୧୦ ବର୍ଷ ପୂରଣ ହେଲା ଆମ ବାହାଘର 💘 l Marriage anniversary l Gouranga Nayak Odia Vlogs

ଆଜି ୧୦ ବର୍ଷ ପୂରଣ ହେଲା ଆମ ବାହାଘର l Marriage anniversary l Gouranga Nayak Odia Vlogs
#gouranganayakodiavlogs
#ruralodisha
#marriage
#odishavlogs
#ruralindia
#villagevlogs
#villagelife
#gouranganayakvlogs
#Odiabahaghara
#odiafoodvlogs

Пікірлер: 786

  • @rajeshmohantyindia
    @rajeshmohantyindia6 күн бұрын

    ଅନେକ ଅନେକ ଶୁଭେଚ୍ଛା ଓ ସଦିଚ୍ଛା.... 10ବର୍ଷ କଣ ଏପରି ଜାଣି ପାରିବେନି କେବେ 25 ହେଇଯିବ ତାପରେ 35 ହେଇଯିବ... ଆଉ ଦିନ ଆସିବ ଆପଣ ବୁଢା ବୁଢ଼ୀ ହେଇଯାଇଥିବେ ପିଲାମାନେ ବାହା ହୋଇ ନିଜ ସଂସାର କରି ସୁଖରେ ଥିବେ ଆଉ ଆପଣ ବିବାହ କଥା ମନେ ପକାଇ ବିବାହ ଫଟୋ, ଭିଡ଼ିଓ ଦେଖି ହସୁଥିବେ

  • @Vinood900
    @Vinood9006 күн бұрын

    ଭାଇ ଆପଣ ବହୁତ୍ lucky ଯେ ଆପଣ ମାମା ଭାଉଜ ଙ୍କ ଭଳି ଜଣେ ସଂସ୍କାରୀ ସର୍ବଗୁଣ ସମ୍ପର୍ଣା ସ୍ତ୍ରୀ ପାଇଛନ୍ତି। ପୁଣି ଥରେ ବହୁତ୍ ବହୁତ ଅଭିନନ୍ଦନ ❤🎉

  • @babajicharanswain9352
    @babajicharanswain93526 күн бұрын

    ବିବାହ ର ୧୦ବର୍ଷର ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା।

  • @MnuBiswajit
    @MnuBiswajit6 күн бұрын

    Apanka paribara dekhile bahut khusi lage❤❤ Bhagvan sabubele apnka paribaraku bhalare rakhantu ❤❤

  • @P.-Malay
    @P.-Malay6 күн бұрын

    ବିବାହର ଦଶମ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🌹ଭାଇ ଆପଣ ବହୁତ ଲକି ସୁଲକ୍ଷଣୀ ମାମା ସହ ଯାଆଁଳା ପୁଅ ଝିଅ ଭାଇ ଭାଉଜ ଟିକି ଜୁବୁଲି ଏବଂ ମା କୁ ନେଇ ଖୁସି ପରିବାର. ଜୟ ଜଗନ୍ନାଥ 🙏

  • @SamBunty
    @SamBunty6 күн бұрын

    ଶୁଭ ଅଭିନନ୍ଦନ ଗୌରାଙ୍ଗ ବାବୁ ,ମାମା ଭାଉଜ। ଖୁସି ରେ ରୁହନ୍ତୁ । ଶାନ୍ତି , ଶକ୍ତି, ସାହସ ରେ ଆପଣ ଆଗକୁ ବଢନ୍ତୁ। ଜୟ ଜଗନ୍ନାଥ।

  • @JayPrakash-hn7ep
    @JayPrakash-hn7ep5 күн бұрын

    ଜୟ jagananth 🙏🏻ଯାହା ହଉ ଆପଣ ୟୁଟ୍ୟୁବ ପରିବାରଙ୍କ ପାଇଁ aniversery ପାଳିଲେ ବହୁତ ଖୁସି ଲାଗିଲା ଅନେକ ଆଶ୍ରୀ ବାଦ au ଭଲପାଇବାଭାରୀ ଖୁସିଲାଗିଲା ❤

  • @biswaranjan87jena
    @biswaranjan87jena5 күн бұрын

    ଶୁଭ ବିବାହ ବାର୍ଷିକ ଭାଇ ଏବଂ ଭାଉଜ( 10years)🌹❤

  • @manojkumarsi1483
    @manojkumarsi14835 күн бұрын

    ୧୦ ବର୍ଷର ବୈବାହିକ ଜୀବନ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଗୌରାଙ୍ଗ ଭାଇ ।

