BJD Star campaigner Karthik Pandian campaigns for party in Baripada || KalingaTV

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 178

  • @dcreative2544
    @dcreative25442 ай бұрын

    ପ୍ରାଥମିକ ବିଦ୍ୟାଳୟ କିଏ ବନ୍ଦ କରିଛନ୍ତି???, ଏ ପ୍ରଶ୍ନ ପଚାରନ୍ତୁ

  • @Target500subscriber47
    @Target500subscriber472 ай бұрын

    ମଘିଆ ଯେମିତି ନିଜ ଘୋରୁ ଆଣି ଦେଉଚି 😂😂😂

  • @princessamrita1522

    @princessamrita1522

    2 ай бұрын

    😂😂😂

  • @Mahamantra_foundation

    @Mahamantra_foundation

    2 ай бұрын

    😂😂😂

  • @piyushtripathy5599

    @piyushtripathy5599

    Ай бұрын

    😂😂😂

  • @tribalt-fz5sj
    @tribalt-fz5sj2 ай бұрын

    mbj ରେ total ବିଜେପି

  • @sushamadash8383
    @sushamadash83832 ай бұрын

    No No vote for BJD.Go out 😭😭😭😭🎉🎉

  • @radhagobindamohanta5179
    @radhagobindamohanta51792 ай бұрын

    ଓଡ଼ିଶାର ପିଲାମାନଙ୍କୁ ନିଯୁକ୍ତି କେତେ ଦେଇଛନ୍ତି । 25 ବର୍ଷ ଶାସନରେ ପୁରା ପରିବର୍ତ୍ତନ ହୋଇ ପାରିଥାନ୍ତା । ନିଯୁକ୍ତି ଯଦି ଦେଇଥାନ୍ତେ କାହାକୁ ମାଗଣା ଯୋଜନା ଆବଶ୍ୟକ ପୋଡ଼ି ନଥାନ୍ତା।

  • @pradyutgiri1999

    @pradyutgiri1999

    2 ай бұрын

    Bjp kete deba dekhiba jee😂😂... Sabu Jay sree ram karibe. .... Utaar Pradesh, madya pradesh re kete deichi bjp govt .... 5 year namo neba jadi karo au

