ଶେଷରେ ହାର ମାନିଲେ ସୁମିତ- କହୁଥିଲେ ପଇସା ନାହିଁ, ଆଉ ସନ୍ଧ୍ୟାରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେଲେ ସୁମିତ

Follow Us On
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - home?lang=en
INSTAGRAM - / odishabhaskar
#OdishaBhaskar #OdishaNews #BreakingNews #OdishaLatestNews

Пікірлер: 385

  • @travelsphere8448
    @travelsphere84482 жыл бұрын

    ତୁ ଛୁଟିରେ ଥା କି ମେଡ଼ିସିନ ଖାଉଥା ତୁ ନିଜେ ଖାଉଛୁ ନା ଉପାସ ରହୁଛୁ ? ଯଦି ପଇସା ଦେଇ ପାରୁନୁ ତୋ ସ୍ତ୍ରୀ ଚଳିବାକୁ, ତାହାଲେ ତା ପାଖକୁ ଯାଇ ତା ସହିତ ରହୁନୁ । ତୁ ଯାହା ଖାଉଛୁ ସେଥିରୁ ତାକୁ ବି ଅଧା ଦେବୁ । ତାକୁ ସ୍ତ୍ରୀ ବୋଲି ଗ୍ରହଣ କରିବୁନି, ଛାଡପତ୍ର ଦେବୁ ଆଉ ବାହା ହେଲା ପୂର୍ବରୁ ଏକଥା ଭାବିଲୁନି । ବାହା ହେଇଗଲୁ, ତା ଦେହକୁ ଉପଭୋଗ କରିଦେଲୁ, ଏବେ ଛାଡପତ୍ର । ଧନ୍ୟରେ ତୋ ବୁନିଆଦି.. ତୋ ବଂଶ ପରମ୍ପରା । ଲଜ୍ଜା ଲାଗୁନି ତତେ, ତୋ ପରିବାର ଦାଣ୍ଡରେ ପଡି ହାଟ ରେ ଗଡୁଛି । ଅଲାଜୁକ, ନନସେନ୍ସ, ଯେ ପର୍ଯ୍ୟନ୍ତ ଛାଡପତ୍ର କୋର୍ଟ ରେ ହେଇନି, ସେ ପର୍ଯ୍ୟନ୍ତ ତାକଥା ବୁଝିବାକୁ ତୁ ବାଧ୍ୟ । ପୋକ ହବୁ ତୁ ମଲା ବେଳକୁ । ତୋର ଏମିତି କିଛି ଭୁଲ ନାହିଁ ଯେ, ତାପସ୍ୱିନୀ ଅଯଥାରେ କେଶ କରିଦେଲା.. ଦାଣ୍ଡରେ ବସିଲା.. ଅମକ କଲା.. ସମକ କଲା.. ତୋ ବାପା ଟା ଗୋଟେ ବାଜେ ଲୋକ । ତା ଯୋଗୁ ଏସବୁ ହେଇଛି । ତମ ବାପ ପୁଅଙ୍କ ଫୋନ କଲ ସବୁ ସତ କହୁଛି । ଧିକ ତୋ ବାପାକୁ ।

  • @mantubhai8996

    @mantubhai8996

    2 жыл бұрын

    Bhai vul from boath end

  • @siridadasahubhai2474

    @siridadasahubhai2474

    2 жыл бұрын

    Hagi day...... 😇😇😇😇😇😇😇hahahhhhhaaaaha

  • @dingdong5485

    @dingdong5485

    2 жыл бұрын

    Tu jaiki Baha he ta wife ku... A age re samastanka ra Banda uthe tar b uthila seithi pain se kala se(she) jadi ate satigehi se kahinki () dekhau thila....

  • @rojapattnayak7249

    @rojapattnayak7249

    2 жыл бұрын

    ଯାହା ଲେଖିଛନ୍ତି ନିରାଟ ସତ୍ଯ କଥା। ଏମିତି ସତ ଲେଖିବା ପୁଣ୍ଯ କାମ। ଅଶେଷ ଧନ୍ଯବାଦ।

  • @odishathrowdownspecialist8562
    @odishathrowdownspecialist85622 жыл бұрын

    ସୁମିତ ଆଉ ସୋନାଲି ନନ୍ଦ କୁ ବାହାଘର କରିଦିଅ ଓଡିଶା ରେ ଯେତେ news ଅଛି ମିଶିକି କରିଦିଅ 🙏🙏

  • @googleboytripalone4717

    @googleboytripalone4717

    2 жыл бұрын

    👍🏻👍🏻👍🏻👍🏻

  • @jitendradas5990
    @jitendradas59902 жыл бұрын

    ସବୁବେଳେ ସତ୍ ଆଗରେ ମିଛ ହାର୍ ମାନିଛି, ଆଉ ସୁମିତ୍ ତ ସାମାନ୍ୟ, ସତ୍ୟ କେବେବି ଲୁଚି ରହେନାହିଁ,

  • @Shortbhajan4324
    @Shortbhajan43242 жыл бұрын

    ସବୁ ବାହାନା ମାରୁଛି.

  • @dingdong5485

    @dingdong5485

    2 жыл бұрын

    Sala ta sathire hele janibu

  • @skailash7174
    @skailash71742 жыл бұрын

    ଏବେବି ସମୟ ଅଛି ବାଟକୁ ଚାଲିଆ ବାବା। ଖୁସିର ଜୀବନ ବିତାଆ।ଅଯଥାରେ ସେ ମାଗିଆ ଓକିଲ କୁ ପୋଷ ନା ।ସେ ଶଳା କାଳିଆ ଭୁଆଁ ବୁଦ୍ଧିରେ ଜମା ଯା ଅ ନାହିଁ

  • @maheshmohanty6205

    @maheshmohanty6205

    2 жыл бұрын

    😂😂😆😆😆😆

  • @swarupmohanty3655

    @swarupmohanty3655

    2 жыл бұрын

    ଭାଇ ସତ କଥା ସେ କାଳିଆ ଭୁଆଁ ଓକିଲ ତପସ୍ୱିନୀ ଉପରେ ଆଖି ପକାଉଛି.. ସୁମିତ ଛାଡିଲେ ସିଏ ଖାଇବ ଶଳା କାଳିଆ ଭୁଆଁ ଓକିଲ

  • @bighneswarpradhan2972

    @bighneswarpradhan2972

    2 жыл бұрын

    😃😃😆😆😆😂😂😀😀😀

  • @nirakarsahoo1460

    @nirakarsahoo1460

    2 жыл бұрын

    Ha..ha....ha

  • @samalsingh522
    @samalsingh5222 жыл бұрын

    ଡକ୍ଟର ସୁମିତ ପାଖରେ ଟଙ୍କା ର ଅଭାବ ନାହିଁ,କେବଳ ମିଛ ବାହାନା ବ୍ୟତୀତ ଆଉ କିଛି ନୁହେଁ, ବାପା ପୁଅ ଦୁହେଁ ପର ବୁଦ୍ଧିଆ,ସମୟ ଆସିବ ସେ ଦୁହେଁ ନା ହସି ପାରିବେ ନା କାନ୍ଦି ପାରିବେ,ଜାଣି ଶୁଣି ନିଜ ଗୋଡରେ ନିଜେ କୁରାଢି ମାରୁଛନି

  • @SujitKumar-os4pf
    @SujitKumar-os4pf2 жыл бұрын

    ଜଣେ ଶିକ୍ଷିତ ଯୁବକ ହେଇକି କଣ ପାଈଁ ପଥ ଭ୍ରଷ୍ଟ ହେଉଚ ଏହିଭଳି ଯଦି ନିଜ ଭଉଣୀ ଙ୍କ ସହିତ ହେଇଥାନ୍ତା କଣ କରିଥାନ୍ତେ

  • @interestingodisha4045
    @interestingodisha40452 жыл бұрын

    ଯେମିତି କର୍ମ ସେମିତି ଫଳ ପାଇଁ ରେଡି ହେଇକି ରହରେ ଛତରା।

  • @siridadasahubhai2474

    @siridadasahubhai2474

    2 жыл бұрын

    Hahahaha Hagi day.... 😇😇😇

  • @ratanadeepaswain8873

    @ratanadeepaswain8873

    2 жыл бұрын

    😀😀😀

  • @dingdong5485

    @dingdong5485

    2 жыл бұрын

    Tume kede bhadra kire

  • @brainlicker5647
    @brainlicker56472 жыл бұрын

    ମୋ ଧନ ରେ, ତୁ ତ ମୁର୍ଖ ବାପ କଥାରେ ପଡି କାହଁିକି କଷ୍ଟ ପାଉଚୁ କହିଲୁ ।ଏବେବି ସମୟ ଅଛି ସୁଧୁରି ଯା ।ନଚେତ ସେ ବାୟାଣି ଟୋକିଟା ତତେ ଆଦୌ ଛାଡିବନିରେ ।