  • @Coderdev02
    @Coderdev025 күн бұрын

    ସତରେ ଏମିତି ଦି ସ୍ବାମୀ ସ୍ତ୍ରୀ ଆଉ ଭାଇ ଭାଇ ଆଉ ଯା ମାନଙ୍କ ଭିତରେ ସମ୍ପର୍କ ବହୁତ୍ ବିରଳ ଦେଖିବାକୁ ମିଳୁଛି,ଆପଣ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ।

  • @jnanaranjanmohapatra29
    @jnanaranjanmohapatra295 күн бұрын

    ବିବାହ ବାର୍ଷିକ ପାଇଁ ଅଶେଷ ସୁଭେଛା । ❤❤ ଅପଣଙ୍କ ହସଖୁସି ର ସଂସାର ଚାଲିଥାଉ ❣️

  • @aamy00
    @aamy006 күн бұрын

    ବିବାହର ଦଶ ବର୍ଷ ପୂରଣ ଅବସରରେ ଆପଣଙ୍କୁ ଏବଂ ଭାଉଜ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଙ୍କ କୃପା ରୁ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ।🙏

  • @Gouranganayakodiavlogs

    @Gouranganayakodiavlogs

    6 күн бұрын

    Thank you

  • @suryakantidora9225
    @suryakantidora92256 күн бұрын

    Odisa ra best swami heuchanti gauranga bhai...aau samastakar best bhauja mama bhauja..aapan ku HAPPY ANNIVERSARY

  • @moharanasaroj6671
    @moharanasaroj66716 күн бұрын

    ଆଜିର ଅଧ୍ୟାୟଃ ବହୁତ ସୁନ୍ଦର 🎉, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଆପଣଙ୍କର 🙏🥰 ଜୟ ଜଗନ୍ନାଥ

  • @antonysingh1194
    @antonysingh11945 күн бұрын

    ବିବାହ ବାର୍ଷିକ ର ବହୁତ ବହୁତ ଅଭିନନ୍ଦନ ଶୁଭେଚ୍ଛା।🎉

  • @rahulk934
    @rahulk9346 күн бұрын

    Happy anniversary to both.. from Bargarh jay maa samlei

  • @bapinamahali5940
    @bapinamahali59406 күн бұрын

    ବିବାହ ର 10 ବର୍ଷ ପୂର୍ତ୍ତ ଅବସରର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ନନା 💐💐💐💐

  • @debaduttamohanty3481
    @debaduttamohanty34816 күн бұрын

    ବିବାହ ବାର୍ଷିକୀ ର ପ୍ରଥମ ଦଶନ୍ଧି ର ପୂର୍ତ୍ତି ଉପଲକ୍ଷେ, ଶୁଭେଚ୍ଛା ଓ ଆଗାମୀ ଦିନ ମାନଙ୍କ ପାଇଁ ଶୁଭକାମନା। ଜୟ ଜଗନ୍ନାଥ।

  • @pradipkumarswain6590
    @pradipkumarswain65906 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤🙏,

  • @310satya
    @310satya5 күн бұрын

    10 barsa purti re anek anek subechha.. emiti jiban ta khusii re katijau

  • @gobindabehera5887
    @gobindabehera58875 күн бұрын

    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁ ବେଳେ ଏମିତୀ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ

  • @moharanasaroj6671
    @moharanasaroj66716 күн бұрын

    ବିବାହ ବାର୍ଷିକ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଭାଇ 🎉🥰

  • @harichandanrath7320
    @harichandanrath73206 күн бұрын

    ୧୦ତମ ବିଭାହ ବାର୍ଷିକ ଉପଲକ୍ଷେ ଆପଣ ଏବଂ ଭାଉଜଙ୍କୁ ମୋ ତରଫରୁ ଶୁଭେଚ୍ଛା ଓ ଶୁଭକାମନା

  • @swapnabaral3008
    @swapnabaral30086 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଭାଇ 💐🥳🤗🍰👩‍❤️‍👨👌ଜୟ ଜଗନ୍ନାଥ 🙏

  • @prativabiswal326
    @prativabiswal3265 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏❤♥️🎂🎊🎊🎉💐💐

  • @ShreeramParida
    @ShreeramParida6 күн бұрын

    Happy anniversary mamu main 🎉❤❤💞

  • @nikunjasamantaray7303
    @nikunjasamantaray73035 күн бұрын

    ଆପଣଙ୍କ ବିବାହ ବାର୍ଷିକୀରେ ସମ୍ପୂର୍ଣ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ ପ୍ରେମ ଓ ବାଣ୍ଛନା ଯାହାରେ ବର୍ଷଗାଁଁଠାରୁ ସ୍ଥିର ରହିଛି।"

