Anmol Ankita: ଗାନ୍ଧୀ ଆର୍ ଶାସ୍ତ୍ରୀଙ୍କର୍ ବବାଦେ ଭାଷଣ୍ ଦେଇକରି ଚର୍ଚ୍ଚାନେ କଳାହାଣ୍ଡିର ଟୁକେଲ୍ ଅନ୍ମୋଲ ଅଙ୍କିତା

ଅକ୍ଟୋବର ଦୁଇ ତାରିଖ୍ ଦିନ ମହାତ୍ମା ଗାନ୍ଧୀ ଆର୍ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର୍ ଜନମ୍ ଜୟନ୍ତୀ। ଇଥିର୍ ଲାଗି ଦେଶର୍ କନେ କନେ ଭିନ୍ ଭିନ୍ ପ୍ରକାରର୍ କାର୍ଯ୍ୟକ୍ରମ୍ ହେଇଥିସି। ଭାରତର୍ ମହାନ୍ ସଂସଦନେ ହେଇଥିବାର୍ କାର୍ଯ୍ୟକ୍ରମ୍ ନେ ଗାନ୍ଧୀ ଆର୍ ଶାସ୍ତ୍ରୀଙ୍କର୍ ବାବଦେ ଚମତ୍କାର୍ ଭାଷଣ୍ ଦେଇକରି ଚର୍ଚ୍ଚା ନେ ଅଛନ୍ କଳାହାଣ୍ଡିର୍ ଟୁକେଲ୍ ଅନ୍ମୋଲ ଅଙ୍କିତା। ସେ ସଂସଦ ଭବନ୍ ତକ କେନ୍ତା କରି ପହଁଚିଲେ ଆର୍ ଇ ବାବଦେ କାଣା କହୁଛନ୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ..
For more such updates, please Like, Comment, and Share our videos and Subscribe to our KZread channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZread- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Kalahandi #Odisha #KalahandiNews #OdishaNews #SambalpuriNews #AnmolAnkita
#Odisha #Paharaa

Пікірлер: 18

  • @duryodhansenapati9981
    @duryodhansenapati998115 күн бұрын

    Thanks anmol ankita

  • @ganeswarbehera-fj6yu
    @ganeswarbehera-fj6yu13 күн бұрын

    ଅତି ସୁନ୍ଦର, ଭଗବାନ ତୁମକୁ ଅଶେଷ ଶକ୍ତି ଦିଅନ୍ତୁ। ତୁମ ଭଳି ଆଉରି ଅନେକ ସୃଷ୍ଟି ହୁଅନ୍ତୁ । ଓଡ଼ିଶା ମାନ,ସୁନାମ କୁ ଆଗେଇ ନିଅନ୍ତୁ । ଜୟ ଜଗନ୍ନାଥ।

  • @krushnapatra6312
    @krushnapatra63129 ай бұрын

    ବହୁତ ସୁନ୍ଦର ଭାଷଣ ଦେଇଥିଲି super 🇳🇪🇳🇪🇳🇪🇳🇪👌👌👌👌🌺💐🌺💐🌺💐❤️❤️❤️

  • @user-tb8rv4rj3x
    @user-tb8rv4rj3x9 ай бұрын

    Very excellent and talented girl from kalahandi,Thanks...

  • @chandrasekharsamal9176
    @chandrasekharsamal91769 ай бұрын

    Congratulations my sister ankita, God bless you.

  • @ranjitapatel
    @ranjitapatel9 ай бұрын

    Bahut badhiaa lagla di aapankar speech

  • @RajibBanka-in6lt
    @RajibBanka-in6lt8 ай бұрын

    ବହୁତ୍ ସୁନ୍ଦର୍ ଭାସନ୍ ଆମେ ଗରପ୍ କରୁଛୁ

  • @dambaruchhatria-xr5lk
    @dambaruchhatria-xr5lk8 ай бұрын

    Very nice voice 🙏🙏🙏🙏 jay jagannath 🚩🚩🚩🚩🚩🚩🚩🚩 very nice voice 🙏🙏🙏🙏🙏

  • @barshu261
    @barshu2619 ай бұрын

    Keep going sis 😊❤ lots of love

  • @krushnapatra6312
    @krushnapatra63129 ай бұрын

    Super 🇳🇪🇳🇪🇳🇪🌺💐🌹🌷👌👌👌👌

  • @maniramsabar4263
    @maniramsabar42639 ай бұрын

    Congratulations

  • @mjgamer2.1
    @mjgamer2.19 ай бұрын

    Best

  • @ranjitapatel
    @ranjitapatel9 ай бұрын

    Aapan pahanchibe dine aapankar dream re

  • @rohankumarmahatofficial8658
    @rohankumarmahatofficial86589 ай бұрын

    👍👍👍

  • @SubalaBhoi-ow4iq
    @SubalaBhoi-ow4iq8 ай бұрын

    Sambalpuri kaha re maa

  • @krupasindhukrupasindhududuka
    @krupasindhukrupasindhududuka5 ай бұрын

    ❤❤❤🎉🎉😂😂

Келесі