Adverse near VIP Stage | ମଞ୍ଚକୁ ଗଲେନି ନବୀନ | The Quiver News

#ମଞ୍ଚକୁ_ଗଲେନି_ନବୀନ
ସବୁବେଳେ ରଥଯାତ୍ରା ଭିଆଇପି ମଞ୍ଚରେ ବସୁଥିବା ନବୀନ ଏଥର ମଞ୍ଚୁ କୁ ଗଲେନି। ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ସେ ଆଉ ସେ ମଞ୍ଚକୁ ନଯାଇ ତଳୁ ମଞ୍ଚର ଅତିଥି ମାନଙ୍କୁ ପ୍ରଣାମ କଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏପରି କରୁଥିବା ଦେଖି ମଞ୍ଚରୁ ଓହ୍ଲାଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
#odisha #rathyatra #puri #jagannath_temple #lord_jagannath #politics #bjp #bjd #nabin_pattnaik #dharmendra_pradhan
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер

    Келесі