ବ୍ୟାନ ହେବ ବଜରଙ୍ଗ ଦଳ, ଆଉ ଦେଖିବାକୁ ମିଳିବନି ହନୁମାନଙ୍କ ଛବି ଥିବା ପତାକା...

ATV ODISHA LIVE | ODISHA NEWS | POLITICS NEWS
ଚିନ୍ତାରେ ବଜରଙ୍ଗ ଦଳର କର୍ମୀ...#bjp #mohanmajhi #bajrangdal #bajrang #narendramodi #politics #politicalnews #political #politicsnews #bjpnews #bjpindia #mp #mla #pm #cmo #bjd #naveen #vkpandian #bobby #pranabprakashdas #manmohansamal #dharmendra #aparajita #cm #atvodishalive #atvodishalivenews #atvodia #atv #nda #congress #rahulgandhi #surah
#Atvodishalive is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
Please Subscribe our Channel and press the bell icon to get notification about our new updates.
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
#Odianews #OdishaNewsChannel #SpecialReport

Пікірлер: 493

  • @samantakumbhar1909
    @samantakumbhar190912 күн бұрын

    ଏଇଟା ଭାରତ୍ (India) ଆମେ ସଭେ ଭାରତୀୟ 💪💪 । ବିଜେପି ହିନ୍ଦୁ ନାଁ ରେ ଅନେକ ସଙ୍ଗଠନ କରି ଦଙ୍ଗା ହିନ୍ସା କରୁଛି ଆଉ ସେହି ହିନ୍ଦୁ ବଜରଙ୍ଗ ଦଳର କର୍ମୀମାନେ ଜୁଆଡେ ଦେଖିବ ଖାଲି ଜାତି ଧର୍ମ ହିନ୍ସା ସୃଷ୍ଟି କରୁଛି,ଗୁଣ୍ଡାଗୀରି ଚଲେଇଛନ୍ତି ତେଣୁ ତାକୁ ବ୍ୟାନ କରିବା ଉଚିତ।

  • @jd-ig6uj

    @jd-ig6uj

    10 күн бұрын

    Hn mahagyani

  • @user-fb8xl9pv3y

    @user-fb8xl9pv3y

    9 күн бұрын

    Right katha bhai

  • @goutam4198

    @goutam4198

    9 күн бұрын

    ହୋଇରେ mg, ଖାଲି ହିନ୍ଦୁ ହିଁ, ଦେଖାଯାଏ କି!!? ତୁମ ମାନଙ୍କୁ ଅଲଗା community ର jhund ଦେଖା ଯାଏ ନାହିଁ।

  • @sktahirhusssen6343

    @sktahirhusssen6343

    9 күн бұрын

    Right

  • @NYK369

    @NYK369

    9 күн бұрын

    Pathan jetebele _ maribe setiki bele yehi bajrangi ku dakibu kou bopa pithire padibani

  • @biswakantnaik1029
    @biswakantnaik10299 күн бұрын

    ବଜରଙ୍ଗ ଦଳରେ ସାମିଲ କେଉଁଁ ମାନଙ୍କୁ ହେଉଛନ୍ତି। ଗରିବ ଆଉବେକାର ବଡ ବଡ ନେତାମାନେ ନିଜର ପିଲା ଙ୍କୁ ବିଦେଶ ରେ ପାଠ ପଢେଇବେ ଧର୍ମ ନାମରେ ଆମ୍ଭ ପିଲାଙ୍କୁ ଦଙ୍ଗା କରାଇବେ ନିଜର ଅଧିକାର ପାଇଁ ଶିକ୍ଷିତ ହୁଅ ସଙ୍ଗଠିତ ହୁଅ

  • @scenecorner9940

    @scenecorner9940

    7 күн бұрын

    Tama bhali darua loka mane kebe samna re asiba nahi.