  • @RahulDas-rm5ru

    @RahulDas-rm5ru

    2 жыл бұрын

    Bayani toki ha ha

  • @aratibehera2611

    @aratibehera2611

    2 жыл бұрын

    Right yaar 🤣

  • @tnanda1432
    @tnanda14322 жыл бұрын

    ସୁମିତ୍ ବ୍ରହ୍ମପୁର ଛାଡି ଦାଢି ରଖି ହିମାଳୟ ଅଭିମୁଖେ ଯାତ୍ରା କର।ଆଉ ଟଙ୍କା ଦେବାକୁ ପଡିବନାହି,ଆପଣାଛାଏ ଡିଭର୍ସ ହେଇଯିବ ।

  • @satyabhau69
    @satyabhau692 жыл бұрын

    ହଁ ଓୟୋ ରେ କିଛି ବ୍ୟବସାୟ ଆରମ୍ଭ କରି ପଇସା ରୋଜଗାର କରିଥିବ 💦

  • @ranjankumarmohanta2003
    @ranjankumarmohanta20032 жыл бұрын

    ଓୟୋ ରୁମ୍ ରେ ରଖିଥିଲେ ବେଳେ ପଇସା ହେଉଥିଲା ଏବେ ପଇସା ହେଉ ନାଇଁ କି ...

  • @padmanabhadash1920
    @padmanabhadash19202 жыл бұрын

    ସୁମିତ ବାବୁ ମୁଁ ଆପଣ ଙ୍କୁ ନେହୁରା ହୋଇ କହୁଛି ତୁ ଠିକ୍ ରାସ୍ତା କୁ ପଳେଇ ଆବାବା ତୁ ସେ ଓକିଲ କଥା ରେ ପରିଚାଳିତ ହୋଇ ନଷ୍ଟ ହୋଇ ଯିବୁ । ଦେଖ ସେ ଓକିଲ ନୁହଁ ବାବା ବିବାଦ ର ମୂଳସୁତ୍ର । ତାର କଣ ଯିବ ବାବା ଜାହା କ୍ଷତି ହେବ ତୋର । ତୋର ବାପା ମା

  • @kalujena217
    @kalujena2172 жыл бұрын

    ସୁଖିଯାଇଛ ଭାଇ 😭

  • @rajuoram2244

    @rajuoram2244

    2 жыл бұрын

    Sola Debo nahi to jibo koude

  • @brundabanchoudhury8944
    @brundabanchoudhury89442 жыл бұрын

    ସୁମିତ୍ ଭାଇ ତୁମେ ପକ୍କା ଠକ

  • @basantisenapati2875
    @basantisenapati28752 жыл бұрын

    ବୋପା ପୁଅ ଙ୍କୁ କୁମ୍ଭାର ରୂପୀ 3 ଓକିଲ. ନେଇ ମ୍ ଝି ନ ଇ ପାଖାପାଖି ରେ ଆଉ ଅଳପ ବାଟ ମ ଝି ନ ଇ ଭଉଁରୀ ରେ ବୁଡାଇ ଦେବେ ଯେ ବୋପା ପୁଅ ତା ମ ଝି ରେ ବୁଲୁ ବୁଲୁ ସବୁ ଶେଷ, ସମାପ୍ତ,,,,,,,,

  • @debananda978

    @debananda978

    2 жыл бұрын

    Taha hele jhia ku tama ghara chadibe

  • @basantisenapati2875

    @basantisenapati2875

    2 жыл бұрын

    ଏମିତି ସମସ୍ତେ ଥାଇ କରି ନଥିଲା ପରି, ସେମିତି କେହି ନଥିବେ, ପୁଣି କର୍ମ କୁ ଆଦରି ରହି ବାକୁ ପଡି ବ ନା, ଆ ତା ଘରେ ରହିବ କାହିଁକି, ତା ଙ୍କର କଣ ଘର ନାହିଁକି,

  • @kalingaentertainment9294
    @kalingaentertainment92942 жыл бұрын

    Kete lokahasa hele sudhuriba Sumit.Epari nirlaja Odisha re bodhe na thibe

  • @siridadasahubhai2474

    @siridadasahubhai2474

    2 жыл бұрын

    Sahi pakkde........ Wrong director Tara Boopa....... Au Okila kalllu 😇😇😇😇

  • @thabirasuna4171

    @thabirasuna4171

    2 жыл бұрын

    ଓକିଳ ତତେ ମାରିବ ା

  • @prasantapanda1703
    @prasantapanda17032 жыл бұрын

    ଓକିଲ ମାନେ ପଇସା କଥା ଛାଡି କେମିତି ସେମାନେ ମିଶିକି ଭଲରେ ରହିବେ ଚିନ୍ତା କଲେ ଭଲ ହୁଅନ୍ତା

  • @bidyadharmallik8990
    @bidyadharmallik89902 жыл бұрын

    Sumit was a bad boy but now became good boy.Thanks Sumit. May God give you right path.

