Big Conspiracy Planned Against Government In Badadanda ! | Nirbhay Gumara Katha

Big Conspiracy Planned Against Government In Badadanda ! | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: nirbhayodia/
Twitter: nirbhaytube
Instagram: in
PH NO -9124469621

Пікірлер: 479

  • @brajakishorepadhi4022
    @brajakishorepadhi402219 күн бұрын

    ମୋହନ ବାବୁ ତୁରନ୍ତ ବିଜେଡି ର ନବୀନ ପଟ୍ଟନାୟକ ଆଉ ବବି ଦାସ, ବିଜେଡି ନେତା କଂ ଉପରେ କାର୍ୟ୍ଯନୁଷଟାନ ଗ୍ରହଣ କରନ୍ତୁ। ନଚେତ୍ ତୁମ ପଛରେ ଏମିତି ଲାଗିବେ ତୁମେ ଲୋକଙ୍କୁ ବୁଝାଇ ପାରିବ ନାହିଁ।

  • @Brosujit

    @Brosujit

    19 күн бұрын

    ଏ ଚନ୍ଦା ଗାଣ୍ଡିରେ ତେଲମରା କିଳା ବାଡ଼ିଆ ହବ ବହୁତ୍ ଶୀଘ୍ର,ଏ ଶଳା ବହୁତ୍ ଭୁକୁଛି,ଶଳା ଦଲାଲ୍🎉

  • @10subrat

    @10subrat

    19 күн бұрын

    Mohan Babu 1st find out who is responsible, What was govt doing to avoid this kind unfortunate incident( as clever people told this accident, but this is man created incident)

  • @bhramarbarbiswal2427

    @bhramarbarbiswal2427

    19 күн бұрын

    ​@@Brosujite🎉xxa🎉🎉e😂eM

  • @chandana2713

    @chandana2713

    19 күн бұрын

    Bukachuda nabin is ta best

  • @sudhanshusekharbahinipati9750

    @sudhanshusekharbahinipati9750

    19 күн бұрын

    ❤❤❤😂😂😢😢😮😊😊😊😊😢

  • @nikunjabiharisahani2070
    @nikunjabiharisahani207019 күн бұрын

    ୨୫ ବର୍ଷର ମହୁ ଖାଇଥିବା ଲୋକମାନେ ମୋହନ ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ର କରିବେନି,ଆଉ କଣ ବସି ରହିବେ? ସାବଧାନ ମୋହନ ସରକାର! ବିଜେଡ଼ି ର ମନ୍ଦ ଗତିବିଧି କୁ ଭଲଭାବେ ଦେଖାଯାଉ। ନଚେତ୍... ସରକାର ବିପଦରେ ପଡ଼ିବେ।

  • @just4funindia869
    @just4funindia86919 күн бұрын

    ପାଣ୍ଡିଆନ ପ୍ରରୋଚନା ରେ ଯେତେ ଷଡ଼ଯନ୍ତ୍ର କଲେ ବି ଆଉ ବିଜେଡି ଆସି ପାରିବନି

  • @Vinood900

    @Vinood900

    19 күн бұрын

    10000000% agree

  • @manasdas5715
    @manasdas571519 күн бұрын

    ମନ୍ଦିରରେ ଚୁଲି ଭାଙ୍ଗିବା ଏବଂ ଅଣହିନ୍ଦୁ କାମିଆଜାନି ମନ୍ଦିର ରେ ଭୈରବ ଙ୍କ ସହିତ ଅଭଡ଼ା ଖାଇବା ବେଳେ ଏ ରୁଦାଲିମାନେ ସେତେବେଳେ କୁଆଡେ ଜାଇଥିଲେ ?

  • @laxmidharapanda6086
    @laxmidharapanda608619 күн бұрын

    ଯେଉଁମାନେ ବଡ଼ଦାଣ୍ଡରେ ଭିକ୍ଷାଥାଳ ଧରି ବସନ୍ତି ସେମାନେ ପୂର୍ବଜନ୍ମରେ ନିଶ୍ଚିତ ଭାବରେ ସେବାୟତ ହୋଇଥିବେ !

  • @Stutee24

    @Stutee24

    19 күн бұрын

    Na semane secretariat kirani😂😂

  • @user-yd7dq7ij6w

    @user-yd7dq7ij6w

    19 күн бұрын

    Kirani.nuhani.adhikari.hoithibe

  • @Stutee24

    @Stutee24

    19 күн бұрын

    @@user-yd7dq7ij6w 😂😂

  • @ranajitsahu4363

    @ranajitsahu4363

    19 күн бұрын

    Hiiin h mool hiii bhul bhul mool hiii bbye bbye gn h bhul,hoon bhulu until h hiii😮bbye t bhul mool bhul bbye book bbye your ttyl your bhul bbye bbye bbye bbye bbye bbye bbye deep roots bhul bhul noor:bbye bbye hoon 😢buyers and ttyl I mp noor koon​mool vg@@Stutee24