  • @manoranjansahoo6064
    @manoranjansahoo60642 ай бұрын

    Giri friend yojana gote kar

  • @sradhamihir5552

    @sradhamihir5552

    2 ай бұрын

    ସେମିତି ହେଲେ ତ ଭଉଣୀ କି ପାଣ୍ଡୁ ପଟେଇବ😂

  • @Jjsoren842
    @Jjsoren8422 ай бұрын

    ଖାଲି କାର୍ଡ ଦେଲେ କଣ ହବ ସେଇ କାର୍ଡ କିଛି କାମ ଦଉନି

  • @user-pu3sq4ew9g
    @user-pu3sq4ew9g2 ай бұрын

    Now only BJP

  • @lasahembram5807
    @lasahembram58072 ай бұрын

    ଆଛା ଯୋଉ ଦାଦନ ଯାଉଛନ୍ତି ତାଙ୍କ ପାଇଁ କଣ ଯଜନା ହେଇଛି ଆଜ୍ଞା

  • @sriraoandprusty8291
    @sriraoandprusty82912 ай бұрын

    100 tanka pain odisha r ladies mane kemiti meeting asuchanti kejani

  • @user-gf6cp1iw4v
    @user-gf6cp1iw4vАй бұрын

    I love Pandiyan way of talking in odia and her voice ❤❤❤❤🥰🥰🥰😘😘😘😉😉❤️❤️

  • @exploringtheodisha
    @exploringtheodisha2 ай бұрын

    ଏତେ ଯୁଜନା କିଛି ଦରକlର ନାଇ ଆମର ଯେତିକି ଇଲେକ୍ଟ୍ରଇକି ବିଲ ଆସୁଛୁ ଆମେ ଦେଇ ପରୁଚ୍ଚୁ । ଏତେ ସବୁ ପିଲା ବେକାର ହେଇକି ରହିଗଲେଣି ସବୁ ଓଡ଼ିଶା ବାହାର କୁ ଦାଦନ ଖଟିବାକୁ ଯାଉଛନ୍ତି ସରକାରକୁ କଣ କିଛି ଦେଖା ଯାଉନି ସବୁ ଯୁଜନା ଦେଲେ ବାଳ ହେବ ଓଡିଶା ରେ କଣ କିଛି ନାଇଁ ବାହାରୁ ରାଜ୍ୟ ରୁ ଆସିକି ଆମ ଓଡ଼ିଶା ଟlକୁ ଖାଇ ଗଲେଣି କିନ୍ତୁ ସରକାର କୁ କିଛି ଦେଖା ଯାଉନି ଏତିକି ବର୍ଷ ରେ ନିବୀନ କିଛି କରିନି। ତା ସ୍ଥାନରେ ମୁ ଥିଲେ ଏତିକି କରିକି ଆହୁରି କିଛି କରିଥାନ୍ତି bsky କାର୍ଡ କୁ ମେଡିଲାରେ ସମ୍ମାନ କିଛି ଦେଉ ନାହାନ୍ତି ଏ ସବୁ ଯୁଜନା କିଛି ଦରକାର ନାଇ ପରୁଚ ଯଦି ସବୁ ପିଲାଙ୍କର ଭବିଷ୍ୟତ ଦେଖନ୍ତୁ କାରଣ ଓଡ଼ିଶା ରେ ସବୁ ହେଇ ପାରିବ ବାହାରକୁ କାମ କରିବା ପାଇଁ କଣ ପାଇଁ i ଯାଉଛନ୍ତି ପୁଆଲଙ୍କୁ ସବୁ job ଦିଅ ଓଡ଼ିଶା ରେ ଏମିତି ବାହାରକୁ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି ଏସ ସବୁ କଣ ସବୁ ଓଡ଼ିଶା ରେଙ୍କନ୍ କିଛି ନାଇଁ... ଧିକ ସରକାର ❤😂

  • @GAPAL.MARANDI2024

    @GAPAL.MARANDI2024

    2 ай бұрын

    ଆମ ମନ୍ତ୍ରୀ 25 ବର୍ଷ ରେ ଗୋଟିଏ କମ୍ପାନୀ କରି ପାରିଲେ ନାହିଁ ଯାହା ଦ୍ଵାରା ସବୁ ଦାଦନ ହେଇଗଲେ ଓ ଓଡ଼ିଶାକୁ ଖୋଳ କରିସାରିଲା ସବୁ ଖଣି ଖାଦାନ ରୁ ଲୁଟି ନିର୍ବାଚନ ପୂର୍ବରୁ ପିଲାଙ୍କୁ scholarship ବଢ଼େଇଲା କେତେ ଚତୁର ପଣ୍ଡିଆନ ।

  • @sradhamihir5552

    @sradhamihir5552

    2 ай бұрын

    ଗ୍ୟାସ ଦର ବଢାନ୍ତୁ ଆମେ ଜାଳି ପାରୁନୁ, diesel, petrol ଦର ବଢାନ୍ତୁ 😅 ଗାଡ଼ିକି କଳଙ୍କି ଲାଗିଗଲାଣି,୧୫ ଲକ୍ଷ ଦେଇଛନ୍ତି ଯେ ଏକାଉଣ୍ଟ୍ ହାଙ୍ଗ ହେଇଗଲାଣି, graduate ପିଲାମାନେ ଚାକିରି କରି ଥକି ଗଲେଣି, ଧନ୍ୟ ମୋଦିଜୀ ଧନ୍ୟ 🎉

  • @user-vw8fg7rv2q
    @user-vw8fg7rv2qАй бұрын

    ❤❤❤❤❤❤❤❤❤❤❤thank you

  • @alekhakandi1517
    @alekhakandi15172 ай бұрын

    ଜୟ ଶ୍ରୀ ରାମ 🙏

  • @PCMD-vz3so
    @PCMD-vz3so2 ай бұрын

    Jay shree Ram 🚩

  • @shibashishpatra
    @shibashishpatra2 ай бұрын

    sir please every villege compan box planted. so i think people are satisfied .every problem solve it so i thank you jai jagannath. Bande uttkal Janani

