No video

୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ

#ReportersToday
୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ
#Odisha #NewsUpdate #PranabPrakashDas #BJD #BJDsarkar #polticalnews #prakash #RidersMineralPrivateLimited #RidersLogisticsLimited #OrivillaPropertiesPvtLtd #company #subratchhatoi #reporterstoday
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 bit.ly/3PVNxLH 🔥🔥🔥
🔴Visit Our Website: odianews.reporterstoday.com/
🔴Read our daily newspaper "Mahabharata”:- mahabharataepaper.com/
🔴KZread: / reporterstoday
🔴Facebook: / reporterstodayofficial
🔴Twitter: / reporterstodays
🔴Instagram: / reporters_today
🔺🔺🔺

Пікірлер: 209

  • @ArunKumar-rh2tf
    @ArunKumar-rh2tfАй бұрын

    ଖୋଲିବା ଦରକାର୍ ନଲେ BJP ରୁ ଆମର ବିଶ୍ୱାସ ତୁଟି ଜୀବ

  • @giridharimeher-rr8tq

    @giridharimeher-rr8tq

    17 күн бұрын

    Up Jio

  • @rameshmohanty1211
    @rameshmohanty1211Ай бұрын

    ଏ ନୂଆ ସରକାର କିଛି କରିଲା ଭଳିଆ ଲାଗୁନି ।ଏମାନଙ୍କୁ ସବାଡ କରିବାକୁ ହେଲେ ଯୋଗୀ ବାବା ଭଳିଆ କଲିଜା ଦରକାର

  • @sangramkishoredasdas2424
    @sangramkishoredasdas2424Ай бұрын

    ଦୁର୍ନୀତି ବିରୋଧରେ ଆଜିର ଯୁବସମାଜ ଆନ୍ଦୋଳନ କରିବା ଦରକାର ।

  • @DillipKumar-zv5mw
    @DillipKumar-zv5mw28 күн бұрын

    ବବି ଦାସ ଅତି ଅନ୍ୟାୟୀ ଲୋକ, ତାକୁ ଓ ତାର ଚାମଚା ମାନଙ୍କୁ ଆଜୀବନ କାରାଦଣ୍ଡ ଦରକାର

  • @sitarammohapatra10
    @sitarammohapatra1027 күн бұрын

    ଖୁବ୍ ଶୀଘ୍ର ଏମାନଙ୍କ ବିଚାର କରାଯାଉ ବହୁତ୍ ଖୋଳ କଲେ ଏବେ ଟକେ ଦଣ୍ଡ ପାଆନ୍ତୁ

  • @duryodhanmahanta7766
    @duryodhanmahanta7766Ай бұрын

    ଓଡ଼ିଶାର ସମ୍ପତ୍ତି ଲୁଟି ଛନ୍ତି। ସବୁ କଳାକାରନାମାର ତଦନ୍ତ ହେଉ। ସବୁ ସର୍ବସାଧାରଣ ରେ ପ୍ରକାଶ ହେଉ ଓ ବ୍ଯାଜାପ୍ତି କରାଯାଉ। ଧନ୍ୟ ରେ ରାଜନୀତି।