  • @projectronics
    @projectronics19 күн бұрын

    ସାର୍ ଦୟାକରି, କେନ୍ଦ୍ରରେ ଅପରାଜିତା ଆଉ ରାଜ୍ୟରେ ଜୟ ନାରାୟଣ ଙ୍କୁ ଅବହେଳା କରା ଯାଇଥିବା ଉପରେ ଗୋଟେ ଅଧ୍ୟାୟ କରନ୍ତୁ, ବିନମ୍ର ଅନୁରୋଧ। ଯେଉଁ ମାନେ ଅଧିକ ସ୍ବର ଉଠାଇଥିଲେ ଦୁର୍ନୀତି ବିଷୟରେ

  • @aswinibehera7181

    @aswinibehera7181

    19 күн бұрын

    ଭାଇ ୟାଙ୍କ ରୋଜାଗର ବନ୍ଦ କରିବ ନା କଣ, ପେଟ ପାଟଣା କଥା... ଜଗନ୍ନାଥ ତେଲିଆଙ୍କୁ ସଦବୁଦ୍ଧି ଦିଅନ୍ତୁ..

  • @user-sl4yh2yt4c
    @user-sl4yh2yt4c19 күн бұрын

    ବିରବିକ୍ରମ ଯାଦବକୁ ତୁରନ୍ତ ଗିରଫ କରାଯାଉ... ଯେଉଁମାନେ ଏ ଚକ୍ରାନ୍ତରେ ସାମିଲ ଅଛନ୍ତି ସେମାନଙ୍କୁ ଠାକୁରଙ୍କ ସେବାରୁ ବିରତ ରଖନ୍ତୁ 🙏🙏🙏

  • @10subrat

    @10subrat

    19 күн бұрын

    Govt should take moral responsibility and resign. As this first time happen

  • @successfullife6722
    @successfullife672219 күн бұрын

    ଅଣ ଓଡ଼ିଆ IAS ଓ IPS ଅଫିସର ମାନଙ୍କ କବଳରୁ ଓଡିଶା ରକ୍ଷା କରିବାକୁ ହେଲେ, ଓଡିଶାବାସୀ ନିଜ ପିଲାମାନଙ୍କୁ UPSC ବିଷୟରେ ବୁଝାଇବା ସହିତ କିପରି ଅଧିକ ରୁ ଅଧିକ IAS ଅଫିସର ସୃଷ୍ଟି କରିହେବ ସେ ବିଷୟ ରେ ଅବଗତ କରାଇବା ଆବଶ୍ୟକ l ଜୟ ଓଡିଶା l🙏

  • @ramapanda4747

    @ramapanda4747

    19 күн бұрын

    Rightly said

  • @ramakantachhotaray1002
    @ramakantachhotaray100219 күн бұрын

    Pranam angya, Ekdam thik.

  • @rajanikantabiswal2669
    @rajanikantabiswal266919 күн бұрын

    ସାର୍ ନମସ୍କାର ମୋହନ ସରକାର ବିର ବିକ୍ରମ ଯାଦବଙ୍କୁ ବହିସ୍କାର ନ କରି ବେ ଗୋଟିଏ ବଡ ଆନ୍ଦୋଳନ ହେବ ଲେଖି କି ରଖନ୍ତୁ

  • @gourangasa6027
    @gourangasa602719 күн бұрын

    ବଳଭଦ୍ର ଠାକୁର ଙ୍କ ସେବାୟତ ମାନେ ନିଜେ ନିଜେ ନିଜ ଦାୟିତ୍ୱ ତୁଲାଇଥିଲେ ଏପରି ହୋଇ ନ ଥାନ୍ତା। ବଡ଼ ଠାକୁର ଙ୍କ ବାଡ ରେ ଥିବା ସେବାୟତ ମାନେ ଏହି ଚକ୍ରାନ୍ତ ଚଳାଇଛନ୍ତି ବୋଲି ମନେ ହୁଏ।

  • @Manoranjansahoo34680
    @Manoranjansahoo3468019 күн бұрын

    ସାର ନମସ୍କାର, ଏହି ବୀର ବିକ୍ରମ ଯାଦବ ହିଁ ଚକ୍ରାନ୍ତର ମୂଳ ତାକୁ ଖୁବ ଶୀଘ୍ର ହଟାଯିବା ଦରକାର, ତାପରେ ମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କୁ ପରିବର୍ତ୍ତନ କରିବା ଅତ୍ୟନ୍ତ ଆବଶ୍ୟକୀୟ ହୋଇଯାଇଛି, ଧନ୍ୟବାଦ, ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩

  • @satyabrataparida1925
    @satyabrataparida192519 күн бұрын

    ସୁନ୍ଦର କଥା କହିଛନ୍ତି ।ଯେଉଁ ମାନେ ଭିଡିଓ ଦେଖିଛନ୍ତି ସେମାନେ ଜାଣିଗଲେଣି ଏହା ଏକ ଚକ୍ରାନ୍ତ ।ବିଜେଡି ଯେତେ ଯାହା କଲେବି କିଛି କରିପାରିବେ ନାହିଁ ।

  • @10subrat

    @10subrat

    19 күн бұрын

    Na Bandhu, This is govt responsibility to identify the right person to place on right place. This kind of story is not accepted when thing went wrong.

