୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର || CM Mohan Majhi || Cabinet Approves 5 Proposals || BJP Govt || OR
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଂଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ପିଏମ୍ କିଷାନରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #cabinetmeeting #chiefminister #MohanCharanMajhi #odisha #news #odishareporter
Пікірлер: 182
ଧନ୍ୟବାଦ ଜଣାଉଛି ପ୍ରିୟ ମୂଖ୍ୟମନ୍ତ୍ରୀ ଙ୍କୁ । ଜୟ ଜଗନ୍ନାଥ ।
କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ସହ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଁ ମୋର ସମସ୍ତ ଆଶାୟୀ ଶିକ୍ଷକମାନଙ୍କ ତରଫରୁ ମୋ ହୃଦୟର ଗଭୀରତମ ପ୍ରଦେଶ ରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି l 🙏🏻 ଧନ୍ୟବାଦ ❤️❤️❤️🙏🏻
@shaitansingh9698
16 күн бұрын
❤🙏🏻
@ShambhunathKatual
16 күн бұрын
😮 h@@shaitansingh9698
@asheshdehury1482
15 күн бұрын
🙏🙏🙏
@sanjeevkumarsahu6016
9 күн бұрын
hau nijukti milila pare tike patha padhei baku bi chesta karibe.
@zoomstatus2482
9 күн бұрын
@@sanjeevkumarsahu6016 ନିଶ୍ଚିନ୍ତ ରୁହନ୍ତୁ ଆମେ ନୂତନ ଭବିଷ୍ୟତକୁ ନିଜ ହାତରେ ଗଢ଼ିବୁ.. କିଛି ଙ୍କୁ ଦେଖି ସମସ୍ତ ଶିକ୍ଷକ ଜାତି ପ୍ରତି ସନ୍ଦେହ ଦୃଷ୍ଟି ଆଣନ୍ତୁ ନାହିଁ l🙏🏻
ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର ❤❤❤❤❤❤❤❤❤❤❤
କମ୍ପାନୀ ମାନେ ସରକାରୀ ରେଟ୍ କେ ନାଇଁ ମାନ୍ବାର୍ ଇ ଉପରେ ଟିକେ ଧ୍ୟାନ୍ ଦେଲେ ଭଲ୍ ହେବା ।
@aloksahu7422
15 күн бұрын
Pura sat Katha da...😢😢
Bahut badhiya
ଗାଦିମଡା ପୁରୁଣା ଅଫିସର କେବେ ଦାହାରିବେ?
Thanks a lot sir,ama garibanka pilanka panku munhare hasa tike phutei thibaru 🙏🙏🙏🙏
କେତେ ଧର୍ଜ୍ୟହରା ଆମ ଓଡିଆଲୋକ ଜେ କିଛିସମୟ ପୁର୍ବରୁ ଅନେକଶିକ୍ଷକ ହେବାକୁଥିବା ପିଲାମାନେ ମୁଖ୍ୟମନ୍ତ୍ରିଙ୍କୁ ଗାଲିକରୁଥିଲେ ସେମାନେ ଏବେ ଧନ୍ୟବାଦ ଦେଲେଣି ଜୋଉ ଶିକ୍ଷକମାନେ ମୁଖ୍ୟମନ୍ତ୍ରିକୁ ସମ୍ମାନଦେବା ଜାଣିନି ସେ ମୁର୍ଖ ଶିକ୍ଷକ ପିଲାଙ୍କୁ କି ପାଠ ପଢେଇବ ପ୍ରଥମେ ଅନ୍ୟକୁ ସମ୍ମାନଦେବାସିଖ ପରେ ଶିକ୍ଷକହେବ
❤dhanyabaad sir, au medical system ku dhyan dia, rajya re thiba nadi, dam, anikot ra punar udhar au maramati kara🙏🏻🙏🏻🙏🏻new dam tiari kara❤❤
ଯାହା ହେଉ new CM କିଛି କହି ପାରୁଛନ୍ତି ଆଉ ନବୀନ ବାବୁ ସେ ଖାଲି କହିବେ ଆପଣ ମାନେ ଖୁସି ତ
@jamesrinku1995
16 күн бұрын
Hmm କୁଶଡି କୁଶଡି
@kissankola2369
16 күн бұрын
Bholo bhuwan bulouchonti
@Purtyabhinash
16 күн бұрын
Thank you
@ashiskumarpradhan388
12 күн бұрын
Naveen ra kahiba tame bujhiparibani na Karan se English re kahibe,,mohan majhi ta odia reading padhuchhanti na bhala bujhi heuthiba
@Sapanirana-gq6xr
12 күн бұрын
@@ashiskumarpradhan388 na na ame English padhijaninu
Cmsirthanks
ମାନ୍ୟବର ମୁଖ୍ୟମନ୍ତ୍ରୀ ସାର୍ ଆଉଟ୍ ସର୍ଶୀଙ୍ଗ ପିଲା ମାନଙ୍କୁ ଟିକିଏ ଧ୍ୟାନ ଦିଅନ୍ତୁ ସାର୍
Thanks to govt for the recruitment of 20k jts.