  • @SomanathBiswal-g3s
    @SomanathBiswal-g3sАй бұрын

    ସବୁ ବବିର ନାମ ତାଙ୍କର

  • @user-qh6ws7eh5e
    @user-qh6ws7eh5eАй бұрын

    କାର୍ତ୍ତିକ ପୁଅ ପ୍ରକାଶ ବବି ଡାହାଣ ହାତକୁ ତୁରନ୍ତ ଗିରଫ କର😂

  • @tarunsamal4866
    @tarunsamal4866Ай бұрын

    ଜେଲ୍ ରେ ପଶାଓ ସମସ୍ତଙ୍କୁ

  • @PradeepKumar_yt
    @PradeepKumar_ytАй бұрын

    ଶଳା ଚୋର ସବୁ ଖାଇ ଗଲା ଟିକେଟ ପାଇ ଟଙ୍କା ନେଉଥିବାର

  • @amitsahoo9446

    @amitsahoo9446

    28 күн бұрын

    Barsha priyadarshini thu tanka neini 😅😅

  • @newway4507

    @newway4507

    27 күн бұрын

    ​@am😂😂itsahoo9446

  • @abhimanyurout4574
    @abhimanyurout457428 күн бұрын

    ଏକଥା,ନବିନବାବୁ,ଦେଖିପାରୁନଥିଲେ,ନବୀନ,ବାବୁକୁ,ପ୍ରଥମେ,ପଚାରିବାଦରକାର,ବେଲଜ୍ୟାନବିନ

  • @BapujiMLT
    @BapujiMLTАй бұрын

    ଚୋର ଘର କଣ ସବୁବେଳେ ଅନ୍ଧାର ରହିବ

  • @Lucy_Apaa
    @Lucy_Apaa28 күн бұрын

    ସେଥିପାଇଁ ଓଡିଶା ର କୌଣସି କଲେଜ ଡାକ୍ତର ଖାନା କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ ଓ ଓଡ଼ିଶା ର ବେକାର ସଂଖ୍ଯା ବଢିଯାଇ ଛି

  • @kmishraiit
    @kmishraiitАй бұрын

    ED ,CBI, VIGILANCE CAN OPEN THE SYNDICATE

  • @coolguruspiritual4660
    @coolguruspiritual466029 күн бұрын

    ସବୁ ଚାଲଖି ଧରାଯାଉ ... ଯେଉଁମାନେ ଭାବୁଥିଲେ ସମୟ ବୋଧେ କେବେ ପରିବର୍ତ୍ତନ ହେବା ନାହିଁ!! 😮

  • @sukumarrana9091
    @sukumarrana909123 күн бұрын

    ସମସ୍ତ ଦୁର୍ନୀତି ର ତଦନ୍ତ ହେବା ଦରକାର ।

  • @rajendraballavbehera2520
    @rajendraballavbehera2520Ай бұрын

    CBI investigation darkar

  • @GopinathMunda-jd1wb
    @GopinathMunda-jd1wbАй бұрын

    ନାମ ନେହୁଁ ସଳା

  • @abhiramdas9561
    @abhiramdas9561Ай бұрын

    CBI investigation jarrurat

  • @oldagecareshreekrishnaanan4887
    @oldagecareshreekrishnaanan488728 күн бұрын

    ଲୁଚିଛି ନା ଗୋଡ ଦିଟା ଦିଶୁଛି ସଂଗଠନ ସମ୍ପାଦକ ଙ୍କର ସବୁଟଙ୍କା ଓଡିଶା ଲୋକମାନଂକର ଏଠି ଗରିବର ଘର ନାହିଁ କିନ୍ତୁ ବାବୁଙ୍କର ମାଳ ମାଳ କମ୍ପାନୀ. ଆମେ ସବୁ ବୋକା ମାନେ ଆକୁ ଦେଖି ମରିବା କଥା. ସରକାର ନିରବ କାହିଁକି.

  • @SanthoskumarHota
    @SanthoskumarHotaАй бұрын

    Vigilance department must interfere by the Hon'CM

  • @RadhakntJai-pt6ix
    @RadhakntJai-pt6ix24 күн бұрын

    E D ରେ ଦିଆଯାଉ

  • @bimalkantatripathy2776
    @bimalkantatripathy277628 күн бұрын

    କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ରଖି, ଯିଏ ଦୁର୍ନୀତିରେ ସଂପୃକ୍ତ ଥିବ,ତାହା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

