ଭିତର ରତ୍ନଭଣ୍ଡାର ଖୋଲୁ ଖୋଲୁ ହଠାତ ଶୁଭିଲା ସଁ ସଁ ଗର୍ଜନ,ଧାଇଁ ପଳେଇ ଆସିଲେ ୧୫ ଜଣିଆ ଟିମ..

HINDU TOKA | ODISHA NEWS | JAGANNATH TEMPLE
ରତ୍ନଭଣ୍ଡାର ଖୋଲା ନ ହେଉଣୁ ଶ୍ରୀମନ୍ଦିରରୁ ଆସିଲା ଦୁଃଖ ଖବର....#Ratnabhandar #rathyatra #Festival #Jagannath #Puri #Hindutoka #Odisha #Hindutokaodia #Spiritual #Spirituality #Bhakti #Bhajan #Story #Purinews #Purijagannathtemple #Temple #Viral #Viralvideo #Special #Sworgadwara #Purisworgadwar #Seabeachpuri #Seabeach #Latest #Malika #Hindu #hindutva #sanatandharma #sanatan #Jagannathtemple #Temple #purijagannadh #Shree #Sanatani #Hinduism #travel #tourism #travelvlog
ANTI-PIRACY WARNING*
This content is Copyright to HINDU TOKA. Any
unauthorized reproduction. redistribution or re-upload
is strictly prohibited of this material. Legal action will
be taken against those who violate the copyright of the
following material presented!

Пікірлер: 582

  • @ranjitraaz5505
    @ranjitraaz5505Ай бұрын

    ଯିଏ ପ୍ରଭୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର କୁ ନେଇ ମିଛ ପ୍ରଚାର କରୁଛି ,ପ୍ରଭୁଙ୍କ ଅଭିଶାପ ପଡୁ,,,ଜୟ ଜଗନ୍ନାଥ

  • @princesspinky3860

    @princesspinky3860

    Ай бұрын

    Right

  • @kapilashkanhar6501

    @kapilashkanhar6501

    Ай бұрын

    Right 👍👍👍

  • @Rajesh-gs8du

    @Rajesh-gs8du

    Ай бұрын

    Right

  • @aayushcreations8433

    @aayushcreations8433

    Ай бұрын

    Thik ktha

  • @ajayamali6174

    @ajayamali6174

    Ай бұрын

    A sabu Sara bi heipare au michha bi heipare because jagannath au kehi nuhe swoyam parama bramha se tanka ra bhayankara bahana jaga jaguali rahithibe na✅ta pare bi se sara jagata ra thakura Ame sabu tankari santana sethipain mo Prabhu kebe kahara anistha chahinbe nahi tenu mote laguchi a ranta bhandara katha ku nei loka michha prachara karuchhanti kahinki na semane khass Kari a mohan majhi ta Asichi odisha au ratna bhandara sabu suna.rupa.heera.leela.moti .manikya sabu kichhi chorei nebaku aeya hi mote laguchi kintu se janini j mo jagannath jemiti Tarana kariparanti semiti marana madhya karantu sethipain he jagata re natha jagannath🌹🙏🌹🚩bhakta nku sha hua dukhiku Saha hua papi au manisa rupi rakhyasa ku sanhara kara Prabhu🌹🙏🌹🚩🚩🚩

  • @krishnadash4569
    @krishnadash4569Ай бұрын

    ପ୍ରଭୁ ଙ୍କ ରତ୍ନ ଭଣ୍ଡାର ବିଷୟରେ ଫାଲତୁ ହେଡ଼ିଂ ଦେଇ ଯଦି କାଉ ଭି ମିଡିଆ ଭୁଲ ତଥ୍ୟ ଦେଖାଇ ଲୋକଙ୍କୁ ବାଟବଣା କରିବ,ଅଳ୍ପ ଦିନରେ ସେଇ ମିଡିଆ ଲୋପ ହେଇଯିବ, ଜଗନ୍ନାଥଙ୍କ ପାଖରେ ମୋରୋ ଏହି ପାର୍ଥନା.

  • @Sksahusk-r1v

    @Sksahusk-r1v

    Ай бұрын

    Un HV VG VG ,

  • @durgamadhabsahoo4032

    @durgamadhabsahoo4032

    Ай бұрын

    ଯେଉଁ ଚାନେଲ ମିଥ୍ୟା ତଥ୍ୟ ପରିବେଷଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ ହେବା ଦରକାର

  • @user-by2ri4it3r
    @user-by2ri4it3rАй бұрын

    ଏ କୋଉ ମିଡ଼ିଆ ଵାଲା କିରେ ଶଳା ଜନସାଧାରଣ ଙ୍କୁ ମିଛ କଥା ପ୍ରଚାର କରୁଛି...