  • @basantanayak8390
    @basantanayak83906 күн бұрын

    ବିବାହ ବାର୍ଷିକ ପାଈଁ ଶୁଭେଚ୍ଛା ଓ ଅଭିନନ୍ଦନ. 💐 ପ୍ରଭୂ ଶ୍ରୀ ଜଗନ୍ନାଥ ଆପଣ ମାନଙ୍କୁ ଭଲରେ ରଖନ୍ତୁ ଏଇଆ କାମନା 🙏

  • @pratiksahani6810
    @pratiksahani68106 күн бұрын

    Vivah ra 10 barsa purti abasarare bht bht Abhinandan ❤🙏🏼

  • @dibyajyotimohanty3801
    @dibyajyotimohanty38016 күн бұрын

    Bhagaban apanka pari bara ku sabu bele khusi re rakhantu ❤❤❤

  • @krishnamishra2046
    @krishnamishra20466 күн бұрын

    ବିବାହ ବାର୍ଷିକ ଉପଲକ୍ଷ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐

  • @sandeepbaral2592
    @sandeepbaral25926 күн бұрын

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ତୁମକୁ ଭଲରେ ରଖନ୍ତୁ ତୁମ ପରିବାର କୁ ଭଲରେ ରଖନ୍ତୁ

  • @user-wk3kk8lj1b
    @user-wk3kk8lj1b6 күн бұрын

    ବିବାହ ବାର୍ଷିକ ଉତ୍ସବ ପାଳନ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  • @rajalaxmisahu5607
    @rajalaxmisahu56076 күн бұрын

    ସାର ବିବାହ ବାର୍ଷିକୀରେ ଅନେକ ଶୁଭେତ୍ସା ଓ ଶୁଭ କାମନା ... ଜୟ ଜଗନ୍ନାଥ

  • @tusararout284
    @tusararout2846 күн бұрын

    Mahaprabhu Sri Jagannath apanka family sadabele kushi Santi susta rakhantu ...

  • @dambarunail-ch4bg
    @dambarunail-ch4bg6 күн бұрын

    Happy anniversary sir and Madam ,..sabu bele hasa khusi re thantu ..thakura aapnaku ghanto ghodeyi rakhi thantu ❤❤❤

  • @pany167
    @pany1676 күн бұрын

    17:42 ନୂଆ ବିବାହ କଥା ଶୁଣି ଧନ ର interest ବଢ଼ିଗଲା 😂😂

  • @amitamareshjena4393
    @amitamareshjena43936 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ ଓ ଭାଉଜଙ୍କୁ ମୋ ତରଫରୁ ❤

  • @meenakshimohanty4975
    @meenakshimohanty49756 күн бұрын

    Bada Bhauja is very sweet lady. Happy anniversary Gouranga and Mama🎉

  • @Mini-gi9cg
    @Mini-gi9cg6 күн бұрын

    ସାର୍ ଖୁସି ରେ ରୁହନ୍ତୁ ଆଗକୁ ଭଲ ଭଲ ଜାଣିବା ପାଇଁ ଭିଡିଓ ଦିଅନ୍ତୁ ଧନ୍ୟବାଦ 🎉🎉🎉

  • @pratapnayak2036
    @pratapnayak20366 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଜଗତରନାଥ ଜଗନ୍ନାଥ ଆପଣଙ୍କ ପରିବାର ଉପରେ ଏମିତି ସବୁବେଳେ ସୁଖ ସମୃଦ୍ଧିର ବର୍ଷା କରନ୍ତୁ.. ଜୟ ଜଗନ୍ନାଥ 🙏

  • @odiafoodie2918
    @odiafoodie29186 күн бұрын

    ଯେଉଁ ମାନେ , ଗୌରାଙ୍ଗ ଭାଇ - ମାମା madam nka ଯୋଡ଼ି କୁ ଭଲ ପାଆନ୍ତି , Like Kara 🩷😀 Happy Marriage anniversary Sir 🎉

  • @kitcheniconodia5708
    @kitcheniconodia57086 күн бұрын

    ବିବାହ ବାର୍ଷିକ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ସାର୍ ଏବଂ ଭାଉଜ 🎉❤, ମହାପ୍ରଭୁ ଙ୍କ କୃପାରୁ ଆପଣଙ୍କ ଚଲାପଥ କୁସୁମିତ ହେଉ, ଜୟ ଜଗନ୍ନାଥ 🙏