  • @siridadasahubhai2474

    @siridadasahubhai2474

    2 жыл бұрын

    Sumit Tara Beshya premika manka muhare Hagi day........ Palana karuchi 😇

  • @Indian-gh2tc

    @Indian-gh2tc

    2 жыл бұрын

    He is making us fool...He is a bloody criminal..He has criminal mind..

  • @kswati-ow9rd
    @kswati-ow9rd2 жыл бұрын

    Dekhila sumit ra choro budhi

  • @Bharatchannel99
    @Bharatchannel992 жыл бұрын

    ଗୋଟିଏ ଡାକ୍ତର ପାଖରେ ପଇସା ନାଇଁ... ନିଜର ସମସ୍ୟା ରେ ପଇସା ମିଳିବ ଆଉ ଅନ୍ୟ ର ସମସ୍ୟା ରେ ପଇସା ନାଇଁ.... ଗୋଟିଏ ପୁଅ ବି ଖେଳଣା ନୁହେଁ କି ଗୋଟିଏ ଝିଅ ବି ଖେଳଣା ନୁହେଁ....

  • @smartairtel
    @smartairtel2 жыл бұрын

    ଛାଡ଼ପତ୍ର ର ରାସ୍ତା ସଫା ଦେଖାହଉଛି....... ସେମାନଙ୍କ ମିଳନ ଆଉ ସମ୍ଭବ ଲାଗୁନି.....

  • @MrSwarajdas
    @MrSwarajdas2 жыл бұрын

    High court ର ଆଦେଶ ମାନିବା କୁ ବାଧ୍ୟ ଯଦି ଟଙ୍କା ନ ଦେବେ ତେବେ ବାପ ପୁଅ ଦୁଇ ଜଣ ଙ୍କୁ ତୁରନ୍ତ କାରାଦଣ୍ଡ ମିଳୁ

  • @ranjitapattnaik4749
    @ranjitapattnaik47492 жыл бұрын

    Advoket kete tanka khai ନିରୀହ ଝିଅକୁ ହଇରାଣ କରୁଛନ୍ତି

  • @trilochankumar2394
    @trilochankumar23942 жыл бұрын

    ତୁ ଶଳା ସୋଉକୁକରିବୁ ତୋରଭୋଉଣିଅଛନ୍ତିନା ତୋରଭ ଣିସହିତଯଦିଏହିଭଳିଆହୋଇଥାନ୍ତାତୁକଣକରିଥାନ୍ତୁ

  • @rojapattnayak7249

    @rojapattnayak7249

    2 жыл бұрын

    ବହୁତ ସୁନ୍ଦର ପ୍ରଶ୍ନ।

  • @shubhasreeviogs353
    @shubhasreeviogs3532 жыл бұрын

    ଏଟା ପୁରା ବାହାନା । ଅଜିନୟ ଚାଲିଲା ଗୋଟେ ।ପଇସା ନାହିଁ ଯଦି ଖାଇବା ସବୁ ଖର୍ଚ କେମିତି ଚାଲିଚି ବାହାନା ବହୁତ୍ କରୁଚନ୍ତି ।ପଇସା ନ ଦେବାର ଗୋଟେ ବାହାନା

  • @mantubhai8996
    @mantubhai89962 жыл бұрын

    Gote dina bi late hele kn heijiba subidha asubidha achhi

  • @SujitKumar-os4pf
    @SujitKumar-os4pf2 жыл бұрын

    ଗୋଟେ ଝିଅ ସହିତ ବାହାରେ ସମ୍ପର୍କ ରେ ରହିବା ପରେ ନିଜ ଘରକୁ ନେଇକି ଆସିବା ଆଉ ତାଙ୍କ ସହିତ ଏକାଠି ରହିବା ଆଉ ତାପରେ ଛାଡ଼ପତ୍ର ତ ଆଗରୁ କଣ ପାଇଁ ଏକାଠି ରହୁଥିଲ ।

  • @amarendra29
    @amarendra292 жыл бұрын

    SUMIT IS A GREAT TAUTOR

  • @abhishekrout6618

    @abhishekrout6618

    2 жыл бұрын

    Areee Banda sei kahithila jogad kariki deba ta bapa b deiparithai.. Tu helu Banda nija wife ku delu 17k gandi phatijiba... Tapaswini kn uneducated na tara autak nai income kariba pai.

  • @dingdong5485

    @dingdong5485

    2 жыл бұрын

    Tu sala bhala lokata

  • @sunilkumarpatnaik6953

    @sunilkumarpatnaik6953

    2 жыл бұрын

    Bopa raa tautar & nungura Blood nei janma hoichi Pua.