  • @BuluSingh-d9w

    @BuluSingh-d9w

    7 күн бұрын

    Ok

  • @kamalakantadas6050
    @kamalakantadas605019 күн бұрын

    ଶ୍ରୀ ଜଗନ୍ନାଥ ମହାପ୍ରଭୁ ସବୁ ଦେଖୁଛନ୍ତି । ବ୍ୟସ୍ତ ହେବାର ନାହିଁ ,ସମୟ ଅନୁସାରେ ଦୋଷୀ ଦଣ୍ଡ ପାଇବେ ।🙏

  • @trilochanpatnaik6321
    @trilochanpatnaik632119 күн бұрын

    ପୀକୁ ପଟ୍ଟନାୟକ is quite right always.

  • @hrushikeshsahoo5289
    @hrushikeshsahoo528919 күн бұрын

    ମୋହନ ସରକାର ଚକ୍ରାନ୍ତ ବୁଝି ନ ପାରିେଲ ଫସିଯିବେ। ବେଳ ଥାଉ ଥାଉ ସାବଧାନ ା

  • @ODISHA_KUHE
    @ODISHA_KUHE19 күн бұрын

    ଜୟ ଜଗନ୍ନାଥ ଆପଣ ଙ୍କ ମତ ରେ ମୁ ସହମତ କିନ୍ତୁ BJP ସରକାର ସବୁ କଥା ରେ ପ୍ରାୟ ଚୁପ୍ ରହୁଛି, BJP ସରକାର ଙ୍କୁ ଜନସାଧାରଣ ରାଜ୍ୟ ସୁଧାରିବା ପାଇଁ ଭୋଟ ଦେଇ ବିଜୟ ମୁକୁଟ ଦେଲେ ନାକି ପୂର୍ବ ସରକାର ଙ୍କ ଭୁଲ୍ କୁ ଦର୍ଶାଇ ଚୁପ୍ ରହି ଯିବାକୁ, ସବୁ ଦୁର୍ନୀତି ର ପୁଙ୍ଖନୁ ପୁଙ୍ଖ ତଦନ୍ତ କରି action ନ ନେଲେ ବହୁ ଶୀଘ୍ର BJP ସରକାର ଲୋକଙ୍କ ଆସ୍ଥା ଭାଜନ ହରେଇବ। ଜୟ ଜଗନ୍ନାଥ 🙏

  • @ajitkumarpanda6388
    @ajitkumarpanda638819 күн бұрын

    ବିର ବିକ୍ରମ ଯାଦବ ଙ୍କୁ ବଦଳି କରାଗଲେ ଲାଭ କଣ ତୁରନ୍ତ ତଦନ୍ତ କରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ,,,,,,ମୋହନ ସରକାର ଏତେ ନୀରବ କାହିଁ କି,,,,,,,,

  • @bishnucharnrana3282
    @bishnucharnrana328219 күн бұрын

    ବଡ଼ଠାକୁରଙ୍କ ପଡ଼ିବାରେ ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସେମାନେ ଖୁବ୍ ଶୀଘ୍ର ବ୍ରହ୍ମଚାପୁଡ଼ା ଖାଇବେ ।ଚକା ଆଖି ସବୁ ଦେଖୁଛି।

  • @ashwinisahu6584

    @ashwinisahu6584

    19 күн бұрын

    100 % RIGHT KAHILE SIR...🎉🎉

  • @Uttamdihudi
    @Uttamdihudi19 күн бұрын

    ମୋହନ ସରକାର ଯଦି କିଛି ବଡ଼ ଧାରଣର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ଏମିତି ହିଁ ମୋହନ ସରକାର କୁ ତଳେ ପକାଇବା ପାଇଁ ଚେଷ୍ଟା ଚଳାଇବେ

  • @bhubanbehera2379

    @bhubanbehera2379

    19 күн бұрын

    @@Uttamdihudi Taking action against bureaucrats is a difficult task.Mohan babu has to be determined.Like west Odisha people, North Odisha people are simple & easy going,no ill feeling against other human being.So it may be an audacious taak,hence have patience, something will happen.