  • @user-ed2is8sc8z
    @user-ed2is8sc8zАй бұрын

    ସାର୍ ଆପଣ ଭଲକି କୁହ ଆମେ ଭୁଝିପରୁନୁ

  • @GAPAL.MARANDI2024
    @GAPAL.MARANDI20242 ай бұрын

    ବିଜୁଳି ମାଗଣା ଦେବ କହି ଭୋଟ ନେବ ଆଉ ଦିନରେ କେତେ ଥର ବିଜୁଳି କାଟ କରିବ ଥରେ ଭାବିବେ ଜନତା ।

  • @sradhamihir5552

    @sradhamihir5552

    2 ай бұрын

    ମାଗଣା ଖାଇବୁ ମାନେ tk ସହିବାକୁ ପଡ଼ିବ ନିହାତି

  • @Aditya-creator
    @Aditya-creator2 ай бұрын

    Medical re bsky card dekhile pora doctor gointha Mari medical ru baharkoruchi private re check up koreibo to aaso kohuchonti

  • @hiranbehera1606
    @hiranbehera16062 ай бұрын

    Ame vote debanai be

  • @user-ci3mn8so7y
    @user-ci3mn8so7y2 ай бұрын

    Bjd go out

  • @TravelingLikeaPro
    @TravelingLikeaProАй бұрын

    20000 junior teacher merit list high court kn paiin reject kala?? Baripada hospital ru khali cuttack refer houchanti.. bujhani aau tu

  • @bikashkumarsahoo475
    @bikashkumarsahoo4752 ай бұрын

    Aama mukhyamantri Pandian

  • @himansusingh413
    @himansusingh4132 ай бұрын

    Jibu kemiti Bbsr ru

  • @ranjanbarik8206
    @ranjanbarik82062 ай бұрын

    Bjp karichi😂 sabu Tu ki mor balo ta karichu

  • @RajKumar-dp2ip
    @RajKumar-dp2ipАй бұрын

    Jay Jagannath 🙏 jay BJD jay Navin 🎉

  • @gbirganthia9994
    @gbirganthia9994Ай бұрын

    I was a supporter of BJD but after seeing recent developments in BJD, I changed my mind. The way BJD has handed over power to a TAMILIAN is not acceptable to a proud ODIA. I appeal all ODIA brothers sisters to vote against BJD.

  • @sksadik6090
    @sksadik6090Ай бұрын

    Sar aap Jo bole Ho right bole Ho

  • @manoranjansingh5209
    @manoranjansingh52092 ай бұрын

    ଆଦିବାସୀ ଜମି ଉପରେ bjd ଆଉ ବିଶେଷ କରି ସୁଦାମ ର ନଜର ଲାଗିଛି

  • @laxmannaik1163
    @laxmannaik11632 ай бұрын

    Nabin haribo . JAY BAP

  • @GD1234jjk
    @GD1234jjk2 ай бұрын

    କାଳିଆ ଯୋଜନା 5ବର୍ଷରେ ଥରେ ପଇସା ମିଳୁଛି

  • @user-po9zi5ks2e
    @user-po9zi5ks2e2 ай бұрын

    Pandian Government job bikri karuchhi. Naveen bi janichhi sabu.

  • @netranetra4111
    @netranetra41112 ай бұрын

    ଏଥର ତାମିଲ୍ ବେପାରୀ ମୁକ୍ତ ଓଡ଼ିଶା ହେବ

  • @pradyutgiri1999

    @pradyutgiri1999

    2 ай бұрын

    Gujrati beparo start heba😂😂

  • @pradeepduarivlogs
    @pradeepduarivlogs2 ай бұрын

    Haees tamil chela....

