୧୯୯୯ରୁ ଲାଗି ଲାଗି ଭୁବନେଶ୍ୱରରେ ମଉସା ତିଆରି କଲେ ନେପାଳ ଷ୍ଟାଇଲ ଘର ! | Bhubaneswar | PratidinTv
୧୯୯୯ରୁ ଲାଗି ଲାଗି ଭୁବନେଶ୍ୱରରେ ମଉସା ତିଆରି କଲେ ନେପାଳ ଷ୍ଟାଇଲ ଘର ! | Bhubaneswar | PratidinTv
#pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZread Channel: / @pratidintvodisha
Subscribe To Our Hashtag Channel: / @hashtag6187
Пікірлер: 226
ପଦ୍ମଶ୍ରୀ ଉପାଧି ବି କମ ପଡିବ ମନେ ହୁଏ@ ମଉସା ଆପଣଙ୍କୁ କୋଟି ଫ୍ଳଣାମ🙏🙏❤
@soumyarockpanda
11 ай бұрын
😂😂😂😂😂
Channel କୁ ବହୁତ୍ ଧନ୍ୟବାଦ। ବିନା ଦ୍ବିଧାରେ ଗରିବ କଥା ଉପସ୍ଥାପନ କରି ଥିବାରୁ।
@HiteshShahu
11 ай бұрын
👌🏻👌🏻👌🏻👌🏻
@pkvlog14390
11 ай бұрын
1cr re ghara tiari Kari paruchi puni gariba kemiti hela😊
@sujatabaliarasingh4001
10 ай бұрын
@@HiteshShahu😊
@KichkeshwarSardar
2 ай бұрын
M
ଏଇ ମଉସା ଙ୍କୁ ଯେଉଁ ଭକ୍ତ ମାନେ ୧୦୦ ବା ୫୦ ଟଙ୍କା ଦେଇ ସାହାଯ୍ୟ କରିଛନ୍ତି ତାଙ୍କୁ ମୋ ତରପରୁ ବାରମ୍ବାର ବାରମ୍ବାର ଧନ୍ୟବାଦ🙏
ଆପଣଙ୍କୁ ବାରମ୍ବାର ସାଧୁବାଦ୍ (ମୂଲିଆ ଦେଶ ଗଢିବାରେ ସହାୟକ : ଏକଦମ୍ ଠିକ୍)
ଭଗବାନ ଦୀର୍ଘାୟୁ କରନ୍ତୁ। ସୁସ୍ଥ ରୁହନ୍ତୁ। ମହାପ୍ରଭୁ ଙ୍କ ଆଶୀର୍ବାଦ ଥାଉ।
ମଉସା ଆପଣଙ୍କ କଥା ମନ ଛୁଇଁ ଗଲା। ଆପଣଙ୍କ ପରିଶ୍ରମ ଅତି ନିଆରା ଏବଂ ଅତି କଠିନ parishrami ଆପଣ 🙏🙏🙏
BMC ନଜର ପଡିନି ବୋଧ ହୁଏ, ଭଗବାନ କରନ୍ତୁ ତାଙ୍କ ନଜର ନ ପଡ଼ୁ, ମଉସା ଙ୍କୁ ଅନେକ ଅନେକ ଧନ୍ୟବାଦ 🙏
🙏ଭଗବାନ ଆପଣ ଙ୍କୁ ଭଲରେ ରଖନ୍ତୁ 🙏ଜୟ ଜଗନ୍ନାଥ 🙏
ମଉସାଙ୍କ ର ସବୁ କାମ ବାରମ୍ବାର ବହୁତ ବହୁତ ଧନ୍ୟବାଦ ମଉସା 🙏
ଧନ୍ୟବାଦ ଭାଇ.. ତୁମର ଧୈର୍ଯ୍ୟ ସାହସ ଅଧ୍ୟବସାୟ ପାଇଁ ଆଉଥରେ ❤️👍👍
ମଉସାଙ୍କୁ ବାରମ୍ବାର ନମସ୍କାର
ଖାଲି ଗୋଟେ ପ୍ରଶ୍ନ ମନକୁ ଆସୁଛି , ଯଦି ଫନି କିମ୍ବା ମହା ବାତ୍ୟା ପରି କୌଣସି ପ୍ରାକୃତିକ ବିପର୍ଜୟ ଆସେ ତେବେ କଣ୍ ଏ ସବୁ ସୁରକ୍ଷିତ ରହିବ 🤔
"Need co-operation of others -If not -Go alone-sure success 100% -It is proofed -Iam alsso Traying my aim "Thanks to Media &Sri PANDARI Babu.. The great person..
❤❤❤❤ ଅତି ସୁନ୍ଦର ସତରେ
ତମରୀ ପାଇଁ ବିମସି ତା ଘର ଟା କୁ ଭାଗିଦବ ଦେଖିବାକୁ ମିଳିବ
ବାରମ୍ବାର, ବାରମ୍ବାର, ବାରମ୍ବାର
@saikalyan4918
Жыл бұрын
😂😂😂😂
ସ୍ବପ୍ନ କୁ ପୂରଣ ପାଇଁ ଇଚ୍ଛା ଶକ୍ତି ଦରକାର , ଆଜି ମଉସା ତାଙ୍କ ସ୍ଵପ୍ନ କୁ ପୂରଣ କରିଛନ୍ତି .... ଆଉ ଖୁସି , ଶାନ୍ତି ଏଥିରେ ଅଛି ,, ନିଜ ସ୍ଵପ୍ନ କୁ ସାକାର କରିବା କ୍ଷମତା ସମସ୍ତ ଙ୍କ ପାଖରେ ନଥା ଏ ...