  • @gopalsamall8365
    @gopalsamall836519 күн бұрын

    ଚକ୍ରାନ୍ତ କାରୀ ନବୀନ ନିବାସ ର ଆଶ୍ରା ରେ ନିରାପଦ l

  • @10subrat

    @10subrat

    19 күн бұрын

    What about the leader of Odisha who are doing photo shoot and VIP treatment during Rathayatra, what is their responsibility

  • @janardanpanda5378
    @janardanpanda537819 күн бұрын

    ସାର୍ ଆପଣ ଜାଣିଥିବେ ବିଜେଡି 5.t.ନାଁରେ ବହୁତ ଦୁର୍ନିତି କରୁଥିଲେ ଏଥର ନିର୍ବା ଚନ ରେ ହାରିଗଲେ ତେଣୁ ଏମାନେ ବହୁତ କିଛି ଷଡଯନ୍ତ୍ର କରିବା ଆରମ୍ଭ କରିଛନ୍ତି

  • @subashchandradas1638
    @subashchandradas163819 күн бұрын

    ଏହି ଭ୍ରଷ୍ଟ ଅଧିକାରୀ କୁ ସସ୍ପେଣ୍ଡ କରୁନାହାନ୍ତି କାହିଁକି ଏ ସରକାର।

  • @priyabratadalai18
    @priyabratadalai1819 күн бұрын

    ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁପୁତ୍ର । ଏତେଥର ସାଂସଦ ହେଇଛନ୍ତି । ସଂସଦରେ ପୁରସ୍କାର ପାଇଛନ୍ତି । ଗୁମାସ୍ତା ଦ୍ବାରା ରିମୋଟରେ କଣେଇ ହେଇପାରିବେନି ବୋଲି ବିଜେଡ଼ି ଛାଡିଲେ ଏପଟେ ଆଉ ଜଣେ ମୁଖ୍ୟମନ୍ତ୍ରୀଙ୍କ ସୁପୁତ୍ର । ଏତେ ଥର ମୁଖ୍ୟମନ୍ତ୍ରୀ ହେଇଛନ୍ତି, କିନ୍ତୁ ଆଜି ଗୁମାସ୍ତା ର କଣ୍ଢେଇ🙏🏻♥️

  • @abhiramsahoo5642
    @abhiramsahoo564219 күн бұрын

    ଏବେ ମୋହନ ସରକାର ସିରିୟସ୍ ହେବା ଦରକାର ! ନେଡିଗୁଡ କହୁଣୀକୁ ବୋହିଗଲାଣି,ଏବେ ଭାଷଣ କମାଅ ! ଏବେଠୁ ଦୁର୍ନୀତିର ଗେଣ୍ଡୁ ତାଡିବାକୁ ପୂରା ଦମ୍ ଲଗାଅ ! ନହେଲେ ଲୋକେ କ୍ଷମା ଦେବେନି !

  • @OdisharBikash
    @OdisharBikash19 күн бұрын

    ଏତେ ସବୁ ହେଉଛି ଦେଖି ଦେଖି କରି ବି ମୋହନ ସରକାର୍ ର ଚେତା ଫେରୁନି ଆଉ ସିଷ୍ଟାଚର ସିଖାଉଛି

  • @10subrat

    @10subrat

    19 күн бұрын

    This is govt responsibility to identify the right person to place on right place. This kind of story is not accepted when thing went wrong

  • @chandipadapanda4707
    @chandipadapanda470719 күн бұрын

    ବହୁଦିନ ଧରି 5 ଟି କୁ ଆଧାର କରି ଯେଉଁସବୁ ଆଖିବୁଜା ଦୁର୍ନୀତି ହୋଇଛି ତାହା ର ଖୋଳତାଡ କରିବାରୁ ବିଜେପି ସରକାରଙ୍କୁ ବିରତ ରଖିବା ନିମନ୍ତେ ନବୀନ ନିବାସରେ ସ୍ଥାନିତ ସନ୍ଯାସୀ ଶକୁନି ର ପଶାକାଠି ଚଳାଇ ଚକ୍ରାନ୍ତ କରାଯାଉଛି ।

  • @mituprdhan2020
    @mituprdhan202019 күн бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻

  • @akshayakumarnayak3480
    @akshayakumarnayak348019 күн бұрын

    ବ୍ରହ୍ମସ୍ୱ ଦେବସ୍ୱ ଓ ରାଜସ୍ୱ ଲୁଟ ପାଟ କରି ଥିବା ବ୍ୟକ୍ତି ଙ୍କୁ ଜଗନ୍ନାଥ କେବେ କ୍ଷମା କରିବେନି

  • @chittaranjandeo1187
    @chittaranjandeo118719 күн бұрын

    ଆମ ଓଡିଶାରେ ବହୁତ ସେବାୟତ ଅଛନ୍ତି,ଭୁଲ କରିଥିବା ସେବାୟତଙ୍କୁ ସସ୍ପେଣ୍ଡ କରି ନୁଆ ସେବାୟତଙ୍କୁ ସୁଯୋଗ ଦିଆଯାଉ