Best CM Mohan Majhi Sir
Comment Padhile Laguchi......Odishare Sabu Magana Khia....Sabubele Hata Teka Khojile😂😂😂
ଅତଳ ଗଭୀର ନଳକୂପ ଗୁଡିକ ସଚଳ କରାଗଲେ ଅନେକ ଚାଷୀଭାଇ ଉପକୃତ ହୋଇପାରନ୍ତେ । ଏଣୁ ସି. ଏମ ସାର ଏଥିପ୍ରତି ଗୁରୁତ୍ଵ ଦେବା ପାଇଁ ଅନୁରୋଧ ରହିଲା।
Good
Build new odisha. ( bada guruji)
Outsourcing ପାଇଁ କିଛି ନାହିଁ 😄😄
Jay ho bjp sarkar
Tq a lot sir j bikalanga bidhaba bharta kuade gala sir
Jai Bjp Jai mohon sir jai jagarnnath ❤❤❤❤🎉🎉🎉🎉
Mohan odisha🙏
ସାର ଏଇଟା ପୁରୁଣା ମଜୁରୀ
Jay Jagannath
many years later some Odisha's parameters % sound will impact good
ଏହା କୁ କୁହନ୍ତି ପକୃତରେ ପରିବର୍ତନ... ଜୟ ବିଜେପି 🙏🙏
ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁଆଡେ ଗଲା ସେ ବିଷୟରେ ତ କିଛି କହିଲେନି ଗରିବ ଲୋକ କୋଉଠି ରହିବ
@_mr___rajput
16 күн бұрын
Central govt ra cabinet basini odisha ku kete pm abasa miliba cabinet re Agata hoini State govt jemiti janeibe ??