  • @akpanda833
    @akpanda833Ай бұрын

    Refer Bobby & Pandian case to CBI . Vigilance can not do it

  • @NarayanGond-gz3bn
    @NarayanGond-gz3bn18 күн бұрын

    ଓଡ଼ିଶାର ସବୁ ଜାଗା ସରକାର କବଜା କରି ଜାଗା ବିକ୍ରି ପରେ ପ୍ରତିଶ୍ରୁତି ପୂରଣ ହେବ ଏପର୍ଯ୍ୟନ୍ତ କିଛି କରି ନାହାନ୍ତି

  • @dillipkumarkumar1959
    @dillipkumarkumar1959Ай бұрын

    A mana ku odisha ru bidya kara jau

  • @user-ku6bo6do1s
    @user-ku6bo6do1sАй бұрын

    ସତ ତ ସାମ୍ନାକୁ ଆସୁନି ହେବ କଣ ??ପୁଣି କୁଆଡେ କଣ ମୋଡ ନେଉଛି କି କଣ ଦେଖ । ରାଜନୀତି ଭାଇ ଭାରି ଗୋଳିଆ ଭିତରେ ଭିତରେ ଭାରି ଅଳିଆ ।

  • @sukumarrana9091
    @sukumarrana909123 күн бұрын

    CBI enquiry is too much necessary to reveal the truth.

  • @bhajarajdeep3039
    @bhajarajdeep3039Ай бұрын

    BJP ku vote debar eta parinam

  • @PinkyHandha

    @PinkyHandha

    Ай бұрын

    Parinam kn se Babi ate tanka kahuthila gariba loka nku hairana kari jaga jamibadi sabu lutila hele bi tame emiti Katha kahiparucha..etiki nija ku dhanya mano kara je BJP asila boli chari karuthiba neta mananka bisaya re janiparila Babi Das kemiti lutera boli

  • @JangynaMaharana
    @JangynaMaharanaАй бұрын

    Dhanyabad,sar

  • @sujatasahoo3717
    @sujatasahoo371729 күн бұрын

    👌👌👍👍

  • @Rkd6122
    @Rkd612229 күн бұрын

    Let's see what kind of steps are being taken by the vigilance dept 😮

  • @rabindranathbarik664
    @rabindranathbarik664Ай бұрын

    When ED or cvi investigation to VK Pandian we are waiting also odissa all peoples .

  • @SoniBehera-jl1ps
    @SoniBehera-jl1ps26 күн бұрын

    Right

  • @girijasankarshaw9561
    @girijasankarshaw9561Ай бұрын

    ଏମାନଙ୍କୁ ଆରରେଷ୍ଟ କରାଯାଉ 🙏🙏🙏q

  • @niranjanpanda8574
    @niranjanpanda8574Ай бұрын

    No vigilance Only CBI & ED.

  • @bigyanranjnpradhan9669
    @bigyanranjnpradhan9669Ай бұрын

    ଅମିତ୍ ଶାହା ଦେଇଥିବା କଥା ରଖନ୍ତୁ

  • @gangadharpatra8104
    @gangadharpatra8104Ай бұрын

    Real fact

  • @manmohanjena3500
    @manmohanjena3500Ай бұрын

    Immediately action should be taken against him

  • @sridharapradhan2758
    @sridharapradhan2758Ай бұрын

    Guru chhandala dassa paddichi

  • @BISWANATHOfficial000
    @BISWANATHOfficial000Ай бұрын

    କିଛି ହେବ ନାଇ

  • @swadeshpalei8296
    @swadeshpalei8296Ай бұрын

    Are BJP bi news channel ku paisa dai Amit karuchii

  • @biswajitsahoo8249
    @biswajitsahoo824916 күн бұрын

    Trust me nothing will change whatever the government it will be in Odisha or in any states of India

  • @prafullapradhan3860
    @prafullapradhan386021 күн бұрын

    Ama Odisha re Ae Bhrastachar nka ra Kichhi Hella Parikaagu Nanhi

  • @user-gh5iv6zp4t
    @user-gh5iv6zp4t28 күн бұрын

    1 no CM kichi janiparileni kemiti 1 no award kie deuthila 1 no dala kemilti Lutepat Kari Biswobikhata heuthile kemiti Biju babu upare Thai garba karuthibe