  • @Balangiriahudakuda

    @Balangiriahudakuda

    Ай бұрын

    E media Bala maak aru rar nani bhun k ghima ho

  • @ruparnasahoo5986

    @ruparnasahoo5986

    Ай бұрын

    ମିଛୁଆ ସାମ୍ବାଦିକ ପୁରା ଭୁଲ୍ information ଦଉଛି

  • @mangalaprasannadhal6197

    @mangalaprasannadhal6197

    Ай бұрын

    ହଁ ଦର୍ଶକ ବନ୍ଧୁ ଆପଣଂକୁ ଲାଗୁଛି କି ଏଇ ରିପୋର୍ଟର ଆଗରୁ ମାଂକଡମାର୍କା କଡା ଗୁଡାଖୁ କୁ ହାଟରେ ବିକୁଥିଲେ କି....? କାରଣ ଅନେକ ମିଛ ଗୁଜବ କୁ ଏହି ମହାଶୟ ସାଧାରଣ ଦର୍ଶକ ମାନଂକୁ ବିଚଳିତ କରୁନାହାନ୍ତି କି...?

  • @a.c.schandan5157

    @a.c.schandan5157

    Ай бұрын

    A reporter nka g re kila pureile g marauchanti😊

  • @manojpradhan3416

    @manojpradhan3416

    Ай бұрын

    Aeta ade maghia kire yakuhi kuhanti bapa ku bandhi maa ku neba loka

  • @ashutoshnayak9003
    @ashutoshnayak9003Ай бұрын

    ଏ ଭାଇ ତମ କଥାରେ ଗାଣ୍ଡି ଫାଟିଯିବ ଏମିତି ମିଛ କଥା କାହିଁକି କହୁଚ

  • @prasantakumarnayak5298
    @prasantakumarnayak5298Ай бұрын

    .ଏଡ଼େ ବେହିୟା କାମ ନ ଥିବା ଲୋକ ଏପରି ମିଛ ଗୁଜବ କାହାଣୀ କହନ୍ତି

  • @prasantapattanaik862
    @prasantapattanaik862Ай бұрын

    ରତ୍ନଭଣ୍ଡାର ସମ୍ପର୍କରେ ତଥ୍ୟ ଗୁପ୍ତ ରଖୁଛନ୍ତି କାହିଁକି? ଶହ ଶହ ବର୍ଷ ହେଲା ଓଡ଼ିଆ ଗଜପତି ରାଜବଂଶ ଏଠି ଅନେକ ଧନ ରତ୍ନ ରଖିଛନ୍ତି। ସାର୍ବଜନୀନ ନ କରି କିଛି ମାରିବେ କି? ମାଳିକା, ସେବାୟତ, ମୁକ୍ତିମଣ୍ଡପ ବ୍ରାହ୍ମଣ,ଗଜପତି ଓ ଶଙ୍କରାଚାର୍ଯ୍ୟଂକୁ ଅଣଦେଖା କରି ଏ କାମ ହେଉଛି। କେମିତି କେଉଁ ନୀତି ନିୟମ ମାନି ଖୋଲା ହେବ,ତାହା ମାନିବା କଥା।ବହୁ ଲୋକ ବହୁ କଥା କ଼ହିଵେ।ତେଣୁ ଯେଉଁ ମାନେ ଭିତରକୂ ଯାଇଥିଲେ, ସେମାନଙ୍କ ମତାମତ ସାଂଗେ ସାଂଗେ ନେବା କଥା।

  • @pratyushpradhan3275

    @pratyushpradhan3275

    Ай бұрын

    B blessed

  • @prasantapattanaik862

    @prasantapattanaik862

    Ай бұрын

    @@pratyushpradhan3275 ଧନ୍ୟବାଦ!