Regular jts kai
ଅସ୍ମିତା ର ଅର୍ଥ 'ଅହ°କାର'
କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା କେବେ ମିଳିବ
Dahanyad sir.garib manakan pain sabu too bhala kama karidele apana
I request for increaseing numbers of private sector and job
Namho namsker sir 🙏 🎉🎉
ଦୟା କରି ଓଡ଼ିଶା ସ୍କିଲେଡ, ହାଇ ସ୍କିଲ, ସେମି ସ୍କିଲ୍ ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟ ରେ ଖୁବ୍ କମ୍ ଦିନ କୁ ଦିନ ଖର୍ଚ୍ଚ ବଢୁଛି କିନ୍ତୁ ପାରିଶ୍ରମିକ ବଢ଼ୁନାହିଁ ତେଣୁ ଅନେକ ପ୍ରାଇଭେଟ୍ ଇଣ୍ଡଷ୍ଟ୍ରି ଥାଇ ମଧ୍ଯ ଓଡ଼ିଶା ପିଲା other' ଷ୍ଟେଟ ରେ ଜବ୍ କରୁଛି ପ୍ଲିଜ ଆହୁରି ହାଇକି କରିବାକୁ ପଡ଼ିବ
@shaitansingh9698
16 күн бұрын
Dhere dhere sabu khaiba, aka bele badhile kama daba loka v birodh kariba
Bahut sundar padakhep
Hospital line ରେ ଯେଉଁମାନେ ଦିନ ରାତି duty କରି 6year's ହେଲା ଲୋକଙ୍କ ସେବା କରୁଛନ୍ତି ସେମାନଙ୍କୁ ଆଗ Regular ସ୍ଥାୟୀ ଚାକିରୀ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଆମେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ Request ଅନୁରୋଧ କରୁଛୁ 🙏🙏🙏🙏🙏
Odisha k bancha ho Jagannath bhagaban.. kam se kam cm nka muhanre eta bhal nai lagbar ... Au jay jay karbar murkha mane b dhanya
OLD AGE PENSION RS. 3000 , VARY IMPORTANT SUBJECT AUGUST 15 ,STARTS
"Odisha lift irrigation corporation Ltd" re Rehabilitation Assistance Scheme Applicants mananku Group-D post re appointment diantu.....
ଭୁମିହିନକଣକରିବେ..ପଦଖେପଠିକ୍.ହେଲାନି
@_mr___rajput
16 күн бұрын
Bhumi Hina ku bhaga chasi re pm Sanman nidhi scheme re tanka miliba
Jahau aamo mukhya mantri Odia kahi paruchanti ❤❤❤❤❤
Sir outsourcing dukha tk bujhantu 😢😢😢😢
Good work ❤😊
🙏🙏🙏🙏🙏🙏🙏🙏👍👍👍👍👍👍
Manufacture industries khola
Thank you majhi sir youbuildnewodissa and not excuse correction inodissa and sent to jail in cirreptedofficer
Sir, dayakari municipality manankare dirgha 10 ru adhika Kariya karu thiba co manankara regular order cabinet re pass karantu
Outsourcing pai kichi nai ki
@mjexcess3335
16 күн бұрын
Gote dinare sabu hei jibaki 😂😂 Kuchh v thoda sabar karo
ଆଗେ ବଡ଼ଠାକୁରଙ୍କ ବିଷୟରେ କୁହ
ମୁଖ୍ୟମନ୍ତ୍ରୀ ଏଯାଇଁ advocate general appointment କରିପାରିଲେ ନାହିଁ
Sir justice for anm staff
@binilatamajhi6073
16 күн бұрын
Thik kahichanti
ଏ ମଞ୍ଜୁରୀ କିଏ କାହାକୁ ଦେଉଛନ୍ତି, ଟିକେ କହିବେ କି, ଓ କିଏ ଉପକୃତ ହେବେ?
BJP🇮🇳❤❤ u
Electric karma chari kana karibe Sir
URBAN / SAHARI KRUSHAK KALIA/PM KISSAN PAIBA UCHIT ,,GOOD DECISION 🙏
୪୪୨ +୧୦୮=550 ରେ ପ୍ରାପ୍ତ କୋରା ଯାଉ ଛି ସୋଲା ଭୁଲ କୋଉଛୁ ମୂଖ୍ୟମନ୍ତ୍ରୀ
Old age pension badiba kahuthile kebe haba
Opekhya karo sabu thik hei jiba 5 barso bhitare...jai hirla marang buru...
WHERE IS FINANCIALS BENEFITS FOR RETIRED EPF PENSIONERS FAMILIES WHO ARE SERIOUSLY SUFFERING FOR NON HIKE OF EPF MINIMUM PENSION BY OUR CENTRAL GOVERNMENT
School re master nahanti ta upare kichi Kara pila bhalare padhide jemiti
Chakiri bayasa sima 42 year karantu sir. Bjd government kichhi post bahara karunathila. Apana pilamananku tike nyaya diantu
What about private company employees,companies are not follow this roles
Irrespective of all government and private schools from lower primary to higher secondary the teaching of odia as compulsory subject should be mandatory by the state government.