  • @kumarbirendrasahu
    @kumarbirendrasahuАй бұрын

    କିଛି ହବ ନାହିଁ

  • @mohanhembram427
    @mohanhembram427Ай бұрын

    ରାଜଭବନ ସମ୍ମୁଖରେ ଯାହା 7 ତାରିକ୍ ଘଟିଲା ସେ ଖବର ବାହାର କରିବାର ଦମ୍ କାହିଁ ଖାଲି ବବି ବବି

  • @kabitasahoo8385
    @kabitasahoo8385Ай бұрын

    🙏👍❤ My God.

  • @laxmidharnayak4191
    @laxmidharnayak4191Ай бұрын

    . Vigilance must enquire the scam and take strong actions.dhanyabad

  • @RajaDas-pp1ez
    @RajaDas-pp1ez22 күн бұрын

    ସବୁ BJD neta ଙ୍କୁ target 🎯 କର, ଖାଲି ବବି ଦାସ କଣ ପାଇଁ ।।।।।

  • @user-vv3mg1nd6n
    @user-vv3mg1nd6nАй бұрын

    Wait and see

  • @user-re4eq6mi1y
    @user-re4eq6mi1y10 күн бұрын

    Ba ba ba ba ki maja.😢😮

  • @user-xf7in2xg9o
    @user-xf7in2xg9oАй бұрын

    Take action immediately

  • @Business-inodia
    @Business-inodiaАй бұрын

    Odisha Vigilance Department kana souchanti ki? Kuadegale Babu Mane?Ate news corruption ra asuchi ta Vigilance Odisha ra kana karuchanti?

  • @gurucharanbarik7817

    @gurucharanbarik7817

    27 күн бұрын

    କେବଳମାତ୍ର ନାଭି ରେ ଦୁଇ ବୁନ୍ଦା, ତା ପରେ ନିଦ୍ରା. ଆମ vigilance dept😂😂😂😂😂

  • @bagunsingh9206
    @bagunsingh9206Ай бұрын

    ମିଛ କଣ ପାଇଁ କହୁଛ

  • @ullashchandraparida2252
    @ullashchandraparida2252Ай бұрын

    Good news

  • @arunapradhan927
    @arunapradhan92712 күн бұрын

    Chora nka paisa company sabu ku siz karajau

  • @KedarJena-ki9el
    @KedarJena-ki9elАй бұрын

    Investigation need immediately

  • @lingarajpanda896
    @lingarajpanda896Ай бұрын

    Mohan majhi sarkar laguchi kichi kari paribani anurodh karuchi cm nku jaldi cbi enquary karantu

  • @bhagyadharpradhan2124
    @bhagyadharpradhan2124Ай бұрын

    ଚୋର ଘର ସବୁବେଳେ ଅନ୍ଧାର ରହେ ନାହଁ

  • @sushantanayaksushi441
    @sushantanayaksushi441Ай бұрын

    ASO mada news tike dekhao

  • @susantabaliarsingh7854
    @susantabaliarsingh7854Ай бұрын

    Odisha ku khola Kari khaigale

  • @alokpahi455
    @alokpahi455Ай бұрын

    Odisha CBI Parabani

  • @bidesipradhan1215
    @bidesipradhan121526 күн бұрын

    ଇଏ ସବୁ ଓଡିଶା ଶ୍ରମିକ ଖଟି ଖିଆ ଲୋକ ମାନ ଙ୍କର ଠକି ତଣ୍ଟି ଚିପି ଲୁଟ କରି ଖାଉ ଥିଲେ

  • @bijayapppradhan4563
    @bijayapppradhan4563Ай бұрын

    ଅମ୍ବାନୀ ବୋଉ ପୂରା ପେଲେଇପୁଅ।

  • @jihosiyamandal9999
    @jihosiyamandal9999Ай бұрын

    Id ତଦନ୍ତ ଏହୁbjd babungkarsrs କାରନାମା

  • @satyajitmallick804
    @satyajitmallick804Ай бұрын

    Bhai kichii habani drunti khore mla mp nka ra bcz tanka prbala acchiii sabu khasijibe ok eita mora final answer