  • @pabanapabitrabehera
    @pabanapabitrabehera2 ай бұрын

    ଏ ଶବୁ କଥାକହି ଲୋକଙ୍କୁ ଭୁତଫିଲ୍ମି ଦେଖାଉଛନ୍ତି

  • @pabanapabitrabehera
    @pabanapabitrabehera2 ай бұрын

    ଭୋଟଦେବ ଆଉ ଦୁଇଟି ଲେଖାଏଁ କୋଭିଡ ଟୀକା ନେବ

  • @PonkamTraders
    @PonkamTraders2 ай бұрын

    Great person. Odhisa will leads India

  • @pabitranaik2539
    @pabitranaik25392 ай бұрын

    ବାଳ ବିଦ୍ୟୁତ୍ free ।ଶଳା ୨ ଟା ଲାଇଟ୍ ଜଳିଲେ ୧୦୦ unit ହେଇ ଯାଉଛି। ବାଣ୍ଡ‌ ଖବର

  • @Odia.123
    @Odia.1232 ай бұрын

    Tume khali city city bulu thao kebe gaan pote aso dekhei debu kete unnoti korichho

  • @PhaguramSing-cx8vl
    @PhaguramSing-cx8vlАй бұрын

    ଜିଲ୍ଲାପରିଷଦ ଆଳୁ ପୋଟଳ କାମ କରିଛନ୍ତି

  • @Mahamantra_foundation
    @Mahamantra_foundation2 ай бұрын

    24 yr ରେ ଯେତିକି ହେବା କଥା ସେତିକି ହେଇଛି? 1. କହିବେ ଆମେ 2 lakh ନିଯୁକ୍ତି ଦେଲୁ ସେଇଟା ବ କୁହ ଗୋଟେ post କୁ କେତେ ରେ ବିକିଲ। 2. ପ୍ରତି ବିଦ୍ୟାଳୟ କୁ 5T ମାଧ୍ୟମ ରେ development କଲୁ ସେଇଟା ବି କୁହ କେତେ ଶିକ୍ଷକ ପଦବୀ ଫାଙ୍କା ଅଛି 3. Private school ରେ କାହିଁକି ନିଜ ପିଲାକୁ ପଢ଼ୋଉଛ? ସେଇ 5T school କୁ ଛାଡୁନ କାହିଁକି? 4 .College ଆଉ University ରେ professor ମାନେ class କରୁଛନ୍ତି ତ? 5. ଆମ ପ୍ରାଥମିକ ଶିକ୍ଷକ ଅନ୍ୟ ରାଜ୍ୟରେ ସଠିକ୍ ଦରମା ପାଉଥିବା ବେଳେ, ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ଜଣେ ଦିନ ମଜୁରିଆ ଠୁ କମ୍ ଦରମା କାହିଁକି? 6.Drink from Tap: ବସୁଧା ଯୋଜନା ଥିବା ବେଳେ ଚୁଆ ରୁ ଲୋକ ପାଣି ପିଉଛନ୍ତି କାହିଁକି? 7. ଟଙ୍କିକିଆ ଚାଉଳ ରାଜ୍ୟ ର ହଉକି କେନ୍ଦ୍ର ର ହଉ ଯୋଗ୍ୟ ବ୍ୟକ୍ତି ଚାଉଳ ପାଉଛି ଟି? 8. ଓଡ଼ିଶା ର ଲୋକ ଚାଷ ନକରି ଦାଦନ ଯିବାର କାରଣ କଣ? ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଇନି କାହିଁକି? 