ଇଏ ତ ପଢିକି ବି କହି ପାରୁ ନାହିଁ..
Eta puruna cm belu milu achhi.. puni sehi saman Paisa ku authare kahibara mahima gana Kariba au badhichi boli kahiba hey bhagaban
trust and beleavings cm willprovide our irretrievable land tactically acquired by jkpm rgda 522,35acr since60yers enjoying adversity sardonic noaction by adivasi nethas😢😮😅jaibjp❤
Sir outsourcing ucheda karajaou😢
Sir ଏଇତ ଭୁଲ ରେ ହେଲା ମଜୁରୀ ପୁରୁଣା ଟା ହଁ ରହିଲା
Navin card au chaluni ,modi card kebe asiba
କିଛି କାମ ନାଇ
Odisha re jetiko company ochhonti jaiki dekhontu loko mane kete darma pauchhonti... Khali etiko brushing help setiko hela kohile chibo nai
Outsourcing ra kn hela
CM Sir Private School o College Ra Sudhar re Drusti Dei Kichhi Karantu Bandey Utkala Janani🙏
Industry kebe
Sir outsourcing
Ama bank pain kichi nahi
Ration card katha kuhantu
Outsourcing main mudda he odisha me hatao jaldi
Sir apan mukhya mantri nai hebar agru eta miluche .
Dhanujatra Bargarh babad re b tk bhabun
Ration card asilani
ନୂଆ ରାସନ୍ କାର୍ଡ କେବେ ହେବ
sir padmamola daranto mohan sir sarkar karibe 30 barsa
ସାର୍ ଙ୍କୁ ମୁଁ ଅନୁରୋଧ କରିବି କି ଚାଷ ଜମି ରେ ଜଳସେଚନ ପ୍ରକଳ୍ପ ଅପେକ୍ଷା ପିଇବା ପାଣି ର ବ୍ୟବସ୍ଥା ଆଗ କରାନ୍ତୁ। କାହିଁକି ନା ଲୋକେ ପିଇବା ପାଣି ପାଇଁ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସାର୍।plz...................plz ମୁଁ ପ୍ରାର୍ଥନା କରୁଛି ଆପଣଙ୍କୁ।😂😂😂😂😂😂😂😂
Hypocrisy in odisha
ANM .GNM.post kaha geya sir. Hartal ametti hebo Bjp sorkar bujebo
Apana odisha ra cm
Thik re padhanty
Teacher manku kebe regular Kara jiba... recognise school re
Haiho majhi babu, Kusali ra 442 ru 500 kahile tahele 108/ kemiti badhila?Gamanga Babu nku bi Kati dele ,
ମୋହନ ସରକାର, ପୂର୍ବ ସରକାରଙ୍କ ଚୋର, ଡକାୟତ ଙ୍କୁ କେବେ ଜେଲ୍ ପଠାଇବେ, ତାହା ଆଗ ସ୍ପଷ୍ଟ କରନ୍ତୁ , ପୁରା ଓଡିଶା ବାସୀ ଚାହିଁ ବସିଛନ୍ତି ।
@jamesrinku1995
16 күн бұрын
@@hariharaom7482 ରେ ମୂର୍ଖ ମୋହନ ସରକାର ନାହିଁ ସେ ଓଡ଼ିଶା ସରକାର
Odisha si kn pain baharunii 2 barsha hela houchh chhanti but bahara karu nahanti
Guruji sarkar jindabad. Kintu purunaa durniti gudika ra tadanta darkar.
Au tike bhalase ghosiki asantu ...
3month..ago.rate
ଆଦିବାସୀ ଜଜନା କାହିଁ
Kusali ra thila 442 hela 500. Ta hela 108 tanka badhila kemiti
ହେ ମୋହନ ବାବୁ ଆମେ ତୁମ ଫେନ
ଗରିବ ଭୂମିହୀନ ଲୋକଙ୍କ ପାଇଁ କି ଯୋଜନା କରୁଛ