  • @subratmadgul5375

    @subratmadgul5375

    2 күн бұрын

    @@biswakantnaik1029 ତ ବଉ କୁ ଘିଅଁ... ତ ଭଉଣୀ ବିଆ କୁ ଗୋଟେ ଚୁମା... 😋😋😋😋

  • @Sri_Krisnha.143

    @Sri_Krisnha.143

    12 сағат бұрын

    👍100

  • @rajkumariranajit2054
    @rajkumariranajit2054Күн бұрын

    Good 👍👍👍 ବଜରଙ୍ଗଦଳ ଅନ୍ୟ ଧର୍ମ ଲୋକ ଙ୍କୁ ମାଡ଼ ମାରି ହୋଇରାଣ କରୁଛନ୍ତି

  • @fatefaith5147
    @fatefaith514714 күн бұрын

    BJP ଦଳ ବନ୍ଦ ହୋଇଯିବା ଉଚିତ୍

  • @user-en4sb1gy3w

    @user-en4sb1gy3w

    10 күн бұрын

    କଂଗ୍ରେସ ମୁକ୍ତ ଭାରତ

  • @jagabandhubishoi8452

    @jagabandhubishoi8452

    9 күн бұрын

    Bjp out bajrang dal in Jay shri ram

  • @AbhayaGochhayat

    @AbhayaGochhayat

    7 күн бұрын

    ଠିକ କହିଛ କଂଗ୍ରେସଦଳ ବନ୍ଦ ହୋଇବା ଦରକାର 😂

  • @scenecorner9940

    @scenecorner9940

    7 күн бұрын

    Congress dal kohu khusi re kam karuchi

  • @RaphaelRaphael-ln4cy

    @RaphaelRaphael-ln4cy

    7 күн бұрын

    Good news 👏 👍 bro

  • @sanjaynaik6849
    @sanjaynaik68499 күн бұрын

    ଉତ୍ତମ ନିଷ୍ପତି. ଏମାନେ ବେଶୀ ହରକତ କରୁଚନ୍ତି. ହିନ୍ଦୁ ବିପଦରେ ନାଇଁ ତଥାପି ଏମାନେ ହିନ୍ଦୁ ସୁରକ୍ଷା ପାଇଁ ଗଣ୍ଡଗୋଳ-ଦଙ୍ଗା-ହଂଗାମା ପାଇଁ ପଛଉନାହାନ୍ତି. Bartaman ଏମିତି ପାଗଳାମି ଅନ୍ଧତ୍ବ ଭରିଚି ଗାଡି-ଘର-ବିଭିର୍ଣ୍ଣଜାଗାରେ ଏମାନେ ପତାକା ଲଗେଇ ଗୋଟେ ଉତ୍ପାତ ସୃଷ୍ଟି କରୁଚନ୍ତି. କିରେ ଅନ୍ୟ ଠାକୁର-ଦେବାଦେବୀ-ପ୍ରଭୁ-ଭଗବାନ ବିଶ୍ୱାସୀ ମାନେ ଏମିତି ହରକତ କରୁନାହାନ୍ତି. ଖାଲି ହନୁମାନ ଭକ୍ତ ଗୁଡା କାଇଁ ଏମିତି ବାଇଆପାଗଳ ହେଇଯାଉଚନ୍ତି.ମଥା ଖରାବ.

  • @chandrabag7110

    @chandrabag7110

    9 күн бұрын

    Ryt

  • @goutam4198

    @goutam4198

    9 күн бұрын

    ଆଉ ଜୟ ଭିମ୍, କୁ ମଧ୍ୟ ହଟାଇଦେବା ଉଚିତ୍। ସବୁ ଗୁଣ୍ଡା ନିଚ କିସମର ଲୋକେ ଅଛନ୍ତି।

  • @bhabanishankarpati466

    @bhabanishankarpati466

    6 күн бұрын

    Hindu Mane kemiti achhanti west Bengal re janiparuthibe only for congress party .. congress Hatao Desh Bachao..Joy Shree Ram 🙏🙏🙏

  • @rabindrakumarmohanty9415

    @rabindrakumarmohanty9415

    3 күн бұрын

    @@sanjaynaik6849 କର୍ଣ୍ଣାଟକ ସରକାରଙ୍କ ଦମ୍ ଅଛି ଵଜରଙ୍ଗ ଦଳ କୁ ବ୍ୟାନ କରିଵ କରିକି ଦେଖାଉ।

  • @AbinashBhrt

    @AbinashBhrt

    3 күн бұрын

    Tô bhalia gaddar pain Eei desha islamic state heba .

  • @brahmaachary3955
    @brahmaachary395510 күн бұрын

    ଉଚିତ୍ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଙ୍କର,

  • @user-ud7vs3en2f
    @user-ud7vs3en2f9 күн бұрын

    Good job !! ବଜରଙ୍ଗ ଦଳରେ କେବଳ st sc ମାନଙ୍କୁ ଆୟୁଧ କରି ହିଁ ଦଙ୍ଗା ଲୁଟ କରି ବ୍ରାହ୍ମଣ ମାନେ ଫାଇଦା ମାରୁଥିଲେ !!

  • @badalkandi3554

    @badalkandi3554

    9 күн бұрын

    Right

  • @sanjaynaik6849

    @sanjaynaik6849

    8 күн бұрын

    @@user-ud7vs3en2f ହେଲେ ଦୁର୍ଭାଗ୍ୟ ଜେ Scst ମାନେ ବି ଆଜିକା ଡେଟ ରେ ଆଖି ଆଉ ଜ୍ଞାନ ଖୋଲିବାକୁ ନାରାଜ

  • @bhabanishankarpati466

    @bhabanishankarpati466

    6 күн бұрын

    Public consciousness must be needed there to save Bajrang Dal..Joy Shree Ram 🙏🙏🙏

  • @bhabanishankarpati466

    @bhabanishankarpati466

    6 күн бұрын

    Congress party Bajrang Dal ra against re .. karnatak re congress win kala so intensenly Asabu karibe..Joy Shree Ram 🙏🙏🙏