  • @Gouranganayakodiavlogs

    @Gouranganayakodiavlogs

    6 күн бұрын

    Thank you

  • @nilanchalpanda858

    @nilanchalpanda858

    6 күн бұрын

    Wish you A very very very happy 10th anniversary Shri jagannath prabhu ji aapke family ko khushi aur samriddhi hamesha de

  • @nilanchalpanda858

    @nilanchalpanda858

    6 күн бұрын

    🎉🎉🎉🎉🎉 HAPPY 10th anniversary

  • @RuHj-fb5xt

    @RuHj-fb5xt

    6 күн бұрын

    Happy anniversary

  • @user-li4ew3mg7r

    @user-li4ew3mg7r

    6 күн бұрын

    Happy anniversary

  • @nirmalmallick5314
    @nirmalmallick53145 күн бұрын

    ଅଭିନନ୍ଦନ ଏବଂ ଶୁଭେଚ୍ଛା । ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣଙ୍କ ପାରିବାରିକ ଜୀବନ ଖୁସିରେ କଟୁ ।

  • @linkangarnaik4519
    @linkangarnaik45196 күн бұрын

    ବିବାହ ବାର୍ଷିକ ଶୁଭେଚ୍ଛା ଜ୍ଞାପନ ଓ ଶୁଭକାମନା ଜଣାଉଛି ସାର ଭଗବାନ ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ ❤❤❤ଜୟ ଜଗନ୍ନାଥ ସାର୍

  • @girishkumarrana8287
    @girishkumarrana82876 күн бұрын

    ବିବାହ ବାର୍ଷିକ ର ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା.ଭଗବାନ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ଭଲରେ ରଖନ୍ତୁ.ଜୟ ଜଗନ୍ନାଥ

  • @sidharthasamartha2464
    @sidharthasamartha24646 күн бұрын

    ଅଭିନନ୍ଦନ ଭାଇ ମହାପ୍ରଭୁ ତୁମ ପରିବାର କୁ ଭଲରେ ରଖନ୍ତୁ

  • @slipu5597
    @slipu55976 күн бұрын

    Jay jagannath sir happy marriage unniversary god bless you tike late heigala sir bahut bhala bhala drusya dekhauchanti very nice

  • @sonusamal4872
    @sonusamal48726 күн бұрын

    Maa samlei apankar paribar ku khusi re rakhantu

  • @parthasarathibaral8255
    @parthasarathibaral82556 күн бұрын

    ଭାଇ ବିବାହ ବର୍ଷ ର ଅନେକ ଅନେକ ଅଭିନନ୍ଦନ 2 ଜଣକୁ 💐💐

  • @meheswarpati
    @meheswarpati6 күн бұрын

    Thanks Nayak Babu 😅😅😅😅😅

  • @user-mb7ee6cw2j
    @user-mb7ee6cw2j6 күн бұрын

    Happy anniversary jagannath apari khushire rakhantu God bless both of you

  • @user-dq4qz9qz6p
    @user-dq4qz9qz6p6 күн бұрын

    Happy anniversary both of you Gouranga babu / Mama Bhauja 🎉

  • @user-wm6df6ks5e
    @user-wm6df6ks5e6 күн бұрын

    🎉🎉🎉🎉❤❤❤ଭାଇ ବିବାହ ବାର୍ଷିକ ର ହାର୍ଦିକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @pravashsahoo691
    @pravashsahoo6916 күн бұрын

    ବିବାହ ବାର୍ଷିକ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗନ୍ନାଥ ତୁମ ପରିବାର କୁ ଖୁସିରେ ରଖନ୍ତୁ। ଜୟ ଜଗନ୍ନାଥ 🎉❤

  • @manasisahu7279
    @manasisahu72796 күн бұрын

    Happy Anniversary to both of you.Maa Samlei Blessings always with you.