  • @dingdong5485

    @dingdong5485

    2 жыл бұрын

    Bayasa jetebele thaye duniara sabu bopa raa ..heithanti

  • @maheshmohanty6205

    @maheshmohanty6205

    2 жыл бұрын

    Pura right...👍👍

  • @sushreenayak1652
    @sushreenayak16522 жыл бұрын

    Wife ku tanka debaku nahin, kalia court balaku dabaku achhi

  • @dayanandapradhan9590
    @dayanandapradhan95902 жыл бұрын

    କାମ ନାହିଁ ତ ପଇସା ନାହିଁ court ବୁଝିବ ନାହିଁ।ଜଣେ ମଜୁରିଆ ଯେତେବେଳେ ମେଣ୍ଟେନାସ ନଦେଲେ ତା ନାଁରେ ଓରେଣ୍ଟ court ଇସୁ କରେ ଢମ ନାଁରେ କାହିଁକି ଓରେଣ୍ଟ ହୋଵନି ସୁଧୁରି ଯାଅ ସମସ୍ତ ଙ୍କ ପାଇଁ ସମାନ ଆଇନ

  • @binodsatapathy2606
    @binodsatapathy26062 жыл бұрын

    Sumit ଆଉ ଭୂଲ୍ କରନି ।

  • @promadamishra1397
    @promadamishra13972 жыл бұрын

    ୧୭୦୦୦ ଟଙ୍କା ସନ୍ଧ୍ୟା ୬ ଟାରେ ନ ଦେଇ ୮ ଟାରେ ଦେବାରୁ ତପସ୍ଵିନୀ ୨ଘଣ୍ଟା ଉପାସ ରହିଲା ବୋଧ ହୁଏ। ଏ ନିର୍ଲଜ୍ଜ ଓକିଲ ପଇସା ପାଇବ ବୋଲି କେତେ କଥା କହୁଛନ୍ତି

  • @kswati-ow9rd

    @kswati-ow9rd

    2 жыл бұрын

    Na na ta choro ta dhara padila seta news hauchi bujhuna aau patha padhina ki kahin badhuchi je

  • @saluratha9717

    @saluratha9717

    2 жыл бұрын

    Haire magia tate kahin ete re tu se pramod sahu kiiii

  • @promadamishra1397

    @promadamishra1397

    2 жыл бұрын

    @@saluratha9717 ଆପଣଙ୍କ ସାଙ୍ଗିଆ ସତ ନା fake କାରଣ ସେ ସାଙ୍ଗିଆ ରେ ଲୋକ ଅଭଦ୍ର ଭାଷା ବ୍ୟବହାର କରନ୍ତି ନାହିଁ ବୋଲି ମୋର ଧାରଣା।ତେବେ ସେ ଯାହାହେଉ ନିଜର ସଂସ୍କାର ଭାଷାରୁ ଜାଣି ହେଉଛି ସେଥିପାଇଁ ଧନ୍ୟବାଦ୍। ମୁଁ ପ୍ରମୋଦ ମିଶ୍ର ,ପ୍ରମୋଦ ସାହୁ ନୁହେଁ

  • @balarampalai9088

    @balarampalai9088

    2 жыл бұрын

    @@promadamishra1397 To bhai ni hoithile tate kindi lagithanta je.

  • @mrssuchismitadas5310

    @mrssuchismitadas5310

    2 жыл бұрын

    @@promadamishra1397 se loka ta slangs king pura pagala bhali slangs lekhe public platform re kemiti lekhibaku hue janini pura baje loka taa taku Sonali Nanda au Bidya Bharati bhali jhia paribe

  • @Deppuctc
    @Deppuctc2 жыл бұрын

    Very good reporting... Perfect logic

  • @akshayasahu4601
    @akshayasahu46012 жыл бұрын

    Sumit you are bound to pay the "BEDHEI BHATTA" in right time...

  • @SKYDREAMDP
    @SKYDREAMDP2 жыл бұрын

    ଏଇଟା ମାଡୁଆ ଙ୍କ ବଡ଼ ଭାଇ, ନାହିଁ ନାହିଁ କହୁଛି ପୁଣି ଦଉଚି

  • @pramodsahoopramodsahoo4085
    @pramodsahoopramodsahoo40852 жыл бұрын

    ଗାଡି ବନ୍ଧା ପକା ପଇସା ଦେ,,,ତାପସ୍ୱନି ଭଉଣୀ କୁ ପଇସା ଦେ।।not jell

  • @girishpadhy1
    @girishpadhy12 жыл бұрын

    Tapaswini advocate nka disappointment: “Aha, Sumit ta ethara thik time re paisa deidela. Nadeithile, au gote nua case huanta au extra fee milanta. Sakale paisa nahi kahibaru nua case paper ready karithili, sandhya re paisa deidela re Sumit.” Odisha Bhaskara News Channel bi marmahata: “Arey, Sumit kemiti court order ku comply karidaba? Sumit emiti kale Bhaskar pain au kichhi spice nahi.”

