ବିଜେପି କଲା ଘୋଷଣା, ଆସନ୍ତା ମାସରୁ ମାଗଣାରେ ସମସ୍ତଙ୍କୁ ମିଳିବ ୩୦୦ ୟୁନିଟ ବିଜୁଳି | Dharmandra | Mahan Majhi
ବିଜେପି କଲା ଘୋଷଣା, ମାଗଣାରେ ସମସ୍ତଙ୍କୁ ମିଳିବ ୩୦୦ ୟୁନିଟ୍ ବିଜୁଳି | BJP | Dharmandra | Mahan Charan Majhi
#ZEE7ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
Please Subscribe our Channel and press the bell icon to get notification about our new updates.
Facebook - / zee7odia
Instagram - / zee7odia
Twitter - / odiazee7
KZread- / zee7odia
Website- www.zee7odia.com
________________________________________________
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
🔹CONTACT US🔹
Email : zee7odia@gmail.com
Whatsapp No : 8984355505
#Odianews #OdishaNewsChannel #SpecialReport #odishabhaskar #pratidintv #kanaknews #kalingatv
Пікірлер: 108
ଆସନ୍ତା ଇଲେକ୍ସନ ରେ କେବଳ ରାସନ card ହିତାଧିକାରୀ ମାନେ ଭୋଟ ଦେବେ ।କାରଣ ସେମାନେ କେବଳ ସମସ୍ତ ସରକାରୀ ସୁବିଧା ପାଉଛନ୍ତି।ରାସନ କାର୍ଡ ନଥିବ। ଲୋକ ମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ନଥିବାରୁ ସେମାନେ ଭୋଟ ଦେଇ ସରକାର ଗଠନ ରେ ସାହାଯ୍ୟ କରିବା ଆବଶ୍ୟକ ନାହିଁ।
sir ଖାଲି ଭାଷଣ ଦେଲେ ହେବ ନାଇଁ କେବେ ହେବ ଜଲଦି କରିବେ ଭାଷଣ କହି 5 ବର୍ଷ ପୁରିବ ନାଇଁ ତ
@debasishmeher7942
5 күн бұрын
Nabin valia
ସମସ୍ତେ ସୁବିଧା ପାଇବେ ଲେଖୁଛନ୍ତି କିନ୍ତୁ ration card କଥା କହୁଛନ୍ତି । ସମସ୍ତଙ୍କର କଣ ration card ଅଛି କି ?
ସମସ୍ତଙ୍କୁ 300 ୟୁନିଟ୍ ଛାଡ ration କାର୍ଡ କଥା କହୁଛନ୍ତି
ଦେବେ ଦେଵେ କହୁଛନ୍ତି ଟାଟା ପାୱାର କୁ ଅର୍ଡର୍ ଦେଉନାହାନ୍ତି କାହିଁକି?
ତାରିଖଟା ତ କହିଲେନି
ରାସନ କାର୍ଡ ଧାରୀଙ୍କୁ କେବଳ 300 ୟୁନିଟ ବିଜୁଳି ଛାଡ଼ ହେବ ? ନିର୍ବାଚନ ବେଳେ ଏହି କଥା ତ କୁହାଯାଇ ନ ଥିଲା ?
@TheLifeVibes
4 күн бұрын
ରାସନ card ବାଲା 100 ୟୁନିଟ ଖର୍ଚ୍ଚ କରି ପାରିବେନି 100% ଗ୍ୟାରେଣ୍ଟି ବାକି 200 ୟୁନିଟ ତୁମେ ନେଇ ଯିବ କାମ ଶେଷ
କଥାକୁ ଗୋଳେଇବାକୁ ଚେଷ୍ଟା କରନ୍ତୁନି | ସରକାର କଣ ନିଷ୍ପତ୍ତି ନେଇଛନ୍ତି ? 300 ୟୁନିଟ ମାଗଣା ବିଜୁଳି କେବଳ ରାସନ କାର୍ଡ ଥିବା ଲୋକଙ୍କୁ ମିଳିବ କି ? ନିର୍ବାଚନ ବେଳେ ସରକାର କଣ କହିଥିଲେ ?
5 years hela pare ki
Line bill aga kata tapare kahiba
ସାପ କୁ ମାରି ବଣୀ ପୋଷିବା ନ୍ୟାୟ
ସବୁ ମିଛ
ଜୟ ଜଗନ୍ନାଥ 🙏🙏🙏🙏🙏
ଆରେ ଭାଇ ରାସନ କାର୍ଡ ବlଲ ଭୋଟ ଦେଇଥିଲେ ଆଉ ଅଲଗା ରାସନ କାର୍ଡ ନlହିଁ ବାଲା ସେମlନେବି ଭୋଟ ଦେଇଛନ୍ତି l କ ଣ କରିବେ ଦଙ୍ଗ ଅଛି ତ ଫ୍ରି କରନ୍ତ୍ତୁ ଓଡିଶା ବାସି ସମସ୍ତେ ଜେମତି ସୁବିଧା ପାଇ ପାରିବେ ସେମିତି ବାଟୋ କରନ୍ତୁ l ଆମେ କ,ଣ ଫରେନ୍ ରୁ ଆସିକୀ ଓଡ଼ିଶାରେ ରହୁଛୁ ନା କଣ ସାର୍ ସମସ୍ତେ ଓଡିଶା ଲକୋ ସୁବିଧା ପାଆନ୍ତୁ ଜୟ ଜଗନ୍ନାଥ 🙏
Dam achhi ta chasi ku de ❤ ration card Kan?