  • @powerwing1179

    @powerwing1179

    2 күн бұрын

    Kie be tu kahiba agaru tk bhabiki kaha hela faltu bakwas pel ni social mediare hela

  • @MR-jm6zk
    @MR-jm6zk4 күн бұрын

    ଗାଇକଟା ତସେଇ ଖାନାକରୁ ୨୫୦ କୋଟି ଚାନ୍ଦା ନେଇଛି ବିଜେପି ବୋଲି କାହିଁକି ଦେଖଉନି ତମ ଚେନାଲ୍ , ଦଲାଲ୍ ମିଡିଆ ମାନେ ଦେସରେ ହିଁସା କୁ ବଢାଇବା କାମ କରୁଛନ୍ତି ତୁମପରି ମିଡିଆ ।

  • @bikashsahu4503
    @bikashsahu450321 сағат бұрын

    ବଜରଙ୍ଗ ଦଳ ବନ୍ଦ ହେଲେ ଭୀମ ଆର୍ମୀ ବି ବନ୍ଦ ହେଉ ନିରୀହ ପଶୁ ଙ୍କ ମାଂସ ଦୋକାନ ବି ବନ୍ଦ ହେଉ।

  • @UpendraPingua-ez2tj
    @UpendraPingua-ez2tj14 күн бұрын

    ହିନ୍ଦୁ ବି ରହିବ. ହନୁମାନ ବି ରହିବ. କିନ୍ତୁ ବିଜେପି ଆତଙ୍କବାଦୀ ବନ୍ଦ ହେବ.... ଆମ ହିନ୍ଦୁ ଭାଗବାନ ମାନଂକୁ ଏହି ବିଜେପି ଦଳ ହିଁ ଅପମାନିତ କରିଛି... କିନ୍ତୁ ହନୁମାନ ନୁହେଁ... ବିଜେପି ହଟାଓ ଭାରତ ନାଗରିକ ସନମାନ ଆଣ 🙏🇮🇳

  • @rabindrakumarmohanty9415

    @rabindrakumarmohanty9415

    3 күн бұрын

    @@UpendraPingua-ez2tj ବିଜେପି ହଟିଲେ ତମକୁ ସୁବିଧା ହେବ,ନା ବିଜେପି ହଟିବ ନା ହିନ୍ଦୁ କହିବେ ତାଙ୍କ ଦେଶରୁ ହଟିବେ ସେଇମାନେ ଯେଉଁମାନେ ଗଦ୍ଧାର ଦେଶର ଖାଇ ଵିଦେଶ ରେ ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି।

  • @sureshcoachingandvlogs7805
    @sureshcoachingandvlogs780510 сағат бұрын

    ବଜରଙ୍ଗ ଦଳ ଅତି ଶୀଘ୍ର ବନ୍ଦ ହେବା ଆବଶ୍ୟକ କାରଣ ଏମାନେ ହିଁ ଅତ୍ୟାଚାର ଓ ଅତ୍ୟଧିକ ଜାତି ପ୍ରଥା ଓ ଅହଂକାର ଚଳାଉଛନ୍ତି

  • @purnachandrasoy6668
    @purnachandrasoy66689 күн бұрын

    ତୁରନ୍ତ ବନ୍ଦ ହେବା ଦରକାର ବଜରଙ୍ଗ ରାଜନୀତି l

  • @sekjawed9373

    @sekjawed9373

    7 күн бұрын

    Sache raam bhakt ho aap....

  • @budhurammarai7423

    @budhurammarai7423

    2 күн бұрын

    ତୁ କିଏ ବେ

  • @subratmadgul5375

    @subratmadgul5375

    2 күн бұрын

    @@purnachandrasoy6668 ତ ବଉ ଘରେ ଅଛି ନା ନମାଜ଼ ପଡି ବାକୁ ଯାଇଚି ରେ ମାଘିଆ କହିଲୁ ଟିକେ ମୋତେ ଜଲଦି... 😡

  • @user-tm6oh4hq4t

    @user-tm6oh4hq4t

    Күн бұрын

    Sab bass😂😂😂​@@subratmadgul5375

  • @Sri_Krisnha.143

    @Sri_Krisnha.143

    11 сағат бұрын

    ଭାଇ ବଜରଙ୍ଗ ଦଳରେ କିଛିତ ଭଲ ଲୋକ ଅଛନ୍ତି ଏବଂ କିଛି ତ ଖରାପ ଲୋକ ମଧ୍ୟ ଅଛନ୍ତି

  • @sureshkumarmallick2596
    @sureshkumarmallick25969 күн бұрын

    ମୋହନ ସରକାରଙ୍କ ନାଁରେ ଏତେବଡ଼ ମିଛ କହିଥିବାରୁ, ଏ News ବାଲାକୁ ଗିରଫ କରାଯାଉ

  • @bhagabatsoren249

    @bhagabatsoren249

    3 күн бұрын

    ରିମଟ୍ ଦବେଇ ଦେ ସିଧା ଆରେଷ୍ଟ ହେଇଯିବ

  • @subratmadgul5375

    @subratmadgul5375

    2 күн бұрын

    @@bhagabatsoren249 ତ ବଉ ର ସାୟା ଭିତରେ ଜଉ ରିମଟ ଅଛି ସେଇ ରିମଟ ତ... ହଉ ଦବେଇ ଦେଲି....🤔

  • @subratmadgul5375

    @subratmadgul5375

    2 күн бұрын

    @@bhagabatsoren249 ତ ବଉ ର ସାୟା ଭିତରେ ଜଉ ରିମଟ ଅଛି ସେଇ ରିମଟ ତ.... 🤔 ହଉ ଦବେଇ ଦେଲି... 😋