  • @siridadasahubhai2474
    @siridadasahubhai24742 жыл бұрын

    Tapaswini ra Sautunnni manankara muhare Hagi day......😇😇😇😇😇

  • @rashmiranjan7660
    @rashmiranjan76602 жыл бұрын

    Money compromise kariparibani Tapaswani tame sumit sahita game karicha . Sasurnku gharaku daki khyama maga, tike namra acharana rakha Dekhiba sabu thick heinjiba.

  • @subratadash2524

    @subratadash2524

    2 жыл бұрын

    Sumit ra x ki

  • @pushpabohidar9090
    @pushpabohidar90902 жыл бұрын

    Thanks Sumit , What ' s the right& wise further dicission!!!!!!!.

  • @rameshgiri3161
    @rameshgiri31612 жыл бұрын

    My question is to Odisha Bhaskar. Actually what do you want? Your TRP Or reunion of the couple?

  • @santoshkumarmishra3439
    @santoshkumarmishra34392 жыл бұрын

    Sumit is good person

  • @subratadash2524

    @subratadash2524

    2 жыл бұрын

    Like you

  • @arpitamohanty3216
    @arpitamohanty32162 жыл бұрын

    Sumit kahithila mu arrange hele Debi, so Dela.Bhaskar channel sabubele one sidely news dekhauchi.

  • @sisutakara6298

    @sisutakara6298

    2 жыл бұрын

    Right

  • @nityanandabehera9391
    @nityanandabehera93912 жыл бұрын

    SUMITI BABU DHARMA SAHIBANI TAMAKU, DUNIYA RE NARIKI KASTA DEI KEHI BI SANTIRE RAHI PARI NAHANTI .ABE BI SAMAYA ACHHI SUDHURI JAA, NA HELE JIBANA SARA ANUTAPA KARUTHIBA ,

  • @sayal1264
    @sayal12642 жыл бұрын

    Ie ki ସମ୍ପର୍କ jouthi ପ୍ରେମ hin nahi..Tapaswini ra kn emty majburi achi j se Sumit upare ete dependent..Nonsense

  • @thakurtrinathpany5657
    @thakurtrinathpany56572 жыл бұрын

    Begging in public is a far better profession than taking maintainance and alimony.

  • @jagannathdash1015
    @jagannathdash10152 жыл бұрын

    ସତ୍ୟର ଜୟ ହେଉ

  • @bhismadevbehera8204
    @bhismadevbehera82042 жыл бұрын

    Good news

  • @bloggernirad8261
    @bloggernirad82612 жыл бұрын

    Okila is getting more benifit from Sumit family.

  • @kartikanayaka3040
    @kartikanayaka30402 жыл бұрын

    Sumiti bahut chalakh dharm sahibani tote sumiti

  • @Ahbpinku
    @Ahbpinku2 жыл бұрын

    ଭଲ ଆଉ...ଘରେ ବସିକି ରୋଜୋଗାର..

