodhay problem haye gala...a news b next Tuesday Bela ku nathiba...Hou chalu

  • @jayantikumarisethi7730
    @jayantikumarisethi77302 жыл бұрын

    Jahar jibana gala ta paribar ra kasta bhagabana Ku Jana,aparadhi Ku emiti punishment Dia jau se sata Janam re auo emiti kama Kariba nahi,jai Jagannath 🙏🙏🙏

  • @rajukuanr4746
    @rajukuanr47462 жыл бұрын

    Police handle case quickly

  • @mrmanuavlogs6852
    @mrmanuavlogs68522 жыл бұрын

    Soumya bhai paiii emiti chesta karajauuu

  • @jayjagannathswami4619
    @jayjagannathswami46192 жыл бұрын

    Sonali Nanda katha polish kebe bujhibe

  • @frenchwindow65
    @frenchwindow652 жыл бұрын

    Pls

  • @prafullabarik7085
    @prafullabarik70852 жыл бұрын

    ଯଦି ଶର୍ମିଷ୍ଟାଙ୍କୁ କଣ ସବୂ‌ ପ୍ରନ୍ନ ପଚରା ଗଲା ଟଳିଙ୍ଗ ଟିଭି ଜାଣେ ତେବେ ଶର୍ମିଷ୍ଠା କଣ ସବୁ ଉତ୍ତର ରଖିଲେ ତାହା ମଧ୍ୟ କଳିଙ୍ଗ TV କୁ ଜଣା ଥିବ ।

  • @bichitrakumarswain7420
    @bichitrakumarswain74202 жыл бұрын

    ବିନ ଲାଦେନ୍ ପରି famous ହେଇଗଲେ ।

  • @satyanarayanjena964
    @satyanarayanjena9642 жыл бұрын

    Good news, Police Pari bhali NATAKA rachiba ki?

  • @crpkmishra7484
    @crpkmishra74842 жыл бұрын

    ସେଠିର ରକ୍ଷିତା ଥିଲା ଶର୍ମିଷ୍ଠା।

  • @dillip.khatei232
    @dillip.khatei2322 жыл бұрын

    Hello bhai sahab Tumko Ganjam district Chhatarpur

  • @rchoudhury4977
    @rchoudhury49772 жыл бұрын

    Bhai answer Kan dele

  • @srikantakumarhota6134
    @srikantakumarhota61342 жыл бұрын

    Encounter kar na chahiyea

  • @rashmisahoo291
    @rashmisahoo2912 жыл бұрын

    Oho sunile voice ta irritate laguchi.

  • @srujitkumar1204
    @srujitkumar12042 жыл бұрын

    Are kn qs raw ans tk kahuna!!!

  • @rajathansdah9718
    @rajathansdah97182 жыл бұрын

    Plz encounter

  • @alltypesvideo7333
    @alltypesvideo73332 жыл бұрын

    ମନ୍ତୀ ଦିବ୍ୟ ଶଙ୍କର ଓ ପ୍ରତାପ ଜେନାକୁ ଅଙ୍ଗୁଳି ଉଟିଥୀଲା ଭଲି ଶ୍ରମିଷ୍ଟା ଖସି ପାରିଲାନି ନହେଲେ ଖସାଇ ଦେଇଥାନ୍ତେ।

  • @Rajababu-gk6kp
    @Rajababu-gk6kp2 жыл бұрын

    ବେଧ କୁ ଏନକାଉଣ୍ଟର କର

  • @dinabandhunayak9563
    @dinabandhunayak95632 жыл бұрын

    Tanku kara

  • @rabinarayandas8694
    @rabinarayandas86942 жыл бұрын

    SIR..EHI.CASE.RE.JADI.FASI.NA.HUE..AHURI.ANEK..BADA..CASE..GHATIBA..DHARMA..KAN.BICHAR..KARUCHI..WAIT...........