  • @surajkumarpanda828

    @surajkumarpanda828

    Күн бұрын

    Sata kahila mohan ra ete kadha nahi se bjp ra chakara

  • @subratmadgul5375

    @subratmadgul5375

    Күн бұрын

    @@surajkumarpanda828 ଛଡ଼ି ପୁଅ ବହୁତ କଥା କହୁଚୁ ତୁ...

  • @jyotilalnanda1908
    @jyotilalnanda19087 күн бұрын

    ‌‌‌ଗୁଣ୍ଡାଗର୍ଦ୍ଦି ବନ୍ଦ କରିବା ଉଚିତ୍ ,ମାତ୍ର ହନୁମାନ ଛବି ଦେଖି ଚମକୁଛ କାହିଁକି। ହନୁମାନ ଚାରି ଯୁଗେ ରହିବେ,ଚାରିଯୁଗ ପର ତାପ ତୁମ୍ଭାରା। ହେ ପର ସିଦ୍ଧ ଜଗତଉଯିୟାରା।

  • @sportsbiker2125
    @sportsbiker212514 күн бұрын

    Very good decision

  • @premmsunani1714
    @premmsunani17149 күн бұрын

    Bajrang Dal Ban Hona Chahiye or Police Reh kar Bajrang Dal ka Kya Kaam Hai Sehi Nispati❤❤❤❤❤

  • @WilliamRussell-ws9uo
    @WilliamRussell-ws9uo9 күн бұрын

    ଅସଭ୍ୟତା ଅନ୍ଧ ବିଶ୍ୱାସ କୁସଂସ୍କାର ଭାରତରୁ କେବେ ଯିବନି. ଏହା ତାର ମୂଳଦୁଆ

  • @NarayanHansdah-go2ds
    @NarayanHansdah-go2ds10 күн бұрын

    😂😂😂Bajarang dala na ghoda pela😂😂 Bjp govt Beef expert company ru cro cro rupees Chanda nouchhi se guda dekha jauni

  • @bhabanishankarpati466

    @bhabanishankarpati466

    6 күн бұрын

    Tu Kia re Bajrang Dala ku kn kahuchhu..Hindu ru joumane dharma change Kari Christian or Au kichhi hoithibe emiti kahiparibe

  • @NarayanHansdah-go2ds

    @NarayanHansdah-go2ds

    5 күн бұрын

    @@bhabanishankarpati466 ate jodi bhagaban prati bholopaiba biswas ochhi tebe tanka good characters ku follow karuno.... hanuman nka name re gote dolo gathan Kari hingsa karjo kolapo kari nijo bhagaban prati asanmankaruchho seita tumaku bhol laguchhi......nijo ku hindu kahuchho but nijo bhagaban nku respect karuna...tanka photo ku bikruta kari(angry hanuman /angry ram)poster sticker logei bhagwan nka face value ku bikruto kari prochar karuchho... bhagaban nka name re donga,hotya ,marpit karuchho...... Bajarang dala kangsei khana tu kete Chanda nouchhi taha b janino.....India re jete sobu kongsei khana ochhi taha ra adhikansa Malika hindu bjp loka hin ochhonti muslim name re business karuchhonti .......jetehele b tume andhabhakt na ....Gai ku maa kahiba but sandho ku bapa manibaku naraj.... Gou mata ku ghore rokhibani bazar re bikidebo.....Nijo gai ku bojar re bikidei bahare buli prochar kariba gou chalan bond Karo.........dhonya tuma hindutwa...dhonya tuma bichardhara

  • @asabraaj7520

    @asabraaj7520

    Күн бұрын

    ​@@NarayanHansdah-go2dsvery good 👍

  • @rawbaapheisika8079

    @rawbaapheisika8079

    5 сағат бұрын

    ଯେଉଁ ଦିନ ମୁସଲିମ ମାନେ ତୁମ ଭଉଣୀ ଝିଅ ମାନଂକୁ ଘରୁ ଟେକି ନେଇ ଯିବେ ସେ ଦିନ ତୁମକୁ ବଜରଙ୍ଗ ଦଳର ମହତ୍ତ୍ଵ ଜଣା ପଡ଼ିବ