9. ପ୍ରତି ବ୍ଲକ ରେ ମଦ ଦୋକାନ, ମଦ ଦୋକାନୀ ଅଧିକ ବିକ୍ରିକଲେ ପ୍ରୋତ୍ସାହନ ଓଡ଼ିଶା ଲୋକଙ୍କୁ ମଦୁଆ କଲା କିଏ? କହିଲେ କହିବ ରାଜସ୍ବ ଆଦାୟ ଭଲ ହଉଚି ମଦ ଦ୍ଵାରା ଘରୋଇ ହିଂସା କେତେ ବଢ଼ିଛି ତାର ହିସାବ ରଖିଛନ୍ତି? 10.BSKY : ଘରୋଇ hospital କୁ ପୋଷିବା ପାଈଁ ନୁହେଁ ତ? 11. ପ୍ରତି ଡାକ୍ତରଖାନା ରେ doctor ଅଛନ୍ତି ତ? 12. ଓଡ଼ିଶା ଜାଗା କୁ ବାହାର ଲୋକଙ୍କୁ ବିକୁଛି କିଏ? 13. ଓଡ଼ିଶା ଲୋକ ଦାଦନ ଯିବେ,ଅନ୍ୟ ରାଜ୍ୟ ଲୋକ ଏଠି କାମ କରିବେ କାହିଁକି? 14. ବାଂଲାଦେଶୀ କୁ ଓଡ଼ିଶା କୁ ଆସୁଛନ୍ତି କେମିତି Vote bank ବଢ଼ାଇବାକୁ ନୁହେଁ ତ? 15. ରାମ ମନ୍ଦିର 1400କୋଟି ପରିକ୍ରମା ପ୍ରୋଜେକ୍ଟ 4200 କୋଟି କିଛି ମିଶିକି ଖାଇ ଦେଇନ ତ ? 16. ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏତେ ଜଟିଳ କାହିଁକି? 17. ରତ୍ନ ଭଣ୍ଡାର ଖୋଲିବାକୁ ଏତେ ଭୟ କାହିଁକି? 18. ଓଡ଼ିଶା ବାସୀ ଙ୍କ ଆଧ୍ୟାତ୍ମିକତା ଭାବନା ସହିତ ଖେଳା ଯାଉନି ତ? 19. ରାଜନୈତିକ ଫାଇଦା ପାଇଁ ସୁନାର ଓଡ଼ିଶା କୁ ବିଭାଜନ କରିବାକୁ ଯୋଜନା ହେଉନି ତ? 20. ଆମ ଦେଶ ର ପ୍ରମୁଖ ପଦ ପଦବୀ ରେ ଓଡ଼ିଆ ପୁଅ ଥିବା ବେଳେ, ଆମ ଶାସନ ବ୍ୟବସ୍ଥା କୁ ଜଣେ ଅଣଓଡ଼ିଆ ହାତରେ ଟେକିଦେଇ ଓଡ଼ିଶା ର ଜନସାଧାରଣ ଙ୍କ ପ୍ରତି ଆମ ମୁଖ୍ୟ ମନ୍ତ୍ରୀ ଠିକ୍ କରିଛନ୍ତି କି? ମନ କୁ ପଚାର ଥରେ ଆମେ ସ୍ଵାଭିମାନୀ ଓଡିଆ?😢

  • @GajendraRoul-nr5xg
    @GajendraRoul-nr5xg2 ай бұрын

    Pandia tamilnadu pAla

  • @halambabaofficial5308
    @halambabaofficial53082 ай бұрын

    Bjd ku hataw mayurbhanj re

  • @exploringtheodisha

    @exploringtheodisha

    2 ай бұрын

    Drupadi ku rastra pati kala kie

  • @suryapratapgiri7964
    @suryapratapgiri79642 ай бұрын

    Are bhai se medical halat dekh kon heichi

  • @user-tw9le4mi8w
    @user-tw9le4mi8w2 ай бұрын

    ଓଡ଼ିଆରେ ପଦେ କଥା କହିବାକୁ ଅଧ ଘଣ୍ଟା ସମୟ ଲାଗୁଛି କାହିଁକି ଭୋଟ ଦେବେ ଓଡ଼ିଶାଲୋକ କଣ ପାଣ୍ଡୁକୁ ମାଲିକ କରିବାକୁ ଆଉ ନୁହେଁ