  • @SarojJena-m5c

    @SarojJena-m5c

    Ай бұрын

    Chal magya BJD dhatu chua gapa kahuchu

  • @fakirmohanpradhan6081
    @fakirmohanpradhan6081Ай бұрын

    ହାରାମି ଚେନେଲ। କିଛି ନ ଜାଣି ଲୋକଙ୍କୁ ଭୟଭୀତ କରୁଛି।

  • @entertainment1471

    @entertainment1471

    Ай бұрын

    😂😂😂😂😂😂 କାମ ଧନ୍ଦା ଅଭାବ ଅଛି ଆଉ 😂😂

  • @user-pg1ic4et4h

    @user-pg1ic4et4h

    29 күн бұрын

    ଠିକ କହିଲ ଭାଇ

  • @goutamkumarchand9611
    @goutamkumarchand9611Ай бұрын

    ଏମିତି ଡରାଇ ଡରାଇ ଚୋରି କର

  • @sagarikanayak4959

    @sagarikanayak4959

    Ай бұрын

    ସତରେ ସକେ ମଗୀଆ

  • @chaitanyamandika3246

    @chaitanyamandika3246

    Ай бұрын

    😂😂

  • @user-br4pc9sv9u

    @user-br4pc9sv9u

    22 күн бұрын

    Tu jatra aperare pala be

  • @prafullachandrasethi5595
    @prafullachandrasethi5595Ай бұрын

    ମାଲିକ ନାହିଁ, ଘର ଭିତରକୁ ଗଲେ ତ ଅସୁବିଧା ହେବ। ଏହା ନୁଆ କଥା ନୁହେଁ

  • @arjunarana5471

    @arjunarana5471

    Ай бұрын

    Year correct right answer

  • @AlakaDas-ic2nw

    @AlakaDas-ic2nw

    Ай бұрын

    89p ol​@@arjunarana5471

  • @RekhaSenapati-jg2bq

    @RekhaSenapati-jg2bq

    Ай бұрын

    Right 👍

  • @champamalik2033

    @champamalik2033

    Ай бұрын

    ମାଲିକାଣୀ ପରା ଅଛନ୍ତି

  • @princesspinky3860

    @princesspinky3860

    Ай бұрын

    @@prafullachandrasethi5595 kichhi asubidha heini

  • @hulashmajhi7571
    @hulashmajhi7571Ай бұрын

    ମିଡିଆ ଭାଇ ମାନଙ୍କୁ ଅନୁରୋଧ ଦୟାକରି ଏଭଳି ମିଛ ପ୍ରଚାର କରି ଲୋକଙ୍କ ବିଭ୍ରାଟ କରନ୍ତୁ ନାହଁ

  • @muralidharbeheraadhamtikch4082
    @muralidharbeheraadhamtikch4082Ай бұрын

    ଶଳା ତମେ ସବୁ ଆଗ ସଂହାର ହେବ ମିଛୁଆ ମାନେ

  • @user-ku6bo6do1s
    @user-ku6bo6do1sАй бұрын

    ଯେ କୌଣସି ପ୍ରକାର ବାଟରେ ଏ ସବୁର ରହସ୍ୟ ଜଣାପଡୁ ।ଜୟ ଜଗନ୍ନାଥ ।ଭୟଭୀତ କରିବା ବିଧେୟ ନୁହେଁ ।

  • @kartikamahanta7150

    @kartikamahanta7150

    Ай бұрын

    Hl n

  • @swapnilraja1409
    @swapnilraja1409Ай бұрын

    Khaijibe....😢😢😢Mo PRABHUNKA Sabu Bhandara❤❤❤Jay Jagannath

  • @dillipkumardas8315
    @dillipkumardas8315Ай бұрын

    ମୁଁ ହେଲି ରତ୍ନ ଭଣ୍ଡାରର ସେହି ସାପ.. ଏବେ ବାହାରେ ବୁଲୁଚି.. ମୋର ଏବେ 21 ଦିନିଆଁ ଓପାସ.. କାହାର କିଛି ଅନିଷ୍ଟ କରିବି ନାହିଁ.. କାମ ସୁରୁଖୁରୁରେ ଚାଲୁ... ଭଣ୍ଡାର ଜଗି ଜଗି ବୋର ହେଇ ଗଲିଣି.. ମୁଁ ଏବେ ଚାକିରିରୁ ଅବସର ନେବାକୁ ଚାହୁଁଛି.... ଏ ଲୋକଟା ମିଛ କହୁଛି 😁

  • @RukmanaDas-oz7lw

    @RukmanaDas-oz7lw

    Ай бұрын

    Jai sarpa debata, apananku Namaskar, 21 dinara opasa pare apana kana ei Chanel balaku khaibe ki ?

  • @dillipkumardas8315

    @dillipkumardas8315

    Ай бұрын

    @@RukmanaDas-oz7lw 😂ଜୟ ଜଗନ୍ନାଥ🙏🚩

  • @RukmanaDas-oz7lw

    @RukmanaDas-oz7lw

    Ай бұрын

    @@dillipkumardas8315 Jai Jagannath 🙏🙏🙏🙏🙏

  • @ankitapuhana3015

    @ankitapuhana3015

    Ай бұрын

    😂😂😂😂​@@RukmanaDas-oz7lw

  • @nabaghanmajhi2378
    @nabaghanmajhi2378Ай бұрын

    ମାଗିହା ସେଇଠି ତୋ ବୋଉ ବିଆ ଅଛି

  • @dhaneswersahoo1045

    @dhaneswersahoo1045

    Ай бұрын

    Right😅😅😅😅

  • @kabitasahoo547
    @kabitasahoo547Ай бұрын

    ଏ ସଳା ମାଝି କୁ ବିଦାକର ସବୁ ଠିକ୍ ହେଇଯିବ

  • @kshitishmajhi3745

    @kshitishmajhi3745

    Ай бұрын

    ମାଝୀ କଣ କଲେ ଭାଇ ଆସି ନପାରୁ ପାରୁ ଶ୍ରୀ ମନ୍ଦିର ସମ୍ପତ୍ତି ଖାଇ ଗଲେକି??