  • @bijaykumarben9402
    @bijaykumarben94022 күн бұрын

    Bajarang BJP should be banned fully .It is good proposal by Congress

  • @OD..KAHANISTORY123
    @OD..KAHANISTORY1236 күн бұрын

    ଝଗଡ଼ା କରିବାଟା ତ ଭୁଲ ଆଜ୍ଞା କିନ୍ତୁ ଦଶିକୁ ଦଣ୍ଡ ଦେବାତ ଭୁଲ ନାହିଁ । ତାହା ଉତ୍ପାତ ନାହିଁ ଆଜ୍ଞା ଗାଈ ଗରୁ ରକ୍ଷା କରିବାଟା ଆମର ନିହାତି ଆବଶ୍ୟକ ଗାଈ ଗରୁ ରକ୍ଷା କରନ୍ତୁ ଦେଶ ବଞ୍ଚାନ୍ତୁ । ଗାଈ ଗରୁ ଆମକୁ କଣ କଣ ଦେଉଛନ୍ତି ଆପଣ ମାନେ ଚିନ୍ତା କରିଛନ୍ତି କି ? ଯଦି ବେନ୍ କରି ପାରୁଚନ୍ତି ତ ଗୋ ହତ୍ୟା କୁ ବେନ୍ କରନ୍ତୁ । ସେଥିପାଇଁ ହିଁ ରାଜ ରାସ୍ତାରେ ଉଲେଇ ବାକୁ ପଡୁଛି ।ଭୁଲ କହିଥିଲେ କ୍ଷମା କରିବେ ଆଜ୍ଞା । ଜୟ ଜଗନ୍ନାଥ ,ଜୟ ଗୋଊ ମାତା ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏♥️♥️♥️♥️♥️

  • @asabraaj7520

    @asabraaj7520

    Күн бұрын

    କାହାର ଭୁଲ କଂସେଇ ଖାନା ଲାଇସେନ୍ସ କିଏ ଦଉଛି

  • @sanjuktarana6285

    @sanjuktarana6285

    Күн бұрын

    Bajarang dall really re gaan ra besi utpati pila mane bahari padantii😂🤣😂🤣 na kebhe Ghare puja patha tike karnatii na maa bapa kank katha manantii hele bajarang dal really kahile bike dhariki chuuu Ghare maa bapa jete mana dhukha kariki puara bata taki thantu na kana mora dhoo kuhanti ama gaan ra pila mane🤣🤣😂😂😂 90% amitika utpatii mane tike ruka maa aprakar bhaktii prathaku 🙄

  • @swapnilraja1409
    @swapnilraja140910 күн бұрын

    Bajrang Dala ku.....kuhajau GOUSEVA pain..... Sabu goushala MANANKU jaiki daily seva karibe❤❤❤nahale ghare aniki seva karibe....SEMANE AE kama bhala se karibe boli asa amara❤❤❤

  • @sanjaynaik6849

    @sanjaynaik6849

    9 күн бұрын

    @@swapnilraja1409 Right

  • @rabindrakumarmohanty9415
    @rabindrakumarmohanty94157 күн бұрын

    ଲାଜ ଲାଗୁନି ଗୋଦି ମିଡ଼ିଆ ବିଲ୍କୁଲ ନୁହେଁ ବରଂ ବଜରଙ୍ଗ ଦଳ ଆ‌ହୂରି ମଜଭୁତ ହେବ କର୍ଣ୍ଣାଟକ ରେ ବଜରଙ୍ଗ ବ୍ୟନ୍ କରିବା ର ସା‌ହାସ ନାହିଁ କର୍ଣ୍ଣାଟକ ସରକାର ଙ୍କର। କର୍ଣାଟକ ମହାଵୀର ହନୁମାନ ଙ୍କର ଜନ୍ମ ସ୍ଥାନ ଓ ୭୫%ହିନ୍ଦୁ କର୍ଣ୍ଣାଟକ ରେ ବସବାସ କରନ୍ତି।

  • @SudamnaikNaik
    @SudamnaikNaik10 күн бұрын

    Mohan babu.sigra.banda.karantu.bajarang.dal.

  • @Mskp143
    @Mskp1439 күн бұрын

    ଏହି youtuber ku ଥାନା ରେ ଏତେଲା ଦେବା କଥା

  • @mahabidyanandandas156
    @mahabidyanandandas15615 күн бұрын

    Chance hi nahin kehi kkariparibeni , false news

  • @sanjaynaik6849

    @sanjaynaik6849

    9 күн бұрын

    ଅବଶ୍ୟ ଫଲ୍ସନିୟୁଜ ହେଇଥାଇପାରେ. କିନ୍ତୁ ଅନ୍ୟ ଠାକୁର-ଦେବାଦେବୀ-ପ୍ରଭୁ-ଭଗବାନ ବିଶ୍ୱାସୀ ମାନେ ଏମିତି ହଟଗୋଳ-ରଙ୍ଗ-ପତାକାକୁ ନେଇ ଉତ୍ପାତ ହେଉନାହାନ୍ତି. ଏମାନେ କାଇଁ ଏମିତି...?