❤❤❤❤❤❤❤
300unit ବିଜୁଳି ମିଳିବ ଆବେଦନ କାହିଁକି ଦରକାର
କୁଆଡୁ କୁଆଡୁ ସବୁ ଆସ ଜ୍ଞାନ ବାଣ୍ଟିବାକୁ ଆଗେ ଦେଇକି ଦେଖାଅ
ଆରେ ଭାଇ ମିଛ କଥା 😀😀😀😀କିଛି ମିଳିବନି ତମ ସାଙ୍ଗରେ ମିଡ଼ିଆ ଵାଲା ମଜା କରୁଛନ୍ତି
Kbinat keba basiba sir
କେବେଠୁ ଛାଡ଼ ଶାସନ ସରିଲା ପରେ ଦେବେ
Good morning odisha Jay Jagannath 🙏🙏🙏🙏🙏🙏 Happy New year 2024
ଯାହାର ବିଶ୍ୱାସ ଅଛି ସେ ପାଇବ ।
Kebe miliba
Bpl sabu aibo baki Loko takibe
A sabu jali katha
Bjp ସରକାର ଓଡ଼ିଶା ବାସୀଙ୍କୁ ମିଛ କଥା କହୁ ଚି
@niku_raj_studioofficial4950
5 күн бұрын
@@ShambaPalaka nai re bhai sata katha
@TheLifeVibes
4 күн бұрын
hatasia party ku milibani kichhi
Jay Hind 🇮🇳🇮🇳🙏🙏🙏
Bala miliba
❤rama❤ dhanya mohan cm odisha mohan bijuli magana 300 yuniti magana jaya bjp jaya odisha tks lordzrmji
Jay Hind India 🇮🇳🙏🙏🙏🙏 Happy New year 2024
ଶଳା ସରକାର ଲୋକ ମାନଙ୍କୁ କେଡେ ବୋକା ବନାଉଜି,ଆଉ ଆମେ ବି ଶଳା ନିପଟ ମୂର୍ଖ,ଆରେ ଶଳା ଲାଇନ୍ ଵିଲ୍ ତ 80 କି 100 ଆସୁଜି ,ଅତି ବେଶିରେ 150, ଆଉ ଯାହାର 200 ରୁ 300/400/500 ଆସୂଜି ତାଙ୍କର ତ ନିହାତି ଜଣେ ଦୁଇ ଜଣ ଚାକିରିଆ ହେଇ ଥିବେ,ମାସକୁ40/50 ହଜାର ଇନ୍ କମ୍ ଥିବ,ସେମାନଙ୍କୁ 300 ୟୁନିଟ ଫ୍ରି ହେଲେ କି ନହେଲେ ତାଙ୍କର କାନ ଛୁଡ଼ି ହେଇ ଜିବ।ଯୋଉ ଆମେ ଗରିବ ମାନେ ଖାଲି LED ବଲ୍ 4/5ଟା, ଖରା ଦିନେ ଫ୍ୟାନ 2/3 ଟା ଲଗାଉଜୁ ଆମେ କଣ ମାସକୁ 80/100 ଟଙ୍କା ଦେଇ ପାରୁନୁ,ତୁ ଶଳା ସରକାର କା ପାଇଁ ହେଲେ300ୟୁନିଟ ଛାଡ କଲୁ,ଗରିବ ପାଇଁ, ନା ଧନୀ ପାଇଁ,ମୋବାଇଲ୍ recharge 300 ହେଇ ଗଲା, ଯୋଉ ଟା ଗରିବ ମାନଙ୍କର ବି ଦରକାର୍,କାଇଁ କିଛି ତ ଛୁଡି ପାରିଲେନି,ସରକାର ଯଦି ସତରେ ଜନତା ଙ୍କ ଭଲ ଚାହୁଞ୍ଜି ହେଲେ 300 ୟୁନିଟ ନୁହ, ପ୍ରତେକ ରାସନ୍ କାର୍ଡ ରେ ଗୋଟେ ମୋବାଇଲ୍ ପ୍ରତେକ ମାସରେ recharge Karu, ଇଥିରେ ସବୁ ଧନୀ ଗରିବ ସମ୍ମାନ ଲାଭ ପାଇବେ। ଆଉ 300 ୟୁନିଟ ଛାଡ କରିଦେଇ ମୋବାଇଲ୍ ରିଚାର୍ଜ୍ 300 କରିଦେଲୁ , ଆଳୁ,ପିଆଜ,ଡାଲି,ଚାଉଳ ସବୁ ରେଟ ବଢେଇ ଦେଇ ,ଆମ ପାଖରୁ ଶହ ଶହ ଲୁଟି ନେଇ ଆମକୁ 10/20 ଦେଇ ଦେଇ ଆମକୁ ମୂର୍ଖ ବନାଉଜୁ,ଆମେ ବି ଶଳା ବୋକା । ଦେଖା ଯାଉ ପାଞ୍ଚ ବର୍ଷ ଭିତରେ କଣ କଣ ହେଉଯି,ଓଡ଼ିଶା ର develop heuji na ଗରିବ ମାନେ ତଳି ତଳାନ୍ତ ହେଉଜେ,ଶିକ୍ଷିତ,ବେକାରୀ ଯୁବକ ମାନେ ଶ୍ରମ ଯୋଗୀ ହେଉ ଯେ ନା ଚାକିରି ଅଭାବରୁ ଆତ୍ମ ହତ୍ୟା କରୁଜେ, କି ବାଧ୍ୟ ହେଇ ପୁଣି ବାହାର ରାଜ୍ୟ କୁ ଦାଦନ ଖଟି ଯାଉଜେ ତାହା ସମୟ ହିଁ କହିବ। Wait and see..........
Good news
Why much more charges about 6 to 7 thousand rupees taken for new connection ,is it possibly for a poor man?
Samaste bhote dei chhanti samastanka pain Saman law Saman karantu.