  • @subratadash2524

    @subratadash2524

    2 жыл бұрын

    Nabaki

  • @Ahbpinku

    @Ahbpinku

    2 жыл бұрын

    @@subratadash2524 kan

  • @jayantabehera7387
    @jayantabehera73872 жыл бұрын

    Sumit bhai milimlsi jaantu jibanku kasta nadei sukhar sansar gadantu

  • @saudaminibehera4319

    @saudaminibehera4319

    2 жыл бұрын

    Sumit babu misi jaynti kehi pithire padibeni🙏🙏

  • @durgacharanpradhan5309
    @durgacharanpradhan53092 жыл бұрын

    Thank you Bhaskar TV

  • @prakashkumarmallikprakasha9615
    @prakashkumarmallikprakasha96152 жыл бұрын

    Jay Jagannath 🙏🙏

  • @madhabipatra3042
    @madhabipatra30422 жыл бұрын

    Congratulations tapaswini God bless you

  • @debananda978

    @debananda978

    2 жыл бұрын

    Wait kara faynali Jujment

  • @shubhashreejenajena9291
    @shubhashreejenajena92912 жыл бұрын

    Sumit is a great tautor

  • @hemamalinipradhan1482
    @hemamalinipradhan14822 жыл бұрын

    Very good sumit

  • @subratadash2524

    @subratadash2524

    2 жыл бұрын

    TAAKU BAHAHOIPADA

  • @tapashwinisahoo8733
    @tapashwinisahoo87332 жыл бұрын

    YES

  • @amarendra29
    @amarendra292 жыл бұрын

    WHY SUMIT NOT STAYING WITH HIS WIFE BECAUSE HE IS A TAUTOR

  • @subhashisoracle3944

    @subhashisoracle3944

    2 жыл бұрын

    Maan ra milan nahi✌ kemiti hab

  • @mamatasenapati4894
    @mamatasenapati48942 жыл бұрын

    Good 👍

  • @saratchandrabaitharu104
    @saratchandrabaitharu1042 жыл бұрын

    Tapaswini ku kebe bi grahana karibani sumit 😀

  • @munumohanty6643
    @munumohanty66432 жыл бұрын

    Badhia heichi

  • @rajalaxmibehera6237
    @rajalaxmibehera62372 жыл бұрын

    ଦରମା ର ଅଧା ଦେବୁ ରେଡି ରହ

  • @dingdong5485

    @dingdong5485

    2 жыл бұрын

    Kahin ta ghara katha

  • @tanmayaroutray8763
    @tanmayaroutray87632 жыл бұрын

    Salute tapaswini Di 👍👍

  • @debasishmohanty6649
    @debasishmohanty66492 жыл бұрын

    Sumit advocate like so Handsome

  • @bipinbipinliku6342
    @bipinbipinliku63422 жыл бұрын

    💯 Right Sir 👍

  • @sanjayraut9835
    @sanjayraut98352 жыл бұрын

    Right

  • @prabhatiprabhati8577
    @prabhatiprabhati85772 жыл бұрын

    Good

  • @suryakantimishra5640
    @suryakantimishra56402 жыл бұрын

    Sonali tapaswani besya mahale re basai dia

  • @suratluha2575
    @suratluha25752 жыл бұрын

    Summit is good man but he is doll of his villain father and Sakuni advocate

  • @susantpanda5
    @susantpanda52 жыл бұрын

    If no source of income are you living without money ? Better for you to pay maintenance in regular basis. It's court order.

  • @spanda9298
    @spanda92982 жыл бұрын

    Best lawyer

  • @banadurgacomputer7894
    @banadurgacomputer78942 жыл бұрын

    Bhaskar news apanaka video tike problem rahuchhi kan problems display middle re odia bhaskar writing rahuchhi jouta dekhila bele face upare rahuchhi gote side ku rakhantu

  • @surekha3588
    @surekha35882 жыл бұрын

    Sumit michua thaka au choro boli sabunku jana eta nua kotha nahi

  • @sanjaysahoo-db9pt
    @sanjaysahoo-db9pt2 жыл бұрын

    Ate chalakha kholuthila sei ta tautor okila ,jadi debar thila 6ta purbru deithantu,paisa nathila kahi bahana karithulu,kan puni supreme court jibaku bhabuthilu ki chora

  • @MrSwarajdas
    @MrSwarajdas2 жыл бұрын

    ସୁମିତ ଆଉ ତାର ବାପା ପ୍ରମୋଦ ସାହୁ ଦୁଇ ଜଣ ପରମ ଗାଲୁଆ

  • @bijayakumarsahoo2210
    @bijayakumarsahoo22102 жыл бұрын

    ଗାଲୁଆ ସୁମିତ

  • @sunilkumarpatnaik6953
    @sunilkumarpatnaik69532 жыл бұрын

    There are lots of family Dispute cases. But...in this case....people /public are seeing/will see..."How a family slowly slowly destroying own happiness....for EGO / RIGID character. ...."....ALSO..."How a father interfer in Son's lovely family & How a father's WRONG Advise.....slowly slowly destroying full family. .." .....A CONFLICT BETWEEN OLD GENERATION & YOUNG GENERATION. .. still Time is there before end peace ...happiness of a family. ....ONLY WAY ..."WIFE & HUSBAND FACE TO FACE TALK... &...... "Take Dimple to your work place & let both of you do own daily work like Civilised person...."

  • @subratadash2524

    @subratadash2524

    2 жыл бұрын

    U r good

  • @sunilkumarpatnaik6953

    @sunilkumarpatnaik6953

    2 жыл бұрын

    @@subratadash2524 Thanq

  • @pratapnayak1683
    @pratapnayak16832 жыл бұрын

    As long as their case in court and accusations to one another, no counseling will work, and they can never live together.

  • @satyapadhi8083
    @satyapadhi80832 жыл бұрын

    No law for man all law for woman.why a woman will not give maintenance to her husband .why only a man will give maintenance to his wife.gender bias law.