  • @alokpahi455
    @alokpahi455Ай бұрын

    Tama parbni SBI

  • @Business-inodia
    @Business-inodiaАй бұрын

    Is this Boboby is more talented than Daud .

  • @user-el9hb6yz3r
    @user-el9hb6yz3rАй бұрын

    Subha dino dekhuchi na kon vigilance

  • @babyvlogs4128
    @babyvlogs4128Ай бұрын

    Arrest na hela parjyanta ame chadibu nahu ED red kari

  • @dsd4230
    @dsd4230Ай бұрын

    ସବୁ ବବି ଖୋଳ କରିଦେଇଛି. ଜନସାଧାରଣ ଭାବୁଥିଲେ ବବିଟା ଭଲ ପିଲା ହେଲେ ଯାହା ଜଣାପଡୁଛି ମହାକାଳ ଫଳ.

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9ocАй бұрын

    ଅନୁଗୋଳ ଜିଲ୍ଲା ରୁ ଜିଲ୍ଲାପାଳ ସ୍ୱାଇଁ କୁ ଧରି ଟେଣ୍ଡର ଫିକ୍ସିଂରେ ବବି ଓ ପଣ୍ଡିଅନ କୁ କୋଟିକୋଟି ଟଙ୍କା ଖାଇଛନ୍ତି । ତତସହିଟ ଠିକାଦାର ମାନେ ନିମ୍ନ ମନର ଓ କାମ ପରିମାଣ କାମକରି ଠିକାଦାର , ବବି ଦାସ ,ପାଣ୍ଡୁ ,ନିର୍ବାହୀ ଯନ୍ତ୍ରୀ ଠାରୁ କନିଷ୍ଠ ଯନ୍ତ୍ରୀ ବ୍ୟାପକ ଭାବରେ ଖାଇ ଛନ୍ତି ତଦନ୍ତ ସାପକ୍ଷ ।ପରିକ୍ରମା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ରେ ମିଳିଥିବା ଅନୁଦାନ କୁ ସରପଞ୍ଚ କୁ ନ ଜଣାଇ ପିଓ ଙ୍କୁ ଧରି BDO 2/3 ଅଂଶ ଖାଇ ଛନ୍ତି ଏଥିରେ ମଧ୍ୟ ପାଣ୍ଡୁ ଓ ବବି ଖାଇ ଛନ୍ତି CBI କିମ୍ବା ଭିଜିଲାନ୍ସ ତଦନ୍ତ ପାଇଁ ଦେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସମସ୍ତଙ୍କୁ ଜେଲ ପଠାଇବାକୁ BJP ଭୋଟ ଦେଇଛନ୍ତି କାମ ନା କରି ଭାଷଣ ଦେବାକୁ ଭୋଟ ଦେଇ ନାହାନ୍ତି ।

  • @Goutam306
    @Goutam306Ай бұрын

    ବବି ଦାସ କୁ arrest କର ଶୀଘ୍ର

  • @sanju7678
    @sanju7678Ай бұрын

    Mohan sir, my dear CM. Ehh Bobby Das pura corrupted. Sir. Aku pura jivan jail darkar. Jaihind. Jai Sriram