Really I feel myself very happy by looking at your dream Palace. What's a wonderful as well as great talent indeed! Keep it up dear MAUSA till breathing last so that others will follow suit. JAI JAGANNATH.
@chinmayack158
Жыл бұрын
❤❤❤❤ nice
@user-gy8ze4qz3j
11 ай бұрын
@@chinmayack158 😅
@user-gy8ze4qz3j
11 ай бұрын
@@chinmayack158lhji
ସତରେ ତୁମକୁ ସମସ୍ତେ ମାନିଗଲେ🥰🤩
ଭଲ ବେପାର କରୁଛନ୍ତି ମଉସା 🌹🙏
କୋଟିଏ ଟଙ୍କା ବ୍ୟାଙ୍କରେ ରଖିଥିଲେ ପୁରୁଷା ପୁରୁଷ ଚାଲିଥାନ୍ତେ...... ତଥାପି ମଉସାଙ୍କ କାମକୁ ମାନିବାକୁ ପଡିବ...
@chintamanidas6194
11 ай бұрын
Dream house
Nice job. BMC ra kopa drusti ru banchi parile hela.
Mausa dhanyabad ate mind khateicha 🎉 Kaotie pranam
ଯାତ୍ରା କମେଡିଆନ ନରି ପଣ୍ଡା 😮😮
ପନ୍ଦାରି ମଉସାଙ୍କୁ ଟିକେ ପଚାର....2019 ରେ ଝାଡ଼ପଡା ଜେଲ ରେ ଗଂଜେଇ କାରବାର ପାଇଁ ରହିଥିଲେ କଣ ପାଇଁ
@jayantidas8179
11 ай бұрын
Hn ki?
@puremalkangiria1120
12 күн бұрын
Any Prove???
Mausa bahut dhanyabad
You are great Mausha
ଧନ୍ୟବାଦ ଭାଇ 🙏🏿🙏🏿
Good engineering!
God Bless you
Jai jagannath 🙏🙏🙏
Jai shree Ram
My God what a talent
Jay jagannthamanimaa🙏🙏🙏 mausa ghra bohut sudar😍😍🥰🥰
Great Mausa
Jagannath mahaprabhu nka pakhare mora prathana mausa nku bhala re rakhantu Khushi re ruhantu 🙏🏻🙏🏻🙏🏻
Barambar dhanyabad
ବାରମ୍ବାର ବାରମ୍ବାର ❤️ମଉସା
Ati Sundar 💐🙏
ବହୁତ ସୁନ୍ଦର
Bht Sundar chinta dhara 🙏🙏🙏
Bahut sunder ❤👍
Eka mana koti pati manisa ra uaasa te ❤❤❤❤😢
ମଉସା ସୁପର୍ ହିରୋ
Outstanding 👏
Very nice House 🏠❤,👍
Jay Jagannath
Wow kete sundar laguchi 👍🙏
God bless you 🙏
God bless you Mousha Jai jagannath
Jami ta sarkari Jabar dakhal , koudina bulldozer asi tadi deba !
Respect sir 🙏
Bohut sundar
ମାଡ଼ି ଚାଲ
Jay Jagannath 🙏🙏 Barmbar🙏🙏
Nice
Beautiful person Dil se salute 🙏🙏🙏🙏
Barambara mausa❤❤😅
👌👌👏👏🙏🙏👍👍
Mausha 🙏👑👑👑
❤❤ nice
Jay jaganatha thumar chalapatha kusimita karanty sir
Nice house 🏠🏠
Khubsundar gharo Jay jagannath
Jay shree Jagannath
❤
ମଉସା ବହୁତ ବୁଦ୍ଧିମାନ l
Aati Sundar ghara
Creative mind
Great 👍
ବିରଳ ମଣିଷ ପନ୍ଦାରି ମଉସା ଧନ୍ୟବାଦ 😂😂
👍👍👍👍👍👍
🥰🥰
👌🙏🏻🙏🏻
Really Beautiful
Natural Beauty House
Media knu thank u
Mausa i salute you.
Old is gold 🥇🥇🥇🥇🥇🥇🥇
Had work proud
Very good mausa
gariba loka ta jetiki thau khusi re rahiba bada katha
ବହୁତ୍ ପରିଶ୍ରମ karithibe a ମଉସା
❤❤❤❤
Award paaiba jogya byakti. 🙏🙏
ମଉସା ଭଉତ ସ୍ୱାଭିମାନ ଏବଂ ସ୍ୱପ୍ନର ଘର ଗୋଟେ ତୋଳିଛନ୍ତି?
Mousa nka Barambara ...Bahut khusi lagila.😁😁
Cyclone re kichhi bhangini???
😊❤
Uncle youar grate
Nice 👍
ଗୋଟିଏ cycloneକୁ ଏସବୁ ରହିଲେ ହେଲା ା
ମାଉସୀ ଙ୍କ ସହିତ ମଉସା ଙ୍କୁ ଯୋଡନ୍ତୁ
Beautiful
ବାରମ୍ଵାର ବାରମ୍ଵାର ❤❤❤❤ମଉସା
Really innocent good man 🚶♂️ ❤ ❤ ❤ bahut sundar ghara manibaku padiba
1 କୋଟି କେତେ ମଉସା ଜାଣିଛନ୍ତି ତ ?
Mausa Super tauter
Chanel ku thankyou
He is extremely happy but loosed his family and don't take care of his family members.