  • @BalramPadi
    @BalramPadi6 күн бұрын

    Happy marriage aniversary gaurang Bhai and bhauja 2014 re heithila marriage best wishes for bright future

  • @PrasantaKumarGiri-cx7dm
    @PrasantaKumarGiri-cx7dm6 күн бұрын

    ଗଉରାଙ୍ଗ ଭାଇ ଓ ଭାଉଜ ଆପଣଙ୍କ ଚଲା ପଥ ଜୟ ଜଗନ୍ନାଥ ସ୍ବାମୀ କୁଶୁମିତ କରନ୍ତୁ, ଜୟ ଶ୍ରୀ ରାମ

  • @user-gd1rn5sq4s
    @user-gd1rn5sq4s6 күн бұрын

    Happy Anniversary Gaouranga sir aapanka dina ti aaji mangala maya hau jay jagannath

  • @satyaranjankar5050
    @satyaranjankar50506 күн бұрын

    Congratulations Gouranga bhai& Bhauja God bless your family life

  • @saratsahu7756
    @saratsahu77566 күн бұрын

    Happy Marriage Anniversary to Gouranga Babu and Madam.May God bless both of you in leading a very beautiful conjugal life.Jay Jagannath.

  • @meheswarpati
    @meheswarpati6 күн бұрын

    Happy Wedding anniversary Nayak.Babu God bless Both of you 🙂

  • @nathajena6161
    @nathajena61616 күн бұрын

    Bhai Jay Jagannath Happy marriage anniversary both of you. Bhagban apankara mangal karntu.

  • @shantununayak8246
    @shantununayak82466 күн бұрын

    ଭାଉଜ ବହୁତ ସୁନ୍ଦର ଦେଖିବା ପାଈଁ ଏବଂ ବ୍ୟବହାରବି ଖୁବ ମାର୍ଜିତ ❤

  • @seogaruitsolutions369
    @seogaruitsolutions3696 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ

  • @jbrabinikumar2861
    @jbrabinikumar28616 күн бұрын

    Wish u a very lovely marriage anniversary Bhai & bhabi.stay blessed with ur family.god bless u .go ahead

  • @jbrabinikumar2861

    @jbrabinikumar2861

    5 күн бұрын

    Thanks bro for reply

  • @Vinood900
    @Vinood9006 күн бұрын

    ଭାଇ ଆଉ ଭାଉଜ ଙ୍କୁ ବିବାହ ବାର୍ଷିକ ର ଅନେକ ଅଭିନନ୍ଦନ ଆଉ ଶୁଭେଚ୍ଛା ❤🎉

  • @srikantapattanaik8351
    @srikantapattanaik83516 күн бұрын

    Happy Marriage Anniversary to both of you. God bless you. Stay blessed always with lots of happiness and love.

  • @bhagirathimohapatra3604
    @bhagirathimohapatra36046 күн бұрын

    ଭାଇ ଓ ଭାଉଜଙ୍କୁ ବିବାହ ବାର୍ଷିକର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା 🎂🎂🎂

  • @manasranjankandi1470
    @manasranjankandi14706 күн бұрын

    Truely... Gem of a person.. U r gouranga sir.. Wish you both a happy anniversary🎉❤ Bhai and bhauja❤

  • @karunadyutimallick1719
    @karunadyutimallick17196 күн бұрын

    Happy Anniversary Gouranga sir and Mama Bhauja 🎉🎉

  • @santoshkumardakua75
    @santoshkumardakua756 күн бұрын

    ଜୟ ଜଗନ୍ନାଥ ବିବାହ ବାର୍ଷିକ ର ହାର୍ଦିକ ଶୁଭେଛା ଓ ଶୁଭକାମନା

  • @srabankumarsethy2661
    @srabankumarsethy26616 күн бұрын

    ଜୟ ଜଗନ୍ନାଥ sir congratulations happy marriage anniversary 🤎🙏🤎

  • @biswabhusanmohapatra3223
    @biswabhusanmohapatra32236 күн бұрын

    ବିବାହ ବାର୍ଷିକ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @arunkumardash9894
    @arunkumardash98946 күн бұрын

    Happy Marriage Anniversary To Both Of You, Stay Blessed Forever.

  • @manojkumarnayak2003
    @manojkumarnayak20036 күн бұрын

    Happy marriage anniversary gouranga babu. May God bless both of u . 🎉

  • @Guliashortvideo
    @Guliashortvideo6 күн бұрын

    ହରେ କୃଷ୍ଣ ହରି ବୋଲ ଭାଇନା ବିବାହ ବାର୍ଷିକ ର ହାର୍ଦିକ ଅଭିନନ୍ଦନ ଭାଇନା & ଭାଉଜ ଈଶ୍ଵର ମଙ୍ଗଳ କରନ୍ତୁ।

  • @JB.635
    @JB.6356 күн бұрын

    Congratulations Sir 🎉 Prabhu Jagannath nka kruparu Emiti hasakhusi re aagaku madhya jeebana atibahita karantu

