୪୬ ବର୍ଷ ପରେ ଅପୂର୍ବ ସଂଯୋଗ! ବାପ ପରେ ପୁଅ ଖୋଲିବେ ରତ୍ନ ଭଣ୍ଡାର

Join this channel to get access to perks:
/ @terachhabaana

Пікірлер: 47

  • @Manoranjansahoo34680
    @Manoranjansahoo3468024 күн бұрын

    ପୂର୍ବଥର ରତ୍ନଭଣ୍ଡାର ଖୋଲିଥିଲେ ବିଶ୍ୱଭୂଷଣ ହରିଚନ୍ଦନ, ଏଥର ଖୋଲିବେ ତାଙ୍କ ପୁତ୍ର ପୃଥ୍ଵୀରାଜ ହରିଚନ୍ଦନ, ଏପରି ଏକ ସୁନ୍ଦର ବାର୍ତ୍ତା ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ 👍🌺🚩👍🌺🚩e🌺🚩

  • @Manoranjansahoo34680
    @Manoranjansahoo3468024 күн бұрын

    ସେବାୟତମାନେ କେଵଳ ରୋଜଗାର କରିବା ଉଦ୍ଦେଶ୍ୟରେ କାର୍ଯ୍ୟକରୁଛନ୍ତି, ସେବା ମନୋବୃତ୍ତି କମ, ପୂର୍ବ ସରକାରଙ୍କର ସମୟରୁ ବିଶେଷକରି ନବକଳେବର ସମୟରୁ ସେମାନେ ବିଶୃଙ୍ଖଳିତ ହୋଇଯାଇଛନ୍ତି, ତାପରେ ମନ୍ଦିର ପ୍ରଶାସନ ମଧ୍ୟ ଏଥିପାଇଁ ଦାୟୀ, ହେ ମହାପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ, ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩

  • @user-es3fn9dc5u
    @user-es3fn9dc5u24 күн бұрын

    ସେବାୟତ ମାନେ ପ୍ରକୃତରେ ସେବକ ନୁହଁନ୍ତି ସେମାନେ ପ୍ରକୃତରେ ଭିକାରି ତାଙ୍କର ଟଙ୍କା ଦରକାର, ଆଉ ସେଥିପାଇଁ ସେମାନେ ଶେଷ ଜୀବନରେ ନ ହେଲେ ଆର ଜୀବନରେ ସେମାନେ ନିଶ୍ଚୟ ଭିକାରି ହେବେ।

  • @user-es3fn9dc5u
    @user-es3fn9dc5u24 күн бұрын

    ନୁଆଁ ସରକାରଙ୍କୁ ଅନୁରୋଧ ଯେଉଁଠି ଦୁର୍ନୀତି ଜଣା ପଡୁଛି ସେଇଠି ତଦନ୍ତ ଓ ତଦନ୍ତ ରିପୋର୍ଟକୁ ଅପେକ୍ଷା ନ କରି ଯୋଗୀ ସରକାରଙ୍କ ନୀତି ଅନୁଯାୟୀ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ପରେ ତଦନ୍ତ ଆଦେଶ ଦିଅନ୍ତୁ ଓ ବିହିତ ପଦକ୍ଷେପ ନିଅନ୍ତୁ

  • @trilochanpatnaik6321
    @trilochanpatnaik632124 күн бұрын

    ନବୀନ ପାଣ୍ଡିଆ ପ୍ରଭୁଙ୍କୁ ଓଡ଼ିଶା ସାରା ବୁଲେଇ ଗୁଆ ଚାଉଳ ଭିକ୍ଷା ମଗେଇ ଲେ ସେତେବେଳେ ନବୀନ ବାବୁ କେଉଁଠି ନିଦ୍ରା ଯାଇଥିଲେ ଯେ ତାଙ୍କୁ ତାହା ଦୁଃଖ ଦେଇ ନ ଥିଲା?