  • @RakeshSahu-lg5ph
    @RakeshSahu-lg5phАй бұрын

    Odisha sarkar nideshre cbi red karajau

  • @kailashchandrarout2551
    @kailashchandrarout255126 күн бұрын

    ତାକୁ ଶୀଘ୍ର ଅରେଷ୍ଟ କର।

  • @RajeshPothal-dk1oe
    @RajeshPothal-dk1oe9 күн бұрын

    Mo nam re beshi nuha 1. 2taa company karidia bhagwan tumar Mangal karibe

  • @amulyapradhan3476
    @amulyapradhan3476Ай бұрын

    Cbi

  • @gurucharanabehera2791
    @gurucharanabehera279120 күн бұрын

    Ea jail jibaa darkar

  • @baishnab9446
    @baishnab9446Ай бұрын

    ବବି ଦାସ କୁ ଗିରପ କରାଯାଉ

  • @Sushikumarghana
    @Sushikumarghana29 күн бұрын

    ଯାଜପୁର ର deltavo private limited gote thaka kampani

  • @user-fw3ir9fh4e
    @user-fw3ir9fh4e11 күн бұрын

    Sp trade ventures pvt company achi

  • @bijayamaharana937
    @bijayamaharana93726 күн бұрын

    Bhala samaja seba karuchanti boli kahuthile abe samaste janantu , sarkar bahar karantu ,

  • @amitkumarnayak5345
    @amitkumarnayak534527 күн бұрын

    But where is pandyan total invisible ?

  • @TirtharajIsha
    @TirtharajIsha28 күн бұрын

    Pandian ra relatives namere aneka properties o truck

  • @user-hu7vf4tt6k
    @user-hu7vf4tt6kАй бұрын

    ଅତି ଶୀଘ୍ର ତଦନ୍ତ କରାଯାଉ ନହେଲେ BJP କୁ ବି ଲୋକ ଆଉ ଭରସା କରିବେନି...

  • @samarendramohanty1038
    @samarendramohanty1038Ай бұрын

    ବବି କୁ ଜେଲ ପଠାଓ

  • @subashchandrapatra3128
    @subashchandrapatra312829 күн бұрын

    Naveen Pattanaik best n clean chief minister.What bobby did he doesn't know?

  • @engineeringacademy1345
    @engineeringacademy134529 күн бұрын

    Baripada ade b dekho boby link eithi b ochhi

  • @user-bd3me5cj2q
    @user-bd3me5cj2qАй бұрын

    mohan sir ate late kahinki naunahanti action gote pare gote purantu jharpada re

  • @user-ye8kp4dk8v
    @user-ye8kp4dk8vАй бұрын

    Tar sapati sarkar sikaardia

  • @makarjaynaren8356
    @makarjaynaren8356Ай бұрын

    Cbi ତଦନ୍ତ ଜରୁରୀ ଅଟେ।

  • @SashibhusanDas-ru3qw
    @SashibhusanDas-ru3qwАй бұрын

    Thanxs topeople

  • @rameshrao6605
    @rameshrao660525 күн бұрын

    Turanta karjya anustana hba drkar 😡😡

  • @PareshMohabhuin
    @PareshMohabhuinАй бұрын

    Cbi kauthi suithila ete tanka hadap hela bele

  • @laxmidharmohanty1251
    @laxmidharmohanty1251Ай бұрын

    babböy fasi 1:01 1:02 1:02

  • @hurshikeshmathan9565
    @hurshikeshmathan9565Ай бұрын

    C.B.I janch karaibaku Manyabar C.M. nku anurodh, karan ghotala heithiba tanka Odisha ra aganita janata nka ra tanka, Odisha ra aganita janata jou payee B.J.P ku bachhijanti, taha turant heba darkar

  • @atishmalik6534
    @atishmalik653425 күн бұрын

    Emananka suna kaati diantu

  • @shivaprasadjena8656
    @shivaprasadjena8656Ай бұрын

    Ho ho hoei labha nahi jadi case diary karanajaei cbi I'd vigilance nagajaei jadi Babi ku arrest nakarajaei jaeil patha najaei sarakara tatpara nahanti tebe kichhi labha nahi

Келесі