  • @arunsahoo9932
    @arunsahoo99326 күн бұрын

    Happy anniversary both of you...Bhai🎉Bhauja❤🎉❤

  • @rocksiba6427
    @rocksiba64276 күн бұрын

    Jay jaganath gouranga Bhai happy anniversary Bhai and bhaujo

  • @sandipkumarpanigrahi-ex4hx
    @sandipkumarpanigrahi-ex4hx6 күн бұрын

    ବିବାହ ବାର୍ଷିକୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉🎂🎊

  • @alokkumarkhatua9163
    @alokkumarkhatua91636 күн бұрын

    ବିବାହ ବାର୍ଷିକ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମ ଚଲାପଥ କୁସମିତ କରିବା ସହିତ ପରିବାର ହସ, ଖୁସି ରେ ରହୁ🙏❤❤

  • @ShaktikantaSahoo-ms8kr
    @ShaktikantaSahoo-ms8kr6 күн бұрын

    Apna gotia katha bahut bhla lagila mu।mo standard re baha hebakat।

  • @TheDebiprasadbehera
    @TheDebiprasadbehera5 күн бұрын

    10 years completed... Happy anniversary bhai aau bhauja... 🙏🙏🙏

  • @munnanayak4199
    @munnanayak41996 күн бұрын

    ବିବାହ ବାର୍ଷିକର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଗୌରାଙ୍ଗ ବାବୁ ଏବଂ ସାନ ଭଉଣୀ ମାମା ଉଭୟଙ୍କୁ. 💐🎊

  • @user-hi5ff5ph9h
    @user-hi5ff5ph9h6 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ👍👍

  • @sanjibkumarpradhan7738
    @sanjibkumarpradhan77386 күн бұрын

    Happy anniversary Gourang babu and bhauja. God bless you.

  • @umeshmahapatra4510
    @umeshmahapatra45106 күн бұрын

    Congratulations gouranga Bhai stay blessed always and happy both Er u c mahapatra Berhampur Ganjam

  • @BiswanathSethfilms1972
    @BiswanathSethfilms19726 күн бұрын

    ଅଭିନନ୍ଦନ.. ଶୁଭେଚ୍ଛା.. 🎉🍿🍟

  • @dibyanshunayak-4a-167
    @dibyanshunayak-4a-1676 күн бұрын

    ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ 🙏

  • @basantiswain1458
    @basantiswain14585 күн бұрын

    Happy marriage anniversary gouranga bhai and bhauja 🎉🎉🎉🎉🎉

  • @Apostle00
    @Apostle006 күн бұрын

    All credit goes to ସ୍ବର୍ଗତ ମଧ୍ୟସ୍ଥି ବାଜିଆ ବାବୁ

  • @bibekrout5973
    @bibekrout59735 күн бұрын

    Jay jagannath sir bhauja apanku bhagaban emiti bhalare rakhithantu sara jiban

  • @rasanandasahoo4623
    @rasanandasahoo46236 күн бұрын

    Happy marriage anniversary to both of bhai & bhauja🎉🎉🎉

  • @surendrasahoo897
    @surendrasahoo8976 күн бұрын

    ଜୟ ଜଗନ୍ନାଥ ଭାଇ,,, Happy Marriage anniversary bhai and bhauja🎉🎉🎉🎉🎉🎉🎉

  • @Mpatra1038
    @Mpatra10384 күн бұрын

    Jay jagannath Bhai 🙏... apona family members sabu bele Khushi re ruhantu❤

  • @anirudhaghadai2171
    @anirudhaghadai21716 күн бұрын

    ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉💐💐💐🎂🎂🎂

  • @TrilokDas-zi4xf
    @TrilokDas-zi4xf4 күн бұрын

    Happy anniversary bro.. Jagannath apanaka dampatya Jeevan sukhamaya karantu khus raho..

  • @Mrutyunjaypanda-_.
    @Mrutyunjaypanda-_.6 күн бұрын

    Happy anniversary sir & mam always be happy ❤❤❤ jagannath nka asirbad sada sarbada apna 2 jana nka upare tatha sara parivaar upare rahu ❤❤❤❤

  • @riteshrout1974
    @riteshrout19746 күн бұрын

    ଜୟ ଜଗନ୍ନାଥ sir ଶୁଭ ସନ୍ଧ୍ୟା ବିବାହ ଦଶ ବର୍ଷ ପୂରଣ ର ଶୁଭେଚ୍ଛା ମାମା ମାଡାମ ଆଉ sir

Келесі