  • @frenchwindow65
    @frenchwindow652 жыл бұрын

    Kemiti janile apana Mane

  • @subashchandrachoudhury8279
    @subashchandrachoudhury82792 жыл бұрын

    Crime branch ସବୁ କ୍ଷେତ୍ରରେ ଯଦି ଏମିତି କରନ୍ତି ତେବେ ବହୁତ ଭଲ ଲାଗନ୍ତା

  • @sumantakumarmalla5653
    @sumantakumarmalla56532 жыл бұрын

    Govt. Penalty code starting to all persons, fasi to all persons

  • @sachitranandanayak5214
    @sachitranandanayak52142 жыл бұрын

    ପ୍ରଥମେ ନିରଞ୍ଜନ କୁକୁରକୁ ଫାଶୀ ଦିଆ ଯାଉ.. Public ର demand

  • @madhusmitamohanty1882

    @madhusmitamohanty1882

    2 жыл бұрын

    ନିରଞ୍ଜନ କୁ କୁକୁର କହି କୁକୁର କୁ ଅପମାନିତ କରନ୍ତୁ ନାହିଁ କୁକୁର ଠୁ ବେଶି ବିଶ୍ବାସୀ ଓ ସ୍ବାମୀ ଭକ୍ତ ଏଇ ସଂସାର ରେ ନାହାନ୍ତି ଯୋଉ ମାନେ କୁକୁର posi ଥିବେ ସେମାନେ ହିଁ ଜାଣି ଥିବେ

  • @routsusanta2326
    @routsusanta23262 жыл бұрын

    ସେ ବାଜ୍ୟ ଲୋକ ସତ କଥା କହିବା ପରେ ତାର ଦଣ୍ଡ କେବେ ଶୁଣାଣି ହେବ ମିଡିଆ ସାର୍ ମାଡାମ୍ ମାନେ ଦୟାକରି କହିବେ

  • @chandinisabar7797
    @chandinisabar77972 жыл бұрын

    Kebe justice miliboni se

  • @Subrat8544
    @Subrat85442 жыл бұрын

    Tk live telecast hele aame mane dekhantu kie sata kahuchi

  • @JITUSAHOOmj5bt
    @JITUSAHOOmj5bt2 жыл бұрын

    Why crime team not identify the ACF- Soumya/Mamita & Pari murder case accused ???

  • @patttnayakbinood6366
    @patttnayakbinood63662 жыл бұрын

    Sata luchena.Jay Jagannath

  • @ajayapanda167
    @ajayapanda1672 жыл бұрын

    Police kemiti janila sie Bus re achhi boli

  • @madhusmitamohanty1882

    @madhusmitamohanty1882

    2 жыл бұрын

    Bbsr pain ticket Kariba pare ଜଣା ପଡିଲା ATM transaction au Phone call, Social media upare police nazar rakhuthile Kolkata re ATM ru Paisa withdraw kala bele crime branch team jani pari thile

  • @chuchulidhir5080

    @chuchulidhir5080

    2 жыл бұрын

    @@madhusmitamohanty1882 sonali ku kebe police dharib

  • @madhusmitamohanty1882

    @madhusmitamohanty1882

    2 жыл бұрын

    @@chuchulidhir5080 are mu kemiti kahibi? Mu ta nije dukhita,Saumya nka pain Reha Chokkroborty ki aji parjyanta arrest kari nahanti,tenu Sonali katha kemiti jana padiba,? Sonali, Saumya nku Sharmistha pari direct murder karini,se indirectly dosi ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବାରୁ ସେଥିପାଇଁ ବୋଧେ police arrest kari paruni It's my personal view

  • @bibhuranjanmohapatra484
    @bibhuranjanmohapatra4842 жыл бұрын

    Test ru jana padiba Kea se badaloko ra hata achi

  • @pradeepsasmal1523
    @pradeepsasmal15232 жыл бұрын

    Give him fasi

  • @debabratanayak95
    @debabratanayak952 жыл бұрын

    Niranjan sarmista ku public re encounter kari dia... Sata mani gale puni jail re rakhiba kana darkar... Encounter kari dia kali

  • @Sambit21
    @Sambit212 жыл бұрын

    4&3 pain emiti pray case ghatuchi

  • @nandiniguru2997
    @nandiniguru29972 жыл бұрын

    ବେଶ୍ୟା କଣ କେବେ କାନ୍ଦିଚି ନା କାନ୍ଦିବ ।

Келесі