  • @subratadash2524

    @subratadash2524

    2 жыл бұрын

    Women chhuaa janam karuchhanti tume karipariba

  • @satyapadhi8083

    @satyapadhi8083

    2 жыл бұрын

    @@subratadash2524 woman karipariba ki bina man re chua janma.chua janma ta dura katha.chua ta petare heba na 1st bina man re.

  • @ruchika5143
    @ruchika51432 жыл бұрын

    Jaumane athi ate faltu cmnt karuchha semane kana janichha tapaswini au ta bola maa sahi sahi buli buliki sumit ghara na re michha kahiba pain tanka deuthile mo pakha re proof b achhi au a tapsswini dr chaligala pare jauthi vada rahuthila se gharaku gote pua asuthila au dr asiba agaru chalijauthila seta b proof achhi a bhasker tv ku dele se dekheibani sabu kati ki kahuchhi

  • @pushpabohidar9090
    @pushpabohidar90902 жыл бұрын

    👍👍👍👍👍👍👍👍👍👍

  • @carrymitha
    @carrymitha2 жыл бұрын

    ଉଚ୍ଚତମ ନ୍ୟାୟଲଟନୁହ ଉଚ୍ଚ ନ୍ୟାୟାଳୟ

  • @planbmanas7153
    @planbmanas71532 жыл бұрын

    ଗାଲୁଆ ନମ୍ବର ୱାନ୍

  • @rosilindigal1818
    @rosilindigal18182 жыл бұрын

    Ebe to mili gola money ebe pura khusi ghara bhi milila money au kon dorkar next petion pokao court re...

  • @saluratha9717

    @saluratha9717

    2 жыл бұрын

    Hann lo Randa tate besi daya sumit pain jaunu soipadibu

  • @rosilindigal1818

    @rosilindigal1818

    2 жыл бұрын

    @@saluratha9717 firstly jodi bhala ghara ro jhio tu to language thick kor ta pore kotha kohibu kk emiti kon kohili je bp chadila madam Ku motey bad feel hauni ei comment pai I feel bad for u what type ur

  • @maminahak9018

    @maminahak9018

    2 жыл бұрын

    @@saluratha9717 🤣🤣👍

  • @srath1477

    @srath1477

    2 жыл бұрын

    @@saluratha9717 kahiki tu gandi podila

  • @laxmidharasendha7446
    @laxmidharasendha74462 жыл бұрын

    Check DD issue date and time

  • @Erik-zl1hh
    @Erik-zl1hh2 жыл бұрын

    ସେ ଓକିଲ ଟି କଳି ଲଗାଉଛନ୍ତି

  • @creator-cs8cp
    @creator-cs8cp2 жыл бұрын

    Might is right

  • @jharendrabehera7971
    @jharendrabehera79712 жыл бұрын

    Sir thik kahuchhanti

  • @sudhansudas8543
    @sudhansudas85432 жыл бұрын

    Evening branch

  • @akhilchandrabarik6440
    @akhilchandrabarik64402 жыл бұрын

    Dear, Dr. Sumit stop pretention.

  • @SB-fi9up
    @SB-fi9up2 жыл бұрын

    Bhaskar tv nirapekhya nunhe

  • @ajaykumarsahoo7661
    @ajaykumarsahoo76612 жыл бұрын

    କେଉଁଠି ତୋ ପୁଅ ଝିଅ ପାଇଁ ଗା ***ମରୋଉଛି ଆଉ କେଉଁଠି ତୋ ଝିଅ ପୁଅ ପାଇଁ,ଓଡ଼ିଶାରେ କମନ୍ ହେଇଗଲା ଏଇଟା।

  • @Azharshortss
    @Azharshortss2 жыл бұрын

    Advocate ku debaku tanka achi

  • @rakhalsingh875
    @rakhalsingh8752 жыл бұрын

    Tumer news Wala hni thik nahi ... Sola mane tume jou news dakheiba kotha dakheibo nahi kintu kahar ghor bhangile tumku dakha jae..

  • @rohitkisan2820
    @rohitkisan28202 жыл бұрын

    Tanka dela thik achhi....semane kebe khusire rahibe ki....!! . Tapasini tanka nele sumit saha khusire rahiba ki...!! . Labha kn hela tapasini ra .....tanka pain ete natak...

  • @soumyaranjanrout8812
    @soumyaranjanrout88122 жыл бұрын

    Haan ba tapaswini ta govt chakiri karichi taku 17000 darkar... Bala naba na

  • @muralidharbaral381
    @muralidharbaral3812 жыл бұрын

    Pramoda babu, Nari birodh re gale parinam thik emite. Sabu cinema or sabu drama re director ku kehi dekhi nahanti.

  • @srabindranath4943
    @srabindranath49432 жыл бұрын

    ଗା ଲୁଆ

Келесі