  • @jugunnayak6616
    @jugunnayak66162 күн бұрын

    କର୍ଣାଟକ ରେ ବେନ୍ କଲେ କଣ ସାରା ହିନ୍ଦୁସ୍ଥାନ ରେ ବେନ କରିପାରିବ କି ? ବୋଜୋରଙ୍ଗ ଦଳ ସାରା ଭାରତ ରେ ଅଛି ସେଥିପାହିଁ ତୋ ହିନ୍ଦୁସ୍ଥାନ ତମେ କୁଆଡୁ ଆସିଲ ବନ୍ଦ କରିବ ସବୁ ବଜରଙ୍ଗ ଦୋଳ ଆସିବେ ନା ତାପରେ ବୁଝିପାରିବ ତମେ କିଏ ବେନ କରିବାକୁ ଜୟ ଶ୍ରୀ ରାମ

  • @Laxmidhar-l2g

    @Laxmidhar-l2g

    Күн бұрын

    @@jugunnayak6616 kebebi band kariparibenaahin ram desh bajarangi na rahibe a kemiti sambhaba juge juge bajarangi juge juge ram

  • @jayodisha377
    @jayodisha3779 күн бұрын

    ହଇରେ କଂଗ୍ରେସ କେବେଠୁ ସରକାର ଗଢିଛି ଏବେ ନୁହେଁ ଏ news ଏବେ କରୁଛି. ମିଛ news ଦେଶ ରେ ଦଙ୍ଗା ଏପରି news ଵାଲା ମିଛ ପ୍ରଚାର କରି କରୁଛନ୍ତି.

  • @manomallik8912
    @manomallik89129 күн бұрын

    ମିଛୁଆ

  • @maagramadevi9815
    @maagramadevi981513 күн бұрын

    Jai Hindu

  • @user-pk3yw6oi4u
    @user-pk3yw6oi4u2 күн бұрын

    ଏଠି ଦେଖିଲି ବହୁତ୍ ଲକୌ ବହୁତ୍ କଥା କହି ଲେ ମୁ ଏବେ ତମେ କୁ କହୁ ଛି କେତେ ଜନ୍ ଗାଈ ବା ବଜରନ ଦଳ ରେ ଅଛ ଆଉ କେତେ ଜନ୍ ଗାଈ ମାଙ୍କ କୁ ରଖିଆ କରି ଛ ଯେତେ ଭି ବଜରନ ଦଳ କୁ ବନ୍ଦ କରି ବ। କୁ କହି ଛ ଗୁଟେ ଭି କରି ଛ ଅମୋ ଓଡ଼ିଶା ରେ ଖାଲି କହି ଦେଲେ ହେବି ନାହିଁ ଗୋ ମା ତା କୁ ସୁର ଖି ଆ ଦିଆ ମୋ ଭାଇ ଆଉ ରହି ଲା ବାଜରନ ଦଳ କୁ ବନ୍ଦ କରି ବା କଥା ସେଇ ଟା ଓଡ଼ିଶା ରେ ବା କର୍ଣ୍ଣାଟକର ରେ କନ ଆମ ଭାରତ ରେ ଭି ବନ୍ଦ ହେବ ନାହିଁ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🚩

  • @rishikhosla4455
    @rishikhosla445510 күн бұрын

    thik kori chonthi

  • @nirmaladas2884
    @nirmaladas2884Күн бұрын

    Bajaranga dala crimnal dala Gunda dala Dalita mananka Satru SC,,St manankar satru Bajaranga Dalaku Odisaru Bidakara CM jinda bad