  • @saratmishra7100
    @saratmishra710024 күн бұрын

    Nice analysis 👍 Well said, ଯୋଗୀ ସରକାର ଙ୍କ କାର୍ଯ୍ୟ ଶୈଳୀ ଆପେଣୀଇଲେ ହିଁ ନୁଆ ସରକାର ଲୋକଙ୍କର ଆସ୍ଥା ଭାଜନ ହୋଇପାରିବ, ନହେଲେ, 2029 ରେ ଲୋକେ ପୁଣି ଏକ ନୁଆ ସରକାର ପାଇଁ ଚେଷ୍ଟା କରିବେ।

  • @manaswinisahoo6357
    @manaswinisahoo635724 күн бұрын

    ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନାମ ଥିଲା ନୀଳମଣି, ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନାମ ମୋହନ । ଅପୂର୍ବ ସଂଯୋଗ । ତତ୍କାଳୀନ ଆଇନ୍ ମନ୍ତ୍ରୀଙ୍କର ନାମ ବିଶ୍ୱଭୂଷଣ, ବର୍ତ୍ତମାନ ମାନ୍ୟବର ଆଇନ୍ ମନ୍ତ୍ରୀଙ୍କର ନାମ ପୃଥ୍ୱୀରାଜ ହରିଚନ୍ଦନ । ଏହା ଶ୍ରୀ ଜଗନ୍ନାଥଙ୍କର କରୁଣାର ସୁନ୍ଦର ନିଦର୍ଶନ । ଭଗବାନ ବିଷ୍ଣୁଙ୍କର ବିଭିନ୍ନ ନାମ ।

  • @bulusethy9220
    @bulusethy922024 күн бұрын

    ❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 1ଷ୍ଟ

  • @AlineOp
    @AlineOp23 күн бұрын

    ଜଗନ୍ନାଥ କ ସେବାୟତ ନାଁରେ ବାସ୍ତବରେ ଏମାନେ ବଡ ଅନ୍ୟାୟ କରିଆସୁଛନ୍ତି। ସେଥିପାଇଁ ପ୍ରଭୁ ବଳଭଦ୍ର ଏମାନଂକୁ ଭଲ ଶିକ୍ଷା ଦେଲେ

  • @maheswarparihari5189
    @maheswarparihari518924 күн бұрын

    Punishment most required, not only punishment but major punishment needed for negligence his duty of lord Jagannath

  • @Manoranjansahoo34680

    @Manoranjansahoo34680

    24 күн бұрын

    👌👍👌👍👌👍

  • @kabitasahoo8385
    @kabitasahoo838524 күн бұрын

    🙏👍❤ Indiscipline, incompetency, negligence, abhadra attitude, taking Prabhu for granted, lack of sakaratmak leadership, and overall disregard of Jagannatha culture is the reason. My 2cents. Sad but true. Prabhu bless all and show them the right way. 🙏 Yogiji, the world is remembering you. Param purush tathastu. 🙏

  • @bijaykumarsamal2185
    @bijaykumarsamal218523 күн бұрын

    Jay jagannath mohaprabhu Jay🙏🙏🙏🙏🙏🙏🙏

  • @user-bi5rk1nj3q
    @user-bi5rk1nj3q23 күн бұрын

    Jay jaganath

  • @subashchandradas1638
    @subashchandradas163824 күн бұрын

    ହରିଚନ୍ଦନ ମହାଶୟ ସେବାୟତ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି, ଯାହା ଅନୁଚିତ୍।

  • @RamaChandrastatus9793
    @RamaChandrastatus979323 күн бұрын

    ବାହୁଡ଼ା ଯାତ୍ରାରେ କେଉଁ ସେବାୟତ କେଉଁ ରଥରେ କେଉଁଠାକୁରଙ୍କୁ କେଉଁ କେଉଁ ପ୍ରକାର ସେବା କରିବେ,ଓରଥରେ ସର୍ବାଧିକ ୧୦ ଜଣଙ୍କୁ entrance କରି ନିଯୁକ୍ତି କରାଯାଇ ସର୍ବସାଧାରଣରେ ଜଣାଯାଉ । ଜୟ ଜଗନ୍ନାଥ