  • @nussodisha5497
    @nussodisha5497Ай бұрын

    ଗାଲୁଆ ଙ୍କ ବାରବାଟୀ ଚାଷ, କୌଣସି ତଥ୍ୟ ଜଣା ନାହିଁ, ଖାଲି ରାଉ ରାଉ ହଉଛ

  • @happinesstv7697

    @happinesstv7697

    Ай бұрын

    Tautor ganjudu channel ta

  • @raj_tilak
    @raj_tilakАй бұрын

    ରତ୍ନ ଭଣ୍ଡାର ଖୋଲାଯାଉ l ସବୁ ଗୁମର ଖୋଲିଯିବ l ମଣିଷ ନ ପାରିଲେ ମେସିନ ଦ୍ୱାରା କରାଯାଉ, କିନ୍ତୁ ରତ୍ନଭଣ୍ଡାର ଖୋଲାଯାଉ l ⭕‼️⭕

  • @user-ps3yv9ne3n

    @user-ps3yv9ne3n

    Ай бұрын

    😢😢😢

  • @mitapradhan3182

    @mitapradhan3182

    Ай бұрын

    Kn pani ma😂

  • @Lilima_tirkey

    @Lilima_tirkey

    Ай бұрын

    To bapa ro sompoti ta aou kholiba rotna bondar 😂😂😂

  • @sipunjena1394

    @sipunjena1394

    Ай бұрын

    Tu kholibu ja

  • @ssunriseblogger215

    @ssunriseblogger215

    Ай бұрын

    Ketoti ratna Dana karicha 😂😂😂

  • @rasmitabehera5867
    @rasmitabehera5867Ай бұрын

    Jaga ree tume he sabu kichhi ajagata ku bhala ree rakha hee jagannath 💞🙏🙏😭😭

  • @santoshabehera6976
    @santoshabehera697627 күн бұрын

    ଘର ମାଲିକ ନାହିଁ ତମେ ମାନେ ପଶିବତ ଅସୁିଧା ତ ହେବ ଜୟ ଜଗନ୍ନାଥ ❤

  • @DebasishPintu1234
    @DebasishPintu1234Ай бұрын

    ଜୟ ଜଗନ୍ନାଥ 🙏🙏🙏

  • @Mahimatvlive
    @MahimatvliveАй бұрын

    Jay Jagannath ♥️🙏

  • @SashirekhaSahoo-rj1ih
    @SashirekhaSahoo-rj1ih27 күн бұрын

    Satare ratna vanra gotiyebi natna corehuye tebe pralaya asiba jay jagannthaknara jayheu😢❤❤😂😂❤❤❤❤❤❤❤❤❤❤❤

  • @biswambarkarmi6403
    @biswambarkarmi640326 күн бұрын

    ଜଦି ସତକଥା ତାହାହେଲ ରତ୍ନ ଭଣ୍ଡାରରେ ଯାଇ ଲାଇପକରନ୍ତୁ ଆମେ ଯାନି ପାରିବୁ ଜୟ ଜଗନ୍ନାଥ

  • @hknoorstatus813
    @hknoorstatus813Ай бұрын

    ଏଇ କଳିଜୁଗ ରେ କଣ ଦେଖା ଗଲା କି ...ଏ ଦୁନିଆ ଧ୍ୱଂସ ହେଇଯିବ ...ପଲାଇ ଯା ବିଜପି ସରକାର 🇮🇳🙏🌍

  • @ashokkumarpati4516
    @ashokkumarpati451628 күн бұрын

    ଏପରି ବେକାର୍ କଥା ପୋଷ୍ଟ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି କାହିଁକି, ପ୍ରସାଶନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାକୁ ବନ୍ଦ କରନ୍ତୁ ।