  • @BanitaNanda-on9ld
    @BanitaNanda-on9ld19 күн бұрын

    ଅନୁମାନ କରି କିଛି କହିଲେ ଆଉ ବିଶ୍ବାସ କରୁନାହାଁନ୍ତି ଲୋକ ପ୍ରମାଣ ଦେଇ କୁହ

  • @rajeshkumarsing4384
    @rajeshkumarsing438419 күн бұрын

    ସାର୍ ଆପଣଙ୍କ କଥା ମୋହନ ସରକାରଂକ ପାଖକୁ ପହଞ୍ଚି ପାରୁନାହିଁ , ଦୟାକରି ସାର୍ କ'ଣ ଗୋଟେ କରନ୍ତୁ ଯେମିତି ସରକାରଙ୍କ ପାଖରେ ପହଁଚି ପାରିବ। ଆପଣଙ୍କ କଥା ହେଲେ ଯାଇକି ଚେତା ପସିଵ

  • @girdharsahu3663

    @girdharsahu3663

    19 күн бұрын

    ସେ ନିଜେ କହିଛନ୍ତି ,ଯେ ମୁଁ ନବୀନ ଦାସ ଙ୍କ ନିର୍ଭୟ ଦେଖେ

  • @anadicharansamal7033
    @anadicharansamal703319 күн бұрын

    କିଏ କହିପାରିବ ବଡ଼ ଠାକୁରଙ୍କ ବିଭ୍ରାଟ ରେ ଛୁଆପୁଅର ହାତ ନଥିବ ବୋଲି।

  • @madanlohar8284
    @madanlohar828419 күн бұрын

    ଆପଣଙ୍କ ଉପଦେଶ ବହୁତ ବହୁତ ସତ ସାର ଖାଲି ସରକାର ଗ୍ରହଣ କରିବା ଉଚିତ

  • @bijoykumarnayakcongratulat5733
    @bijoykumarnayakcongratulat573319 күн бұрын

    ଜଗନ୍ନାଥଙ୍କ ସହିତ ଖେଳ ଖେଳିବା ଓ ରାଜନିତି କରିବା ଲୋକଙ୍କ ବିଚାର ମହାପ୍ରଭୁ ନିଜେ କରି ଦେଖାଇ ଦେବେ। ଅର୍ପଣ ରଥ ଖେଳ କରିବାର କିଛି ଦିନ ପରେହିଂ ବିଜୁ ଜନତାଦଳ ତାର ଫଳ ପାଇଲା। ଏଥିରୁ ଶିକ୍ଷାଲାଭ କରିବା ଉଚିତ।

  • @ghasiramsing4216
    @ghasiramsing421619 күн бұрын

    Corect 💯 right.. Thank you nabindas sir 🙏.

  • @BabitaMishra-yx2hr
    @BabitaMishra-yx2hr19 күн бұрын

    ରାଜସ୍ବ ମନ୍ତ୍ରୀ ବିଜେଡି ଭାଷା କହି ଦାୟିତ୍ୱ ହୀନତାର ପରିଚୟ ଦେଇଛନ୍ତି । ବଡ଼ଠାକୁର କଷ୍ଟ ପାଇଛନ୍ତି , ହେଲେ ରାଜସ୍ବ ମନ୍ତ୍ରୀ ଙ୍କ ମନ କଷ୍ଟ ନାହଁ , ପ୍ରଭୁଙ୍କ ଲୀଳା କହି ଘଣ୍ଟ ଘୋଡୋଉ ଛନ୍ତି । ଦୋଷୀଙ୍କୁ ଚିହ୍ନଟ କରି ଦଣ୍ଡ ଦିଅନ୍ତୁ ।

  • @successfullife6722
    @successfullife672219 күн бұрын

    ଜୟ ଶ୍ରୀରାମ l🙏

  • @sudeepkumardian1548
    @sudeepkumardian154819 күн бұрын

    ପୃଥ୍ୱୀରାଜ ହରିଚନ୍ଦନ ନିଜ ଦାଇତ୍ୱରୁ ହଟି ଅତି ଦାଇତ୍ୱହିନ ମନ୍ତବ୍ୟ ଦେଇଛନ୍ତି

  • @padmalayaprusty4526
    @padmalayaprusty452619 күн бұрын

    ଦୁଇଟି ରାବଣ। ଗୋଟାଏ ଦଶମୁଣ୍ଡିଆ ଆଉ ଗୋଟେ ସହହ୍ରବାହୁ। ତଥାପି ସେମାନଙ୍କ ର ଯବନିକା ପଡିଲା

  • @sudhanandaparida7325
    @sudhanandaparida732519 күн бұрын

    ଅତି ସୁନ୍ଦର ଉପସ୍ଥାପନା l

  • @bikramkesharijena48
    @bikramkesharijena4819 күн бұрын

    ସୁଲୋଚନା ମାଉସୀ କଂ ଆଖି ରେ ବହୁତ ଲୁହ । ନିଜ କାର୍ୟ୍ଯ ଠିକ୍ ରେ କରିପାରୁନାହାନ୍ତି। ନୀରିହ ବାଳକ ର ଜୀବନ ଚାଲିଗଲା ସେତେବେଳେ କୋଉଠି ଥିଲେ ଆପଣ ?????