  • @manojkumarsingh6285

    @manojkumarsingh6285

    2 ай бұрын

    25barsh chaleila 30barso karibo dekha tame mase chaleiki dekha

  • @durgaprasadbhol1181
    @durgaprasadbhol11812 ай бұрын

    ଛାମୁ ତୋ କଣ୍ଢେଇ ପୂଠୁଲି😂😂😂

  • @tarakantapradhan2812
    @tarakantapradhan2812Ай бұрын

    Dadan pain 25 barsa bhitare kan heichi

  • @rajeshkumarpanda1377
    @rajeshkumarpanda13772 ай бұрын

    Kharap laguni 😅😅😅

  • @panditsing924
    @panditsing9242 ай бұрын

    Now public motion mumment in bjp

  • @user-iy4zn5cf9b
    @user-iy4zn5cf9b2 ай бұрын

    ପ୍ରକୃତ ଓଡ଼ିଆ ଏତେ ଓଡିଶା ବସି ଙ୍କୁ ମିଛ କହି ପାରିବ ନାହଁ

  • @sushilmohanta1959
    @sushilmohanta19592 ай бұрын

    bag kia deiachi vkpandian.

  • @DaslaxmipriyaMarandi
    @DaslaxmipriyaMarandiАй бұрын

    B J D Hariba

  • @dushadusha2402
    @dushadusha24022 ай бұрын

    Vote for BJD only one Naveen babu ❤❤

  • @kumarraja2957
    @kumarraja29572 ай бұрын

    ମିସିତ୍ରି କରିଛି

  • @dhaneswarhansdah6941
    @dhaneswarhansdah6941Ай бұрын

    Jmm jidabad

  • @Aditya-creator
    @Aditya-creator2 ай бұрын

    Aame kon Bhokua aame 90% rokhikibi graduate heiki bi thela gadi dhori chana bikuchi e

  • @batimanimurmu-yy4cv
    @batimanimurmu-yy4cvАй бұрын

    Kn deino seita kuho

  • @AmusedBasket-rf4rb
    @AmusedBasket-rf4rb2 ай бұрын

    Mo bando karichhi Nabin Pattanaik 😂

  • @KanhaiMajhi-pp8ll
    @KanhaiMajhi-pp8ll2 ай бұрын

    ଏଇ ଶଳା ମୟୁରଭଞ୍ଜିଆ ଲୋକ ତାଙ୍କ ନିଜ ମାଇକିନିଆ ଅଣ୍ଡର ରେ ଅଛନ୍ତି ସବୁ ଶୋଳା ଭକୁଆ ଗିହା ବିଜେଡି ପ୍ରୋଗ୍ରାମ ରେ ମରେଈ ହେଇତେ ଯାଇଛ ଏହି ମିଛୁଆ ସରକାରଙ୍କ ଭାଷଣ ଶୁଣିବାପାଇଁ ବିଜେଡି ଆଉ ବିଜେପି ଦୁଇ ମିଛୁଆ ସରକାର ବିଜେଡି ବିଜେପି ହାଏ ହାଏ ହାଏ ହାଏ ଜୟ କଂଗ୍ରେସ ❤️❤️❤️❤️

  • @lalitasingha5140
    @lalitasingha51402 ай бұрын

    Bala hauchi

  • @TravelingLikeaPro
    @TravelingLikeaProАй бұрын

    Badhatiya kun bi bijuli chadibu pandua

  • @gbirganthia9994
    @gbirganthia99942 ай бұрын

    Sashikala jemiti Jaylalitha ku trap kari rakhithila Pandian semiti Navin Pattnaik nku trap karichhi...PANDIAN KU POWER N MONEY DARKAR.....Wake up Odisha

  • @rameshmajhi4317
    @rameshmajhi43172 ай бұрын

    ଆଦିବାସୀ ପିଲା ମାନକୁ ଖେଳ, ନାଚ,ସଂସ୍କୃତି କରାଅ ପାଠ ପଢା ନାହିଁ ।ନା ହେଲେ ତୁମକୁ ଗାଣ୍ଡୀ ମାରିବେ । ମିଛ କେସ ଆଦିବାସୀ ଉପରେ କରିଛ , ସେଇଠି ପାଇଁ withdraw କରୁଛ ।ପାଠ ପଢିଲେ ଜାଣି ପାରିବେ ,ତାଙ୍କୁ ମୂର୍ଖ ରଖ