  • @user-rv8eb3ur8z
    @user-rv8eb3ur8zАй бұрын

    Jay Jagannath 🙏🙏🙏🙏

  • @ramachandra3184
    @ramachandra3184Ай бұрын

    🙏 Jay ♥️ jagannath 🙏♥️🙏 Jay 🙏 jagannath 🙏♥️🙏 Jay 🙏 jagannath 🙏♥️🙏♥️🙏♥️🙏♥️🙏♥️🙏

  • @PurnaChandraSahoo-yo2ux
    @PurnaChandraSahoo-yo2uxАй бұрын

    Jay jagannath

  • @user-bv7yk3hz3j
    @user-bv7yk3hz3j27 күн бұрын

    👉❤mahaprabhu kna lilaa apar aaye ❤🚩Jay Jagannath 🚩

  • @sankarnath1590
    @sankarnath159027 күн бұрын

    ସାତ ଫେଣୀ ସୀପ ନୁହ ତୋ ବୋପା ବାନ୍ଡ ବାହାରିଲା ସୀଦୁକରୁ

  • @judhistirprathan4975
    @judhistirprathan4975Ай бұрын

    ❤❤❤❤SAPA NAHIN KI KICHHI NAHIN...SABU CHOR...KAHAR BANDA KICHHI CHHODI HABANI❤❤❤❤JAGANNATH MODI RA BHAKTA❤❤❤❤❤

  • @pratyushpradhan3275
    @pratyushpradhan3275Ай бұрын

    Thanks Deepak ji

  • @Radhakanta_Music_Official
    @Radhakanta_Music_OfficialАй бұрын

    ଦେପକ ଭାଇ ତମ ଭଏସ୍ ମୋ ଭଳି ଶୁଣାଯାଉଛି😂😂 ଆମକୁ ବୋକା ଭାବିଲ କି

  • @Asitsum-zf8bb
    @Asitsum-zf8bbАй бұрын

    ଭଗବାନ ଜଗ୍ନାଥଙ୍କ ତୁମକୁ ଠକି ଜବାବ୍ ଦେବା ମିଛୁଆ ଠକ ମୁ ପରା ସେଇଠି ଅଛି

  • @user-gi7vc8le8o
    @user-gi7vc8le8oАй бұрын

    Jay Jagannath Jay Nrusinghnatha Jay maa Laxmi

  • @pratapchandrasamal2396
    @pratapchandrasamal2396Ай бұрын

    ଆରେ ଶଳେ, ତୁମକୁ ଏକଥା କିଏ କହିଲା। ଆଜି ପରା ପୁରା ଟିମ୍ ର ଯିବା ଆସିବା ଦେଖିଲ। ୟ ପରେ ବି ଆହୁରି ବିଭ୍ରାନ୍ତ କରୁଛ ଲୋକଙ୍କୁ।

  • @SankarAmat-qf5so
    @SankarAmat-qf5soАй бұрын

    ରତ୍ନ ଭଣ୍ଡାର ପ୍ରାୟ ଖାଲି, ବହୁ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ବହୁ ମୂଲ୍ୟବାନ ଅଳଙ୍କାର ଚୋରି ହୋଇ ହଜମ ହୋଇ ସାରିଛି ! ହୀରା, ନୀଳା, ମୋତି, ମାଣିକ୍ୟ ଗଲା କାହିଁ ? ଶୁଣା ଯାଏ ଯେ ଜଗନ୍ନାଥଙ୍କର କାନର କୁନ୍ଦଳ କଦଳୀ ଭଣ୍ଡା ଭାଲିଆ ସେଇଟା କାହିଁ ?ଚୋରି କରି ଖାଇଦେଲେ ନା ଅଛି ?

  • @Reenabehera0
    @Reenabehera0Ай бұрын

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @MNanda-fv8sc
    @MNanda-fv8scАй бұрын