  • @DinabandhuDalai-jf5ew
    @DinabandhuDalai-jf5ew22 күн бұрын

    Sebayata mananku badalai nua sebaka nijukti kara jau,bansanukramik seba pratha ku lopa karajau, aneka pratha lopa hoichi,ehivali hina pratha lopa heu

  • @krushnasahoo155
    @krushnasahoo15524 күн бұрын

    ମୋଟା ମୋଟା ସୁନା ଚେନ୍ ପକେଇଵା ସେମାନଙ୍କର ଲକ୍ଷ

  • @kamallochannayak9660
    @kamallochannayak966024 күн бұрын

    Jey Jagannath Swami b

  • @aksahoo346
    @aksahoo34624 күн бұрын

    Lokanku dekhanti thakura ama nija ghare ruhanti

  • @user-yk7ne3vp9i
    @user-yk7ne3vp9i23 күн бұрын

    His excellency the governor of chatisgarh biswabhusan. Harichandan and present law minister Tito Bhai nku namaskar semane Sara rajya ra garba

  • @user-ib3jc8pj8f
    @user-ib3jc8pj8f24 күн бұрын

    Good Analysis

  • @user-gj1oz8by8l
    @user-gj1oz8by8l22 күн бұрын

    Suspend କରି inquiry କରିବା ଦରକାର ।

  • @rabiprasadmohanty7829
    @rabiprasadmohanty782924 күн бұрын

    Welcome ji

  • @swarnamohanty3121
    @swarnamohanty312124 күн бұрын

    Chabi kana bapa nka pakhare thila?

  • @kabiprasadnayak5388
    @kabiprasadnayak538824 күн бұрын

    Sebayat.Mane.Sam ur na Dairahibe

  • @GyanOoo-i1n
    @GyanOoo-i1n23 күн бұрын

    ବାଳ କଥା କହୁଛି l

  • @rameshchandrabehera8100
    @rameshchandrabehera810024 күн бұрын

    Beautiful praposal. Namaste.

  • @user-jw6bh6ug6h
    @user-jw6bh6ug6h24 күн бұрын

    DURYODHAN KHATUA HON'BLE LAW MINISTER HARICHADANJI ! HEARTY CONGRATULATIONS FROM D.K.BHAKTI CHANNEL I WISH YOUR GOOD LUCK ! LORD JAGANNATH MAY BLESS YOU !

  • @rubinamohanty271
    @rubinamohanty27123 күн бұрын

    Nilambari.kariba.darkar...daitya.nahi.kahari...dekhiba.aeini..kana.dekhiba

  • @jashobantamajhi9898
    @jashobantamajhi989824 күн бұрын

    Jaha kahile taha thik

  • @dillipkumarsatapathy2574
    @dillipkumarsatapathy257423 күн бұрын

    ତୁମକୁ ସେୟା ଲାଗିବ ,କାହିଁକି ନା ନିଜ ୨ ଟା ଭଲ ଅନ୍ୟର ଟା ଗନ୍ଧାଏ....

  • @sanjuktamandal4236
    @sanjuktamandal423624 күн бұрын

    news one side

  • @Mishkasgarden
    @Mishkasgarden24 күн бұрын

    Ratna bhandara kholi jiba BJP karnama dekheiba,jadi maha bahu nkara kichhi sethiru her fer hoi thiba odisha sarkar ta pachha katha kendra sarkar kichhi action nebanahin, karana BJP chanakya nka ratna bhadara puri jaichhi ED CBI Ethhi gulam

  • @parakashchandraswain1358
    @parakashchandraswain135824 күн бұрын

    0:40

  • @narayanrouta9270
    @narayanrouta927024 күн бұрын

    Bansanu kramikseba hatajiba darkara

  • @Manoranjansahoo34680

    @Manoranjansahoo34680

    24 күн бұрын

    U r 100% ✅👌👍👌👍👌👍

  • @snigdhasamantaray5389

    @snigdhasamantaray5389

    24 күн бұрын

    Ye ta hei paribani.karana mandira re idol pratista time ru hin prabhu rule karichanti.malika re lekha achi last time re sevayata mane emiti sabu karibe.sethi pain heuchi.samaste kharap nuhanti.kichi loka emiti karuchanti.