  • @user-rh5zt3tz9u
    @user-rh5zt3tz9u9 күн бұрын

    ଏଇଟା 100 💯 ରେ ମିଛ

  • @kaliadeep1393
    @kaliadeep13932 күн бұрын

    Jay Bharat Jay Congress

  • @ganeshkhara6888
    @ganeshkhara688810 күн бұрын

    Right Cm sir

  • @Santali.Park-
    @Santali.Park-9 күн бұрын

    Bajrang Dal Zindabad 🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩

  • @gobardhannaik3486
    @gobardhannaik348614 күн бұрын

    Asuchi gada Sabu Kariba pada❤❤❤❤❤❤❤

  • @KapaleswarSa
    @KapaleswarSa9 күн бұрын

    ଜୟ ଶ୍ରୀ ରାମ

  • @shaikanwarquadir437
    @shaikanwarquadir4372 күн бұрын

    Atti uttam Decision ❤

  • @jmkabtoi6114
    @jmkabtoi61146 күн бұрын

    Mada banda karo first ta pa ra jaha kariba kora

  • @Nitish86858
    @Nitish86858Күн бұрын

    Very good👍

  • @officialbinod2715
    @officialbinod27158 күн бұрын

    Bhala haba

  • @user-dg5qq1ez5f
    @user-dg5qq1ez5f13 сағат бұрын

    ଗୋ ହତ୍ୟା ପାଇଁ 10 ବର୍ଷ ଜେଲ ଦଣ୍ଡ କରାଯାଉ

  • @paridhisahu5835
    @paridhisahu583515 күн бұрын

    .ବିନାସ କାଳେ ବିପରିତ ବୁଧି

  • @surjyasethi6499
    @surjyasethi6499Күн бұрын

    Jay bajrang Jay Bajrang ଦୋଲୋ ରହିବ।ନୋ ହେଲେ ନୀଆ ଯୋଲିବୋ ।କଂଗ୍ରେସ ଜିବୋ।୦୦୦୦୦୦୦୦୦୦୦.।

  • @bhabanishankarpati466
    @bhabanishankarpati4666 күн бұрын

    What a surprise.. congress win on Karnatak..So congress party intensenly doing all that only for political play.. People consciousness most be needed to save Bajrang Dal..Joy Shree Ram 🙏🙏🙏

  • @bikashsahu4503
    @bikashsahu450321 сағат бұрын

    Converted ଲୋକ ବେଶୀ ଫଡ ଫଡ ହୁଅନ୍ତି। ବଜରଙ୍ଗ ଦଳ ଓ,ହିନ୍ଦୁ ମାନଙ୍କ ପାଇଁ ଆଜି ଭାରତ ରେ ଅନ୍ୟ ଧର୍ମ ଲୋକୋ, converted ଲୋକୋ ବେଶୀ ଫଡ ଫଡ ହେଉଛନ୍ତି କାହିଁକି ନା ହିନ୍ଦୁ ସମସ୍ତ ଙ୍କୁ ସମ୍ମାନ ଦିଏ ଓ ଆଦର କରେ।ପାକିସ୍ତାନ କାହିଁକି ମୁସଲିମ ରାଷ୍ଟ୍ର ହେଲା ଓ ଭାରତ କାହିଁକି secular ହେଲା?? ଏହା କେବଳ ହିନ୍ଦୁ ମାନଙ୍କ ପାଇଁ। Congresi ଓ ବିଧର୍ମୀ ଏମିତି ଜଳି ପୋଡ଼ି ମରୁଥିବେ ଓ ବଜରଙ୍ଗ ବଲି ବାନା ଉଡୁ ଥିବ। ଜୟ ବଜରଙ୍ଗବଲି

  • @surajsinghsingh9745
    @surajsinghsingh97458 күн бұрын

    Great Dicition

  • @JunasKalet
    @JunasKalet14 күн бұрын

    Very good

  • @aruntirkey8572
    @aruntirkey8572Күн бұрын

    Good .. hei gole bhala

  • @priyanidhimoharana8354
    @priyanidhimoharana835414 күн бұрын

    Very nice 🎉🎉🎉🎉

  • @RaazSuna-lk3ml
    @RaazSuna-lk3ml9 күн бұрын

    Very good dicsigen sir

  • @nirmaladas2884
    @nirmaladas28844 күн бұрын

    Thik padapekhya very good diseson

  • @amoshmajhi4502
    @amoshmajhi45029 күн бұрын

    100% right discussion 👍🏼👍🏼👍🏼👍🏼👍🏼

  • @vickramjaan7267
    @vickramjaan72672 күн бұрын

    👍👍👍👍

  • @yunushmahammad3787
    @yunushmahammad37875 сағат бұрын

    Jo hanuman ki aarati gaye wahi Baikhunte aamaar pad pasbe..

  • @user-ru2lx7mu6v
    @user-ru2lx7mu6v4 күн бұрын

    Yes welcome your diction sir

  • @jagabandhusahu8485
    @jagabandhusahu84856 күн бұрын

    Jay bajrang bala

  • @jalalmahammad4043
    @jalalmahammad40437 күн бұрын

    Great initiative

  • @badalkandi3554
    @badalkandi35549 күн бұрын

    God job

  • @chanduramhembram2025
    @chanduramhembram2025Күн бұрын

    ବ୍ୟାନ ହେଉ

  • @sudamkumar539
    @sudamkumar5399 күн бұрын

    Great job ❤

  • @kedarnathasamuel
    @kedarnathasamuel3 күн бұрын

    Yes sir good

  • @biswanathmajhimajhi2130
    @biswanathmajhimajhi21302 күн бұрын

    I m salute to you bajrang dal i support to u all bajrang dala jay sir Hanuman 🙏🪔🙏🪔👍👍👍

  • @ljmahapatra9881
    @ljmahapatra9881Күн бұрын

    ଏ କଂଗ୍ରେସ ମୁସଲମାନ ରାଷ୍ଟ୍ର ଗଢିବା ପାଇଁ ଚେଷ୍ଟା ଚଳେଇଛି ଏ କଂଗ୍ରେସ ଗୋଚାଲାଣ କୁ ବେନ କରୁନି କାହିଁକି କାରଣ ତା ଜାତି ଭାଇ ଗୋ ମାଂସ ଖାଉଛନ୍ତି କଂଗ୍ରେସ ଜାଣିଛି ବଜରଙ୍ଗ ଦଳ ହିନ୍ଦୁ ମାନଙ୍କ ତାକତ ହିନ୍ଦୁ ସମାଜ ରାହୁଲଖାନ ର ଶତ୍ରୁ ହିନ୍ଦୁ ଉପରେ ରେ ତାର ରାଜନୀତି ନଚଳିଲେ ଭଲ

  • @Naturalviewsagain
    @Naturalviewsagain9 күн бұрын

    Right decision..Mohan Sir

  • @jayakrushnatandi3163
    @jayakrushnatandi31639 күн бұрын

    Bahut vala heba sir

  • @vlogsvideosucl
    @vlogsvideosucl14 күн бұрын

    Tik

  • @mdtalhakhan786
    @mdtalhakhan7868 күн бұрын

    Right right

  • @LipuBaliarsingh
    @LipuBaliarsingh9 күн бұрын

    Very Good Decision 👍👍👍👍

  • @Tapasranjanmohanty-gq8ds
    @Tapasranjanmohanty-gq8ds10 күн бұрын

    Hatao jaldi

  • @ayiraazhar143
    @ayiraazhar1438 күн бұрын

    👍👍👍👍👍👍👍

  • @RasmiranjanJena-nc5pp
    @RasmiranjanJena-nc5pp8 күн бұрын

    Great decision ।

  • @MajhiBhai-hc5sr
    @MajhiBhai-hc5sr2 күн бұрын

    🤚🤚🤚💪💪💪👍👍

  • @user-rc1bx5ey8t
    @user-rc1bx5ey8t9 күн бұрын

    Good Step 👌

  • @sibakdigal659
    @sibakdigal6597 күн бұрын

    Right 👍

  • @dharmendrabag4485
    @dharmendrabag4485Күн бұрын

    Good job...👍

  • @JarjinaNayak-g5b
    @JarjinaNayak-g5b9 күн бұрын

    Right decision

  • @amarjitmandal5706
    @amarjitmandal57069 күн бұрын

    ମାଦର୍ଚୁଡ ମିଛୁଆ ଚେନାଲ

  • @purnapanaka
    @purnapanaka2 күн бұрын

    ବହୁତ ଖୁସିର ଖବର ପ୍ରଥମ ଥର ଶୁଣିବାକୁ ମିଳୁଛି

  • @PabitraSingh-h7i
    @PabitraSingh-h7i9 күн бұрын

    ମରଣ କାଳେ ବିପୋରିତ ଵୁଦ୍ଧି।😢😢😢😢😢😢 Jay Shree ram 🙏🙏🙏

  • @sumantasahoo6367
    @sumantasahoo63679 күн бұрын

    Right

  • @harishkandian2409
    @harishkandian24096 күн бұрын

    Good 🙏🙏

  • @bhabanishankarpati466
    @bhabanishankarpati4665 күн бұрын

    What a surprise joke by News reporter for fack Editing about ours C M ..Bjp win on Odisha so opposite party people intensenly advertising all that false News .Joy Shree Ram 🙏🙏🙏

  • @dushmanthjani3574
    @dushmanthjani35748 күн бұрын

    Jay shree ram 🙏🙏🙏

  • @ustadrickypontingofficial4837
    @ustadrickypontingofficial48373 күн бұрын

    Very good idea

  • @lovesolution6400
    @lovesolution6400Күн бұрын

    JAI SHREE RAM

  • @NabaghanaBehera-m8z
    @NabaghanaBehera-m8z2 күн бұрын

    Good decision ❤❤❤❤❤❤❤

  • @SRIRAMMARNDI-jt9ii
    @SRIRAMMARNDI-jt9ii4 күн бұрын

    Very good news

  • @DasharatMunda
    @DasharatMunda8 күн бұрын

    Tanky you Rahul bae ❤❤❤❤❤❤❤❤❤

  • @ayushmans143official8
    @ayushmans143official89 сағат бұрын

    Good 👍 👍

  • @biswanathmajhimajhi2130
    @biswanathmajhimajhi21302 күн бұрын

    Jay Hanuman 🙏🪔🙏🪔

  • @sksahanawaj60
    @sksahanawaj60Күн бұрын

    Good job 👍

  • @BisnuMallik-wk4vo
    @BisnuMallik-wk4voКүн бұрын

    ଭଲ ହବ ଏ ବଜଗଂ ଦଳ ବନ୍ଧ ହ ଉ

  • @SK-yz8ij
    @SK-yz8ij2 күн бұрын

    Very good job

  • @johnentertainment143
    @johnentertainment1439 күн бұрын

    Good decision

  • @susanta3097
    @susanta309710 күн бұрын

    👍👍👍👍👍......

  • @ajayadigal8806
    @ajayadigal88067 күн бұрын

    ବହୁତ ଭଲ ହେବ

  • @JahnH
    @JahnH6 күн бұрын

    Good news

  • @krishkirk
    @krishkirk9 күн бұрын

    ଉଚିତ କାର୍ଯ୍ୟନୀତି...Hats off CM Majhi sir...🫡🫡🫡

Келесі