    Jay jaganntha

  • @ranjitkumardas4690
    @ranjitkumardas4690Ай бұрын

    You are great 👍 commentators

  • @sukantisahoo3460
    @sukantisahoo3460Ай бұрын

    ଯେତେ ମିଛ କହିବ ସେତେ ଶୁଣିବାକୁ ମଜା ଲାଗିବ

  • @prasantamohanty4760
    @prasantamohanty4760Ай бұрын

    ତୁମର ଶଳା କାମ ଧନ୍ଦା ନାହିଁ କିରେ। ସପ୍ତ ଫେଣି ନାଗ ତୁମର କଉଠି ପଶିଗଲା

  • @manirajanpatra130
    @manirajanpatra130Ай бұрын

    Jaysrijagannath

  • @RajeshSethy-mp6cg
    @RajeshSethy-mp6cgАй бұрын

    Jay Jagannath ❤❤❤😊😊

  • @JariMajhi-wd9ww
    @JariMajhi-wd9wwАй бұрын

    Jay Jagannath Jay Jay Jagannath

  • @satyarthsingh9391
    @satyarthsingh9391Ай бұрын

    Deepak ଭାଇ ତୁମ ଭଏସ ଏକ ନମ୍ୱର୍ ।

  • @pabitrafashion
    @pabitrafashionАй бұрын

    JAY JAGANNATH 🙏

  • @rajeshkumardas5614
    @rajeshkumardas561428 күн бұрын

    ମିଡ଼ିଆ ଭାଇ ଙ୍କ କଥା ଶୁଣି ଆମକୁ ବେଶୀ ଡର ଲାଗୁଛି

  • @user-rd6th2jb3w
    @user-rd6th2jb3wАй бұрын

    ଠାକୁରଙ୍କ ନାମରେ ମିଛ କଣ ପାଇ କହୁଛନ୍ତି

  • @rameshmajhi4317
    @rameshmajhi4317Ай бұрын

    ବାଳ ଟା ବାହାରିଲା

  • @mr.ajayakumarjena9527
    @mr.ajayakumarjena9527Ай бұрын

    jou mane galidebaku chahuchha like kara😂😂😂

  • @odiatvlive1
    @odiatvlive1Ай бұрын

    Jay Jagannath

  • @user-rr7qh4ye5x
    @user-rr7qh4ye5xАй бұрын

    ଯେଉଁ ଲୋକ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବିଷୟରେ ମିଛ କଥା କହୁଛି ତାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଅଭିଶାପ ପଡ଼ୁ😅😅

  • @rohitnaik1227
    @rohitnaik1227Ай бұрын

    କୋହିବାର style ଭଲ I like it ମିଛୁଆ

  • @Pkentertainmentodia
    @PkentertainmentodiaАй бұрын

    Jaya Jagannath 🙏

  • @pabitraswain1273
    @pabitraswain1273Ай бұрын

    ଚୋର ତୁମରିଵୁ ମିଛୁଆ ଜୟ ଜଗନ୍ନାଥ

  • @user-cw9gp5ty9f
    @user-cw9gp5ty9fАй бұрын

    ସୁଦୁ ମିଛ କଥାଗୁଡା କାହିଁକି ବଲ ବଲ ହୋଇ ଜନସାଧାରଣଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି ? ଅନ୍ଧ ବିଶ୍ବାସୀ ବାହାପିଆଙ୍କର ଇଏ ହେଉଛି ବାରବାଟି ଚାଷ । ଜୟ ଜଗନ୍ନାଥ, ଜୟଜଗନ୍ନାଥ, ... ... ... .. ...

  • @nirmalchandramajhi303
    @nirmalchandramajhi303Ай бұрын

    ଏମାର ମଠରୁ ବାହାରି ଥିବା ରୂପା ଇଟା ଗୁଡ଼ିକ ମୁଖ୍ୟତଃ ରତ୍ନ ଭଣ୍ଡାର ରେ ରହୁ ।

  • @odiabhaiofficial
    @odiabhaiofficialАй бұрын

    Jay jagannth

  • @GyanaRanjan-bi4kz
    @GyanaRanjan-bi4kzАй бұрын

    ଯୋଉ ବାଟେ ଭିଉ ବଢ଼ିଲେ ହେଲା ନା କଣ କହୁଚ୍ଛ ଭାଇ ତମ ଚାନେଲ କୁ ମାନିବାକୁ ପଡ଼ିବ ।ଜୟ ଜଗନ୍ନାଥ ସ୍ଵାମୀ ।

  • @pradipmishra5627
    @pradipmishra5627Ай бұрын

    କିଛି ନାହିଁ କିଛି ଡରିବାର ନାହିଁ,,,,, ଏହା ଅଳଙ୍କାର ଚୋର ମାନଙ୍କର ମନ ଗଢା କଥା,,,,,,

  • @Adivasi_queen_mili
    @Adivasi_queen_miliАй бұрын

    ଆଛା ତୁ କଉଁ ଚାନେଲ ଵାଲା ରେ ଏ କଥା କଣ ନିଜେ ସେଠାକୁ ଯାଇ ଭିଡ଼ିଓ କରୁଚ କିଛି ନା ଜାଣି ନ ଶୁଣି ଖାଲି ଫୋଟ ଗୁଡାକ କୋଉଠୁ ଆଣି ଯୋଡିକି voice dobing କରିକି ଭଗବାନ ଙ୍କର ନା ରେ ଏତେ ମିଛ ପ୍ରଚାର କଣ ପାଇଁ କରୁଛ ଜଉ ଟା ସତ ତ ସେଇଟା ବାହାର କୁ ଆସିବ ତମେ ଏତେ ତଣ୍ଟି ଫଟା କରି କଥା କହୁଛ 😂😂😂😂😂😅 କଣ ପାଇଁ ହେ ମହାଶୟ

  • @madhabsahoo2002
    @madhabsahoo2002Ай бұрын

    ହଁ ପା ସପ୍ତଫେଣୀ ବାହାରିଲା ଶଳା ଗାଲୁଆ news କାଇଁ ଲୋକଙ୍କୁ ଭୁଆଁ ବୁଲାଉଛ ???