RahuKumar
300 unit yearly na monthly
BJP TRIED TO KEEP THE PROMISE
Sarkar TATA power ku order diantu
Tapare line gale au au asibani 😅😅😅😅
Freebandkarantu,agki
ଏଇଟା ଟାଉଟର ଚେନାଲ,
Kebe haba🎉🎉
Agaku sei ration card Bala vote debe
କିଏ ଘୋଷଣା କଲା ଶେ ଭିଜୁଆଲ ଟିକେ ଶୁଣାନ୍ତୁ ତୁ ପାଖରେ ଥିଲୁ କି
Kebe nuhen sobu micha 💥
What is ration card why
Jindabad D,P brother
Sir hindi m banana video
@concordrajpushpa
5 күн бұрын
@@ShaheenKhan-bq5kv bhai odisha re odia bharat re hindi
Sir bijuli kahiki sarakar chalauni comepani ku kahiki deichhi.......
Kebhedeba
Thanks BJP sarkar
Good😅😅😅😅😅thakyousir
Recharge Paisa Bade Dala bijali bijali jhada jemitihonijiba
Very good cm
How to apply And What is the date to apply
Kebe
Bande utkal janani
Free ne karbar kana pai kahucha
How to apply
100diaa
Amar ghra line nina
Bala debe
Balo na😊
Sabu. Lokanku. Bijuli. Nadele. B. Je d. Gadi. Caligib garibmane. Nabin nku. Vot deethile. Midiam. Janata. B je. Pdee thilu
Bada kareba
Kadali paeibey..kichhi janicha na e bisayarey na..bakwas..🤔😂😄😄😄
Jahara rasan card nahni se vakua ,se bodhe desa ra nagarika nuhna ki se vote deini Dhanya sarakari kala dhanya tuma jojana
Michha khabar
Pela milibo
Kn agyan a fake na sure satakahuchhanti ta
Bekar Katha
Zee maaghiya bandta dauna
Bhai kama re kari dekha
Apply Kan Kariba bala
Mo Bala na
Pani pariba hete ret kn pai 😂
Sabu michha
Fake news 😅😅😅😅
😂😂😂 Michua BJP sarkar
Bjp ❤❤❤❤
Ya sala ya kahu nu jahara rasan card thiba taku 300 unit free baba micha tarai kahi ki kahu chhi sabu paribar ku miliba boli
Ye Bodhe Ehi Media Kahuchi ODISHA CM, KI DHARMENDRA BABU KAHUNAHANTI.
Faltu news kn pai deucho Ago kamo karo
Tume aaga freere line jala, thaka kn pai kahuchha,
Fake news
Fack news
ତାରିଖ କେତେ କହିଲେଣି??
Bjp michua
Faltu prabachana deuchha he
Jaha heu bjp sarkar khushi ani deuche
Podan.a1. Ipl.odissa. kmshen .ipl.ok. podan
Dear. Mohanjipleasethepupleemarjencyinstrumentby.ahara.andbusseba.sikhya.heltha.welfare.andlastbijullysebasabulokankasubidhaheu.thenthenestwelfareyojanatopublicseba.other.isthatclearofmajhisarkar.🚩🚩
Fake news
Fake news