  • @shreejagannathblessings
    @shreejagannathblessings19 күн бұрын

    ହେ ମହାପ୍ରଭୂ, ଶ୍ରୀ ଜଗନ୍ନାଥ

  • @bulusethy9220
    @bulusethy922019 күн бұрын

    ❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @manojkumarsaint7803
    @manojkumarsaint780319 күн бұрын

    Jay Shree Jagannath ❤❤❤

  • @raghumaninayak9593
    @raghumaninayak959319 күн бұрын

    ବୀର ବିକ୍ରମ ଯାଦବକୁ ଗିରଫ କରାଯାଉ ଏବଂ ଅର୍ଥ ପିପାସୁ ସେବାୟତମାନଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ 🙏🙏🙏🕉️🚩

  • @10subrat

    @10subrat

    19 күн бұрын

    This is govt responsibility to identify the right person to place on right place. This kind of story is not accepted when thing went wrong

  • @Spysince95
    @Spysince9519 күн бұрын

    ମୋହନ ସରକାର ଷ୍ଟ୍ରଙ୍ଗ ଆକ୍ସନ ନେଇ ପାରୁନାହାଁନ୍ତି। ମଦ ବନ୍ଦ କରିବୁ କରିବୁ କହିଲେ ଏବେ କହୁଛନ୍ତି ଆମ ଏଜେଣ୍ଡାରେ ନାହିଁ ।

  • @10subrat

    @10subrat

    19 күн бұрын

    Kan kahiba ,kahaku kahiba, kahile kula kutumba ku laja, na kahile kula bhasi jauchi

  • @dollymohanty4449
    @dollymohanty444919 күн бұрын

    ଆଜ୍ଞା ନମସ୍କାର । ପୁରୀ ମନ୍ଦିର ର ବିଭିନ୍ନ କାର୍ଯ୍ୟ ରେ ଶଙ୍କରାଚାର୍ଯ୍ୟ ଙ୍କ ମତାମତ କାହିଁକି ନିଆଯାଇ ନାହିଁ ? ଏହା ଦୁଃଖ ର ବିଷୟ।

  • @pranatidildilbecharasahoo6719
    @pranatidildilbecharasahoo671919 күн бұрын

    You are absolutely right sir.

  • @user-it4my6xw8o
    @user-it4my6xw8o19 күн бұрын

    ଜୟ ଜଗନ୍ନାଥ

  • @BabitaMishra-yx2hr
    @BabitaMishra-yx2hr19 күн бұрын

    ସାର୍ , ସବୁ ଧୀରେ ଧୀରେ ହେବ । ଏମିତି ହେଉ ହେଉ ବିଜେଡି ବଳ ଗୋଟେଇ ସାରିଥିବ ।

  • @prabhasray675
    @prabhasray67519 күн бұрын

    Jay Jagannath

  • @Jagannath-oc9ht
    @Jagannath-oc9ht19 күн бұрын

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @BuluSingh-d9w
    @BuluSingh-d9w7 күн бұрын

    Best and Right News Nirvaya Tq

  • @ramachandrapanipani7424
    @ramachandrapanipani742417 күн бұрын

    Jay Sri Jagannath! ଜୟ ଶ୍ରୀ ଜଗନ୍ନାଥ !

  • @manjupravamishra8000
    @manjupravamishra800019 күн бұрын

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @gayadhargiri6258
    @gayadhargiri625819 күн бұрын

    Your analysis is the best

  • @modicareristadilka6124
    @modicareristadilka612419 күн бұрын

    ଆମେ ଅପେକ୍ଷାରେ ରହିଛୁ ଆପଣ କେବେ କହିବେ ଏ ସରକାର ଅପାରଗ ସରକାର ବୋଲି!

  • @ManaskuArukh

    @ManaskuArukh

    18 күн бұрын

    ଏ ଜନ୍ମ ରେ ନୁହେଁ... 😴😴😴.... ବ୍ରମହାଣ୍ଡ ପ୍ରଳୟ ହେଲେବି BJD ଦାଈ 😴😴😴

  • @Jagannath-oc9ht
    @Jagannath-oc9ht19 күн бұрын

    ମୋହନ ସରକାର ଙ୍କ ମନ୍ଥର ପଦକ୍ଷେପ । କିନ୍ତୁ ଏହି ପ୍ରକ୍ରିୟା ଦ୍ବାରା ଦୋଷୀ ଖସୀଜିଫାକଗ ପାଇଁ ଏକ ସୁଯୋଗ । ବୁଝି ସୁଝି କରନ୍ତୁ ଟିକିଏ ଜଲ୍‌ଦି ।

  • @odiacomedyforu2896
    @odiacomedyforu289615 күн бұрын

    ଦେଶ ବାଲା ନବୀନ ଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ !

  • @indramanisahu2459
    @indramanisahu245919 күн бұрын

    Sir, Namaskar. You are the most praise worthy critic. God bless you sir. Please keep on your work on ward for ever.

