ବଡ଼ ସୁଆର ସେବା କଣ ଆଉ କେତେ ପ୍ରକାରର ଶୁଣିବା ବଡ଼ ସୁଆର ବିଶ୍ୱନାଥ ସାମନ୍ତରାଙ୍କ ମନର କଥା..

Ойын-сауық

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZread: bit.ly/3KAQeyD
Twitter: bit.ly/38JpX3U
#jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
#carfestival #carfestivallive #rathayatra

Пікірлер: 20

  • @skrushnareddy6796
    @skrushnareddy67968 күн бұрын

    ପୂଜ୍ୟ ଶ୍ରୀ ବଡ଼ ସୁଆର ବିଶ୍ଵନାଥ ସାମନ୍ତରା ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🍁🌸🌸🌺🍂🌹💐💐💮🌻🥀🌷🌷🪔🪔🌿🏵️🌼🙏🙏🕉️🙏🕉️🍁🌸🌺🌻🥀🌷🌷🪔🌿🌿🏵️🌼⭕‼️⭕

  • @fusimaharana-gn3dj
    @fusimaharana-gn3dj9 күн бұрын

    🙏🏻🙏🏻🌹🌹ପ୍ରଭୁ ଜୟ ଜୟ ଶ୍ରୀ ଜଗନ୍ନାଥ 🌹🌹🙏🏻🙏🏻🙏🏻

  • @PuspanjaliMishra-fw4od
    @PuspanjaliMishra-fw4od9 күн бұрын

    ଜୟ ଜଗନ୍ନାଥ 🙏🏻 l ଜଗନ୍ନାଥଙ୍କର ଏତେ ସବୁ ନୂତନ ତଥ୍ୟ ଜାଣଇ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏🏻

  • @a.s.d6643
    @a.s.d66433 күн бұрын

    ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଖଦ୍ୟପ୍ରୀୟ ଠାକୁର ଏତେ ପ୍ରକାର ବ୍ୟଞ୍ଜନ ଆମେ କେବେ ଶୁଣି ନଥିଲୁ ଏମିତି ଠାକୁର କୋଉଠି ନାହାନ୍ତି । ଜୟ ଜଗନ୍ନାଥ ମୋର ଭାଗ୍ୟ ମୋର ପୁରୀ ମାଟି ରେ ଜନ୍ମ।

  • @sairijul7260
    @sairijul72604 күн бұрын

    ଜୟ ଜଗନ୍ନାଥ ଟିଭି ର ଏଇ ଲୋକ ଟା ବହୁତ୍ ବହକଲିଆ ଆଉ ଅହଙ୍କାରୀ ଇଏ ଲୋକ ଙ୍କୁ ଭାବୁଛି ଚାକର ବାକର ବୋଲି

  • @shibaprasadkandi6292
    @shibaprasadkandi62929 күн бұрын

    Jay Jagannath Swami nayana patha gami bhaba tume 🙏🌸🙏🌸🙏🌸🙏🌸🙏🌸🙏🌸🙏

  • @ganeshsahu2386
    @ganeshsahu23869 күн бұрын

    Jai Jagannath 🙏🙏🙏

  • @khatta_methha
    @khatta_methha9 күн бұрын

    Jai shree Jagannath 🙏

  • @bijaykumarprusty4979
    @bijaykumarprusty49798 күн бұрын

    Jay jagannath Swami nayanpath gami bhab tume 🙏🙏🙏🙏

  • @lopamudramisha3202
    @lopamudramisha32029 күн бұрын

    Jay shree Jagannath Jay jay shree Jagannath Jay jay shree Jagannath Swami nayan pathagami bhabatu me 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @charulata6741
    @charulata67419 күн бұрын

    Jay Jagannath Swami

  • @saiSai-fd7xk
    @saiSai-fd7xk9 күн бұрын

    Jay jay shree manima maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹 jaldi jaldi susta hei jaa pravu 🌹🙏🌹🙏🌹🙏🌹🙏

  • @gitanjalipradhan4294
    @gitanjalipradhan42949 күн бұрын

    Jay jay jagannath Jay jagannath Jay jagannath Jay 🎉🎉🎉🎉

  • @sumantanayak9140
    @sumantanayak91409 күн бұрын

    Jay shree jagannath swami 🌺🌺🌺🙏🙏🙏

  • @AlakaSingh-vg6ol
    @AlakaSingh-vg6ol9 күн бұрын

    Jay jagannath

  • @khatta_methha
    @khatta_methha9 күн бұрын

    ବହୁତ ସୁନ୍ଦର ବୁଝାଇକହିଲେ ଆପଣ 🙏

  • @techbaazgaming3638
    @techbaazgaming36389 күн бұрын

    Jay jagannatha 🙏🙏🙏🙏🙏

  • @rajendrasahu4199
    @rajendrasahu41995 күн бұрын

    MO PRABHU JAGANNATHA SARANAM PRABHU KOTI DANDABATA MANIMA TABA SREE CHARANE KRUPA KARA KRUPASINDHU KHYAMA KARA MAHAPRABHU RAKHYA KARA HEY MADHABA KESHAV DINBANDHABA 🙏🙏🙏🙏🙏

  • @Santosh143-jp8fm
    @Santosh143-jp8fm8 күн бұрын

    🙏🙏🙏

  • @pinakamsahu7150
    @pinakamsahu71508 күн бұрын

    JAY SHREE JAGANNATH

Келесі