  • @padma_lochan355
    @padma_lochan3552 ай бұрын

    Pandian ta ghoru aniki deichhi...sabu nijo poisa re korichhi voli katha kohuchhi...sabu toh public property

  • @pradiptamohanty1364
    @pradiptamohanty13642 ай бұрын

    Odisha ku lutiba paine chakranta kie karuchhanti... Ama rajyara paisa helicopter dhari kie ayash karuchhanti... Navin babu nama bikri kari tamil odisha ku lutiba lakhyare.... Jay BJP

  • @kushasing1066
    @kushasing10662 ай бұрын

    Jay BJD ❤❤

  • @user-po9zi5ks2e
    @user-po9zi5ks2e2 ай бұрын

    Pandian Government job bikri karuchhi. Naveen sabu janichhi

  • @MituHansda-zg4ld
    @MituHansda-zg4ldАй бұрын

    Tamaku adia ase

  • @pabanapabitrabehera
    @pabanapabitrabehera2 ай бұрын

    ଏମାନେ ଶବୁ କହୁଛନ୍ତି ଆମେଶବୁ ଦେଉଛୁ ଶବୁ ଯୋଜନା କରୁଛୁ ତାହାଲେ ଏତେ ଦରଦାମ କାହିଁ ବଢୁଛି!

  • @bijaylaxmidas9816

    @bijaylaxmidas9816

    Ай бұрын

    BJP ku pachara

  • @mitaligiri5638
    @mitaligiri56382 ай бұрын

    Tata power ku hatao aga random power cut..

  • @alokekar7823
    @alokekar78232 ай бұрын

    ଭୋଟ ସରି ଗଲେ ଆପଣ ବି ବିଜେପି ରେ ମିଶି ଯିବେ

  • @manojsardar8374
    @manojsardar83742 ай бұрын

    Now only bjp

  • @Aditya-creator
    @Aditya-creator2 ай бұрын

    Khali mission sakti ku dekho aau aloga sobu Bhokua

  • @rajeshmarndi5100
    @rajeshmarndi51002 ай бұрын

    Maikina mane age morei hebo

  • @Aditya-creator
    @Aditya-creator2 ай бұрын

    Jouta soto kohili khorap lagile mu aau kon koribi

  • @user-eu8dz2xe3j
    @user-eu8dz2xe3j2 ай бұрын

    Lajya padiyan babu mayurbhanj basi mono kini nele

  • @sasmitapattanaik8494
    @sasmitapattanaik8494Ай бұрын

    Ara maagha baymana cora

  • @pradiptamohanty1364
    @pradiptamohanty13642 ай бұрын

    Ebe mukhya mantry kan paine speach deunahanti... Ki gote microphone 🎤 dharibaku sakhyam nuhanti... Se puni chief minister hebe rajyare....? Eha nhi Tamil babu michha kahibare no -1

  • @BhuktuMurmuMathu
    @BhuktuMurmuMathu2 ай бұрын

    Basi kae nobin

  • @bikramhansdah3678
    @bikramhansdah36782 ай бұрын

    Kandimara

  • @marangburujuwangaonta3534
    @marangburujuwangaonta35342 ай бұрын

    Hele olchiki ku e parjants sikruti dei parile nahin

  • @PrinceCovidSinku
    @PrinceCovidSinku2 ай бұрын

    Puri mandira ratna bhandara chabi kia nehichhi bjd

  • @user-tp8gf5wl3f
    @user-tp8gf5wl3f2 ай бұрын

    ସବୁ ମାଇକିନା ଶାଳୀ ପାଣ୍ଡୁର । ନବୀନ କଥା କହୁ ନାହିଁ। ତା ମୁହଁ ରେ କଣ ମୁଳା ପସିଛି । ତାମିଲ କହିବ ଘରେ ବସି ମର୍ଦ୍ଦ ଆମର ଶୁଣିବେ। କି ଲଜ୍ଯା। ମାଇକିନା ତାଳି ମାରୁଛି। ଛି ଛି ଛି

  • @sanjibkumarmohanta909
    @sanjibkumarmohanta9092 ай бұрын

    ତୁ ଶଳା ଜୁନ୍ 9 ତାରିଖ ରେ Tamil Nadu ଫେରି ଯିବେ😆😆😆

  • @goriiamsorry5757
    @goriiamsorry5757Ай бұрын

    ଅଣଓଡିଆ ଙ୍କୁ vote deba ଯିଏ ଆମ ମାଟିର ଭାଷା ଠିକ୍ ସେ କହିଁପରୁହଁନ୍ତି😂😂😂

  • @bijaylaxmidas9816

    @bijaylaxmidas9816

    Ай бұрын

    Narendra modi badhey odia na. Aparajita sarangi b badhey odia na

  • @RebatiMohanta-cg4xm
    @RebatiMohanta-cg4xmАй бұрын

    Bjd jitiba🙏🙏🙏❤❤❤

  • @hiranbehera1606
    @hiranbehera16062 ай бұрын

    Odisha ru BJD hotao

  • @KrsahuSahu
    @KrsahuSahu2 ай бұрын

    Kalia jojona ta to bopara Paisa re gehi pua

  • @SyuwjndDjyiwv
    @SyuwjndDjyiwvАй бұрын

    By noj

  • @tarakantapradhan2812
    @tarakantapradhan2812Ай бұрын

    Tamil Bala ku biswas karani.odisha ku lutuchi

  • @Manojkhilar-zd5ul
    @Manojkhilar-zd5ul2 ай бұрын

    Mr,pandu selon gote khola bhala chaliba tume ta odisha re pura delove karidela saram to Karo thoda alaja belajya bjd dala 25 years kuch nehi kiya

  • @pradeepduarivlogs
    @pradeepduarivlogs2 ай бұрын

    Aee odia kahiba ta kuha nahele Tamil palaejao...kiii bikruta odia kahuchi....tamil chela

  • @premsingnaik2522
    @premsingnaik2522Ай бұрын

    Mo pakhore

  • @RAMA854
    @RAMA8542 ай бұрын

    Baripada re BJP jindabad

  • @kamalkumarsingh2134
    @kamalkumarsingh21342 ай бұрын

    Go Matta,🐂🐂🐂🐃 karbar bikri bandh hobo ki mayurbhanj ru

  • @bijaylaxmidas9816
    @bijaylaxmidas9816Ай бұрын

    Sabu barsa pari ae barsa v bjp hariba jay bjd.

  • @Aditya-creator
    @Aditya-creator2 ай бұрын

    Chasi Mane suicide koronteni tanko pain bi bhabo tike Laxmi bus kole ki mission sakti ku scooty dele kichi sudhuriboni aamo odisha ethi koti koti Loko bekari bholo podhiki bi eei aamo odisha kon aau kohibi

  • @salkhuhembram1805
    @salkhuhembram18052 ай бұрын

    BAHARA BJP PATI KOTHA 😮😮😮😮😮

  • @RuihaMarndi-ml4eu
    @RuihaMarndi-ml4eu2 ай бұрын

    Vote for BJp , bjd by by

  • @sanju9661
    @sanju96612 ай бұрын

    ଗାଲୁ ଛୋଡ଼ାମୁହାଁ ଖାଣ୍ଡିଓଡ଼ିଆ ତୋ' ବାପ ନା' ଶ୍ଵଶୁର ସମ୍ପତ୍ତି ରୁ ମାଗଣା ଦଉଛୁ କିବେ ? ଓଡ଼ିଶାର ଖଣି ବିକି , ମାଗଣା ଯୋଜନା ରେ ଓଡ଼ିଆ ଙ୍କ ବିକାଶ କରୁଛୁ ନାଁ କର୍ମକୋଢ଼ିଆ କରାଉଛୁ ।

Келесі