  • @dravaranibal590
    @dravaranibal59019 күн бұрын

    ଠିକ୍ ଠିକ୍ sir

  • @debasispadhi504
    @debasispadhi50419 күн бұрын

    Jay jagannath 🙏🙏🙏

  • @RanjanBehera-ge1kf
    @RanjanBehera-ge1kf19 күн бұрын

    ❤...Ghaita Ajogya Pane....Maipa Suila Chakuda Bane...❤...Musha Anapurusua Dekhi Bilei Karam Karuchhi Basi...❤❤❤❤❤...Thank You Sir.🎉🎉🎉🎉🎉🎉🎉🎉🎉🎉

  • @DillipKumar-zv5mw
    @DillipKumar-zv5mw19 күн бұрын

    ଗୁରୁବାର ରେ ହଳଦିଆ ବସ୍ତ୍ର ପିନ୍ଧିଥିବାରୁ, ଆପଣଙ୍କୁ ଧନ୍ୟବାଦ, ସେଇଥି ପାଇଁ ଉପସ୍ଥାପନା ଚମତ୍କାର ହୋଇଛି

  • @ashoksamal7683
    @ashoksamal768319 күн бұрын

    ଏବେ ଓଡିଶା ଅସ୍ମିତା କଥା କୁହନ୍ତୁ, ମୁଖ୍ୟ ସଚିବ କିଏ, ଟିକେ କୁହନ୍ତୁ

  • @mishrabishnu7848
    @mishrabishnu784819 күн бұрын

    Mohan sir sidha Sadha Loka.odisha ra cm up cm yogi bhali heba nihati darkar

  • @ashokkumarpanda5127
    @ashokkumarpanda512719 күн бұрын

    Jay Shree Jagannath 🙏🏼

  • @pranatidildilbecharasahoo6719
    @pranatidildilbecharasahoo671919 күн бұрын

    Thank you sir.

  • @PURNA7382
    @PURNA738219 күн бұрын

    ସିଂହାସନର ଲାଳସା ପାଇଁ ମଣିଷ ଶେଷରେ ବଡ ଠାକୁର ବଳଭଦ୍ରଙ୍କ ସହିତ ରାଜନୀତି କରିଦେଲେ। ଧନ୍ଯ ଏ ମଣିଷ।

  • @chakradharsahoo3684
    @chakradharsahoo368419 күн бұрын

    Thanks for your statement.

  • @bhaktimarga853
    @bhaktimarga85319 күн бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ସେ ଜଣେ ଓଡିଆ ଅଫିସର, ଯେ କି ଜଗନ୍ନାଥ ଙ୍କ ରୀତି ନୀତି ଉପରେ ଯାହାଙ୍କର ଜ୍ଞାନ ଥିବ ସେହିଭଳି ଜଣେ ଅଧିକାରୀ ଙ୍କୁ ଶ୍ରୀମନ୍ଦିର ର ପ୍ରଶାସକ ଭବେ ନିଯୁକ୍ତି ଦିଅନ୍ତୁ..

  • @SagarNaik-pk4qj
    @SagarNaik-pk4qj19 күн бұрын

    Das Babu aapanka sahas ku mora pranam 🫡

  • @pramodkumarbiswal4883
    @pramodkumarbiswal488319 күн бұрын

    Nabin sir, ur talking most welcome and I hope it would be highly appreciated by all

  • @KalpanaRout-ww3yt
    @KalpanaRout-ww3yt19 күн бұрын

    You are so intelligent sir.Your prediction is 1000 percent always.

  • @ashiskumarbehera6185
    @ashiskumarbehera618519 күн бұрын

    ହଁ ପରା ମୁଁ ବି ଦେଖିଛି ନବୀନ ବାବୁ ଟଙ୍କା ଦେଇଥିବାର 😂😂😂😂😂କି କଥା କହୁଛନ୍ତି ଆପଣ

  • @iloveodisha6003
    @iloveodisha600319 күн бұрын

    କିନ୍ତୁ ଉପମୁଖ୍ୟମନ୍ତ୍ରୀ, ଆଇନୀ ମନ୍ତ୍ରୀ ଯେଉଁ ମନ୍ତ୍ୟବ ଦେଲେ କି ସବୁ ଲୀଳାମୟ ଙ୍କ ଇଛା ତା ଠାରୁ ଦୁଃଖ, ସମ୍ବେଦନ ହୀନତା କିଛି ନାହିଁ, ଯେବେ ବିଜେପି ସରକାର ର ଦମ ଅଛି ସେବାୟତ, ମାନଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟନୁଷ୍ଠାନ ନିଅନ୍ତୁ,

  • @bapimishra-sv4oz
    @bapimishra-sv4oz19 күн бұрын

    Jai shree jagannath 🙏

  • @ajitmohanty4777
    @ajitmohanty477719 күн бұрын

    ଏବେକା ସ୍ଥିତି ରେ ସରକାର ବଦଳିଲା ପରେ ବି ଆଇଏଏସ ମାନେ ନବୀନ ପଟ୍ଟନାୟକ ଙ୍କ ସ୍ବାର୍ଥ ପାଇଁ କାମ କରିଲା ପରି ସନ୍ଧେହ ହଉଛି।