  • @arunakumardas5825
    @arunakumardas5825Ай бұрын

    ତମେ ରତ୍ନ ଭଣ୍ଡାରର ସାପ ଦେଖିଛନା ଟାଉଟର୍,ପରମ ଗାଲୁଆ

  • @gayadharpanda5612
    @gayadharpanda5612Ай бұрын

    ଏହି କଥାଟି ଅନ୍ୟ କେହି ଜାଣିପାରିଲେ ନାହିଁ। କେବଳ ତୁମକୁ ଦେଖାଗଲା। ଏମିତି ଗାଲୁଆ ଆଉ କେଉଁଠି ଅଛନ୍ତି, ନା କେବଳ ତୁମେ।

  • @ParamanandaMajhi-xh4oy
    @ParamanandaMajhi-xh4oyАй бұрын

    ସବୁ ମିଛ କଥା ଲୋକଙ୍କୁ ଡ଼ରାଯାଉଛି,

  • @bijaynaik8778
    @bijaynaik8778Ай бұрын

    ଏଇଟା ଭାଇ ଚୋରି କାମ ବୋଲି ଆମେ କହିବୁ କାରଣ ଘରେ ମାଲିକ ନାହାନ୍ତି ତମେ ତାଙ୍କ ଘରେ ପଶିଲା କିପରି ଏ ହେଉଛି ପ୍ରଭୁ ଜଗନ୍ନାଥ ସଂସ୍କୃତି ର ନିୟମ ଏବଂ ନିୟମ ଉଲଂଘନ କରିବା ଉଚିତ୍ ନଥିଲା ଭାଇ

  • @brajakishorepadhi4022
    @brajakishorepadhi4022Ай бұрын

    ଗପ କହି ଲୋକକୁଂଭୂତାଅନି।

  • @sugyanibehera8163
    @sugyanibehera816326 күн бұрын

    Jay shree jagannath

  • @birsinghhembram5553
    @birsinghhembram5553Ай бұрын

    ଏହିଟା ଯେମିତି କହୁଛି ଶଳା ବୁଢ଼ା ବୁଢ଼ୀ ମାନେ ଶୁଣିଲେ ଡରେ ମୁତି ପକାଇବେ 😂 ସବୁ ଶଳା ଭାସ୍କର ୱାଲ ହେଇଗଲେ😂😂😂