  • @umashankarchand8161
    @umashankarchand816123 күн бұрын

    ଭାଇ ତୁମେ ଏକ୍ତର୍ଫା ଟେକା ନିଆନିତି ଛାଡ ଲୋକଙ୍କୁ ଭର୍ମି ଭୂତକର ନାହିଁ।

  • @prabhatakumarnayak7713
    @prabhatakumarnayak771324 күн бұрын

    Tame kete tanka paichha

  • @AlineOp
    @AlineOp24 күн бұрын

    5:59 5:59 6:00 6:10

  • @akshayapraharaj-mw1tv
    @akshayapraharaj-mw1tv23 күн бұрын

    Baraman bi kichi druta bjd neta chanhu chanti ame jaha karuthilu mohan sarakar sehipari karjya karu au loknka tharu ninda sunu sehibhali lok janiba darakar jie ete dinar swapan ku sakar kari Ram ji ka mandir pratista karichanti semanank budhi tum budhibhali bhabiba bhul

  • @gangadharganga875
    @gangadharganga87524 күн бұрын

    Mohanbabu odisha chaleiparibenai aparajitadarkar

  • @dolagobindasahoo9267
    @dolagobindasahoo926724 күн бұрын

    ସାର୍ ନମସ୍କାର ।ଆପଣଙ୍କର ଅନେକ କଥାରେ ମୋର ସହମତି ଥିବା ବେଳେ ଗୋଟିଏ କଥା ମୋ ପେଟରେ ହଜମ୍ ହେଉନାହିଁ ।ତାହାହେଲେ ଓଡ଼ିଆ ଅଣଓଡ଼ିଆ ଭେଦଭାବ । ଜଗତର ସବୁ ହିନ୍ଦୁ ଧର୍ମାବଲମ୍ବୀ ଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ । କେବଳ ଯେ ଓଡ଼ିଆ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତି କରନ୍ତି ଶ୍ରଦ୍ଧା କରନ୍ତି ,ତାହା ଭୁଲ ।ଆମରି ଓଡ଼ିଆ ତ ପୁଣି ଠାକୁର ମାନଙ୍କୁ କାଠ ଗଣ୍ଡି କୁହନ୍ତି,ସୂର୍ଯ୍ୟ ପରାଗ ଚନ୍ଦ୍ର ଗ୍ରହଣ ସମୟରେ ଚିକେନ ମଟ ନ୍ ଖାଆନ୍ତି !ତେଣୁ ଓଡ଼ିଆ ଅଣଓଡ଼ିଆ ଭେଦ ଭାବ ସୃଷ୍ଟି କରିବା ଠିକ୍ ନୁହେଁ ବୋଲି ମୁଁ ଭାବୁଛି ।ଏହା ଦ୍ବାରା ଓଡ଼ିଶା ଭବିଷ୍ୟତରେ ଅସୁବିଧାରେ ପଡିପାରେ । ପୂର୍ବତନ ମନ୍ଦିର ପ୍ରଶାସକଙ୍କର ଠାକୁରଙ୍କ ପ୍ରତି ସମର୍ପିତ ମନୋଭାବ ଥାଇପାରେ ।କିନ୍ତୁ ସେ କାହାର ପ୍ରରୋଚନାରେ ପ୍ରଭାବିତ ହୋଇ,ସବୁ ଢିଲା ଛାଡି ଦେଇ ନାହାନ୍ତି ତ ? ତଦନ୍ତ ହେଲେ ସିନା ସତ୍ୟା ସତ୍ୟ ଜଣା ପଡ଼ିବ ? ଦାୟିତ୍ଵ ସରକାରଙ୍କର, ଆଉ ସରକାର ଯଦି ନିଦା ବିଷ୍ଣୁ ସଜିବେ,କିଏ କଣ କରି ପାରିବ ?

  • @sonu143vlog3

    @sonu143vlog3

    24 күн бұрын

    ପୁଅକୁ ସାପ କାମୁଡି ଲେ ମା ପାଳ ଦଉଡି ଦେଖିଲ ଯେମିତି ଡରେ

Келесі