  • @kalandimurmu3303
    @kalandimurmu330319 күн бұрын

    ରଥ ଯାତ୍ରା ଓ ଜଗନ୍ନାଥକ କୁ ନେଇ ସବୁବେଳେ ରାଜନୀତି ଚାଲିଛି,,, ବନ୍ଦ କର ବନ୍ଦ କର।

  • @dhrubacharanprusty7077
    @dhrubacharanprusty707719 күн бұрын

    ସତକଥା କହିଲେ ଛାତି ଫାଟେ,

  • @laxmidhardas9546
    @laxmidhardas954615 күн бұрын

    Very nice 👍👍👍

  • @gadadharrout8769
    @gadadharrout876919 күн бұрын

    Good very good

  • @sadanandmohanty3537
    @sadanandmohanty353719 күн бұрын

    Jay sriram Jay jagannath Jay Odia 🙏🙏🙏🙏🙏🙏🙏🙏

  • @tirtharajpanda7237
    @tirtharajpanda723719 күн бұрын

    Jai Jagannath

  • @user-od2fs9gq4v
    @user-od2fs9gq4v19 күн бұрын

    ଜୟ ଶ୍ରୀ ଜଗନ୍ନାଥ

  • @pabitrakumarchinhara4101
    @pabitrakumarchinhara410119 күн бұрын

    Sir pranam. ଏଇ ଶଳା ବୀର ବିକ୍ରମ କୁ ଏନକାଉଣ୍ଟର ଦରକାର.

  • @snitaentertainment
    @snitaentertainment19 күн бұрын

    great analysis👌👌🙏

  • @apkstatus9807
    @apkstatus980719 күн бұрын

    Sir thik kahuchanti❤🙏🏻🙏🏻

  • @sagarnaik5508
    @sagarnaik550818 күн бұрын

    Good analysis sir.

  • @santoshbiswal6256
    @santoshbiswal625619 күн бұрын

    Mohan babu turanta mathivatnan nku service ru bahiskar karantu.

  • @kabitasahoo8385
    @kabitasahoo838519 күн бұрын

    🙏👍❤ Loved " half done" in your opening analysis.

  • @bhabanemallick1801
    @bhabanemallick180119 күн бұрын

    Wright sir

  • @user-yo7mt8ye9c
    @user-yo7mt8ye9c9 күн бұрын

    ଆପଣଙ୍କ ଜରିଆରେ ଆମେ ,ନୂଆ ସରକାର ଙ୍କୁ ଜଣାଇବା କୁ ଚାହାଚୁ, ମୂଖ୍ୟମନ୍ତ୍ରୀ କଳାକାର ଭତ୍ତା ସରକାର କେବେ ଦେବେ।

  • @swapnanandarath2244
    @swapnanandarath224415 күн бұрын

    ସେବାୟତମାନଙ୍କୁ ତୁରନ୍ତ ସମ୍ପୂର୍ଣ ନିୟନ୍ତ୍ରଣରେ ରଖିବା ଉଛିତ.......

  • @udayalima9094
    @udayalima909419 күн бұрын

    ବିଜେପି ସରକାର ବର୍ତ୍ତମାନ ଯାଏ କାହାକୁ କିଛି କରି ପାରୁ ନାହିଁ. ଶ୍ରୀ ଜୟ ଜଗନ୍ନାଥ🙏

  • @tunagochhi6050
    @tunagochhi605019 күн бұрын

    Right sir.

  • @user-yw8vq3fb5v
    @user-yw8vq3fb5v19 күн бұрын

    ଯେତେ ଷଡଯନ୍ତ୍ର କଲେ ମଧ୍ଯ ଜନତାଙ୍କୁ ପ୍ରଭାବିତ କରିପାରିବେନି । ଓଡିଶା କିମ୍ବା ଓଡିଶାର ଜନତାଙ୍କ ଏହା ଦ୍ବାରା କୌଣସି କ୍ଷତି ହେବାର ନାହିଁ । ମାଳିକା , ଭବିଷ୍ୟବାଣୀ ଏସବୁ ଲୋକଙ୍କୁ ବିଭ୍ରାନ୍ତ କରିବାର ଯୋଜନା ।

  • @pramodbehera607
    @pramodbehera60719 күн бұрын

    ଲୋକଙ୍କର କହିବାର ଅଧିକାର ଅଛି!ସାର ତମେ କଣ ଲୋକଙ୍କ ମୁହଁକୁ ବନ୍ଦ କରିପାରିବ ନାହି

  • @bbiswal9812
    @bbiswal981219 күн бұрын

    ହେବ, ହେବ, ସବୁ ହେବ ବିଶ୍ୱାସ ଅଛି