  • @kuniabehera9247
    @kuniabehera9247Ай бұрын

    sabu sei Prabhu nka echa 🙏🙏

  • @TM-vx8ou
    @TM-vx8ouАй бұрын

    Kichi nahi bhitare 👍

  • @PrasnaBisi-l8v
    @PrasnaBisi-l8vАй бұрын

    ସେବାୟ ମାନେ ନିଜ ସ୍ୱାଠାପର

  • @ChittaRanjanSwain-ct9uj
    @ChittaRanjanSwain-ct9ujАй бұрын

    Jay Jagannath 🙏🙏🙏

  • @ajaymaharana8440
    @ajaymaharana8440Ай бұрын

    ଭାଡୁଆ ନିୟୁଜୁ ବାଲାଙ୍କ ପେଳ ଖବର

  • @bijayapppradhan4563
    @bijayapppradhan4563Ай бұрын

    ଏ ଟା ମାଘିଆ ଚାନେଲ ପେଲେଇପୁଅ।

  • @govindkunj9436

    @govindkunj9436

    Ай бұрын

    😂😂😂😊

  • @anadisahu263
    @anadisahu263Ай бұрын

    Jie khuliba siemariba Jay jagannath 🙏

  • @user-zm5hm4lx6q
    @user-zm5hm4lx6qАй бұрын

    jay jagannath 🙏🏽🙏🏽🙏🏽🙏🏽🙏🏽

  • @rukkinisahu672
    @rukkinisahu672Ай бұрын

    Jay jaganath

  • @suranjanrout24458
    @suranjanrout24458Ай бұрын

    ମୋ banda ଚାନେଲ ଶଳା ତମ ମାନଂକୁ ଖାଲି ଲଙ୍ଗଳା କରିକି ବାଡେଇବା କଥା ।ଲୋକଙ୍କୁ ଭୟ ଭୀତ କରୁଛ

  • @tilak494
    @tilak494Ай бұрын

    Deepak ଭାଇ ତୁମ ଭଏସ ଏକ ଅପେରା ପାର୍ଟି ର ବିଲିଅନ ପରି

  • @AjitBehera-ql9hh
    @AjitBehera-ql9hh29 күн бұрын

    Prabhu jagannath nka aagnya nahele kholi habani

  • @khirodmishra6826
    @khirodmishra6826Ай бұрын

    ଯାଇଥିବା ଲୋକ ତ କିଛି ଦେଖି ନାହାନ୍ତି ଏ ମିଡ଼ିଆ ବାଲା କେମିତି ଦେଖିଲା ।ବେକାର ଲୋକ ଗୁଡ଼ ଫାଲତୁ କଥା କହୁଛନ୍ତି

  • @kalicharanmarndi3369
    @kalicharanmarndi3369Ай бұрын

    ମା ଗିହା ଚେନାଲ ଵାଲା ମିଛ ଥମନେଲ ଦେଇ ଲୋକଙ୍କୁ ଭକୁଆ ବନଉଛି

  • @user-up6lt3ok2g
    @user-up6lt3ok2gАй бұрын

    ଜୟ ଜଗନ୍ନାଥ 💪😎💪😎🙏🙏🙏💐🙏💐🙏💐🙏💐🙏💐💯🇮🇳🇮🇳🇮🇳😱😱😱😱😱😱😱😱😱

  • @Gulsonswain248
    @Gulsonswain248Ай бұрын

    ତ ଷ୍ଟାଇଲ୍ ରେ ରତ୍ନ ଭଣ୍ଡାରରୁ ସପ୍ତ ଫେଣୀ ସାପ ବାହରିଲା ତ ଗଣ୍ଡି ରେ ପଶି ଗଲା 😂

  • @kailashnayak6435
    @kailashnayak643528 күн бұрын

    🌹🌹🌹👍🏻

  • @sunilrauto5923
    @sunilrauto5923Ай бұрын

    ମିଡ଼ିଆ fake news ପ୍ରଚାର କରୁଛି ମିଡ଼ିଆ ବାବୁ ତୁମର news ନ ଥିଲେ ଚାନେଲ ବନ୍ଦ କରିଦିଅ କିନ୍ତୁ ମିଛ ଦିଅନ୍ତୁ ନାହିଁ

  • @jaymuduli4583
    @jaymuduli4583Ай бұрын

    ମିଛ ଖବର

  • @prafullauttarkabat6962
    @prafullauttarkabat6962Ай бұрын

    HEY MOHABAHU TAB ICHHA PURN HEU. JAY JAGANNATH.

  • @swarnalatabehera2115
    @swarnalatabehera2115Ай бұрын

    Jay jagannath swami nkara jay🙏🙏🙏

  • @banamaliparida65
    @banamaliparida6528 күн бұрын

    ଭାସ୍କର ମେଇଲି କି ଠେକିଲା , ଶଳା ଚୁତିଆ ଚେନାଲ

  • @LipsitaMarandi
    @LipsitaMarandiАй бұрын

    ଯିଏ ପ୍ରଭୁ ଜଗୋନ।ଥ ଙ୍କ ବିଶୋୟୋୟ apori ମିଛ procharo koruchi ସିଏ sapo କାମୁଡ଼ା ରେ moru sia morile hi ପାପି loko ମରିଯିବେ

  • @user-tj4se4gq2c
    @user-tj4se4gq2c21 күн бұрын

    ଜୟଜଗନାଥ

  • @nabakishoresahoo5712
    @nabakishoresahoo5712Ай бұрын

    ଏଇଟା ମିଛୁଆ ଚାଁନେଲ l ଦେଖନ୍ତୁ ନାହିଁ l

  • @sanatanlenka2258
    @sanatanlenka2258Ай бұрын

    ତମ ଚେନେଲ ବାଲା ସେଠି ଯାଇ ଦେଖିଥିଲା କି? ମିଛ କଣ ପାଇଁ କହୁଛ।

  • @babajimallick5869
    @babajimallick5869Ай бұрын

    ସେ ସପ୍ତଫେନି ନାଗ ତତେ ଗୋଡେଇ ଗୋଡେଇ ଖାଇବ ମିଛ କହୁଚୁ

  • @latikasahoo-qe1xi
    @latikasahoo-qe1xiАй бұрын

    Ary ratna bhandara kholi camera neii live dekhauu na

  • @arabindasahu7573
    @arabindasahu7573Ай бұрын

    ଆରେ ତୁମମାନଙ୍କ କିଛି କାମ ନାହିଁକି ?ବେକରିଆ ଖବର ସବୁ ପ୍ରସାର କରୁଛ ।

Келесі