Balasore Land Dispute । ଜାଗା ବିବାଦ ଭିତରେ ଅଟକିଲା ୧୧ କୋଟି ଟଙ୍କାର ପ୍ରକଳ୍ପ । Odisha News Today

ଜାଗା ବିବାଦ ଭିତରେ ଅଟକିଲା ୧୧ କୋଟି ଟଙ୍କାର ପ୍ରକଳ୍ପ. ସ୍କୁଲ କହୁଛି ମୋର ତୋ ପୁଣି କଲେଜ କହୁଛି ମୋର. ଆଉ ଏହାରି ଭିତରେ 30 % କାମ ଆଗେଇ ଥିବା କଲେଜ ପିଲାଙ୍କ ଛାତ୍ରବାସ ଗୃହ କାମ ଅଟକି ଯାଇଛି. ପ୍ରକୃତରେ ଏ ଜାଗା କାହାର ତାକୁ ନେଇ ଏବେ ଅନେକ ପ୍ରଶ୍ନ. ସେପଟେ କଲେଜ କତୃପକ୍ଷ କହିଛନ୍ତି ସରକାରଙ୍କ ପକ୍ଷରୁ କଲେଜ ନାଁରେ ଉପଯୁକ୍ତ କାଗଜ ପତ୍ର ମିଳିଲା ପରେ ଆମେ କାମ ଆରଂଭ କରିଛୁ. ତେବେ ଏ ପ୍ରକଳ୍ପ ଆଗକୁ ଆଗେଇବ ନା ଏଇଠୁ ଏମିତି ବନ୍ଦ ରହିବ ତାହା ଆସନ୍ତୁ ଦେଖିବା ଭୋଗରାଇରୁ ଏହି ରିପୋର୍ଟ
#odishanews #ZeeOdishaNews #LandDispute
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі